Тёмный

HUMANE SAGAR TOP 5 ODIA CHRISTIAN SONGS | HUMANE SAGAR NEW ODIA CHRISTIAN SONGS | AUDIO JUKE BOX 

Amit Badanayak
Подписаться 207 тыс.
Просмотров 200 тыс.
50% 1

HUMANE SAGAR TOP 5 ODIA CHRISTIAN SONGS || HUMANE SAGAR NEW ODIA CHRISTIAN SONGS || AUDIO JUKEBOX || AMIT BADANAYAK
ସମସ୍ତ ଶ୍ରୋତା ମଣ୍ଡଳୀକୁ AB MUSIC ତରଫରୁ ନମସ୍କାର । ଆପଣ ମାନଙ୍କୁ ସ୍ୱରୂପ ଉପହାର ଭେଟି ଦେଉଛୁ "Humane Sagar Top 5 Odia Christian Songs" ର ସମସ୍ତ ୫ ଟି ଗୀତ । ଗୀତ ଗୁଡ଼ିକ ଶୁଣନ୍ତୁ ଏବଂ ପ୍ରଭୁଙ୍କର ସାନିଧ୍ୟକୁ ଉପଲବ୍ଧି କରନ୍ତୁ। ଆଶା ରଖୁଛୁ ଏହି ନୂଆ ମନଛୁଆଁ ଗୀତ ଗୁଡ଼ିକ ଯେପରି ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ବ୍ୟବହୃତ ହେଇ ପାରିବ ଓ ଆମର ପରିଶ୍ରମ ଯେପରି ସାର୍ଥକ ହେଇ ପାରିବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଧନ୍ୟବାଦ। Praise The Lord
Song Credits :
Song : ହେ ପ୍ରଭୁ
Singer : Humane Sagar
Lyrics & Music : Lucky Mishal
Programming & Arrangement : Bapi Samal
Song : ରେ ମନ
Singer : Humane Sagar
Lyrics & Music : Amit Badanayak
Programming & Arrangement : Bapi Samal
Song : କେତେବେଳେ ଚାଲିଯିବ ଜୀବନ
Singer : Humane Sagar
Lyrics & Music : Amit Badanayak
Programming & Arrangement : Bapi Samal
Song : ଶେଷ ଘଣ୍ଟି
Singer : Humane Sagar
Lyrics & Music : Amit Badanayak
Programming & Arrangement : Bapi Samal
Song : ହେ ପରମ ଈଶ୍ଵର
Singer : Humane Sagar
Lyrics & Music : Jeebaratna Badanayak
Music Composition : Jeeten Karada
Music Arrangement : Bapi Samal
Full Lyrics
ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି
ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୨ଥର)
ମୋତେ ଭୁଲିବନି ମୋତେ ଛାଡ଼ିବନି (୨ଥର)
ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୨ଥର)
ହେ ପ୍ରଭୁ .....
ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି
(ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ)(୨ଥର)
=୦=
ହାରିଗଲି ମୁଁ ଥକିଗଲି ମୁଁ
ଏଇ ଦୁନିଆରେ ପ୍ରଭୁ ଠକିଗଲି ମୁଁ
ନାହିଁ କେ ସାହାରା ନାହିଁ କେ ଭରସା
ତୁମ ବିନା ଦୁନିଆରେ ନାହିଁ କେ ଆସରା (୨ଥର)
ତୁମ ବିନା ଦୁନିଆ ତ ଅଜଣା ଲାଗେ (୨ଥର)
ହେ ପ୍ରଭୁ......
ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି
(ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ) (୨ଥର)
=୧=
ପାପ ଭରା ଦୁନିଆରେ ନାହିଁ ମୋ କରୁଣା
ଭରିଯାଏ ହୃଦେ ମୋର ଦୁଃଖ ଓ ଯାତନା
ହେ ଜଗତ ଜୀବନ ଈଶ୍ୱର ନନ୍ଦନ
ଢାଳିଦିଅ ତୁମରି ଆଶିଷ ଦାନ (୨ଥର)
ମଧୁର ମନୋରମ ସେ ଯୀଶୁ ନାମ
ସରଗୁ ହୋଇଛି ସେ ନାମ ପ୍ରଦାନ
ହେ ପ୍ରଭୁ........
ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି
ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୪ଥର)
=୨=
Full Lyrics
ରେ ମନ ଭାବିଯା ଥରେ ସେ କ୍ରୁଶ କଥା
ରେ ପ୍ରାଣ ଶୁଣିଯା ଥରେ ସେ ପ୍ରେମ ଗାଥା
ତୋର ପାପ ପାଇଁ ଯୀଶୁ କ୍ରୁଶ ବୋହି (୨ଥର)
ସହିଥିଲେ କେତେ ବ୍ୟଥା..ହୋ..(୨ଥର) =୦=
ବିନା ଦୋଷେ ଯୀଶୁଙ୍କୁ ତୁ ଦୋଷୀ ସଜାଇଲୁ
କଣ୍ଟା ମୁକୁଟ ପିନ୍ଧାଇ କଅଣ ପାଇଲୁ
ତାଙ୍କ କୋମଳ ଶରୀରେ ଆଘାତ ତୁ ଦେଲୁ
ଯୀଶୁଙ୍କୁ କ୍ରୁଶେ ଝୁଲାଇ କି ଲାଭ ପାଇଲୁ
ତୋ ମୁକତି ଲାଗି ଦୁଃଖ କଷ୍ଟ ଭୋଗି (୨ଥର)
ନୁଆଁଇଲେ ନିଜ ମଥା..ହାଏ...(୨ଥର) =୧=
ଜମା ଚିହ୍ନି ପାରିଲୁନି ଯୀଶୁଙ୍କ ପ୍ରେମକୁ
ଟିକେ ବୁଝି ପାରିଲୁନି ତାଙ୍କରି ଦୟାକୁ
ତଥାପି ସେ କ୍ଷମା ଦେଇ ତୋ ପାପ ଦୋଷକୁ
ଚାହିଁ ବସିଛନ୍ତି ତୋର ଫେରିବା ବାଟକୁ
ଫେରିଆ ଫେରିଆ ଛାଡ଼ି ମୋହ ମାୟା...(୨ଥର)
ଉଦ୍ଧାରିବେ ତ୍ରାଣକର୍ତ୍ତା ..ହାଏ..(୨ଥର) =୨=
Full Lyrics
କେତେବେଳେ ଚାଲିଯିବ ଜୀବନ
କେତେବେଳେ ଉଡ଼ିଯିବ ପରାଣ
ଜୀବନ ଚାଲି ଯିବା ଆଗରୁ
ପରାଣ ଉଡ଼ି ଯିବା ଆଗରୁ
ଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନ
କେତେବେଳେ ଚାଲିଯିବ ଜୀବନ ....=୦=
ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବ
ଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବ
ଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବ
ଏ ଜୀବନ ବାଟ ଦିନେ ଠିକଣା ହରାଇବ
ଆଜି ଅଛି କାଲି ନାହିଁ ମଣିଷ ଜୀବନ
ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
ଏହି ହେତୁ କ୍ରୁଶ ପାଶେ ନେବା ଶରଣ
କେତେବେଳେ ଚାଲିଯିବ ଜୀବନ ....=୦=
ଏ ଜୀବନ ଗୀତ ଦିନେ ବେସୁରା ହୋଇବ
ଏ ଜୀବନ ଫୁଲ ଦିନେ ବାସନା ହରାଇବ
ଏ ଜୀବନ ଗୃହ ଦିନେ ଭୁଶୁଡ଼ି ପଡ଼ିବ
ଏ ଜୀବନ ନାଟ ଦିନେ ସମାପ୍ତ ହୋଇଯିବ
ଆଜି ଅଛି କାଲି ନାହିଁ ମଣିଷ ଜୀବନ
ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
ଏହି ହେତୁ ଫେରିଯିବା ଯୀଶୁ ଚରଣ
କେତେବେଳେ ଚାଲିଯିବ ଜୀବନ ....=୨=
Full Lyrics
ଶେଷ ଘଣ୍ଟି ବାଜିଲାଣି
ମହା କ୍ଳେଶ ପାଖେ ଆସିଲାଣି
ଜାଗ ଜାଗ ଜାଗ ବନ୍ଧୁ ଗଣ ଜାଗ
ଜାଗି ଉଠ ଏହି କ୍ଷଣି
ସତର୍କର ଶେଷ ବାଣୀ
ଚଉଦିଗେ ଏବେ ଶୁଭିଲାଣି
ଶୁଣ ଶୁଣ ଶୁଣ ବନ୍ଧୁ ଗଣ ଶୁଣ
ମନ ଦେଇ ଯାଅ ଶୁଣି
ଶେଷ ଘଣ୍ଟି ବାଜିଲାଣି.........=୦=
ଶୋଇବ କେତେ ନିଦ୍ରିତ ହୋଇ
କ୍ଷଣିକ ହେଲେ ସମୟ ନାହିଁ
ବିଳମ୍ବ ଆଉ ନ କର କେହି
ଜାଗ୍ରତ ହୁଅ ମନ ଫେରାଇ
ଭୂମିକମ୍ପ ଘଟିଲାଣି
ମହାଯୁଦ୍ଧ ଆରମ୍ଭ ହେଲାଣି
ଉଠ ଉଠ ଉଠ ବନ୍ଧୁ ଗଣ ଉଠ
ଚେଇଁ ଉଠ ଏହି କ୍ଷଣି.........=୧=
ଏମିତି ଯଦି ହେଳା କରିବ
ତେବେ କେମିତି ରକ୍ଷା ପାଇବ
ଯୀଶୁଙ୍କୁ ଯଦି ହୃଦେ ରଖିବ
ଶେଷରେ ପରିତ୍ରାଣ ଲଭିବ
ସମୟଟା ସରିଲାଣି
ଯୁଗ ଶେଷ ଦିନ ଆସିଲାଣି
ଫେର ଫେର ଫେର ବନ୍ଧୁଗଣ ଫେର
ଫେରି ଆସ ଏହି କ୍ଷଣି.........=୨=
Full Lyrics
ହେ...ପରମ ଈଶ୍ଵର
ହେ...କରୁଣା ସାଗର (୨ଥର)
ଅନାଦି ଅନନ୍ତ ମହୀ ମଣ୍ଡଳର (୨ଥର)
କରେ ତବ ଜୟଗାନ..(୨ଥର)..=୦=
ଅନ୍ଧକାର ଜଳେ ଦିପ୍ତିକୁ ପ୍ରକାଶି
ଭିନ୍ନ କଲ ଦିବା ରାତି
ଆକାଶ ମଣ୍ଡଳ ଜଳ ଆଉ ସ୍ଥଳ
ଭାବେ କଲ ଜଳ ରାଶି
ରଖିଣ ନାନାଦି ସୃଷ୍ଟ ବସ୍ତୁ ମଧ୍ୟେ (୨ଥର)
କଲ ମୋତେ ନିରିମାଣ..୨ଥର..=୧=
ରଖିଛ ଧରାରେ ଅତୁଳ ପ୍ରେମରେ
ଚାଲିବାକୁ ତବ ସାଥେ
ପହଞ୍ଚିବି ଶେଷେ ସେ ସିୟୋନ ଦେଶେ
ଭରସା ମୋ ତୁମ ହାତେ
କରୁଥିବି ସଦା ପ୍ରଶଂସା ଗୌରବ
ସାଧୂ ମେଳେ ଜୟଗାନ..୨ଥର)..=୨=
#humanesagartop5odiachristiansongs
#humanesagarchristiansongs2022
#humanesagarodiachristiansongs
#newodiachristiansongs2022
#amitbadanayakchristiansongs
#newodiachristiansong
#amitbadanayakchristiansongs2022
#abmusicchristiansongs
#odiachristiansong2022
#newodiachristiansong
#audiojukebox
#odiachristiansongs
#abmusic
#newodiachristmassongs2022
#newodiachristiansongs2022
#latestodiachristiansongs
#latestodiachristiansongs
#odiachristiansongs
#amitbadanayak
#humanesagar
#amitpani
#amitpanichristiansongs
#humanesagarchristiansongs
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Опубликовано:

 

18 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 76   
@lijadigal1890
@lijadigal1890 Месяц назад
Very nice song..... Jesus god bless you 🙏 hallelujah 🙌🙌Amen🛐🛐
@143MARNDI
@143MARNDI 4 месяца назад
ସବୁ❤ଗିତ❤ବହୁତ❤ଭଲ❤ଲାଗୁଛି ❤ ଆମେନ୍❤ ଫାଗୁ ରାମ୍ ମାର୍ଣ୍ଡି❤ ଅସ୍ତ ବେଡା❤ ବାଙ୍ଗିରିପୋଷି ❤❤❤❤❤❤❤😂
@anitamarndi2121
@anitamarndi2121 3 месяца назад
Rairangpur
@emilydacosta7139
@emilydacosta7139 2 месяца назад
😂😂😂❤🎉😂
@purnapujari1139
@purnapujari1139 2 месяца назад
Halelooya
@ramnathmadhi5271
@ramnathmadhi5271 2 месяца назад
Amit sir jay mashi ❤️❤️❤️❤️
@tejban5513
@tejban5513 Год назад
Praise the Lord. We are very happy to hear and watch your lyrics music composition song that whatever you upload and provide us. All the luck for your music composition in the society to change the people by your song and Keep making good music composition always as you composition now.We hope your all song becomes a hit and heart touch. Thank you.
@mitukarkar93
@mitukarkar93 Год назад
Very nice song. God bless u my dear
@lidiyaaleya172
@lidiyaaleya172 2 месяца назад
Very nice jisus song sir❤
@SurprisedBirthdayCake-iu9hh
@SurprisedBirthdayCake-iu9hh Месяц назад
JAI MASHI KI JAI MASHI KI JAI MASHI KI HALLELUJAH HALLELUJAH HALLELUJAH AMEN AMEN AMEN.
@Khagapati-ue2cb
@Khagapati-ue2cb Месяц назад
He Bhagwan yashu masih halleluya amen ✝️🌺🌼🌺🛐 ❤️🙏❤️🌎☝️🎄🕊️🙌🎉 Nice song Brather god bless 🙏👍😭 Odisha
@prabhakaralyana5184
@prabhakaralyana5184 Год назад
Thank you for uploading Amit bhaina 🙏
@chandanbindhanialliswellch5787
Praise the lord🙏
@gobindapurty-hr8rp
@gobindapurty-hr8rp 2 месяца назад
Very very nice song ❤❤❤❤❤❤
@oliverbage6884
@oliverbage6884 Год назад
I proud of you brother.god Praise of you.and Time sing Jesus songs.
@SantoshKumar-sh4dm
@SantoshKumar-sh4dm Год назад
Very beautiful songs Sir 💗💗💗💗💗👌🙏🙏
@christianboy127
@christianboy127 2 месяца назад
God bless you sir 🙏🙏
@MantoshKumarnayak-bg9nb
@MantoshKumarnayak-bg9nb 27 дней назад
Hallelujah Emanuel jesus god amen jesus god amen emanuel hallelujah emanuel hallelujah jesus god
@christianboy127
@christianboy127 2 месяца назад
Praise the Lord
@nayamisagaria-gi1pm
@nayamisagaria-gi1pm 2 месяца назад
God bless you
@biswabandaniyabeauty3850
@biswabandaniyabeauty3850 Месяц назад
Press the lord amen🙏🙏❤️
@simrannayaksimrannayak1758
@simrannayaksimrannayak1758 Год назад
Very nice song amen amen
@bishalpurty115
@bishalpurty115 4 месяца назад
ବହୁତ ସୁନଦର ଗୀତ ହେଇଛି
@keshabsennayak7995
@keshabsennayak7995 Год назад
Attractive performance.... Exquisite voice and lyrics....
@aswinibadaraita5427
@aswinibadaraita5427 5 месяцев назад
Praise the Lord Sir 🙏
@satyaranjanparichha9164
@satyaranjanparichha9164 Год назад
Satya amen
@jayadeepaind7815
@jayadeepaind7815 Год назад
Nice lyrics and tone and music JESUS BLESS YOU ALL
@anitamarndi2121
@anitamarndi2121 3 месяца назад
Amen 🙌
@steminarani5803
@steminarani5803 10 месяцев назад
My favourite singer love you Jesus Jesus Jesus Christ bless you sir 🙏🙏🙏🙏 halleluja halleluja ameen ❤❤❤🔯🔯👑👑👑👑🕯️🕯️🕯️🕯️✝️✝️✝️🇮🇳🇮🇳🙏🙏🙏🙏🙏
@singamurmu14
@singamurmu14 Год назад
Nice song brother
@bhaktaramkhemudu4559
@bhaktaramkhemudu4559 Год назад
My favourite song sir 👌👌👌
@mahendrakumara184
@mahendrakumara184 Год назад
Good morning ser very song
@HusayaMandal
@HusayaMandal Месяц назад
Ok okay songs video
@MantoshKumarnayak-bg9nb
@MantoshKumarnayak-bg9nb 27 дней назад
✝️🛐
@tikimonalisa142
@tikimonalisa142 Год назад
I love you God
@sunilkisku22-en1su
@sunilkisku22-en1su День назад
✝️✝️✝️✝️✝️✝️
@lisagagarai1576
@lisagagarai1576 Год назад
Good morning sir 🙏🙏Praise the lord all song very nice 💯👍👌👌
@SushilBeero
@SushilBeero Год назад
Nice song
@esmilesulemanxess1626
@esmilesulemanxess1626 Год назад
AMEN.AMEN.AMEN.
@manojpradhan5874
@manojpradhan5874 Год назад
ଅତି ସୁନ୍ଦର ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ ନୁଆଁ ନୁଆଁ ଦାନ ଦିଅନ୍ତ
@social_masala
@social_masala Год назад
ଆପଣକୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ ଜଣାଉଛି ଅମିତ୍ sir 🙏 ଭଲ ଭଲ song ତୋ ଆଣୁଛନ୍ତି ଆଉ lyrics ବି description ରେ ଦୋଉଛୋନ୍ତି । Humane Sagar ସହିତ ଗୀତ ରେ ତାଳ ରେ ତାଳ ମିଶେଇ ଗାଇବାକୁ ସୁଯୋଗ ଦେଉଛନ୍ତି ସେଥି ପାଇଁ ବହୁତ ଧନ୍ୟବାଦ୍ 🙏🙏🙏🙏 ଏମିତି ସବୁ ବେଳେ lyrics ବି ଦିଅନ୍ତୁ 🙏❤️🙏। ।
@gudubabu5864
@gudubabu5864 Год назад
Supper, praise the lord
@nirmalatirkey514
@nirmalatirkey514 Год назад
Praise the lord.. 🙏
@daudcreations8190
@daudcreations8190 Год назад
🙏🙏🙏🙏🙏⛪💒👌❤🌷
@sumitrasahoo9195
@sumitrasahoo9195 Год назад
⛪"ପ୍ରଭୁ ଯୀଶୁ ପଥ ସତ୍ୟ ଓ ଜୀବନ" (ଆମେନ୍)✝️🙏
@happymusicsoura
@happymusicsoura Год назад
All is well ❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹
@roshanprinceofficial2170
@roshanprinceofficial2170 Год назад
God bless you sir my favourite singer love you Jesus ❣️❣️💖💖💖🎄🎄🙏🙏👑👑🌷🌷🌷❤️❤️❤️❤️✝️🛐🛐🛐☦️☦️
@gangabirua1077
@gangabirua1077 9 месяцев назад
🎉 8:03
@asportroita-fd4cc
@asportroita-fd4cc Год назад
Loop
@mahendrakumara184
@mahendrakumara184 Год назад
ସାର, ମୋ ପାଇଁ ଟ୍ରାକ, ସଙ୍ଗ ବନେଇ ଦିଅନ୍ତୁ
@sumitramahananda2082
@sumitramahananda2082 2 месяца назад
Prsisethelordbhiverynicrsonggodbless
@calvaryministrychurch9027
@calvaryministrychurch9027 Год назад
सब देखो पर Zoom Meeting में जोड़ना नही: -Satan Says ru-vid.com/video/%D0%B2%D0%B8%D0%B4%D0%B5%D0%BE-HBeL4_6CS6E.html
@raghumaninaik4308
@raghumaninaik4308 Год назад
Praise the lord
@Dinesh98765
@Dinesh98765 Год назад
Excellent💯
@gobindapurty-hr8rp
@gobindapurty-hr8rp 2 месяца назад
Very very nice song ❤❤❤❤❤❤
@MadhuSmita-o8u
@MadhuSmita-o8u 7 дней назад
Press the lord ❤❤
@ramakantnayak9435
@ramakantnayak9435 Год назад
Praise the lord🙏
@prabhakarkadraka8557
@prabhakarkadraka8557 Год назад
Beautiful song may God bless you🙏
@sunilkisku22-en1su
@sunilkisku22-en1su День назад
✝️✝️✝️✝️✝️✝️
@ratikantkumar8973
@ratikantkumar8973 Год назад
Praise the Lord sir
@RameshSingh-qc6qz
@RameshSingh-qc6qz Год назад
Very nice song
@sangeetahemrom7626
@sangeetahemrom7626 Год назад
Good song 🎵 👌 👏
@pabitrakartik1433
@pabitrakartik1433 2 дня назад
Hert touching song s may God bless you
@purnachandraraita2974
@purnachandraraita2974 Год назад
Praise the lord
@rajkishorbagrajkishorbag3570
Praise the Lord
@ishaynayak-dz8yg
@ishaynayak-dz8yg Год назад
Very nice song
@parsuramsagariaofficial1408
Praise the Lord✝️✝️
@rajkishorbagrajkishorbag3570
Praise the Lord
@gupteswarkusulia5762
@gupteswarkusulia5762 Год назад
Praise the Lord
@Joyaslimmaofficial
@Joyaslimmaofficial Год назад
Praise the Lord 🙏❤✝️
@jayantibag4407
@jayantibag4407 Год назад
Very nice song
@AshwiniMunda
@AshwiniMunda 8 месяцев назад
Praise the lord
@tapanhial3936
@tapanhial3936 Год назад
Praise the lord
Далее