Тёмный

Malika Future Prediction | Chhata Bata, Oldhi, Kendrapara | Satya Bhanja 

Satya Bhanja
Подписаться 726 тыс.
Просмотров 274 тыс.
50% 1

#Malika #ମାଳିକା #SatyaBhanja
For Malika Book
Visit: satyabhanja.in/
----------------------------------------------
Subscribe Now:
/ satyabhanja
Follow on us:
Facebook: / satyabhanjaofficial
Twitter: / satyabhanja
Telegram: t.me/satyabhanja
LinkedIn: / satyabhanja
Instagram: / satyabhanja
Website: satyabhanja.in

Опубликовано:

 

19 июн 2021

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 434   
@narayandalai9799
@narayandalai9799 3 года назад
ଜୟ ମାଁ ତାରା ତାରିଣୀ 🚩🚩🚩 ଜୟ ମାଁ ଡାଳ ଖାଇ 🚩🚩 ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩 ଜୟ ମାଁ ସୁଭଦ୍ରା 🚩🚩 ଜୟ ମାଁ ଗ୍ରାମଦେବୀ 🚩🚩🚩ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲
@RajendraKumar-fe1cx
@RajendraKumar-fe1cx 3 года назад
🙏ମଉସା ଙ୍କ ପାଇଁ ପଦେ🙏 (ବୁଝିଲନା),,, ବୁଝିଲନା ବୁଝିଲନା କହି ବୁଝାଇଲେ ମଉସା, ବୁଝିବା ଲୋକ ଯେ ବୁଝିବ,,, ଅବୁଝା ଲୋକକୁ ଯେତେ ବୁଝେଇଲେ ସେ ବା କାହୁଁ ବୁଝିବ। ମାଳିକା ତ ଅଟେ ଗହନ ର ପାଠ,,, ବୁଝିବା ତ ନୁହେଁ ସହଜ। ନିତ୍ୟ ତିନିକାଳ ହୃଦୟେ ଭଜ,,, ମିଳିବ ମୁକ୍ତିର ବାଟ। ☸️ଜୟ ଜଗନ୍ନାଥ ☸️ ଜୟ ଶ୍ରୀ ମାଧବ ☸️
@sukantasamal2470
@sukantasamal2470 3 года назад
ଜୟ ଜଗନ୍ନାଥ ସାର୍
@ranjanbehera.1165
@ranjanbehera.1165 3 года назад
ସତରେ ହିନ୍ଦୁ ଧର୍ମ କେତେ ମହାନ. ଅମ ଧର୍ମ ଗୁରୁ ମାନେ କେଵଳ ଭାରତ ଗୋଟିଏ ହିନ୍ଦୁ ମାନଙ୍କ ଦେଶ ମାତ୍ର ମୁସିଲିମ, ଇଷାଇ ଧର୍ମ ର ଦେଶ ବିଶ୍ୱ ରେ ଅନେକ.ଭାରତ ର ଅଧା ପାକିସ୍ତାନ, ଅଧା ବାଙ୍ଗଲାଦେଶୀ, ଏବେ ପଶ୍ଚିମ ବେଙ୍ଗାଳ ଯିବା ଉପରେ, ଭାରତ ର ହିଲେ ସ୍ୱାତୀୟ ଯୁଗ ହିନ୍ଦୁ ଦେଖିବ.
@Manasteacher
@Manasteacher 3 года назад
Ehi ta lila
@jagyenswarputa4348
@jagyenswarputa4348 3 года назад
ଭାଇ ତୁମେ ୟତି ନରସିଂହl ଙ୍କର ଭିଡିଓ ଦେଖ ଭବିଷ୍ୟତ କଥା ଜାଣପାରିଥିବ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏
@sanjayapradhan4150
@sanjayapradhan4150 3 года назад
ସତରେ ସୁଣିକି ବହୁତ ଭଲ ଲାଗିଲା ମଉସାଙ୍କୁ କୋଟି ନମସ୍କାର ମଉସା ଯାହା କହୁଛନ୍ତି ସବୁ ସତକଥା 🙏🙏🙏🙏🙏 ଜୟ ଜଗନ୍ନାଥ
@mangarajlenka6172
@mangarajlenka6172 3 года назад
Gay. Jagannath
@RajendraKumar-fe1cx
@RajendraKumar-fe1cx 3 года назад
@@mangarajlenka6172 sir, jay କୁ Gay ଲେଖିଛନ୍ତି, ଦୟା କରି ଠିକ ଭାବେ ଲେଖନ୍ତୁ।
@juniormanagerchhendipadace9344
@juniormanagerchhendipadace9344 2 года назад
@@mangarajlenka6172 999999999999999999999999990
@bhagirathipati7378
@bhagirathipati7378 3 года назад
ଆପଣ ଯାହାଂକ ସହ କଥା ହେଉଛନ୍ତି ତାଂକ କଥାକୁ ପ୍ରଥମେ ଶୁଣିବାକୁ ପ୍ରଯତ୍ନ କରନ୍ତୁ।
@maulanabakruddindeobandi6255
@maulanabakruddindeobandi6255 3 года назад
ଏ ଶଳା ସତ୍ୟ ବାଞ୍ଝ ଭାରି ଫୁଟାଣିଆ 🤣🤣🤣🤣
@news1035
@news1035 3 года назад
100%true
@JanmejayaDas9
@JanmejayaDas9 2 года назад
He is doing for views.
@santoshmadala8416
@santoshmadala8416 3 года назад
ସତ୍ୟ ଭାଇ ଆମର ଗୋଟିଏ ଅନୁରୋଧ ମଉସାଙ୍କୁ ଭେଟନନ୍ତୁ ତୃତୀୟ ବିଶ୍ଵ ଯୁଦ୍ଧ ସମୟରେ ଭାରତ ସପକ୍ଷରେ କୋଉ କୋଉ ଦେଶ ରହିବେ
@narayandalai9799
@narayandalai9799 3 года назад
ଜୟ ଜଗନ୍ନାଥ 🚩🚩🌺🌲🌳🌺🌲 ଜୟ ହନୁମାନ 🚩🚩🌲🌿☘️🌳🌱🌺 ଜୟ ପଞ୍ଚସଖା 🚩🚩🌳🌿☘️🌲🌱 ଜୟ ଦାଉ ମହାରାଜା 🚩🚩🌿🌿🌲🌱 ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱 ଜୟ ସୁଦର୍ଶନ 🚩🚩🌲🌲🌺🌺 ଜୟ ପତିତ ପାବନ ବାନା 🚩🚩
@sanjuktabhuyan6507
@sanjuktabhuyan6507 Год назад
ବହୁତ ସୁନ୍ଦର ଗୁପ୍ତ ରହସ୍ୟ ବିଷୟରେ ଅନେକ କଥା କହିଲେ। ମଉସା ଓ ସତ୍ୟ ବାବୁଙ୍କୁ ପ୍ରଣାମ । ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ତ୍ରାହି ଅଚ୍ୟୁତ ଙ୍କ ଚରଣ ତଳେ ଅନନ୍ତ କୋଟି ପ୍ରଣାମ 🙏🙏🙏🙏❤️❤️🌺🌺
@biswanathsir2875
@biswanathsir2875 Год назад
Satya Abu apanku bahutbahut dhanyabad, apanka parish ram paln
@manasparida3144
@manasparida3144 3 года назад
କଳ୍କୀ ଲୀଳା ଚାଲିଛି 2019 ସେପ୍ଟେମ୍ବର ମାସରୁ
@lulululu904
@lulululu904 3 года назад
Kemiti yekatha kahiparuchhanti je September ru start helani boli !
@munusatya984
@munusatya984 3 года назад
Right
@munusatya984
@munusatya984 3 года назад
Vegetarian tame
@jayantisamal3397
@jayantisamal3397 3 года назад
Sadhu baba ahuri 100 barsha bachantu 🙏🙏 haribol....
@ajaybehera8685
@ajaybehera8685 3 года назад
ପ୍ରଭୁ ଜଗନ୍ନାଥ କରନ୍ତୁ ମଉସା 100 ବର୍ଷ ବଞ୍ଚ ନ୍ତୁ
@mangarajlenka6172
@mangarajlenka6172 3 года назад
Pravu jaganath mayusha
@janmejaynayak5459
@janmejaynayak5459 3 года назад
ଭଲ ସାଆନ୍ତ ଜଣକୁ ପାଇଛ ସତ୍ୟ ବାବୁ।
@niranjannayak276
@niranjannayak276 3 года назад
Again you cantactthis mahapurush plese
@cat8909
@cat8909 3 года назад
Sarat mallick from odisha cuttack niali ,i am very happy to see ur program hope u continue ur work.
@mr.siplone
@mr.siplone 2 года назад
Jay jagannath Swami🙏❤️😍
@dharmendrasahoo2301
@dharmendrasahoo2301 3 года назад
ସତ୍ୟ ବାବୁ, ମାଳିକାରେ ବର୍ଣିତ 2022ମସିହା ରେ ଚୀନ ପ୍ରଥମେ ଓଡିଶା ଉପରେ ଆକ୍ରମଣ କରିବ, ସାତଦିନ ସାତରାତି ଅନ୍ଧାର ହୋଇବ, ଅର୍ଥାତ 2026 ମସିହା ମେ ମାସ 26 ତାରିଖ ରୁ ଜୁନ ମାସ 2 ତାରିଖ ପର୍ଯ୍ୟନ୍ତ, କରୁଣାକର ମଉସା ଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟ ସ୍ପର୍ଶୀ,🙏🙏🙏ଜୟ ଜଗନ୍ନାଥ 🙏🙏🙏
@chandandehuri2383
@chandandehuri2383 3 года назад
Thankes,satya,ଭାଇ
@ajaybehera8685
@ajaybehera8685 3 года назад
ମଉସା ଯାହା ବି କହୁ ଛନ୍ତି ସତ୍ୟ କଥା ଜୟ ଜଗନ୍ନାଥ
@bharat4625
@bharat4625 Год назад
This conversation literally touched my ❤...I tried to feel & understand ft.Baba's emotions and experiences and I would definitely say best discussion ever done by you...keep it up 🙌🏻🙏🏻
@dambarudharpradhan1137
@dambarudharpradhan1137 Год назад
Yyyyyyyyyyyyyyyyyyyyyyyyyyyyyyyyyyyyyyyyyyyyýyyyyyýyy
@narayandalai9799
@narayandalai9799 3 года назад
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲
@narayandalai9799
@narayandalai9799 3 года назад
ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺
@Jagannath989
@Jagannath989 3 года назад
ॐଗୁରୁ ଦେବନମଃଜୟ, ଶ୍ରୀ ଜଗନ୍ନାଥ ସ୍ୱାମୀ, ଶ୍ରୀ ଅଚ୍ୟୁତାନନ୍ଦ ନମଃ
@user-in7zo2hp8l
@user-in7zo2hp8l Год назад
🙏🙏ପ୍ରଣାମ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଗକୁ ଜାରି ରହୁ
@sulochanabarik7265
@sulochanabarik7265 Год назад
🌺💐🙏ଜୟ ଜଗନ୍ନାଥ 💐🙏🌺 ଜୟ ପଞ୍ଚ ସଖା 🙏🌺💐ସତ୍ୟଭାଇ ଧନ୍ୟବାଦ ,ଆପଣ ମ ଉଷା ଙ୍କ ସହ ପୁଣି ଥରେ ମାଳିକାର ଆଲୋଚନା କରିଥିବା ରୁ।
@ujagarnaik2005
@ujagarnaik2005 3 года назад
ସତ୍ୟବଭାଇ କାଲି ର ନିଉଜ ଦେଖିବ ପର୍ବ ତ ସିଖରେ କଇ ଫୁଟିଛି
@nilambarmishra5636
@nilambarmishra5636 3 года назад
Which news,date?
@maheswarmuduli6127
@maheswarmuduli6127 3 года назад
ସତ୍ୟ ଭାଇ ଠିକ ସମୟ ଦେଖି ବେପାର ଚଲେଇଚ, ବଢିଆ ବହୁତ ବଢିଆ କିନ୍ତୁ କାହାର ହେଲେ କଥା ମିଶୁନି ଠିକ ରେ ନାନା ମୁନି ନାନା ମତ.
@narayandalai9799
@narayandalai9799 3 года назад
ଜୟ 🍀🌴ମାଁ🚩🌴 ମହାମାୟୀ🚩🍀🍒🍍🥥🥥🍌🍌🌿🌿🌲🌲🍒🍍🌺🍀🚩🌴🍎🌻🌱🌳☘️🥥🍋🍇🌿🌻🌱🌳☘️🍎🚩🌴🍀🌺🍍🍒🌲
@jayantisamal3397
@jayantisamal3397 3 года назад
Bahut bhala lagila sadhu baba nka katha
@munusatya984
@munusatya984 3 года назад
Vegetarian tame
@prasadmajhi5559
@prasadmajhi5559 3 года назад
🌅 ଜୟ ଜଗନ୍ନାଥ💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ🗽
@premchandnayak7962
@premchandnayak7962 2 года назад
ସଦଗୁରୁ ଶ୍ରୀ ପୂର୍ଣ୍ଣାନନ୍ଦ ଗୋସ୍ୱାମୀ ହଂସପୁର, ଗଞ୍ଜାମ ଜିଲ୍ଲା ବିଷୟରେ ମାଳିକାରେ ବର୍ଣ୍ଣିତ ହୋଇଅଛି କି ନାହିଁ ଟିକେ ଅନୁସନ୍ଧାନ କରିବେ । ଅନୁରୋଧ ରହିଲା ସତ୍ୟ ଭାଇ । ପ୍ରତେକ୍ ଏପିସଡ ତମର ଦେଖେ ବହୁତ୍ ଖୁସି ଲାଗୁଛି । ଭାଷା ନାହି ମୋର କହିବା ପାଇଁ ବାରମ୍ବାର ଦେଖିଲେ ମଧ୍ୟ ଏ ଆଖି ମନ ବୁଝୁନାହି,ତମର ପ୍ରୟାସ କୁ ବହୁତ୍ ଧନ୍ୟବାଦ୍🙏🙏🙏
@PradyumnaKumarSahu91
@PradyumnaKumarSahu91 3 года назад
Mausa🙏..you r great..old is always gold...bujhila...
@bnmohanty8071
@bnmohanty8071 3 года назад
Marisa is really a very powerful intellect .So,I request mr.satyabau to do a branch of episodes regarding this Mausa.Namaste
@sivacharanajena5568
@sivacharanajena5568 3 года назад
ସାତ ଦିନ ସାତ ରାତି ହେବ । ଏହାର ଅର୍ଥ ଏହା ହୋଇ ପାରେ କି ଏକ ନକ୍ଷେତ୍ର ( ତାରା) ର ମୃତ୍ୟୁରେ ଜଳିବ । ଏହାର ଆଲୋକରେ ସାତ ରାତି ସାତଦିନ ହେବ । ଆକାଶରେ ଦୁଇଟି ସୂର୍ଯ୍ୟ (ଏବର ସୂର୍ଯ୍ୟ ମରୁଥିବା ତାରା ଏକ ସୂର୍ଯ୍ୟ) ରହିବା ଫଳରେ ସାତ ଦିନ କେବଳ ଆଲୋକ ରହିବ । ଅନ୍ଧାର ରହିବ ନାହିଁ ।
@SashankaSekharPatel00
@SashankaSekharPatel00 3 года назад
ଜୟ ଜଗନ୍ନାଥ 🙏
@satyajitpratap6535
@satyajitpratap6535 2 года назад
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ର ଜୟ 🙏 ଜୟ ଶ୍ରୀ ପଞ୍ଚସଖାଙ୍କ ର ଜୟ 🙏 ଜୟ ସନାତନ ଧର୍ମ ର ଜୟ 🙏
@pratibhamallick8257
@pratibhamallick8257 3 года назад
Mausa nka katha bahut bhala lagila...Thanks for sharing.
@Asishi3379
@Asishi3379 2 года назад
Mausanka katha bujhiala 😊🕊️🕊️🕊️
@bighneswarmohanty2760
@bighneswarmohanty2760 3 года назад
ଜୟ ଜଗନ୍ନାଥ 🙏🙏🙏
@narayandalai9799
@narayandalai9799 3 года назад
ଜୟ 🌿🚩ମାଳିକା 🚩🌿ବଚନ🌿🚩
@mayadharmahal5647
@mayadharmahal5647 3 года назад
Thanks for your chanel.
@basudevmohanty3504
@basudevmohanty3504 3 года назад
Dear Satyabu , thanks for ur endeavour.. please give d details of route chart of all pithas.
@sunitasarkar1262
@sunitasarkar1262 Год назад
Love you satya vanja Chanel❤❤❤❤❤❤❤❤❤ nice episode👌👌👌👌👌👌👌👌 thank you satya vai🙏🙏🙏🙏🙏🙏🙏🙏🙏 jay jagannath🙏🙏🙏🙏🙏🙏🙏🙏🙏 jay malika bachan🙏🙏🙏🙏🙏🙏
@ranjuktapattanaik177
@ranjuktapattanaik177 2 года назад
Badhiaa laguchi satya Bhai Suniba ku Bahut ichha hauchi aagaku
@manjushreepanda2069
@manjushreepanda2069 3 года назад
Jay jagannath Jay pancha sakha
@asishamohapatra955
@asishamohapatra955 3 года назад
Jay jaganath 🙏❣️
@narayandalai9799
@narayandalai9799 3 года назад
pranam 🌿☘️guru ☘️🌿dev🌿☘️
@GopalDas-nj7fi
@GopalDas-nj7fi 3 года назад
ସବୁ ଜିନିଷ କୁ ଶାବ୍ଦିକ ଅର୍ଥ ରୁ ବୁଝି ହେବନାହିଁ । ତାତ୍ତ୍ବିକ ଅର୍ଥ ବୁଝିବାକୁ ହେବ । ଛୋଟ ପିଲା ଭଳିଆ ପ୍ରଶ୍ନ ପଚାରୁଛନ୍ତି "7ଦିନ 7ରାତି କେବେ ଅନ୍ଧାର ହେବ? " 😂 ବୟସ୍କ ଲୋକ ସହିତ କଥା ହେଲାବେଳେ ଟିକେ ନମ୍ରତା ରହୁ । ସବୁ ଜାଣିଛ ଯଦି ତାଙ୍କୁ ପଚାରି ବିରକ୍ତ କଣ ପାଇଁ କରୁଛନ୍ତି ।
@princesukanta2052
@princesukanta2052 2 года назад
ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻
@arjuncharansahoo6968
@arjuncharansahoo6968 3 года назад
A mausaa jaha kahile Olaver re sudama baiee nkaa pithaa knuu jaantuu satya babu. Adress :Aul, Block Rajkanika, village -Olaver (Deulaaa sahieee)
@harishchandramahanta1428
@harishchandramahanta1428 3 года назад
Very good Satya Babu 🙏 Thank u
@lalitmohan1110
@lalitmohan1110 3 года назад
ଖୁବ ସୁନ୍ଦର ଲାଗିଲା, ନମସ୍କାର
@neerennayak7417
@neerennayak7417 3 года назад
ଜୟ ଜଗନ୍ନାଥ ଜୟମାଳିକା ଜୟ ଜୟ ଜୟ ଜୟ ଜୟ
@Gopabandhu91
@Gopabandhu91 3 года назад
ଜୟ ପଞ୍ଚସଖା ଜୟ ଜଗନ୍ନାଥ ମଉସାଙ୍କୁ ପ୍ରଣାମ
@balaramswain5573
@balaramswain5573 3 года назад
Jay jagannath.mausa bahuta vala loka.god bless him.thanks Satya Bhai. Mausa nka Katha bahuta vala laguchhi.
@surendranathdas4313
@surendranathdas4313 2 года назад
Dear satyababu thank you so much for your best efforts
@raghunathbehera3041
@raghunathbehera3041 3 года назад
Jai Jagannath
@neerennayak7417
@neerennayak7417 3 года назад
ସତ୍ଯଭାଇ ତୁମେ ବଢିଆ କାମ କରୁଛ
@user-od2fs9gq4v
@user-od2fs9gq4v Год назад
Jay jaganath swami mo nayan patha gami bhaba tume 🙏🙏🙏🙏jay Panchhasakha 🙏🙏🙏🙏🙏
@pranayaroutray6269
@pranayaroutray6269 3 года назад
Babanka Katha Bahuta Hrudayasparshi ebo Manamugdhakar Ate. Jay Jagannath ,Jay Panchasakha🙏🙏🙏
@sudhakardash6365
@sudhakardash6365 3 года назад
Satya Babu please you visit bhakta Sudan tanti at olaver jagannath temple
@aditiyatripathy645
@aditiyatripathy645 3 года назад
ଜୟ ଜଗନ୍ନାଥ
@gourangpanda7884
@gourangpanda7884 9 месяцев назад
Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam satya bhai baba nku pranama
@bipinnayak9561
@bipinnayak9561 3 года назад
Jay jagannath 🙏🏽🙏🏽
@anusahu5442
@anusahu5442 Год назад
Bahut bhala lagila episode t 🙏🙏
@manojkumarsahu7013
@manojkumarsahu7013 3 года назад
Satya babu Apanka team ku bahut dhanyabad. Ehisabu khoji bahara kariba.
@soumyadas9951
@soumyadas9951 3 года назад
BABAnkar katha HRUDAY SPARSHI. BABANKA GYAN kalana kariba samvab nuhein. Apananka padre koti pranam. JAY JAGANNATH SWAMI NAYAN PATH GAMI BHABATU ME.... CHINESE PRESIDENT is the main culprit. JAY PANCHA SAKHA JAY ACHYUTAYANAND
@chandanmohanty607
@chandanmohanty607 3 года назад
Thank you so much Satya. Mausa nka previous video kauta mu pauni.
@kanha7255
@kanha7255 3 года назад
Jay Jagannath,🙏 God bless U Satyababu for ur hardwork🙏
@vholasankar3519
@vholasankar3519 3 года назад
Thank you Satya babu🙏🙏🙏🙏🙏
@kpmohanty1738
@kpmohanty1738 3 года назад
ସବୁ ନିଜ ମତ ଅନୁସାରେ ଏଠାରେ କହୁଛନ୍ତି
@subratdas6633
@subratdas6633 3 года назад
Jaya jaganath, Jaya pancha sakha, 🙏🙏🙏🙏🙏
@SPRITUALUNIVERSA
@SPRITUALUNIVERSA 3 года назад
13+42=55 ରାଜାଙ୍କ ଅଙ୍କ ରେ।।।। ଘୋର କଳି ହେବ। ୧୯୭୦ ମସିହା ଠାରୁ ହିସାବ କଲେ ୫୧ ଅଙ୍କ ଚାଲିଛି।। ବାହା ଙ୍କ ହିସାବ ୧଼୦୦%ସତ୍ଯ।।।
@jonyjony9090
@jonyjony9090 3 года назад
ଆମେ କଣସତରେ ଏତେ ଜଲଦି ମରିଯିବା
@SPRITUALUNIVERSA
@SPRITUALUNIVERSA 3 года назад
Sabu bele hari nama japa karantu bhai...
@maulanabakruddindeobandi6255
@maulanabakruddindeobandi6255 3 года назад
@@jonyjony9090 ବଞ୍ଚିକିରି କଣ ଆଲୁଅ କରୁଚ ? 😂😂
@jonyjony9090
@jonyjony9090 3 года назад
@@maulanabakruddindeobandi6255 😠😠😠😠😠😠
@maulanabakruddindeobandi6255
@maulanabakruddindeobandi6255 3 года назад
@@jonyjony9090 ଆରେ ଭାଇ ମରିବା ବଞ୍ଚିବା ସବୁ ମହାପ୍ରଭୁଙ୍କ ହାତରେ। ମୋ ଉପରେ ରାଗିଲେ କଣ ହେବ?🤣🤣
@sanjaylenka6891
@sanjaylenka6891 3 года назад
Terasahabayalish(1342) Olta kale 24 to 31. Yehi samay re Sabu khela heba Jai Jagannath.
@anupamadash705
@anupamadash705 3 года назад
Bahut badiya
@sarojbhutia3776
@sarojbhutia3776 3 года назад
Hingula କ୍ଷେତ୍ର rea କଣ କେହି ଭକ୍ତ ନାହାନ୍ତି kebea hingula କ୍ଷେତ୍ର ku ଆସୁନାହାନ୍ତି, କେବଳ Jagatsinghpur, Kendrapara ରେ ଭକ୍ତ ଅଛନ୍ତି, ବିରଜା କ୍ଷେତ୍ର କୁ ବି ଯାଆନ୍ତୁ କିଛି ନୂତନ ତଥ୍ୟ ମିଳିପାରିବ , ଏ ବିଷୟରେ ଟିକିଏ ଅବଗତ ହେବେ, ଧନ୍ୟବାଦ 🙏🙏🙏
@rajeshnayak8207
@rajeshnayak8207 Год назад
bahutu bhala laguchi mausa 😄 bahutu bahutu bhala laguchi old is gold 👌
@rajeshsethi8208
@rajeshsethi8208 3 года назад
Jay jaganath swami 🙏🙏🙏🙏🙏
@birendas248
@birendas248 3 года назад
ବହୁତ୍ ଭଲ ମଓସା ପ୍ରକୃତ ଭକ୍ତ
@manisasenapati700
@manisasenapati700 2 года назад
ଭଲ ଲାଗିଲା
@soumyaranjanmohapatra8374
@soumyaranjanmohapatra8374 2 года назад
ମଉସା ଙ୍କ ସହ ଆହୁରି ଆଳାପ ହେଉ ସେ ବହୁତ୍ କିଛି ଜାଣିଛନ୍ତି।
@kuminspattanaik6417
@kuminspattanaik6417 2 года назад
Jay jaganath
@brahmanandakhatua7927
@brahmanandakhatua7927 3 года назад
Satya bhai apananka prachestha ku bahuta abarnanea & atulania, au mausa v bahumukhi prativara jyogya....
@kalyanisao2618
@kalyanisao2618 3 года назад
Jay Jagannath 🙏satya Bhai god bless you
@saumyaranjanbehera3625
@saumyaranjanbehera3625 3 года назад
ମଉସା ଙ୍କ କଥା ବାସ୍ତବିକ ରଙ୍ଗୀନ ନୁହେଁ।ଶେଷରେ ଗୋଟେ ସାର କଥା କହିଲେ ଯେ""ଆମର ହରି କଥାରେ ମନ ଲାଗୁଥାଉ,କିଛି ମାଳିକା ଆବଶ୍ୟକ ନାହିଁ।""
@nirupama1964
@nirupama1964 3 года назад
Mausanku koti pranam.
@omofficial7788
@omofficial7788 Год назад
ଇଛାମୟ ହରି ଜୟ ଜଗନ୍ନାଥ
@RajeshDas-qe6ek
@RajeshDas-qe6ek 2 года назад
ଜୟ ଜଗନ୍ନାଥ 🙏🙏🙏🙏
@champasahu735
@champasahu735 3 года назад
Achha laga
@mousumiswain5611
@mousumiswain5611 3 года назад
Jay jagannath 🙏🙏🙏🙏🙏
@gudibariki1641
@gudibariki1641 Год назад
Jay Jagannath swami nayana patha gami bhaba tume 🙏♥️♥️♥️♥️♥️
@skdsingerkumarsaroj655
@skdsingerkumarsaroj655 3 года назад
JAY KALIKI JAY JAGANNATHA
@rashmisahoo291
@rashmisahoo291 2 года назад
Jay Jagannath 🙏🏼🙏🏼🙏🏼 Jay Panchasakha 🙏🏼🙏🏼🙏🏼🙏🏼🙏🏼
@dharmendrabehera9595
@dharmendrabehera9595 3 года назад
Good 👍🙏🙏🙏
@arabindajena945
@arabindajena945 3 года назад
Jai shree mahaprabhu jagannath 🙏🙏🙏
@SanjayNayak-gk6ty
@SanjayNayak-gk6ty Год назад
Thank you satya babu
@prashantkumarprashant456
@prashantkumarprashant456 3 года назад
ଜୟ ଜଗନ୍ନାଥ ଜୟ ପଞ୍ଚସଖା
@ajaysamal1195
@ajaysamal1195 3 года назад
Jai jagannth jai Achutaya nada jai pacha sakha Namah
@rabiranjanmohanty245
@rabiranjanmohanty245 3 года назад
Radhe Radhe
@jagnyanarayan2795
@jagnyanarayan2795 3 года назад
Jaygurudev
@subrajitritu5512
@subrajitritu5512 3 года назад
Thanks Satya bhanja
@jharanamallick3405
@jharanamallick3405 3 года назад
🙏🙏🙏🙏 jai jagannath swami Nayan patha gami bhaba tume 🙏🙏🙏🌹🌺🌺🪔💐
@ratikantnanda.businessdeve3155
@ratikantnanda.businessdeve3155 2 года назад
ଆମ ସ୍ଥାନୀୟ ଅଂଚଳ କୁ ଯାଇଥିବାରୁ ଧନ୍ୟବାଦ 🙏
@pratapmalik9512
@pratapmalik9512 2 года назад
ସତ୍ୟ ଭାଇ ବହୁତ ଭଲ ଲାଗୁଛି ତମ ପ୍ରୋଗ୍ରାମ
@soumyaranjanmishrasoumyara2999
Jaya jagannath swmi
@akashsahu2281
@akashsahu2281 3 года назад
କେଉଁ ମସିହା ରେ ସାତଦିନ ଅନ୍ଧାର ହେବ
Далее
Ne jamais regarder une fille à la plage 😂
00:10
Просмотров 526 тыс.
Hidden Malika Devotee shared Truth about Satya Bhanja
20:56