Тёмный

News Fuse 14 AUG 2024 

OTV
Подписаться 11 млн
Просмотров 411 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 742   
@heartbeat8141
@heartbeat8141 2 месяца назад
ହସ ଲାଗୁଛି ଏଭଳି ନେତା ଆମ ଓଡିଶାର
@pinkunsethy20
@pinkunsethy20 2 месяца назад
😂😂😂😂
@trilochanpradhan1033
@trilochanpradhan1033 Месяц назад
😂😂😂😂😂 Dhanya re
@sekharnayak8983
@sekharnayak8983 Месяц назад
Nobin odia kohiki bujhiki teluthila
@tapaswinikhutuli5227
@tapaswinikhutuli5227 2 месяца назад
ଏଇ ସବୁ ମୂର୍ଖ ଗଧ ବିରାଡ଼ି ବୈଷ୍ଣବ ଧେତ ବିଜେପି ଵାଲା
@pratapmaity2499
@pratapmaity2499 2 месяца назад
ଏତେଦିନକେ ଓ ଟିଭି ଗୋଟିଏ ଖବର ଦେଖାଇଲା। ଓ ଟିଭି ଗୋଟିଏ ଗଦି ମିଡିଆ ଚେନାଲ୍ ହଇଥିବାରୁ ବହୁତ କଷ୍ଟ ରେ ଏହା ଉପସ୍ଥିତ କରୁଅଛି! ଏବେ ଓଡ଼ିଆ ଅସ୍ମିତା ଚୁଲିରେ ଜଳୁଛି
@MINIMOTIVATION6242
@MINIMOTIVATION6242 2 месяца назад
ଗଦି ନା ତକିଆ, ବୁଝିଲ ଭୁଲ୍ ଟା ସବୁବେଳେ ଭୁଲ୍, ଆଉ ତୁମେ ସବୁ ଗେଣ୍ଡା ଦଳର ଚାମୂଚା ତୁମେ ସବୁ ଖୁସି ତ ଏଇ ସମ୍ବାଦ କୁ ଦେଖି !!
@Trueindian9q882
@Trueindian9q882 2 месяца назад
ଚାମଚ ନା କଂସା.. 24 ବର୍ଷ ରେ କଣ ହେଇଛି ଟିକେ niti ଆୟୋଗ report ପଢ଼େ
@manojrout8551
@manojrout8551 2 месяца назад
ଠିକ୍ କଥା କହିଲେ ଭାଇ
@peacefulcommunity903
@peacefulcommunity903 2 месяца назад
​@@MINIMOTIVATION6242 To Gandi kehi maru nahanti na.. Sala Nabeen sarkaar jaha karithila taku ranga maruchi ae sarkaar.. sala.. Inefficient Government
@jtvodiaentertainment5879
@jtvodiaentertainment5879 2 месяца назад
Haaaaas
@DebasishNayak-h3m
@DebasishNayak-h3m 2 месяца назад
ଆମ ମୁଖ୍ୟମନ୍ତ୍ରୀ କିଛି କରିପାରନ୍ତୁ କି ନ କରିପାରନ୍ତୁ କିନ୍ତୁ କ୍ୟାମେରା କୁ ବହୁତ୍ ଗୁରୁତ୍ଵ ଦିଅନ୍ତି 😂
@ViratKohli.302
@ViratKohli.302 2 месяца назад
Because of modi student 😅
@MrKhan-ci1oz
@MrKhan-ci1oz 2 месяца назад
Because of Modi bhakti 😅
@BhimapinguaBhimapingua-qp4zt
@BhimapinguaBhimapingua-qp4zt 2 месяца назад
😂😂😂
@sumatihembram1234
@sumatihembram1234 2 месяца назад
Hasi laguchi
@weavecreation1276
@weavecreation1276 2 месяца назад
😂 very nice cm
@nihardas1910
@nihardas1910 2 месяца назад
ଏଇମାନେ ହେଲେ ଆମମାନଙ୍କର ନେତା। ଯେଉଁମାନେ ଓଡ଼ିଆ ଠିକ୍ ରେ ଲେଖି ପାରୁନାହାନ୍ତି ସେମାେନ ଓଡ଼ିଶା ର ଅସ୍ମିତା କୁ ନାରା କରିଛନ୍ତି।
@jasmitasahoo4758
@jasmitasahoo4758 2 месяца назад
@@nihardas1910 right
@hi-yx8fc
@hi-yx8fc 2 месяца назад
ବର୍ଷରେ ଥରେ ସ୍ଵାଧୀନତା ସଂଗ୍ରାମୀ ମନେ ପଡନ୍ତି
@bandan72
@bandan72 2 месяца назад
Bhai pura tuma pari loka😊😊😊😅😅
@tribalnaturefood
@tribalnaturefood 26 дней назад
ସାଙ୍ଗମାନେ 🙋ମନ୍ତ୍ରୀ ମଣ୍ଡଳ ପାଇଁ ମଧ୍ୟ ପ୍ରତିଯୋଗୀତା ପରୀକ୍ଷା ଭିତ୍ତିରେ ଚୟନ ହେବା ଉଚିତ୍ ବୋଲି କିଏ କିଏ ଭାବୁଛ 🙋
@dp_bapun
@dp_bapun 2 месяца назад
ପୂର୍ବରୁ cm ku pm b ଡରୁଥିଲେ। କାହିଁକି ନା ସେ educated thile, kintu Abe Naa odia ଜାଣିଛନ୍ତି, ନା ହିନ୍ଦୀ ଜାଣିଛନ୍ତି , ଆଉ English oho wonderful,, andha bhakta ram ram,,
@ratikantaswainjayhanumanji7251
@ratikantaswainjayhanumanji7251 2 месяца назад
Absulily right bro a loka bhujhiba darkar
@skpchannelsangitakumaripad5552
@skpchannelsangitakumaripad5552 2 месяца назад
It's absolutely not absulily​@@ratikantaswainjayhanumanji7251
@143Susanta
@143Susanta 2 месяца назад
ମହା ପୁରୁଷ ମାନଙ୍କୁ କେବଳ ଦିନେ ଦୁଇଦିନ ପାଇଁ ସଫା କରାଯାଏ କାରଣ ଏମାନେ କେବଳ ଏଇ ଦିନ ପାଇଁ ଖୋଜା ଯାଆନ୍ତି ଅନ୍ୟ ବେଳେ କିଏ ପଚାରେ ଅନୁରୋଧ 🙏🏿🙏🏿🙏🏿 କରୁଛି ସରକାରଙ୍କୁ ଆମର ଏଇ ମହାପୁରୁଷ ମାନଙ୍କର ସେବା ପାଇଁ କିଛି ଗୋଟେ ଵେବସ୍ତା କରନ୍ତୁ ଯେମିତିକି ଲାଗିବ ସେ ଆମ ସହିତ ଅଛନ୍ତି 🙏🏿🙏🏿🙏🏿🙏🏿🙏🏿
@143Susanta
@143Susanta 2 месяца назад
ପ୍ରଭାତୀ ଅପା ଆମର ଲେଖା ହିମାଳୟ ରୁ ଆରମ୍ଭ କଲେ ଆଉ କନ୍ୟାକୁମାରୀ ରେ ସାରିଲେ ମୋ ଭଳିଆ ଲେଖା ମତେ ବହୁତ ଖୁସି ଲାଗିଲା 🤣😂🤣
@SasmitaNayak-px7iq
@SasmitaNayak-px7iq 2 месяца назад
😂😂😂😂
@Call_me_teju
@Call_me_teju 2 месяца назад
😂😂😂
@suprabhadehury4543
@suprabhadehury4543 2 месяца назад
😂😂😂😂😂😂
@MantubakulBakul
@MantubakulBakul 2 месяца назад
Lekhiba dhadi chhat nahi padhiba darkar
@Mscartooncorner
@Mscartooncorner Месяц назад
ହଁ ଭାଇ ଆଗରୁ ମୁଖିଆ ଓଡ଼ିଆ କହିପାରୁ ନଥିଲେ, ଏବେ ନେତା ଓଡ଼ିଆ ଲେଖି ପାରୁନାହାନ୍ତି।
@jyotiprakashcl
@jyotiprakashcl 2 месяца назад
ଓଡ଼ିଆ ଅସ୍ମିତା.... ଓଡ଼ିଆ ଅସ୍ମିତା..... ଯେଉଁମାନେ ଓଡ଼ିଆ ଠିକ୍ ସେ ଲେଖି ପାରୁନାହାନ୍ତି ସେମାନେ ଓଡ଼ିଶା ର ଅସ୍ମିତା କୁ ରକ୍ଷାକରିବେ। ଓଡ଼ିଶାବାସିଙ୍କ ୧୨+୧୨=୨୪ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା....ଧନ୍ୟ ଅନ୍ଧଭକ୍ତଙ୍କ ମୁର୍ଖ ମନ୍ତ୍ରୀ................... ଜୟ ଜଗନ୍ନାଥ 🙏
@ramsoren4159
@ramsoren4159 2 месяца назад
ରକ୍ଷା 👈👈👈 Spelling
@Ekalavya180
@Ekalavya180 2 месяца назад
ଅରେ ଭାଇ ନବିନ ବାବୁ ଙ୍କୁ ୨୪ ବର୍ଷ ଓଡିଶା ବାସି ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ ୫ ବର୍ଷ ଦେଇ କି ଦେଖ କଣ କରୁ ଚନ୍ତି
@edtonk6277
@edtonk6277 2 месяца назад
ଏମାନଙ୍କ ପରି ରାଜନୈତିକ ଶେତା ପାଇଁ ଆଜି ଓଡ଼ିଆ ଅସ୍ମିତା ଗର୍ବିତ 🙏
@Birabhue-t7s
@Birabhue-t7s 2 месяца назад
ସବୁ ମିଡ଼ିଆ ସୁର ପାଗଳ ଠୁ ବାଇଟ କ'ଣ ପାଇଁ ନେଉଛନ୍ତି ବୁଝାପଡୁନି। ଲୋକ ହସିହସି ନାକେଦମ😂😂😂
@chandrasekharsingh1736
@chandrasekharsingh1736 2 месяца назад
Board re ତାରିଖ ଭୁଲ ଲେଖା ହୋଇଛି।।।
@hitesh3491
@hitesh3491 2 месяца назад
4:14 4:19 4:21 4:32 4:32 4:33 4:33 4:35 4:36 4:40 4:54 4:56 4:56 4:56 4:57 5:04 5:04 5:05 5:20 5:20 5:38 5:38 5:41 5:42 5:43 😮 5:44 5:47 5:52 😮😮😮😮😮😮😮😮😮 6:13 6:13 6:17 6:17 6:17 😮😮😮😮😮😮 6:42 😮i😄😅 7:05 😮😮😅😮😮😮😮
@mrganesh320
@mrganesh320 2 месяца назад
ସତରେ ବ ଧନ୍ୟ double ingine ସରକାର
@mskabita5669
@mskabita5669 2 месяца назад
Bhul nuhe har ghar triranga 09-15 august mane 9-15 aug samaste ghara aagare triranga lageibe
@sradhamihir5552
@sradhamihir5552 2 месяца назад
ମୁଁ ଆଜି ଖାଲି comments ପଢ଼ିକି ଯିବି, କିଛି କହିବିନି 🙊 ମୋ ଭଳି ଆଉ କିଏ ଅଛ କି ଆଜି ? 🤣🤣
@somanathadas146
@somanathadas146 Месяц назад
Me
@ramakantamohanty8472
@ramakantamohanty8472 2 месяца назад
ଏମାନେ ଏମିତି ଓଡିଶା ଚଳେଇବେ ଓଡ଼ିଆ ଜାଣିନାହାନ୍ତି
@DambrudharJani-kn1es
@DambrudharJani-kn1es 2 месяца назад
ଟିକକଥାଭାଇ
@maacreative139
@maacreative139 2 месяца назад
ଯଦି ଏହି ଭଳି ଲେଖା ଅନ୍ୟ କୋଉ ସ୍କୁଲ ସାର୍ ଲେଖି ଥାନ୍ତେ, ଓ ହୋ ଜମେଇ କି ନାରଣ ବାବୁ ଆମର କହିଥାନ୍ତେ
@banamalisahoo9664
@banamalisahoo9664 2 месяца назад
ସମସ୍ତେ ସବୁ କିଛି ଲେଖିଲେ ହେଲେ ବନ୍ଦେ ଉତ୍କଳଜନନୀ କେହି ଲେଖିଲେ ନାହି, ପ୍ରଥ ମେ ଆମେ ଓଡ଼ିଆ,ତାପରେ ଆମେ ଭାରତୀୟ
@shibaprasad9954
@shibaprasad9954 2 месяца назад
.ବିଜେପି ଗଢିଛି ମୂଖ୍ୟ ମୁର୍ଖ ମନ୍ତ୍ରୀ
@MithunKumarofficial-oc8ig
@MithunKumarofficial-oc8ig 2 месяца назад
ଠିକ୍ କଥା
@TukuNaik-hj6cf
@TukuNaik-hj6cf 2 месяца назад
Naveen Patnaik pandit thila bodhe 😂😂😂😂 sei pain harigala
@chhatraytudu3159
@chhatraytudu3159 2 месяца назад
Right
@shibaprasad9954
@shibaprasad9954 2 месяца назад
@@TukuNaik-hj6cf କୁକୁର କହିଲେ ତତେ ବୁଝାଏ
@Call_me_teju
@Call_me_teju 2 месяца назад
​@@shibaprasad9954😂😂😂
@NrusinghaCharanRatha
@NrusinghaCharanRatha 2 месяца назад
"ଶୁଖୁଆ ପୋଡ଼ା " is more powerful than "ବାର ବର୍ଷର ତପସ୍ୟା" । କାରଣ "ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା ।" "ଦାୟିତ୍ବ ସମ୍ପର୍ଣ୍ଣ ବ୍ଯକ୍ତି ଭାବିଚିନ୍ତି ମନ୍ତବ୍ଯ ରଖିବା ଉଚିତ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@s.k.parida5037
@s.k.parida5037 2 месяца назад
ଲଜ୍ଜ୍ୟା ଲାଗୁଛି ଏମିତି ନେତା ମନ୍ତ୍ରୀ ଙ୍କ ହାତରେ ଆମ ରାଜ୍ୟର ଶାସନ ଭାର ରହିଛି, ଯେମିତି ନେତା କୁ ସେମିତି ଶାସନ
@143Susanta
@143Susanta 2 месяца назад
ଏଇ student ମାନେ କଣ ଲେଖୁଛନ୍ତି ସେଇ ଜାଣି ଥିବେ ଧନ୍ୟ ତମର ଲେଖା
@niranjanmajhi3134
@niranjanmajhi3134 2 месяца назад
ହଁ ବିକାଶ ନା ନେଇ ଯେଉଁ ବିନାଶ ଆଉ ଲୁଟ୍ ର ହିସାବ ଟିକେ ଦିଅ।
@krishnaprasadrath
@krishnaprasadrath 2 месяца назад
Bahut sunder episode.🙏 Jai ♥️🇮🇳🔥 Hind 🙏
@jitendrasahu9073
@jitendrasahu9073 2 месяца назад
ଟାଉଟରିଆ ଓଟିଭି କୁ ଉପରେ ଲେଖା ଯାଇଥିବା ତିରଙ୍ଗା ଲେଖା କଣ ଦେଖାଗଲା ନାହିଁ ଆଖିରେ କଣ କଣ୍ଟା ପଶିଛି
@monalishadas5020
@monalishadas5020 2 месяца назад
ତାରିଖ ଭୁଲ ଅଛି
@rowdy3285
@rowdy3285 2 месяца назад
​@@monalishadas5020murkhamantri gudaka au karibe kn lajya lagiba katha emiti mantri mananku
@sorenfilms
@sorenfilms 2 месяца назад
​@@monalishadas5020ଠିକ୍ ଅଛି । 9-15 August ର ଅର୍ଥ 9 ରୁ 15 August
@sorenfilms
@sorenfilms 2 месяца назад
ଠିକ୍ ଅଛି l Hindi ଅନୁସାରେ ତିରଙ୍ଗା ' ହର୍ ଘର୍ ତିରଙ୍ଗା' Odia ଅନୁସାରେ ତ୍ରିରଙ୍ଗା ' ଘରେ ଘରେ ତ୍ରିରଙ୍ଗା '
@rowdy3285
@rowdy3285 2 месяца назад
@@sorenfilms bhai lo eita hindi lekhaheini ଓଡ଼ିଆ re lekha heichi so ethi hindi katha kahile kn haba je
@saraswatisahoo5171
@saraswatisahoo5171 Месяц назад
ବାଜେ ଗୋଦି ମିଡ଼ିଆ ଆଜି କେମିତି ଚାମଚା ଗିରି କରିନ କିରେ । ଅପାଠୁଆ ଦଳ
@hrusikeshmallik3221
@hrusikeshmallik3221 2 месяца назад
ଆମ ଓଡ଼ିଶାର ବିଜେପି ମୁଖ୍ୟ ମନ୍ତ୍ରୀଙ୍କ ଲେଖା ଛିଡାଇଦିଅ
@jasmitasahoo4758
@jasmitasahoo4758 2 месяца назад
କି ଯୁଗ ହେଲା କାହାକୁ ମୁଖ୍ୟମନ୍ତ୍ରୀ କଲୁ,, ଭୁଲ୍ ରେ ଭାଷଣ ରେ ଭାଷୀ ଗଲି, ଅନ୍ଧ ରାଇଜେ ଗଲି ଦର୍ପଣ ବିକି,,,😮😮😮 ହାତ ରେ ଶାଳଗ୍ରାମ,,, ମୋ ଭୋଟ ଖଣ୍ଡ କ ଫେରା,,, ନା ଓଡ଼ିଆ ନା ହିନ୍ଦୀ ନା ଇଂଲିଶ,, ମୋ ଭୋଟ ଖଣ୍ଡ କ ଫେରା,,otv ଧନ୍ୟବାଦ୍ ଏତେ ଦିନ ପରେ ତୁମ TV channel ରେ ତୁମ ନେତା ର କହିଲ,,, ନିଜ କଥା କୁହ ଅନ୍ୟ ର ବି କୁହ,,,,
@Birabhue-t7s
@Birabhue-t7s 2 месяца назад
ଭୋଟ ଆଗରୁ ତ ଭାରି କନ କନ ହଉଥିଲ ଏବେ କାଇଁ ଜଳୁଛି 😂😂😂କିଳା ନିଅ
@jasmitasahoo4758
@jasmitasahoo4758 2 месяца назад
​ଆରେ ଭାଇ ଏ କମେଣ୍ଟ ଟି ସମସ୍ତ ଙ୍କ ପାଇଁ ବୁଝିବା ଲୋକ ଠିକ୍ ବୁଝିବ,,, ଯିଏ ୟାଙ୍କ ମାନଙ୍କୁ ସରକାର କରିଛି,, ଯିଏ ଭୋଟ ଦେଇଛି ତାକୁ ଚାପୁଡ଼ା ଖାଇଲା ଭଳି ଲାଗୁଥିବ,,, ଭୋଟ ଖଣ୍ଡ କ ଫେରା ଓଡ଼ିଶା ର ନିରୀହ ଲୋକଙ୍କୁ
@premprakash9022
@premprakash9022 2 месяца назад
Katha kuha kandhei pachare vasa nhi kebe
@codingcure788
@codingcure788 2 месяца назад
Mukhya mantree kn ta vul lekhi delaki
@xyz5493
@xyz5493 Месяц назад
ଓଡ଼ିଶା ରେ କେବଳ ଓଡ଼ିଆ ଚାଲିବା ଉଚିତ୍
@BibhasiniDas-kl2xx
@BibhasiniDas-kl2xx 2 месяца назад
ଦୟାକରି ଯୁକ୍ତାକ୍ଷର ସିଖିକୀ ଆସନ୍ତୁ
@pradoshbehura3794
@pradoshbehura3794 2 месяца назад
ସୁର ଭାଇ ଙ୍କ ହିସାବ ରେ ପାଣ୍ଡିଆନ ଯଦି ସବୁ କରିଛନ୍ତି, ତେବେ ନବୀନ ବାବୁ କଣ କରିଛନ୍ତି? ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଅଫିସର ମାନେ କାମ କରନ୍ତି। କିନ୍ତୁ ଆମ ସୁର ବାବୁ ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ଙ୍କ ଜାଗାରେ ଅଫିସର ଙ୍କୁ ଦେଉଛନ୍ତି।😭😭😭
@dagreswargoud
@dagreswargoud 2 месяца назад
ନେତାମାନଙ୍କୁ ଏପରି ଟ୍ୟୁସନ ଏକାନ୍ତ ଜରୁରୀ
@jtvodiaentertainment5879
@jtvodiaentertainment5879 2 месяца назад
ସରକାର ନେତା ହେବା ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ,ମାନ ଦଣ୍ଡ ଓ ବୟସ ସୀମା, ଧାର୍ଯ୍ୟ କରନ୍ତୁ।
@srpcreatorsuman5317
@srpcreatorsuman5317 2 месяца назад
ହର୍ ଘର୍ ତ୍ରିରଙ୍ଗା ❎ ହର୍ ଘର୍ ତିରଙ୍ଗା ✅ ଏମାନେ ଖାଲି ବିରୋଧୀଙ୍କୁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରୁଛନ୍ତି ଯେ ଆମକୁ କୁହ 😆 ଆମେ ଯାହା ଭୋଟ ବେଳେ ଆଗରେ ଥିଲୁ ବୋଲି ନାରଣ ଦେଖେରେ କେତେଜଣ କହୁଛନ୍ତି ଆମେ ଗୋଳେଇ ଦେଉଚୁ ନହେଲେ ଶୁଣି ନ ଶୁଣିଲା ଭଳିଆ ଯାଉଛୁ ଆଉ 😂😂 ଜୟ ଜଗନ୍ନାଥ ❤
@Official_B.kanhar
@Official_B.kanhar 2 месяца назад
Agriculture re development hoithile odisha kahiki any rajya upare nirbhara karithile..
@arunsahu9634
@arunsahu9634 2 месяца назад
Even Naveen babu never ever speak odia.but he is one of the best CM.
@Baladev-7894
@Baladev-7894 2 месяца назад
ଜଣେ ମାଟ୍ରିକ ପେଲ ପିଲା ଲେଖି ପାରିବେ sir ଆମ ରାଜ୍ୟ ରନେ ତା ମାନେ ଜାଣିନାହାନ୍ତି ଜୟ ଜଗନ୍ନାଥ
@Odiaspiritual
@Odiaspiritual Месяц назад
ସୁର ଭାଇନା ପୁଅ କୁ ମନ୍ତ୍ରୀ କରେଇକି ବିଜେଡି ରେ ମିଶିକି ମାରିବେ ବୋଲି ଭାବିଥିଲେ କିନ୍ତୁ ନିଜେ ମରେଇଲେ
@sumanarpita9516
@sumanarpita9516 2 месяца назад
ଏମାନେ ଭଲ ରେ ଓଡ଼ିଆ ଲେଖିପାରୁନାହାନ୍ତି କିନ୍ତୁ ଏପଟେ OTET ପିଲାଙ୍କ qualifying marks ୯୦ ରଖିଛନ୍ତି ........ ଏହିପରି ଭାବେ ଏମାନେ ଓଡ଼ିଆ ଅସ୍ମିତାକୁ ବହୁତ୍ ଆଗକୁ ନେବେ, ଏଥିରେ ଆଉ ସନ୍ଦେହ ନାହିଁ ।
@mirapatra8545
@mirapatra8545 2 месяца назад
ହାଏରେମୁଖ୍ୟମନ୍ତ୍ରି
@sipuncreation284
@sipuncreation284 2 месяца назад
Ama odisha ku jaganatha bharasha...
@srikantarauta8200
@srikantarauta8200 Месяц назад
ଓଡ଼ିଆ ଅସ୍ମିତା ପୁରା ଝରିପଡିଲା ଆଉ ଲଜ୍ୟା ଲାଗୁନି ଲୋକ ପିଟିବା କଥା 200କୋଟି ଆହୁରି ଓଡ଼ିଆ ଅସ୍ମିତା ପାଇଁ ଲଜ୍ୟା ଲାଗୁନି
@aswinidas3032
@aswinidas3032 Месяц назад
ମୁର୍ଖଙ୍କ ଶାସନରେ ଆଜି ସମସ୍ତେ ସନ୍ତୁଳିତ
@padmalochansahu873
@padmalochansahu873 2 месяца назад
ଧନ୍ୟବାଦ newsfuse
@manojrout8551
@manojrout8551 2 месяца назад
ଏତେ ଦିନ ପରେ otv news ଦେଖେଇଲେ କଣ ଦେଖେଇଛନ୍ତିି ଓଡ଼ିଶା ବାସୀ ଜାଣିପାରିବେ 😅
@premprakash9022
@premprakash9022 2 месяца назад
Eii kan h otv aji bahut khusi lagila otv sata dekhithibaru😂
@lilianaik5756
@lilianaik5756 2 месяца назад
ଆମ ମନ୍ତ୍ରୀ ପଞ୍ଚୁଆଲିଟି ଅଛନ୍ତି
@rasmitakahali1376
@rasmitakahali1376 2 месяца назад
Good morning everyone happy independence day 🇮🇳🙏
@niranjanpalnsp509
@niranjanpalnsp509 2 месяца назад
OTV ଗୋଦୀ ମିଡ଼ିଆ
@krishnanaikbrothers6459
@krishnanaikbrothers6459 2 месяца назад
My favorite news fews sir Jay Jagannath 🙏 🙏🙏
@NimaiCharanpanda-n4h
@NimaiCharanpanda-n4h 2 месяца назад
ଓଡ଼ିଆ ଅସ୍ମିତା ଜଳ ଳଳ ଦେଖିବାକୁ ମିଳିଛି
@basantinayak1660
@basantinayak1660 2 месяца назад
Jay Jagannath
@bishwajitdas9414
@bishwajitdas9414 2 месяца назад
ହଉ ଏବେ କୁହ ତ୍ରିରଙ୍ଗା ନା ତିରଙ୍ଗା.....
@hemantadash6520
@hemantadash6520 2 месяца назад
OTV kan kahiba?😂😂😂
@anvlog1851
@anvlog1851 2 месяца назад
Jetebele odia asmita katha uthiba sete bele news channel mane dekhine, abe khali birodhi dekhiba
@nurshinhadwibedi6220
@nurshinhadwibedi6220 2 месяца назад
Otv dekha jaunu​@@hemantadash6520
@Raaj832
@Raaj832 2 месяца назад
ବାଇ ବିଜେଡି ସରକାର ଥିଲା ବେଳେ ତ୍ରିରଙ୍ଗା ଥିଲା ବିଜେପି ସରକାର ଆସିଲା ଟୁ ତିରଙ୍ଗା ହେଲା ଏହିଟା ହିଁ ଓଡିଶା ର ଓଡ଼ିଆ ଅସ୍ମିତା
@pratapmaity2499
@pratapmaity2499 2 месяца назад
ଯାହା କହିବ ମୁତ୍ରି
@rightthought9391
@rightthought9391 2 месяца назад
ଆମ ପୂଜାରୀ sir general ବୋଲି ଖାଲି ପାଠ ଉପରେ ଟିପ୍ପଣୀ ଦିଆଗଲା ଯଦି କୋଉ sc st ଲୋକ ଏ ପରି ଲେଖିଥାନ୍ତ। ତା ଜାତି ଗୋତ୍ର ସବୁ କୁହା ହେଇଥାନ୍ତା।
@DebiMohapatra-c9k
@DebiMohapatra-c9k 2 месяца назад
100 / correct voice of S Routray
@chandrakantaswain2976
@chandrakantaswain2976 2 месяца назад
ମାନ୍ୟବର ହରିଚନ୍ଦନ ଆଜ୍ଞା କଣ କହୁଣୀ ହଲେଇଲା ଭଳି ଲାଗୁଛି😢😢😢
@BanalataMohanty-bf2ue
@BanalataMohanty-bf2ue 2 месяца назад
Jaha hau otv ଦେଖେଇଲା thanks
@BickyBicky-ct2vm
@BickyBicky-ct2vm 2 месяца назад
କେତେ ଛୋଟ ମନ ଛୋଟ କଥା ମାନ୍ୟବର ମୂର୍ଖମନ୍ତ୍ରୀଙ୍କ ର‚ ଵାର୍ତ୍ତା ଦବାକୁ ଆସିଛନ୍ତି ଵାର୍ତ୍ତା ନ ଦେଇ ଉପର ଵାଣ କାହିିଁକି ଫୁଟିଲା ନାହିଁ ସେ କଥା ମାଇକି ରେ ପ୍ରଚାରକରି କହୁଅଛନ୍ତି 🤦🤷‍♂️🤦
@debarajdash351
@debarajdash351 2 месяца назад
Happy Independence day ❤❤❤
@RAJESWARIROUT-co7ps
@RAJESWARIROUT-co7ps 2 месяца назад
O tv 1st time kichhi bhala news deheila
@143Susanta
@143Susanta 2 месяца назад
ଏମିତିକା ଖୁସି ହବା କଥା କାରଣ ଏମାନେ ଆମ ଓଡ଼ିଶା ନୁହଁ ଆମ ଭାରତର ଗୌରବ ଏମାନଙ୍କୁ ଆହୁରି motivation କରିବା କଥା ଖାଲି ଏମାନଙ୍କୁ ନୁହଁ ବରଉଁ ସବୁ ପିଲା ନୂଆ ପିଲାଙ୍କୁ ବି ଚାନ୍ସ ଦବା କଥା 🙏🏿🙏🏿🙏🏿
@tapandhamudia320
@tapandhamudia320 2 месяца назад
ଶାଳକୁ ଓଡ଼ିଆ ଆଶୁନି, ଏମାନେ କୁଆଡେ ଓଡ଼ିଶା ଶଭାଳିୱେ
@mrganesh320
@mrganesh320 2 месяца назад
ହର୍ ଘର୍ ହର୍ ଘର୍ ତ୍ରିରଙ୍ଗା ❌ ତିରଙ୍ଗା ✅ 08.15.ଅଗଷ୍ଟ ❌। 09.15 ଅଗଷ୍ଟ ✅
@thirdeye9492
@thirdeye9492 2 месяца назад
ସୁର ଭାଇ ଅଛି ମାନେ ଓଡିଶାରେ ଆଉ ପପୁର କଣ ଦରକାର??? 😄😄😄
@Kumar_ranjeetOfficial
@Kumar_ranjeetOfficial 2 месяца назад
ତାରତ ମାତା କି ଜୟ (ଓଡ଼ିଆ ଅସ୍ମିତା)😂
@MNDIGITALSARAKANA
@MNDIGITALSARAKANA 2 месяца назад
Sura bhai right
@ShyamSundarHansdah-n3g
@ShyamSundarHansdah-n3g 2 месяца назад
ଏ ନେତା ମାନଙ୍କୁ ଦେଖିକି ଦେହକୁ ସହୁନି, ଏତିକି ମନେ ରଖିଥାଉ ଆପଣ ମନେବି ଏ ମାନଙ୍କ ଅଣ୍ଡୁର ରେ ଅଛନ୍ତି,
@labaharijan9602
@labaharijan9602 Месяц назад
Sir aaji kali ete sabu sapha koribaku eletri jinisha baharuchi kaiki byebohar korunaanti?
@nilakantha123
@nilakantha123 2 месяца назад
ମତେ ଲାଗୁଛି ଭାଇବୋଧେ ଲମ୍ଫ ମାରିବେ
@jhadeswarmandal541
@jhadeswarmandal541 2 месяца назад
ଜଣା ପଡୁଛି ଓଡ଼ିଶାର ମନ୍ତ୍ରୀ ମଣ୍ଡଳରେ ସମସ୍ତେ ମୂର୍ଖ ନୁହେଁ କେହି ଜଣେ ଭୂଲ ଲେଖିଲେ ମଧ୍ୟ ଅନ୍ୟ ମନ୍ତ୍ରୀ ଠିକ୍ କରିପାରୁଛି ଆଉ ଅଲଗା ମାଷ୍ଟର ଦରକାର ହେଉନି
@alllikes1171
@alllikes1171 2 месяца назад
Bala sarkar
@samirkumarrout6294
@samirkumarrout6294 2 месяца назад
❤Happy Independence Day ❤🇨🇮🌍
@geetanjaliacharya6079
@geetanjaliacharya6079 2 месяца назад
God bless you to your family sir 🙏
@bijaykhuntia
@bijaykhuntia 2 месяца назад
କଂଗ୍ରେସ ହଟାଓ ଭାରତ ବଞ୍ଚାଓ 🇮🇳🚩🌷modi Yogi no 1 neta
@SatyaNarayanPati-lu7ni
@SatyaNarayanPati-lu7ni 2 месяца назад
କାଇଙ୍କି ଏ ବେଇଆ ଲୋକଟା ଦେଖୋଉ ଛୁ କିଏ ମରିବା ଆଗରୁ ସତ କୁହେ କିନ୍ତୁ ସୁର ମିଛକୁ ପାଣି କରି ପିଏ ଡହରାଟା
@pitabaspradhan-f4i
@pitabaspradhan-f4i 2 месяца назад
ଏମାନେ କ୍ୟାମେରା ଜୀବି,
@subhamdas8642
@subhamdas8642 2 месяца назад
ଆମ ଘର ପାଇଖାନା ସଫା କରିବା ପାଇଁ ଯୋଗ୍ୟତା ନାହିଁ
@maakitchenette
@maakitchenette 2 месяца назад
ନିରପେ୍ଷତା ସମ୍ବାଦ ପାଠକ thank you sir 😅
@soumyaranjanbarik4734
@soumyaranjanbarik4734 2 месяца назад
ବହୁଲୋକରେ ମୂଷା ମରେନାଇଁ ବୋଲି ଯେଉଁ ଲୋକ ଉକ୍ତିଟି ଥିଲା ତାକୁ ପିଜେପି ବାଲା ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି ଜଣେ ଭୁଲ୍ କଲେ ତିନିଜଣ ମିଶି ସଜାଡି ଦେଲେ ଏକତା ହିଁ ବଳ
@prasantapattanaik862
@prasantapattanaik862 2 месяца назад
ବୈଜୟନ୍ତ ସାର୍ ମୁଖ୍ୟମନ୍ତ୍ରୀ ହେଇଥିଲେ ଭଲ ହେଇଥାନ୍ତା।
@hrushikeshrout7637
@hrushikeshrout7637 2 месяца назад
Usko kuchh malum h
@hrushikeshrout7637
@hrushikeshrout7637 2 месяца назад
Wo kitna bar election defeat hua tere ko malum h
@hrushikeshrout7637
@hrushikeshrout7637 2 месяца назад
Tu uska relation h kya
@hrushikeshrout7637
@hrushikeshrout7637 2 месяца назад
Tere ko kuchh malum h abe
@aniltarai9892
@aniltarai9892 2 месяца назад
Mo bala ta
@sureshdas6263
@sureshdas6263 2 месяца назад
Thanks news fuse
@friend9449
@friend9449 2 месяца назад
ଜଣେ ଲେଖିଲେ ତିନିଜଣ ସଜାଡିଲେ ତାଙ୍କ ଧାନର ଭାତ ଖାଉଥିବା ରୁ ଏହିପରି ଲେଖାହେଲା ।
@santoshkandi1398
@santoshkandi1398 2 месяца назад
ଓଡ଼ିଆ ଅସ୍ମିତା ରେ ଥିବା ଆମେ ୦% 😂😂😂
@mitu2490
@mitu2490 2 месяца назад
ନନା ତମରି ନେତା ବା ଆପଣ ତ କହିବେ କହିବେ ତ ଆପଣଙ୍କ ନେତାଙ୍କୁ KBK ଜିଲ୍ଲାକୁ ଯାଇ ଟିକେ ସଫାକରିବେ ଓଡ଼ିଶା ବାସୀ ବି ଦେଖିବେ
@anmolmuna2352
@anmolmuna2352 2 месяца назад
ଏମିତି ସଠିକ news କଲେ ମୁ ପୁଣି suscribe karibi
@sangamaifarming
@sangamaifarming 2 месяца назад
ଆରମ୍ଭ କଷ୍ଟ ହୁଏ କିନ୍ତୁ ଶେଷ ରେ ଫଳ ମିଠା ଲାଗେ ମହୋନ ଆଜ୍ଞା ଜିନ୍ଦାବାଦ
@sudhansukumarbal3419
@sudhansukumarbal3419 2 месяца назад
Happy Independence Day to everybody
@baldevbhatra4249
@baldevbhatra4249 2 месяца назад
ମୁବି ବୁଲ ଲକୁସି ଓଡ଼ିଆ ଲେକା ଏମିତିକି ମନ୍ତ୍ରୀ
@biswaranjanparida297
@biswaranjanparida297 Месяц назад
ସୁର ଗୋଟେ କଣ୍ଡକ୍ଟର ଥିଲା, ସେଥିପାଇଁ ପ୍ରଥମେ ବସଷ୍ଟାଣ୍ଡ କଥା କହିଲା।
@khaladiherel404
@khaladiherel404 2 месяца назад
ସୁର ବୁଢ଼ା ମହାନ୍ ଘୋଡ଼ା ଗେହିଁ..... ଏବେ ଜଣକ ବିରୁଦ୍ଧରେ କହିବ ଆଉ ଟିକେ ପରେ କହିବ.... ନାଇ ସେ ବହୁତ୍ ଭଲ... ଶଳା ପାଗଳ 😅😅
@ajitabhmohanty8557
@ajitabhmohanty8557 2 месяца назад
Ee paribartana gote khusi aau.....
@Maa_Hingula_Creation
@Maa_Hingula_Creation 2 месяца назад
ସେଇଥିପାଇଁ ସବୁଠି ଇଙ୍ଗୀରାଜୀ ଆଉ......😮😮😮😮
@laxmidharsaiyan2419
@laxmidharsaiyan2419 2 месяца назад
ଏଥି ପାଇଁ ଓଡିଶା ବହୁତ୍ ବହୁତ୍ ଆଗରେ
@rising5star775
@rising5star775 2 месяца назад
ଅଲିଆ ତ ବହୁତ ଅଛି sir କେତେ ସଫେଇ କଲେ ବି ସରିବନି ଯଦି ଠିକ୍ place ର ସପା କଲେ ଭଲ ହୁଅନ୍ତା 😂😂
@basantasing9765
@basantasing9765 2 месяца назад
ନାରଣ ଭାଇ ଏ ମା ନେ ପାଠ ପଢିଥିଲେ ସିନା ଲେଖିବେ
@purandarhuika-lk7ro
@purandarhuika-lk7ro 2 месяца назад
Good news
@subhamdas8642
@subhamdas8642 2 месяца назад
ମୁଖ୍ୟମନ୍ତ୍ରୀ ନା ମୋ ବାଳ ମନ୍ତ୍ରୀ ଶଳା ସବୁ ଜାଗାରେ ବେଇଜ୍ଜତ
@nirmaltandi247
@nirmaltandi247 2 месяца назад
ଭାରତ ଲେଖି ଜାଣି ନାହାନ୍ତି ଏ ମାନେ କଣ ଅସ୍ମିତା ରକ୍ଷା କରିବେ।
@DEKU_BAKKA
@DEKU_BAKKA 2 месяца назад
Padian sir great work odissa
@sradhanjalipradhan2359
@sradhanjalipradhan2359 2 месяца назад
ବୟସ ହେଇଗଲାଣି sir ଙ୍କର ସେଥିପାଇଁ ପିଲାଳିଆମୀ ଭାବେ କହିଦେଉଛନ୍ତି 🤣
Далее
News Fuse 2 AUG 2024
22:41
Просмотров 124 тыс.
3 лайфхака для УШМ
01:00
Просмотров 126 тыс.
Ilkinchi hotin oberasanmi deb o’ylabman🥹😄
00:26
News Fuse 22 JULY 2024
21:12
Просмотров 325 тыс.
News Fuse 07 AUG 2024
20:51
Просмотров 109 тыс.
7PM Bulletin || 25th October 2024 || Kanak News
24:10
News Fuse 08 JULY 2024
22:49
Просмотров 223 тыс.