Тёмный
No video :(

Munna Khan had called out 2 leaders as big zeros | No Comments | Nirbhay Gumara Katha 

Nirbhay
Подписаться 280 тыс.
Просмотров 30 тыс.
50% 1

Munna Khan had called out 2 leaders as big zeros | No Comments | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

26 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 133   
@bishnucharnrana3282
@bishnucharnrana3282 Месяц назад
ମୁନା ଖାଁ ନିଜକୁ ଗୋଟେ ବଡ ଅଭିନେତା ଭାବୁଛି ,ନିଜେ କାହା ଦୟାରୁ ରାଜ୍ୟସଭା ଯାଇଛି ? ତାକୁ କିଏ ଚିହ୍ନେ ?
@jchoudhury274
@jchoudhury274 Месяц назад
Muna Khan ନେତା ନା Pandian ର କ୍ରୀତଦାସ ତା ଜୀବନ ରେ ୱାର୍ଡ ମେମ୍ବର ରେ ଲଡ଼ିଲେ ବି ହାରିଯିବ
@bijayanandadash5344
@bijayanandadash5344 Месяц назад
100 % correct.
@santanubrahma743
@santanubrahma743 Месяц назад
Se purbaru Sarapanch thile
@susantasahoo9544
@susantasahoo9544 Месяц назад
Big zero, ଭର୍ତୁହରି ବାବୁ big hero ହୋଇଗଲେ ମୁନା ଖାଁ ବାବୁ big zero, ହୋଇ ରହିଗଲେ ।କାରଣ ସେ ଜୀବନରେ କେବେବି ନିର୍ବାଚନ ଲଢ଼ି ନାହାନ୍ତି।
@sanjayananda6071
@sanjayananda6071 Месяц назад
Khan ବାବୁ comments ଟିକେ ପଢ଼ିବ। ଆଗକୁ dialogue ମାରିଲା ବେଳେ କାମରେ ଆସିବ। ନିର୍ଲଜ୍ଜ ନେତା।
@thirdeye9492
@thirdeye9492 Месяц назад
ନିଲଠା ହେଲା ଯେଉଁ ଜନ ତାଙ୍କୁ ଡରିଲେ ଭଗବାନ 😄 ଏ ପ୍ରାଣୀ ବଞ୍ଚିବା ନିମନ୍ତେ ଉପାୟ କରେ ନାନା ମତେ 😄😄
@harekrushnahotta2072
@harekrushnahotta2072 Месяц назад
I like your poem very much❤❤❤
@krishkrishan6623
@krishkrishan6623 Месяц назад
😂😂😂
@abhiabhi2511
@abhiabhi2511 Месяц назад
ମୁନା ଖାଁ ସରପଞ୍ଚ ଇଲେକ୍ସନ ରେ ଛିଡାହେଲେବି ହାରିବେ...
@kalyanpanda5885
@kalyanpanda5885 Месяц назад
ମୁନା ଖାନ ବି ଅନ୍ୟ ଦୟା ରେ ନେତା
@biswanathpadhy8371
@biswanathpadhy8371 Месяц назад
ନିର୍ଲଜ ମୁନା।
@bhorelaljaiswal3716
@bhorelaljaiswal3716 Месяц назад
ନବୀନ ଦାସ ସାର ଜିନ୍ଦାବାଦ ସାର ଆପଣ Grate
@raghumaninayak9593
@raghumaninayak9593 Месяц назад
Gratenuha ma'am great
@SidharthMishra99
@SidharthMishra99 Месяц назад
Great
@ashokkumarchhotaray
@ashokkumarchhotaray Месяц назад
ନବୀନ ଥାଉ ଥାଉ ଦଳ ଚିତ୍ ପଟାଙ୍ଗ୍ । ନବୀନ ନିଜେ ବି ଚିତ୍ ପଟାଙ୍ଗ୍ ।
@brajakishorepadhi4022
@brajakishorepadhi4022 Месяц назад
ହଁ ପଠାଣ ମୁନା ଖାଁ, ଆଲବମ ହିରୋ। ଘୁଷୁରି ଛୁଆ ପଠାଣ ମଇଳା ଖିଆ।
@pabitramohandas6943
@pabitramohandas6943 Месяц назад
ଧରାକୁ ସରା ମଣୁଥିଲେ ବିଜେଡି ନେତା l
@saswotakumar
@saswotakumar Месяц назад
ବିଜେଡି ନେତା ମାନକଂର ମୁହରେ ଲାଜ ଟିକେ ନାହି
@ramkumarpatel9972
@ramkumarpatel9972 Месяц назад
ଆଗ ଧାଡିଆ ଏକ୍ଟର ବିଜେପୀ ହେଳେଣି ଆଉ ମୁନ୍ନା ଭଳିଆ ଏକ୍ଟର ଅନ୍ୟ ଦଳରେ ନିଜର ସ୍ଥିତି ଵଖାଣୁ ଛନ୍ତି୍
@krishkrishan6623
@krishkrishan6623 Месяц назад
Vry nyc statement and analysis ✌️✌️
@yudhisthiraswain
@yudhisthiraswain Месяц назад
Good bhai
@bhorelaljaiswal3716
@bhorelaljaiswal3716 Месяц назад
ମୁନା ଖାନ ଜଣେ ଫପ୍ଳ ହିରୋ ସେ କଣ ରାଜନୀତି ଜାଣିଛି ଯେ ମହତାବ ବାବୁଙ୍କ ବିବାଦ ରେ କହିବ
@MrPpcops
@MrPpcops Месяц назад
ମୁନ୍ନା ଖାଁ ବାବୁ ନିଜ ପଞ୍ଚାୟତ ରୁ ୱାର୍ଡ ମେମ୍ବର ନିର୍ବାଚିତ ହେଇକି ଦେଖାନ୍ତୁ ନା ! ସିଏ ହିରୋ କି ବିଗ୍ ଜିରୋ ଜାଣି ଯିବେନି ?
@prakashchandraacharya119
@prakashchandraacharya119 Месяц назад
Very very very good dialouge sir very good
@jyotiranjanbal4147
@jyotiranjanbal4147 Месяц назад
ରାଜ୍ୟ ସରକାର ଅଧୀନ ରେ ଥିବା ସମସ୍ତ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ରହିଛି ଛାତ୍ରଛାତ୍ରୀଗଣ ବେକାରୀ ହେଉଛନ୍ତି ବିଦ୍ଯାଳୟ ରେ ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ନିଜୁକ୍ତି ଦେବା କେତେ ଦୂର ଠିକ୍ ତାହା ଉପରେ ଆଲୋଚନା କରନ୍ତୁ ।
@sudhansugantayet2786
@sudhansugantayet2786 Месяц назад
Correct analysis
@satyabansarangi7693
@satyabansarangi7693 Месяц назад
Absolutely right
@sabitaranidas26
@sabitaranidas26 Месяц назад
absolutely right
@munamishra9760
@munamishra9760 Месяц назад
Munna Khan is a big zero
@saratmishra7100
@saratmishra7100 Месяц назад
ଠିକ୍ କଥା।
@sadakagaja
@sadakagaja Месяц назад
Nice
@duryodhanparida8260
@duryodhanparida8260 Месяц назад
NEET ସ୍କାମ ବିଷୟରେ ସାର ଗୋଟେ ଭିଡିଓ କରନ୍ତୁ,
@himansusekharrout2433
@himansusekharrout2433 Месяц назад
🙏🙏🙏
@user-nu1fy1ew5o
@user-nu1fy1ew5o Месяц назад
ଵୋକା ଓଡିଆ ଙ୍କ ପାଇଁ ଏଠାରେ ଗୋରୁ ମରା ଙ୍କ ଶାସନ ଚାଲିଛି।
@bapinaa007
@bapinaa007 Месяц назад
Jay Jay JAGANNATH
@GobindachChand-pp1us
@GobindachChand-pp1us Месяц назад
Bahut badhia
@gopalsamall8365
@gopalsamall8365 Месяц назад
ବିଜୁ ଜନତା ଦଳ 24 ବର୍ଷ ମଧ୍ୟରେ କୋଉଠି ଜଣେ ମୁସଲିମ କୁ ମନ୍ତ୍ରୀ କଲେନି ଆପଣଙ୍କ ମତ କଣ?
@gyanaranjandash1207
@gyanaranjandash1207 Месяц назад
Sir.... Munna khan sidhant mohapatra nku b kahithile bigzero
@user-uq1fg1eu2m
@user-uq1fg1eu2m Месяц назад
Thank you sir
@prasantamohanty988
@prasantamohanty988 Месяц назад
ଏଇଟା ସୁପର ଡହରା
@deepakmishra1311
@deepakmishra1311 Месяц назад
Excellent works
@gangadhardash3430
@gangadhardash3430 Месяц назад
🎉🎉🎉
@SanyasiSahu-hc8rw
@SanyasiSahu-hc8rw Месяц назад
🌹💐🌹
@binayakumarsethi6114
@binayakumarsethi6114 Месяц назад
ଜୟ ଜଗନ୍ନାଥ
@pradoshnayak999
@pradoshnayak999 Месяц назад
Khan pathan😡
@tnanda1432
@tnanda1432 Месяц назад
ଉର୍ଦୁ ବିଶ୍ୱବିଦ୍ୟାଳୟ କଟକ ର ଧବଳେଶ୍ଵର ଙ୍କ ପାଖରେ ଠିଆ କରାଇଚି।
@CHK-fg6ec
@CHK-fg6ec Месяц назад
ମୁନା ଖାଁ ଙ୍କ ର ଦମ୍ ଅଛି ତ ଗୋଟିଏ ନିର୍ବାଚନ ଜିତେଇକି ଦେଖନ୍ତୁ
@kshitishpanda5288
@kshitishpanda5288 Месяц назад
ବୁଝିଲେ ମୁନା ବାବୁ ମହତାବ ବାବୁ ତୁମ ଭଳି ଚାକର ନୁହନ୍ତି ସେ ଜଣେ ସ୍ୱାଭିମାନ ମଣିଷ।ତୁମେ ଜୀବନରେ କଣ କରିଛ ।ମହତାବ ବାବୁଙ୍କୁ ସମାଲୋଚନା କରିବ। ଆପଣ ଠିକ କହିଛନ୍ତି, ସିନେମାର ହୀରିତ ହିରୋ ଭଳି ଡାଇଲୋଗ ମାରିଦେଲେ!
@darpendradas8372
@darpendradas8372 Месяц назад
ସରମ ଥିଲେ କଣ ଅଭିନୟ କରିଥାନ୍ତେ ସେ ପରା ଅଭିନୟ ଗୁରୁ
@user-od2fs9gq4v
@user-od2fs9gq4v Месяц назад
ଜୟ ଶ୍ରୀ ଜଗନ୍ନାଥ
@haramohanmishra4733
@haramohanmishra4733 Месяц назад
What about Systems of Odisha
@jagannathmishra5300
@jagannathmishra5300 Месяц назад
ମୁନା ଖାନ ରାଜ୍ୟସଭା ସଦସ୍ୟ ଯେମିତି ଅସରପା.......
@prasantapanda1703
@prasantapanda1703 Месяц назад
ଏବେ ଭାତୃହରି ମହତାବ ବ୍ଲୁ ଫିଲ୍ମର ଏକ ନମ୍ବର ହିରୋ ସାଜି ମୁନା ଖାଁ ଘରେ ବିଦେଶୀ ଷ୍ଟାଇଲରେ ଗେହୁଁ
@SatyamebaJayate-ml8qx
@SatyamebaJayate-ml8qx Месяц назад
ମୁନ୍ନା ଖାଁ କେବେ ନିଜେ ପ୍ରତେକ୍ଷ୍ୟ ରାଜନୀତି ରେ ୱାର୍ଡ ସଭ୍ୟ କେବେ ହୋଇ ଥିଲେ ତାର ହିସାବ ଦିଅନ୍ତୁ... ନିଜେ କାହାର ପଦ ସେବା କରି ପଦବୀ ପାଇଛନ୍ତି ଭାବନ୍ତୁ
@abhirampanda5462
@abhirampanda5462 Месяц назад
Muna Khan ନିଜେ ward member ଜିତି ପାରିବେ ନାହିଁ, ଅନ୍ୟ କୁ କହୁଛନ୍ତି
@surendranathlenka3599
@surendranathlenka3599 Месяц назад
ମୁନ୍ନା ଖାଁ, ଆପଣଙ୍କ ଏହି କଥା ଶୁଣୁଥିବେ କି ନା ଜାଣିନି। ଆମେ ଯେତେ follower ଅଛେ ସମସ୍ତେ ସେୟାର କରୁନ୍ତୁ ଯେମିତି ମୁନ୍ନା ଖାଁ ପାଖରେ ପହଞ୍ଚିବ।
@debiprasadpanda3490
@debiprasadpanda3490 Месяц назад
Chamatkar upasthapana. Khan should feel ashamed and apologize to Public for his comments.
@hariharrout3091
@hariharrout3091 Месяц назад
Right
@kailashswainkailashswain6878
@kailashswainkailashswain6878 Месяц назад
ମୁନା କୋଉବାଳରେ ଗଣତି ହେଲାଣି😊
@bibhuti5999
@bibhuti5999 Месяц назад
Ehi episode ti mu chahunthili ❤
@SpiritualMonk363
@SpiritualMonk363 Месяц назад
ମୁନା ଖାଁ ସାର୍ ଙ୍କୁ ଲଜ୍ୟା ନାହିଁ। ନବୀନ ବାବୁଙ୍କ ବିନା ବିଜୁ ଜନତା ଦଳ ଗୋଟେ ବଡ଼ ଶୂନ।
@bbiswal9812
@bbiswal9812 Месяц назад
ପରମ ହାରାମୀ ସେଇଟା
@belalsensenapati1300
@belalsensenapati1300 Месяц назад
ଆଜ୍ଞା, ଯେଉଁ କଥା ଉପରେ ଆଲୋଚନା କରୁଛନ୍ତି, ତା'ର video clip ଟିକିଏ ଦେଖାଉଥିବେ, କିଛି ସେକେଣ୍ଡର ହେଉପଛକେ। ଯେମିତି ମୁନା ଖାଁ ଙ୍କର ପୂର୍ବ ଓ ପର ର dialogue ଦେଖାଇଥିଲେ ବୁଝି ହୁଅନ୍ତା।
@basantasahu3719
@basantasahu3719 Месяц назад
ନିଁଲ୍ଲଜ ମୁନଖାନ 😭
@umakantaswain8290
@umakantaswain8290 Месяц назад
ନବୀନ ବାବୁଙ୍କ ଦୟାରେ ହେବେ ନବୀନ ବାବୁ ତ ନିଜେ କଣ୍ଟାବାଞ୍ଜି ରୁ ବିଧାୟକ ହୋଇପାରିଲେ ନାହିଁ.
@tapankumarjena2681
@tapankumarjena2681 Месяц назад
Sidhant mohapatra ko kahuthile
@satyachayaentertanment1870
@satyachayaentertanment1870 Месяц назад
ବିଜେପି ଲାଟିନ ଚଟା ଏଇଟା ଶଳା ଧର୍ମେନ୍ଦ୍ର ପ୍ରଧାନ କହିଥିଲା ୩୦୦ ୟୁନିଟ ବିଜୁଳି ଫ୍ରୀ କରିବ କହିଥିଲେ ସେଇଟା ଦେଖାଉନ. ଶଳା ତମ ଘର ମାଈପ ଝିଅ କଣ କରୁଛନ୍ତି ବୁଝ
@bigdady1281
@bigdady1281 Месяц назад
Rajadhani ra rangamahala gote episode karantu . Au rangamahala ra rasika kie ?
@debabrataroutray8446
@debabrataroutray8446 Месяц назад
ହିଇରେ ମୁନ୍ନା ତୁ ଏଣ୍ଡୁଅ ଠୁଁ ବି ବଳିଗଲୁ ! ଟିକେ ନିଜତ୍ବ ରଖ କେତେ ଦିନ ଦାସତ୍ବ କରିବୁ !
@srimantaswain1514
@srimantaswain1514 Месяц назад
Thartclass
@durgaprasadsamantaray7084
@durgaprasadsamantaray7084 Месяц назад
ଆଟିକା ଟାର ମୁହଁ କୁ ଶୋରିଷ ଟା୍ର ଲାଜ ନାହିଁ ବୋଧହୁଏ।
@raghumaninayak9593
@raghumaninayak9593 Месяц назад
ମୁନା ଖାଁ ମେମ୍ବର ଲଢି ଜିତନ୍ତୁ କେତେ ବହାପ ଜଣା ପଡ଼ିବ
@goutamkumarchand9611
@goutamkumarchand9611 Месяц назад
ତୋତେ ସାତ ଜନ୍ମ ନେବାକୁ ହେବ ଭର୍ତ୍ତୃହରି ଙ୍କ ସହ ସମାନ ହେବାକୁ ତାଙ୍କ ଶିକ୍ଷା ପରିବାର ଏସବୁ କୁ ଦେଖିଲେ ତୁ ଗୋଟେ ବାଳକୁ ସରି ନୁହେଁ ତୁ ରାଜନୀତି କଣ ଜାଣୁ ନାଁ ଭାରତର ସମ୍ବିଧାନ କଣ ଜାଣୁ
@pratapchandrasamal2396
@pratapchandrasamal2396 Месяц назад
ଆଗରୁ ନେତାମାନେ ଭଲ ଅଭିନୟ କରି ଅଭିନେତା ହେଉଥିଲେ ଆଉ ଆଗ ଧାଡ଼ିର ଅଭିନେତା ମାନେ ଅଭିନୟ କରି କରି ନେତା ହେଇଗଲେ। ହେଲେ ଏବେ ନିଜକୁ ବହୁତ୍ ଜ୍ଞାନୀ ବୋଲି ଭାବୁଥିବା କିଛି ସାମ୍ବାଦିକ କେତେବେଳେ ନେତା ତ କେତେବେଳେ ଅଭିନେତା ହେଇ ଯାଉ ଛନ୍ତି। ଦିନକୁ ଦିନ ଏମିତି ସାମ୍ବାଦିକଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଛି। ନା ଆପଣ କଣ କହୁଛନ୍ତି।
@kalandinayak463
@kalandinayak463 Месяц назад
Ati garbe hata Lanka.
@sarojsahu9275
@sarojsahu9275 Месяц назад
Jay Hind Jay shree Ram 🙏🇮🇳🚩
@dhirendrabehera267
@dhirendrabehera267 Месяц назад
ଦିନ ଥିଲା ନବୀନ ବାବୁଙ୍କ ଦୟାରେ ଭର୍ତ୍ତୁହରି ବାବୁ କଟକ ଲୋକସଭା ଆସନ ରେ ଏକାଧିକ ଥର BJD ticket ରେ ନିର୍ବାଚନ ବିଜୟୀ ହୋଇଛନ୍ତି l କିନ୍ତୁ ଆଜି କ`ଣ ସ୍ବାର୍ଥ ରହିଲା ଯେ, ସେ ମାନ୍ୟବର ପ୍ରତିପକ୍ଷ ଦଳ କୁ ଡିଆଁ ମାରିଲେ l ତେଣୁ କରି, ଯେତେବେଳେ ନବିନ ବାବୁଙ୍କ ଠାରୁ ସ୍ବାର୍ଥ ହାସଲ ହେଉଥିଲା, ସେତେବେଳ ପର୍ଯ୍ୟନ୍ତ ତାଙ୍କ ନିକଟରେ ଥିଲେ l ଯେତେବେଳେ, ସେ ମାନ୍ୟବର ନବିନ ବାବୁଙ୍କ ପ୍ରତି କର୍ତ୍ତବ୍ୟ କରିବାର ଥିଲା, ସେତେବଳେ, ସେ ମହାଶୟ ଅନ୍ୟ ଏକ ଦଳ କୁ ଛୁ l ଏଣୁ ମୁନ୍ନା ବାବୁ ଙ୍କ ବିଳାପ କିଛି ଭୁଲ୍ ହୋଇନି l
@chandipadapanda4707
@chandipadapanda4707 Месяц назад
ଚରିତ୍ର ଅଭିନୟ ଓ ନେତାର ଅଭିନୟ ମଧ୍ଯରେ ବହୁତ ତଫାତ ରହିଛି ।
@SibakumarDas-ic6ub
@SibakumarDas-ic6ub Месяц назад
Hata jodi namaskar karantu nabin babu
@kabitasahoo8385
@kabitasahoo8385 Месяц назад
🙏👍❤
@driverdas6496
@driverdas6496 Месяц назад
ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ର, BJD ପ୍ରାଥୀ ମଧ୍ୟ ଏମିତି କିଛି କହିଥିଲେ, ତାଙ୍କ ବିଷୟରେ କିଛି ଆପଣଙ୍କ ମିଡ଼ିଆ ମାଧ୍ୟମରେ କିଛି କୁହନ୍ତୁ ସାର
@gourangacharanmohanty9100
@gourangacharanmohanty9100 Месяц назад
To tell munakhan to face a ward member election.
@kalyanpanda5885
@kalyanpanda5885 Месяц назад
ଦୋ ମୁହାଁ ନେତା
@krushnachandrasahoo8107
@krushnachandrasahoo8107 Месяц назад
ମୁନା ଖାଁ ଯୋଉ ବାଳ ଏକ୍ଟର୍ ସାରା ଓଡ଼ିଶାବାସୀ ଜାଣିଛନ୍ତି। ସତ୍ ସାହାସ ଅଛି ତ ଥରେ ଜୀବନରେ ୱାର୍ଡ ମେମ୍ବର ଜିତିକି ଦେଖାଅ ତାପରେ କହିବ କାହାର ଔକାତ କଣ।ଯାହାକୁ ଔକାତ କଥା କହିଥିଲ ସେ ଦେଖେଇଦେଲେ ଯେ ସେମାନଙ୍କ ଔକାତ କଣ ଆଉ ତୁମେ ନିଜେ କଣ ସଂଖ୍ୟାଲଘୁ ହିସାବ ରେ ନବୀନ ବାବୁ ତୁମକୁ ଦୟା କଲେ ଆଉ ସେ ଦୟାରେ ତମେ ରାଜ୍ୟସଭାକୁ ଗଲ।ଥରେ ପ୍ରତେକ୍ଷ ନିର୍ବାଚନ ଲଢ଼ ଜାଣିପାରିବ ନିଜର ଔକାତ କଣ କୁକୁର ଭଳିଆ ହାରିବ ମିଡିଆ ରେ ଆସି ଭାଷଣ ମାରିବ କୋଉଠୁ 😂😂
@AshokPanda-qt4qn
@AshokPanda-qt4qn Месяц назад
Sir Namaskar 🙏
@AshokPanda-qt4qn
@AshokPanda-qt4qn Месяц назад
Chamtkar Ajira Topic Bhaut Bhala laguchhi Kichhi nua nua
@AshokPanda-qt4qn
@AshokPanda-qt4qn Месяц назад
Apanku sir Manigali Apari chalei thantu Jai MAA Samleswari 🙏
@mysonaditya9393
@mysonaditya9393 Месяц назад
Kou post re achhi se maaa,.,..,
@MNDIGITALSARAKANA
@MNDIGITALSARAKANA Месяц назад
ଆପଣ କୋଉ ନିରପକ୍ଷ କଥା କହୁଛନ୍ତି ଟିକେ ୱାଶିଂ ମେସିନ୍ କଥା କୁହନ୍ତୁ
@uddhabghadia133
@uddhabghadia133 Месяц назад
ସାର, ଆପଣ ବିଜେପି ଯାହା କରୁଛି କେବେ ଗୋଟିଏ ଭିଡିଓ କରନ୍ତୁ। ସବୁ ବେଳେ ବିଜେପି ସପକ୍ଷରେ ଭିଡିଓ କରୁଛନ୍ତି।
@babluswain5110
@babluswain5110 Месяц назад
Thik kahuchhanti apan,Muna Khan nije Naveen pattnayak na thile MP heiparithante ki ???... A heichhi galuanka bara bati chasa...
@padmalayasarangi3907
@padmalayasarangi3907 Месяц назад
Yeetaku kiye pacharuchi?
@MuktikantaNayak-iw5rv
@MuktikantaNayak-iw5rv Месяц назад
Munna khan 2 jana nku kahithila se heuchhi brathuhari mahtab nd siddhnta Mohapatra...
@SoraojKumar
@SoraojKumar Месяц назад
Sir, Aame seya kahuchhu. 😂
@bhimsensahu8377
@bhimsensahu8377 Месяц назад
Actually Muna Khan is a big Zero
@mysonaditya9393
@mysonaditya9393 Месяц назад
Muna babu na ba ....
@skshitish
@skshitish Месяц назад
Au sidhanta katha kuha , anubhab katha tike kuha ,,, au Arindam katha kuha Na sae tuma party
@jyotisankardandapat83
@jyotisankardandapat83 Месяц назад
Munna Khan not a great politician why should we give importance to him.
@arobindanayak7653
@arobindanayak7653 Месяц назад
FUTANI Mar Mari The End Hoi Gole ....
@ssmitadas6830
@ssmitadas6830 Месяц назад
😂😂
@artabandhupatra5116
@artabandhupatra5116 Месяц назад
ପାଣ୍ଡୁ ର କ୍ରୀତଦାସ
@gitanjaliroul3252
@gitanjaliroul3252 Месяц назад
Kana bhasigala. Bjd aji harichhi. Bjp kali hariba, na bjp sabu dina sasana re rahiba. Bjp Pali b asiba .just wait.
@BibhutibhusanaMohanty-eh9kw
@BibhutibhusanaMohanty-eh9kw Месяц назад
Munnakhakubjprasamarthanathila. Abeghusurithuhina. 🎉🎉🎉🎉🎉
@swaticreation6559
@swaticreation6559 Месяц назад
😆😄😄😄.... Bjd ବଙ୍କା ସିଧା ହେବନି ବାର ବରଷେ ମାଲିସ କଲେବି
@ManojSingManojSing
@ManojSingManojSing Месяц назад
Behey. Chenal
@santoshpurohit8540
@santoshpurohit8540 Месяц назад
😂,....
@asitgantayat6619
@asitgantayat6619 Месяц назад
Munna Khan ta nije ward member v heiparibani .....sie kn bhartuhari Babu nku akhyepa karuchi... Kebala pandian kritadasi kariki rajyasabha MP heiparichi
Далее
Congress In Hands Of Ajay - Srikant
5:39
Просмотров 12 тыс.
NOOOO 😂😂😂
00:14
Просмотров 15 млн