Тёмный

Inspiring story of the first Odia Ironman, Mountaineer I Sidharth Routray  

OTalks
Подписаться 4,6 тыс.
Просмотров 409
50% 1

ସିଦ୍ଧାର୍ଥ ରାଉତରାୟ ଏମିତି ଏକ ନାଁ ଯାହା ଆଜିର ଦିନରେ ଧୈର୍ୟ୍ୟ, ଦୃଢ ମନୋବଳ, କେବେ ନ ହାରିବା ଭଳି ମନୋଭାବର ପର୍ୟାୟ ପାଲଟିଛି। ଆଇରନ୍ ମ୍ୟାନ୍, ଅଲଟ୍ରା ମ୍ୟାନ୍, ପର୍ବତାରୋହୀ ଭଳି କୃତିତ୍ୱ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ, ଯିଏକି ବିଶ୍ୱବ୍ୟାପୀ ପ୍ରଶଂସା ସାଉଁଟିଛନ୍ତି।
ଦୌଡ଼ ପ୍ରତି ଥିବା ଆଗ୍ରହରୁ ରାଉତରାୟଙ୍କ ଆଇରନମ୍ୟାନ ହେବାର ଯାତ୍ରା ଆରମ୍ଭ ହୋଇଥିଲା, ଯାହାକୁ ସେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବା ପରେ ମଧ୍ୟ ଅନୁସରଣ କରିଥିଲେ। ଆଇରନ୍ ମ୍ୟାନ୍- ଏକ କଷ୍ଟସାଧ୍ୟ ଟ୍ରାଏଥଲନ୍, ଯେଉଁଥିରେ 2.4 ମାଇଲ୍ ସନ୍ତରଣ, 112 ମାଇଲ୍ ସାଇକଲ ଚାଳନା ଏବଂ 26.2 ମାଇଲ୍ ଦୌଡ଼ ସାମିଲ୍ ଥିଲା। ଖରାପ ପାଣି ପାଗ ଓ ବହୁତ ବାଧା ବିଘ୍ନ ର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀ ରାଉତରାୟ IRON-MAN ସମ୍ପୂର୍ଣ୍ଣ କରିବା ସହ ପ୍ରଥମ ଓଡ଼ିଆ ଭାବେ ଏହି ସଫଳତା ହାସଲ କରିଛନ୍ତି।
କିନ୍ତୁ ରାଉତରାୟ ଏତିକିରେ ଅଟକି ନଥିଲେ, ସେ ବିଶ୍ୱର କେତେକ ଉଚ୍ଚତମ ଶୃଙ୍ଗକୁ ଜୟ କରିଛନ୍ତି, ଯେଉଁଥିରେ ମାଉଣ୍ଟ ଆକୋନକାଗୁଆ, ମାଉଣ୍ଟ ଏଭରେଷ୍ଟ, ମାଉଣ୍ଟ ଦେନାଲି, ମାଉଣ୍ଟ କିଲିମାଞ୍ଜାରୋ, ଭିନ୍ସନ୍ ମାସିଫ୍, ଏବଂ ମାଉଣ୍ଟ ଏଲବ୍ରସ୍ ଅନ୍ତର୍ଭୁକ୍ତ। ତାଙ୍କର ଏହି ପର୍ବତାରୋହଣ କାର୍ୟ୍ୟ ତାଙ୍କ ଦୃଢ଼ ମନୋବଳ, ଶାରିରୀକ ସହନଶୀଳତା ଓ ମାନସିକ ଦୃଢ଼ତାର ପ୍ରମାଣ। ପର୍ବତାରୋହଣ ପ୍ରତି ରାଉତରାୟଙ୍କ ଆଗ୍ରହ ତାଙ୍କୁ ବିଭିନ୍ନ ମହାଦେଶର ଉଚ୍ଚତମ ଶୃଙ୍ଗକୁ ନେଇୟାଇଛି ଏବଂ ତାଙ୍କର ଏହି ସଫଳତା ତାଙ୍କୁ ବିଶ୍ୱବ୍ୟାପୀ ଲୋକଙ୍କ ଦ୍ୱାରା ସ୍ୱୀକୃତି ଓ ପ୍ରଶଂସାର ପାତ୍ର କରିଛି।
=========================================================
Sidharth Routray is a name that has become synonymous with perseverance, determination, and a never-say-die attitude. He is the first Odia to achieve the Ironman, ultra-man, and mountaineering feats, which have earned him accolades from across the world.
Routray's journey to becoming an Ironman began with his passion for running, which he pursued despite facing several obstacles. Over the years, he decided to take on the ultimate challenge - the Ironman - a gruelling triathlon that involves a 2.4-mile swim, a 112-mile bike ride, and a 26.2-mile run. Despite facing extreme weather conditions and a rigorous training schedule, Routray completed the Ironman within the allotted time, making him the first Odia to achieve this feat.
But Routray didn't stop there, he has conquered some of the world's highest peaks, including Mount Aconcagua, Mount Everest, Mount Denali, Mount Kilimanjaro, Vinson Massif, and Mount Elbrus. His mountaineering feats are a testament to his unwavering determination, physical endurance, and mental strength. Routray's passion for mountaineering has taken him to the highest peaks on several continents, and his accomplishments have earned him recognition and admiration from people around the world.
#####################################################
Together we can upscale and upSkill our society as well as the future generation. O Talks more a source of Ray of Hope to all those aspirants at any level and any phase of their life. Communication is the biggest source of Change and Winning around the globe for ages.
We bring you real stories, talks, and case studies of winners you. Let's hear them and get boosted. Yes, They Can, They Could and We can We Could, I Can & I Will.
Incredible Life Stories and Journeys. Get Motivated & Invited.
Subscribed to our Stories and Share to World who know It may change the life of at least 1 person.
Follow us on Facebook: / otalks-10779. .
If you want to share your Story Email Us: otalksonline@gmail.com
#odia #odisha #hardwork #otalks #ironman #ultraman #mountaineers #everest #sidharthroutray #inspiringstories
DISCLAIMER--
The opinions and ideas expressed by the speakers in OTtalks videos are their own and do not necessarily reflect the views of OTalks. OTalks does not endorse or support any of the views or work mentioned by the speakers. The content is for inspirational and encouragement purposes only, and viewers should exercise their own judgment and discretion while watching the videos. OTalks does not promote any specific ideology or propaganda, and the viewers are encouraged to focus on the entirety of the story rather than interpreting it in parts.

Опубликовано:

 

13 май 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 15   
@izibhubaneswarodishaproper5671
@izibhubaneswarodishaproper5671 5 месяцев назад
Jay jagannath
@NAMASTEWORLD
@NAMASTEWORLD 4 месяца назад
Jay jagarnath
@izibhubaneswarodishaproper5671
@izibhubaneswarodishaproper5671 5 месяцев назад
😮 iron man
@sinovative3874
@sinovative3874 Год назад
Good inspiring story, Thanku so much Sir.
@O-Talks
@O-Talks Год назад
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ! #Otalks ଏକ ପ୍ରୟାସ ଯାହା ବିଭିନ୍ନ ଦିଗରେ ସଫଳତା ପାଇ ଥିବା ବ୍ୟକ୍ତିତ୍ଵ ମାନଙ୍କ କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ| ଆମକୁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ଵାରା କେହି ଜଣେ ବ୍ୟକ୍ତି ବିଶେଷ ଉପକୃତ ହେବେ! Subcribe ଓ Share କରନ୍ତୁ!
@gurukalyannayak1920
@gurukalyannayak1920 Год назад
Really Amazing
@O-Talks
@O-Talks Год назад
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ! #Otalks ଏକ ପ୍ରୟାସ ଯାହା ବିଭିନ୍ନ ଦିଗରେ ସଫଳତା ପାଇ ଥିବା ବ୍ୟକ୍ତିତ୍ଵ ମାନଙ୍କ କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ| ଆମକୁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ଵାରା କେହି ଜଣେ ବ୍ୟକ୍ତି ବିଶେଷ ଉପକୃତ ହେବେ! Subcribe ଓ Share କରନ୍ତୁ!
@gopalsahu7153
@gopalsahu7153 Год назад
Superb Bhai. An inspirational talk for all. Proud of you. Jai jagannath
@O-Talks
@O-Talks Год назад
Keep supporting OTalks, we will bring many inspiring story of Odia’s. Jai Jagarnath
@satya_max
@satya_max Год назад
Nice inspiration story
@O-Talks
@O-Talks Год назад
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ! #Otalks ଏକ ପ୍ରୟାସ ଯାହା ବିଭିନ୍ନ ଦିଗରେ ସଫଳତା ପାଇ ଥିବା ବ୍ୟକ୍ତିତ୍ଵ ମାନଙ୍କ କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ| ଆମକୁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ଵାରା କେହି ଜଣେ ବ୍ୟକ୍ତି ବିଶେଷ ଉପକୃତ ହେବେ! Subcribe ଓ Share କରନ୍ତୁ!
@zindagialive
@zindagialive Год назад
What a Solid Interview It Is.. Highly Inspiring
@O-Talks
@O-Talks Год назад
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ! #Otalks ଏକ ପ୍ରୟାସ ଯାହା ବିଭିନ୍ନ ଦିଗରେ ସଫଳତା ପାଇ ଥିବା ବ୍ୟକ୍ତିତ୍ଵ ମାନଙ୍କ କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ| ଆମକୁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ଵାରା କେହି ଜଣେ ବ୍ୟକ୍ତି ବିଶେଷ ଉପକୃତ ହେବେ! Subcribe ଓ Share କରନ୍ତୁ!
@izibhubaneswarodishaproper5671
@izibhubaneswarodishaproper5671 5 месяцев назад
4 hour soi kemiti banchiba?
@izibhubaneswarodishaproper5671
@izibhubaneswarodishaproper5671 5 месяцев назад
180 km??
Далее
skibidi toilet 76 (full episode)
08:11
Просмотров 10 млн
Qalpoq - Kichkina tabib (hajviy ko'rsatuv)
30:41
Просмотров 285 тыс.
Wait for it 😇
00:45
Просмотров 9 млн
skibidi toilet 76 (full episode)
08:11
Просмотров 10 млн