Тёмный

EVM ଗଣ୍ଡଗୋଳ କରିଛି କିଏ ? |  

Prameya News7
Подписаться 1,9 млн
Просмотров 149 тыс.
50% 1

EVM ଗଣ୍ଡଗୋଳ କରିଛି କିଏ ? | #MUDDA | 08 Aug 2024 | News7 Odia
#evm_politics #evm #news_discussion #news_debate #expertopinions #prameyanews7
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews...
RU-vid: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews

Опубликовано:

 

16 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 477   
@manassahoo8818
@manassahoo8818 Месяц назад
ରାଜ୍ୟପାଳ ଙ୍କ ପୁଅ ଓଡ଼ିଶାରେ ଓଡ଼ିଆ ପୁଅକୁ ମାଡ ମାରିଛନ୍ତି ବିଜେପି କଣପାଇଁ ଚୁପ ରହିଛି
@udayaudaya6054
@udayaudaya6054 Месяц назад
ଇଭିଏମ ରେ ଗଣ୍ଡଗୋଳ ହୋଇଛି ନବିନ ପଟ୍ଟନାୟକ ସାର୍
@milanthelakoushiknanchhpr9164
@milanthelakoushiknanchhpr9164 Месяц назад
Nabinପଟନାୟକ କଂଟାବାଞ୍ଜି ରୁ ୧୭ହଜାର। ଭୋଟ ରେ ହାରିଲା
@sanjaynath6217
@sanjaynath6217 Месяц назад
ନିର୍ବାଚନ ରେ ଇଭିଏମ ରେ ଖେଳ ହୋଇଛି
@tapaswinikhutuli5227
@tapaswinikhutuli5227 Месяц назад
Evm ଚେ୍କ କରାଯାଉ ସତ ମିଛ ଜଣା ପଡିବ
@devmadhual2816
@devmadhual2816 Месяц назад
Absolutely right i agree
@user-kg3dn4zo7j
@user-kg3dn4zo7j Месяц назад
ବିଜେଡି ଆମର ବହୁତ ମାରିଚି ଏବେ ଆମେ ତାର ଭାଲେଇକି ମାରିଲୁ
@BenudharMohanty-on2hv
@BenudharMohanty-on2hv Месяц назад
Kn emiti EVM manipulation Kari Sara deshare jaliatira prashray deba bhala ba thik😂🎉😢😮​@@user-kg3dn4zo7j
@RanjitBehera-qx3mb
@RanjitBehera-qx3mb Месяц назад
Evm check karajao
@karunakarmohanty89
@karunakarmohanty89 Месяц назад
EVM ଯାଞ୍ଚ୍ କରାଯାଉ ପୁଣି ନବୀନ
@jhinkeshwartent1162
@jhinkeshwartent1162 Месяц назад
ଏଇଟା ସତକଥା ନ ହେଲେ ବିଜେପିର ସବୁନେତା କେମିତି ସିଅର ହୋଇ କହିଦେଉଥିଲେ ଆଗାମୀ ଜୁନ ୨୪ ରେ ଓଡ଼ିଶାରେ ଏତିକି ସମୟରେ ଶପଥ ନେବ ବୋଲି ସେମାନେ ଇଭିଏମ୍ ରେ କେଳେଙ୍କାରୀ କରିଥିଲେ ତେଣୁ ସବୁ BJP ପାର୍ଟି ନେତା ଜାଣି ଶୁଣି ଚୁପ୍ ହେଇ ବସିଥିଲେ ଯେ ସେମାନେ ନିଶ୍ଚିତ ଜିତିବେ ବୋଲି ଏଣୁ ଲୋକଙ୍କ ପାଖକୁ ଯିବା ଅପେକ୍ଷା EV Mରୁ ସେମାନେ କାମ ସରିଥିଲେ ନ ହେଲେ ଯେଉ ପାଟି ଘରେ ଘରେ ବୁଲିଲା ସିଏ ହାରିଲା ଆଉ ଯିଏ ଧୀରେ ବସିରହିଲା ସିଏଜିତିଲା କ'ଣ ଓଡ଼ିଶା ସାରା ଲୋକ ହାଣ୍ଡିଆ ପିଇଥିଲେ କି ସବୁଯାକ ଭୋଟ ଯାଇକି BJP କୁ ଦେଇ ଦେଲେ ଏଇଟା Evmକେଳେଙ୍କାରୀ ନୁହେଁ ତ ଆଉ କ'ଣ
@SantoshKumar-qg4mf
@SantoshKumar-qg4mf Месяц назад
A D R ରିପୋଟ ଅନୁସାରେ ପାଞ୍ଚ କୋଟି ବ୍ୟବଧାନ ହେଉଛି, b j p ଵାଲା କୁହନ୍ତୁ କଣ ହୋଇଛି 👌
@କଳ୍କୀ
@କଳ୍କୀ Месяц назад
EVM ନୁହେଁ ବାଲଟ ପେପର ରେ ଆଉ ଥରେ ନିର୍ବାଚନ ହେଲେ BJP ଦେଶରୁ ମୂଳପୋଛ ହୋଇ ଯିବ
@sourabhamishra6715
@sourabhamishra6715 Месяц назад
Bou bia haba maghia
@pratyushpattanayak4807
@pratyushpattanayak4807 Месяц назад
EVM ନୁହେଁ ବାଲଟ ପେପର ରେ ଭୋଟ୍ ହେଉ
@Iamherofromdandikasole
@Iamherofromdandikasole Месяц назад
​@@sourabhamishra6715ଘୋଡା ମୁହାଁ କି କହିଲୁବେ
@କଳ୍କୀ
@କଳ୍କୀ Месяц назад
@@sourabhamishra6715 ଆରେ ଅନ୍ଧ ଭକ୍ତ ବେଧ ଛୁଆ ଗାଣ୍ଡି ଫାଟି ଯାଉଛି ସତ କଥା ଶୁଣି। ତୋ ବୋଉ ବିଆ କଣ କାଉ ଖାଇ ଗଲା
@sourabhamishra6715
@sourabhamishra6715 Месяц назад
@@କଳ୍କୀ tuma bhali Banda loka desa pain sabu chodicha.bjp tuma gandi marithila.muslim ghare pasiki pelile janiba.
@rabindramoharana5862
@rabindramoharana5862 Месяц назад
ନିର୍ବାଚନ ପ୍ରଚାରେ ଆସି, ଭୋଟ ମାଗିବା ବଦଳରେ, ଆମେ ୧୦ ତାରିଖରେ ସରକାର କରିବୁ, ନିମନ୍ତ୍ରଣ ଦେଲୁ
@prakashkumarpattnayak5911
@prakashkumarpattnayak5911 Месяц назад
Sir right kahicha
@Chandinia-qn4hh
@Chandinia-qn4hh Месяц назад
Sabu natak EVM re
@banshidharpatra5160
@banshidharpatra5160 Месяц назад
ଆଗକୁ EVM ରେ ଭୋଟ ନ କରି ବ୍ୟାଲଟ ପେପର ରେ କରା ଯାଉ
@satyabagarty171
@satyabagarty171 Месяц назад
Pura 100% right
@SanatanchattarChattar
@SanatanchattarChattar Месяц назад
ତ୍ୟମ୍ପରିଂ ହେଇଛି
@obcsangramsamiti
@obcsangramsamiti Месяц назад
ଲଜ୍ଜ୍ୟା ରେ mla mp ମନ୍ତ୍ରୀ
@BanshidharaGiri
@BanshidharaGiri Месяц назад
ପୂଣିଥରେ ଭଟ ହେଉ
@KAALAKAVALAA
@KAALAKAVALAA Месяц назад
ମୁଖ୍ୟମନ୍ତ୍ରୀକୁ ଆରେଷ୍ଟ କରାଯାଉ
@rohitmajhi1695
@rohitmajhi1695 Месяц назад
ନବୀନ କୁ ଆରେଷ୍ଟ କରି ଓଡ଼ିଶା ରେ ବିଦା କରି ଦେବା କଥା
@KAALAKAVALAA
@KAALAKAVALAA Месяц назад
@@rohitmajhi1695 ଦୁଇ ମାସରେ ଅବସ୍ଥା ଖରାପ
@rohitmajhi1695
@rohitmajhi1695 Месяц назад
@@KAALAKAVALAA କଣ ଅବସ୍ଥା ଖରାପ ଭାଇ ?
@B.ManasiPatro
@B.ManasiPatro Месяц назад
ନିର୍ବାଚନ କମିଶନଙ୍କୁ
@purtystarofficial217
@purtystarofficial217 Месяц назад
5 କୋଟି କେମିତି ତାଳମେଳ ଖାଉନାହିଁ
@SusilKumarpati-ju8vh
@SusilKumarpati-ju8vh Месяц назад
Kebala odisha nuhe , andha pradesh, Maharashtra, jharkhand ra results ku neiki report deichi vote for democracy & dft , odisha re 18 MP seat upare 12.84% vote, motamoti 42lakh vote chori karichi BJP
@sampatihial5007
@sampatihial5007 Месяц назад
Bjp evm ଗୋଡ଼ ବୋଡ଼ କରିଛି
@JYOTIKA4488
@JYOTIKA4488 Месяц назад
Evm ମେସିନ ଚେକ କରାଯାଉ
@user-xb3es1ll8e
@user-xb3es1ll8e Месяц назад
ଡିଜିଟାଲ ଇଣ୍ଡିଆ ରେ up ଲୋଡ କରିବା ପାଇଁ ଏ ତେ ଦିନ ଯିବ dhanya ବିଜେପି ସରକାର
@brundabanrout9655
@brundabanrout9655 Месяц назад
ରାଜ୍ୟପାଳ ଙ୍କ ପୁଅ ଓଡ଼ିଆ ପୁଅ ଙ୍କୁ ମାଡ଼ ମାରିଲା, କିନ୍ତୁ ବିଜେପି କାହିଁକି ଚୁପ, ଓଡ଼ିଆ ଅସ୍ମିତା ବିପଦ ରେ, ଏଥିରେ ପ୍ରଧାନ ମନ୍ତ୍ରୀ କାହିଁକି ହସ୍ତକ୍ଷେପ କରୁନାହାନ୍ତି, ଜୟ ଜଗନ୍ନାଥ
@ChandanSahoo-xr4uk
@ChandanSahoo-xr4uk Месяц назад
ବିଜେପି, ଦୃନ୍ତୀ,କରୀଚି
@KishorkumarMeher-y1e
@KishorkumarMeher-y1e Месяц назад
ଲୋକ bjd ku ଭଲ ପାଉଥିଲେ ବୁଝିଲୁ
@rohitmajhi1695
@rohitmajhi1695 Месяц назад
କିଏ ଭଲ ପାଉଥିଲା ଭାଇ ନବୀନ କୁ ଯଦି ଲୋକ ଭଲ ପାଉଥିଲେ ତା ହେଲେ ଚପ୍ପଲ ପଡ଼ିଲା
@khiliyoraito3665
@khiliyoraito3665 Месяц назад
Verry verry tnq କଂଗ୍ରେସ and ବିଜେଡି
@swagatdas7828
@swagatdas7828 Месяц назад
ଆଉ ଥରେ ନିର୍ବାଚନ କରାଯାଉ
@paramanandamohanty69
@paramanandamohanty69 26 дней назад
Gsd❤❤❤❤❤❤❤9000😅
@dukhishyampradhandukhishya3024
@dukhishyampradhandukhishya3024 Месяц назад
Hundred percent right.EVM re gadabad kari election jitichhi BJP
@RaghunathGond-ge7og
@RaghunathGond-ge7og Месяц назад
ପୁନର୍ବାର ବଟୋ ଅହୁ ଦେଖିବା ବିଜେପି ର ଚମୁଛା ମାନଂକୁ
@vikashrout9556
@vikashrout9556 Месяц назад
Aau bala achhi .. aau khaiba...sala chora bjd... Magiaa
@purtystarofficial217
@purtystarofficial217 Месяц назад
Ballat paper re vote heu
@obcsangramsamiti
@obcsangramsamiti Месяц назад
ଭାରତୀୟ ମାନେ ମଣିଷ ନୁହନ୍ତି ଅର୍ଦ୍ଧ ମାନବ
@nilamadhabajena9091
@nilamadhabajena9091 Месяц назад
ଓଡିଶା ରେ ପୁଣି ଭୋଟ ହେଉ ଦେଖିବା ମୋଦି ଗାଣ୍ଡି ରେ ପାଣି ଅଛି
@westodishavloggergm768
@westodishavloggergm768 Месяц назад
To gandi re kete pani achhi re
@saktikantasethy5671
@saktikantasethy5671 Месяц назад
ଆଉକଣ ସମ୍ଭବ ହେଲେପରା ବିଜେପୀ ଓଡ଼ିଶାରୁ ସଫା
@maakitchenette
@maakitchenette Месяц назад
Evm votes ଯତୁଚି ଜିତୁଚି BJP right kata sir
@ranjanmallick6797
@ranjanmallick6797 Месяц назад
ବିଜେପି ଚୋରି କରିଛି
@reetap4008
@reetap4008 Месяц назад
BJP ମନ୍ତ୍ରୀ ମାନଙ୍କୁ ଲଜ୍ଜ୍ୟା ସରମ ନାହିଁ😠👠 ଏମାନଙ୍କୁ ବିଷ ମିଳୁନି ଛି ଛି ରେ ଦାନବ ଦଳ
@prakashkumarpattnayak5911
@prakashkumarpattnayak5911 Месяц назад
Right kahicha
@milanthelakoushiknanchhpr9164
@milanthelakoushiknanchhpr9164 Месяц назад
ତୋତେ ଲଜ୍ଜା ଅଛିକି ନାଈ ହାରିଲା ଲୋକ
@sambitmandal6767
@sambitmandal6767 Месяц назад
ତଥ୍ୟ ଟି ଦେଇ ପ୍ରମାଣ କରି ପାରିବ ନାହିଁ B.J.P. , କାରଣ B.J.P. ଚୋର ଟା । ଆରେ digital EVM. ଟି ଦୁଇ ମିନିଟ ରେ result ଦେଖେଇବ। ଏତେ ଯଦି ଭଦ୍ର ଦେଖଉଛ, report ଦେଖାଅ। ମାନେ ଏତେ miss match... ତଥ୍ୟ ଟି ଦେଇ ପାରିବ ନାହିଁ ଏହା ୧୦୦% ସତ୍ୟ।
@ajitghantiali892
@ajitghantiali892 Месяц назад
ଲଜ୍ୟା ଲଜ୍ୟା
@bibhutisahoo886
@bibhutisahoo886 Месяц назад
100%EVM ରେ ଗଣ୍ଡଗୋଳ ହୋଇଛି, ସବୁ EVM ଚେକ କର ନିଶ୍ଚିନ୍ତ ତ୍ରୁଟି ମିଳିବ,
@ramachandrapanda7858
@ramachandrapanda7858 Месяц назад
ଫାଙ୍କା EVM ରେ DATA Feed କରି ସମ୍ପୃକ୍ତ ବୁଥ୍ କୁ ପଠେଇବା ଏବଂ ଭୋଟ ଗଣତି କରିବା କାମ ହେଉଛି ସମ୍ପୃକ୍ତ କଲେକ୍ଟରଙ୍କର ଯିଏକି Returning Officer । ଏବଂ ଏ ସବୁକୁ ସୁରକ୍ଷା ଦେବା କାର୍ଯ୍ୟ ହେଉଛି ପୋଲିସର ।
@LaxmanBag-tc4fz
@LaxmanBag-tc4fz Месяц назад
ବିଜେପି ଦୁର୍ନୀତି କରୁଛି
@sricharansamal1243
@sricharansamal1243 Месяц назад
ବିରାଟ ସଡ଼ଯନ୍ତ୍ର ହୋଇଛି ବିଜୁ ଜନତା ଦଳକୁ ଭୋଟ୍ ଦେଇଛନ୍ତି ବିଜେପି ସରକାର କରିଛୁ ଏମ୍ପି ଏମେଲ ଡବଲ ଶଙ୍ଖରେ ଭୋଟ୍ ଦେଇଛନ୍ତି ୨୦ଏମ୍ପି ଜିତୁଛି ୭୮ଏମେଲ ଜିତୁଛି ବିଜେପି ଇଭିଏମ୍ କୁ ଏମାନେ ଏଭଳି କରିଛନ୍ତି ଜଣାପଢିବନି ଏହା ବିରୋଧରେ ଦୄଡ଼ କାର୍ଯ୍ଯନୁଷ୍ଠାନ ହେବାଦରକାର
@MrSwarajdas
@MrSwarajdas Месяц назад
ପାଢ଼ୀ ବାବୁ ଭୋଟ ବ୍ୟବଧାନରେ ବଡ ତାରତମ୍ୟ ରହୁଛି
@MadanMohan-q4p
@MadanMohan-q4p Месяц назад
ମିଛ ନୁହେଁ Evm ରେ ମୋଦିଜୀ ଗଡ଼ ବଡ଼ କରିଛି
@BasantaBehera-gl3li
@BasantaBehera-gl3li Месяц назад
Evm ଘୋଟlଲl ହେଇଚି ଏଇଟା ନିହାତି ସତ କଥା ତେଣୁ ଏହାର ତଦନ୍ତ ହେବା ଦରକାର
@sunitadas9344
@sunitadas9344 Месяц назад
Right Sir...well said
@sudarsanmallick6250
@sudarsanmallick6250 Месяц назад
ନବନ୍ ସାର୍ ଇଭିଏମ ତଦନ୍ତ କରନ୍ତୁ
@LaxmanBag-tc4fz
@LaxmanBag-tc4fz Месяц назад
Evm ଗଣ୍ଡଗୋଳରେ ଇଲେକ୍ସନ କମିସନର ଦାୟି
@KoramaniPanda-cg1vr
@KoramaniPanda-cg1vr Месяц назад
ଏଥିରୁ ମାନବିକତା ଦୃଷ୍ଟି ରୁ ବୁଝିବା କୁ ପଡିବ ଯେ ଭୋଟ ଗୁଡିକ ପରସ୍ପର ଭିତରେ କିଛି ଦିନ ରହି ଯିବା ଯୋଗୁଁ ଭୋଟ ମାନଙ୍କ ଭିତରେ ଏବେଧ ସମ୍ପର୍କ ସୃଷ୍ଟି ହୋଇ ଭୋଟ ସନ୍ତାନ ଗୁଡିକ ଜନ୍ମ ନେଲା ଗଣତି ସମୟ ରେ ଅଧିକ ଆସିଲା ଆପଣ ମାନେ ଗଭୀର ଭାବେ ଚିନ୍ତା କରନ୍ତୁ
@bikashchandrakhatuakhatuab7630
@bikashchandrakhatuakhatuab7630 Месяц назад
ଆମେ ଓଡ଼ିଶା ବାସୀ, ବହୁତ ନୀରିହ,ସରଳ, ଆମକୁ ଗୋଇଠା ମାରିଲେ ବି, ଆମେ କିଛି କହିବୁନି କିନ୍ତୁ ସାରା ଭାରତରେ ଯଦି ୫ କୋଟି ରୁଅଧିକ ଭୋଟ୍ ହେରେ-ଫେରେ ହୋଇଛି, ତେବେ ଭାରତର ବିକଶିତ ରାଜ୍ଯ ର ନେତା,ଜନତା କାହିଁକି ସତ୍ୟତା ବାହାର କରୁ ନାହାନ୍ତି ? ସରକାର ଯଦି ସ୍ବଛ ରେ ଗଢା ହୋଇଛି, ତେବେ ତତ୍କାଳୀନ ଭାବେ ଜନତା ଙ୍କ ସନ୍ଦେହ ଦୂର କରନ୍ତୁ । ଶସ୍ତା ଭାଷଣ ବାଜୀ ଶୁଣି ହସ ଲାଗୁଛି। ଯେଉଁ ସରକାର ୨୪ ବର୍ଷ ହେଲା ସରକାର ରେ ଥିଲା,ସେ ସମୟ ରେ ଏମିତି ୫ କୋଟି ର ଭୋଟ୍ ବ୍ୟବଧାନ କଥା ଶୁଣା ଯାଇ ନ ଥିଲା। ନିର୍ବାଚନ ପୂର୍ବର କାର୍ଯ୍ୟ କଳାପ ସନ୍ଦେହରେ ଥିଲା
@user-kg3dn4zo7j
@user-kg3dn4zo7j Месяц назад
@@bikashchandrakhatuakhatuab7630 ଆଗରୁ sharpi light ଦେଖିଲେ ଲୋକେ କହୁଥିଲେ ଆକାଶରୁ କଣ ଗୋଟେ light ପଡ଼ିଲାଣି କିନ୍ତୁ ଏବେ ତା ପାଖରେ ଯାଇ ନାଚୁଛନ୍ତି🤣🤣🤣🤣ଆଗକଥା ଛାଡମ
@parsurampanda3540
@parsurampanda3540 Месяц назад
ବିଜେଡି ଵାଲା, ଓଡ଼ିଶାରେ ମାରି ପିଟି ନେଇଯାଉ ଥିଲ, ବାଧିଲା, ତା ହେଲେ ତୁମେ ବିଜେଡି ଵାଲା ଓଡ଼ିଶାରେ ବେପାର କରୁଥିଲ
@rohitmajhi1695
@rohitmajhi1695 Месяц назад
ଏବେ ଫଟୁଚି bjd ର ଦୁନିଆ ନାଟ କରୁଛି
@sudarsanmallick6250
@sudarsanmallick6250 Месяц назад
ଅଭ ଥରେ ଭୋଟ କରାଯାଉ
@jagannathpatnaik8409
@jagannathpatnaik8409 Месяц назад
ବିଜେଡି ସରକାର corrupted ବୋଲି ପ୍ରମାଣ ଦିଅନ୍ତୁ, ଖାଲି କହିଲେ ହେବନି।
@jagannathpatnaik8409
@jagannathpatnaik8409 Месяц назад
୫ କୋଟି ଭୋଟ କମ କରି ,କମିଶନ ରିପୋର୍ଟ ଦେବ। କିନ୍ତୁ ୫କୋଟି ଅଧିକ ଅଛି।
@Pramod-v1s
@Pramod-v1s Месяц назад
The main question is not for BJP. It is only for ECI. Please ask ECI.Supreme court should enquire about it .Why BJP is silent in this case?
@basantatarai166
@basantatarai166 Месяц назад
Barlat pepar re election kara jou. Khira khira Pani Pani alaga hoijiba
@prafullamahapatra1197
@prafullamahapatra1197 Месяц назад
ଏ ମହିଳା ନିଜେ ଜଣେ ଅସ୍ୱଛ ସେ କ'ଣ ସ୍ୱଚ୍ଛତା ଦେଖେଇ ହେଉଛନ୍ତି
@gitarani2831
@gitarani2831 28 дней назад
ଏହି, EVM କୁ, ଭରଷା, କରି, ମୋଦି, ନବିନ୍, ସାର୍,କର, ଏସ୍, ଫାଇ, ଡେଟ୍, କହିଥିଲେ, ମୋଦି, ଆଉ,୧୦ତାରିଖରେ, ଆମେ, ସରକାର, କରିବୁ, ଓଡିଶାରେ, ମୋଦି, କଣ, ଭଗବାନ୍, ନ, ହେଲେ, କେମିତୀ, କହିଥାନ୍ତେ, ଜଗନ୍ନାଥ, ମୋ, ଭକ୍ତ,
@DhaneJankar
@DhaneJankar Месяц назад
ରାହୁଲ ଗାନ୍ଧି ଆଗରୁ 2019 ରେ evm ବିଷୟରେ କହିଥିଲେ BJD ଚୁପ୍ ଥିଲା
@adityamusicproduction8445
@adityamusicproduction8445 Месяц назад
ଆଳୁ ଦୋଷ ଅଛି କାହାର କିଏ କହିବ
@madhusudanparida4161
@madhusudanparida4161 Месяц назад
Proper investigation & enquiry should be done for honesty in democracy.
@birenpradhan4545
@birenpradhan4545 Месяц назад
Election commision kindly take this matter deeply how hero became zero and zero became hero.
@BibhutiSamal-rm1fs
@BibhutiSamal-rm1fs Месяц назад
Ban evm
@JayakrushnaSahoo-uh8nk
@JayakrushnaSahoo-uh8nk Месяц назад
Iam like. Congress party 🎉🎉🎉🎉
@MadanMohan-q4p
@MadanMohan-q4p Месяц назад
ମୋଦିଜୀ କରି ଛନ୍ତି ଏ ସବୁ ଆଉ ଥରେ ଭୋଟ ହବ
@likunaPalai
@likunaPalai Месяц назад
Evm ଅଦଳ ବଦଳ କିଏ କରେ ସେକଥା ଓଡ଼ିଶା ବସି ସମସ୍ତେ ଜାଣି ଛନ୍ତି ଆଉ କୁହନ୍ତୁନି
@user-kg3dn4zo7j
@user-kg3dn4zo7j Месяц назад
@@likunaPalai 🤩🤩🤩🤩କଣ କରିବେ ଜୁନ 4 ରୁ ଏତେ ପଡୁଛି ଯେ ଏପଯ୍ୟନ୍ତ ଭଲ ହେଇନି
@srinibasdash1958
@srinibasdash1958 Месяц назад
Bjd ଦଳରେ ୫୧ ବିଧାୟକ E VM TAMPRING
@user-zy6bl7lt8q
@user-zy6bl7lt8q Месяц назад
Auu Tha re Election Habaa Darkar
@madanmohanswain8577
@madanmohanswain8577 Месяц назад
Evm ମାସିନ ରେ କଣ ଏବେ ହିଁ ଭୁଲ ବାହାରିଲା କି ଆଗରୁ ଭି ଭୁଲ ବାହାରୁଥିଲା କହି ସେତେବେଳେ ତ କହି କେହି କହୁନଥିଲେ ସବୁ ଚୁପ୍ ଥିଲେ ଅଉ ଏବେ evm ମାସିନ ଭୁଲ ବୋଲି କାହିଁକି କୁହାଯାଉଛି
@sorotoka9717
@sorotoka9717 Месяц назад
ଭୋଟ ରେ ଜୁମଲା ହେଇ ଛି ଲାଗୁ ଛି 😂😂😂
@KarunakarDhani-eo2sl
@KarunakarDhani-eo2sl Месяц назад
ଏପରି ହୋଇପାରୁଥିଲେ ବିଜେପି ନାରା ଚାରି ଶହ ପାର ହୋଇଥାନ୍ତା।
@soubhagyarout7991
@soubhagyarout7991 Месяц назад
ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି ଙ୍କ ଘରେ ଭିଜିଲାନ୍ସ ରେଡ ହେଉ l
@basantapanda7181
@basantapanda7181 Месяц назад
sabubele evm bhulu na
@rajud3603
@rajud3603 Месяц назад
ଭାଇ ରେ EVM ଠିକ୍ ଅଛି ଏ ମାଘିଆ ECI ର ଅଫିସର ଖରାପ ଅଛନ୍ତି
@B.ManasiPatro
@B.ManasiPatro Месяц назад
ଏମିତି ଭାଷଣ ,ଅଭିଯୋଗ ହୋଇ ହୋଇ ୪ ବର୍ଷ ୧୧ ମାସ ୨୭ ଦିନ ପରେ ଅଦାଲତ ରୁ ଫୈସଲl ଆସିବ,ଯେମିତି କଟକ ବିଧାନ ସଭା ର ଆଦେଶ ଆସିଲା ,
@SunilKumar-in2ro
@SunilKumar-in2ro Месяц назад
Right
@bidyabhusanmohanty387
@bidyabhusanmohanty387 Месяц назад
ସନ୍ଦେହ କରିବା ସ୍ବଭାବିକ
@dillipmohanty9110
@dillipmohanty9110 Месяц назад
ବିଜେଡି ଜିତିଥିଲେ ହେଇନଥାନ୍ତା ବୋଧେ । ସିଏ ମଧ୍ୟ ସେହି କାମ କରୁଥିଲେ ବୋଧହୁଏ ।
@siu1986-yv5kp
@siu1986-yv5kp Месяц назад
#evm ମେଶିନ ରେ ପୁଣି ଆଗରୁ କେମିତି ଜିତିଥିଲେ 😂😂😂😂...ବୋଧେ ଆଗରୁ tampering ହଉଥିଲା...
@SHINEMOTIVATIONSIGMA
@SHINEMOTIVATIONSIGMA Месяц назад
Learn statistics, that's change game where ratio less, why election commission silent... First time it's different 12 percent but before it was one percent... People very fool due lack of real education
@RabindraBehera-z4t
@RabindraBehera-z4t 7 дней назад
EVM ମେସିନ ରେ ଜାଲିଆତି କରିବାଟା କିଛି ଅସମ୍ଭବ ନୁହଁ ବରଂ ବାଲଟ ପେପର ଠିକ୍ old is gold ଜାଲିଆତି କରିବାଟା ଏତେ ସହଜ କଥା ନୁହେଁ । ବର୍ତମାନ ଶତୃଙ୍କ କବଳରେ ନବୀନ ଓଡ଼ିଶା। ସାନି ଭୋଟ ହେଉ ଦେଖିବା ଭାରତିୟ ଯାତ୍ରା ପାର୍ଟି ନବୀନଙ୍କୁ କେମିତି ହରେଇ ପାରିବେ ନବୀନ ପଟ୍ଟନାୟକ ସଦାସର୍ବଦା ଓଡ଼ିଶା ଲୋକଙ୍କ ହୃଦୟରେ ବାସ କରୁଛନ୍ତି ଏବଂ କରୁଥିବେ ମଧ୍ୟ ତେଣୁ EVM ଜାଲିଆତି ସୁନିଶ୍ଚିତ!!!
@bansidharkulu2734
@bansidharkulu2734 Месяц назад
ଆଗରୁ ବିଜେଡି କରିଥିଲା ଆଉ ଏବେ ଆପଣ ସାରିଛନ୍ତି ସରୋଜ ବାବୁ... ନାଁ କଣ କହୁଛନ୍ତି
@nabaghanajena5138
@nabaghanajena5138 Месяц назад
Jya Naveen pattanayak sir b j d
@saratkumarsahu2775
@saratkumarsahu2775 Месяц назад
ମାଡାମ ଯେତେବେଳେ ବଜେପି ଦଳର ଥିଲେ ସେତେବେଳେ ମଧ୍ୟ କହୁଥିଲେ ବିଜେଡି EVMମେସିନ ବିଜେଡି ଟେମ୍ପରିଙ୍ଗ କରିଛି
@anandamohakuda4943
@anandamohakuda4943 Месяц назад
Evm ghotala 💯
@kalandidalai2817
@kalandidalai2817 Месяц назад
କୋଉ ଘରେ evm ଘୋଟଲା ହେଇଚି କୋଉ ବିଜେଡି ମନ୍ତ୍ରୀ ଦେଖିଚି ତାକୁ ଡାକ
@rudrabibhar1953
@rudrabibhar1953 Месяц назад
ବିଜେପି ଠକି କରିଜିତିଛି
@bironchikhosla6077
@bironchikhosla6077 29 дней назад
Write
@Nayanadeipradhan99
@Nayanadeipradhan99 29 дней назад
ଜନତାଙ୍କ ବିଶ୍ବାସରେ ବିଷ ଢାଳିବା ଚିନ୍ତାନାୟକ ମାନେ ନିରବ ରହିବା ଦେଶ ପାଇଁ ଭଲ ନୁହେଁ ।
@jatindramahanta9051
@jatindramahanta9051 27 дней назад
E v m ବନ୍ଦ କରାଯାଉ
@jakabtudu-so6wi
@jakabtudu-so6wi 27 дней назад
EVM ଯେଉଁ ଦେଶ ତିଆରି କରିଛି ସ୍ଵଛତା ପାଇଁ EVM ସେହି ଦେଶ ବର୍ଜନ କରିଛି କାରଣ EVM କେବେବି ସ୍ଵଛତା ନୁହେଁ
@subashapradhan2505
@subashapradhan2505 Месяц назад
BJP
@bimbadharpatra8874
@bimbadharpatra8874 Месяц назад
Right evm vote chake karajaou
@samiyakulisika6632
@samiyakulisika6632 Месяц назад
ଦେଶ ବାସୀ ଚାହୁଛନ୍ତି EVM ହଟାଯାଉ ହେଲେ ସରକାର ଚୁପ୍ କାହିଁକି 😢
@balaramsahoo4850
@balaramsahoo4850 Месяц назад
ଯେତେବେଳେ ଗଣତି ହେଉ ଥିଲା ସେତେବେଳେ କଣ matching ହୋଇ ନ ଥିଲା?? ଯୋଉ ପ୍ରାର୍ଥୀ ହାରିଲା ସେ କଣ ପାଇଁ କେସ କଲା ନାହିଁ??Evm ତ୍ରୁଟି ଥିଲେ ଯିଏ ଜିତିଲା ଆଉ ଜଣେ ହାରିଲା କାହିଁକି???
@anandamohakuda4943
@anandamohakuda4943 Месяц назад
Tume kouthi janiba ,evm ghotala heichi
@kailashswainkailashswain6878
@kailashswainkailashswain6878 Месяц назад
ମାଡୁଆ ଚ୍ୟାନେଲକୁ ଭାଡୁଆ ଜୁଟିଛନ୍ତି।
@sanatjena8974
@sanatjena8974 Месяц назад
ନିଶ୍ଚିତ କିଛି ଘୋଟାଲା ହେବା ପରି ଲାଗୁଛି
@KarunakarDhani-eo2sl
@KarunakarDhani-eo2sl Месяц назад
୨୦୦୦ ମସିହା ରୁ ଇଭିଏମ ରେ ଭୋଟ ହେଉଛି। ସରକାର ବଦଳୁଛି କିପରି? ସରକାରୀ ଦଳ ତ ସବୁ ବେଳେ ଜିତନ୍ତା। କିଛି ଖଳ ପ୍ରକୃତି ଲୋକ ଓ ମିଡ଼ିଆ ଏହା କୁ ମୁଦ୍ଦା କରି ଟିପ୍ସ ନେଉଛନ୍ତି। ଜିତିବା ବେଳେ ସବୁ ଠିକ ଠାକ୍ ହାରିଲା ବେଳେ ଇଭିଏମ ବାହାନା।
@SanatanNayak-hi5ut
@SanatanNayak-hi5ut Месяц назад
ଭୋଟର ଲିଷ୍ଟ ଵୋଥ ୱାଇସେ ଏଭିମ ଚେକ କରାଯାଉ ଜଣାପଡିବ ଇଲେକ୍ସନ କିଏ ଜିତିଛି ଆଉ ଆଗକୁ ଏଭିମ ରେ ଇଲେକ୍ସନ ହେଲେ ଚରିକୂଟ ଗଣିବାକୁ ଗଣିବାକୁ ଅନୁରୂଧ l
@SalilaMahapatra
@SalilaMahapatra Месяц назад
I, like, u
@durgamohanty1390
@durgamohanty1390 Месяц назад
Those who are claming that EVM tempered by BJP then whyBJP not able to get majority in the current election
@bijaykumarpatra4671
@bijaykumarpatra4671 Месяц назад
New process should be regarding skill govt.
@DarshanaSingh123
@DarshanaSingh123 Месяц назад
BJP କୁ ଆରେଷ୍ଟ କରାଯାଉ
@soren-37
@soren-37 Месяц назад
ନିର୍ବାଚନ କମିଶନର ସମସ୍ତ ସଦସ୍ଯ ମାନଂକୁ notice ପ୦ାଯାଉ ଏବଂ arrested କରାଯାଉ, ଏବଂ କୈଫତ ମାଗନ୍ତୁ ଯଥାଶୀଘ୍ର
@narendrapanda5452
@narendrapanda5452 20 дней назад
ହଏରେ ନାଗରି ନିଟ ଟା ଯଦି ଲକ୍ଷ ଲକ୍ଷ ପିଲା ମାନକର ଜୀବନ ର କଥା ଆଏ ତ ଇ ଭୋଟ ର ଗଡବଡ ଟା ଭାରତର ଜନତାର୍ ଭବିଷ୍ୟତ ର କଥା ନି ସେ,ସଲା ବେଧେଇ ଭାଷଣ ମାରୁଛୁ,ତୋର ଦିହର୍ ସଜ ଅସଜ୍ କେନସି ଠାନେ ଲାଜ ନି ନ, ତୋର ସବୁ ମେଲା ଆଏ
@AmitDasBJPJindabad
@AmitDasBJPJindabad Месяц назад
Amit Das, Your EVM Tempering matter is baseless.
Далее
Ip Man 2 | The Boxing Competition
15:57
Просмотров 8 млн