Тёмный
No video :(

Pandian Was Interested, Why Didn't Modi Take Interest ? | Nirbhay Gumara Katha 

Nirbhay
Подписаться 280 тыс.
Просмотров 113 тыс.
50% 1

Pandian Was Interested, Why Didn't Modi Take Interest ? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / ni
PH NO -9124469621

Опубликовано:

 

22 мар 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 531   
@pbsamal
@pbsamal 4 месяца назад
ବହୁତ୍ ବହୁତ୍ ଧନ୍ୟବାଦ୍ ଓଡ଼ିଶା ରାଜ୍ୟପାଳ ଏବଂ RSS ୟୁନିଟ୍
@jchoudhury274
@jchoudhury274 4 месяца назад
ବହୁତ୍ ବଡ଼ କ୍ଷତି ରୁ ବଞ୍ଚି ଗଲେ ଓଡ଼ିଶା ବାସୀ ଜୟ ଜଗନ୍ନାଥ
@prakashtoltia
@prakashtoltia 4 месяца назад
ଗଣତନ୍ତ୍ରକୁ ବଞ୍ଚାଇଥିବାରୁ ମନମୋହନ ସାମଲଙ୍କୁ ବହୁତ୍ ବହୁତ ଧନ୍ୟବାଦ..... ଏଥର BJP ଜିତୁ କି BJD ଜିତୁ ଆମର କିଛି ଯାଏ ଆସେ ନାହିଁ.... ଲଢେଇ ତ ଜୋରଦାର ହେବ.... ଜୟ ଶ୍ରୀରାମ
@mohantykhoka
@mohantykhoka 4 месяца назад
Kichchi nuhan. Congress ku ZERO karibaa paain eyi plan. After election results are OUT, semaane misibe.
@mohantykhoka
@mohantykhoka 4 месяца назад
Naa. Congress ku ZERO karibaa paain eyi plan. After Election results are OUT emaane misibe. All MLAs govt re rahibe. CM BJD ra, Deputy CM BJP ru..emiti kichchi plan..
@bijaykhuntia868
@bijaykhuntia868 4 месяца назад
Ryt
@banshidharsamal1839
@banshidharsamal1839 4 месяца назад
​@@mohantykhokap00 koodi😮😊okie deepak ocean and the😢😊😊❤aa😊😊❤
@sunakarsamantaray9737
@sunakarsamantaray9737 4 месяца назад
ମୁଁ ତ ଭାବିଲି ଏଣିକି ସବୁଦିନ ନିର୍ଭୟ ଦେଖିବାର ସୁବିଧା ମିଳିଗଲା । ଧନ୍ୟବାଦ୍ ।
@10subrat
@10subrat 4 месяца назад
Ha Bhai Kan kahila❤❤ Pura manja Katha. Alliance resulr Kan hoethanta mu Jani nahi, But nirbhay dokan banda hoe Jai thanta. If do nt believe me pls watch the previous video, how he behave like a "crying baby" after the possibility of Alliance
@arjunpradhan5615
@arjunpradhan5615 4 месяца назад
ଏଥର ନିର୍ବାଚନ ରେ ନିଶ୍ଚୟ ଜନତା ର ବିଜୟ ହେବ ଜଗନ୍ନାଥ ହିଁ ଓଡ଼ିଶା ବାସି ଙ୍କ ସାହାଭରସା । ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@santoshsubhasis4317
@santoshsubhasis4317 4 месяца назад
ମଞ୍ଜ କଥାଟି କହିଛନ୍ତି ରଘୁବର ଦାସ ଯେ ମେଣ୍ଟ ହେଲେ BJP ଓଡ଼ିଶାରେ 15 ବର୍ଷ ପଛକୁ ପଳାଇବ
@DivineChild-wz9ki
@DivineChild-wz9ki 4 месяца назад
Absolutely ....alliance will be a huge loss fr bjp
@santoshdakua6698
@santoshdakua6698 4 месяца назад
ଓଡିଶା ଜନସାଧରଣ ଏବଂ ଗଣତନ୍ତ୍ର ବଞ୍ଚିଗଲା 🙏🏿🙏🏿🙏🏿🙏🏿
@Katak_Dk
@Katak_Dk 4 месяца назад
ମନମୋହନ ସାମଲ ଏବଂ କେନ୍ଦ୍ର ନେତୃତ୍ୱ ରାଜ୍ୟ ବାସୀଙ୍କ ହଜାର ହଜାର କାର୍ଯ୍ୟକର୍ତ୍ତା ମାନଙ୍କ ହୃଦୟର କଥା ଶୁଣି ଥିବାରୁ ଧନ୍ୟବାଦ୍ BJP ଏଥର ଗେଣ୍ଡା ଯିବ ଲୋକେ ବିଦା କରିବେ
@basantapattnaik7812
@basantapattnaik7812 4 месяца назад
ସାର ମନମୋହନ ବାବୁଙ୍କୁ ଧନ୍ୟବାଦ l ମୋଦି ଗୋଟିଏ ମଞ୍ଚରେ ନବୀନ ବାବୁଙ୍କୁ ମିତ୍ର କହିଥିଲେ ତେଣୁ ପାଣ୍ଡିଆନ କୁତୁ କୁତୁ ହେଇ ମେଣ୍ଟ ପାଇଁ ଚେଷ୍ଟା କରିଥିଲା ମେଣ୍ଟ ହେଇନାହିଁ ବହୁତ ଭଲ ହେଇଚି ବର୍ତମାନ ସିବିଆଇ ଏବଂ ଇଡି ଭୟ ହେବ ବିଜେଡି କୁ
@biswakalyanimohanty569
@biswakalyanimohanty569 4 месяца назад
କିଏ ଜିତିବ ବା କିଏ ହାରିବ ତାହା ଭୋଟର କହିବେ. କିନ୍ତୁ ଗଣତନ୍ତ୍ର ରହିଲା.Thanks to Manmohan Samal
@santoshpradhan4520
@santoshpradhan4520 4 месяца назад
BJP ସରକାର ଗଢି ନ ପାରେ କିନ୍ତୁ ସ୍ୱାଭିମାନ ସହିତ ଲଢେଇ କରି ହାରିବା ବରଂ ଭଲ । ଲୋକ ମେଣ୍ଟ ହୋଇଥିଲେ ଅତି ଖରାପ ଭାଷାରେ BJP କୁ ଗାଳି ଦେଇ ଭୋଟ ଦେଇ ନ ଥାନ୍ତେ।
@purnanandadas4468
@purnanandadas4468 4 месяца назад
Bilkul sata kahichhanti apana, anaka voter nota re debaku sthira karithile.
@bijaykhuntia868
@bijaykhuntia868 4 месяца назад
Ryt
@YS.megha-creater
@YS.megha-creater 4 месяца назад
Right
@user-ns3pf3pp7s
@user-ns3pf3pp7s 4 месяца назад
ସାର୍ ନମସ୍କାର, ଆଜିକାର ବିଷୟ ଆଲୋଚନା ଏବରଷର ସବୁଠୁ ରୋଚକ ବିଷୟ
@prahladadhikari8454
@prahladadhikari8454 4 месяца назад
ଦୀର୍ଘ ଜୀବି ସହିତ ତେଜସ୍ଵୀ, ଓଜସ୍ବୀ ବର୍ଚସ୍ବୀ ହୁଅନ୍ତୁ,ଏହି ପ୍ରାର୍ଥନା ଶ୍ରୀ ଜଗନ୍ନାଥଙ୍କ ନିକଟରେ 🎉।
@unlimitedstatus7362
@unlimitedstatus7362 4 месяца назад
ମୁଁ ଆଜି ପାଇଁ ଆଶ୍ଚଯ୍ୟ, dhanyabad
@santoshsubhasis4317
@santoshsubhasis4317 4 месяца назад
ଜନତା ସବୁ ଜାଣୁଛନ୍ତି BJD ଆଉ BJD ହୋଇ ନାହିଁ ପାଣ୍ଡିଆ ର ଗୋଲମ ହୋଇ ସାରିଲେଣି ।
@rasanand1877
@rasanand1877 4 месяца назад
ଅଜ୍ଞା ନମସ୍କାର ବହୁତ୍ ଖୁସି ଲାଗିଲା ଶନିବାର ରେ ଗୁମର କଥା କହି ଥିବାରୁ ।
@user-sl4yh2yt4c
@user-sl4yh2yt4c 4 месяца назад
ଏହାକୁ କହନ୍ତି, "ଜେସାକୁ ତେସା..."ମେଣ୍ଟ ନହେବା ପଛରେ ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କ ଭୂମିକା ଗୁରୁତ୍ୱ ପୁର୍ଣ .. ଯାହାହେଉ ନବୀନ ପଟନାୟକ ଏବଂ ପାଣ୍ଡୁବାବୁଙ୍କୁ ଝାରପଡା ଜେଲ ଖୁବଶୀଘ୍ର ସ୍ୱାଗତ କରିବାକୁ ଯାଉଛି.. ଜୟ ଶ୍ରୀରାମ 🙏🙏🙏
@niharranjannayak8168
@niharranjannayak8168 4 месяца назад
ଜଗା ବଞ୍ଚେଇଦେଲା
@DivineChild-wz9ki
@DivineChild-wz9ki 4 месяца назад
Jay jagannath
@jayantakumarmohanty9050
@jayantakumarmohanty9050 4 месяца назад
ଏଥର ଆସ ଭାଇ ମାନେ.....ଆମେ ସମସ୍ତେ ଭାଗ ଭାଗ ହୋଇ ପ୍ରିୟ ନେତା ଙ୍କ ଆଳ ନେଇ ନିଜ ନିଜ ଭିତରେ ଲଢେଇ କରିବା......ନିଜକୁ ସମର୍ପିତ କର୍ମୀ ରୂପେ ପ୍ରତିପାଦିତ କରିବା....ଯଦି ଆମ ମୁହଁରେ ଲାଜ ନାହିଁ....
@AshokPanda-qt4qn
@AshokPanda-qt4qn 4 месяца назад
ବହୁତ ଭଲ ହେଲା ଜୟ ମା ଭାରତୀ 🙏
@manojkumarrout4694
@manojkumarrout4694 4 месяца назад
Many Many thanks to Manmohan Samal bhai🎉❤❤❤❤❤❤❤❤
@rajkishorsahoo9361
@rajkishorsahoo9361 4 месяца назад
ଧନ୍ୟବାଦ ଆଜ୍ଞା
@shrabanpanigrahi8653
@shrabanpanigrahi8653 4 месяца назад
ମନମୋହନ ସାମଲ ଯୋଗୁଁ ସବୁ ସମ୍ଭବ ହେଲା।
@10subrat
@10subrat 4 месяца назад
Bhai do you know he out from the odisha ministry. Modiji knew the potential of odisha BJP leader.
@skdreamland8486
@skdreamland8486 4 месяца назад
ସବୁ ଆସନ ପାଇଁ ନିର୍ଭୟ କରିଥିବା ଜନମତ ସର୍ଭେ ରିପୋର୍ଟ ର ଏପିଶୋଡ ଦେଖିବାକୁ ଅପେକ୍ଷା ରେ ରହିଲୁ sir🙏
@suryakantamohanty8276
@suryakantamohanty8276 4 месяца назад
ମୁଁ bjp supporter ଭାବେ ଗତ କାଲି ରାତିରେ ଭଲରେ ଶୋଇଛି
@unlimitedstatus7362
@unlimitedstatus7362 4 месяца назад
ରବିବାର ଯଦି ସମ୍ଭବ ହୁଏ ତାହେଲେ ଭଲ ହୁଅନ୍ତା
@amulyabarik5680
@amulyabarik5680 4 месяца назад
Thanks nirbhay ଗୋ advance
@dayasagardayasagar755
@dayasagardayasagar755 4 месяца назад
ପଣ୍ଡିଆ ର ଜନ୍ମ କୁଣ୍ଡଳୀରେ ଶନି ରାହୁ କେତୁ ବସିଲେ ... ED ଘାଣ୍ଟିବ ୟାକୁ . ୨୦୨୪ ନିର୍ବାଚନପରେ. ନାମ ନଉ ଏଥର ...
@binayamoharana
@binayamoharana 4 месяца назад
Khali pandiya nuhen....after election kn hauchi dekha....Delhi cm nka pari heba
@Om_Bm
@Om_Bm 4 месяца назад
Apanaka katha sata hau
@sanatkumarpradhan7983
@sanatkumarpradhan7983 4 месяца назад
Good observation.Thank U Nabin Sir.
@bulusethy9220
@bulusethy9220 4 месяца назад
❤❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@purunachandrabehera2373
@purunachandrabehera2373 4 месяца назад
ଓଡ଼ିଶା ରେ ଗଣତନ୍ତ୍ର ରହିଗଲା।
@jyotirmayjena1869
@jyotirmayjena1869 4 месяца назад
ସାର୍ ଆପଣ ଠିକ୍ କହିଛନ୍ତି, ବବି ଦାସର ଏତେ ଇଂରାଜୀରେ ଦକ୍ଷତା ନାହିଁ, ସେ ମୁର୍ଖଟା, କ୍ରିତଦାସ ଟା ପାଣ୍ଡିଆନ ପ୍ରୋରଚନାରେ ବବି ଦାସ ଇଂରାଜୀରେ ଟୁଇଟ୍ କରିଛି ।
@shubhammohanty6199
@shubhammohanty6199 4 месяца назад
😂😂😂
@Shreeramasena9862
@Shreeramasena9862 4 месяца назад
😂😂😂😂😂😂😂
@user-cc8do8yh9v
@user-cc8do8yh9v 4 месяца назад
Murkha
@sangrampanda4059
@sangrampanda4059 4 месяца назад
ଆଜି ମୋ ମନ ଦୁଃଖ ଥିଲା ଗୁମର କଥା ଆସିବେନି ବୋଲି। ୨ ଦିନ ଅପେକ୍ଷା କରିବାକୁ ପଡ଼ିବ.. କିନ୍ତୁ ଆପଣ ଆଜି episode ପାଇଁ ଧନ୍ୟବାଦ୍🙏
@dnarayanmallick9042
@dnarayanmallick9042 4 месяца назад
Thanks ସାମଲ sir
@pratapchandrapanda9153
@pratapchandrapanda9153 4 месяца назад
ଅନୁରୋଧ କରୁଛି Sunday ମଧ୍ୟ programme ହେଉ
@Narayan6u
@Narayan6u 4 месяца назад
ଆମେ କହିଥିଲୁ ପାଣ୍ଡିଆନ ବାଉଳିବ ଓ ଚକ୍ମା ଦେବେ ମୋଦି କାହିଁକି ନା ମୋଦି ରାଜନୀତିରେ ମାହିର ଯାହା ଆପଣ ମଧ୍ୟ୍ୟ ଜାଣନ୍ତି ସାର
@sangramkar8667
@sangramkar8667 4 месяца назад
GOD IS GOOD
@dr.jagannathadas8675
@dr.jagannathadas8675 4 месяца назад
Thanks to. Manmohan samal for individual fighting God jagannath will bless you and your b j p members
@ganeshpanigrahi5258
@ganeshpanigrahi5258 4 месяца назад
ଯେଉଁ ଧିକ୍କାରଯୋଗ୍ଯ ଗଣମାଧ୍ୟମ ସମ୍ମାନୀୟ ମନମୋହନ ସାମଲଙ୍କ ବକ୍ତବ୍ୟକୁ ତାତ୍ସଲ୍ୟ କରିଥିଲେ ସେମାନେ ନିଶ୍ଚିତ ଭାବେ ବିଜଦର ବୀଜରେ ଭାଗ ଅଛନ୍ତି ...
@shyamasamal5266
@shyamasamal5266 4 месяца назад
Very critical analysis. Thanks Nabinbabu.
@sipunpradhan4007
@sipunpradhan4007 4 месяца назад
Jay jaganath sir
@Er.AnkeshKumarBehera1999
@Er.AnkeshKumarBehera1999 4 месяца назад
ଜୟ ଶ୍ରୀରାମ
@dipakpanda9075
@dipakpanda9075 4 месяца назад
ଜେଲ ଭୟ ଯୋଗୁଁ ମେଣ୍ଟ ଆବଶ୍ୟକ ଥିଲା l
@KurtibasGuru
@KurtibasGuru 4 месяца назад
Jaysriram
@rabindranathpradhan8240
@rabindranathpradhan8240 4 месяца назад
The reason s were absolutely correct .
@pradeepkumarrout2786
@pradeepkumarrout2786 4 месяца назад
Jay Sriram.
@anitamishra8758
@anitamishra8758 4 месяца назад
ଇଲେକ୍ସନ୍ ପର୍ୟନ୍ତ ପ୍ରତିଦିନ କାର୍ଯକ୍ରମ କରିବାକୁ ଅନୁରୋଧ।🙏🙏
@hiteshkumarpradhan254
@hiteshkumarpradhan254 4 месяца назад
Chamatkar , Saturday r bi nirvaya gumar katha dekhibaku milila ❤
@basantapattnaik7812
@basantapattnaik7812 4 месяца назад
ସାର ପ୍ରଣାମ 🙏🌹
@biranchinarayanhota7929
@biranchinarayanhota7929 4 месяца назад
Bahut bahut dĥanyabad apanku Sir
@bhikarinaik3117
@bhikarinaik3117 4 месяца назад
BJP BJP BJP 🎉🎉❤🎉🎉❤
@kshirodswain4993
@kshirodswain4993 4 месяца назад
A good analysis. Very practical one. Thanks to Mr. J das for presenting truth to the public. Jay ho.
@ganeswarnayak7161
@ganeswarnayak7161 4 месяца назад
Thanks a lot Honable Mahamahim Modi ji to taken right decision and saved Odisha & state BJP party not alliance with bjd ..
@sauravkumarpuhan
@sauravkumarpuhan 4 месяца назад
Right sir
@ketanbehera5758
@ketanbehera5758 4 месяца назад
Sir apanakara bislesana sabutu best o powerful o damdar ❤ se thanks u nirbachn purbaru. Janata ku bhi bhala paramarsa tike dientu
@Bachan254
@Bachan254 4 месяца назад
Pandian ରେଡ୍ଡୀ ହେଇକି ରହ ବେଟା ତାମିଲନାଡୁ ଯିବା ପାଇଁ wait and watch
@purnanandadas4468
@purnanandadas4468 4 месяца назад
Makdiwal pare pandu ra number.
@avayakumarbarik2882
@avayakumarbarik2882 4 месяца назад
Jay shreeRam sir 🙏🏽❤️🙏🏽
@binayamishra3723
@binayamishra3723 4 месяца назад
Jai jagannath
@manjupravamishra8000
@manjupravamishra8000 4 месяца назад
ଜୟ ଶ୍ରୀ ଜଗନ୍ନାଥ 🙏🌺।
@user-zy9pm4wz1p
@user-zy9pm4wz1p 4 месяца назад
Thanks sir nabin das sir
@supratikpadhee507
@supratikpadhee507 4 месяца назад
Naveen sir , you provide very very informative analysis. I watch you show everyday from outside 🎉🎉❤
@manojkumarsaint7803
@manojkumarsaint7803 4 месяца назад
Jay Shree Ram
@swamirameshwarananda8276
@swamirameshwarananda8276 4 месяца назад
Thanks
@niharranjandas1353
@niharranjandas1353 4 месяца назад
Yes,we astonished
@umeshchandradash2881
@umeshchandradash2881 4 месяца назад
ନମସ୍କାର ସାର୍। ଶନିବାର ଦିନ ନିର୍ଭୟ ର ଗୁମର କଥା ଶୁଣି ଆମେ ଆନନ୍ଦିତ କାରଣ ମେଣ୍ଟ ହେବ ନାହିଁ ବୋଲି।ଜୟ ଜଗନ୍ନାଥ
@sudarsannayak356
@sudarsannayak356 4 месяца назад
Great Great Great 👍👍👍
@subashmishra2651
@subashmishra2651 4 месяца назад
Best internal views
@rajkishorepatnaik2912
@rajkishorepatnaik2912 4 месяца назад
Thank you sir your great post,
@belalsensenapati1300
@belalsensenapati1300 4 месяца назад
ଜଗନ୍ନାଥ ମୋ ଗୁହାରି ଶୁଣିଛନ୍ତି। ମୁଁ ସବୁବେଳେ କହିଛି, ଜଗନ୍ନାଥ ଏମାନଙ୍କୁ ଠିକ୍ ପାନେ ପାନେ ଦେଉଛନ୍ତି। ଏ ଚର୍ଚ୍ଚା ଭିତରେ ଓଡ଼ିଶା ପାଇଁ ଏତିକି ଲାଭ, ଓଡ଼ିଶା ବିଜେପି ସକ୍ରିୟ ହୋଇ କାମ କରିବ। ମନମୋହନ ବାବୁଙ୍କ ଚେହେରା ବଢ଼ିଗଲା।
@manassahu3095
@manassahu3095 4 месяца назад
ଗଣତନ୍ତ୍ର କୁ ବଞ୍ଚାଇବାକୁ ଚେଷ୍ଟାକରି ସଫଳ ହୋଇଥିବାରୁ ଶ୍ରୀଯୁକ୍ତ ମନମୋହନ ସାମଲ ଙ୍କୁ ହୃଦୟ ରୁ ଧନ୍ୟବାଦ୍। ଲୋକ ମାନେ ସବୁ ଜାଣିଛନ୍ତି ଫଳାଫଳ ଆଗକୁ ଜଣାଯିବ।
@akhsyakumarbehera7298
@akhsyakumarbehera7298 4 месяца назад
ଧନ୍ୟବାଦ.ସାର ! ଶନିବାରେ ପୁଣି ଗୁମର କଥା,ଆଶ୍ଚର୍ଯ୍ୟ,
@prafulasingh2267
@prafulasingh2267 4 месяца назад
ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଯେତ ଧନ୍ୟବାଦ ଦେଲେବି କମ ପଡିବ । ପାଣ୍ଡିଆନଙ୍କ ପାଇଁ ମେଣ୍ଟ ର ବେଣ୍ଟ ଭାଙ୍ଗିଲା , ପାଣ୍ଡିଆନ ବାବୁ ନିଜକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବୋଲି ଭାବିନେଲେ । ମନ୍ତ୍ରୀ ରାଜା ସ୍ବାଇଁ , ମୋଦିଙ୍କୁ ଭର୍ତ୍ସନା ମହଙ୍ଗା ପଡିଲା ।
@ashokkumarnayak499
@ashokkumarnayak499 4 месяца назад
Jay sreeram sir, love u very much.
@manojbehera8900
@manojbehera8900 4 месяца назад
Sir ei khabarati pain apanaku koti koti pranam.
@pabitramohanrout1647
@pabitramohanrout1647 4 месяца назад
Marvellous analysis sir. The END of Pandian.
@manojkumarrout4694
@manojkumarrout4694 4 месяца назад
Thanks with love❤❤❤❤❤❤❤❤❤❤❤❤❤❤❤❤❤❤❤
@NabikushMahakul-es2lk
@NabikushMahakul-es2lk 4 месяца назад
Dhonyobat
@purnachandramahanta406
@purnachandramahanta406 4 месяца назад
Dhanyawad sir for details clearly explained
@sureshchandradash6900
@sureshchandradash6900 4 месяца назад
ସବୁ ଠିକ, CM DELHI ଙ୍କ ପରି କେବେ...
@sudeepkumardian1548
@sudeepkumardian1548 4 месяца назад
ଏ ନାଟକରେ ଆମେ ଓଡ଼ିଶାର ଜନସାଧାରଣଙ୍କର ପ୍ରତିକ୍ରିୟା କୁ ଅଧିକ ଧନ୍ୟବାଦ ଦେବା. ରାଜ୍ୟ ବିଜେପି ସଭାପତିଙ୍କୁ ମଧ୍ୟ ଧନ୍ୟବାଦ. କିନ୍ତୁ ମୋଦିଶାହା ଓଡିଶା ସରକାରର ସବୁ ଦୁର୍ନୀତି ବିଷୟରେ ଜାଣି ମଧ୍ୟ୍ୟ କାହିଁକି ଶେଷ ପର୍ଯ୍ୟନ୍ତ ରାଜିଥିଲେ ମେଣ୍ଟ ପାଇଁ? ଯଦି ଓଡ଼ିଶାର ସ୍ୱାର୍ଥ ଓଡ଼ିଆ ଅସ୍ମିତା ଏମାନଙ୍କ ପାଖରେ କିଛି ମହତ୍ୱ ରଖେନାହିଁ, ତାହାଲେ କେନ୍ଦ୍ରୀୟ ବିଜେପିକୁ ଓଡ଼ିଆ ମାନେ ଭୋଟ ଦେବେ କାହିଁକି? ଏ ପ୍ରଶ୍ନର ଉତ୍ତର କିଏ ଦେବ?
@rameshmaharathi57
@rameshmaharathi57 4 месяца назад
The Lord Jagannath has saved Odisha from burocracy and has blessed people of Odisha.
@arjunbag5441
@arjunbag5441 4 месяца назад
Jaha hela bhal hela , dhanyabad samal sir,,
@MuktikantaNayak-iw5rv
@MuktikantaNayak-iw5rv 4 месяца назад
Ame bahut khusi ehi decision re...jaha heu democracy ra hatya purbaru Prabhu jagannath odisha ku banchai dele...
@hrusikeshmahapatra6735
@hrusikeshmahapatra6735 4 месяца назад
ବିଶେଷ କରି news 18 ବେଶୀ ପ୍ରଚାର ପ୍ରସାର କରୁଥିଲେ
@omsahoo4370
@omsahoo4370 4 месяца назад
misra babu
@hariomm2301
@hariomm2301 4 месяца назад
News 18 tanka khauchi pandia tharu😂
@sudeeptaecon18
@sudeeptaecon18 4 месяца назад
News 18 re pandian interview deuchi
@pravakarmishra8813
@pravakarmishra8813 4 месяца назад
Excellent analysis thanks a lot Sir from my heart
@quoteoftheday2357
@quoteoftheday2357 4 месяца назад
Thankyou for Saturday's episod🎉
@debiprasadpanda3490
@debiprasadpanda3490 4 месяца назад
Many Many thanks for coming on Saturday. Let this work schedule continue with one day break on Sunday till the end of elections.
@user-do1yw1bn1w
@user-do1yw1bn1w 4 месяца назад
Many many thanks to our honourable PM Modi and Bjp odisha Mr. Samal.
@jayalaxmi5517
@jayalaxmi5517 4 месяца назад
ଆଜି ନିର୍ଭୟ ଗୁମର କଥା ନିଜେ ନିଜର ସାପ୍ତାହିକ ଖବର ର ସମୟସୀମା ଅତିକ୍ରମ କଲା ଆଉ ସେଇଟା ବି ପୁଣି ରାଜ୍ୟ ରାଜନୀତିରେ ଚାଲିଥିବା ଏତେ ବଡ଼ ଗୁମର କଥା କୁ ଓଡ଼ିଶା ର ଲୋକ ଲୋଚନକୁ ଆଣିବା ପାଇଁ 👍 ଅନେକ ଅନେକ ଧନ୍ୟବାଦ୍ 🙏
@prasantaroutraya4952
@prasantaroutraya4952 4 месяца назад
Nice analysis.
@user-qx7xy7sl1q
@user-qx7xy7sl1q 4 месяца назад
Thank you sir 100% right
@durgaprasadsamantaray7084
@durgaprasadsamantaray7084 4 месяца назад
ଶ୍ରୀ ଜଗନ୍ନାଥ ଯାହା କରନ୍ତି, ଓଡ଼ିଶାର ମଙ୍ଗଳ ସକାଶେ।
@rabindrakar-lb8ql
@rabindrakar-lb8ql 4 месяца назад
JAYJAGANATH VARYGOOD SIR NAMASTE 🙏
@rabindrakumarpatro131
@rabindrakumarpatro131 4 месяца назад
Jai ho
@ashokkumarpanda5127
@ashokkumarpanda5127 4 месяца назад
Thank U Sir for the episode of Saturday. This should continue henceforth. 🙏🏼🙏🏼
@ashiskumarsahu3389
@ashiskumarsahu3389 4 месяца назад
ମୋଦି ଙ୍କ କନ୍ଧମାଳ କଥା ମନେ ପଡିଗଲା 🙏🏻
@satyamishra8896
@satyamishra8896 4 месяца назад
ଆପଣଙ୍କର ଉଦ୍ୟମ ସଫଳ ହେଲା। ବର୍ତ୍ତମାନ୍ ଆପଣ ନିର୍ବାଚନ ମଣ୍ଡଳୀ ୱାରୀ ସର୍ଭେ ଆରମ୍ଭ କରି ଲୋକଙ୍କୁ ସଠିକ୍ ମହୋଲ୍ ର ବାର୍ତ୍ତା ପହଚାନ୍ତୁ। ଏଥର ପରିବର୍ତ୍ତନ ଅବଶ୍ୟମ୍ଭାବୀ।
@brahmadeep8341
@brahmadeep8341 4 месяца назад
Sir, many many thanks
@user-ym3qx5yr9i
@user-ym3qx5yr9i 4 месяца назад
THANK YOU MANMOHAN SAMAL
@laxmidharabarik2952
@laxmidharabarik2952 4 месяца назад
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯଦି ଗଣମାଧ୍ୟମ ଆଗରେ କହିଥାନ୍ତେ ଯେ ଓଡ଼ିଶାରେ ମେଣ୍ଟ ହେବ ନାହିଁ। ତେଣୁ ଆଉ ଟିକେ ଭଲ ହୋଇଥାନ୍ତା। ଆଉ ଓଡ଼ିଶାର ଗଣମାଧ୍ୟମ କଥା ନକହିବା ଭଲ।❤❤❤❤ ଦୋଳ ପୂର୍ଣ୍ଣିମା ଓ ହୋଲି ର ଶୁଭେଚ୍ଛା ସାର୍।
Далее
Gli occhiali da sole non mi hanno coperto! 😎
00:13
Чёрная ДЫРА 🕳️ | WICSUR #shorts
00:49
Просмотров 1,9 млн
Congress In Hands Of Ajay - Srikant
5:39
Просмотров 15 тыс.
Special Debate: PM Modi Targets Odisha Government
29:01
Gli occhiali da sole non mi hanno coperto! 😎
00:13