Тёмный

Random Helicopter Rides Will Cost Pandian Heavily | Nirbhay Gumara Katha 

Nirbhay
Подписаться 288 тыс.
Просмотров 61 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 391   
@maheswarparihari5189
@maheswarparihari5189 2 месяца назад
ନବିନ ପଟ୍ଟନାୟକ ଶାସନ ସମୟରେ ଦୁର୍ନୀତି ସାଗର ସମାନ। ଦୁର୍ନୀତି ସାଗରରୁ କେତେ ଦୁର୍ନୀତି ସଫାକରିବେ ମୋହନ । ମୋହନଙ୍କ ବାଳ ପାଚି ଯିବ ନହେଲେ ଶାସନ ବି ସରିଯିବ । କେବଳ E D ନହେଲେ C B I ଦ୍ବାରା ସମ୍ଭବ । ଜୟ ଜଗନ୍ନାଥ
@ajitkumarpanda6388
@ajitkumarpanda6388 2 месяца назад
ଆଲୋଚନା ପୁରା ଠିକ୍,,,,,,ହେଲେ ଓଡ଼ିଶା ସରକାର ନିରବି ଯାଉଛନ୍ତି କାହିଁ କି,,,କି ମାୟା ଲାଗିଛି pandiyaan ପାଇଁ,,,,,ତୁରନ୍ତ CBI କୁ ହସ୍ତାନ୍ତର କରାଯାଉ ,,,,,, ସତ କଣ ପଦାକୁ ଆସିବ,,,,
@RunaKumar-g4k
@RunaKumar-g4k 2 месяца назад
ନିଶ୍ଚୟ ମମତା ସରକାର ଯିବା ଥୟ ....
@projectronics
@projectronics 2 месяца назад
ଏତେ ପରେବି ଯଦି ମୋହନ ସରକାର ପାଣ୍ଡିଆଁ ଙ୍କୁ କୋଳରେ ପୁରେଇ ରଖିବେ, ଗଣତନ୍ତ୍ର ଉପରୁ ଭରଷା ଉଠିଯିବ
@rajiblochanparida2546
@rajiblochanparida2546 2 месяца назад
West Bengal ରେ ଯେଉଁଭଳି ଭାବେ ଏକ Medical student କୁ ଗଣବଳାକ୍ତାର କରାଗଲା, ଯେତେ କଠୋର ଶଦ୍ଦରେ ନିନ୍ଦାକଲେ ମଧ୍ଯ କମହେବ । ଆଜିକାଲି ରାଜନୀତି ରେ ତ ଆଉ ନୈତିକତା ନାହିଁ। କିନ୍ତୁ ଭାରତ ସମ୍ବିଧାନ ରେ ମମତା ସରକାରକୁ ବରଖାସ୍ତ କରିବାକୁ କଣ କିଛି ଆଇନ ନାହିଁ।ମମତା ଏକ କଳକିଂତ ନେତ୍ରୀ, ଯେତେ ଶିଘ୍ର କ୍ଷମତାରୁ ଯିବେ ଭାରତ ପାଇଁ ମଂଗଳ ।
@BhabagrahiDas-yf6ph
@BhabagrahiDas-yf6ph 2 месяца назад
ଆମେ ଅପେକ୍ଷାରେ ଅଛୁ କେବେ ରାଜ୍ୟଦ୍ରୋହୀ ନବୀନ ଘୋଷଣା ହେବେ
@swadhikarbetaj3768
@swadhikarbetaj3768 2 месяца назад
ପଶ୍ଚିମବଙ୍ଗ ର ଜନତା ଓ ଓଡିଶାର ଜନତା ମଧ୍ଯରେ ସେତେ କିଛି ଫରକ୍ ନଥାଏ।ହେଲେ ଓଡିଶାର ଜନତାଙ୍କର ଦୀର୍ଘ ଚବିଶ ବର୍ଷ ପରେ ଜ୍ଞାନୋଦୟ ହେଲା,ମାତ୍ର ପଶ୍ଚିମବଙ୍ଗ ଜନତାଙ୍କର କେବେ ଚେତନା ଆସୁଛି ଦେଖିବାକୁ ବାକି ରହିଲା।
@durgaprasadsamantaray7084
@durgaprasadsamantaray7084 2 месяца назад
ନବୀନ ପଟ୍ଟନାୟକ ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ରସାତଳ କୁ ନେଇଯାଇଛନ୍ତି
@prafulasingh2267
@prafulasingh2267 2 месяца назад
୭୮ ତମ ସ୍ବାଧୀନତା ଦିବସ ଉପଲକ୍ଷେ ସର୍ବ ପ୍ରଥମେ ଆପଣଙ୍କୁ ହାର୍ଦ୍ଧିକ ଅଭିନନ୍ଦନ । ଏଫ ଆଇ ଆର ପରେ , ପାଣ୍ଡିଆନ ଓ ନବୀନ ଙ୍କ ଓଡ଼ିଶାକୁ ଲୁଟ୍ ଓ ପାପ ପାଇଁ କେବେ ବନ୍ଧା ହେବେ ?
@PurnachandraBehera-if5tu
@PurnachandraBehera-if5tu 2 месяца назад
ନିଶ୍ଚିତ। ମମତା ସରକାର ଯିବ।
@biranchisrichandan8411
@biranchisrichandan8411 2 месяца назад
ଆଜ୍ଞା ମୋହନ ସରକାର ପାଇଁ ବଡସୁଯୋଗ ଏଣୁ ତୁରନ୍ତ ପଦକ୍ଷେପ ନେବା ଦରକାର।ସୁଧୀର ଚରଣ ମହାନ୍ତିଙ୍କୁ ଅନେକ ଅନେକ ଧନ୍ୟବାଦ୍।
@narayanandash336
@narayanandash336 Месяц назад
😢😮😅
@UpendraBehera-o1z
@UpendraBehera-o1z 2 месяца назад
ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ କିଛି କରି ନାହାନ୍ତି । କେବଳ କିଛି ଧଳା ହାତୀ ପୋଷିଛନ୍ତି ଯାହାଙ୍କ ଘରୁ ପୁଳା ପୁଳା‌ ସୁନା ବାହାରୁଛି । ଏବଂ ବିଜେଡ଼ି ଦଳ ପାଇଁ କିଛି ଗୁଣ୍ଡା ସୃଷ୍ଟି କରିଛନ୍ତି।
@anantaprasad1195
@anantaprasad1195 2 месяца назад
Nivaya kana congress karethila ekatha kana mamata karechi ki
@rajyabardhandhalmahapatra1631
@rajyabardhandhalmahapatra1631 2 месяца назад
ଏ ଘଟଣା ସେ ଦିଗରେ ତ ଯାଉଛି, ଦେଖାଯାଉ ସ୍ୱାଭିମାନୀ ବଙ୍ଗାଳୀ ମାନେ ଦିଲ୍ଲୀ ଲୋକଙ୍କ ପଥ ଅନୁସରୁଛନ୍ତି ନା ନାହିଁ l ରାଜ୍ୟରେ ଏବେ ରାଷ୍ଟ୍ରପତି ଶାସନ ଜାରିହେବା କଥା, ବୋଧହୁଏ କେନ୍ଦ୍ର ସରକାର ସେ କଳଙ୍କ ନିଜକୁ ଦୂରେଇ ରଖି ଘଡ଼ା ପୂରିବାକୁ ଅପେକ୍ଷା କରୁଛନ୍ତି l
@rajanikantachoudhury2343
@rajanikantachoudhury2343 2 месяца назад
ସାର ନମସ୍କାର. ଗୋଟିଏ ଭଲ ପ୍ରଶ୍ନ ରଖିଲେ. ମୋମନରେ ଆସୁଛି ନାରୀ ନିର୍ଯ୍ୟାତନା ପାଇଁ ରାମାୟଣ ମହାଭାରତ. ଶିଳାଦକ୍ଷିତ ସରକାର. ଜାନକୀ ସରକାର. ନବୀନ ସରକାର. ଠିକ ସେହିପରି ମାମାତାଙ୍କ ପାଳି ଆସୁଛି.
@UpendraBehera-o1z
@UpendraBehera-o1z 2 месяца назад
ମମତା ବାନାର୍ଜୀ ହଟିଆ ଭଳି ମନେ ହେଉନି । ଯଦି କେଦ୍ର ସରକାର ନିର୍ବାଚନ ପୂର୍ବରୁ ପଶ୍ଚିମ ବଙ୍ଗରେ ରାଷ୍ଟ୍ରପତି ଶାସନ କରିବେ , ତାହେଲେ କିଛି ହୋଇପାରେ ।
@rabindrapatra8223
@rabindrapatra8223 2 месяца назад
Thanks sir for presentation of ଗୁରୁ ଶିଷ୍ୟ ଉପାଖ୍ୟାନ। ଆସନ୍ତା September 5 ରେ ହେବାକୁ ଥିବା ଗୁରୁ ଦିବସରେ ସେମାନଙ୍କୁ ରାଜଧାନୀ ଭୁବନେଶ୍ବର ରେ Branded ଚପଲ ର ଏକ ସ୍ବତନ୍ତ୍ର ମାଳ କରି ପଟା ଟଲି ରେ ବୁଲା ଯିବା ଦରକାର । ସେତେବେଳେ ମମତା ବେବିନା ପରି ମାନଙ୍କ ଆତ୍ମା ଶାନ୍ତି ପାଇବେ। ମୋହନ ସରକାର ନିଶ୍ଚୟ ସଚେତନ ହେଉଛନ୍ତି । ନଚେତ୍ ଭୋଟର ଆମ ନିଷ୍ପତ୍ତି ଭୁଲ୍ ହୋଇଗଲା ବୋଲି ଭାବିବେ। ଆପଣଙ୍କ ନିର୍ଭୟ ଗୁମର କଥା ପରିବାର କୁ ୭୮ତମ ସ୍ଵାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା। ଧନ୍ୟବାଦ।
@sanghamitramohanty7736
@sanghamitramohanty7736 2 месяца назад
Very nice
@user-qx7xy7sl1q
@user-qx7xy7sl1q 2 месяца назад
❤❤❤good ❤❤❤
@laxminarayanpanda1427
@laxminarayanpanda1427 2 месяца назад
"ନବୀନ ସବୁ ନାଟର ଗୋବର୍ଦ୍ଧନ " 👌✅👍
@sarojkumarmohapatra803
@sarojkumarmohapatra803 2 месяца назад
ନବୀନ ବାବୁ, ପାଣ୍ଡିଆନ ଓ ବବି ଏମାନଙ୍କୁ ବାନ୍ଧି ନପାରିଲେ ମୋହନ ବାବୁ ୫ ବର୍ଷ ପରେ ଯିବେ, ନିଶ୍ଚିତ,। ଏମାନଙ୍କୁ ବାନ୍ଧିଲେ ନବୀନ ପରି ୨୫ ବର୍ଷ ଶାସନ କରିବେ. ମୁଁ ଜଣେ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ, ଜଗତସିଂହପୁର ଜିଲ୍ଲାର।
@biswanathsitha5142
@biswanathsitha5142 2 месяца назад
ଆପଣଙ୍କ ମତାମତ ୧୦୦/୧୦୦ ଠିକ୍ କଥା ,
@biswanathsitha5142
@biswanathsitha5142 2 месяца назад
ଆପଣଙ୍କର ମତାମତ ଯଥାର୍ଥ,ନବିନ ସତରେ ଜଣେ ସ୍ୱାର୍ଥପର,ଆଉ ଅମଣିଷ ରୂପ ଆଉ ଚରିତ୍ର ର ମୂର୍ତ୍ତୀ ,
@satyanarayanrath1344
@satyanarayanrath1344 2 месяца назад
ଓଡ଼ିଶାରେ ଭାଇ ଯେହେତୁ ମୂଳପୋଛ ହୋଇଗଲେ ତେଣୁ ପଶ୍ଚିମ ବଙ୍ଗରେ ମଧ୍ୟ ଭଉଣୀ ମୂଳପୋଛ ହେବେ । ଏହା ଭବିଷ୍ୟବାଣୀ ହେଉଛି ।
@ParthaSarathiMohanty-rz7oj
@ParthaSarathiMohanty-rz7oj 2 месяца назад
Correct analysis
@mamatasoren8469
@mamatasoren8469 2 месяца назад
Very good sir
@brajakishorepadhi4022
@brajakishorepadhi4022 2 месяца назад
ଜଣେ ନବୀନ ନିର୍ଭୀକ ସତ୍ଯବାଦୀ ବନ୍ଦନିୟ , ଓଡ଼ିଶା ମାଟିର ରକ୍ଷକ। ଆଉ ଜଣେ ନବୀନ ମୁଖମନ୍ତ୍ରୀ ପଦ ପାଇ ସୁଧା ପ୍ରପଂଚ, ଛଳନା, କ୍ଷମତା ଲୋଭୀ ମାଟି ମା ର ଭକ୍ଷକ। ଜନତା ଜନାର୍ଦ୍ଦନ ବିଚାର କରିବା ହେବେ। ଆମ ପାଇଁ ମାଟି ମା ବଡ କେଉଁ ଦଳ ନୁହେଁ।
@Hay-i6c
@Hay-i6c 2 месяца назад
Apanank katha bahut manchhna
@chandipadapanda4707
@chandipadapanda4707 2 месяца назад
ସବୁ ଅନୀତି,ଅନ୍ଯାୟ ,ଅପକର୍ମ ଯାହା କିଛି ପାଣ୍ଢିଆନ ମହାଶୟ ତଥା ଦଳର ନେତାମାନେ କରିଛନ୍ତି ତାହା ନବୀନ ବାବୁଙ୍କ ଆଖିରେ ତଥା ହିସାବରେ ବୈଧ ବୋଲି କୁହାଯାଇଛି ଯାହାକି ସ୍ବଚ୍ଛତାର ଲଜ୍ଜାଜନକ ସ୍ୱୀକାରୋକ୍ତି ।ଧନ୍ଯବାଦ ଏ ଭଳି ମୁଖିଆକୁ।
@samarendranathmahapatra3347
@samarendranathmahapatra3347 2 месяца назад
ମୋହନ ସରକାର ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଚାଲୁଛନ୍ତି। ତେଣୁ ସେ କିଛି କରିପାରିବେନି। ଧର୍ମେନ୍ଦ୍ରଙ୍କର ନବୀନ ଗ୍ରୁପ୍ ସହ ଭିତିରିଆ ସଂପର୍କ ଅଛି।
@anjanabhuyan408
@anjanabhuyan408 2 месяца назад
Absolutely Right
@niharrout1005
@niharrout1005 2 месяца назад
Right Odisha
@jyoshnakara440
@jyoshnakara440 2 месяца назад
ଯଦି ମମତା ଦିଦି ଉଚିତ ନ୍ୟାୟ କରିବେ ନାହିଁ ବିଚାର କରିବେ ଜନତା
@ganeshpanda5514
@ganeshpanda5514 2 месяца назад
🎉🎉🎉 Posibility May be arrived.
@rajeshkumarpanda6202
@rajeshkumarpanda6202 2 месяца назад
ପ୍ରଥମେ ପାଣ୍ଡିଆନ ଙ୍କ ସୁରକ୍ଷା ବ୍ୟବସ୍ଥା କୁ ଉଚ୍ଛେଦ କରନ୍ତୁ ତାପରେ ତଦନ୍ତ କଥା ଚିନ୍ତା କରିବେ!
@OM_SHAKTI.Subhamkar67666
@OM_SHAKTI.Subhamkar67666 2 месяца назад
ସାର 🙏ଆଗାମୀ ଦିନରେ ପଶ୍ଟିମବଙ୍ଗ ରେ ନିଶ୍ଚୟ ପରିବର୍ତନ ର ଆଭାସ ଦେଖିବାକୁ ମିଳୁଛି
@narendrabarik9855
@narendrabarik9855 2 месяца назад
ଜଗନ୍ନାଥ ଙ୍କ ବିଚାର ଚାଲିଛି
@biswanathsitha5142
@biswanathsitha5142 2 месяца назад
ନବିନ ହେ ଜନ ଯାଗରଣ କାମଟା ଆଜି କୋଉ ଜିଲ୍ଲା ରେ ପାଳି ???ଏହାପରେ କୋର୍ଟ ରେ ପାଳି ପଡିବ ,ତମ ରାଜକୀୟ ଶାସନ ,ରାଜକୀୟ ଜୀବନ ଯାପନ,ସବୁ ସ୍ବାଦର ରସ ବାହାରିବ,ସବୁ ଦୁର୍ନିତିର ଶାସନ ତମର ପେଡି ଖୋଲାହେବ ,ମାଗଣା ଖିଆ ଜନତା ଦେଖିବେ,
@bmn2568
@bmn2568 2 месяца назад
ମୋହନ ସରକାର ଏହି ବିଷୟକୁ ଗୁରୁତ୍ୱର ସହ ବିଚାରକୁ ନେଇ କୋଠରକାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଆପଣ ଭୁଲିଯିବା ଉଚିତ ନୁହେଁ ଯେ ଏହି ଦୁର୍ନୀତି ପେଡି ଖୋଲି ଏ ଦୁର୍ନୀତିଖୋର ବ୍ୟକ୍ତିଦ୍ୱୟଙ୍କୁ କୋଠାରକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
@rkrk6129
@rkrk6129 2 месяца назад
Very nice 😊😊
@srikantsahoo3504
@srikantsahoo3504 2 месяца назад
ଏଇ ଥରକ ଯଦି BJD ସରକାର କରିଥାନ୍ତା ତେବେ ଓଡ଼ିଶାରେ ଆଉ 5 ବର୍ଷ ପରେ ପଥର ଖଣ୍ଡେ ମଧ୍ୟ ନ ଥାନ୍ତା।ଏତେ ଦୁର୍ନୀତି!!!ହେ ଜଗନ୍ନାଥ!!!ଶ୍ରୀମନ୍ଦିର ର ପଥର ସବୁ ମଧ୍ୟ ଏମାନେ ବିକି ଦେଇଥାନ୍ତେ!!!🤦🤦🤦🤦
@narendrakumarsahu4810
@narendrakumarsahu4810 2 месяца назад
Yes
@jayarammohapatra2536
@jayarammohapatra2536 2 месяца назад
Action ହେବା ନିହାତି ଆବଶ୍ୟକ
@arjunpradhan5615
@arjunpradhan5615 2 месяца назад
ମୁଖ୍ୟ ମନ୍ତ୍ରୀ Mohan ch majhi ଜଣେ ସଛା ଆଦିବାସୀ ସଂପ୍ରଦାୟ ମଣିଷ। ନିଶ୍ଚିନ୍ତରେ ଏହି FIR ଉପରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମୋର ଆଶା ଓ ବିଶ୍ବାସ ରହିଛି।
@basantapattnaik7812
@basantapattnaik7812 2 месяца назад
ସାର ପ୍ରଣାମ 🙏🌹
@sushildas596
@sushildas596 2 месяца назад
ଯେ ପର୍ଯ୍ୟନ୍ତ ସରକାରୀ ଇଚ୍ଛାଶକ୍ତି ସରକାରଙ୍କ ର‌ କଡ଼ା ନିର୍ଦ୍ଦେଶ ବିନା ପୋଲିସ ସଠିକ୍ ଭାବେ ତଦନ୍ତ କରିବନି କି ନବୀନ ଆଣ୍ଡ କୋ ଅସୁବିଧା ରେ ପଡିବେନି।
@shishirranjanlenka.399
@shishirranjanlenka.399 2 месяца назад
You are absolutely right sir. Nyaa ra heu jai
@ChoudhuridalaBehera
@ChoudhuridalaBehera 2 месяца назад
ଜୟ ଶ୍ରୀ ଜଗନ୍ନାଥ
@panchanantripathy5780
@panchanantripathy5780 2 месяца назад
Sudhir babunku anek anek dhanyabad
@Jagannath-oc9ht
@Jagannath-oc9ht 2 месяца назад
JAI JAI SHREE JAGANNATH.
@jayhind6187
@jayhind6187 2 месяца назад
ବଂଗାଳି ଓ ଓଡିଆ ଜନତା ବହୁ ଡେରିରେ ବୁଝନ୍ତି । ପଶ୍ଚିମବଂଗ ଜନତା ଠିକ୍ ବୁଝିଲେଣୀ ନା ନାହିଁ ତାହା ଆଗାମୀ ବିଧାନସଭା ନିର୍ବାଚନରେ ଜଣା ପଡ଼ିବ ।
@projectronics
@projectronics 2 месяца назад
ନବୀନ ପଟ୍ଟନାୟକ ❌️ ନବିନା ପଟ୍ଟନାୟକ ✅️
@gajendranathjena356
@gajendranathjena356 2 месяца назад
ଜୟଜଗନ୍ନାଥ ମମତାଙ୍କ ପାପକୂମ୍ଭ ପୂର୍ଣ୍ଣ ହୋଇଛି ଏବେ ଦେବକୀ ଙ୍କଂଶ ମୃତ୍ୟୁ ସମୟର କାହାଣି ସାମନାକୁ ଆସୁଛି? ନବୀନ ପାଣ୍ଡିଆନ ହେଲିକେପ୍ଟର ଖର୍ଚ୍ଚ ପାଇଁ ନବୀନଙ୍କ ଛଳନା ହାତଗୋଡ଼ ଥରିବା ଫିଜୋଥିରାପି ନେବା ଶ୍ରଦ୍ଧା ନନ ଆସିବା ଜାବତୀୟ ଘଟଣା ସମ୍ପର୍କରେ ଆଲୋଚନା ହେଲା କଲେ
@jatindrabarik9271
@jatindrabarik9271 2 месяца назад
କୋଭିଡ ସମୟରେ କୋଭିଡ ସାମଗ୍ରୀ କିଣାର ତଦନ୍ତ,ବ୍ଲାକରୋଜ ଜାହାଜର ତଦନ୍ତ,ଜଗନ୍ନାଥ ମନ୍ଦିର କରିଡର ନିର୍ମାଣର ତଦନ୍ତ,ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଦୁର୍ନୀତିର ଇତ୍ୟାଦିର ତଦନ୍ତ କେବେ ହେବ?
@ashokrath548
@ashokrath548 2 месяца назад
Thank you for your bold discussion. Ashok Rath
@santoshnarayanbhagat2437
@santoshnarayanbhagat2437 2 месяца назад
Best analices sir ji
@littledreams2380
@littledreams2380 2 месяца назад
Sudhir babu you are worthy son of Utkal. You have created a history in Odissa. We support you. Jay Jagannath.
@manjushaswain1037
@manjushaswain1037 2 месяца назад
ପ ଶ୍ଚିମ ବଙ୍ଗ ର ଏକ‌ ଛତ୍ର ବାଦୀ ସରକାର ତତ୍କ୍ଷଣାତ୍‌‌ ବିଦା ହେବା ‌ଉଚିତ୍ । ସମୟକୁ ଅପେକ୍ଷା ‌। ସୁଧିର୍ ବାବୁଙ୍କୁ ବହୁତ ‌ବହୁତ ଧନ୍ୟବାଦ ‌‌। ଆମେ ସମସ୍ତେ ତାଙ୍କ ସହିତ ‌ଅଛୁ । ଆବଶ୍ୟକ ହେଲେ ଯୋଗ ଦେବୁ
@gobindachandraswain3060
@gobindachandraswain3060 2 месяца назад
ସୂଧିର ଚରଣ ମହାନ୍ମି ମହାଶୟ ବହୁତ ବହୁତ ଅନ୍ତର ରୁ ଧନ୍ୟବାଦ।
@BhagabanSeth-op8ik
@BhagabanSeth-op8ik 2 месяца назад
Sudhir. Mahanti. Sar. Apananku. Odisha. Bhai. Bhauni pakharu suvechha
@artiabandhumohanty5334
@artiabandhumohanty5334 2 месяца назад
Thanks
@santoshpradhan2509
@santoshpradhan2509 2 месяца назад
ସାର୍ ଏତଲା ସିନା ନବୀନ ଆଉ ପାଣ୍ଡିଆନ ନାମରେ ହେଇଛି କିନ୍ତୁ ତାହା କ୍ୟାପିଟାଲ ଥାନାରେ ପଞ୍ଜିକରଣ ହୋଇଛି ନା ନାହିଁ । କାରଣ ଗତକାଲି ସନ୍ଧ୍ୟା ସୁଦ୍ଧା ପଞ୍ଜିକୃତ ହୋଇନଥିଲା ।ଏହାର ଟିକିଏ ଖୁଲାସା କଲେ ଆମ୍ଭେମାନେ ଜାଣିପାରନ୍ତୁ ।
@SitaramPattanayak
@SitaramPattanayak 2 месяца назад
Atidarpehatalanķamamatabanarjihuantubapandunabinhuantubharatiyasabmidhanaresamastesamanañuamanankururantajellpathantukaranbjdmĺamanechakarthiĺeodiarèpadhantu 12:15
@saratkumarram6543
@saratkumarram6543 2 месяца назад
Thanks a lot
@beautyofnaturebk2210
@beautyofnaturebk2210 2 месяца назад
Sure investigate kariba darkar
@DubaiCharanMarndi
@DubaiCharanMarndi 2 месяца назад
ପଶ୍ଚିମ ବଙ୍ଗରୁ ମମତା ବାନାର୍ଜୀ ଙ୍କ ସତ୍ତା ବୁଡିଯିବା ନିହାତି ଜରୁରୀ ।
@basantajena5418
@basantajena5418 2 месяца назад
ପାଣ୍ଡିଆନ ନାଁ ରେ ଯଦି ହେଲିକାପ୍ଟର ପାଇଁ FIR ହେଲା, ଔଷଧ କିଣା ଦୁର୍ନୀତି ପାଇଁ ରୁପା ରୋଶନ ସାହୁ ଓ ବାଗଛି ନାଁ ରେ ବି FIR ହେବା ଉଚିତ |
@pareshkumarchoudhury2634
@pareshkumarchoudhury2634 2 месяца назад
ବିଜୁ ଜନତା ଦଳର ନେତା ମାନେ ନିଜ ସମ୍ମାନ ଓ ଅଧିକାରକୁ ଦଳି ଦେଇ ପଣ୍ଡିଆନର ବଚସ୍କର ହୋଇଥିଲେ। ଏବେ କବାଟ କିଲି କାନ୍ଦିଲେ କଣ ହେବ।
@Bibhutibhusanrout-bc4zy
@Bibhutibhusanrout-bc4zy 2 месяца назад
ବିଜେଡି ରେଆଉଯେତକଅଛନ୍ତିସବୁପାଗଳହୋଇଗଲେଣୀ🎉 ସବୁ ବିଜେପି କୁଡେଇଵେଖାଲିପଇଷାପାଇ🎉 ଜୟହୋଜୟ 🎉❤🎉❤🎉❤🎉
@kshitishpanda5288
@kshitishpanda5288 2 месяца назад
ପାଣ୍ଡିଆନ ସମୟ ଓଡ଼ିଶା ରାଜନୀତି ତଥା ଓଡ଼ିଶା ପାଇଁ ଏକ କଳଙ୍କିତ ସମୟ।
@manojpanda2956
@manojpanda2956 2 месяца назад
ଆଜ୍ଞା ଧନ୍ୟବାଦ, ନବୀନ ଓ ପାଣ୍ଡିଆ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମୋହନ ସରକାର ନେଉନାହାନ୍ତି କାହିଁକି, ମୋହନ ବାବୁ ଆଉ କେତେ ଦିନ ନିରବ ରହିବେ
@manojkumarsahu2339
@manojkumarsahu2339 2 месяца назад
ସାର୍ ନମସ୍କାର । ଲକ୍ଷ୍ମୀ ବସ୍,5ଟି ସ୍କୁଲ, ଓ 5ଟି ଦ୍ରୁନିତି ଏ ସବୁର ବି ଖୋଲତାଡର ଆବଶ୍ୟକ ଅଛି।
@PabitraMohanPradhan-n3q
@PabitraMohanPradhan-n3q 2 месяца назад
Superb
@sunakarpradhan2466
@sunakarpradhan2466 2 месяца назад
ମୁଁ ଆପଣଙ୍କର ନିୟମିତ ସ୍ରୋତ ଧନ୍ୟବାଦ
@FAKIRJENA-du2zs
@FAKIRJENA-du2zs 2 месяца назад
ମୋହନ ସରକାର ୟାଙ୍କୁ କଦାପି ଛାଡ଼ିବ ନାହିଁ। କାରଣ ହାଇ କମାଣ୍ଡ ଙ୍କ ନିର୍ଦ୍ଦେଶ ସ୍ପଷ୍ଟ ।
@birakishorpanda1515
@birakishorpanda1515 2 месяца назад
ନବୀନ ସରକାର ନିଶ୍ଟିତ ଥିଲେ ଅମେସର୍ବେସବା, ଆମକୁ କେହି ହରାଇପାରିବେନାହିଁ, ଏହାଭାବି ପାଣ୍ଡିଆଙ୍କୁ ପଠାଉଥଲେ
@satyanarayanrath1344
@satyanarayanrath1344 2 месяца назад
ଗ୍ରହ ଚଳନ ରେ ପାଣ୍ଡୁ ଙ୍କର ପଞ୍ଚମରେ ବୃହସ୍ପତି ପଡ଼ିଥିଲା ତେଣୁ ସେ ରାଜଭୋଗ କରୁଥିଲେ । କିନ୍ତୁ ସେ ଜାଣିନାହାନ୍ତି ହଠାତ୍ ବୃହସ୍ପତି ଚଳନ ହୋଇ ଶନି ଆସିଗଲେ । ତେଣୁ ପାଣ୍ଡୁ ବାବୁ ବର୍ବାଦ ହେବେ । ତାଙ୍କ ଗୁରୁଙ୍କର ପଞ୍ଚମ ରେ ବୃହସ୍ପତି ବହୁତ୍ ଦିନ ଯାଏଁ ଥିଲେ ଏବେ କିନ୍ତୁ ଉଭୟ ଙ୍କର୍ ଶନି ଚଳନ ହୋଇଛି ।
@UpendraBehera-o1z
@UpendraBehera-o1z 2 месяца назад
ଅପରାଜିତା ମାଡାମ ପ୍ରଥମେ, ତଥ୍ୟ ଭିତ୍ତିକ ତଥ୍ୟ ପାଣ୍ଡିଆ ନ ଙ୍କ ବିରୁଦ୍ଧରେ ଖୋଲାଖୋଲି ସାମ୍ବାଦିକ ଙ୍କୁ ଡାକି କହିଥିଲେ । ଅନ୍ୟ ମାନେ କହିବାକୁ ଡରୁଥିଲେ ,ସେ ବିଜେପି ହେଉ , ବିଜେଡ଼ି ହେଉ , କିମ୍ବା କଂଗ୍ରେସ ହେଉ ।
@laxmidharapanda6086
@laxmidharapanda6086 2 месяца назад
ଯେତେବେଳେ ସାଧାରଣ ଜନତା ନବୀନ ଓ ପାଣ୍ଡିଆକୁ ଆଉ ଭୟ କରୁନାହାନ୍ତି କି ସମ୍ମାନ ଦେବାକୁ ଇଛୁକ ନୁହଁନ୍ତି ସେତେବେଳେ ମୋହନ ସରକାର ତାଙ୍କୁ ଭୟ କରୁଛନ୍ତି ଓ ଅତିମାତ୍ରାରେ ସମ୍ମାନ ଦେଖାଉଛନ୍ତି ? ମୋହନ ସରକାରଙ୍କର କେଉଁ ଦୁର୍ବଳତା କାରଣରୁ ଏହା ହେଉଛି ? କଣ ବିଜେଡି ଦଶା ଭୋଗିବାକୁ ବିଜେପି ଇଛୁକ କି ?
@santoshdakua6698
@santoshdakua6698 2 месяца назад
ମମତା ସରକାର ଯିବା ଥୟ 👍
@rkbehera1241
@rkbehera1241 2 месяца назад
Good news sir
@gopalsamall8365
@gopalsamall8365 2 месяца назад
ରାଜନୀତି କୁ ବାଦ ଦେଇ କୌଣସି ସାମାଜିକ ସମଷ୍ୟା ଉପରେ ବି ଆଲୋଚନା ହେଉ l
@manjupravamishra8000
@manjupravamishra8000 2 месяца назад
ଜୟ ଶ୍ରୀ ଜଗନ୍ନାଥ 🙏🌹। ଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣ ଧର୍ଷଣ ଠାରୁ କଲିକତାରେ ଯାହା ଘଟିଛି ତାହା ବହୁ ପରିମାଣରେ ବିଭତ୍ସ ଗଣ ଧର୍ଷଣ ହତ୍ୟାକାଣ୍ଡ ଅତି ଭୟଙ୍କର ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଯାହାଙ୍କୁ ଗିରଫ କରା ଯାଇଛି ସେ ନିର୍ଦ୍ଦୋଷ।ଏ ପର୍ଯ୍ୟନ୍ତ କାହାକୁ ଧରା ଯାଇ ପାରିନାହିଁ। ଏଥିରେ ମେଡିକାଲ କଲେଜର କତ୍ତୃପକ୍ଷ ନୀରବ ରହିଛନ୍ତି।ଏହାର ବିହିତ କାର୍ଯ୍ୟାନୁଷ୍ଠାନ ନିତାନ୍ତ ଆବଶ୍ୟକ। ଜୟ ଶ୍ରୀ ଜଗନ୍ନାଥ 🌹🙏।
@prabhasray675
@prabhasray675 2 месяца назад
Jay Shriram Jay Jagannath
@bijoyketanacharya8921
@bijoyketanacharya8921 2 месяца назад
Let there be an Vigilance FIR in all the zone of Vigilance on all financial irregularities.
@shyammajhi1082
@shyammajhi1082 2 месяца назад
Right 👍
@LokanathBehera-ip3ll
@LokanathBehera-ip3ll 2 месяца назад
ଏ ଜନତା। ଯେଉଁ ଦିନ। ସ୍ୱ ଚକ୍ଷୁରେ ଦେଖିବେ ଏ। ରାଜ୍ୟ କୁ। ନଷ୍ଟ। କରିଥିବା ଅପରାଧୀ। କାଠ ଗଡାରେ ଦଣ୍ଡ ମିଳିଲା। ସେଇଦିନ। ଏ ସରକାରଙ୍କୁ। ନତ ଜାନୁ ହେବେ
@rabindrapanda5936
@rabindrapanda5936 2 месяца назад
Right
@ritanjalibiswal1863
@ritanjalibiswal1863 2 месяца назад
Yes 👍
@hrusikeshmahapatra6735
@hrusikeshmahapatra6735 2 месяца назад
ମମତା ଓ ନବୀନ ପଟ୍ଟନାୟକ ଦୁହେଁ ଗୋଟିଏ ଗଛ ର ଫଳ
@AntaryamiMishra-mx5kh
@AntaryamiMishra-mx5kh 2 месяца назад
I am agree with you
@sanjeeblenka1996
@sanjeeblenka1996 2 месяца назад
ଏତାଲା ଅର୍ଥ ସଚିବ ଓ ମନ୍ତ୍ରୀଙ୍କ ନାମରେ ହେବା ଉଚିତ୍ ତଦନ୍ତ ହେଲେ ସତ୍ୟକଥା ମିଳିବ ନାହିଁ।
@santoshpradhan2509
@santoshpradhan2509 2 месяца назад
ମମତା ବାନାର୍ଜୀ @ ବେଗମ୍ କୁ ନିହାତି ଗାଦିରୁ ହଟାଇବା ଦରକାର ।
@sukumarrana9091
@sukumarrana9091 2 месяца назад
Impertial investigation must be done and accused should not be spared. They must be punished.
@prahalladtripathy4287
@prahalladtripathy4287 2 месяца назад
BAHUT BHALA
@subhacreation1078
@subhacreation1078 2 месяца назад
Jay jaganath
@kumudakhandagiri8823
@kumudakhandagiri8823 2 месяца назад
ଯେଉଁ ମାନେ ନବୀନ ପଟନାୟକ ଙ୍କୁ ନିର୍ମଳ ନିରୀହ ଭାବନ୍ତି ସେମାନେ ଏହା କୁ ମନଦେଇ ଶୁଣ ଓ ଉତ୍ତର ଦିଅନ୍ତୁ
@bishnucharnrana3282
@bishnucharnrana3282 2 месяца назад
ଦୁର୍ନୀତିରେ ପହଁରିଥିବା ନବୀନ ପଟ୍ଟନାୟକ ଏବେ ନବୀନ ନିବାସରେ ପତାକା ଉତ୍ତୋଳନ କରି ଲଣ୍ଠନ ଦେଖାଉଛନ୍ତି ।
@gangadhardash3430
@gangadhardash3430 2 месяца назад
ଦୟାକରି କିଛି ପୂର୍ବତନଙ୍କୁ ପଚାରନ୍ତୁନାହିଁ ଅଗଷ୍ଟ 15 ପରେ ଇଂରେଜ ସରକାରଙ୍କୁ ଦେଶବାସୀ କିଛି ପଚାରିଛନ୍ତି ?
@sekharprasad
@sekharprasad 2 месяца назад
Hahahahaha what a comment.... So much like...
@ramachandraojha5172
@ramachandraojha5172 2 месяца назад
🙏🌹🙏ଜୟ ଜଗନ୍ନାଥ 🙏🌹🙏ଆଂଜ୍ଞା ନମସ୍କାର. ଆମ ଦେଶ ଭାରତ ଓ ଓଡିଶା ରେ ମୋ ମତରେ ଯେତେ ବିରୋଧୀ ଦଳ ଅଛନ୍ତି ସେମାନେ ଦେଶ ସପକ୍ଷରେ କମ ଦେଶ ବିରୋଧ ରେ ନିଜ ସ୍ୱାର୍ଥ ପାଇଁ ଜନତା ଙ୍କୁ ଭ୍ରମିତ କରିଚାଲିଛନ୍ତି ଆମେ ନିର୍ବୋଧ ଜନତା ତାହା ବୁଝି ବାକୁ କେବେବି ଚେଷ୍ଟା କରୁନାହୁଁ. ବରଂ ଭ୍ରମଜାଲରେ ପଡି ଆମେ ଭ୍ରଷ୍ଟାଚାର ଦେଶଦ୍ରୋହ ଜାତିଭେଦ ପାଶବିକ ଅତ୍ୟାଚାର ମିଥ୍ୟା ଗଣ୍ଡଗୋଳ ପରି ଅନେକ ଘଟଣା ରେ ଆମେ ସେମାନଙ୍କୁ ସମର୍ଥନ କରୁଛନ୍ତି ଅତୀତର ଇତିହାସ କୁ ଆମେ ଜାଣି ଜାଣି ପୁନରାବୃତ୍ତି କରିଚାଲିଛନ୍ତି ଏଥିପାଇଁ ଦାୟୀ କେବଳ ଆମେ ଭୋଟର 🙏
@bidyadharrana9737
@bidyadharrana9737 2 месяца назад
Very good analysis.God to decide what will be the future Guru n Sisya.😢😢
@shibatsachoudhury5548
@shibatsachoudhury5548 2 месяца назад
ଆପଣ ପ୍ରକୃତ ଓଡ଼ିଆ ହିରୋ ପ୍ରଣାମ।
@ballavpenthei9373
@ballavpenthei9373 2 месяца назад
ନିଶ୍ଚିତଭାବେ
@rajkumarmohanty9330
@rajkumarmohanty9330 2 месяца назад
ସାଡେ ଚାରି କୋଟି ଓଡ଼ିଆ ଅପେକ୍ଷା ରଖନ୍ତି କେବେ ଗୁରୁ ଚେଲା ନିଜ କୃତ କର୍ମର ଫଳ ପାଇବେ।।
Далее
Китайка и Красивые Глаза😂😆
00:20
Cyclone Has Made Naveen A Leader | Nirbhay Gumara Katha
25:11
Is Balasamanta Eyeing On Telkoi | No Comments
4:48
Просмотров 15 тыс.