Тёмный

Natia Comedy Part 193 || Nua Khai 

utkal cartoonworld
Подписаться 9 млн
Просмотров 14 млн
50% 1

Order Natia and Gendu T-shirt here - www.sofikart.com
Natia New T-shirt -www.sofikart.com/page/product...
www.sofikart.com/page/product...
Gendu Yello T-shirt - www.sofikart.com/page/product...
Gendu White T-shirt - www.sofikart.com/page/product...
Gendu Black T-shirtwww.sofikart.com/page/product...
Kumfu Panda t-shirt - www.sofikart.com/page/product...
Tree Print T-Shirt - www.sofikart.com/page/product...
Men Bear Print T-Shirt - www.sofikart.com/page/product...
Men Silence Print T-Shirt - www.sofikart.com/page/product...
Men Love Laugh Print T-Shirt - www.sofikart.com/page/product...
Order Natia T-shirt at - www.sofikart.com/index.php?ro...
Order more T-shirt - www.sofikart.com/page/shirts
Order Natia Comic Book Now from - www.sofikart.com
Like our Facebook Page - / utkalcartoonworld

Кино

Опубликовано:

 

8 сен 2021

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 4,2 тыс.   
@sangeetshradha3391
@sangeetshradha3391 Год назад
Utkal ଦାଦା ଧନ୍ୟବାଦ ନୂଆଖାଇ ଭିଡ଼ିଓ
@umeshofficialmusic5680
@umeshofficialmusic5680 2 года назад
ନବରଙ୍ଗପୁର ରୁ ନୂଆଖାଇ ଜୁହାର
@jhalakkumarbarik7269
@jhalakkumarbarik7269 2 года назад
ଦିଲ୍ ଖୁସ୍ କରିଦେଲ ନଟିଆ ଦାଦା❤️
@mahabahucreation3703
@mahabahucreation3703 2 года назад
ସତରେ ପଶ୍ଚିମ ଓଡ଼ିଶା ଏକ ନିଆରା ସ୍ଥାନ । ସାରା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଜୟ ମା ସମଲେଇ 🙏🙏
@piyushpuspavlog100
@piyushpuspavlog100 2 года назад
Nice
@learnwithprabhat
@learnwithprabhat 2 года назад
9:43 *ଜୟ ମା ସମଲେଇ 🙏* _ସମ୍ବଲପୁରୀ ଡ୍ରେସ ରେ ସମସ୍ତେ ବଢିଆ ଦିଶୁଛନ୍ତି ।_ ଖାଇବା ଟା ମସ୍ତ 👌👌
@chandrachapadi592
@chandrachapadi592 9 месяцев назад
@LARVAenEspanol
@LARVAenEspanol 2 года назад
ସମାଜ ପାଇଁ ଏକ ଆଦର୍ଶ କାହାଣୀ .. ଏପରି ବାର୍ତ୍ତା ଦେଇଥିବାରୁ ଧନ୍ୟବାଦ .. !!!
@debarajbhoi8778
@debarajbhoi8778 2 года назад
Thanks for your social message
@diptilovebabu2695
@diptilovebabu2695 2 года назад
Right
@lipsadhallifestyle
@lipsadhallifestyle 2 года назад
Support me
@Chittaranjanswain-lp3cl
@Chittaranjanswain-lp3cl 2 года назад
Gd massage 👏💕
@OdiaVlogsbysridhar
@OdiaVlogsbysridhar 2 года назад
ଏଇ ଯୋଉ ସୁନ୍ଦର ଆଖି ଦୁଇଟୀ ଭିଡିଓ ର କମେଣ୍ଟ ଦେଖୁଛି ଭଗଵାନ ସେମାନଙ୍କୁ ସଦାଵେଳେ ଖୁସି ରେ ରଖି ଥାନ୍ତୁ😊
@manassamal3656
@manassamal3656 2 года назад
ଓଡ଼ିଶା ର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ନୂଆଖାଇ ପର୍ବ ର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ.... 🙏 ସମସ୍ତେ ଖୁସିରେ ରୁହନ୍ତୁ... 🙏
@suvendukumar4213
@suvendukumar4213 2 года назад
ନୂଆଁଖାଇ ତିହାର ର ଭିଡିଓ ଏତେ ଭଲ ଭାବେ କରିଥିବାର ଲାଗି ବହୁତ ଧନ୍ୟବାଦ ।
@shastriunacademy4588
@shastriunacademy4588 2 года назад
ସମଗ୍ର ଭାରତ ଭୂମିରେ ଆମ ଏ ଓଡ଼ିଶା। ପ୍ରତ୍ୟେକ ଜିଲ୍ଲାର ଗଣ ପରବେ ନେବା ମଜା।।👍👍👍
@lipsadhallifestyle
@lipsadhallifestyle 2 года назад
Plz support me
@shastriunacademy4588
@shastriunacademy4588 2 года назад
@@lipsadhallifestyle what happened?
@hrudanandamajhi7332
@hrudanandamajhi7332 2 года назад
ଯାହା ହଉ ବହୁତ ଦିନ୍ ପରେ ନଟିଆ କମେଡ଼ି ରେ ସଭ୍ଲପୁରୀ ଭାଷା ଟିକେ ସୁନ୍ବା କେ ମିଲ୍ଲା
@rajarammohanrout9211
@rajarammohanrout9211 2 года назад
ବହୁତ୍ ସୁନ୍ଦର ଭାଈ ❤️
@basudevkisan9997
@basudevkisan9997 2 года назад
ପରବ୍ ଭିତରେ ପରବ୍ ଆମର ପରବ୍ ନୂଆଖାଈ ପରବ୍। ନୂଆଖାଇ ପରବ୍ ଉଧେ ସମସ୍ତଙ୍କୁ ନୂଆଖାଈ ଜୁହାର ।
@kp_online
@kp_online 2 года назад
⏲️😏🥳☺️🙏🏼
@basudevkisan9997
@basudevkisan9997 2 года назад
@@kp_online 🙏
@odia2935
@odia2935 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-tsAbkRroQj4.html
@sattwikx99..
@sattwikx99.. 2 года назад
ନୂଆଖାଇ ଜୁହାର🙏💖 ଜୟ ମା ସମଲେଶ୍ଵରୀ🙏❤️🙏 🌾🌾🌾Happy Nuakhai🌾🌾🌾
@asitkumarsahoo5265
@asitkumarsahoo5265 2 года назад
କି ସୁନ୍ଦର ଚିତ୍ରଣ ବହୁତ ଭଲ ଲାଗିଲା।ଜୟ ମା ସମଲେଶ୍ବରୀ ଉତ୍କଳ କଟୁନ world କୁ ମୋର ଧନ୍ୟବାଦ।😇😇😇😇 ଏବଂ ଆମପାଇଁ ଏମିତି ନୂଆଁ ବହି ତିଆରି କରି ଉପସ୍ଥାପନା କରାନ୍ତୁ।
@rukmanikalet1131
@rukmanikalet1131 2 года назад
I'm from sambalpur jai maa samlei 🙏🏻🙏🏻
@soumyapratik67
@soumyapratik67 2 года назад
ଆଜି ଅପେକ୍ଷା କରି ଥିଲି କେତେ ବେଳେ ଭିଡିଓ ଆସିବ 😍
@sahutrilokesh7
@sahutrilokesh7 2 года назад
Like share and subscribe 🙏🙏🙏😥😥😥😥
@babulabarik8837
@babulabarik8837 2 года назад
bow.supar
@learnwithprabhat
@learnwithprabhat 2 года назад
*ସମସ୍ତ ପଶ୍ଚିମ ଓଡ଼ିଶା ବାସୀଙ୍କୁ ନୂଆଖାଇ ଜୁହାର ହୋ🙏* ନୂଆଖାଇ ବହୁତ୍ ଧୁମ୍ ଧାମ ରେ ପାଳନ କରାଯାଏ 😘 _ନଟିଆ ର ମଉସା ଆଜି entry କଲେ..._ *ମଉସା ଙ୍କ ଘର ତାହାଲେ ସମ୍ବଲପୁର 😘*
@ssworldodia2078
@ssworldodia2078 2 года назад
ଖାଲି ପଶ୍ଚିମ ଓଡିଶା ରେ ନୁହଁ ସାରେ ଓଡ଼ିଶାରେ ନୂଆ ଖାଇଲେ ବହୁତ୍ ଭଲ ହୁଅନ୍ତା ଓଡ଼ିଶା ର ମୁଖ୍ୟ ପର୍ବ ହୁଅନ୍ତା
@dillipkumarnayak9966
@dillipkumarnayak9966 2 года назад
Smil 🤩🤩🤩🤩🤩🤩🤩🤩🤩🤩🤩🤩🤩🤩🤩🤩
@PremK_
@PremK_ 2 года назад
Kimtu ame ama sanskruti ku bhuli jauchu au western culture ku follow karucchu 😒😓😓
@Pallabimajhi
@Pallabimajhi 2 года назад
Waawaa 🙌🥰🔥❤️ proud to be a Sambalpurien 🥰🥰🥳🥳🥳🥳🤗🤗🤗🤗🤗🤗🤗🤗🤗😘😘😘😘😘
@markgaming3706
@markgaming3706 2 года назад
Kou gaon ra ki
@user-es1bt5gl6p
@user-es1bt5gl6p 7 месяцев назад
Oo nice sambalpur ien ❤❤❤😊😊
@mangalprasaddas5772
@mangalprasaddas5772 2 года назад
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପରେ ଏହି ଇପିସୋଡ ଟି ବହୁତ ଭଲଲାଗିଲା ଧନ୍ୟବାଦ
@lipsadhallifestyle
@lipsadhallifestyle 2 года назад
Plz support me
@sukantabiswal7461
@sukantabiswal7461 2 года назад
U,ku uu Church you up uuuuuuj uthy kmyyyuuyyyyuuuujjj uuuuuujnjjnnnkkkuj
@ashokkumarjally8672
@ashokkumarjally8672 2 года назад
@@sukantabiswal7461 .
@Sonic-BOM
@Sonic-BOM 2 года назад
ସମସ୍ତ ଭିଡିଓ ପରେ *Utkal cartoon world* ମୋର ପ୍ରିୟ ବୋଲି ବିବେଚନା କରିବାର ମୋର ଏକ ଭଲ କାରଣ ଅଛି |
@HitsMusic2023
@HitsMusic2023 2 года назад
💝💝
@bandanagouda4592
@bandanagouda4592 2 года назад
Odia sab mujhe sikha do na
@hareshbag5381
@hareshbag5381 2 года назад
I enjoyed by watching this amazing video, I really thankful to Utkal cartoonworld for making this auspicious Nua Khai Video also this video made me emotional. Thank you..! Lots of Love from Western Odisha🙏❤️
@tinapradhan9362
@tinapradhan9362 11 месяцев назад
5:58 guijgu
@utkalkesarimohanty3476
@utkalkesarimohanty3476 2 года назад
ମୋର ପଶ୍ଚିମ ଓଡିଶା ରେ ଜଣେ ସାଙ୍ଗ ଥିଲେ ବହୁତ ଭଲ ହୋଇଥାନ୍ତା ଯିଏ କି ଏ ପର୍ବ କୁ ମୋତେ ଡାକିଥାନ୍ତା।
@amaadetikeaasa9786
@amaadetikeaasa9786 2 года назад
ବାହାନ ଅଜ୍ଞାନୀକ ଦିଆ ଜ୍ଞାନ ସଭିଙ୍କ ବିଘ୍ନ ପ୍ରଭୁ କର ଖଣ୍ଡନ ଜୟ ଜୟ ପଭୁ ଗଜାନନ 🙏 ଗଣେଶ ଚତୁର୍ଥୀର ଅନେକ ଅନେକ ଅଭିନନ୍ଦନ 🙏
@trilochanentertainment5965
@trilochanentertainment5965 2 года назад
ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଖାଇ ନବାନ୍ନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🏻 ମାଁ ସମଲେଶ୍ଵରୀ ସମସ୍ତଙ୍କର ମଂଗଳ କରୁ ।ଜୟ ମାଁ ସମଲେଇ 🙏🏻🙏🏻🌺🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@kgfgaming7901
@kgfgaming7901 2 года назад
Congratulations 👍 5m
@SWEET-dh7ft
@SWEET-dh7ft 2 года назад
Hyy
@sambitpattanayak8305
@sambitpattanayak8305 2 года назад
Always comes with a new concept... Thank you Utkal cartoon world..great effort❤️
@pitabashbhoi5105
@pitabashbhoi5105 2 года назад
@Sabitri Behera jhj
@panchanannaik4119
@panchanannaik4119 2 года назад
ବହୁତ୍ ବହୁତ୍ ଧନ୍ୟବାଦ୍ ଉତ୍କଳ ଦାଦା ନୂଆଁଖାଇ କୁ ସମ୍ମାନ ଜଣାଇ ଏହି ଭିଡିଓ ତିଆରି କରିଥିବାରୁ।🙏🙏🙏
@Manojcomedy7
@Manojcomedy7 2 года назад
Very good
@munakumar57
@munakumar57 2 года назад
@@Manojcomedy7 tev
@sunilkumarroutrout9277
@sunilkumarroutrout9277 2 года назад
VeryVerynice video
@abhimanyubiswal7385
@abhimanyubiswal7385 2 года назад
@@Manojcomedy7 the ko99i it uyti
@bhagabatakathamruta1781
@bhagabatakathamruta1781 2 года назад
ଜୟ ଜଗନ୍ନାଥ 🙏🙏🙏🙏 ru-vid.com/video/%D0%B2%D0%B8%D0%B4%D0%B5%D0%BE-ia6slnaOu-Q.html କୃଷ୍ଣଂ ଶରଣଂ ଗଚ୍ଛାମି 👆👆
@sanchitasahoo79
@sanchitasahoo79 2 года назад
ଗଣେଶ ଚତୁର୍ଥୀ ଓ ନୂଆଖାଇ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ
@dileswarnaik1232
@dileswarnaik1232 2 года назад
One of the best episode I ever seen in natia comedy.
@user-od9qd3rn2g
@user-od9qd3rn2g Год назад
ମୋ ପଶ୍ଚିମ ଓଡ଼ିଆ ର ନୂଆଖାଇ ସାର ବିଶ୍ବ ପ୍ରସିଦ୍ଧ ଜୟ ମା ସମଲେଶ୍ଵରୀ 🙏🙏🙏
@roshankumarnaik7507
@roshankumarnaik7507 2 года назад
ଆଗ୍ୟ ନୂଆଖାଇ ଜୁଆର 🙏🙏🙏 ମୁଇଁ କଳାହାଣ୍ଡିରୀ ପିଳା ଆମର କଳାହାଣ୍ଡି କେ ଆସନ ନୂଆଁଖାଇ ପାଳନ କର୍ମ ସବକେ ମର ନୂଆଖାଇ ଜୁଆର 🙏🙏🙏🙏🙏
@SAGAR-VLOGS-01
@SAGAR-VLOGS-01 2 года назад
🙏
@lookingforward600
@lookingforward600 2 года назад
Nua khai juhar.. From Balasore
@The_Shorts_boy248
@The_Shorts_boy248 2 года назад
ସମ୍ବଲପୁରିଆ ହେଇ କରି ମୁଇ ବହୁତ ଖୁସ ଆଏ❤️❤️
@gitnjalipahadasing4008
@gitnjalipahadasing4008 Год назад
Iilvutqex
@gitnjalipahadasing4008
@gitnjalipahadasing4008 Год назад
Q
@user-lz5ce8wk4s
@user-lz5ce8wk4s 2 года назад
ନୁଆଁଖାଇ ଜୁହାର ଜୟ ମାଁ ସମଲେଶ୍ଵରୀ ସମସ୍ତକୁ ଭଲରେରଖତୁ ଜୟ ମାଁ ମାହେଶ୍ୱରୀ ଜୁହାର
@chudamanirana125
@chudamanirana125 2 года назад
Thanks to Utkal cartoon world for expressed the Sambalpuri culture as NUAKHAI
@phrmukeshodia
@phrmukeshodia 2 года назад
କାଲି ହେଉଛି ନୂଆଁଖାଇ, ସମ୍ବଲପୁରର ପ୍ରସିଦ୍ଧ ଏବଂ ଆମ ଓଡିଶାର ଗୋୖରବ ପବିତ୍ର ନୂଆଁଖାଇ ପର୍ବ...🙏🙏🙏
@saubhagyalaxmiacharya6910
@saubhagyalaxmiacharya6910 2 года назад
ब्
@ranjitkumarpradhan4801
@ranjitkumarpradhan4801 2 года назад
Sambalpur ra famous nuhe total western odisha ra famous.
@Proud-Odia8
@Proud-Odia8 2 года назад
ଆମ କଳାହାଣ୍ଡିଆ ନୂଆ ଖାଇ ପରେ ହେବ
@AllhaSuarwala
@AllhaSuarwala 2 года назад
! ପଶ୍ଚିମ ଓଡ଼ିଶା ଗଣପର୍ବ ଅତେବ ଓଡ଼ିଶାର ପର୍ବ !
@abhayasa2110
@abhayasa2110 2 года назад
Sambalpur khali nuha Sundargarh, Jharsuguda,balangir,bargad, debgarh,kalahandi etc
@lneeludora5377
@lneeludora5377 2 года назад
ନୂଆଁ ଖାଇ ଉପଲକ୍ଷେ ନଟିଆ ଗୃପ୍ କୁ ବହୁତ ଧନ୍ୟବାଦ
@user-iz3yh8io9v
@user-iz3yh8io9v 4 месяца назад
ଓଡ଼ିଶା ର ସମସ୍ତ ଭାଈ ଓ ଭଉଣୀ ମାନଙ୍କୁ ନୂଆଁଖାଇ ପର୍ବ ର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ 🙏ସମସ୍ତେ ଖୁସି ରେ ରୁହନ୍ତୁ ❤❤❤❤❤❤❤❤❤❤
@pintunayak981
@pintunayak981 2 года назад
ବହୁତ ଭଲ ଲାଗିଲା ନୂଆଖାଇ ର ଏଇ ପ୍ରୋଗ୍ରାମ
@Debasis_Gopal479
@Debasis_Gopal479 2 года назад
ପବିତ୍ର ଗଣେଶ ଚତୁର୍ଥୀ ଓ ନୂଆଖାଇ ଉପଲକ୍ଷେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 ଆଗାମୀ ଦିନ ସବୁ ସୁଖ ମୟ ହେଉ 🙏
@sahutrilokesh7
@sahutrilokesh7 2 года назад
Please like share and subscribe 🙏🙏🙏 😥😥😥
@sahutrilokesh7
@sahutrilokesh7 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-PhCc-fcQSJc.html
@firegamers2189
@firegamers2189 2 года назад
My name is ALSO DEBASISH
@Jaga8259
@Jaga8259 2 года назад
Happy Ganesh chaturthi 🙏🙏🙏
@arunarout4393
@arunarout4393 2 года назад
Aqwszxv but I will be an expert of appeals to me that it is the trial court of appeals to me that it is the 😎😭😀😘😘😂😂❤️❤️❤️❤️❤️❤️❤️😀 the trial court of India is the trial court and concentrated under
@manaskumarrout4320
@manaskumarrout4320 2 года назад
ମା ସମଲେଶ୍ଵରୀ...... 🙏
@manaskumarrout4320
@manaskumarrout4320 2 года назад
Such a beautiful place...... ❤️
@sasmitadas3532
@sasmitadas3532 2 года назад
📟📟📟📟📟📟📟
@sasmitadas3532
@sasmitadas3532 2 года назад
LOvesong
@sushilseth6489
@sushilseth6489 Год назад
🙏🙏Bachhar ke thare Nuakhair vet ghat kett ushat 🙏🙏
@prativamohanty7714
@prativamohanty7714 2 года назад
From my childhood I have never seen this kind of act from an entertainment field , induction of western Odisha culture language is a great effort @utkal cartoonworld,best wishes to the team.
@banitabesra8255
@banitabesra8255 2 года назад
Xnxnvibe
@soumyaswagatikajena3342
@soumyaswagatikajena3342 2 года назад
Besrll
@papinamishra6792
@papinamishra6792 2 года назад
Natya
@socreation....8748
@socreation....8748 2 года назад
ନୂଆ ଖାଇ ଭେଟ ଘାଟ।ଆପଣ କୁ ମୋର ନୂଆ ଖାଇ ଜୁହାର।....🙏🙏🥰🥰 ନଟିଆ ର ମାଉସୀ ଙ୍କୁ କିଏ ପ୍ରଥମ ଥର କିଏ ଦେଖିଲା ,..,?..like kara..😃🥰😃
@prashantapadhan4386
@prashantapadhan4386 2 года назад
Lots of love from Western Odisha. ଗୁର୍ଦୁଟେ ଧନ୍ୟବାଦ ଉତ୍କଳ କାର୍ଟୁନ୍ ୱାର୍ଲ୍ଡ।ନୂଆଁଖାଇ ଜୁହାର🙏
@lipsadhallifestyle
@lipsadhallifestyle 2 года назад
Plz support me
@goldmoviestudio9014
@goldmoviestudio9014 2 года назад
Thank you for showing the culture of nuakhai and western odisha❤️🥰❤️
@ssoftoonsjl7497
@ssoftoonsjl7497 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-JQ-p0Dgoqjc.html
@user-ce9ft1zn2z
@user-ce9ft1zn2z 10 месяцев назад
Very nice natia comedy ❤❤🥰🥰
@karandharua8319
@karandharua8319 2 года назад
ହେଲା ଯେ ବହୁତ ଭଲଲାଗିଲା,,,, ଜୟ ମା ସମଲେଶ୍ବରୀ🙏
@goudhansabar5817
@goudhansabar5817 2 года назад
ସମସ୍ତ ଓଡ଼ିଶ।ର ଭାଇ ଭଉଣୀ ଙ୍କୁ ନୂଆଁଖାଇ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🙏
@debendrasethi9673
@debendrasethi9673 2 года назад
ପବିତ୍ର ଗଣେଶ ଚତୁର୍ଥ ଓ ନୂଆଖାଇ ଉପଲକ୍ଷେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🙏🙏🙏ଜୟ ମା ସମଲେଇ 🙏🙏🙏
@lipsadhallifestyle
@lipsadhallifestyle 2 года назад
Plz support me
@entertainmentworld3202
@entertainmentworld3202 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-b95e6qnqeZQ.html
@rnrnknrnr840
@rnrnknrnr840 2 года назад
............🔱 *ରାମ ନାରାୟଣ ରାମ* 🔱 " ମୂତ୍ରଦ୍ବାର କେବଳ ଲିଙ୍ଗ ନୁହେଁ। ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ବା, ତ୍ବକ -- ଏ ସବୁକିଛି ହିଁ ଲିଙ୍ଗ ବିଶେଷ। ଯେକୌଣସି ଇନ୍ଦ୍ରିୟର ତୃପ୍ତି ହେଉଛି ସଙ୍ଗମ -- ତୃପ୍ତି ସବୁଥିରେ ହିଁ ବିଦ୍ଯମାନ। ଏଇ ଯେଉଁ ଆଖିରେ ଦେଖି ତୃପ୍ତି ପାଉ, କାନରେ ଶୁଣିକରି ତୃପ୍ତି ପାଉ, ନାସିକାରେ ଘ୍ରାଣ ଦ୍ବାରା ତୃପ୍ତି ପାଉ, ତ୍ବକ ଷ୍ପର୍ଶ ଦ୍ବାରା ତୃପ୍ତି ପାଏ, ଜିହ୍ବା ସ୍ବାଦରେ ତୃପ୍ତି ପାଏ -- ଏ ସବୁକିଛି ହିଁ ସଙ୍ଗମ । ତେଣୁ କାମ କେବେବି ତ୍ଯାଗ ହୁଏ ନାହିଁ , ଦରକାର ମଧ୍ୟ ନାହିଁ। କୌଣସି ବୃତ୍ତି ତ୍ଯାଗ ହୋଇ ନପାରେ । ତେଣୁ ତ୍ଯାଗ କରିବାକୁ ଚେଷ୍ଟା କରିବା ଦରକାର ନାହିଁ -- କେବଳ ସମସୁରରେ ବାନ୍ଧିବାକୁ ହେବ -- ସମତା ରକ୍ଷା କରିବାକୁ ହେବ। ସମ ମାତ୍ରାର ଯେଉଁ ସୁର, ତାହାହିଁ ବ୍ରହ୍ମଚର୍ଯ୍ଯ। " *-- ପରମପିତା ଶ୍ରୀ ଶ୍ରୀ ବାଳକ ବ୍ରହ୍ମଚାରୀ*
@m.rrajeshkumar5382
@m.rrajeshkumar5382 2 года назад
Thanku utkal world western odisha bigest festival Nuakhai tihar Samku Nuakhai juhar🙏🙏🙏🙏
@Techgamer-kd8bh
@Techgamer-kd8bh 2 года назад
Advance ନୂଆଖାଇ ଜୁହାର 🙏🙏🙏
@nivas6150
@nivas6150 2 года назад
Juhaar juhaar 🙏🙏🙏
@kamallochansahoo756
@kamallochansahoo756 2 года назад
ମୋତେ ଏ Episode ଟି ବହୁତ୍ ବହୁତ୍ ଭଲ ଲାଗିଲା, ଆଉ ନୂଆ ଖାଇ ବିଷୟରେ ବହୁତ୍ ଅଜଣା କଥା ଜାଣିବାକୁ ପାଇଲି। 🙏ଜୟ ମା ସମଲେଶ୍ଵରୀ 🙏
@somanathbaliarsingh3750
@somanathbaliarsingh3750 10 месяцев назад
Nua khai 2023 episode ku kie miss karucha...???
@hbrpresent5782
@hbrpresent5782 Год назад
ବହୁତ୍ ବଢିଆ ଲାଗିଲା,,, ଅତି ସୁନ୍ଦର ଉପସ୍ଥାପନା କରିଛନ୍ତି
@satya2456
@satya2456 2 года назад
କାଂ ଯେ ପଶ୍ଚିମ ଓଡିଶା, କାଂ ଯେ ପୁରବ୍, ଆମେ ସଭିଏଁ ଓଡିଆ ଭାଇ ଭାଇ। ଚାଲ୍ ଏକ୍ ସାଥେ ମନେଇମା ରଜ ଆର୍ ନୂଆଖାଇ।। ଜୟ ଜଗନ୍ନାଥ, ଜୟ ମା ସମଲେଇ ।।
@rajkishorejena6522
@rajkishorejena6522 2 года назад
ସମସ୍ତ ଓଡ଼ିଶା ବାସିଙ୍କୁ ପବିତ୍ର ଗଣେଶ ପୂଜା ଓ ନୂଆଖାଇ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
@dharmumunda9263
@dharmumunda9263 Год назад
ଜୟ ମା ସମ୍ବଲେଇ 🙏🙏🙏🚩🚩
@kgfgaming7901
@kgfgaming7901 2 года назад
3.2 million views in 2 days what a growth 📈👍
@user-ip3ej6nl8p
@user-ip3ej6nl8p 2 года назад
One
@MyCuisineAndCulture
@MyCuisineAndCulture 2 года назад
ବହୁତ ସୁନ୍ଦର ହେଇଛି ଏହା ♥️ ନୂଆ ଖାଇ କେ ସଭିକେ ଜୁହାର 🙏🙏
@Betterversion09
@Betterversion09 2 года назад
ହାଏ ମୁଁ ଜଣେ ଦୂତଙ୍କୁ ଭେଟି ବହୁତ ଖୁସି |
@msgkquestions2.287
@msgkquestions2.287 2 года назад
ଜୁହାର ଦିଦି
@gulapbhoi2595
@gulapbhoi2595 2 года назад
Juhar
@soumyashreerout1345
@soumyashreerout1345 2 года назад
ନଟିଆ ମାଉସୀ voice ଭାରି sweet ... 😉😉
@bansidharmedia5150
@bansidharmedia5150 2 года назад
ନଟିଆ ଗୃପର ସଭିଙ୍କୁ ନୂଆଁଖାଇ ଉଧେ ଅଭିନନ୍ଦନ
@akashacharaya
@akashacharaya 2 года назад
One of best episode . Really like it . Thanks .
@rohitabhue4338
@rohitabhue4338 2 года назад
ଗଣେଶ ପୂଜା ଓ ନୂଆଁଖାଇର ଅଭିନନ୍ଦନ । ଓ ନୂଆଁଖାଇ ଜୁହାର ସମସ୍ତ ନଟିଆ କମେଡି ଟିମ୍ ଓ ଦର୍ଶକ ମାନଙ୍କୁ ।🙏
@LUCKY_95427
@LUCKY_95427 2 года назад
ଆପଣଙ୍କୁ ମଧ୍ୟ🙏💐
@lipsadhallifestyle
@lipsadhallifestyle 2 года назад
Plz support me
@janmejayagopal6907
@janmejayagopal6907 2 года назад
ନଟିଆ କମେଡି ର ସମସ୍ତ ସଭ୍ୟ, ସଭ୍ୟା ମାନଙ୍କୁ ମୋର ହୃଦୟ ର ସହିତ ନୂଆଁଖାଇ ଜୁହାର 🙏🙏🙏 । ଏହି part କୁ ମୁଁ କମେଣ୍ଟ କରିଥିଲି ଉତ୍କଳ sir ନୂଆଁଖାଇ ଉପଲକ୍ଷେ ଗୁଟେ କମେଡି ବନନ୍ J ଆମର ଦର୍ଶକ ମାନକେ ବହୁତ୍ ଭଲ ଲାଗବା କହି କିରା କମଣ୍ଟ କରିଥିଲି। ଏଖେନ ସେ କମେଡି ମଧ୍ୟ ଆସି ଯାଇଛି।
@ramproduction143
@ramproduction143 2 года назад
Dhanyabad
@ranjanmirdha8406.
@ranjanmirdha8406. 2 года назад
Thank u so much Natia team....for highlighting most beautiful festival Nuakhai
@soumyaranjankhatua3989
@soumyaranjankhatua3989 2 года назад
This part is mind blowing part 🧡🧡
@entertainmentworld3202
@entertainmentworld3202 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-b95e6qnqeZQ.html
@ssoftoonsjl7497
@ssoftoonsjl7497 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-JQ-p0Dgoqjc.html
@pankajpradhan6344
@pankajpradhan6344 2 года назад
Utkal cartoon world all team members ମାନଙ୍କୁ ନୂଆଁଖାଇ ଜୁହାର 🙏 ନୂଆଁଖାଇ କୁ ନେଇକରି ଭିଡିଓ କରିଥିବାରୁ ବହୁତ ବହୁତ ଧନ୍ୟବାଦ ମା ସମଲେଇ ଙ୍କ ଠାନେ ଏତିକି ଗୁହାରି ମା ସମଲେଇ ସମକୁ ଖୁସି ରେ ରଖୁନ୍
@sakuntalabarik4838
@sakuntalabarik4838 2 года назад
🇮🇳🙏🇮🇳🙏🎉🇮🇳🙏🇮🇳🙏🇮🇳🙏🇮🇳🙏🎊🎊
@maltimediavideoes
@maltimediavideoes 2 года назад
🙏🙏🙏👌👌
@saratsenapati2530
@saratsenapati2530 2 года назад
Nuakhai juhar in Advance dada🙏🙏🙏🙏
@maltimediavideoes
@maltimediavideoes 2 года назад
@@saratsenapati2530 thanks BROTHER🙏🙏🙏
@janakiswain5337
@janakiswain5337 2 года назад
His
@birajpattanayak
@birajpattanayak 2 года назад
ଗଣେଶ ଚତୁର୍ଥୀ ଓ ନୂଆଖାଇ ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ❤️
@manasijena2322
@manasijena2322 2 года назад
Same to u
@arunarout4393
@arunarout4393 2 года назад
Awwwqwery the trial court of appeals to me that it is the 😎😭😭😭❤️😀😀😘😘😂😂❤️❤️❤️❤️😀😀😘😂❤️😀😀 fret about it will not 🚭🚫 the intended r reader to me that it will
@jhunujhunu9764
@jhunujhunu9764 2 года назад
ଗଣେଶ ପୂଜା ଓ ନୂଆ ଖାଇ ର ଅନେକ ଅନେକ ଶୁଭେଚ୍ଛା
@odia2935
@odia2935 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-tsAbkRroQj4.html
@narayansahu2245
@narayansahu2245 2 года назад
Same to u bro
@idgafworld1195
@idgafworld1195 Год назад
Oww 😁 ଇ ଏପିଶୋଡ ମତେ ଭଲ lagla sate ,😁😁😁
@mamabarik9707
@mamabarik9707 2 года назад
ଆମକୁ ବହୁତ୍ ଖୁସି ଲାଗିଲା ଯେ ନଟିଆ କାହାଣୀ ମାଧ୍ୟମ ରେ ଆମ ସମ୍ବଲପୁର ର ଗଣ ପର୍ବ ନୂଆ ଖାଇ ଜୁହାର ବିଷୟରେ ସମସ୍ତଙ୍କୁ ଅବଗତ କରାଇଲେ। ବହୁତ୍ ବଢିଆ ଲାଗିଲା କାହାଣୀ। ଜୟ ମା ସମଲେଇ 🙏Love from Sambalpur 🙏.
@Madhaba_Dora
@Madhaba_Dora 2 года назад
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଥି ସବ୍ କେ ମୋର୍ ନୂଆଁଖାଇ ଜୁଆର୍ ଆରି ଗଣେଶ ଚତୁର୍ଥୀ ର ଶୁଭେଚ୍ଛା ଓ ଶୁଭକାମନା💐💐 🙏🙏 🙏 ଜୟ ମାଁ ସମଲେଇ🙏🙏
@amitkumarmahakul4184
@amitkumarmahakul4184 2 года назад
Jaha kaha dada dill khus kari delaaaa e video... words kam aee ete bhal hye chy j... Sambalpuria bhai like te hyu... jay maa samlye.. Nuakhai juhar sab k
@rajubariha6167
@rajubariha6167 2 года назад
Jai maa samlei 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@prstmpatra1521
@prstmpatra1521 2 года назад
ନୂଆ ଖାଇ ଜୂଆର ମୋର୍ ତରଫରୁ ଶୁଭ କାମନା ଜୟ ମାଁ। ସମଲେଶ୍ଵରୀ ନଟିଆ କମେଡି ମକେ ତ ବହୁତ ବଢ଼ିଆ ଲାଗଲା
@spproduction2410
@spproduction2410 2 года назад
ଜୟ୍ ମା ସମ୍ଲେଇ
@jhunujhunu9764
@jhunujhunu9764 2 года назад
ନୂଆଖାଇ ପାଇଁ ଅନେକ ଅନେକ ଶୁଭେଚ୍ଛା ❤❤❤❤❤
@lalitavlogs959
@lalitavlogs959 2 года назад
Tq sis
@sidhantkumarraut8790
@sidhantkumarraut8790 2 года назад
What an ideal representation this is ! Bastabare yakuhin kuhanti prakruta jatiprema ebam bhatrubhabara ananya prampara. Ebhali eka niara prayas dwara odisha ra sanskriti, aitihya ebam parampara ku biswara kona anukonare pahanchaithibaru. Dhanya jagannath dhanya amara odisha. Wish you a very very creativity mindset go ahead to utkal bhai and team.
@swagatikasundaray1306
@swagatikasundaray1306 2 года назад
ଏ episode dekhila ପରେ ମୋତେ ପଶ୍ଚିମ ଓଡ଼ିଶା ର ନୂଆଁଖାଇ ପର୍ବ ଦେଖିବାକୁ ଇଚ୍ଛା ହେଉଛି
@Trueloveyouth
@Trueloveyouth 2 года назад
ବହୁତ ବଢିଆ ସମସ୍ତଙ୍କୁ ନୂଆଖାଇଁ ଭେଟଘାଟ ଗୋ ନଟିଆ ଆଉ ଗେଣ୍ଡୁ ପରିବାରକୁ ନୂଆଖାଇଁ ଗଣପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ମାଁ ସମଲେଶ୍ୱରୀ ❤🚩🙏🌻
@lingrajmajhi1247
@lingrajmajhi1247 2 года назад
ଆମେ ପରା ପସ୍ଚିମ୍ ଓଡ଼ିଶାର ଏ ବୋ ମୋର ଦାଦା ଭାଇ ମାନଙ୍କୁ ନୂଆଖାଇ ଜୁହାର
@lingrajmajhi1247
@lingrajmajhi1247 Год назад
Hii
@mr_sourav6435
@mr_sourav6435 2 года назад
ଆମର ସମ୍ବଲପୁରୀଆ ନୂଆଖାଇ ଭିଡିଓ ବନାବାର ଲାଗି ଧନ୍ୟବାଦ୍। ଉତ୍କଳ କାର୍ଟୁନ୍ ୱାଲ୍ଡ୍ କେ ଆମର ସମ୍ବଲପୁରୀଆ ମାଙ୍କର ଆଡୁ ନୂଆଖାଇ ଜୁହାର
@ABHIJITDas-gx1fz
@ABHIJITDas-gx1fz 2 года назад
କେତେ ସୁନ୍ଦର ଲାଗୁଛି 👌 ଏ ଭିଡିଓ ସମ୍ବଲପୁର ସମଲେଶ୍ଵରୀ ମନ୍ଦିର ପାଖରେ ଏକ ନୂତନ ଭିଡ଼ିଓ କରିଛନ୍ତି 👌👌👌👌👌👌
@Krishnadasbls180
@Krishnadasbls180 2 года назад
ପବିତ୍ର ଗଣେଶ ପୂଜା ଓ ନୂଆଖାଇ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏🙏🙏🙏🙏😄
@jogendrasabar6408
@jogendrasabar6408 2 года назад
ଆପଣ୍ ମାନ୍ କେ ସମ୍ କେ ମୋର୍ ନୂଆଖାଇ ଜୁହାର୍ ।🌾 ମା ସମଲେଇ ଆପଣ୍ ମାନ୍ କର୍ ଜିବନ୍ ନେ ସୁଖ୍ ସମୃଦ୍ଧି ଆନନ୍ । ଜୈ ମା ସମଲେଶ୍ୱରୀ 🙏🏻
@playpradhan2664
@playpradhan2664 2 года назад
This culture is too good ☺
@prasantanayka6447
@prasantanayka6447 2 года назад
gu'bu
@swagatikasundaray1306
@swagatikasundaray1306 2 года назад
ନମସ୍ତେ ଓଡ଼ିଶା 🙏🙏🙏🙏🙏🙏❤️
@prakashamishra5685
@prakashamishra5685 2 года назад
ଗଣେଶ ପୂଜାର ଅଭିନନ୍ଦନ
@soumyaranjanjena4264
@soumyaranjanjena4264 2 года назад
ପବିତ୍ର ଗଣେଶ ପୂଜା ଏବଂ ନୂଆଖାଇ ଉପଲକ୍ଷେ ହାର୍ଦିକ ଅଭିନନ୍ଦନ 🙏
@karismabehera9108
@karismabehera9108 2 года назад
ଖୁବ ସୁନ୍ଦର ଉପସ୍ଥାପନା ❤️❤️❤️ ବହୁତ ବଢିଆ ବନେଇଛ ଦାଦା 🙏🙏🙏
@Sani__4996
@Sani__4996 2 года назад
It is a very interesting part 🙂 i love 💕 the video
@queen3810
@queen3810 2 года назад
Nuakhai amar paschim odisha ra gana parba aye "nuakhai juhar " 👍👍👍
@birendramajhi0711
@birendramajhi0711 2 года назад
Juhar go nua khai juhar
@queen3810
@queen3810 2 года назад
@@birendramajhi0711 juhar juhar
@anandswain1869
@anandswain1869 2 года назад
Am extremely happy for this episode..amar sambalpuri language re karithibaru apanku bahut bahut dhanyabad..jai maa samalei..maa samalei sabku khusire rakhu.. happy nuakhai..
@diptymayeebindhani8134
@diptymayeebindhani8134 2 года назад
ଜୟ ମା ସମଲେଇ 🙏🙏🙏
@mitrabhanupruseth5054
@mitrabhanupruseth5054 2 года назад
We all are very happy to respect Sambalpur thanks 🙏
@ganeshnaik742
@ganeshnaik742 2 года назад
🌹💚🌹
@ganeshnaik742
@ganeshnaik742 2 года назад
🌹
@PrakashKumar-rp5mh
@PrakashKumar-rp5mh 2 года назад
ପବିତ୍ର ଗଣେଶ ଚତୁର୍ଥୀ ଓ ନୂଆଖାଇ ପର୍ବ ର ହାର୍ଦିକ ଶୁଭେଛା ଓ ଶୁଭକାମନା
@nareshkumarkar797
@nareshkumarkar797 2 года назад
ଗଣେଶ ପୂଜାର ଅଭିନନ୍ଦନ, ନୁଆ ଖାଇର ଜୁହାର ଉକ୍ତଳ କାର୍ଟୁନ ଓଆଲଡ୍ ସମସ୍ତ ସଦସ୍ୟ ମାନଙ୍କୁ।ଓଡିଶାର ସବୁ ଫେଷ୍ଟିଭାଲ ଉପରେ ଭିଡିଓ ଚିତ୍ରଣ ଖୁଵ୍ ଆନନ୍ଦ ଦାୟକ ହୋଇପାରୁଛି। ସଵକେ ନୂଆ ଖାଇର ଜୁହାର
@narayansahu1659
@narayansahu1659 2 года назад
ମାଆ🙏🇮🇳🌺🙇😊❤️
@lokeshnayak8391
@lokeshnayak8391 2 года назад
Really heart taughtin video
@gopitopiblogs3812
@gopitopiblogs3812 2 года назад
ବଂଶୀକୁ ସମ୍ବଲପୁରୀ ନାଚରେ ନଚେଇଇଥିଲେ ଆହୁରି ଅନେକ ମଜା ହୋଇଥାନ୍ତା 👍
@janakiswain5337
@janakiswain5337 2 года назад
Hi
@subhaskitchenodia4829
@subhaskitchenodia4829 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-lfl-h4hfEtA.html
@ashisdas6623
@ashisdas6623 2 года назад
dhumra ଏଚଏସବିସି ଡ ବସନ୍ତ କୁମାର fcxfa🎂
@sanjibsahani09
@sanjibsahani09 2 года назад
Right
@ranjansundaray649
@ranjansundaray649 2 года назад
ସତ କହିଲେ ଭାଇ
Далее
Natia Comedy Part 230 || Chicken Pakoda
12:40
Просмотров 15 млн
Natia comedy part 389 || Bali jatra
13:33
Просмотров 5 млн
Я КУПИЛ САМЫЙ МОЩНЫЙ МОТОЦИКЛ!
59:15
Natia Comedy Part 469 || Chitthi deichi mu para hatare
22:03
Natia Comedy part 365 || Sukutara reception
16:02
Просмотров 8 млн
Natia Comedy Part 145 || PICNIC
33:51
Просмотров 53 млн
Natia Comedy || part 424 || Sonara Scooty
19:40
Просмотров 4,2 млн
Natia Comedy || All Diwali episode collections
36:45
Рыбалка с Дедом😁
1:00
Просмотров 2,5 млн
Вилка для консервов 🥒
0:51
Просмотров 2,4 млн