Тёмный

Land Mafias Were Operating Under Protection Of Naveen Government | Nirbhay Gumara Katha 

Nirbhay
Подписаться 280 тыс.
Просмотров 46 тыс.
50% 1

Land Mafias Were Operating Under Protection Of Naveen Government | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

30 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 266   
@janardanpanda5378
@janardanpanda5378 Месяц назад
ବିଜେଡି ସରକାର ଅମଳରେ ପ୍ରତେକ କ୍ଷେତ୍ରରେ ଦୁର୍ନିତି ହୋଇଛି ଏହାର ତଦନ୍ତ ହେବା ଆବଶ୍ୟକ
@susantakumarmuduli9469
@susantakumarmuduli9469 Месяц назад
😂😂😂😂😂😂😂😂😂😂😂😂😂😂
@Manoranjansahoo34680
@Manoranjansahoo34680 Месяц назад
ବହୁତ ସୁନ୍ଦର ଉପସ୍ଥାପନା ସାର, ବିଜେଡି ସରକାର 2009 ରୁ 2024 ଏତେ ଦୁର୍ନୀତି ହୋଇଛି ଯେ ଯଦି ଗୋଟିଏ ସରକାର କାର୍ଯ୍ୟାନୁଷ୍ଠାନ ନେବେ କମସେକମ 10 ବର୍ଷ ଲାଗିଯିବ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ ଜୟ ଶ୍ରୀରାମ 🙏🙏🙏
@manjupravamishra8000
@manjupravamishra8000 Месяц назад
ଆପଣଙ୍କର ଵିଚାର ଓ ଚିନ୍ତାଧାରା ବାସ୍ତବିକ୍ ‌ସତ୍ୟ👍।ଜୟ ଶ୍ରୀ ଜଗନ୍ନାଥ 🌹🙏।
@rabinarayanpradahan9380
@rabinarayanpradahan9380 Месяц назад
ସବୁ ଠିକ୍ ଯେ, ମନ୍ଦିର ହେଇଗଲା, ନିତୀ କାନ୍ତି ସହିତ ମଙ୍ଗଳ ଆଳତି ବି ଆରମ୍ଭ ହେଲା, ପୂଜାର୍ଚ୍ଚନା ମଧ୍ୟ ସରିଲାଣି କିନ୍ତୁ, "ନଡ଼ିଆ ଫଟା" କାମଟା କେବେ ଆରମ୍ଭ ହେବ,,,,🤪
@SUKUMAR2022MEDIA
@SUKUMAR2022MEDIA Месяц назад
କାହିଁ ଗୋଟେ ବି ଅରେଷ୍ଟ ହେଉନାହିଁ ଆପଣ ଯେତିକି ଅଭିଯୋଗ ଉଠେଇ ଚାଲିଛନ୍ତି... କଣ ବିଜେପି ଡବଲ ଇଂଜିନ ଆପଣଙ୍କ କଥା ଗୁରୁତ୍ୱ ଦେଉନି କୀ ସାର 🙏🏿
@baikunthabehera3971
@baikunthabehera3971 Месяц назад
AREST heba dhiba swapan bhalli laguchi .aresta netra dhekhibani .khali dhurnite bakya sunhibe .radhhe radhhe .tumar afhhe ku aamar adhhe
@Kulamani-nr5oq
@Kulamani-nr5oq Месяц назад
Chamatkar khulasa, Jay Sri jagannath.
@jeetendrakumarmohanty2963
@jeetendrakumarmohanty2963 Месяц назад
ନବିନ ସରକାର ଅତି କଳଙ୍କିତ ସରକାର, ତେଣୁ ମୋହନ ସରକାରଙ୍କୁ ସମୟ ଲାଗିବ ସବୁ ଦୁର୍ନିତୀ ଓ ଦୁର୍ନିତୀ ଗ୍ରସ୍ତ ବାବୁମାନକର ମୁଖା ଖୋଲିବା ପାଇଁ, ସେଥିପାଇଁ ସମୟ ଓ ଧର୍ଯ୍ୟ ର ସହ ଅପେକ୍ଷା କରିବାକୁ ପଡ଼ିବ। ଆପଣଙ୍କ ଚ୍ୟାନେଲର ସମସ୍ତ ପରିବାରକୁ ମୋର ଅଶେଷ ଅଶେଷ ଧନ୍ୟବାଦ୍।
@sanghamitradas371
@sanghamitradas371 Месяц назад
Bjd government re ate chora achanti je tanku dharile jailre jaga milibani
@hrushikeshsahoo5289
@hrushikeshsahoo5289 Месяц назад
ଓଡିଶାରେ ଯୋଗୀ ଆଦିତ୍ୟ ନାଥ ଭଳି ମୁଖମନ୍ତ୍ରୀ ଦରକାର ।
@dhaneswarmirdha8427
@dhaneswarmirdha8427 Месяц назад
ନିର୍ଭୟ ଚେନେଲରେ ମୁଁ ଆଜି ଜୁଡିଲି ଦୁର୍ନୀତି ଖୁଲାସା ପାଇଁ ଧନ୍ୟବାଦ।
@saratsahoo268
@saratsahoo268 Месяц назад
ସ୍ଵସ୍ଛ ଦୁର୍ନୀତି ର ମୂର୍ତ୍ତିମନ୍ତ ପ୍ରତୀକ ନବୀନ ପଟ୍ଟନାୟକ।
@baikunthabehera3971
@baikunthabehera3971 Месяц назад
kaha sasan re arest hebe .mnu janhiparunanhi
@brajakishorepadhi4022
@brajakishorepadhi4022 Месяц назад
ଓଡିଶା ଟାକୁ ଖୋଖଲା କରି ଦେଇଚି ନବୀନ ପଟ୍ଟନାୟକ ଡକାୟତ ଟା।
@kathabhabataranga2819
@kathabhabataranga2819 Месяц назад
ଜୟ ଜଗନ୍ନାଥ
@BishnucharanRay-xy5ox
@BishnucharanRay-xy5ox Месяц назад
ଆପଣ ଶନିବାର, ରବିବାର ନ କହୁଥିବାରୁ ବହୁତ ଗୁ୍ତୁତ୍ୱ ପୂର୍ଣ୍ଣ କଥା ଜାଣି ପାରୁ ନାହୁଁ. ଆପଣ କିଛି ଚିନ୍ତା କରନ୍ତୁ
@hardworkneverdies5679
@hardworkneverdies5679 Месяц назад
ବେକାରୀ ତୁ ଆଉ ଦାଦନ ବାଲା 😅😅
@AshokPanda-qt4qn
@AshokPanda-qt4qn Месяц назад
Sir dui dina Rest niantu
@dr.purnendutripathy5263
@dr.purnendutripathy5263 Месяц назад
ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଉତ୍ତରଦାୟୀ ହେବା ଆବଶ୍ୟକ। ସବୁସମୟରେ ନିରବ ରହିବା ଆଶ୍ଚର୍ଯ୍ୟଜନକ।
@santoshkumarsahoo8671
@santoshkumarsahoo8671 Месяц назад
ମୁଖ୍ୟମନ୍ତ୍ରୀ ଏଥିରେ ସମ୍ପୂର୍ଣ୍ଣ ଭାବେ ଦାୟୀ
@brajakishorepadhi4022
@brajakishorepadhi4022 Месяц назад
ନିରିହ ନୀରବ ଗାଣ୍ଡି ମରା ନବୀନ ପଟ୍ଟନାୟକ।
@Jagannath-oc9ht
@Jagannath-oc9ht Месяц назад
ନିରବ ସମ୍ମତି ର ପରିଚାୟ।😊
@sushilsahu1612
@sushilsahu1612 Месяц назад
Jay Jaganath
@surendramishra7947
@surendramishra7947 Месяц назад
ନବୀନ ସରକାର ର କମଳ ଯାକ ବାଳ... ଏଇ ଅଡୁଆ ବାଳ ବାଛୁବାଛୁ ବୋଧେ 5ବର୍ଷ କଣ 25 ବର୍ଷ ବିତିଗଲେ ବି ବାଛି ପାରିବେନି... ଦେଖାଯାଉ, "ଫଳେନ ପରିଚୟେତ... ଜୟ ଶ୍ରୀରାମ 🙏🙏🙏
@chakradharamohapatra7796
@chakradharamohapatra7796 Месяц назад
ସବୁ କେଳେଙ୍କାରୀ ଧରିବା ଦରକାର 👍
@bijayanandasatpathy9488
@bijayanandasatpathy9488 Месяц назад
ଆଜ୍ଞା ନମସ୍କାର। UPSC ଏକ ମର୍ଯ୍ୟାଦାପୂର୍ଣ୍ଣ ପଦପି ।କିନ୍ତୁ ଓଡ଼ିଶାରେ କିଛି ଅଧିକାରୀ କିଛି କଳାଧନ କମାଇବାକୁ ଯାଇ ଏପରି ଏକ ଗୁରୁତ୍ବପୂର୍ଣ୍ଣ ପଦପିକୁ ପଦାଘାତ କରିଛନ୍ତି । ଧିକ ତାଙ୍କ ମଣିଷପଣିଆ। ଏମାନେ ଜଣେ ଜଣେ ଦେଶଦ୍ରୋହି ଆଉ ଏମାନଙ୍କୁ ରାସ୍ତାରେ ଠିଆ କରି ଗୁଳି କରିଦେବା କଥା ।
@umeshchandrahota463
@umeshchandrahota463 Месяц назад
Sir, You are 100% right
@gyanabratamohanty4219
@gyanabratamohanty4219 Месяц назад
ଯଥା ଶୀଘ୍ର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆ ଯାଉ 🙏👍
@akshayakumarnayak3480
@akshayakumarnayak3480 Месяц назад
ଦାସ ବାବୁ ବାରିପଦା ସହର 25 ନ ମ୍ବର ୱାର୍ଡ ରେ ଜଣେ ପୂର୍ବତନ ଏମେଲେ ଏ ଓ ପୂର୍ବତନ ମନ୍ତ୍ରୀ ଙ୍କ ସହାୟତା ରେ ସରକାରୀ ଜଙ୍ଗଲ କିସମ ଜମି ଜବର ଦଖଲ କାରି ମାନେ ପ୍ଳଟିଙ୍ଗ କରି ବିକ୍ରୟ କରିଦେଇ ଲବ୍ଧ ଅର୍ଥ ବାଣ୍ଟି ନେଇଛନ୍ତି ଅଭିଯୋଗ କରାଗଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ହେଲେ ନାହିଁ ଏ ବିଷୟରେ ନିର୍ଭୟ ଖବର କାଗଜରେ ବାହାରିଥିଲା ସେ ସମୟର ବାରିପଦା ତହସିଲଦାର ଖୋଳତାଡ଼ କରିବାରୁ ତାଙ୍କୁ ବଦଳି କରିଦିଆଗଲା ଏବେବି ସେଠାରେ ଜମି କିଣି ଥିବା ବ୍ୟକ୍ତି ମାନେ ଘର କରି ବିଜୁଳି କଂନେକ୍ସନ ନେଇ କିପରି ଜମି ପଟ୍ଟା ମିଳିବ ଚେଷ୍ଟା କରୁଛନ୍ତି ଏ ବିଷୟରେ ରାଜସ୍ୱ ଓ ଜଙ୍ଗଲ ବିଭାଗ ନୀରବତା ରକ୍ଷକାରୀ ବସିଛନ୍ତି
@padmalayaprusty4526
@padmalayaprusty4526 14 дней назад
ବର୍ତ୍ତମାନ ର ରାଜସ୍ବ ମନ୍ତ୍ରୀଙ୍କୁ ଜଣାନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇପାରେ
@ghasiramsing4216
@ghasiramsing4216 Месяц назад
Thank you nabindas sir 🙏.
@tunapallei1017
@tunapallei1017 Месяц назад
ଵିଶେଷ ଜମିଦୂର୍ନତୀ ଦଳ(bjd)
@santoshkumarsahoo8671
@santoshkumarsahoo8671 Месяц назад
😅😅😅
@dhaneswardash8114
@dhaneswardash8114 Месяц назад
ଧନ୍ୟବାଦ ମହାଶୟ ସୁନ୍ଦର ଆଲୋଚନା
@ghanashyammoharana8717
@ghanashyammoharana8717 Месяц назад
Very well described. True fact 💯
@kshitishpanda5288
@kshitishpanda5288 Месяц назад
ଅଳିଆ ସଫା କରୁ କରୁ ମୋହନ ସରକାର ଙ୍କୁ ୫ ବର୍ଷ ବିତି ଗଲେବି ଅଳିଆ ସଫା ଶରୀବନି।
@user-od2fs9gq4v
@user-od2fs9gq4v Месяц назад
ଜୟ ଶ୍ରୀ ଜଗନ୍ନାଥ
@kamarajjena5461
@kamarajjena5461 Месяц назад
Sir,ନବୀନ, ପାଣ୍ଡିଆନ, ବବି ଆଉ ପୁରା ବିଜେଡି ଟିମ ଯେତିକି ଘୋଟାଲା କରିଛନ୍ତି ମୋହନ ସରକାର ପୁରା ଦମ ଲଗାଇଲେ ବି ପାଞ୍ଚ ବର୍ଷ କମ ପଡିବ. ଏଥିରୁ ବିଜେପି ସରକାର ର ପାରିବା ପଣିଆ ଜଣା ପଡିବ
@TirtharajPanda
@TirtharajPanda Месяц назад
Jai Jagannath Sir 🙏 Very True analysis Seriously apana hi Sabu Odia ka Akhi kholi deichanti .. Pray to Lord Jagannath for ur good health and happiness
@durgaprasadsamantaray7084
@durgaprasadsamantaray7084 Месяц назад
ବିଜେଡିର ତ କମଳ ଯାକ ବାଳ ବାଛୁ ବାଛୁ ମୋହନ ଙ୍ଗ ସରିଯିବ କାଳ।
@mr.A2320
@mr.A2320 Месяц назад
To maa bia jaka bala tu bache
@user-bk4mo8vj3l
@user-bk4mo8vj3l Месяц назад
Jay Jagannath,
@mamatasoren8469
@mamatasoren8469 Месяц назад
Very good sir Really
@damayantimahanta157
@damayantimahanta157 Месяц назад
Thanks for your information
@sadanandmohanty3537
@sadanandmohanty3537 23 дня назад
Jay sriram Jay jagannath 🙏🙏🙏💐
@manasmandal4983
@manasmandal4983 Месяц назад
🎉🎉🎉
@aparnamohapatra7777
@aparnamohapatra7777 Месяц назад
Great analysis. So many had suffered because of humiliation, rejection and being denied of justice.
@abhijitprusty7565
@abhijitprusty7565 Месяц назад
ସାର୍ ଆପଣ ଶନିବାର ଆଉ ରବିବାର ଗୁମର କଥା କରୁନାହାନ୍ତି କଣ ପାଇଁ?
@AshokPanda-qt4qn
@AshokPanda-qt4qn Месяц назад
Sir 2dina Bishra nale bhal
@laxmidharapanda6086
@laxmidharapanda6086 Месяц назад
ସାର ଖାସ ଆପଣଙ୍କ ପାଇଁ ଆମେ ବହୁତ ଭିତିରି ରହସ୍ୟ ବିଷୟରେ ଅବଗତ ହୋଇପାରୁଛୁ ! ଭଗବାନଙ୍କୁ ନିବେଦନ ସେ ଆପଣଙ୍କୁ ସକ୍ଷମ, ନିରୋଗୀ ଓ ଦୀର୍ଘାୟୁ ରଖିଥାଆନ୍ତୁ ! ସପ୍ତାହରେ ଦୁଇଦିନ ପରିବର୍ତ୍ତେ ଗୋଟିଏଦିନ ଗୁମରକଥା ବନ୍ଦରଖନ୍ତୁ !
@santoshbiswal6256
@santoshbiswal6256 Месяц назад
Sir namaskar. Your analysis is very beautiful.nabin sarkar durnit ku pardafas kari mohan sarkar turanta bandhantu.
@susantkumarsahoo4967
@susantkumarsahoo4967 Месяц назад
ଜୟ ଜଗନ୍ନାଥ ସାର🙏🏻.... ନିର୍ଭୟ ଗୁମର ମାଧ୍ୟମ ରେ ଓଡ଼ିଶା ବିଷୟ ରେ କିଛି ଜାଣିବାକୁ ସୁଯୋଗ ଦେଉଥିବାରୁ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻....
@basantibalapanigrahi5289
@basantibalapanigrahi5289 Месяц назад
You are correct
@saratmishra7100
@saratmishra7100 Месяц назад
ଆଜ୍ଞା, ନମସ୍କାର। କେବେ ସରକାର୍ active ହେବେ ଓ କେବେ ସମସ୍ତ ତଥ୍ୟ ର ତଦନ୍ତ ହେବ, ତାହା ଓଡିଶା 4.5 କୋଟି ଜନତା ଅନେଇ ବସିଛନ୍ତି। ଏମିତି ନହଉ, ଯେମିତି ହାତୀ ପାଡ଼ିବ ପାଡିବ ଫୁସ୍।।। ଦେଖାଯାଉ, ରଥଯାତ୍ରା ପରେ କଣ କଣ ହେଉଛି।
@upendranathswain2022
@upendranathswain2022 Месяц назад
ବିଷୟ ଅତି ରୋଚକ ସ୍ଥିତିରେ l ଆଗକୁ ବହୁତ ଜାଣିବାକୁ ମିଳିବ l
@Visa2Visit1
@Visa2Visit1 Месяц назад
ଜଗନ୍ନାଥଙ୍କ ନାମ ସହିତ ଶ୍ରୀ ଲାଗେନି। ଖାଲି ଜୟ ଜଗନ୍ନାଥ କୁହନ୍ତୁ। ଜୟ ଜଗନ୍ନାଥ💐🙏
@Manoranjansahoo34680
@Manoranjansahoo34680 Месяц назад
ପ୍ରଭୁ ଜଗନ୍ନାଥଙ୍କ ନାମ ପୂର୍ବରୁ ଶ୍ରୀ ଲାଗିପାରେ ଏବଂ ଲାଗିଛି ମଧ୍ୟ, କୌଣସି ଅସୁବିଧା ନାହିଁ, ଧନ୍ୟବାଦ
@prashantakumarpati5783
@prashantakumarpati5783 Месяц назад
You are absolutely correct sir ji 🙏​@@Manoranjansahoo34680
@BatakrushnaSwain-hj8qr
@BatakrushnaSwain-hj8qr Месяц назад
ନବୀନ ସରକାରଙ୍କ ସମୟରେ ସବୁ ସ୍ଫିୟରରେ ଓ ସବୁ ସ୍ତରରେ ଏତେ ଦୁର୍ନୀତି ହୋଇଛି ଯେ ମୋହନ ସରକାର ସେଥିରେ ହାତ ମାରିବାକୁ ବଳ ଜୁଟାଇ ପାରୁନାହାଁନ୍ତି(ବିଜେଡିକୁ ଭୟ କରୁନାହାନ୍ତି)।ସେ ରାଜ୍ୟର ଉନ୍ନତିମୁଳକ କାର୍ଯ୍ୟରେ ମନ ନିବେଶ କରିବେ ନା ଦୁର୍ନୀତିର ପେଡି ଖୋଲିବେ?ଆଶା କରୁଛୁ ବିକାଶ କର୍ଯ୍ୟ ସହିତ ନବୀନ ସରକାରଙ୍କ ଦୁର୍ନୀତିର ତଦନ୍ତ ଆଦେଶ ଦିଅନ୍ତୁ।ସମୟ ଓ କଷ୍ଠସାପେକ୍ଷ କାର୍ଯ୍ୟ ସତ, କିନ୍ତୁ ଓଡିଶାବାସୀଙ୍କ ବିଶ୍ୱାସ ଭାଜନ ହେବାକୁ ପଡିବ।
@sadanandmohanty3537
@sadanandmohanty3537 23 дня назад
Jay sriram Jay sriram Jay jagannath Jay Odia 🙏🙏🙏🙏🙏🙏🙏🙏🙏🙏🙏💐💐💐💐
@chandipadapanda4707
@chandipadapanda4707 Месяц назад
ନବୀନ ସରକାର କେବଳ ଜମି କାହିଁକି ଯେତେ ପ୍ରକାର କେଳେଙ୍କାରୀ ଆମକୁ ଜଣାଅଛି ସବୁଥିରେ ଶୀର୍ଷ ସ୍ଥାନ ଅଧିକାର କରିପାରିଛି ,ଏହା ନିଃସନ୍ଦେହରେ କୁହାଯାଇ ପାରେ ।
@suvendukumardash1976
@suvendukumardash1976 Месяц назад
Right
@saubhagyabiswal4401
@saubhagyabiswal4401 Месяц назад
Jay. Prabhu.jaganath.
@ramachandrapanipani7424
@ramachandrapanipani7424 23 дня назад
ଜୟ ଶ୍ରୀ ଜଗନ୍ନାଥ !
@narendrabarik9855
@narendrabarik9855 Месяц назад
Jagannatha Bharasa
@hariharaom7482
@hariharaom7482 Месяц назад
ନବୀନ ଦାଶ ଆଜ୍ଞା, ଆମେ ରଥଯାତ୍ରା ପରେ ଦେଖିବା ମୋହନ ସରକାର ଏ ଚୋର, ଡକାୟତ ଙ୍କୁ କେମିତି ବାନ୍ଧୁଛନ୍ତି, ନା ଦିଲ୍ଲୀରୁ ଯେଉଁ ଆଦେଶ ଆସିବ ତାକୁ ମୁଣ୍ଡ ନୁଆଁଇ ଗ୍ରହଣ କରିବେ ।
@harishmallck2
@harishmallck2 Месяц назад
Those officers are involoved they were thinking that odisa proporties were belonging to their parental proporties.
@laxmidharnayak4191
@laxmidharnayak4191 Месяц назад
Dhanyawad ji 🙏. Very nice presentation. It's seems no action will be taken against the scams of ex-govt period. Remote may stop slowly.
@deepanjalimohanty9756
@deepanjalimohanty9756 Месяц назад
ନମସ୍କାର ଜୟ ଜଗନ୍ନାଥ 🙏🏻🙏🏻🙏🏻
@bijayakumarchoudhury959
@bijayakumarchoudhury959 Месяц назад
ମୋହନ ଭଦ୍ରଲୋକ, କିନ୍ତୁ ଅନୁଭବ କିଛି ନାଇ। କିଛି କରିପାରିବେନି।strong CM ଦରକାର।
@subhabratamishra4465
@subhabratamishra4465 Месяц назад
ମୋର୍‌ କେଡେ ସୌଭାଗ୍ୟ ଯେ ମୁଁ ନିର୍ଭୟର ଶ୍ରୋତା ।
@deepanjalimohanty9756
@deepanjalimohanty9756 Месяц назад
ଜୟ ଜଗନ୍ନାଥ ପ୍ରଭୁ 🙏🏻🙏🏻🙏🏻
@ananyaabhilipsasahoo-ny1ms
@ananyaabhilipsasahoo-ny1ms Месяц назад
ନବୀନ ପଟନାୟକ ଜଣେ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଥିଲେ ନିଶ୍ଚୟ କିନ୍ତୁ ଏବେ ଓଡ଼ିଶାରେ ଏବେ ଜଣେ ଦକ୍ଷ ଓ ଦୃଢ଼ ମୁଖ୍ୟମନ୍ତ୍ରୀ ର ନିହାତି ଆବଶ୍ୟକ.
@bansidharpanda9054
@bansidharpanda9054 Месяц назад
ସଂଜୀବ ମାରିକ ଙ୍କ ଅଧିକ ତଦନ୍ତ ହେବା ଦରକାର ।
@BhaduTudu95
@BhaduTudu95 Месяц назад
କଳଙ୍କିତ ଶ୍ୟାମସୁନ୍ଦର
@sudarsannayak356
@sudarsannayak356 Месяц назад
🙏🙏🙏
@santoshkumarajena8880
@santoshkumarajena8880 Месяц назад
ନବୀନ ଙ୍କ ପାଇଁ କାନ୍ଦୁଥିବା ସବୁ ଲୋକ ଏଲିନା ମେଡମ ଙ୍କ ପରି ହୋଇଥିବେ
@raghumaninayak9593
@raghumaninayak9593 Месяц назад
ଦୁର୍ନୀତିର ଏନ୍ତୁଡ଼ିଶାଳ ନବୀନ ସରକାରର ଯେତେ ghaantibe ସେତେ ଦୁର୍ନୀତି ବାହାରିବ, ୨୪ ବର୍ଷ ଶାସନ କାଳରେ ଦୁର୍ନୀତି କରି ସବୁ ଖାଇଗଲେ,ତେଣୁ ନୂଆ ସରକାରଙ୍କୁ ଅନୁରୋଧ ଦୁର୍ନୀତି ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ।
@ramkumarpatel9972
@ramkumarpatel9972 Месяц назад
ଏତେ ବଡ ବଡ ଭ୍ରଷ୍ଟାଚରଣ, ହତ୍ୟା ଘଟଣା ସମୟରେ ବି ଶାସନ ମୂଖ୍ୟ ଚୁପ୍ ହୋଇ ରହିଯିବା,ଗଣତନ୍ତ୍ର ଶାସନର ଏକଛତ୍ର,ତାପରେ ଚୁପ୍ ଟାକୁ ବଡ ଅସ୍ତ୍ର କରିବା ନବୀନ ଙ୍କ କି ଭାବମୂର୍ତ୍ତୀ ସୂଚାଉଛି କୀ?
@padmanavsahoo8432
@padmanavsahoo8432 Месяц назад
ସମ୍ମାନୀୟ ନବୀନ ବାବୁ ନିର୍ଭୟ ଗୁମର କଥା କୁ ଯେପରି ନିର୍ଭିକତା ଭାବେ ପରିବେଷଣ କରୁଛନ୍ତି ଏହା ସ୍ୱାଗତ ଯୋଗ୍ୟ ମୋହନ ସରକାର ନିଶ୍ଚୟ ବିଜେଡି ସରକାର ଙ୍କ ଅସଲି ଚେହେରା କୁ ଲୋକ ଲୋଚନ କୁ ଆଣିବେ ଏବେ ନୂଆ ମୁଖ୍ୟ ଶାସନ ସଚିବ ତାଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ଓଡିଶା ଲୋକେ ଆଶା ରଖିଛନ୍ତି
@rabindrapanda5936
@rabindrapanda5936 Месяц назад
Jayjagannath
@mituprdhan2020
@mituprdhan2020 Месяц назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹
@gajendranathjena356
@gajendranathjena356 17 дней назад
ଅଫିସରମାନେ ଭୁଲ କଲେ ନବୀନ ସରକାର କିଛି ଟଙ୍କା ନେବେ ଏବଂ ବିଜେଡି ଦଳୀୟ ସହାୟକଭାବେ କାର୍ଯ୍ୟ କରିବେ ମୁକ୍ତିମିଳିଯିବ ନବୀନଙ୍କ ପାଇଁ କାମ କରିବେ ନବିନ ରପାବାର ଦରକାର ଅମଲାଙ୍କର ଦୃର୍ନିତି କରିବା ଅଭ୍ୟାସ କଲେ ପାଣ୍ଡିଆନ ନବିନ ସବୁ ମୂଳର କାରଣ ବାଜେ କାର୍ଯ୍ୟ ନବିନ କରି CBI ଲଗାନ୍ତୁ
@sangramkishoredasdas2424
@sangramkishoredasdas2424 Месяц назад
ଅତିକମରେ ଛ‌ଅ ମାସ ଅପେକ୍ଷା କରିବାକୁ ପଡିବ ।
@ramachandrapanipani7424
@ramachandrapanipani7424 23 дня назад
ସାଜି ଫୋଟୋ ଗୁଡ଼ିକ ଦେଖାଇ ଅଧିକ ଆକର୍ଷଣୀୟ କରୁଛନ୍ତି ।
@manojpanda2956
@manojpanda2956 Месяц назад
ସାର୍ ନବୀନ ସରକାର ଗୁମର କହିଲେ ସରିବ ନାହିଁ, କିନ୍ତୁ ମୋହନ ସରକାର ନିରବ ତା ଆଉ କେତେ ଦିନ,
@DinabandhuNaik-yw1xs
@DinabandhuNaik-yw1xs Месяц назад
ନାଗେଶ୍ୱର ରାଓ ବରଗଡ ଜିଲ୍ଲା ରେ sp ଥିଲା ବେଳେ ନାଇଡୁ ନାମ ବ୍ୟକ୍ତି କୁ ଗଞ୍ଜାଇ କାର ବାର ପାଇଁ ସୁଯୋଗ ଦେଇ ଥିଲା
@abinahsahoo8135
@abinahsahoo8135 Месяц назад
Respect for ପ୍ରକାଶ ମିଶ୍ର
@gajendranathjena356
@gajendranathjena356 Месяц назад
ଆଗରଥଜାତ ତାପରେ ଦବୀ ଦାସ ପାଣ୍ଡିଆନ କଥା ବଲେବଲେ ହୋଟେଲ ସହହୃର୍ନିତି ବିଜେଡି ମଦ ଓ ଜମି ଖଣି ସରକାରୀ ଅଧିକାରୀ ସବୁର ରହସ୍ୟ ଉଦ୍ଧାର ହେଉଖଣିମାଫିଆ ଅଫିସରମାନଙ୍କର🎉❤❤😂🎉❤😢😂
@jyotiranjan203
@jyotiranjan203 Месяц назад
Sir 🙏
@subhabratamishra4465
@subhabratamishra4465 Месяц назад
ଏଭଳି ଜଘନ୍ୟ‌ ଅପରାଧୀ ମାନଙ୍କୁ ବ୍ରିଟିଶ୍‌ ସର୍‌କାର୍‌ର ଦଣ୍ଡ ମିଳିବା ଉଚିତ୍‌ ।
@sureshchandradash6900
@sureshchandradash6900 Месяц назад
ବୁଲଡୋଜର ଯଥାଶୀଘ୍ର ସେ ଜାଗାରେ ଚାଲିବା ଦରକାର ଓ ସରକାରୀ ତହବିଲକୁ ସେ ଜାଗା ଅଣାଯାଉ
@jogeswarisahu2527
@jogeswarisahu2527 Месяц назад
ନୂଆ ସରକାର ଆସୁଆସୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିରେ ପୁଣି ରଥଯାତ୍ରା ଓ ରତ୍ନ ଭଣ୍ଡାର ଖୋଲିବା କାର୍ଯ୍ୟକ୍ରମ ଅଛି। ପ୍ରଶାସନିକ ସ୍ତରରେ ଅଦଳବଦଳ ମଧ୍ୟ ହୋଇପାରେ । ଏସବୁ ପରେ ବୋଧେ ବିଭିନ୍ନ ଦୁର୍ନୀତି ଉପରେ ଧୀରେ ଧୀରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରାଯାଉଛି । ନୂଆ ସରକାର ।ଆମକୁ ସମୟ ଦେବାପାଇଁ ହେବ ।
@dillipkumardalai5132
@dillipkumardalai5132 Месяц назад
ସାରକାରୀ ଚାକିରି ଅନେକେ ଠକାମୀ ହେଇଛି ତା ଉପରେ ଏକ କାର୍ଯ୍ୟକ୍ରମ ଟିଏ ନିର୍ଭୟ କୁହନ୍ତୁ
@chandipadapanda4707
@chandipadapanda4707 Месяц назад
ଯେଉଁ ଭୋଟଦାତା ମାନେ ବିଜେଡି କୁ ଭୋଟ ଦେଇଛନ୍ତି ସେମାନେ ଏହି କେଳେଙ୍କାରୀ ବିଷୟରେ ଭଲଭାବେ ଅବଗତ ହୁଅନ୍ତୁ ।
@AshokPanda-qt4qn
@AshokPanda-qt4qn Месяц назад
Sir Namaskar Swagat Jai Jaganath 🙏
@AshokPanda-qt4qn
@AshokPanda-qt4qn Месяц назад
Aji Pura details Ame Ste Jani na thilu Sir Apan Abhali 5days paribesan o 2days Bishram re Chalantu 🙏
@AshokPanda-qt4qn
@AshokPanda-qt4qn Месяц назад
Surepujar Nichya Tadanta karibe boli Mor Asa
@AshokPanda-qt4qn
@AshokPanda-qt4qn Месяц назад
Manyabaranrti Suresh Pujari
@AshokPanda-qt4qn
@AshokPanda-qt4qn Месяц назад
Apankara Matare Ame Akamata Jai MAA Samleiswari 🙏
@AshokPanda-qt4qn
@AshokPanda-qt4qn Месяц назад
Aji Bhala Bhala Commentsna Asichhi Aji Alankara Ahi Bisayare👍
@user-lm1tz1mv9g
@user-lm1tz1mv9g Месяц назад
Apanankara analysis bahut chanchalyakara.Sir aapananku request aapanaEsabu tathya Mohan sarkaranku abagata karantu.Aamara purna biswash achhi Mohan sarkar nischaya ya upare action nebe.Samaya diajiba uchit.🙏
@ashokpattanik6945
@ashokpattanik6945 Месяц назад
ନମସ୍କାର ଆଜ୍ଞା। ମୂର୍ଦାର କୁ ଆଉ ଘୋଷା ରିବା କଣ ଦରକାର।ନୂଆ ସରକାର ସବୁ ଖୋଜି ପାଇଯିବେ।ଏବେର ସରକାର ଙ୍କ ସମ୍ପର୍କ ରେ ଟିକେ କୁହନ୍ତୁ।ଏବେ କଣ ଚାଲିଛି ଜାଣିହେବ।
@harishmallck2
@harishmallck2 Месяц назад
Sir କାହା କଥା କହିବେ! ନବୀନ ବାବୁ ଙ୍କ ସେକାର ରେ ପ୍ରଶଷାନ ଗୋଟାଏ ଖଜୁରୀ ଗଛ! ରେଣୁ ଖଜୁରୀ ଗଛର କି ଗୁଣ ଗାଇବେ ମୂଳରୁ ପାହାଚ ପାହାଚ!! ବେଳେ ବେଳେ ଲାଗେ ନବୀନ ସରକାର ଭଗବାନ ଙ୍କ ଭରସାରେ ଚାଲିଥିଲା |
@gitanjalidas1460
@gitanjalidas1460 Месяц назад
Sir 🙏 ନବୀନ୍ ସରକାର ଙ୍କର ଯେତେ ଖାଲ ଖମl ଅଛି ତାକୁ repaire କରିବା ପାଇଁ ବିଜେପି କୁ 10 ବର୍ଷ ଲାଗିଯିବ...
@deepakmishra1311
@deepakmishra1311 Месяц назад
@sudarsannayak356
@sudarsannayak356 Месяц назад
ଖାଲି ଭାଷଣ କାମ ନାହିଁ
@akpanda833
@akpanda833 Месяц назад
Not only officers but also BJD & Congress MLA
@manjushaswain1037
@manjushaswain1037 Месяц назад
ବିଜେଡି ଦଳ -ଓଡିଶା କୁ ବରବାଦ କରିଥିବା ଦଳ ସୁରେଶ ପୂଜାରୀ ଙ୍କ ଉପରେ ଭରସା ଅଛି ସେ ଜମି କୋଳେଙ୍କାରୀ ର ପର୍ଦ୍ଦା ଫାଶ କରିବା ରେ ଅଗ୍ରଣୀ ଭୂମିକା ନେବେ କାରଣ ଜି ଏମ୍ କଲେଜରେ ପି ଜି ଛାତ୍ର ଥିଲାବେଳେ ତାଙ୍କର ନେତ୍ରୂତ୍ବ ଦେଖି ଥିଲି ମଂଜୁ ଷା ସ୍ବାଇଁ
@parsurampanda3540
@parsurampanda3540 Месяц назад
ଜାମୁ
@ashokkumarbhuyan3937
@ashokkumarbhuyan3937 Месяц назад
ଜମି ଦୁର୍ନୀତି ଅନେକ ଲୋକ ଅବଗତ ଅଛନ୍ତି ଭୟରେ ପାଟି ଫିଟାଉ ନାହାନ୍ତି।ସରକାର କିଛି କରିପାରିବେନି। ପଇସା ଜୋର୍ ଏବଂ ଆଇନ ର ଗଳାବାଟ ରେ ରହି ସମସ୍ତଙ୍କୁ ନାଚାଇବେ, ସମସ୍ତ news channel ସକ୍ରିୟ ହେଲେ କିଛି ହୋଇପାରେ, ନହେଲେ ଶ୍ରୀ ଜଗନ୍ନାଥ ଭରସା।
@dronamohanta8168
@dronamohanta8168 Месяц назад
ଏତେ ସ୍ମାମ ଖଲୁ ଖାଳୁ ମୋହନ ସରକାର ୫ବର୍ଷ କଟି ଯିବ ସେ ଆଉ କିଛି କରି ପାରିବେ ନାହିଁ
@arunkumarprusty1968
@arunkumarprusty1968 Месяц назад
ମହାଶୟ, ଓଡ଼ିଆରେ ଗୋଟିଏ କଥା ଅଛି,ନୂଆ ଗାଈକୁ ମା୬ସ,ନୂଆ ମଣିଷକୁ ମା୬ସ ସମୟ ଦେବା ଉଚିତ।ସମୟ ଅନୁସାରେ ଫଳାଫଳକୁ ସର୍ବସାଧାରଣ ନିଶ୍ଚୟ ଅପେକ୍ଷା କରିବେ ।ଜୟ ଜଗନ୍ନାଥ।
@knbiswal3084
@knbiswal3084 Месяц назад
Each case needs to be investigated by the present Government
@prafullakumarpradhan8129
@prafullakumarpradhan8129 Месяц назад
ଡେଭେଲପ କୁ ସହ୍ୟକରି ପାରୁନାହଁ l
@dr.surendranathdash
@dr.surendranathdash Месяц назад
Such scams will go on for ever irrespective of Govt
@binayamishra3723
@binayamishra3723 Месяц назад
Jai jagannath
@harishmallck2
@harishmallck2 Месяц назад
Mohan government should follow yogi adityanath policy and yogi rule should be implemented
@surendranarayanpanda8021
@surendranarayanpanda8021 Месяц назад
ଦୟାକରି ଅନୁସନ୍ଧାନ କରି କହିପାରିବେ କି .15 ବର୍ଷ ପୂର୍ବରୁ ଭୂବନେଶ୍ବର ରେ ସରକାରୀ ରେକର୍ଡ ରେ କେତେ ସରକାରୀ ଜମି ଥିଲା .ଏବଂ 2024 ରେ କେତେଅଛି.
@rabinarayansenapati3089
@rabinarayansenapati3089 Месяц назад
ସାର ଖଜୁରୀ ଗଛର କି ଗୁଣଗାନ କରିବା ସେତ ମୂଳରୁ ପାହାଚ ପାହାଚ
Далее
Classic Italian Pasta Dog
00:20
Просмотров 1,7 млн
Мелл хочешь сына от Дилары
00:50
Congress In Hands Of Ajay - Srikant
5:39
Просмотров 12 тыс.