Тёмный

Is Aparajita leaving BJP for BJD ? | No Comments 

Nirbhay
Подписаться 283 тыс.
Просмотров 77 тыс.
50% 1

Is Aparajita leaving BJP for BJD ? | No Comments
| Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

16 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 323   
@pradipkumarbarik585
@pradipkumarbarik585 6 дней назад
ଅପରାଜିତା ବିଜେଡିରେ ଯୋଗ ଦିଅନ୍ତୁ କି ନାହିଁ କିନ୍ତୁ ଜନତା ଜାଣିଗଲେଣି ଯେ ନାମକୁ ମାତ୍ର ବିଜେପି ସରକାର ଥିଲେ ମଧ୍ୟ ପ୍ରକୃତ କ୍ଷମତା ମକୁ ଭାଇ ମାଧ୍ୟମରେ ପାଣ୍ଡିଆ ଉପଭୋଗ କରୁଛି।
@debendranarayandash9040
@debendranarayandash9040 6 дней назад
ଅପରାଜିତା ମାଡାମ ଅପ୍ରତିଦ୍ଵନ୍ଦୀ
@Vinood900
@Vinood900 6 дней назад
ଅପରାଜିତା ଙ୍କ ପାଇଁ ଓଡିଶା ରେ BJP ସରକାର। ଅପରାଜିତା BJP ରେ ଅଛନ୍ତି ଆଉ ଆଗକୁ ମଧ୍ୟ BJP ରେ ରହିବେ। କିନ୍ତୁ ପୂର୍ଣ୍ଣ ଅଧିକାର ସହ BJP ରେ ରହିବେ।
@bhorelaljaiswal3716
@bhorelaljaiswal3716 6 дней назад
ଅପରାଜିତା ମାଡାମ ଙ୍କ ସରି ବିଜେପି ଓଡ଼ିଶା ରେ କେହି ନାହିଁ
@subodhakumardash6750
@subodhakumardash6750 6 дней назад
ରାଜ୍ୟ ବିଜେପିର କିଛି ଆତ୍ମଘୋଷିତ ନେତୃବୃନ୍ଦ ଅପରାଜିତାଙ୍କୁ ଅବହେଳା କରୁଥିବା ଚର୍ଚ୍ଚା ସବୁବେଳେ ଲାଗିରହିଛି ,ଜନସାଧାରଣ ଙ୍କ ନିକଟତର ହେବାରେ ଅପରାଜିତା ସର୍ବାଗ୍ରେ, ଏଥିରେ ଦ୍ବିମତ ନାହିଁ ।।
@subhamdash2047
@subhamdash2047 6 дней назад
Dharmendra Pradhan is the biggest culprit
@PuneshSenapati
@PuneshSenapati 6 дней назад
ଭାଜପା ର ଅବସ୍ଥା ଯାହା ପାଇଁ କ୍ଷମତାକୁ ଆସି ପାରୁନଥିଲା, ସେ ହିଁ ଏ ସବୁ ନାଟର ଗୋବର୍ଦ୍ଧନ।
@roshnimohapatra2797
@roshnimohapatra2797 6 дней назад
Aparajita ma'am is an extremely excellent talented leader of Odisa BJP party ❤
@Sumankumar-kc5cm
@Sumankumar-kc5cm 6 дней назад
ଅଣ ଓଡିଆ
@bishnupriyadash2437
@bishnupriyadash2437 6 дней назад
​@@Sumankumar-kc5cm se odisha ra bahu tama sister baha hela pare tamara na ta sasu ghara ra mate kahibe ta bhai please🙏
@Sumankumar-kc5cm
@Sumankumar-kc5cm 6 дней назад
@@bishnupriyadash2437 au pandian amara jwain
@Sumankumar-kc5cm
@Sumankumar-kc5cm 6 дней назад
@@bishnupriyadash2437 pandian odia jwain se bi extremely talented
@bishnupriyadash2437
@bishnupriyadash2437 6 дней назад
@@Sumankumar-kc5cm thik kahicha hele tama katha mu kahuchi jwain sabubele jwain je au bahu sabu kichi
@prafullamohanty5557
@prafullamohanty5557 6 дней назад
ପ୍ରଚାର୍ ପଛରେ BJD ଆଉ ଧାମେନ୍ଦ୍ର ପ୍ରଧାନ। BJP ଗଦ।ର୍।
@rashmirout9033
@rashmirout9033 6 дней назад
ଦଳ ନ ଛାଡ଼ି ପାରନ୍ତି,କିନ୍ତୁ ବିଜେପି ର ଗୋଷ୍ଠୀ କନ୍ଦଳ ସାମ୍ନା କୁ ଆସୁଛି, ସବୁ ଜାଣି ବି ସବୁ ଚୁପ୍ ରହୁଛନ୍ତି, ବହୁତ ବେକାର ଲାଗୁଛି ଏସବୁ ଦେଖ କି,
@kumarpramod8819
@kumarpramod8819 5 дней назад
Se sala Dharama ta chora .. he is doing all
@jashobantanpanda3127
@jashobantanpanda3127 4 дня назад
ଚୋର ଟା ଧରମା
@kachraseth479
@kachraseth479 6 дней назад
ଧର୍ମେନ୍ଦ୍ର ପ୍ରଧାନ ହେଉଛି ସକୁନି
@seemapanda5689
@seemapanda5689 5 дней назад
Most crooked man Dharmendra Pradhan
@jashobantanpanda3127
@jashobantanpanda3127 4 дня назад
Right
@Pocket_Dyanamo
@Pocket_Dyanamo 6 дней назад
Se bahare thae maja neba loka hauchi Sambalpur MP Dharmendra Pradhan.... Secret agent of BJD and Pandian....
@rajendra_behera89
@rajendra_behera89 6 дней назад
ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଖେଳାଳି !
@RajeshKumar-xh3bz
@RajeshKumar-xh3bz 6 дней назад
No doubt 200% true.
@ExcitedBoatLake-pf2qs
@ExcitedBoatLake-pf2qs 6 дней назад
Dharama pelw8pua bada khiladi jou din janata maidan re bjp sarkar gadhila sedina naveen aasila but dharama ki muhn kari naveen ku stage re bata dekhauthila lajya nahin dharmendra ku
@debasisnayak8421
@debasisnayak8421 5 дней назад
Dharmendra Pradhan mukhya Khiladi
@Shortsbeta24
@Shortsbeta24 6 дней назад
ମୋ ମତରେ ଅପରାଜିତା ମେଡମ ଦଳ ଛାଡ଼ିନପାରନ୍ତି, କିନ୍ତୁ ଓଡ଼ିଶା ରେ ମେଡ଼ଙ୍କୁ ଅଣ ଦେଖା କରା ଯାଉଛି
@chhabindramansingh73
@chhabindramansingh73 6 дней назад
ଏସଳେ ହେବେନି, ମୁଖ୍ୟ ହାରାମି ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଲାଗି bjp ଓଡିଶା ରେ ଉଠିଛି, bjp ଅଣଦେଖା କଲେ ମହଙ୍ଗା ପଡିବ, କର୍ମୀ କ୍ଷମା ଦେବେନି
@thirdeye9492
@thirdeye9492 6 дней назад
ମକୁନ୍ଦା ନାଟର ଗୋବର ଧନ ମୁଖ୍ୟମନ୍ତ୍ରୀ କୁର୍ସି ଦେଖେ ସପନ ଘର ଢ଼ିଙ୍କି ଯେବେ କୁମ୍ଭୀର ହେବ ଏ ହରାମି କି ଦେଶ କିସ କହିବ 😢😢
@Odiaclasic
@Odiaclasic 6 дней назад
ସବୁ ଧରମା ର ଖେଳ
@khatuasambit1832
@khatuasambit1832 5 дней назад
ଧରମା ହଉଚି ପ୍ରକୃତ ମାଘିଆ, ସେ ଛୋଡ଼ି ପୁଅ ନବୀନ ସାଥିରେ ଭିତିରି ବୁଝାମଣା ଚଲେଇଚି
@Samar-papun
@Samar-papun 6 дней назад
ମାଗିହା ଧର୍ମେନ୍ଦ୍ର ର କିଛି ଓଁକାତ ନାହିଁ ବିଜେପି ଲହର ରେ win କରିଛି
@gyandrapatra7719
@gyandrapatra7719 6 дней назад
Right
@jashobantanpanda3127
@jashobantanpanda3127 4 дня назад
ଠିକ୍ କହିଛନ୍ତି
@surendrakumarsethy8816
@surendrakumarsethy8816 6 дней назад
Aparajita will never leave Bjp.
@chandipadapanda4707
@chandipadapanda4707 6 дней назад
ଧର୍ମେନ୍ଦ୍ର ବାବୁଙ୍କର ଖେଳ ବିଜେପି ପାଇଁ କାଳ ସାଜିଛି ।
@birakishoresahoo3080
@birakishoresahoo3080 6 дней назад
Aparajita kebebhi BJP chhadibe nahin.
@MANOJKUMAR-l6q4e
@MANOJKUMAR-l6q4e 5 дней назад
ସାର, ଅପ୍ରିୟ ହେଲେବି କଥାଟା ସତ,ପାଞ୍ଚ ବର୍ଷ ପରେ ବିଜେପି ସରକାର ର ସତ୍ତା ରହିବନି।
@PuneshSenapati
@PuneshSenapati 6 дней назад
ଶୁଭ ସଂଧ୍ୟା 🙏। ଆପଣଙ୍କ ମତରେ ଆମେ ସଂପୂର୍ଣ୍ଣ ଏକମତ ଯେ ଏହା ଏକ ଯୋଜନାବଦ୍ଧ ସୁଚିନ୍ତିତ ଷଡ଼ଯନ୍ତ୍ର।
@dhamirona8662
@dhamirona8662 6 дней назад
ଏସବୁ ଦେଖିଲେ ଓଡ଼ିଶାରେ ବିଜେପି ତିଷ୍ଠିବା କଷ୍ଟକର ଲାଗୁଛି
@narasinghdas3623
@narasinghdas3623 3 дня назад
ପ୍ରଥମେ ଜାତୀୟ ନେତା ଏଥିରେ ହସ୍ତକ୍ଷେପ କରନ୍ତୁ ଏଭଳି ବିଶୃଙ୍ଖଳା ରାଜ୍ୟ ବାସୀଙ୍କୁ ଭଲଲାଗୁନି.
@DillipKumar-zv5mw
@DillipKumar-zv5mw 5 дней назад
ଲୋକେ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି BJP କୁ,କିନ୍ତୁ BJP ରେ ମୁଖିଆ କେହି ନାହାନ୍ତି ଆମ ରାଜ୍ୟରେ, ମୋଦୀ, ଅମିତ୍ ଶାହା ର ଆଦେଶର ଏସବୁ ଗୋଲାମ
@prashantkumardash5914
@prashantkumardash5914 6 дней назад
ତମେ କେଉଁ ନିରପେକ୍ଷ ସମ୍ବାଦ ଦିଅ ସମସ୍ତ ଙ୍କୁ ଜଣା
@bibhutiparida7565
@bibhutiparida7565 5 дней назад
ମେଣ୍ଟ ବେବସ୍ତା ପାଇଁ ଯୋଉମାନେ ଘାଣ୍ଟି ହେଉଥିଲେ ସେଇମାନେ ଏଇ ଭଳିଆ କଥା ସବୁ ଉଠାଉ ଥାଇ ପାରନ୍ତି !!
@kunarout9284
@kunarout9284 6 дней назад
Next cabinet ministers ମଧ୍ୟରେ ଆସିବେ ଅପରାଜିତା ମାମ ସମୟକୁ ଅପେକ୍ଷା କରନ୍ତୁ
@ashoksamal7683
@ashoksamal7683 6 дней назад
ଜୀବନଟା ଖାଲି ପାଣ୍ଡିଆନ, ନବୀନ ବାବୁ ଙ୍କୁ ସମାଲୋଚନା ଛଡା ଆଉ କିଛି ଜାଣିନି,
@littoncool
@littoncool 6 дней назад
Jetiki durniti kale naveen pandu world re no 1. Ta setiki samalochana kale jeevan jaka time jiba. Kan asubidha achi
@prabhatsinha9996
@prabhatsinha9996 6 дней назад
Nabin babu pandu jaldi uparaku jantu
@Deva5577-i3c
@Deva5577-i3c 6 дней назад
​@@littoncoolପ୍ରମାଣ କର, ଆରେ ବିଜେଡି ତଦନ୍ତ ପାଇଁ challenge ଦେବା ସତ୍ତ୍ୱେ ବି ବିଜେପିର ଦମ୍ ନାହିଁ ବିଜେଡି ଦୁର୍ନୀତି ପ୍ରମାଣ କରିବାକୁ..... ତେଣୁ ଦୁର୍ନୀତି କଥା ସବୁ ବିଜେପିର ମିଛ ପ୍ରଚାର। ନିଜେ ଦୁର୍ନୀତିରେ ବୁଡିକି ଅଛି ବିଜେପି ସରକାର....
@Deva5577-i3c
@Deva5577-i3c 6 дней назад
ଏ ଲୋକ ଓ ତାର ସ୍ୱର୍ଗବାସୀ ପୁଅ ମିଶି କରି ଧନୀ ଲୋକ/ନେତା ଙ୍କୁ blackmail କରି ଟଙ୍କା ରୋଜଗାର କରନ୍ତି. ଏଭଳି କିଛି ଲଫଡାରେ ପଶି ପୁଅର ହତ୍ୟା ହୋଇଗଲା ଥାପି ନବୀନ୍ ଦାସର ଚେତା ପଶୁନାହିଁ
@nishamanishamohanty
@nishamanishamohanty 6 дней назад
@@prabhatsinha9996: Kahiki uparu jibay. Aau tame tanka kama ku tale colour change kariki show off kariba . Naveen Pattnaik jadi durniti kale Modi kahiki support karuthila agaru tanku. 25 years se khali durniti kale lootile Aau free re Modi Odisha re road and all kala. BJP power re asila b micha formula re at least when Naveen became cm first time Odisha was in worst situation than ever . Now Odisha ku loka janichanti gote state and Naveen Pattnaik ku b
@malaykumarpraharaj1864
@malaykumarpraharaj1864 6 дней назад
ଏକଦମ ଠିକ କହିଲେ ଆପଣ ଭାଈ ❤️🙏❤️
@pradeepkumarjena4162
@pradeepkumarjena4162 5 дней назад
ସାରେ ବିଜେଡି ର କାମ ବଦ ନାମ କରିବାକୁ ପୟାସ କରିଛନ୍ତି
@Tukunu7248
@Tukunu7248 6 дней назад
❤Dharama ku out kara, really a parasite in the ODISHA BJP . Boycott him, taku dekhi Baijayanta jauchi , se bi mareiba. ❤
@satishchandrabehera7291
@satishchandrabehera7291 6 дней назад
ସିଏ ଅପରାଜିତା ହୁଅନ୍ତୁ ଅବା ସୁଲତା। ଖାଇ ନ ପାରିଲେ ଅଙ୍ଗୁର ସଭିଙ୍କୁ ପିତା।।
@PrafullaPradhan-g2e
@PrafullaPradhan-g2e 5 дней назад
ଭୋକରେ ଥିବା ଅନ୍ୟ ଦଳର ସଦସ୍ୟମାନଙ୍କର ଏପରି ଗୁଜବ ସୃଷ୍ଟି କରିବା ଏକ ଅଭ୍ୟାସ l
@sureshchandradash6900
@sureshchandradash6900 5 дней назад
BJP ର IT cell ର ସମସ୍ତ ବ୍ୟକ୍ତି BJD ସମର୍ଥକ. ଯେତେବେଳେ କିଛି ନଥିଲା madam ଦଳକୁ ବଞ୍ଚାଇ ରଖିଥିଲେ. ଆଜି ଦଳ ଆଗେଇଛି ପ୍ରଦୀପ ପାଣିଗ୍ରାହୀ ଓ madam ଙ୍କ ଯୋଗୁ, ଏମାନଂକୁ ଅବହେଳା କଲେ BJP ର ପରିଣାମ ସାଙ୍ଘାତିକ ହେବ
@uttambehera6563
@uttambehera6563 5 дней назад
ଯଦି ଛାଡ଼ିବେ BJP ତାହେଲେ ନିଜ ଗୋଡ଼ କୁ ନିଜେ ହାନିବା ସହିତ ସମାନ.... BJD ର ଆଉ କିଛି ନାହିଁ ଆଜି ନହେଲେ କାଲି ବୁଡି ଯିବ ନବୀନ ପଟ୍ଟନାୟକ ଥିବା ଯାଏ BJD ଅଛି ତାପରେ ସବୁ ଶେଷ 😮
@manojkumarmohapatra2536
@manojkumarmohapatra2536 6 дней назад
Useless bjp
@pareshrout3026
@pareshrout3026 5 дней назад
ଆପଣ ଦୟାକରି ବିଜେପି join କରନ୍ତୁ ।
@BibakanandaDas-zq7fh
@BibakanandaDas-zq7fh 6 дней назад
Aparajita sarangi bjp mp
@netajidash9367
@netajidash9367 6 дней назад
ରାଜ୍ୟ ସଭାରେ ଗୋଟିଏ ପରେ ଗୋଟିଏ ୱିକେଟ ଖସୁଥିବାରୁ ଆତ୍ମରକ୍ଷା ପାଇଁ ବିଜୁ ଜନତା ଦଳର ଆଇଟି ସେଲ ପକ୍ଷରୁ ଏହା ପ୍ରତି ଆକ୍ରମଣ ବ୍ୟତୀତ ଅନ୍ୟ କିଛି ନୁହେଁ। ବିଜେପି ଭିତରେ ଚାଲିଥିବା ଅନ୍ତଃ କନ୍ଦଳର ପୁରା ଫାଇଦା ନେଉଚି ବିଜଦ।
@sangramkar1198
@sangramkar1198 6 дней назад
Aparajita sarangi is a crowd puller. She is among the few leaders who have pushed BJD from the Treasury bench to opposition.But BJP is committing Himalayan blunder by not giving proper stance in the party.
@aniljenavlogs1830
@aniljenavlogs1830 5 дней назад
ବିଜେପି କୁ ଦେଖି ଲୋକ ଭୋଟ ଦେଇନାହାନ୍ତି, ଅପରାଜିତା ଙ୍କୁ ଦେଖି ଲୋକ ଭୋଟ ଦେଇଛନ୍ତି... ଓଡିଶା ବିଜେପି ର ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ କେବେ ବି ଚାଁହୁନାହାନ୍ତି ଓଡିଶା ର ପ୍ରକୃତ ବିକାଶ ହଉ.. କେବଳ ନିଜ ସ୍ୱାର୍ଥ ଆଉ ଚୌକି ପାଇଁ ବ୍ୟସ୍ତ... ଅପରାଜିତା ବିଜେପି ଛାଡିବା ଆମେ ନିହାତି ସ୍ୱାଗତ କରିବୁ..🎉
@bijayparida8085
@bijayparida8085 5 дней назад
ବିଜେପି ପାଇଁ ଲଢ଼ିବାକୁ ନବୀନ ଦାସ ଆସିଲା
@sabyasachimalla6595
@sabyasachimalla6595 6 дней назад
ଆପଣଙ୍କ ବିଜେପି ରେ ଗୋଷ୍ଟି କନ୍ଦଳ ଅଛି, ହେଲେ ଏବେ ସେ ବିଜେପି ଛାଡି ପାରିବେନି, anti defection law ହିସାବ ରେ ସେ ଛାଡି ପାରିବେନି, ଛାଡିଲେ ନିଜେ ଫସିଯିବେ
@Spysince95
@Spysince95 6 дней назад
Aparajitaku BJP Sabubele anadekha karichhi She deserves more bcs she has more popularity than other members of BJP. jetebele Dharmendra Hari thile setebele se jiti thile
@subrataran
@subrataran 5 дней назад
ବିଜେଡି ଚୋର ଦଳ ମିଛ ଅପ ପ୍ରଚାର କରୁଛନ୍ତିଁ😊
@user-fr9hz5uh5g
@user-fr9hz5uh5g 6 дней назад
E maja nauthiba lokati Dharama bhai !
@JitendraLenka-l4w
@JitendraLenka-l4w 5 дней назад
ତୁମେ ବି ଜେ ପି ପ୍ରଚାର ଭଲ କରି ଜଣ
@hariharnath8798
@hariharnath8798 2 дня назад
ଆପଣଙ୍କ ଠାରୁ ଜଣାଗଲା ସବୁ ଅପପ୍ରଚାର ଚାଲିଛି। ବିଜେପି ଆଇଟି ସେଲ୍ ଚୁପ୍। ଆପଣ ଆଇଟି ସେଲ୍ ର କାମ କରିଦେଲେ
@brajakishoremohanty3930
@brajakishoremohanty3930 6 дней назад
ବି ଜେ ଡି ର ପାଗଳ ର ପ୍ରଳାପ ।ବିନା ପରିଶ୍ରମର ବଟି ସରି ସରି ଆସୁଥିବାରୁ ଏ ପାଗଳାମି ବାହାରୁଛି ।
@PradeepKuDas-ls5xf
@PradeepKuDas-ls5xf 6 дней назад
ବଢିଆ କଥା କହିଛନ୍ତି କିଛି ଖଳ ପ୍ରକୃତି ଏହାର କଣ ଫଳ ଦେଖିବାକୁ ଇଚ୍ଛୁକ
@HARI-jz5xv
@HARI-jz5xv 6 дней назад
Aparajita Khali wait karithila pandian kemiti jiba
@sabyasachikabi3852
@sabyasachikabi3852 6 дней назад
You must join bjp and make a revolution by holding the party spokesperson post.. Because you are very nicely defending bharatiya janata party. Keep growing... God bless you.
@SatyanarayanaPasupalaka-lw4rj
@SatyanarayanaPasupalaka-lw4rj 5 дней назад
ଆପଣ ଙ୍କ ଭଳି ରାଜନୈତିକ ବିଶ୍ଲେଷଣ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ ନକଲେ ଆପଣ ଙ୍କୁ ଭଲ ଲାଗେନାହିଁ
@rajjena4219
@rajjena4219 6 дней назад
ଏ ସବୁ ଦେଖିବା ପରେ ଲାଗୁଛି କଂଗ୍ରେସ୍ ଠିକ୍ ଥିଲା😮
@prabhatsinha9996
@prabhatsinha9996 6 дней назад
Au kichi na khangress party
@lilamayasahu6669
@lilamayasahu6669 6 дней назад
😂😂😂😂
@user-ev7nx4iy6k
@user-ev7nx4iy6k 6 дней назад
ଆପଣ ଖାଲି ବିଜେପି କୁ ଟେକି କି ରଖନ୍ତୁ . ସୁଭଦ୍ରା ଯୋଜନା ଲୋକ ବହୁତ ହଇରାଣ ହେଉଛନ୍ତି . ତା ଉପରେ କିଛି କହୁନାହାନ୍ତି କଣ ପାଇଁ .
@Sushama-s4r
@Sushama-s4r 6 дней назад
False propaganda 😂😂
@gitanjalidas1460
@gitanjalidas1460 6 дней назад
ଅପରାଜିତା mam କେବେ ଛାଡ଼ିବେନି.. Never ❤
@gyanranjanpradhan5312
@gyanranjanpradhan5312 5 дней назад
Bjd loka sabu kharap, Bjp vala, tahele joumane Bjd ru gale semane bi kharap
@dinabandhusatapathy3631
@dinabandhusatapathy3631 5 дней назад
No, Aparajita madam will be CM.
@prabodhapanda5184
@prabodhapanda5184 6 дней назад
ଆପଣ କେବଳ ବିଜେପି ର ପ୍ରଚାର ଛଡ଼ା ଆଉ ଅଧିକ କିଛି କୁହନ୍ତି ନାହିଁ. ଆପଣଙ୍କ ମତରେ ବିଜେପିରେ କେବଳ ଭଲ ଓ ଦୁର୍ନୀତି ମୁକ୍ତ ନେତା ଅଛନ୍ତି ଓ BJD ରେ କେବଳ ଦୁର୍ନୀତିଗ୍ରସ୍ତ ନେତା ଅଛନ୍ତି.
@gyanranjanpradhan5312
@gyanranjanpradhan5312 5 дней назад
Ye gote andha bhakta
@subhasmitasamal6452
@subhasmitasamal6452 3 дня назад
Sir ଆପଣ ହେଉଛନ୍ତି BJP ର ଚାଟିବା ଲୋକ।
@rajendrakumarsethy1637
@rajendrakumarsethy1637 6 дней назад
Namaskar😂😂,Bjp ku kete tekiba
@dasharathiroutray7176
@dasharathiroutray7176 6 дней назад
Aparajita Sarangi should be CM of Odisha
@akashpradhan4160
@akashpradhan4160 6 дней назад
Dharmendra Pradhan also join BJD seithi pain Naveen Patnaik ku bahut respect deuchhanti. 15 MLA with 6 MP after 9 Month he will leave BJP and very soon join with BJD.
@SantoshPradhan-cl7vg
@SantoshPradhan-cl7vg 6 дней назад
Bjp chora
@ସୁନିଲ୍କୁମାରଦାଶ
ହଇହୋ ମଉସା ତମର‌କାମ ଦାମ କିଛି ନାହିଁ କି ୟୁଟ୍ୟୁବରେ ଭାଷଣ ମାରି ବେପାର କରୁଛ ତମକୁ ରାଜନୀତି ବିଷୟରେ କିଏ ପଚାରୁଛି ଆବୁଡାପଡି କଣ ପାଇଁ ଡେଲି ଭଡଭଡ ହେଉଛ
@sarojkumarbehera6697
@sarojkumarbehera6697 6 дней назад
ଧର୍ମେନ୍ଦ୍ର ପ୍ରଧାନ କୁଂ ବିଜେପି ରୁ ବିଦାକର .....
@Rajanibiswal2024
@Rajanibiswal2024 6 дней назад
ଏଥିପାଇଁ ଦୁଇ ଜଣ ପି ର ଭୂମିକା ଅଛି
@HappyGo-Kart-wg2ft
@HappyGo-Kart-wg2ft 6 дней назад
ଅପରାଜିତା ମହାନ୍ତି କେବେ ଦଳକୁ ଛାଡ଼ିବେ ନାହିଁ
@LalitkumarPatralucky
@LalitkumarPatralucky 5 дней назад
You were the first one to talk about conspiracy against Mohan Majhi from within his party.
@user-qh9tw7os6r
@user-qh9tw7os6r 5 дней назад
Aparajita sadangi mam bjp not leave. Odisha re Aparajita mam strong hebe. Sunit munda madam nku nilambana utha jau Please. Jai jaganatha
@DillipDas-qk5qb
@DillipDas-qk5qb 6 дней назад
Jaya.nabin
@aksahoo346
@aksahoo346 6 дней назад
Nabin babu aame jaha anuvab karuchu. Odisa ku bjp 5 barsa chalai paribanahi. Kichi kanhiki thik thak laguni aau kichi kahibi nahi
@sribastabapanigrahi9009
@sribastabapanigrahi9009 5 дней назад
ସବୁ ପଛରେ ଧରମା ଓ ଧରମା କୁ ଡର |
@bichitrakumarraula135
@bichitrakumarraula135 5 дней назад
ବିଜେପି IT cell କିଏ ଦେଖୁଛି, କାହା ପୋଷ୍ଟ ଆସୁନି
@baidharpradhan6717
@baidharpradhan6717 5 дней назад
Very rightly assessed sir.
@i_m_sk63
@i_m_sk63 5 дней назад
ଧର୍ମେନ୍ଦ୍ର ପ୍ରଧାନ ଯୋଗୁଁ 2019ରେ ବିଜେପି ବିରୋଧୀ ଆସନ ପାଇଥିଲା ଏବଂ 2024 ରେ ସରକାର ଗଠନ କଲା ! କିଛି ମୂର୍ଖ ଅଶିକ୍ଷିତ ଲୋକ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗାଳି କରୁଛନ୍ତି ! ମନେରଖ ପାଗଳ ମାନେ IAS ମାନେ ରାଜନେତାଙ୍କୁ ବୁଦ୍ଧି ଦିଅନ୍ତି, କିନ୍ତୁ ସେହି ରାଜନେତାମାନେ IAS ଙ୍କୁ ଖଟାନ୍ତି ! ଧର୍ମେନ୍ଦ୍ର ପ୍ରଧାନ ଜଣେ ବିଚକ୍ଷଣ ରାଜନେତା ! ଓଡିଶା ବିଜେପିରେ ତାଙ୍କ ରାଜ ଚାଲିଛି ! କିଛି ଦିନ ପରେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଆସନରେ ବସିବା ନିଶ୍ଚିତ 🖕
@nilamanisethi9211
@nilamanisethi9211 6 дней назад
Nabin Babu amiti khatha bjd re hoeeithile Bada highlit Kari thanta tume BJP paid ame janichu
@saratpradhan4122
@saratpradhan4122 6 дней назад
Apana ta bjp ra spoke parson
@sudhirsasmal8518
@sudhirsasmal8518 6 дней назад
Mind it , aparajita madam is from bihar.so people of odisha will not support her for cm candidate !
@bijayakumarmishra2964
@bijayakumarmishra2964 6 дней назад
ବିଜେପି ର ଶତ୍ରୁ ଧର୍ମେନ୍ଦ୍ର
@SwatiSucharita-ye6wo
@SwatiSucharita-ye6wo 6 дней назад
She will not leave bjp
@tanmayeenayak803
@tanmayeenayak803 6 дней назад
Jibono ta navin pattnayak sir kna against re. Navin knu apono sina volo panti nahin. Bahut loko tanki support karonti. Apono kna kahi bahar saili hoso lage.
@pinkipanda3143
@pinkipanda3143 5 дней назад
Madam CM hele BJD ra bahut loss.madam is more popular than any BJP leaders.BJD ku gale BJP vanish heijiba.
@manojkumarmohapatra2536
@manojkumarmohapatra2536 6 дней назад
Please ask useless Dharmendra and Jay panda
@dayanidhinaik2573
@dayanidhinaik2573 6 дней назад
national news ଚାଁନେଲ ରେ ଅପରାଜିତା BJP ତରଫରୁ ଦେଖା ଯାଉଛନ୍ତି... କିଏ ଜଣେ ପାଗଳ କୁକୁର ଥିବ |
@subhasmitasamal6452
@subhasmitasamal6452 3 дня назад
ସାର୍ ନିଆଁ ନ ଥିଲେ ଧୂଆଁ ଉଠିବନି।
@nilamanisethi9211
@nilamanisethi9211 5 дней назад
Ame kahuchu tume bjd birodhare jamitikahuch Anya Sambadik saemiti kahuchanti BJP o aparajita nku
@rashmibijaykumarmishra5543
@rashmibijaykumarmishra5543 5 дней назад
She should have been CM of Odisha . But in present perspective she couldn't be probably spared from LS. Its unlikely that she would leave BJP. But this is true that ger hardwork and dedication to the party and to the syate of Odisha are unmatchable
@soumyaranjan6196
@soumyaranjan6196 5 дней назад
ବୁଢ଼ା ନବୀନ ପଟ୍ଟନାୟକ ପାଣ୍ଡିଆନ୍ ଙ୍କୁ ସମାଲୋଚନା ଛଡା ଆଉ କିଛି ଜାଣିନି. Neutral rahiba sikhantu sir
@liliptamohanty8405
@liliptamohanty8405 6 дней назад
Tame bi bjp rs social media influencer ...
@karunakarmohanty89
@karunakarmohanty89 6 дней назад
କିଛି ସୁଭଦ୍ରା ଯୋଜନା କଥା କହିଵେକି ଲୋକ ମାନେ ହଇ ରାଣ ହେଉଛନ୍ତି ଜୟ ଜଗନ୍ନାଥ
@brajakishorepadhi4022
@brajakishorepadhi4022 6 дней назад
ନବୀନ ପଟ୍ଟନାୟକ ଗୁଜବ ପ୍ରଚାର ର ରେ ନଂ-୧
@MANOJKUMAR-l6q4e
@MANOJKUMAR-l6q4e 5 дней назад
@@brajakishorepadhi4022 ବିଜେପି ମିଥ୍ୟା ପ୍ରତିଶୃତିରେ ନଂ 1👍
@turnonage
@turnonage 5 дней назад
bedha no1 nabin pattnaik
@MANOJKUMAR-l6q4e
@MANOJKUMAR-l6q4e 5 дней назад
@@turnonage ଭାଇରେ ଦୁଃଖ ଲାଗୁଚି, 😭 ତମର ଏଇ ସୁଖଟା ମାତ୍ର ପାଞ୍ଚ ବର୍ଷ 👍
@ashoksamal7683
@ashoksamal7683 6 дней назад
ତୁ ତ ବିଜେପି ପ୍ରଚାରକ, ଠିକ ସାମ୍ବାଦିକ ତା କର, ନିରପେକ୍ଷ ଶିଖି, ତେବେ ସମ୍ମାନ ମିଳିବ
@suryakantasahoo5526
@suryakantasahoo5526 6 дней назад
Vai kn ପାଇଁ ଲାଗୁଚି ସେ bjp ra ପ୍ରଚାର କରୁଛନ୍ତି? ଯଦି କାନ ରେ ତୁଳା ବିଣ୍ଡା ଦେଇ ଶୁଣିବ ଦୋଷ ଅନ୍ୟ କୁ କାଇ ଦବ
@rajeshbrahma.
@rajeshbrahma. 6 дней назад
ତୁ ପାଣ୍ଡୁ ର ବାଣ୍ଡୁ ରେ
@tanojpradhan8346
@tanojpradhan8346 6 дней назад
ଏ ପ୍ରକାର ଅପ ପ୍ରଚାର କଓ ମା -- କରୁଚି
@ranjansatapathy5013
@ranjansatapathy5013 5 дней назад
Tume BJP dalara sosial midia
@liliptamohanty8405
@liliptamohanty8405 6 дней назад
Tama heart beat tike samaya paine badhi jaithiba . Bjp daalla
Далее