Ehi Jibana || Full Video || New Odia Christian Devotional Song || Sashank Sekhar || 2023
Credits:-
◆ Song :- Ehi Jibana
◆ Singer :- Sashank Sekhar
◆ Lyrics :- Salem Lima
◆ Music :- Salem Lima ;-8280654011
◆ Arrangement:- Bapi Samal
◆ D.O.P & Edit :- Ambram Ganta :-7978442897
◆ Producer :- Pinku Digal :-
◆ RU-vid Partner :- Prabhudutta Pramanik
◆ Thumbnail :- Banshi Jal
◆ Banner :- Sadaprabhu Music
Lyrics:-
ଏଇ ଜିବନ ପାଣିର
ଫୋଟୋକା ସମ(୨)
ଏଇ ଅଛି ଏଇ ନାହିଁ ତୋ ଜୀବନ
ହୋଇଛୁ କି ବନ୍ଧୁ ତୁ ପରିବର୍ତ୍ତନ
ଏଣୁ ଯୀଶୁଙ୍କୁ ଆଜିତୁ କର ଗ୍ରହଣ
( ୧ )
କାହିଁ ଗର୍ବ କରୁଅଛୁ ତୋ ଜୀବନ ଅଳ୍ପକ୍ଷଣ
ଯୀଶୁ ବିନା ଏ ଜଗତେ ଏ ଜିବନ ମୂଲ୍ୟହୀନ
କିଛି ରହିବନି ବନ୍ଧୁ ଜଗତର ଧନ ମାନ
ଯାହା ଅଛି ତୋ ଜଗତେ ସବୁ ହୋଇଯିବ ଲୀନ(୨)
କ୍ଷଣେ ହୋଇ ଦୃଶ୍ୟ ସରେ ଏ ଜୀବନ
ଜନମିଛୁ ଯେବେ ନିଶ୍ଚିତ ମରଣ
ଜୀବନ ଯିବା ଆଗରୁ
ବୁଝିଜା ଧନ
( ୨ )
ଅସାରତା ପଥେ ସଦା କାହିଁ କରୁଚୁ ଭ୍ରମଣ
ଦିନେ ଚାଲିଯିବୁ ବନ୍ଧୁ ରହିବନି ତୋର ପ୍ରାଣ
ସତ୍ୟର ମାର୍ଗରେ ଯେବେ ସଦା କରିବୁ ଗମନ
ଲଭିବୁ ସରଗେ ବନ୍ଧୁ ତୁ ଯେ ଅନନ୍ତ ଜୀବନ(୨)
କ୍ଷଣେ ହୋଇ ଦୃଶ୍ୟ ସରେ ଏ ଜୀବନ
ଜନମିଛୁ ଯେବେ ନିଶ୍ଚିତ ମରଣ
ଜୀବନ ଯିବା ଆଗରୁ
ଫେରିଆ ଧନ
Contact Us:- Sadaprabhumusic2019@gmail.com
Phone no:-
*ANTI-PIRACY WARNING*.
This Content is Copyright to Sadaprabhu Music SADAPRABHU MUSIC . Any unauthorized reproduction, redistribution or
re-upload is strictly prohibited of this Material. Legal action will be taken against those who violate the copyright
of the following material preesented !
All copyrights reserved with SADAPRABHU Music 2023
#odiichristiansong. #odiachristiandevotional
18 сен 2024