Тёмный
No video :(

Hera Panchami | Tiniti Ratha Naati Katha 5 | Dr. Ashutosh Prasad Mishra | Rituals of Hera Panchami 

ODISHA 365
Подписаться 335 тыс.
Просмотров 272 тыс.
50% 1

Hera Panchami is a traditional ritual followed during rath yatra in puri. It's observed on the fifth day of Rath Yatra.
------------
Tiniti Ratha Naati Katha 5
ରଥଯାତ୍ରା ଉପଲକ୍ଷେ ଆମର ସ୍ବତନ୍ତ୍ର ଉପସ୍ଥାପନା "ତିନିଟି ରଥ ନଅଟି କଥା" ଅନେକ ନୂତନ ତଥ୍ୟ, ଅଜଣା କଥା ସହିତ ମହାପ୍ରଭୁଙ୍କ ରଥଯାତ୍ରାର ଅନେକ ଭାବାତ୍ମକ ଦିଗକୁ ଆପଣଙ୍କ ସମ୍ମୁଖରେ ପରଷି ଦେବାର ଏକ ପ୍ରୟାସ, ଆଶା ଆପଣ ମାନଙ୍କୁ ଏହା ଭଲ ଲାଗିବ ଆଉ ମହାପ୍ରଭୁଙ୍କ ପ୍ରତି ଆପଣଙ୍କ ଭାବକୁ ବହୁଗୁଣିତ କରିବ।
ଆପଣଙ୍କ ପ୍ରିୟଜନ ଓ ଜଗନ୍ନାଥ ପ୍ରେମୀଙ୍କୁ ସେୟାର କରିବାକୁ ଭୁଲିବେନି।
ତିନିଟି ରଥ ନଅଟି କଥା ୫
|| ହେରାପଞ୍ଚମୀ ||
---------
Dr. Ashutosh Prasad Mishra
Jagannath Mahima
Odisha 365
-----------
Rituals of Hera Panchami, a tradition followed during Rath Yatra in Puri, is one of the beautiful episodes in which Goddess Laxmi gets angry with Lord Jagannath and vents her anger by causing damage to Nandighosh Rath, the chariot of Mahaprabhu Jagannath. The ritual is observed on the fifth day of the car festival.
-------------------
jagannath
puri jagannath mandir
jagannath mandir
prabachan odia
odia prabachan
anubhuti re jagannath
jagannath video
jagannath pravachan
jagannath prabachan odia
jagannath anubhuti
jagannath anubhuti in odia
jagannath mahima in odia
--------
prabachan odia
puri jagannath rath yatra
puri rath
rath yatra puri
puri ratha
puri ratha yatra
rath yatra puri 2023
jagannath rath yatra 2023
jagannath puri rath yatra
puri ratha jatra
ratha yatra
jagannath puri rath yatra
jagannath rath yatra 2023
rath
puri
rath yatra
rath yatra 2023
jagannath rath yatra
puri rath yatra
puri rath yatra 2023
---------------
#herapanchami
#jagannathmahima #drashutoshprasadmishra #odisha365 #TinitiRathaNaatiKatha

Опубликовано:

 

22 июн 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 373   
@ODISHA365
@ODISHA365 Год назад
If you like this video give a like 👍 and share it with your family and friends. Jay Jagannath
@kuntalasahoo7892
@kuntalasahoo7892 Год назад
Mp mo loo of
@subashchandra7563
@subashchandra7563 Год назад
ମନକୁ ମୋର ଜଗା ପ୍ରେମ ରେ ହସେଇ ଦେଲ, ରସେଇ ଦେଲ, ଫସେଇ ଦେଲ, କୃତ୍ୟ କୃତ୍ୟ ହୋଇଗଲା ଏ ଦେହ, ମନ ପ୍ରାଣ ଆଉ ଶରୀର। ଜୟ ଜଗନ୍ନାଥ ସ୍ଵାମୀ କି........ 😭😭😭😭😭😭😭😭😭😭😭
@meenakshikar6351
@meenakshikar6351 Год назад
ଅତି ସୁନ୍ଦର ଉପସ୍ଥାପନା। ବହୁତ ବହୁତ ଧନ୍ୟବାଦ
@saratchandrajalli3404
@saratchandrajalli3404 Год назад
ଅତି ଚତ୍ମକାର
@jibanjyotimohanty7701
@jibanjyotimohanty7701 Год назад
ଜୟ ଜଗନ୍ନାଥ, ପ୍ରଭୁ ଜଗନ୍ନାଥଙ୍କ ପାଦତଳେ କୋଟି କୋଟି ପ୍ରଣାମ, ପ୍ରବଚକ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏ ପ୍ରବଚନ ଶୁଣାଇ ଥିବାରୁ
@rasmitamaharathy6734
@rasmitamaharathy6734 Год назад
ଜୟ ହୋ ପ୍ରଭୁ ଲକ୍ଷ୍ମୀନାରାୟଣ 🙏❤️🙏
@anilkusahoo33539
@anilkusahoo33539 Год назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏 ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତ ଜଗତକୁ ପ୍ରଦାନ କରୁଥାନ୍ତୁ 🙏🙏🙏
@manaskumarmaharana24
@manaskumarmaharana24 Год назад
ମଣିମା ମୋ 🙏🙏🙏 ମଣିମା ତୁମ ସେ ଅଭୟାର ବିନ୍ଦରେ ଟିକେ ଜାଗା ଦେବ ହେ ମଣିମା ଏତିକି ଅଳି. ତୁମ ଛାମୁ ରେ ମହାପ୍ରଭୁ 😭🙏🙏
@Jagannath_premi_
@Jagannath_premi_ Год назад
କୋଟି ଓଡିଆ ଙ୍କ ମଉଡମଣି ଶ୍ରୀ ଶ୍ରୀ କାଳିଆ ସାଆନ୍ତ ଙ୍କ ଜୟ ହେଉ 🙏
@jayjagannathjayjagannath7121
ମଣିମା ଙ୍କର ଜୟ ହେଉ 🙏🏻 ଜୟ ଜଗନ୍ନାଥ
@prakasinidas8188
@prakasinidas8188 Год назад
ଆଡ଼ପ ମଣ୍ଡପରେ ବିଜେ ମଣିମା ମହାବାହୁ,ତାଙ୍କର ବିଶେଷ କୃପା ଆଜି,ତାଙ୍କ ସମ୍ମୁଖରେ ତୁମକୁ ସେ କୁହାଉଛନ୍ତି,ଆମେ ଶ୍ରବଣ କରି କୃତାର୍ଥ ହେଉଛୁ..ଜୟ ଜଗନ୍ନାଥ🙏💗
@blueblockyt289
@blueblockyt289 Год назад
You are great sir..
@sabitapanigrahi6035
@sabitapanigrahi6035 Год назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ପ୍ରଣାମ।🙏🙏
@trilochanrout219
@trilochanrout219 Год назад
ଜୟ ଜଗନ୍ନାଥ,ଭାବ ବିନୋଦିଆ ଭାବର ଠାକୁର ମହାପ୍ରଭୁ ମୋ କାଳିଆ ସାଆନ୍ତ ଙ୍କ ଚରଣାରବିନ୍ଦରେ ଏ ଅକିଞ୍ଚନ ର କୋଟି କୋଟି ପ୍ରଣାମ । ମଣିମା ଏ ଅଧମ ପ୍ରତି ଏତିକି କୃପା ହେଉ, ଆପଣଙ୍କ ପାଦପଙ୍କଜରେ ମୋ'ର ଚିତ୍ତ ଅବିରତ ସ୍ଥିର ରହୁ
@VishnuPriya-rp5kd
@VishnuPriya-rp5kd Год назад
Agasfafafaf
@naraharirout7938
@naraharirout7938 Год назад
ଜୟ ଜଗନ୍ନାଥ ସ୍ଵାମି ନୟନ ପଥ ଗାମି ଭବ ତୁ ମେ ।। ଅତି ସୁନ୍ଦର୍ ହେରାପଞ୍ଛମି କଥା ବର୍ନନ୍ କରିଲ । ବହୁତ୍ ଭଲ ଲଗିଲା ।ବଡ ଥକୁରଙ୍କ କ୍ରୁପା ସଦା ତୁମ ଠରେ ଥଉ ।
@swatilinaparida5014
@swatilinaparida5014 Год назад
ଆହା 🥺🥺 ଏତେ ସୁନ୍ଦର ଭାବେ ସାର୍ ହେରା ପଞ୍ଚମୀ ର ନିଦର୍ଶନ ବର୍ଣ୍ଣନା କରୁଛନ୍ତି, ଲାଗୁଛି ଆମ 3 ଠାକୁର ଖାଲି ଦାରୁ ଦେବତା ନୁହନ୍ତି ସତସତିକା ମଣିଷ ଚରିତ୍ର ର ବର୍ଣ୍ଣନା କରୁଛନ୍ତି 🙏🙏
@niharikapatnaik2210
@niharikapatnaik2210 Месяц назад
ଚମତ୍କାର ଅଭିବ୍ୟକ୍ତି... ମହାପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ....ଜୟ ଜଗନ୍ନାଥ 🙏🙏
@magsirasahu2050
@magsirasahu2050 Год назад
Jay shree jagannath Swami Nayana patha gami 🚩🪷⭕❗⭕🌹🛕🔔📿🪔🌼🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾
@PrsantaBehera-xz8ze
@PrsantaBehera-xz8ze Год назад
ସାର୍ ଆପଣଙ୍କ ପାଦଦେଶରେ ଅନନ୍ତ କୋଟି ପ୍ରଣାମ, ସାର୍ ଆପଣଙ୍କ ଆଶୀର୍ବାଦ ନେବାକୁ ମନରେ ବହୁତ ଇଚ୍ଛା,। ସାର୍ ଟିକେ ଦୟାକରିବେ, ଅପେକ୍ଷାରେ ରହିଲି, ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ,
@punammund5934
@punammund5934 Год назад
Apanka charana dhuli tike milile b Mo pain Jayheshta 🙏🙏🙏 ete sundar kemti apana kahi paranti 🙏🙏🙏 Pravu nka asesa Krupa apananka upare achhi 🙏🙏
@tejarajsahu1501
@tejarajsahu1501 Год назад
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🚩🚩
@gourishankarmishra929
@gourishankarmishra929 Год назад
ଏ ଭାବ ଓ ଭାଷା ର ଭଣ୍ଡାର କୁ ମହାପ୍ରଭୁ ଆହୁରି ରୁଦ୍ଧିମନ୍ତ ରସାଳ କରନ୍ତୁ। ଆପଣଙ୍କ ବାଣୀ ଭଣ୍ଡାର ସଦା ପରିପୂର୍ଣ୍ଣ ରହୁ।ଜୟ ଜଗନ୍ନାଥ ସ୍ୱାମୀ ନମସ୍କାର
@kartikarana6756
@kartikarana6756 Год назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ,, ଜୟ ମା ଲକ୍ଷ୍ମୀ ଠାକୁରାଣୀ,,‌🌺🌺🙏🏻🙏🏻🙏🏻🌺
@tarakantabehera3486
@tarakantabehera3486 Месяц назад
Jay jagannatha ଆପଣଙ୍କ ଠାରୁ ଜଗନ୍ନାଥଙ୍କ କଥା ଶୁଣି ମନ ଆନନ୍ଦ ହେଉଛି ❤❤ ଆପଣ ମହାନ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 you are great 👍😃 namaskar ❤❤❤❤❤❤❤❤❤
@sasmitabobby3206
@sasmitabobby3206 Год назад
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏 ସତରେ ମୁଁ ବି ରଥଯାତ୍ରା ଦିନ ମହାପ୍ରଭୁ ଙ୍କୁ କହିଥିଲି, କାଳିଆ ରେ.. ତ ମୁହଁ କଣ ପାଇଁ ସୁଖୀ ଯାଇଛି ରେ, ଆଉ ହସ ବି କାଳିଆ ର ନାହିଁ, ମୋତେ ବି କାନ୍ଦ ଲାଗିଲା, ବହୁତ କାନ୍ଦିଲି, କେବେ ବି ମୁଁ ରଥଯାତ୍ରା ଦେଖି ନ ଥିଲି, ହେଲେ ପ୍ରଥମ ଥର ଦେଖିଲି ଯେ କାଳିଆ ମୁହଁ ରେ ହସ ନାହିଁ 😭😭
@rajeshlenka5894
@rajeshlenka5894 Год назад
ରଥ ଭାଙ୍ଗିବା ବିଷୟରେ ବିସ୍ତୃତ ବିବରଣୀ ଉଲ୍ଲେଖ କରିବାର ଆଶା କରୁଛି ପରବର୍ତ୍ତୀ ସମୟରେ । ଜୟ ଜଗନ୍ନାଥ 🙏
@lipi.mehermeher5319
@lipi.mehermeher5319 Год назад
Jay jagannath patitapabana mahaprabhu
@pujabehera5685
@pujabehera5685 Год назад
ମତେ 😭 ରକ୍ଷା କର ହେ ଜଗତ୍ ପିତା
@madhusmitamohanty8320
@madhusmitamohanty8320 Год назад
ସେ ଭାବଗ୍ରାହୀ ଭାବ ରେ ବନ୍ଧା ମାଆ ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କ ମନ କୁ ଜୟ କରିଲେ। ଧନ୍ୟ କାଳିଆ ର ଲୀଳା। ଜୟ ଜଗନ୍ନାଥ 🙏
@debarajharijan5296
@debarajharijan5296 Год назад
Jay Sri Jaganath Swami Nayana Pathagami Bhaba Tume 🙏🙏🙏🙏🙏🙏🙏🙏🙏🙏🙏🙏🙏
@ratankumarmahapatra7086
@ratankumarmahapatra7086 Год назад
ଜୟ ଜୟ ଶ୍ରୀ ଜଗନ୍ନାଥ
@binapanibehera9900
@binapanibehera9900 Год назад
Jay Jagannath jay jagannth 🙏🙏🙏🙏 ପ୍ରଭୁଙ୍କ ଶ୍ରୀ ଚରଣରେ କୋଟି କୋଟି ପ୍ରଣାମ 🙏🙏🙏🙏କେତେ ସୁନ୍ଦର କଥା ମନ ପ୍ରସନ୍ନ ହେଇଗଲା 😭😭 କେତେ ଲୀଳା ମୟ ଠାକୁର କେତେ ଲୀଳା ତାଙ୍କର 🙏🙏🙏🙏
@harishchandramohalik7331
@harishchandramohalik7331 Год назад
ଜୟ ଜଗନ୍ନାଥ 🙏🙏
@sumantapradhan9491
@sumantapradhan9491 Год назад
🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏
@pravatiswain8794
@pravatiswain8794 Год назад
Jaya jagannath 🙏
@krishnendubanerjee9545
@krishnendubanerjee9545 8 месяцев назад
Oh!.....It was the time of Rathojatra......❤❤❤A lot of love to my god and lord....Dandaboth.......❤❤
@rajbajaj9815
@rajbajaj9815 Год назад
Jay Jagannath
@Ipsita_Dani
@Ipsita_Dani Год назад
Jai jagannath
@basantarout9538
@basantarout9538 Год назад
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
@dipanshuvermaa5618
@dipanshuvermaa5618 Год назад
Jai jagannath ⭕‼️⭕🌹
@suchismitasahoo8093
@suchismitasahoo8093 Месяц назад
Mahaprabhu aau maa Laxmi nk Sri Charan tale koti koti pranam 🙏🙏
@binibehera6460
@binibehera6460 Год назад
Jay Jagannath swami Nayan patha gami bhaba tume 🙏🚩🕉️🚩🙏
@upperprimaryodisha3797
@upperprimaryodisha3797 Год назад
Jay Guru Jay Jagannath
@Puunnyy
@Puunnyy 23 дня назад
ଅତି ସୁନ୍ଦର ଉପସ୍ଥାପନା । ଜୟ ଜଗନ୍ନାଥ 🙏🏻
@prasantasing771
@prasantasing771 Год назад
Jay shree jagarnath
@rashmirekhadash5731
@rashmirekhadash5731 Год назад
Koti koti pranam pravu🙏🙏🙏🙏🙏🙏🙏 Biswa ku shanti dia pravu❤❤❤❤❤❤❤
@ansumanswain4873
@ansumanswain4873 Год назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏⭕‼️⭕🙏🙏🙏 ଆପଣଙ୍କୁ କୋଟି କୋଟି ପ୍ରଣାମ ସାର୍ 🙏🙏🙏
@debashisguru8101
@debashisguru8101 Год назад
Dhanya Tumara Lila Chakadola🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@tikitiku5672
@tikitiku5672 Год назад
ଜୟଜଗନ୍ନାଥପ୍ରଭୁଧନଦିଅ🙏🙏🙏🙏🙏
@satyabratadash1586
@satyabratadash1586 Год назад
Jay Jagannath Swami 🙏
@Subhalaxmi7
@Subhalaxmi7 Год назад
ଜୟ ଜଗନ୍ନାଥ ⭕❗⭕ଜୟ ମା ଲକ୍ଷ୍ମୀ 💮💮💮🌷🌷🌷🎎🙏🙏🙏
@MrPpcops
@MrPpcops Год назад
ଅତି ସୁନ୍ଦର ବର୍ଣ୍ଣନା। ଜଗନ୍ନାଥ ମଙ୍ଗଳ କରନ୍ତୁ ।
@bhagyabatigantayat297
@bhagyabatigantayat297 Год назад
Jay Jagannath nka charanabinda re koti koti pranaam🙏🙏🙏🙏🙏🙏❤❤❤❤❤
@bhumisutapradhani8468
@bhumisutapradhani8468 Год назад
ଜୟ ଜଗନ୍ନାଥ ଭାବର ଠାକୁର ଭକ୍ତ ଜନ ବାନ୍ଧବ
@hemanginimohapatra5468
@hemanginimohapatra5468 Месяц назад
ତମର ଶବ୍ଦ ରଚନା ବହୁତ ସୁନ୍ଦର....ମନ ମୋହିତ
@chandrakantasahoo8591
@chandrakantasahoo8591 Год назад
Jay jaganntha 🙏 ♥️ 👌
@sunilnayak-xu2be
@sunilnayak-xu2be Год назад
Jay jaganath swami
@debashisguru8101
@debashisguru8101 Год назад
Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@mromm-lt7nw
@mromm-lt7nw Год назад
ବହୁତ୍ ସୁନ୍ଦର୍ କଥା ସୁଣିବାକୁ ବହୁତ ଆନଂଦ ଲାଗୁଛି ❤❤❤❤
@chandanbiswal1468
@chandanbiswal1468 Год назад
Sir apananka ra pravachan bahut sundar
@prasantakumarkabi4789
@prasantakumarkabi4789 Год назад
Thank you sir for your valuable description about Mahaprabhu Jai Jagannath
@durjyadhannayak4645
@durjyadhannayak4645 Год назад
🕉️❤️🕉️❤️🕉️ଜୟ ଜୟ ଜଗନ୍ନାଥ 🕉️🕉️🕉️🕉️🕉️🕉️💞💞💞💞💞💞💞💞💞🙏🏽🙏🏽🙏🏽🙏🏽🙏🏽
@P.sarbeswarpradhan9770
@P.sarbeswarpradhan9770 Год назад
Jai jagannath swami🙏🙏🙏🙏
@mirapanda
@mirapanda Год назад
Jay Jagannath swami nayana patha gami bhaba tume 🙏🙏
@brahmotridash4366
@brahmotridash4366 Год назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
@chandanbiswal1468
@chandanbiswal1468 Год назад
Jay Jagannath 🙏🙏
@priyankamohapatra1647
@priyankamohapatra1647 Год назад
ମୋ ଜଗନ୍ନାଥ ସ୍ୱାମୀ ଙ୍କ‌‌‌ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ
@puspalataacharya5616
@puspalataacharya5616 Год назад
Khub Sundar upasthapana.Jay Jagannath Swami......
@pradeepkumarswain8399
@pradeepkumarswain8399 Год назад
Hare Krishna apananku koti koti pranam,🙏🙏🙏🙏
@rashmiranjanpradhan8562
@rashmiranjanpradhan8562 Год назад
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
@pramilapani9960
@pramilapani9960 Год назад
JAY JAGANNATH❤🙏❤❤🙏
@gyanaranjanswain3682
@gyanaranjanswain3682 Месяц назад
ସୁନ୍ଦର ଉପ୍ଥାପନା।ଜୟ ଜଗନ୍ନାଥ 🙏🙏🙏
@rameshmunenkal8997
@rameshmunenkal8997 Год назад
ମହାପରଭୁଙ୍କର ଅପୂର୍ବ ଲୀଳା ଆଉ ଆପଣ ଷୌଭାଗ୍ୟବନ୍ ଯେ ମହାପ୍ରଭୁ ଜଗନ୍ନାଥଙ୍କ ଚରଣ ରେ ଉପସ୍ଥିତ ଅଛନ୍ତି । ଜୟ ଜଗନ୍ନାଥ । ମହାପ୍ରଭୁଙ୍କ ଲୀଳା ବହୁତ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଚନ୍ତି ଧନ୍ୟବାଦ୍
@Behera_0603
@Behera_0603 Год назад
ଚମତ୍କାର ବର୍ଣ୍ଣନା l ବହୁତ ସୁନ୍ଦର l 🙏
@tomcruise8733
@tomcruise8733 Год назад
Anupam sundaray 👌👌👌👌👌👌❤️❤️❤️❤️❤️
@rgudduu
@rgudduu Год назад
Excellent speech. 12:42 "Hera Panchami is 5th day starting from Ratha Yatra on dwitiyaa, so on sasthi tithi"
@malayasamal1992
@malayasamal1992 Год назад
AAhaa 🙏, kn se byakshya chakanayan au Padma Nayan Milana 🙌🙌🙌
@narayabadatya914
@narayabadatya914 Год назад
❤🙏❤ଜୟ ଜଗନ୍ନାଥ ପ୍ରଣାମ❤🙏 ❤
@premanandasatapathy-in6zh
@premanandasatapathy-in6zh Год назад
Mahapravu apankara charanare satakoti pranam
@birakishoresahoo3080
@birakishoresahoo3080 Год назад
Jay Shree Jagannath.
@rabindranathpradhan4378
@rabindranathpradhan4378 Год назад
Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏
@geetanjalimohapatra6733
@geetanjalimohapatra6733 Год назад
Jay Jagannath sunibakau bhaut bhala laguchi🙏🙏
@sanjib_lipi7531
@sanjib_lipi7531 Год назад
Jay jagannath Swami Nayana pathargami bhaba tume 🙏🙏🙏
@tarinisenmohapatra1293
@tarinisenmohapatra1293 Год назад
Jay Jagannath Mo Mahaprabhu Nkara Jay Hau Mo Kalia Samanta
@debarajharijan5296
@debarajharijan5296 Год назад
Jay Sri Jaganath Swami 🙏🙏🙏🙏🙏🙏🙏
@DrNibhaMohanty
@DrNibhaMohanty Год назад
Jay shree Jagannath ❤
@arundhatisahoo7835
@arundhatisahoo7835 Год назад
Jay Jagannath 🙏♥️🌷 Jay Jagannath 🙏♥️🌷 Jay Jagannath 🙏♥️🌷 koti pranam 🙏 Prabhu jàgannath 🙏🙏🙏
@basantisahoo5743
@basantisahoo5743 Год назад
Manima pranam grahana karantu🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼⭕❗❗⭕🤲🤲🤲🤲🤲🤲💞🕉
@skbehera8580
@skbehera8580 Год назад
Jay Jagannath Swami Nayan pathagami vabatume 🙏🙏🙏
@geetaparida4445
@geetaparida4445 Год назад
Jay jagannath Swami Nayana patha gami bhava tume 🙏🙏🙏🙏
@tapaswinisahoo758
@tapaswinisahoo758 Год назад
ମଣିମା ଟିକେ କୃପା କରୁଥିବ ,, ଜୈ ଜଗନ୍ନାଥ
@ishitamishra5004
@ishitamishra5004 Год назад
Jay Shree LaxmiNarayanaye Namah ❤❤🙌🙌🙏🙏🙏🙏🙏
@jagannathcreation5196
@jagannathcreation5196 Год назад
Jay Jagannath mahabahu Jay Jagannath mahabahu
@tapaswinisahoo5837
@tapaswinisahoo5837 Год назад
Apnaka upstpana bahut uchakotira sir.Jay Jagannath 🙏🙏
@adarshakahanimala3868
@adarshakahanimala3868 Год назад
ସାର୍। ଆପଣ କେତେ ଭାଗ୍ୟବାନ। ଶ୍ରୀ ଜଗନ୍ନାଥଙ୍କ ଅନେକ ଅନୁଭବ କୁ କହୁଛନ୍ତି।ମନ ଭାବରେ ଭରି ଯାଉଛି। ଜୟ ଜଗନ୍ନାଥ।
@odiaboy9677
@odiaboy9677 Год назад
ଜୟ ଜଗନ୍ନାଥ ମହାପ୍ରଭୁ
@mamatapattanayak5854
@mamatapattanayak5854 Год назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏
@bipinamallik2803
@bipinamallik2803 Год назад
Jaya Sree Jagannatha Swami Bhababinodia Thakura Bhakta Bschala Hri Bhakta lagi Abatara Dashsa Muratidhari Jaya Jagannatha
@DrNibhaMohanty
@DrNibhaMohanty Год назад
Jay shree Jagannath
@mahimajyotiradityasamal6561
Shree bhababinodiya bhakta baschala hari ,pranam prabhu
@pradipmeher4250
@pradipmeher4250 Год назад
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@sanjuktabadtia2619
@sanjuktabadtia2619 Год назад
Excellent speech. Jai Jagannath
Далее
Big Baby Tape - Turbo (Majestic)
03:03
Просмотров 247 тыс.