#Halijhulidekha #asuchibada #dandekalia #Rathajatra2024 #bestrathasong #odia #aganathabhajan #PragnyashreeNayak #Saipragnyacreation #bestsongofrathajatra
Song : Hali Jhuli Dekha Asuchi Bada Dande Kalia
• Puri Pari Dhama Nahin ...
• HO BHAKATE...O ll''ହୋ ...
Singer : Pragnyashree Nayak
Lyrics : Himansu Mahanty
Music : Priyadarshini Nayak
Editor : Sudhansu rout
Copyright's by Sai Pragnya Creation RU-vid channel
🙏ପବିତ୍ର ରଥଯାତ୍ରା ଉପଲକ୍ଷେ SAI PRAGNYA CREATION youtube channel ତରଫରୁ ସମସ୍ତ ଜଗନ୍ନାଥ ପ୍ରେମି ମାନଙ୍କୁ ଆମର ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ll ଏବର୍ଷ ରଥଯାତ୍ରା ପାଇଁ ଏକ ସୁନ୍ଦର ପ୍ରସ୍ତୁତି ll' ହିମାଂଶୁ ମହାନ୍ତି'ଙ୍କ ନୂଆ ଲେଖା, ଆଉ 'ପ୍ରିୟଦର୍ଶିନୀ ନାୟକ'ନୂଆସ୍ଵରକୁ ନେଇ "ପ୍ରଜ୍ଞ୍ୟାଶ୍ରୀ ନାୟକ"ମଧ୍ୟ ବହୁତ ସୁନ୍ଦର ଭାବରେ ଗାଇଛନ୍ତି ll କୁହାଯାଉଥିବା କେତେଗୁଡିଏ"କଥା ଓ ନଥାକୁ"ନେଇ ଆମର ଏଇ ସୁନ୍ଦର ଗୀତଟି ll ଆଶା କରୁଛି ଗୀତ ଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଶୁଣିଲା ଭିତରେ ଯେତେ ସବୁ କଥା ଓ ଗୀତ ରହିଛି ଗୋଟେ ଥର ପାଇଁ ହେଉପଛେ ନିଶ୍ଚୟ ଶୁଣିବେ ଏବଂ ଆଉ କଣ କରିବାକୁ ହେବ comments ମାଧ୍ୟମରେ ଉପଦେଶ ଦେବେ 🙏🙏
PLZ LIKE SHARE SUBSCRIBE
Thanks You For Your Love And Support.
5 июл 2024