Тёмный

BJD MLA Niranjan Pujari Targets Deputy Chief Minister KV Singh Deo Over Lower Suktel Project 

Kanak News
Подписаться 8 млн
Просмотров 453 тыс.
50% 1

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaAssembly #OdishaNews #IndiaNews

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 298   
@ashokkumarpal596
@ashokkumarpal596 3 месяца назад
କିଓ ତୁମେ ତ ସେହି ଭିଭାଗର ମନ୍ତ୍ରୀ ଥିଲ ,କେତେ ଜଳ ସେଚନ ହେଇଚି ଜାଣିନ କି ?
@sarojrout9173
@sarojrout9173 3 месяца назад
ଧନ୍ୟବାଦ ରାଜ୍ୟ ସରକାରଙ୍କୁ 🎉
@AkshayaBiswal-rf9lu
@AkshayaBiswal-rf9lu 3 месяца назад
ବିଧାୟକ ୨୪ ବର୍ଷା ଶାସନ କଲେ ଜଳସେଚନ ହେଇଛି କି ନାହଁ ଜାଣିନାହାନ୍ତି ମନ୍ତ୍ରୀ ଥାଇକଣ କରୁଥିଲେ କୁହନ୍ତୁ ଓଡିଶାବାସିକୁ
@chandrakantigochhayat2855
@chandrakantigochhayat2855 3 месяца назад
Bjd sabu khaegala
@AjayakumarGochhi
@AjayakumarGochhi 3 месяца назад
@@AkshayaBiswal-rf9luଭାଇ ସେ ପାଣି ଖଲ୍ ଖଲ କରୁଥିଲେ😄😄😄
@gyanprakashsahoo7665
@gyanprakashsahoo7665 3 месяца назад
Pandu ra pada chatu thile
@bedyabyas9553
@bedyabyas9553 3 месяца назад
Sabu guta muta khai deiche Niranjan pujari he ta mahan kheladi ae
@Munakhilara
@Munakhilara 2 месяца назад
​@@chandrakantigochhayat2855au Tama bapa aasiki dam tiari kala naa.
@gunanidhibariha8280
@gunanidhibariha8280 3 месяца назад
ବିଜେଡି ର mla ପାଗଲ ହେଲାନ ପଶୁ ଏ କେଁ
@sanjayamallik143
@sanjayamallik143 2 месяца назад
Right sir
@biswaranjandora9211
@biswaranjandora9211 3 месяца назад
ନିଜ ଗାଲେ ନିଜେ କଳା ବୋଲିଲେ।
@NirakarBiswal-zg4tn
@NirakarBiswal-zg4tn 3 месяца назад
ଏଠି ଯେଉଁ ବିଜେଡି ବିଧାୟକ ମାନେ ପ୍ରଶ୍ନ କରୁଛନ୍ତି ଚବିଶ ବର୍ଷ ଶାସନ କାଳରେ ତାଙ୍କ ଘଇତା 5t ଅଧକ୍ଷ କଣ କରୁଥିଲେ ।ଆଉ ମାସେ ଦେଢ ମାସ ସରକାର କୁ ହୋଇନି ଇଏକରିପକେଇବେ ।ଲଜ୍ଜାଜନକ କଥା ପଚାର ନାହିଁ ।
@rajud3603
@rajud3603 3 месяца назад
Tame jouthire ranga au name change karuchha ame seita karichhu
@jyotiranjankhadiratna
@jyotiranjankhadiratna 3 месяца назад
Thik kahile apana
@gyanprakashsahoo7665
@gyanprakashsahoo7665 3 месяца назад
24 barsha jayen BJD odisha ku khola kari pakeila abe birodhi dala re basichi boli prasna karuchi
@balaramjhankar9002
@balaramjhankar9002 3 месяца назад
Right right 👍👍😂😂😂😂
@satyachayaentertanment1870
@satyachayaentertanment1870 3 месяца назад
ତୁ କହୁଛୁ ବିଜେଡି କିଛି କହିବନି ତୋ ଭଳିଆ ଗାଣ୍ଡି ଦେଖେଇବ ବିଜେପି କୁ
@jatinkumarbarik9574
@jatinkumarbarik9574 3 месяца назад
24 ବର୍ଷ ହେଲା ଓଡିଶା କୁ ବିକଶିତ କରିଛନ୍ତି ପରା ପୁଣି ପ୍ରଶ୍ନ କାହିଁକି
@rkyoutube7696
@rkyoutube7696 3 месяца назад
Se 24 barsha re 10 barsha BJP bi thile tankna minister bi thile ...kete chutiya panti kale tume janina sethi pai comment ru durei ruha ... Karana se kanaka bardhan pai ...se dam 30 barsha hela hei parunathila au haan se bi 10 barsha bjd time re minister thila ......aji heichi ...kemiti loka kna upakruta hebo au odisha ra kama re asiba se chinta karantu ...
@Munakhilara
@Munakhilara 2 месяца назад
Kain pacharile phatuchiki.
@emkopspot
@emkopspot Месяц назад
Are bhai agru pa phatichi 😂😂 au kan phatiba​@@Munakhilara
@kuidinakandhamal7070
@kuidinakandhamal7070 3 месяца назад
24 ବର୍ଷରେ ଯାହା କରିପାରିଲେ ନାହିଁ 4ମାସର ସରକାରକୁ ପ୍ରଶ୍ନ କରିବା ଲଜ୍ଜାର କଥା
@Cricket-19-16m
@Cricket-19-16m 3 месяца назад
One month sarkar
@pritamkhillo7762
@pritamkhillo7762 3 месяца назад
ବାଳ ନା..କିଛି ନାହିଁ ଚୋଡି ହେଲେ କଣ ହବ 😄😄ଯୋଉଟା କରିବାର ଥିଲା କିଛି ତ କଲ ନାହିଁ.. ଓଡିଶା ରେ ଅଣ୍ଡା ପାଇଛ ଲାଜ ଲାଗିବା କଥା....... 😄 ଲଣ୍ଡା ହଇ ବୁଲ ଚିନିବେ ଏ ସବୁ ନବୀନ ଦଳ😄😄
@Jinarani143
@Jinarani143 3 месяца назад
ଲଜ୍ଜ୍ୟା ଲାଗିବା କଥା ଏ bjd MLA ମାନଙ୍କୁ 24 ବର୍ଷ ବିତି ଗଲା ଆଜି ନୂଆ ସରକାର ମାସେ ପୁରୁ ପୁରୁ ତାଙ୍କୁ question କରୁ ଛନ୍ତି
@amarbag5933
@amarbag5933 3 месяца назад
ନୂଆ ବୋହୁ କୁ ଘରର ସମସ୍ତେ କହନ୍ତି ପୁରୁଣା ହେଲେ ପାଦରେ ଖଟନ୍ତି
@Jeeban45
@Jeeban45 3 месяца назад
Qs kn pai kara jiba nahi re boka choda
@gyanprakashsahoo7665
@gyanprakashsahoo7665 3 месяца назад
Bartaman BJD 24 barsha hela nijar kharap kama ku BJP sarkar mundare boli fayda uttheibaku basichi
@केदारनाथमिश्रा
ପାଣ୍ଡିଆନ୍ ସାର୍ ଟିକେ ମୁହ ଦେଖେଇଲେ ବିଡେଡି ନେତା ଚୁପ୍ ହୋଇଯିବେ।କେଳା ନଥିବାରୂ ଧଣ୍ଡ ରାଜୁତି କରୁଛନ୍ତି।​@@gyanprakashsahoo7665
@rkyoutube7696
@rkyoutube7696 3 месяца назад
Balo naa se 24 barsha re banda bjp bi thila bjd saha 2009 jae ...au kanak bardhan minister thila ...Tate kna jana ...hahahaha kanak bardhan pai ...se dam hau naathila
@trilochanpatnaik6321
@trilochanpatnaik6321 Месяц назад
ନିରଞ୍ଜନ ପୂଜାରୀ ଙ୍କୁ ଲଜ୍ୟା ନାହିଁ ଜଳସେଚନ ବାବଦରେ ଏବେ ଆସୁ ଆସୁ ନୂଆ ସରକାର ଙ୍କୁ ପଚାରୁଛନ୍ତି। ସେ ଚବିଶ ବର୍ଷ ରେ କଣ କରିଥିଲେ ତାହା ବର୍ଣ୍ଣନା କରୁ ନାହାଁନ୍ତି କାହିଁକି।
@AjayakumarGochhi
@AjayakumarGochhi 3 месяца назад
ସାବାସ କନକ ବର୍ଦ୍ଧନ ସିଂହଦେଓ😄😄😄
@HiteshSahu-y7s
@HiteshSahu-y7s 3 месяца назад
Raja ghera gihime
@satyanandasahu335
@satyanandasahu335 3 месяца назад
​@@HiteshSahu-y7sରଜା ଘରେ ତୁଇ ଗିହାଲେ ତୋର ଘରେ ରଜା ଗିହାବା
@srustidhardey5817
@srustidhardey5817 Месяц назад
BJD ନେତା କୁ ଜେଲ ଦଣ୍ଡ ଦିଅ ❤❤❤❤
@nimaicharandeheri9064
@nimaicharandeheri9064 3 месяца назад
ସ୍ଵାଗତ ଉତ୍ତର k,b,ji ଦେଇଛନ୍ତି 😊
@ashoknag3973
@ashoknag3973 3 месяца назад
ଆଉ kbj କୁ ଭୋଗିବାକୁ ବି ପଡିବ
@bhabagrahidas2385
@bhabagrahidas2385 3 месяца назад
ତୁମେ 24 ବର୍ଷ ହେଲା ଅଛ କହୁନ ନା ଜାଣିନ
@rkyoutube7696
@rkyoutube7696 3 месяца назад
Very good 10 barsha semane bjd saha thile ...se katha bodhe odhisa loka bhuli galeini
@brajakishorepadhi4022
@brajakishorepadhi4022 3 месяца назад
ମା ଗିହା କଂ ଗ୍ରୁପ ନବୀନ ଗେଣ୍ଡା ଦଳ ର ଡକାୟତ ଗୁଡାକ କେଉଁ ମୁହଁ ରେ ପ୍ରଶ୍ନ ପଚାରୁଛି।
@sanjayamallik143
@sanjayamallik143 2 месяца назад
Right sir
@anshumankarsharma1674
@anshumankarsharma1674 3 месяца назад
Lajya Lajya BJD MLA
@Mscsem
@Mscsem 3 месяца назад
King always king kv singdeo fired
@chandrakantigochhayat2855
@chandrakantigochhayat2855 3 месяца назад
K v singh deo right sir
@prasantakhuntia1393
@prasantakhuntia1393 3 месяца назад
ମହା ଲିଙ୍ଗ ଖାଲି କୁତୁ କୁତୁ ହଉଚି
@rakeshomm6166
@rakeshomm6166 3 месяца назад
Bjd wala nku gandi mara
@nayanyadav2256
@nayanyadav2256 3 месяца назад
He is a king of parliament 😅😅😅😅 ta kutu kutu hebani kemiti
@subratkumarpradhan3747
@subratkumarpradhan3747 3 месяца назад
Mahaling is best Minister
@computerspecialist5498
@computerspecialist5498 3 месяца назад
Wave of talking not good, Mr Mahalinga
@saratbiswal9258
@saratbiswal9258 3 месяца назад
Beautiful answers by BJP ministers
@FishFraming
@FishFraming 3 месяца назад
ଗାଲୁଆଙ୍କ ବାରଵାଟି ଚାଷ
@Anish420-n1
@Anish420-n1 Месяц назад
ଧନ୍ୟବାଦ ମହାଳିଙ୍ଗ ବାବୁ
@RanajitPani-mq9og
@RanajitPani-mq9og 3 месяца назад
ବିଜେଡି ଦଳ ର ବିଧାୟକ ମନେ ପ୍ରଶ୍ନ କଳସମୟରେ ଟିକେ ପୂର୍ବ ସରକାର ଙ୍କ ଦ୍ଵାରା ହେଇଥିବା କାର୍ଯ୍ୟ କେତେ ଉନ୍ନତ ମାନର ତାହା ଜାଣିବା ଦରକାର ନିଜ ପ୍ରଶ୍ନ ରେ ନିଜେ ଛନ୍ଦି ହେଇଯିବ ବିଜେଡି ବିଧାୟକ । ମୋ ମତରେ ଯେଁଉ ବିଜେଡି ବିଧାୟକ ମାନେ ଯେଁଉ ପ୍ରଶ୍ନ ପଚାରୁଛନ୍ତି ସେ କାର୍ଯ୍ୟ ଉପରେ ମନ୍ତ୍ରୀ ପ୍ରଥମେ ତଦନ୍ତ କରନ୍ତୁ ସେଠି କେତେ ଟଙ୍କା ର ଖର୍ଚ୍ଚ ହେଇଛି ଆଉ ସଠିକ୍ ଭାବରେ ହେଇଛି କି ନାହିଁ ।
@AkashThapa-xk3jh
@AkashThapa-xk3jh 2 месяца назад
ଠିକ୍ କଥା କହିଛ
@chandanmohanty618
@chandanmohanty618 3 месяца назад
Perfect reply 😊😊😊
@Sankirtanpunji-td4qg
@Sankirtanpunji-td4qg 3 месяца назад
Good.anser....k.v..sing..deo..sar
@dolamanipodh6329
@dolamanipodh6329 3 месяца назад
Thanks sir k v Singh deo ।
@UKRKirtanTV
@UKRKirtanTV Месяц назад
Good 👍 answer mahaling sir
@SRam_video_vlog
@SRam_video_vlog 2 месяца назад
ଭାଇ ରେ ଏ ବଲାଙ୍ଗିର ର BJP ବିଧାୟକ ମାନଙ୍କୁ ପ୍ରଶ୍ନ ପଚାରିବା ବହୁତ୍ ମୁସ୍କିଲ , ଜଣକୁ ପ୍ରଶ୍ନ କଲେ , ଦୁଇଜଣ ମନ୍ତ୍ରୀ ଉତ୍ତର ଦେଇ ବିରୋଧୀ ଦଳକୁ କନ୍ଦେଇ ଦେଇଛନ୍ତି 😂😂
@PrabhudattaPadhan
@PrabhudattaPadhan 2 месяца назад
Tq Mukesh sir good reply to him
@RajkumarPruseth
@RajkumarPruseth Месяц назад
Vary nice odisha gorverment
@LaxmanBag-tc4fz
@LaxmanBag-tc4fz 2 месяца назад
ବିଜେପି ଓଡ଼ିଶା ପାଇଁ କିଛି କରିବାକୁ ଚେଷ୍ଟା କରୁନାହାନ୍ତି ଖାଲି ଖାଇଯିବେ ଓଡିଶାକୁ
@rbteachersupport1234
@rbteachersupport1234 2 месяца назад
କେଉଁମାନେ Old Pension Scheme ଓଡ଼ିଶାରେ ଲାଗୁ କରିବା ଚାହୁଁଛନ୍ତି ?
@PinkeswarBhoi
@PinkeswarBhoi 2 месяца назад
ଆଜି ବିଜେଡି ବିଧାୟକ ଗଣ ବିଧାନ ସଭାରେ ପ୍ରଶ୍ନ ପଚାରିବା ଏକ ହାସ୍ୟଷପଦ କଥା 24ବରଷ ରେ କରି ପାରିଲେ ନାହିଁ ।ଆଉ ଛଅ ମାସରେ କଣ ହେବ ।ପୁନର୍ବାର ବିଜେପି ସରକାରର ମନ୍ତ୍ରୀ ମହୋଦୟଙକୁ ମଧ୍ୟ ଅନୁରୋଧ ଅଧିକ ଆତ୍ମ ଅହଙ୍କାରୀ ନ ହୋଇ ଶାଳୀନତା ରକ୍ଷା କରି ବିଧାୟକଙ୍କ ଉତର ରଖନ୍ତୁ ।
@headshotgaming365
@headshotgaming365 3 месяца назад
Chaluni kahu chi chun chi ku toro ke te kona😂😂😂😂
@jrdupdates3189
@jrdupdates3189 3 месяца назад
Absolute Answer Mukesh Mahaling sir ❤
@BikashkumarPradhan-y9u
@BikashkumarPradhan-y9u Месяц назад
ଶଳା ୨୪ ବର୍ଷ ଶାସନରେ ରହି କିଛି ଛୋଡ଼ି ପାରିଲ ନାହିଁ, ବିଜେପି ୭୦ ଦିନରେ ସବୁ ତାଡି ପକେଇବ।
@sunilkumarbehera3737
@sunilkumarbehera3737 3 месяца назад
ତୁ ରାଜନୀତି ଛାଡ଼ିଦେ ରେ ନୀର ଭାଇ। ତମେ ବାଳ 24 yrs. ଶାସନ କାଳ ରେ କୋଉଠି ପାଣି ତ କୋଉଠି ରାସ୍ତା ସମସ୍ୟା, ସେତେବେଳେ କଣ ନାହିରେ ତେଲ ଦେଇ ସୋଇଥିଲ। ଏବେ ସବୁ ତମର ବାହାରୁଛି ନିଜକୁ ପଚାର ହେ କଣ ବାଳ ତାଡ଼ିଛ।BJP ସରକାର୍ କୁ ମାତ୍ର ମାସେ, ଦେଢ଼ ମାସ ହେଇଛି କି ନାହିଁ ବାବୁଙ୍କର ପ୍ରଶ୍ନ ପ୍ରବଳ । ଲାଜ ଲାଗୁନି କିହେ।
@JagdishPatra-h2i
@JagdishPatra-h2i 2 месяца назад
Raja hei Kari deputi cm laj lagbar katha
@ManasRanjanJena-l9p
@ManasRanjanJena-l9p 3 месяца назад
ଅଲାଜୁକ BJD MLA
@siprarout3276
@siprarout3276 3 месяца назад
@MohanRaita-b5r
@MohanRaita-b5r 2 месяца назад
ଲାଗୁଛି ବିଧାନସଭାରେ ନୁହଁ ହାଟରେ ଆଲୋଚନା ହେଉଛି (ଯଦି ବଡମାନେ ଏମିତି ଛୋଟ ଶିଖିବେ କଣ ? ଵ,)
@debashisdash9523
@debashisdash9523 3 месяца назад
ଏଡେ ସୁନ୍ଦର ଡେରାସ୍ ଓ ଝୁମୁକା ଡ୍ଯାମ୍ ପ୍ରତି ଧ୍ଯାନ ଦିଆ ଯାଉ 🙂
@Anish420-n1
@Anish420-n1 Месяц назад
ମା ଗିହା ନିରଞ୍ଜନ ପୂଝlରୀ....... ତୁଇ କାନା କରିଛୁ କହ... ମୋର ରୁମ......
@dibalsinghmajhi6136
@dibalsinghmajhi6136 2 месяца назад
25 ବର୍ଷ ରେ ସବୁ କିଛି କରି ଦେଇଛ ଆଉ ପ୍ରଶ୍ନ କଣ ପାଇଁ
@BhimesenMajhi
@BhimesenMajhi 2 месяца назад
ଠିକଅଛି ଆପଣ ଭଲ ଲୋକ ଭୁଲରେ କରିଦେଲେ ଆପଣ କହିଥିବା ନୀର୍ବାଚନ ସମୟରେ ସେଟାପୁରାଣ କର
@Umeshsahu-hj5bj
@Umeshsahu-hj5bj Месяц назад
ଓଡ଼ିଆ ରେ କେବେ ୩୦୦୦ ଟଙ୍କା ବାର୍ଧକ୍ୟ ଭତ୍ତା ଦେବ ବିଜେପି ସରକାର?
@biswamayaguru99
@biswamayaguru99 3 месяца назад
Thik jabab milichi niranjan pujhari nku
@Guptaswaragovardhangograsaavha
@Guptaswaragovardhangograsaavha 2 месяца назад
ପୂର୍ବରୁ ନିଜେ କିଚିକରୁନ ଥିଲେ,ଏବେ ପ୍ରଶ୍ନ ଗଦା ଗଦା
@SubashChandraSahu-bo5fm
@SubashChandraSahu-bo5fm 3 месяца назад
ଜୟ କନକ ବାର୍ରଧନ ଜି ତୁମକୁ କୋଟି ଜୁହାର ବହୁତ ବେଷ୍ଟ ଜବାବ ଦେଇ ଛନ୍ତି ଜୟ jag
@rkyoutube7696
@rkyoutube7696 3 месяца назад
😂😂😂😂 faltu jawab be 30 barsha hela tar lagi 1996 ru dam nai hauthae
@PriyanshuKharsel-ul8lb
@PriyanshuKharsel-ul8lb 2 месяца назад
Mukesh babu Tq
@CHAMPUSAGARIA
@CHAMPUSAGARIA 3 месяца назад
Right sir
@sambalpuristarmedia1471
@sambalpuristarmedia1471 2 месяца назад
Niranjan pujhari ର ଆଖି ନାହିଁ
@sanjeevkumardas4050
@sanjeevkumardas4050 3 месяца назад
Good debate❤
@MalayaRanjanPradhan-co9pk
@MalayaRanjanPradhan-co9pk 3 месяца назад
Last govt declared New-O, how ?
@somsah3559
@somsah3559 3 месяца назад
ପଶ୍ଚିମ ଓଡିଶା ର ପ୍ରତିନିଧିତ୍ଵ ଦେଖି ଖୁସି ଲାଗୁଚି
@sanjibpradhan4159
@sanjibpradhan4159 Месяц назад
ଖଳ ଖଳ ଖଳ ଖଳ
@fakiradikhit848
@fakiradikhit848 Месяц назад
Maagihaa kritadaasa pujaari.
@pusaminiaka9679
@pusaminiaka9679 2 месяца назад
Bjd କୁ ଲଜ୍ୟା ନାହିଁ..
@rahulk934
@rahulk934 3 месяца назад
Mukesh Mahaling sir right candidate
@sunilkumarpatnaik6953
@sunilkumarpatnaik6953 Месяц назад
Odisha rey ahuri NEW NEW WATER RESERVERS karajau. ...Check Gates & canals karajau ahuri..... Small Small New New bridges / polo karajau.
@dhananjaypardhan5106
@dhananjaypardhan5106 2 месяца назад
ନା ବୋ ପିଲା ଯଦି ସମ୍ପୂର୍ଣ୍ଣ ନାଇ ହେଇ ତ କାଇ ଯେ ଉଦ୍ଘାଟନ କଲ୍ ଲାଏଜ୍ ଲାଗ ବାର କଥା
@Aviator_7940
@Aviator_7940 2 месяца назад
24 Barsha hela jaha karuthila bjd , chada
@user-hv3tn9tm1t
@user-hv3tn9tm1t 2 месяца назад
ମହାଲିଙ୍ଗ କିଛି ନାହିଁ ଜାନବାର
@gopinathmallickmallick2711
@gopinathmallickmallick2711 2 месяца назад
ମତେ ଲାଜ ଲାଗୁଛି ଏପରି ପ୍ରଶ୍ନ ପଚାରୁଛି BJD। ଜେଉ ପାଟିର ଦୁଇ ମାସ ପୂରିନାହିଁ ସରକାରରୁ ଯିବାର। ଏ ନେତାମାନଙ୍କୁ ଲାଜ ଲାଗୁନାହିଁ।
@SumantaBehera-s1p
@SumantaBehera-s1p 3 месяца назад
Bjd, bale, kiche, ganinahanti
@gyanprakashsahoo7665
@gyanprakashsahoo7665 3 месяца назад
BJD dala ku lajja lagiba katha nija dosa ku BJP sarkar mundare laduchi_ 24 barsha hela odisha ku sasan karu thile kichhi thik kari parileni bartaman dosa BJP sarkar ku dauchhanti_ BJD dala ra prasna pacharibara adhikar nahi.
@deepofficial4431
@deepofficial4431 3 месяца назад
24 year Rampur dunguripali lagi ka kari6u bo
@loveyourself3219
@loveyourself3219 2 месяца назад
Mukesh sir looks like late Pramod Mahajan
@gunanidhithanapati2800
@gunanidhithanapati2800 3 месяца назад
ଶୁଭ ଦେଲାବେଳେ kena thilu niranjan BJD ସରକାର ଥିଲା KN J
@samirkumardey8688
@samirkumardey8688 3 месяца назад
Choro bjd mla
@motilalmahanand1995
@motilalmahanand1995 2 месяца назад
Nirbachan ke akhi agare rakhi Ram mandir madhya Udghatana hei thila, Without Complete, you Understand Mr KV sing deo And Mr M Mahaling
@UpendraBhoi-w6z
@UpendraBhoi-w6z 3 месяца назад
24. ୟାର୍. ତୁମେ. ଥିଲା ବେଳେ. BJD.. ପାଣି. ସୁବିଧା. କରିପାରିନାହିଁ.. ନିରୋଜନ. ବାବୁ..
@chittaranjanpanda-6179
@chittaranjanpanda-6179 2 месяца назад
ବେଲଜ୍ୟା ବୀ ଜେ ଡୀ
@harichansunani4233
@harichansunani4233 3 месяца назад
Raja to Raja hain
@kanhucharannathkanhu323
@kanhucharannathkanhu323 2 месяца назад
ତମେ କାଣା ଚୁହୁ ଥିଲ ହୋ ନିରନ୍‌ଜଣ୍‌
@TapanRath-s6r
@TapanRath-s6r 2 месяца назад
Mohan Maji should lean from from Andhra CM 'Andhra Pradesh Chief Minister N Chandrababu Naidu Chief Minister N Chandrababu Naidu directed officials to roll out new policies in five sectors - Industries, MSMEs, Food Processing, Textiles, and Electronics, IT and Cloud - in the next 100 days'.
@santoshkhushiexpressratnak7215
@santoshkhushiexpressratnak7215 2 месяца назад
🙏🙏🙏🙏👌👌👌👌👌❤❤❤
@surajitjana7671
@surajitjana7671 3 месяца назад
BJP ଦଳ ପାଖରେ ଆଞ୍ଚଳିକ ଦଳର ବିଧାୟକ ଦେଖିଲ ହସ ଲାଗୁଛି
@Divyanshuyadav-n3q
@Divyanshuyadav-n3q 2 месяца назад
କୋଶଲ ରାଜ ଲାଗି ଟିକେ ଚାର୍ଚ୍ଚା ହଉ
@melodyrasia399
@melodyrasia399 3 месяца назад
ତୁମେ ମାଡ ଲାଗବାର ରେ ଫୁରସତ ନାଇ ତୁମେ ଆମର ଲାଗି କାନା କରବ
@Tst-g7x
@Tst-g7x 3 месяца назад
Nirajan pujhari is great
@DKSMEDIAPRESENTION
@DKSMEDIAPRESENTION 3 месяца назад
Bjd khali dekhee haichhi
@user-pk3lw3jh6j
@user-pk3lw3jh6j 2 месяца назад
Archana ra Swami kanak Singh dew
@mrutyunjayaacharya
@mrutyunjayaacharya 2 месяца назад
ତମ ପ୍ରତିଶ୍ରୁତି କୁଆଡେ ଗଲା
@trinathabehera7050
@trinathabehera7050 3 месяца назад
Mahaling bahut usat hauchhubo😂😂😂😂😂😂
@pramiladharua278
@pramiladharua278 Месяц назад
ନିରଞ୍ଜନ ତ ଗୁହୁ ଖାଉଛେ ।ଆଦିବାସୀ ମାନଙ୍କୁ ବିକି ଦେଇଛି।
@MalayaRanjanPradhan-co9pk
@MalayaRanjanPradhan-co9pk 3 месяца назад
What have been done by bjd last 24 year still you are questioning to day, how shame ?
@केदारनाथमिश्रा
BJD ପ୍ରଶ୍ନ କଲେ ସବୁ ନିଜ ଗୁମର ଖୋଲୁଛି ।
@chandankumarsahu3947
@chandankumarsahu3947 3 месяца назад
ଓଡ଼ିଶା ବାଶି ଏହି ଲିଙ୍କ ରୁ ଉତ୍ତର ପାଇ ଯିବେ ...
@nilamanisandha1804
@nilamanisandha1804 2 месяца назад
24ଵରଷ ମିଶନ କାଳରେ କଣ କରୁଥିଲେ
@mrrao5320
@mrrao5320 3 месяца назад
Jai BJP ZINDABAD
@Basudev-r1i
@Basudev-r1i 3 месяца назад
@bidyadhardas6239
@bidyadhardas6239 3 месяца назад
ବିଜେପି ସବୁ ପାଗଳ ଙ୍କୁ ମନ୍ତ୍ରୀ କରିଛି ଯେଉଁ ମାନଂକର କାଣ୍ଡ ଜ୍ଞାନ ନାହିଂ
@subashnaik826
@subashnaik826 3 месяца назад
Tu banda janichu
@LalitkumarPatralucky
@LalitkumarPatralucky 3 месяца назад
Same way like you inaugurated Shri Ram Mandir just before election but still failed.
@amanchanda7631
@amanchanda7631 Месяц назад
NIRA BHAI RA NIRA BAHARIGALA...UUUU
@Bnbnbnnm
@Bnbnbnnm 3 месяца назад
Niranjana babu Sonepur re Bus stand achi ki tk kahiba niranja babu
@AshokKBarik
@AshokKBarik 3 месяца назад
Sir, eta ta apana ka part answer deba katha...
@rudravssurya3963
@rudravssurya3963 3 месяца назад
Niranjan ta mikina ku gio
@surendrapadhan7245
@surendrapadhan7245 3 месяца назад
ଛି ଛି ଛି ବେଲଜ୍ୟା ପୁଝାରୀ, 24 ବର୍ଷ ପାଣ୍ଡୁ ର ତଳି ଚାଣ୍ଟୁ ଥିଲ ll ମନ୍ତ୍ରୀ ହେଇକି ଜଣେ ସଚିବ ପାଦେ ମୁଡ଼ିଆ ମାରୁଥିଲ ଛି ଛି ଛି,, ଏଇଟା ତ ଆରମ୍ଭ ତୁମକୁ ପୁରା ଲଙ୍ଗଳା କରି କି ବାହାର୍ କରିବେ ,, ସମୟ ଥାଉ ଥାଉ ହୁସିଆର
@KabiPradhan-yz7gi
@KabiPradhan-yz7gi 3 месяца назад
ବିଜେପି ସରକାର ଜହା କଲେ ବିଜେଡି ଖାଲି ଚଡ ଚଡ ହବ ତୁମର ଟିକିଏ କାଠେଈ ଜାରେ ବିଜେଡି
Далее
Только ЕМУ это удалось
01:00
Просмотров 610 тыс.
ITZY 예지한테 AI 메이크업하기💖 #shorts
00:23
бабл ти гель для душа // Eva mash
01:00