Hua Sabadhano| ହୁଅ ସାବଧାନ |Jagan Mohan Nag| New latest Odiya Devotional Song| Studioversion Video
ପ୍ରଭୁ ଯୀଶୁଙ୍କ ବହୁ ମୁଲ୍ୟ ନାମରେ ଆପଣ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର । ପ୍ରଭୁଙ୍କ ଗୌରବ ନିମନ୍ତେ ଏକ ସୁନ୍ଦର ହୃଦୟ ସ୍ପର୍ଶୀ ଦ୍ଵିତୀୟ ଆଗମନ ଉପରେ ଆଧାରିତ ଆଧ୍ୟାତ୍ମିକ ଗୀତ ପ୍ରସ୍ତୁତ କରିଛୁ, ଯାହାକି ଭାଇ ହିମାଂଶୁ ନାୟକଙ୍କ ଦ୍ଵାରା ରଚିତ । ଆମେ ଆଶାକରୁଛୁ ଏହି ଗୀତ ମାଧ୍ୟମରେ ପ୍ରଭୁ ତାଙ୍କର ଦ୍ଵିତୀୟ ଆଗମନ ନିମନ୍ତେ ଅନେକଙ୍କୁ ପ୍ରସ୍ତୁତ କରନ୍ତୁ ।
Track Link : 10
• |Top Ten It Karoake Tr...
Please Subscribe For More Song
/ @jaganmohannagoffcial6527
🙏🙏 ଦୟାକରି ଆମ ସେବା କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ
🙏🙏 ଦୟାକରି ଆମ ଏହି RU-vid Jagan Mohan Nag Official ଚେନାଲ କୁ ବହୁ ମାତ୍ରାରେ subscribe କରନ୍ତୁ ।
🙏🙏 ଗୀତର ଲିଂକ କୁ ଅନ୍ୟ ମାନଙ୍କ ନିକଟରେ ସେୟାର କରନ୍ତୁ ।
CONTACT DETAILS
Whatssap: 09777874138 , 8637205771
Spotify , & Other platforms link:
open.spotify.c...
Jiosavaan : www.saavn.com/...
face book link
/ jaganmohan.nag
Instagram link :
...
ଜୀବନେ ଯୌବନେ ହୁଅ ସାବଧାନ
ଆସିବ ଜାଣ ପ୍ରଭୁଙ୍କର ଦିନ
ଯୌବନ କାଳ ଅଟେ ବାହୁବଳ
ତୁଚ୍ଛ ନ କର ଏ ସମୟ ବେଳ
ପ୍ରଭୁଙ୍କ ନାମେ ଚାଲିବା ଆମେ
ଯୀଶୁଙ୍କ ନାମେ ବଞ୍ଚିବା ଆମେ !! ୦ !!
ଆଗମନେ ଦେଖ ହେବ ଅନ୍ଧକାର
ଆକାଶେ ଆଲୋକ ଦେବନି ଚନ୍ଦ୍ର
ଗ୍ରହ ଓ ନକ୍ଷତ୍ର ଆକାଶୁ ଖସିବେ
ତୁରୀ ଧନ୍ୱି ସହ ଦୂତ ଆସିବେ
ସମସ୍ତ ଶୋକତି ହେବ ବିଚଳିତ
ମାନବ ସକଳ କରିବେ ବିଳାପ
ପ୍ରଭୁଙ୍କ ନାମେ ଚାଲିବା ଆମେ
ଯୀଶୁଙ୍କ ନାମେ ବଞ୍ଚିବା ଆମେ !! ୧ !!
ବରବେଶେ ଦେଖ ଆସିବେ ରାଜା
ଭେଟିଯିବା ହୋଇ ଆମେ ତାହାଙ୍କ ପ୍ରଜା
ମୋନନୀତ ଗଷ୍ଟି ଏକାଠି କରି
ନେଇଯିବେ ଯୀଶୁ ସତେ ସରଗ ପୁରୀ
ମେଘ ମାଳାରେ ଦୂତଙ୍କ ସାଥିରେ
ଆସିବେ ଯୀଶୁ ମହାମହିମାରେ
ପ୍ରଭୁଙ୍କ ନାମେ ଚାଲିବା ଆମେ
ଯୀଶୁଙ୍କ ନାମେ ବଞ୍ଚିବା ଆମେ !! ୨ !!
Song Credits
Music & Voice : Jagan Mohan Nag
Lyrics : Himansu Nayak
Music Arrangement : Bapi Samal
Recording & Mixing : Milon Studio Cuttack
Video Credit
Edit : Sakti Prasad Mishra
Camera : Swastik Swain
Poster Deign : Parsuram Sagaria
#huasabadhano
#jaganmohannag
#newlatestodiyasong
#studioversionvideo
#jaganmohannagchristiansong
#jaganmohannagofficial
#latestchristiandevotionalsongs
#jaganmohannagnewodiyasong
#jaganmohannagbestsong
#jaganmohannagdevotionalsong
#jaganmohannagsuperhitsong
#jaganmohannag2023bestsong
#jaganmohannagworshipsong
#hesadaprabhu
#kedesundaralage
#dukhobele
#tadana
#atinijaro
Jagan Mohan Nag Official Productions All Right Reserved Any unauthorised broadcasting,copying or recording this video without prior written permission from Jagan Mohan Nag Official Production will constitute and infringement of copyright and serious legal action will be taken against individuals or organisations who do not have the right to do so.
କିଛି ସୁନ୍ଦର ଅଡିଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଲିଂକ BEST LINK OF SOME ODIA SONG
ନିର୍ମାଣ କାରି • ନିର୍ମାଣ କାରୀ Nirmanoka...
ଗୋଲଗାଥା • ଗଲଗଥାରେ || Gal gathar...
Best odiya Song : • Jagan Mohan Nag | Audi...
ତାଡ଼ନା • ତାଡ଼ନା Tadana || Jagan...
ଧନ୍ୟବାଦ • || ଧନ୍ୟବାଦ || ଓଡ଼ିଆ ଆର...
ଏ କି ପ୍ରେମ • Ye Ki Prema |ଏ କି ପ୍ରେ...
ବାଟୋଇ • BATOI || ବାଟୋଇ || JAGA...
ନିବେଦନ • ନିବେଦନ |Nibedono |Odiy...
କେଡେ ସୁନ୍ଦର ଲାଗେ • କେଡ଼େସୁନ୍ଦର || KEDE SUN...
କେତେ ଭଲ ମୋର ଯୀଶୁ • || KETE BHALA MORO JIS...
କରିଛି ପାପ • କରିିିଛି ପାପ | ODIA CHR...
ଜୀବନ ଜୀବନ • NEW LATEST || 2020 || ...
ମକେ ଶାନ୍ତି ମିଲି ଗଲା • ମକେ ଶାନ୍ତିମିଲିଗଲା | MO...
ଯୀଶୁମର ପ୍ରାଣ ଧନ • JISUMORO PRANO DHONO [...
ପ୍ରସଂଶା ନିବାସୀ • ପ୍ରସଂଶା ନିଵାସୀ || PRAS...
ତୁମ ବିନା ବଞ୍ଚି ପାରେନା • ତୁମବିନାବଞ୍ଚିପାରେନା ||...
କିଏ ପଛି ଦେବ • KIAPOCHIDEBO || କିଏ ପୋ...
ଅଭିମାନ • ଅଭିମାନ || ABHIMANO ||...
ଯୀଶୁରାଜା ଦାକ୍ସି ଆଚେ • JISURAJA DAKSI ACHE ||...
ହେ ସଦା ପ୍ରଭୁ youtu.be
#huasabadhanaodiyajesussong
#huasabadhanachristiansong
#shalomsusamachar
#amitbadanayak
#rabindrasrambutika
#willofgod
#bijayamajhiofficial
#issactv
#malayanaikofficial
#firstlovecreation
#dharamgahidndi
#hindibiblestudygroup
#gracesaviourprayerhouse
#jihovahjireh
#rhemaphillips
#jyotirmayaofficialmusicpresent
#merayeshuofficial
#humanesagarchristiansong
#humanesagarodiasong
#amitpanichristiansong
#bidyutbhatrachristiansong
16 сен 2024