DUSTA ATMA || ଦୁଷ୍ଟ ଆତ୍ମା || SHASANK SEKHAR || NEW ODIA CHRISTIAN SONG || AMIT BADANAYAK || STUDIO VERSION
AB Music Presents A New Kind Of Christian Devotional Song.Which Is Sung By Shasank Sekhar. Lyrics Penned And Music Composed By Amit Badanayak.Music Arranged By Bapi Samal.Must Watch This Beautiful Song And Like Share Comment And Subscribe.
FULL LYRICS
ରକ୍ଷା କର ରକ୍ଷା କର
ରକ୍ଷା କର ରକ୍ଷା କର ପ୍ରଭୁ..
ଦୁଷ୍ଟ ଆତ୍ମା ଠାରୁ ରକ୍ଷା କର
କରୁଛି ଗର୍ଜନ ଶତ୍ରୁ ଶୟତାନ...(୨ଥର)
ଗ୍ରାସିବାକୁ ପ୍ରାଣ ଆମର........=୦=
ଚାରିଆଡ଼େ ଶୟତାନ ବିଛାଇଛି ଜାଲ
ମାୟା ଜାଲେ ଧରିବାକୁ କରୁଛି କୋୖଶଳ...
ଆୟତ୍ତରେ ରଖିବାକୁ ଦୁଷ୍ଟ ଦିଆବଳ
ପ୍ରୟୋଗ ସେ କରୁଅଛି ତାର ନିଜ ବଳ...
ହେ ଯୀଶୁ ରାଜନ ତୁମେ ଏକା ଆମ...(୨ଥର)
ସୁରକ୍ଷାର ଦୃଢ଼ ପ୍ରାଚୀର.......=୧=
ଆତ୍ମୀକତା ଜୀବନକୁ ନଷ୍ଟ ସେ କରୁଛି
ବାକ୍ୟ ଧ୍ୟାନ ପ୍ରାର୍ଥନାରୁ ଦୂରେଇ ରଖୁଛି
ପ୍ରଲୋଭନ ଦେଖାଇ ସେ ମନ ଭୁଲାଉଛି
ତା ଆଡ଼କୁ ଟାଣିବାକୁ ଫାନ୍ଦ ପାତୁଅଛି
ଲାଗୁଅଛି ଭୟ ନୁହେଁ କେ ସହାୟ...(୨ଥର)
ତୁମେ ଏକା ସାହା ଆମର........=୨=
Praise The Lord....ପ୍ରଭୁ ଯୀଶୁଙ୍କ ମଧୁର ନାମରେ ସମସ୍ତଙ୍କୁ AB Music ତରଫରୁ ନମସ୍କାର। ଦୀର୍ଘ ବର୍ଷ ଧରି AB Music ଲୋକ ମାନଙ୍କର ଆତ୍ମିକ ଜାଗରଣ ନିମନ୍ତେ ଓ ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ ସ୍ୱାଦର ଗୀତ ଭେଟି ଦେଇ ଆସୁଛି...ତଦ୍ରୁପ ବର୍ତ୍ତମାନ ଏକ ନୂତନ ଶୈଳୀର ଲେଖାକୁ ନେଇ ସ୍ବର ସଂଯୋଜିତ ଏକ ଆତ୍ମିକ ସଚେତନତାର ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରିଅଛୁ।
ଶଶାଙ୍କ ଶେଖର କଣ୍ଠଦାନ କରିଥିବା ସରଗ ରାଇଜ,ନରକ ଦଣ୍ଡ ଓ ଜୀବନ ଦୀପ ଗୀତର ଅପୂର୍ବ ସଫଳତା ପରେ ପରେ AB Music ତରଫରୁ ପୁଣି ଥରେ ତାଙ୍କ କଣ୍ଠରୁ ଭେଟି ଦେଉଛୁ "ଦୁଷ୍ଟ ଆତ୍ମା" ନାମକ ଏକ ଭିନ୍ନ ସ୍ୱାଦର ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ । ଗୀତଟି ମୁକ୍ତିଲାଭ ହୋଇଅଛି ଶୁଣନ୍ତୁ ଏବଂ ଦୁଷ୍ଟ ଆତ୍ମା ବା ଶୟତାନ ଠାରୁ ସୁରକ୍ଷା ପାଇବା ନିମନ୍ତେ ପ୍ରାର୍ଥନାର ସହ ସଚେତନ ରୁହନ୍ତୁ।
ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜ୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି;
(୧ ପିତର ୫ : ୮)
ବାସ୍ତବରେ ଦୁଷ୍ଟ ଆତ୍ମା ବା ଶୟତାନ ବର୍ତ୍ତମାନ ସମୟରେ ମନୁଷ୍ୟ ମାନଙ୍କୁ ଚକ୍ରାନ୍ତ କରି ପ୍ରଲୋଭନ ଦେଖାଇ ଆତ୍ମିକତା ଜୀବନକୁ ନଷ୍ଟ କରି ଦେଉଛି ସେବା ପ୍ରାର୍ଥନାରୁ ଦୂରେଇ ରଖୁଛି ତାର ମାୟା ଜାଲରେ ପକାଇବା ପାଇଁ ସର୍ବଦା ଫାନ୍ଦ ପାତୁଛି ଏଣୁ ଦୁଷ୍ଟ ଦ୍ୟାବଳ ଠାରୁ ରକ୍ଷା ପାଇବା ପାଇଁ ଆମକୁ ସର୍ବଦା ଜାଗି ରହି ପ୍ରାର୍ଥନା କରିବାକୁ ହେବ।
SONG CREDITS :
* Song : Dusta Atma (Studio Version)
* Singer : Shasank Sekhar
* Lyrics : Amit Badanayak
* Music Composition : Amit Badanayak
* Arrangement & Programming : Bapi Samal
* Record & Mixing : Smruti Studio, BBSR
* Mastering by : Smruti Ranjan Samal
* Camera ,Edit & Poster - Biswo
* Banner : AB Music
* Prayer Supported By : Dn.Fr. Daniel Badanayak
* Special Thanks : Premanidhi Singh, Suman Jena, Sulochana Singh Julu Badanayak and Byasadev Digal
* Production : AB Music
* WhatsApp : 8895583382,7978601423
* Contact : 7978601423,8895583382
#dustaatma
#dustaatmasong
#dustaatmachristiansongs
#newodiachristiansongs
#shasanksekharnewchristiansong
#amitbadanayakchristiansongs
#newodiachristiansong
#amitbadanayaknewchristiansongs
#odiachristiansong
#amitbadanayaksongs
#latestodiachristiansongs
#shasanksekhar
#amitbadanayak
#ananyasritamnandanewsongs
#amitbadanayakchristiansong
#shasanksekharchristiansongs
#odiachristiansongs
#abmusic
#latestodiachristiansongs
#humanesagarchristiansongs
#amitpanichristiansongs
#newodiajisusong
#odiajesussongs
ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ
ମାଡ଼ି ଆସୁଛି (Humane Sagar)
• MADI ASUCHI | ମାଡ଼ି ଆସ...
ଭଲ ପାଏ ଯୀଶୁ ମୁଁ ତୁମକୁ (Ananya Sritam Nanda)
• BHALA PAE JISU MU TUMA...
ଜୀବନ ଦୀପ (Shasank Sekhar)
• JIBANA DIPA || ଜୀବନ ଦୀ...
ଧନ୍ୟ ଧନ୍ୟ (Amit Pani)
• DHANYA DHANYA || ଧନ୍ୟ ...
ଅଛି ଦିନେ ମରଣ (Humane Sagar)
• ACHI DINE MARANA || ଅଛ...
ବଡ଼ଦିନର ଅଭିନନ୍ଦନ ( Humane Sagar)
• BADADINARA ABHINANDANA...
ନରକ ଦଣ୍ଡ (Studio Version)
• NARAKA DANDA | ନରକ ଦଣ୍...
ସଙ୍ଗୀତର ସାତ ସୂରେ (Asima Panda)
• SANGITARA SATA SURE ||...
ଫେରିଆ ଫେରିଆ (Humane Sagar)
• PHERIA PHERIA || ଫେରିଆ...
ନାଉରୀ (JYOTIRMAYEE NAYAK)
• NAURI | ନାଉରୀ | NEW OD...
ରେ ମନ (HUMANE SAGAR)
• RE MANA | ରେ ମନ | HUMA...
ସରଗ ରାଇଜ (SHASANK SEKHAR)
• SARAGA RAIJA | ସରଗ ରାଇ...
ଅଳପ ଆୟୁଷ (Ananya Sritam Nanda)
• ALAPA AYUSHA || ଅଳପ ଆୟ...
ଆସିଛି ବଡ଼ଦିନ Asima Panda (Studio Version)
• ASICHI BADADINA | ଆସିଛ...
ମହାମାରୀରୁ ରକ୍ଷା କର (Asima Panda)
• MAHAMARIRU RAKHYA KARA...
ପ୍ରଶଂସା ହେଉ ତୁମର (Amit Pani)
• PRASANGSA HEU TUMARA |...
ଆରାଧ୍ୟ ଈଶ୍ୱର (Ira Mohanty)
• ARADHYA ESWARA | ଆରାଧ୍...
ଲହୁ ଭିଜା ଲଲାଟ (Studio Version)
• LAHU BHIJA LALATA || ଲ...
ମୁଁ ଯେ ଅକିଞ୍ଚନ (Studio Version)
• MU JE AKINCHANA || ମୁଁ...
ହେ ପ୍ରଭୁ (Full HD Video)
• HE PRABHU || ହେ ପ୍ରଭୁ ...
ହେ କ୍ରୁଶଧାରୀ (Studio Version)
• NEW ODIA GOOD FRIDAY S...
କମ୍ପିଉଠେ ଏ ଧରା ଧାମ (Studio Version)
• KAMPIUTHE | କମ୍ପିଉଠେ |...
କେତେବେଳେ ଚାଲିଯିବ ଜୀବନ (Full Video)
• KETEBELE CHALIJIBA JEE...
କେତେ କାଳରେ ମନ (Studio Version)
• KETE KALA RE MANA || କ...
ସତର୍କ ଟିକେ ରୁହ (Studio Version)
• Satarka Tike Ruha || S...
ଶେଷ ଘଣ୍ଟି ( Full Video)
• SESHA GHANTI || ଶେଷ ଘଣ...
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
• JISU MU TUMAKU HRUDE R...
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
18 сен 2024