Тёмный

BJD's Jan Jagran Campaign to Start from Aug 16 | BJD Spokesperson Lenin Mohanty Holds Press Meet 

Rising Odisha
Подписаться 368 тыс.
Просмотров 84 тыс.
50% 1

BJD Spokesperson Lenin Mohanty Holds Press Meet.
#bjdpressmeet #leninmohanty #janjagran #bjdvsbjp #bijujanatadal #odishabjp #pensiondistribution #oldagepension #odishapolitics #bjpodisha #bjddigitalwing #risingodisha
Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
#RisingOdisha #OdiaNews #WebChannel
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
Rising Odisha Web Channel:
ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
#RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
“ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Social Link :
➠Visit Our Website: www.risingodish...
➠RU-vid: / @risingodishanews
➠Facebook: / risingodisha.news
➠Twitter: / rising_odisha

Опубликовано:

 

9 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 672   
@ranjankumarprusti7950
@ranjankumarprusti7950 29 дней назад
ସଳା ନିର୍ଲଜ୍ଜ ବେହିଆ , ଡକାୟତ।ଲୋକ ବହୁତ ଆଗରୁ ଜାଣିଛନ୍ତି ତମେ କେତେ ଭଲ।
@tunanayak6185
@tunanayak6185 27 дней назад
ଏଇଟା ପରମ mg ta , ବହୁତ ବୁଝାଉଛି ସେ ଜାଣିପାରୁନି ଓଡିଶା ଲୋକମାନେ B J P ଦଳକୁ ଭୋଟ ଦେଲେ , ଏଇଟା ଗାଲୁଆ , ପୁରା ଚେଷ୍ଟା କର , ପଞ୍ଚାୟତ ଭୋଟ ପରେ ତମର ସବୁଚେଷ୍ଟା ସରିଯିବ , ଏଆଟା ଏତେ ଜ୍ଞାନୀ , ଖାଲି ଅନର୍ଗଳ ଭୁକୁଛି, କୁଆଡେ ଗଲା , ସବୁ ଆୱାର୍ଡ ପାଣି , ରେ ପଡିଗଲା, ବହୁତ advice ଦେଉଛି,
@tunanayak6185
@tunanayak6185 27 дней назад
ଏଇଟା ପରମ mg ta , ବହୁତ ବୁଝାଉଛି ସେ ଜାଣିପାରୁନି ଓଡିଶା ଲୋକମାନେ B J P ଦଳକୁ ଭୋଟ ଦେଲେ , ଏଇଟା ଗାଲୁଆ , ପୁରା ଚେଷ୍ଟା କର , ପଞ୍ଚାୟତ ଭୋଟ ପରେ ତମର ସବୁଚେଷ୍ଟା ସରିଯିବ , ଏଆଟା ଏତେ ଜ୍ଞାନୀ , ଖାଲି ଅନର୍ଗଳ ଭୁକୁଛି, କୁଆଡେ ଗଲା , ସବୁ ଆୱାର୍ଡ ପାଣି , ରେ ପଡିଗଲା, ବହୁତ advice ଦେଉଛି,
@sukantapradhan4727
@sukantapradhan4727 26 дней назад
Tu beiman
@prashantkumardas6791
@prashantkumardas6791 29 дней назад
ହାତ ରେ ହତିଆର ଥିଲାବେଳେ ଯୁଦ୍ଧ କରିପାରିଲେନି, ଏବେ ତାଡ଼ିପକେଇବେ!
@prakashkumar1695
@prakashkumar1695 28 дней назад
Sabu haba samay ku apekhya kara Rajniti re haar jit achhi lokamane parivartan ku anubhab kariba darkar, tapare thik bujhibe odisha loka
@JogeswarMajhi-lt7hj
@JogeswarMajhi-lt7hj 28 дней назад
​@prakashkumar1695 ସ୍ବପ୍ନ ଦେଖିବା କୌଣସି ଭୁଲ ନୁହେଁ
@BharatChandraJena-yp2vx
@BharatChandraJena-yp2vx 28 дней назад
Bjd jeu pratisuti dianti netanka paket pasibakatha lajya lagibakatha bjd neta odishaku vikari karidele auri itekatha
@DhirendranathBaskey
@DhirendranathBaskey 28 дней назад
ଯାତ୍ରା କର କି ନାଟକ କର ବାଗ ଗୋଟେ ଗୋଟେ ବାଗ ଧରେଇ ନମୋ ନେଲ
@pinkysethi7537
@pinkysethi7537 27 дней назад
Bhai EVM tampering, ମିଛ ପତିଶୂତି, ଧୋକା ରେ କିଏ ମଧ୍ଯ ଜିତି ପାରିବ। ବିଜୁ ଜନତା ଦଳ ଏ ସବୁ କୁସ୍ଚିତ ଛଳନା କାମ କରେ ନାହିଁ
@kalyanpanda5885
@kalyanpanda5885 28 дней назад
ଆଉ ବାଳ ଅଛି ଯେ ଜାଗରଣ ହବ
@pramodajena1514
@pramodajena1514 29 дней назад
ଚୁପ୍ ଶଳା
@krushnamohapatra445
@krushnamohapatra445 29 дней назад
ହଇରେ ଚୋର ଦଳ, ତମର ଯେତେ ସବୁ ଅଫିସର କେତେ କେତେ ଟଙ୍କା ଠୁଳ କରିଛନ୍ତି
@drgoutambiswal6717
@drgoutambiswal6717 29 дней назад
ଲେଳୀ ନ ମହାନ୍ତି ତାଉତର no one
@BimbadharMangaraj
@BimbadharMangaraj 29 дней назад
ଦଲାଲ ଟାଉଟର ଯେତେକ ଅଛ ନେତା ନେତ୍ରୀ ମୂଳ ପୋଛହବ ମାମୁଁ ଘରେ ଚକି ପେଷିବ
@pinkysethi7537
@pinkysethi7537 27 дней назад
ଭାଇ ଏଇ ଲୋକ ବିଜେପି ରେ ମିଶିବା କୁ ଗଲେ ଭଲ ହୋଇ ଯିବେ ଆଉ ଜେଲ୍ ଚକି ପେସିବା କୁ ପଡିବ ନାହିଁ। ବିଜେପି ଦଲ ଏମିତି କେତେ ଚୋର କୁ ନେଇ ନିଜର ପଦ ରକ୍ଷା କରୁଛନ୍ତି।
@pinkysethi7537
@pinkysethi7537 27 дней назад
Those who are compromising with own ethics that party never running long time, because BJP doing same things after enter modi, ବଂଶ ବୁଡିଲା ବେଳେ ଘାେଡା ମୁହା ପୁଅ ଜନମ ହୁଅନ୍ତି
@bmn2568
@bmn2568 29 дней назад
ଖସି ଗଲା ଗୋଡ଼ ତଳକୁ ତଳକୁ ଆପଣ ଯେତେ ଚିତ୍କାର କଲେ ମଧ୍ୟ କିଛି ହେବାରନାହିଁ 24ବର୍ଷରେ ତ କିଛିକରିପାରିଲେନାହିଁ ସବୁ ଲୁଟି ନେଲ ଯେଉଁ ଲୋକ ଓଡ଼ିଆ କହି ଜାଣନ୍ତିନାହିଁ ସେ କି ଜାଗରଣ ପଦ ଯାତ୍ରା କରିବେ କିଛି ହେବାରନାହିଁ ଲୋକଙ୍କୁ ଆଉ ଭୁଆ ଭୁଲାନ୍ତୁନାହିଁ
@shashankapurohit4372
@shashankapurohit4372 29 дней назад
ତମର ମୁହେଁ ଲଜ୍ଜ୍ୟା ନାଇଁ ବୋ, 24 ବର୍ଷ ତମେ କଣ କରୁଥିଲ ବୋ ଆଉ କିଛି ଦିନରେ ତମର M L A ସବୁ ହୋଲସଲ ରେ ବିକ୍ରି ହେଇଯିବେ
@blackstarnabin
@blackstarnabin 28 дней назад
Bhai କହିଲେ ୨୪ ବର୍ଷରେ କମଳା bjd ପ୍ରତିଶୁତି ଦେଇନଥିଲେ
@ramachandranaik713
@ramachandranaik713 29 дней назад
ତୁମେ ସବୁ ଟାଉଟର । ସେତେବେଳେ ତମେ ସବୁ କଣ କରୁଥିଲ । ତମ ଦଳ ଭାଙ୍ଗି ଯିବ
@ranjitdehury7168
@ranjitdehury7168 29 дней назад
Andha bhakta BJP michua
@Babaphakiryoutube
@Babaphakiryoutube 29 дней назад
ଲେଲିନ୍ ମହାନ୍ତି କିଏ ମୁଁ ଭାବୁଛି ବୋକୁଚା ବୁହା କ୍ରୀତଦାସ ପାଣ୍ଡୁ ଚାକର ଥିଲା
@bapisadangi3373
@bapisadangi3373 26 дней назад
Right
@malayadas4486
@malayadas4486 25 дней назад
A sala BJP re micib
@susantanayak9728
@susantanayak9728 29 дней назад
ପାଗଳ ଟା... ରାଉ ରାଉ ଏହାର ଅଭ୍ୟାସ.. ନବୀନ କଣ ଆଉ ଥରେ ସରକାର କୁ ଆସିବ ତୁ ଭାବୁଚୁ? ତୁମର କେତେ ବନ୍ଧା ହେବେ ଅପେକ୍ଷା କର ଦେଖିବୁ... ସବୁ ଚୋର 24 ବର୍ଷ ରେ ପବନକୁ ଛାଡି ସବୁ ବିକିଦେଲ... ଚୋର
@Babaphakiryoutube
@Babaphakiryoutube 29 дней назад
କେବଳ ଜୋତା ମାଳ ପିନ୍ଧିବ ଜନତା BJD ନେତା ଉପରେ ତାତି କି ଅଛନ୍ତି
@user-uw1yk3pk7c
@user-uw1yk3pk7c 29 дней назад
BJP mantri ku gan ra ledis mane kana pakei jhadure sekibe
@Babaphakiryoutube
@Babaphakiryoutube 28 дней назад
@@user-uw1yk3pk7c ବାବୁରେ 24ବର୍ଷ ଶାସନ କାଳରେ ଗୁଣ୍ଡା ରାଜ ଲୁଟ୍ ବନ୍ଦ ହୋଇଗଲା ଏବେ ମାଡ଼ ଚପଲ ମାଳ ପିନ୍ଧିବ BJP ସରକାର ଏବେ ଛୁଆ ତା ସମୟ ଆସିନି ଏବେ BJD ପାଳି
@user-hc5rd3pw7t
@user-hc5rd3pw7t 28 дней назад
​@@Babaphakiryoutuberight
@bichitranandatripathy3007
@bichitranandatripathy3007 26 дней назад
Laja. Nanhi
@prasantswain1612
@prasantswain1612 26 дней назад
24 barsara bahut karicha lokaka pakhaku asaaa?
@prafullamohantakumar8941
@prafullamohantakumar8941 28 дней назад
ଲୋକେ ହସିବେ 25ବର୍ଷ କିଛି କରିପାରିଲେନି
@purnanayak5383
@purnanayak5383 29 дней назад
ବେଲଜ୍ୟା କେଉଁଠୁ ଆସିଲା।
@suhanasafar6255
@suhanasafar6255 29 дней назад
ପାଣ୍ଡିୟାନ ଯେତେବେଳେ ଓଡ଼ିଶା ସାରା ହେଲିକପ୍ଟର ରେ ବୁଲି ବୁଲି ରଜକୋଷ ରୁ ହଜାରେ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିଛି ସେଥି ରୁ କଣ ଓଡ଼ିଶା ପାଇଲା ଟିକେ କୁହ।
@prakashkumar1695
@prakashkumar1695 28 дней назад
Helicopter re bulibani aau kn cycle re buliba na kn 😂😂😂baya helu k
@JogeswarMajhi-lt7hj
@JogeswarMajhi-lt7hj 28 дней назад
​@@prakashkumar1695ତୁମେ ଭଲ କ୍ରୀତଦାସ ର ପରିଚୟ ଦେଲ
@DhirendranathBaskey
@DhirendranathBaskey 28 дней назад
​@@prakashkumar1695ସୋଗୋଡୋ gadire bulithile volo heithanta
@sandhyapriyadarshiniSahu
@sandhyapriyadarshiniSahu 27 дней назад
Andhvakta 😎sabu distric ra development pain sabu district jiba pain kn cycle use karibe😂mohan babu ta 2month re kete thara delhi galeni dekha😎
@prakashkumar1695
@prakashkumar1695 27 дней назад
@@sandhyapriyadarshiniSahu ekdum thik katha kahile esala alajuka muhanku laja tike nahi khali michare radi chhaduchhanti, jadi kahuchanti helicopter re buli 1000 cr khaidela pandian tahele prove karunahanti, arrest karunahanti knpae ebe ta BJP sarkar achhi na dekhi dum kete achhi dekhiba, khali jumla baji kariba chhada aau kchh kama nhi emti hi pandian pandian chilei chilei loka nku bhuaan buleile jitile, loke ete pagal nuha sabu next time pura rajya aau desa ru safa karibe jumla sarkar nku
@sumanganguli7281
@sumanganguli7281 29 дней назад
ଚବିଶ ବର୍ଷରେ ଏ ଭାଷଣ କୋଉଠି ଥିଲା
@gopabandhumashra8949
@gopabandhumashra8949 28 дней назад
ବର୍ଷ କୁ ୧୦୦ ଟଙ୍କା ବଢେଇ ଥିଲେ ୨୪ ବର୍ଷ ରେ ଜଣ କୁ ୨୪୦୦ ଶହ ହୋଇଥାନ୍ତା ତୁମ ସରକାର ଶୋଇ ରହିଲେ ଜୟ ବିଜେପି
@user-hv3tn9tm1t
@user-hv3tn9tm1t 29 дней назад
ତୁମ ମାନଂକ ପାଇଁ ଆମ ନବୀନ ସରକାର ହାରିଲା
@bijayamoharana8159
@bijayamoharana8159 29 дней назад
ଆମେ ଆଉ ବିଜେଡିକୁ ଫେରିବୁ ନାହିଁ, ନବୀନ ବାବୁ କାହିଁକି ଆସିବେ
@kishore6469
@kishore6469 29 дней назад
What about odia people bitten by other states people in his state.
@Jb-rn4gu
@Jb-rn4gu 28 дней назад
ସାଶନ ବ୍ୟବସ୍ଥା ଥିବା ସମୟ ରେ କଣ କରୁ ଥିଲା ବିଜେଡ଼ି ସରକାର ??
@purnachandra1694
@purnachandra1694 28 дней назад
24 ବର୍ଷ ରେ ତ କିଛି ତାଡି ପାରିଲାନି ଏବେ କଣ ଟାଡି ପକାଇବ. 300 ରୁ 1000କରି ଥିଲl ବିଜେଡି ଵାଲା.ନବୀନ ଏ ବେ କଣ ଜାଣି ସାରିଛନ୍ତି. ଦୁର୍ନୀତି. ହତ୍ୟା ଵାଲା. ତର ନବୀନ ଆଉ ଭୋଟ ପାଇବ ନାହିଁ.
@babark6185
@babark6185 26 дней назад
ବେନିନ ବିବୁ ଅପେକ୍ଷା କରନ୍ତି ଓଡ଼ିଶା ବାସି ପଚିଶ ବର୍ଷର ଅପେକ୍ଷା କରିଥଲେ ଆପଣମାନେ ପଚିଶ ମାସ ଦେଖ
@JogeswarMajhi-lt7hj
@JogeswarMajhi-lt7hj 28 дней назад
ଅଗଷ୍ଟ ୧୬ ରୁ ନବୀନ ସମଗ୍ର ଓଡ଼ିଶା ରିକସା ରେ ବୁଲୁ,,, ହେଲିକେପ୍ଟର ରେ ଆଉ ତେଲ ନାହିଁ,,,
@rameshswain2374
@rameshswain2374 29 дней назад
ବାଳ ତୋଭଳିଆ ବାଳ ନେତା ନଜିବାଜାଏ ବିଜେଡି ର ଅବସ୍ଥା ସୁଧୁରିବ ନାହିଁ
@sewanayak945
@sewanayak945 29 дней назад
ତୁମକୁ ଓଡିଶା ବାସି ଠିକସେ ଜାଣିଛନ୍ତି ସେଇଥି ପାଇଁ ଚେରୁପଡିଦେଲେ ଆଉ ଭୋକିବା ଦରକାର ନାହିଁ ok 👍
@gopabandhumashra8949
@gopabandhumashra8949 28 дней назад
ବିଜେଡ଼ି ସରକାର ୨୪ ବର୍ଷ ଶାସନ ମଧ୍ୟରେ Old ପେନସନ ଦେଲ ସବୁ ଓଡ଼ିଆମାନଙ୍କୁ ଭଲଭାବରେ ଜଣା ଲେଲିନ ବାବୁ ତୃମେ କହିବ ପଡ଼ିବ ନାହିଁ
@PrasantaSahoo-qh8sw
@PrasantaSahoo-qh8sw 28 дней назад
କାହିଁ ବୋକୁଚୁ ସୋଇପଡ 24ବର୍ଷର ଖେଳ ଖତମ୍ କିଛିବି ଫରକ୍ ପଡ଼ିବୋନି ।
@DhirendranathBaskey
@DhirendranathBaskey 28 дней назад
ବିଜେଡି ଯୋଜନା ର ପ୍ରତିଶୃତି କେତେ ପାଳନ ହେଇଚି ସେଇଟା ଟିକେ କହିଲେ ଭଲ ହବ,, ଯେମିତି କାଳିଆ, ପିଠା ବିଯୁଜୁବ ବାହିନୀ ଏତକ, କୁଆଡେ ଗଲା
@pramodajena1514
@pramodajena1514 29 дней назад
ଏଶଳା ସବୁଠୁ ଚୋରସ arrest କର
@ranjitdehury7168
@ranjitdehury7168 29 дней назад
Tu kn
@prakashkumar1695
@prakashkumar1695 28 дней назад
Tu sala b gote bada chora dakayat
@Rajeshdash567
@Rajeshdash567 22 дня назад
Eita cora tame sabu vhala
@satyabehera9431
@satyabehera9431 29 дней назад
ଆଉ 6ମାସ ଅପେକ୍ଷା କର ନା ବିଜେଡି ଦଳ ଥିବ ନା ଶନ୍ଖ ଚିହ୍ନ ଥିବ ।
@sukantkumarsahu3901
@sukantkumarsahu3901 26 дней назад
You are god
@SidharthPrasadDas
@SidharthPrasadDas 29 дней назад
ବିଜେପି ସହ ଲଢେଇ ହେଉ, ବିଜେଡି ର ସବୁ କର୍ମୀ ଚାଁହୁଚନ୍ତି,
@swarnalatabehera8905
@swarnalatabehera8905 29 дней назад
ଏ ଶଳା ଟାଉଟର କୁଆଡେ ଲୁଚିଥିଲା
@ranjankumarprusti7950
@ranjankumarprusti7950 29 дней назад
ଆଉ ତମେ ଆଉ ତମ ସରକାର ଆଗରୁ କୋଉଠି ଗାଣ୍ଡି ମରୋଉଥିଲେ ଆଜ୍ଞା।ତମ ସରକାର ରେ ଥିଲା ଵେଳେ କେତେ ଦେଇଥିଲେ ଲୋକ ମାନଙ୍କୁ।ତମେ ଆଉ ତମ ନେତା, ବିଧାୟକ,ତମ ଯନ୍ତ୍ରୀ ସବୁ ଗାଣ୍ଡି ମାରିଖୋଳ କରି ଦେଇଛ।ଆଉ ଅଛି ଯେ ସେମାନେ ଦେବେ।
@user-gq1yo9ib3c
@user-gq1yo9ib3c 29 дней назад
ସଳା କୁତାମାନେ ଆଜି ନବିନ୍ ପଟନାୟକଙ୍କ ନାମ କହି ବିଜେଡି କୁ ତଳିତଳାନ୍ତ ର କରିଦେଲ ପୁଣି ଆଉ କିଛି ବାକିଅଛି କି ପୁଣି ନବିନ୍ ପଟନାୟକଙ୍କ ନାମ ଧରି ଓଡିଶା କୁ ବଦଲାମ୍ କରୁଛ
@nibarranjanbhuyan4568
@nibarranjanbhuyan4568 29 дней назад
ଏ ଶଳା ଲେନିନ ଖୋଳ କରିକି ଧରା ପଡ଼ିଯିବ ବୋଲି ପ୍ରେସ ମିଟ କରିକି ସଫେଇ ଦଉଛି
@stuluachary
@stuluachary 29 дней назад
ଆରେ ମାଗିଆ ଟାଉଟର ପୁରୀରେ ନବୀନ ପଟ୍ଟନାୟକ କହିଥିଲା କାଳିଆ ଯୋଜନାରେ 10 ହଜାର ଟଙ୍କା ଦବା ପାଇଁ କହିଦେଇ ଦେଲାନି । ସରକାରୀ ବସ କଲର ରଙ୍ଗ ଥିଲା 30 ବର୍ଷ ତଳେ କିଏ ପାକିସ୍ତାନ କଲର୍ କଲା । ଯଦି ତୋର ମନେ ପଡୁନି ତୋ ବାପାକୁ ପଚାରିବୁ । କେନ୍ଦ୍ର ଚାଉଳ ନାମ ବଦଳାଇ ନବୀନ ଚାଉଳ
@bapisadangi3373
@bapisadangi3373 26 дней назад
Right
@ashoksahoo8150
@ashoksahoo8150 29 дней назад
ହ୍ ଡା ବଳଦ ବିଜେଡି।ପ୍ରବକ୍ତା ମୋହଦୟ କହିବେ କି 2014ଯାଏଁ ss ନିଯୁକ୍ତି ବୟସ 42ଯାଏଁ ଦେଇ 2016ରେ 32 ଦେଲେ ଏଇଟା କି ଛଞ୍ଚ୍ କତା ।ବେହିଆର କି ଟାଉଟରୀ ।ଉତ୍ତା ଆପଣ 500 କାହିଁକି ଆପଣ 3000 ବଢ଼େଇଲେନି।ସାଡେ 4 କୋଟି ନ୍ କହି 2 କୋଟି କୁହନ୍ତୁ କାରଣ ଆପଣଙ୍କ ନେତା ବି ହରିଛ୍ହନ୍ତି।
@bibhutiparida7565
@bibhutiparida7565 29 дней назад
ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରୁ ପରା କୁଆଡେ଼ ଦେଢ଼ କିଲ ରୁ ଅଧିକା ସୁନା ଆଉ କିଛି ହୀରା ଅଳଙ୍କାର ଭାଆରିଚି !
@ramachandrasahoo7067
@ramachandrasahoo7067 29 дней назад
Mla ଓ mp ମାନଙ୍କୁ ଜନ ସାଧାରଣ ମନେ ଦେଖିଲା ମାତ୍ରେ ପିଟନ୍ତୁ ।
@hareshpradhan5266
@hareshpradhan5266 29 дней назад
ଲେନିନ no one ଟାଉଟର
@goutamkumarchand9611
@goutamkumarchand9611 27 дней назад
ତୁ ଗୋଟେ ନୂଆ ଦେଶ ତିଆରି କରିବୁକି |କ୍ରୀତଦାସ ଗୁଡାକ ଦଳକୁ ଖାଇ ନଵୀନ ଙ୍କୁ ମାରିଲ ଆଉହାତ ଗୋଡ଼ ହଲେଇ ଏତେ ଅଭିନୟ ନକରି ତଥ୍ୟ ମୂଳକ କଥା କହି 5 ବର୍ଷ ଅପେକ୍ଷା କର
@ashokkumarpal596
@ashokkumarpal596 29 дней назад
ବାଳ ଟା କରି ପକେଇବ,କଣ କଣ କରିଛ ସବୁ ଏବେ ବାହାରୁଚି .
@mihirdwivedi8843
@mihirdwivedi8843 29 дней назад
Super class tauter of Odisha.Excepting corruption n crime nothing is done by Bjd. What's that word "Spast".. following Naveen Ji
@sanjayapadhy8843
@sanjayapadhy8843 29 дней назад
ଏବେ ସବୁ ଅଫିସର କଥା ଭିଜିଲାନ୍ସ ବିଭାଗ ପକ୍ଷରୁ ବାହାର କରାଯାଇଛି
@jatindrabarik9271
@jatindrabarik9271 29 дней назад
ଲେନିନ୍ ମହାନ୍ତି ତୁଟା ନମ୍ବର ୱାନ ମେଣ୍ଢା।କାରଣ ଗୋଟିଏ ବର୍ଷରେ ଯଦି ସବୁ ନାରୀମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲି କରିଦେବେ,ତେବେ ଆଉ ଚାରି ବର୍ଷରେ କ'ଣ କରିବେ BJP।ତମର ପାଣ୍ଡିଆନ୍ ବାବୁଙ୍କ ହେଲିକପ୍ଟର ଦୁର୍ନୀତି ବିଷୟରେ ଆଗ କୁହନ୍ତୁ।
@prasantapattanaik862
@prasantapattanaik862 28 дней назад
ନବୀନ ବାବୁଂକୁ ସମସ୍ତେ ଭଲ ପାଆନ୍ତି।କିନ୍ତୁ ତୁମେମାନେ ଗତ୨୪ ବର୍ଷ ରେ ରାଜ୍ୟ କୁ ବଦନାମ କଲ‌। ଛାରଖାର କଲ।
@nilamadhabajena9091
@nilamadhabajena9091 29 дней назад
ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ ବାବୁ
@dukhishyampradhandukhishya3024
@dukhishyampradhandukhishya3024 29 дней назад
Jay Jagannath Jay Nabin sir bande utkal janani.
@rmohapatra8562
@rmohapatra8562 28 дней назад
ୟାର ପାଞ୍ଜି ଖୋଲା ଯାଉ, jail ପଠାଯାଉ
@raysantosh8577
@raysantosh8577 29 дней назад
ଆସିଲେ ଚପଲ ପାହାର ଖାଇବ
@jayantanayak5293
@jayantanayak5293 27 дней назад
ଆପଣ ବିଜେଡି ଦଳକୁ ଆଶିଲାଭଳି ମତେ ପୁରା ଲାଗୁଛି ଭଲ ଭାଷଣ ମାରୁଛନ୍ତି ନେତା ମନ୍ତ୍ରୀ ମହାଶୟଙ୍କ ଭାଷଣ ମିଛ ଜନସାଧାରଣ ସବୁ ବୁଜିସାରୀଲେଣି ଆଉ ଚଳିବନି ତୁମ ମାନଙ୍କର ଟାଉଟର କାମ
@pravashmishra1178
@pravashmishra1178 28 дней назад
ଲୋକେ ଅପେକ୍ଷାରେ ରହିଲେଣି @ ଜୟ ନବିନ ଓଡ଼ିଶା
@narendrabaskey1830
@narendrabaskey1830 28 дней назад
JAY BJP Jindabad 💯🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
@Michelle_David100
@Michelle_David100 26 дней назад
ସ୍ପଷ୍ଟ୍ କଣ ବେ ଶଳା ମୂର୍ଖ ଓଡ଼ିଆ ଭାଷା ର ମା ଭଉଣୀ କରୁଛ ବିଜେଡି ବାଲା...ସେଇଟା ସ୍ପଷ୍ଟ
@chandrakantasahoo2759
@chandrakantasahoo2759 27 дней назад
Odisha କୁ 24 ବର୍ଷ ଲୁଟିଲ । ଏବେ କାନ୍ଦନି 2 ମାସ ରେ ଧର୍ଯ୍ୟହରା ହୁଅନି।
@shyamsundarmurmu6611
@shyamsundarmurmu6611 28 дней назад
ଚୋର ମୁହଁ ବଡ଼ ଟାଣ ଓଡିଶା ର ଭାଇ ମାନେ ଏଲୋକଟାକୁ ଚିହ୍ନ ବିଜେଡି ର ଏକ ନମ୍ବର ଟାଉଟର ବଡ଼ ଡକାୟତ!
@girija9561
@girija9561 28 дней назад
ବିଜେପି ମୂଳ ପୂଛ ହେଇଯିବ ଓଡିଶା ରୁ. ମିଛୁ ବିଜେପି ଗୋଷ୍ଠି
@basantasethy1851
@basantasethy1851 29 дней назад
Right step
@sukadebjena4694
@sukadebjena4694 29 дней назад
ବଡ଼ ଟାଉଟାର ଆଉ ସବୁ ଠାରୁ ବଡ ବେହିଆ
@Rajeshdash567
@Rajeshdash567 22 дня назад
Vhala kei
@lakshyanial2381
@lakshyanial2381 29 дней назад
Sir namaste, apankar sasan re project kari kebala nija paty ra karmi Mane khai deba lagi. School re education zero, employment zero..
@ajaybadjena6799
@ajaybadjena6799 28 дней назад
ଆଉ କେତେ ଦିନ ହେଲାଣି ଚୋରି କରି ପାରିନଥିବାରୁ କଷ୍ଟ ହେଉଥିବାରୁ ଦୁଃଖ ଲାଗୁଥିବ, ଚୋରି ଅଭିଯୋଗରେ ବନ୍ଧା ହେବୁ ଅପେକ୍ଷା କର, ଗୋଟିଏ ବାଳ ଯାତ୍ରା ଆରମ୍ଭକରିବ ଆଗରୁ ଗାଣ୍ଡି ମରଉଥିଲୁ କି,
@PrafullaNaik-z2o
@PrafullaNaik-z2o 26 дней назад
ସରକାର ଙ୍କର ବସ୍ କୁ ନବୀନ ବସ୍ କହୁ ଥିବା ବିଜେଡି ନେତା ତୁମକୁ ଲାଜ ଲାଗିଲାନି ମିଡ଼ିଆ ଚୁର ବହୁତ ଭୁକୁଛି
@ramamohantripathy1358
@ramamohantripathy1358 29 дней назад
ବିଜେପି ମିଛୁଆ,ବିଜେପି ମୃତ
@raghunathpuspalak279
@raghunathpuspalak279 26 дней назад
ନବୀନଙ୍କ ରାଜନୀତିକୁ ତୁମପରି ଡାହାଳ କୁକୁର ସାରିଦେଲା ପରେ ଭୁକିହେଉଛନ୍ତି
@rajiblochangiri7862
@rajiblochangiri7862 29 дней назад
ଲାଯୋ ଲାଗିବା କୋଥା ଆହୁରି ମୁହୋ ଦୌଚୋ
@hareshsahoo.1236
@hareshsahoo.1236 28 дней назад
ମାଡି ଚାଲ।❤❤❤
@bijayparida8085
@bijayparida8085 29 дней назад
ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି
@satyabehera9431
@satyabehera9431 26 дней назад
@@bijayparida8085 ।ନିର୍ମଳ ଶାସନ ପାଇଁ
@bidyabhusanmohanty387
@bidyabhusanmohanty387 28 дней назад
ନିର୍ବାଚନ ଜିଣିବା ପାଇଁ ଭାରତ ର ବାକ୍ୟ ବୀର ମାନଙ୍କ ସହ ଓଡ଼ିଶାର ବାକ୍ୟ ବୀର ମାନେ ଏକ ସ୍ବର ରେ ପ୍ରଚାର କରୁଥିଲେ
@user-cc4dn4rd1b
@user-cc4dn4rd1b 26 дней назад
ବନ୍ଧୁ !24 ବର୍ଷ ଶାସନ କଲେ।ମୁଣ୍ଡ ପିଛା 24 ହଜାରରୁ ଅଧିକ ଋଣ ଭାର ବଢାଇଲେ।।ନୂଆ ସରକାର ଠିକ ଚାଲିଛି।5ବର୍ଷ ଶାସନ କରନ୍ତୁ।ବିଦାହେବେ।କଗ୍ରେସ ଅଛି।।ତାଙ୍କୁ ସୁଯୋଗ ଦିଆଯିବ।।ଭୋଟର ଠିକ ଜାଣିଛୁ ଆମେ। ନବୀନ ସାର୍ ଘରେ ବସି ବିଶ୍ରାମ କରିବା ଉଚିତ।।
@SimanchalChaudhuri
@SimanchalChaudhuri 29 дней назад
କେନ୍ଦ୍ରରେ bjp ସରକାର ଆସିବା ଦିନଠାରୁ ଜେଉଁଭଳି ଠକି ଚାଲିଛି ତାହା ବୋଧେ ଲୋକେ ଆହୁରି ବୁଦ୍ଧି ଶିଖିନାହାନ୍ତି l
@raghunandanray3888
@raghunandanray3888 29 дней назад
ନବୀନ ଚୋର ଦଳ
@prasantapati559
@prasantapati559 28 дней назад
Tuma katha sabu thik. Kintu gote B.J.D Karmi hisaba re naveen babu nka mukha ru mu dala Hariba ra karana janiba ku chahunchi.
@royentertainment1
@royentertainment1 28 дней назад
ଭାଇ BJD କଣ କରିଥିଲା ତା ପରକଥା BJP ଆସୁ ଆସୁ ସବୁ ଲୁଟିନେଇଗଲାଣି ଋଣରୁ ଖଣି.....
@RasmikantaTripathy-fv6um
@RasmikantaTripathy-fv6um 29 дней назад
Puni bhukilu. To bhalia behia biral
@kualamanidhal2593
@kualamanidhal2593 28 дней назад
24 ବର୍ଷ ଶାସନ କାଳ ମଧ୍ୟରେ ଆପଣମାନେ କଣ ତାଡି ପକେଇ ଥିଲେ ଟିକେ ଉତ୍ତର ଦେବେ କୀ
@user-mc7hj4up4k
@user-mc7hj4up4k 29 дней назад
Sabu upadi pakeibu
@pravatkumarsutar2431
@pravatkumarsutar2431 29 дней назад
BJD କୁ ଯଦି BJP ଛୁଇଁ ଦେବ bjd ଶୁନ୍ୟ ହେଇଯିବ। ଝାରପଡ଼ା ଜେଲ ରେ ରଙ୍ଗ ଦିଆଯାଉଛି ସମସ୍ତେ bjd ଯିବାକୁ ରେଡି ରୁହ।
@bibhutibhusanmahapatra4662
@bibhutibhusanmahapatra4662 26 дней назад
People of Odisha have rejected your party. Empty vessels sound much. Bloody corrupt party. Just evaluate yourself. The people of Odissa are simple but not bogus. They will teach you a lesson in years to come. The rampant corruption , wasteful expenditure of public funds and overall involvement of BJD leaders with corrupt officials has finished your party.
@biswajeetpradhan4762
@biswajeetpradhan4762 26 дней назад
ଲେନିନ ଜଣେ ବେହ୍ୟା ଲୋକ. ୨୪ ବର୍ଷ ହେଲା କୋଉଠି ଆଣ୍ଠେଇ ଥିଲେ
@Sukantakumar-oh5vq
@Sukantakumar-oh5vq 29 дней назад
300 ଶହ ୟନୁଟି କେବେ ଦେବେ
@santoshdakua6698
@santoshdakua6698 26 дней назад
ବିଜେଡି ର ମୁଖ୍ୟା ନବୀନ ପଟ୍ଟନାୟକ ଦୀର୍ଘ 24ବର୍ଷ ରେ ପାୱାର ଥାଇ କିଛି କରିନି ବିରୋଧୀ ନେତା ହେଲେ ସବୁ ଉଖୁଡା ପକେଇବକି 🤣🤣🤣🤣
@arunrout7986
@arunrout7986 26 дней назад
ଗାଁ ରେ ରୁଆ ବେଉସଣ ଚାଲିଛି,ଲୋକ ମିଳୁ ନାହାନ୍ତି,ଆସ ମାଣ୍ଡି ଆ ରୋଇବ
@କଳ୍କୀ
@କଳ୍କୀ 28 дней назад
ଦର ବୃଦ୍ଧି ଏତେ ବଢ଼ି ଯାଇଛି ଯେ ଗୋଟେ ଗରିବ ଲୋକ ଚଳିବା କଷ୍ଟକର ହୋଇ ପଡ଼ିଛି।
@abhayaparida340
@abhayaparida340 29 дней назад
, 25ବର୍ଷ ଶାସନ ରୁ ହଟିଲେ ଏମିତି ବିଲି ବିଳୀ ହେବା ସୁଭାବିକି
@kunjanahak3850
@kunjanahak3850 26 дней назад
ବହୁତ ଭଲ ହେବ sir , ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ
@maheswermaharana4042
@maheswermaharana4042 26 дней назад
ଆଉ ଆସିଲେ ଓଡ଼ିଶାର ଖଣି କିଛି ରହିବନି
@ranjanpanda6282
@ranjanpanda6282 29 дней назад
Saram lagiba katha. Sabu bandha hebe.Apekhya karantu.
@kanhahomedecorating6602
@kanhahomedecorating6602 25 дней назад
ଓଡିଶା ବାସି ଙ୍କୁ ମୋର ଅନୁରୋଧ 🙏🙏🙏ଏ ବିଜେଡି ଵାଲା ପ୍ରାଞ୍ଚୟକୁ ଗଲାମାନେ ତାଙ୍କୁ ପ୍ରଥମେ ପ୍ରଶ୍ନ କରନ୍ତୁ ପାଣ୍ଡିଆନ କୁ ପ୍ରଥମେ ଦଳରୁ ବାହାର କର ଯାହାପାଇଁ ବିଜେଡି ହାରିଲା 🙏
@user-od3wk4lq2n
@user-od3wk4lq2n 29 дней назад
Public of odisha know you. No need to cry & do some good work.
@user-tm1kk4sd3q
@user-tm1kk4sd3q 29 дней назад
କିଛି କାମ ଦେବନି । କେବଳ ବିଜେପି ଶାସନ କରିବେ ।
@krushnamohapatra445
@krushnamohapatra445 29 дней назад
Kehi sunibeni tuma katha
@RanjitDalabehara-pi5wp
@RanjitDalabehara-pi5wp 28 дней назад
ଆରେ ଟାଉଟର ତୁ କି ତମ ଦଳ କେବେ ଶାଧାରଣ ଲୋକ କଥା ଵେକାରି ଚାଷୀ ବୃଦ୍ଧ ମହିଳା ମାନଙ୍କ କଥା କେବେ ଚିନ୍ତା କରିଛ ଆଯି ଆସି ଭାସଣ ମାରୁଛୁ କାଳିଆ ଯୋଯନାରେ ଦଶହଯାର କହି ଚାରି ହଯାର ଦେଲ ତୁମକୁ ଲାଯ ଲାଗୁନି ଯାଲିଆ ମିଛୁଆ ଗୁଡାକ
@user-cs8hf1hx3g
@user-cs8hf1hx3g 29 дней назад
this givernment should observe given manifesto towards vatta of odisha people
@sanatanlenka2258
@sanatanlenka2258 28 дней назад
ସବୁ କୁଆଳିଆ ବିଜେଡି ନେତା ତୁମ ମୁହଁ କୁ ଲାଜ କି ସରମ ନାହିଁ।
@ishwardalai3708
@ishwardalai3708 28 дней назад
Tama katha aau nuha.
@FAKIRJENA-du2zs
@FAKIRJENA-du2zs 29 дней назад
Mohanty ଉପରେ ବାଜିବ। ଏ ବର୍ଷ BJP ଦଳ ମୋଟ 78 ଟା Evm, BJD ଦଳ 51 ଟା Evm, କଂଗ୍ରେସ ଦଳ 14 ଟା Evm ଓ ସ୍ବାଧିନ ପ୍ରାର୍ଥୀ ମୋଟ 4 ଟା Evm tampering କରୁଛନ୍ତି। ଏହି ଖବର BJP ରୁ ତଡl ଖାଇଥିବା ଅଲେଖାଶ୍ରୀ ମହିଳା ପାଇଁ ଉଦ୍ଦିଷ୍ଟ। ତାକୁ ଲେଖାଶ୍ରି ଡକାଯାଇ ପାରିବନି। କାରଣ ସେ କୋଉଠି କଣ ଲେଖା ଲେଖି କରିଛି ଆମେ ଜାଣିନୁ।
@SudhansuSwain-cm4gi
@SudhansuSwain-cm4gi 26 дней назад
ଆରେ ଚୁତିଆ ଟିକେ ଚୁପ ହେଇକି ବସୁନା 5ବର୍ଷ, ତାପରେ ତମ ଚୁଲି ଚାଳ ନ ଥିବ ଆଉ, ଯୁଦ୍ଧ କରିବ ତାପରେ 😁😁😁
@fakiradikhit848
@fakiradikhit848 27 дней назад
Nabeen pandian ku guli kara.
@pradeepmahapatra4732
@pradeepmahapatra4732 26 дней назад
ତମେ କଣ କରୁଥିଲ, 24 ବର୍ଷ ହେଲା. ଖାଲି ଯାତ୍ରା କରୁଥିଲ.ପାଣ୍ଡା କୁ ଧରି
@chandramohanparida3024
@chandramohanparida3024 28 дней назад
Lalin mohanti tatharu galua au kehi nahanti.
Далее
Пришёл к другу на ночёвку 😂
01:00