Тёмный

Jete Kahile Tote (Bagesri) | ଯେତେ କହିଲେ ତୋତେ | Dhananjaya Satpathy | Odissi Music (ଓଡ଼ିଶୀ ସଙ୍ଗୀତ) 

Odissi Music (ଓଡ଼ିଶୀ ସଙ୍ଗୀତ)
Просмотров 3,6 тыс.
50% 1

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 6   
@odissimusic3308
@odissimusic3308 2 года назад
ଓଡ଼ିଶୀ ସଙ୍ଗୀତ କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ଯେତେ କହିଲେ ତୋତେ କିଶୋରୀ ମଣି ପ୍ରତେ ନ କରି ବୋଇଲୁ ଯେ କେ ଜାଣି । ଘୋଷା । ସର୍ବଦା ସୁପ୍ରସନ୍ନ ସଜ କଞ୍ଜ ଲପନ ଶୁଖାଇ ନୟନରୁ ପୋଛିଲୁ ପାଣି । ୧ । ସୁନ୍ଦର ପୁରନ୍ଦର ମୁକୁଟ ଅଳଙ୍କାର ହେଲେ କି ପଦେ ସତ ନାହିଁ ତା ବାଣୀ । ୨ । ଅଦ୍ୱିତୀୟ ବିଦଗ୍ଧ ଧୀର ଶୀଳ ସୁସ୍ନିଗ୍ଧ ହୋଇ କି ହେବ ଜାର ବର ଅଗ୍ରଣୀ । ୩ । ଆଉ ସେ ପରସଙ୍ଗ ବୋଲି ଦମ୍ଭରେ ଅଙ୍ଗ ଭାଙ୍ଗି ଦେଲୁ ନାହୁଁ କି ଜୃମ୍ଭାକୁ ଆଣି । ୪ । ମନକୁ ନ ଆସିଲେ ଅସାର ଭଲ ହେଲେ ବୋଲୁ ଉଠିଗଲୁ ରେ ପ୍ରାଣ ମିତଣୀ । ୫ । ଆସ ଆସ ଉଛୁର ହେଲାନି ଅଭିସାର କାଳ ଆଗ ସଜାଡ଼ିଦେବି ମୁଁ ବେଣୀ । ୬ । ହେଲାନି ହେଲା କଥା ହୋଇବ କି ଅନ୍ୟଥା ଗୋପାଳକୃଷ୍ଣ ଶ୍ରୀ ଲଳିତାଙ୍କୁ ଭଣି । ୭ ।
@bibhutiparida4601
@bibhutiparida4601 2 года назад
ଯେତେ କହିଲେ ତୋତେ କିଶୋରୀ ମଣି ଯେତେ ଗାଇଲେ ସବୁ ବସିବି ଶୁଣି । ଆମ ଭାଷା ଆଉ ସାହିତ୍ୟ ର ମଧୁର ସ୍ଵର ସମ୍ଭାର । ଏତେ ସଂକ୍ଷିପ୍ତ ରେ ସନ୍ତୋଷ ମିଳିଲାନି । ତେବେ ପରିବେଷଣ ନିମନ୍ତେ ଅନେକ ଅନେକ ଧନ୍ୟବାଦ ।
@pravatjena4046
@pravatjena4046 Год назад
Beautiful singing
@rgudduu
@rgudduu 2 года назад
Slow pleasing radio feel
@ashokkumarsahu463
@ashokkumarsahu463 2 года назад
For FB friends
@forestswaras
@forestswaras Год назад
Which year is this recording from?
Далее
Крутой фокус + секрет! #shorts
00:10
People Cling To Trees As Typhoon Slams Into Shanghai
00:34
Observe your fear | Krishnamurti
11:20
Просмотров 330 тыс.