Тёмный

Prasnakala Live | ନବୀନ ଦୁର୍ନତିକୁ ପ୍ରଶ୍ରୟ ଦିଅନ୍ତି ! | 25 June 2024 | Argus News 

Argus News
Подписаться 1,4 млн
Просмотров 102 тыс.
50% 1

Опубликовано:

 

22 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 410   
@NarottamBehera-e6d
@NarottamBehera-e6d 3 месяца назад
ଗରିବ ଲୋକଟି ଘର ପାଇଁ ବ୍ଲକ ଦୋଉଡି, ଦୋଉଡି ହତାସ ହୋଉଛି ଏଠି BJD ର ନେତା ମନ୍ତ୍ରୀ ସରକାର ଟଙ୍କା କୁ ହରି ଲୁଟୁ କରି ଅୟସ କରୁଛନ୍ତି ! ଏଥିପାଇଁ ନବୀନ ପଟ୍ଟନାୟକ ଦାଇ ( ଗରିବ ଲୋକମାନଙ୍କର ଅନୁରୋଧ କୋଠର ଦଣ୍ଡ ଦିଆଯାଉ ) ଜୟ ଜଗନ୍ନାଥ 🙏🌹 ଜୟ ଶ୍ରୀ ରାମ 🙏🌹
@tusarkantasahu1064
@tusarkantasahu1064 3 месяца назад
❤ ଜୟ ଶ୍ରୀରାମ
@himansudash9149
@himansudash9149 3 месяца назад
ବିଜେପି ନେତା ମାଗିଆ ତୁଳସୀ। ଦିଲ୍ଲୀ ଘର ପାଇଁ ରାଜସ୍ତାନରୁ ମାଟି ଆସୁଥିଲା ପ୍ରତାପ ସଢଂଗୀର। ସତୀ ଗେଇ ବିଜେପି।
@Manoranjansahoo34680
@Manoranjansahoo34680 3 месяца назад
​@@himansudash9149u r absolutely wrong 👎👎👎
@mantuklp6202
@mantuklp6202 3 месяца назад
ସେ କଥା କୁହ ନାହିଁ , ବି ଜେ ଡି ଆ ଙ୍କ ଦେହ ରେ ନିଆଁ ଲାଗଜିବ । କାହା ଗୁଣ ଗାଇବ, ସବୁ ଗୋଟେ ଗୋଟେ ଖଜୁରି ଗଛ ।ଜୟ ଜଗନ୍ନାଥ❤ଜୟ ଶ୍ରୀ ରାମ
@akshyakrnayak4364
@akshyakrnayak4364 3 месяца назад
ଏଥି ପାଇଁ ଜି ମରଇ ଛନ୍ତି
@bijayalaxmimallick5836
@bijayalaxmimallick5836 3 месяца назад
ଯିଏ କୁକୁର ଲଗେଇଛି, ରଘୁନନ୍ଦନ ତା 'ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଉଚିତ l ତା 'ପରେ ଏ ସବୁ ଖୋଳତାଡ଼ ନିଶ୍ଚୟ ହେଉ l କୁକୁରକୁ ଆଜୀବନ କାରାଦଣ୍ଡ ଦିଆଯାଉ, ତେବେ ଆମ ମନ ଶାନ୍ତି ହେବ l କ୍ଷମତାରେ ନ ଥାଇ ଏତେ ଦର୍ପ, କ୍ଷମତାରେ ଥିଲାବେଳେ କେତେ ଉତ୍ପାତ ହେଉ ନ ଥିବେ?
@prasantapanda1703
@prasantapanda1703 3 месяца назад
ନବୀନ ହାରାମି ବି ସେଥିରୁ ଭାଗ ନେଉଥିଲା
@worldmoviesstar2.0
@worldmoviesstar2.0 3 месяца назад
Nabin ro anyo namo Durniti
@JogeswarMajhi-lt7hj
@JogeswarMajhi-lt7hj 3 месяца назад
ନବୀନ ପଟ୍ଟନାୟକ ବି ଯାଉଥିଲା ମୁହୂର୍ତ୍ତକ ଆନନ୍ଦ ପ୍ରାପ୍ତି ପାଇଁ।
@swadhikarbetaj3768
@swadhikarbetaj3768 3 месяца назад
ସବୁଠାରୁ ଖତରନାକ୍ ମୂଖ୍ଯମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ।
@SatrughanNayak-qf1rt
@SatrughanNayak-qf1rt 3 месяца назад
ନିସ୍ଚୟ ନବୀନ ଦୁର୍ନିତି କୁ ଜାଣି ଶୁଣି ପ୍ରଷୟ ଦିଅନ୍ତି, କୀନ୍ତୁ ସେ ଜନତା ଙ୍କୁ ସ୍ବଚ୍ଛ, ଶାନ୍ତ ସରଳ, ଗମ୍ଭୀର ନାଟକ କରି ଜନତାଙ୍କୁ ଭକୁଆ ବନେଇ ଭୋଟ ନିଅନ୍ତି,
@rudrasahoo6766
@rudrasahoo6766 3 месяца назад
କଥା କହିଲେ ବାଉଳି ହେବେ ବୋଲି ନବୀନ ବେଶି କଥା କହନ୍ତି ନାହିଁ😂😂😂
@nepalnag1422
@nepalnag1422 3 месяца назад
Absolutely right
@harprasadsenapati3945
@harprasadsenapati3945 3 месяца назад
Nabin sabu janichi kintu janisuni chup ruhanti lokanka agare Nirmal bhabamurti ra Natak
@brind3686
@brind3686 3 месяца назад
ये बात मैने 2009 में समझ गया था। हाथी के दिखानेवाले दांत कुछ और- खाने के दांत कुछ और🙄!
@jksworld1246
@jksworld1246 3 месяца назад
​@@rudrasahoo6766😂😂😂😂😂 Right
@Surendra_parida
@Surendra_parida 3 месяца назад
୯ ଲକ୍ଷ୍ୟ ରେ ଘର ର ରଙ୍ଗ ହୋଇ ପାରିବ ନାହିଁ , ତେଣୁ ସେଘର୫ କୋଟି ଟଙ୍କା ଖର୍ଚ୍ଚ ରେ ହୋଇଛି , ଯାହା ଅନୁମାନ କରା ଯାଏ ।
@trilochanpatnaik6321
@trilochanpatnaik6321 3 месяца назад
ବବି ବାବୁ ଙ୍କ ସରକାରୀ ବାସ ଭବନ ଥିଲା ସାରଥୀ ବାବା ଙ୍କ ଆଶ୍ରମ ର ରୂପାନ୍ତରଣ। ଯାହା ବୋଧେ 5T ଙ୍କ ରୂପାନ୍ତରଣ ର ଏକ ଉଦାହରଣ।
@nilamadhabasamantaray3509
@nilamadhabasamantaray3509 3 месяца назад
ବବି ବାବୁ ରାଜମହଲ ତୋଳିବା ପୁର୍ବରୁ ଟିକେ ଅନାଥ ଆଶ୍ରମ ରେ ବୁଲିଆସିଥିଲେ ଭଲ ହୋଇ ଥାନ୍ତା
@sukantsahu2671
@sukantsahu2671 3 месяца назад
ଭାଇ ଏକଦମ ଠିକ କଥା
@BalaramPradhan-wr4eu
@BalaramPradhan-wr4eu 3 месяца назад
କ'ଣ ଜାଣିବ ବିଜେଡି ଗଧ ନବୀନ ପଟ୍ଟନାୟକ
@trilochanpatnaik6321
@trilochanpatnaik6321 3 месяца назад
ଏହା ନବୀନ ବାବୁ ଙ୍କ ସରଳ ଜୀବନ ଯାପନ ର ଏକ ଶ୍ରେଷ୍ଠ ଉଦାହରଣ। କାରଣ ବବି ବାବୁ ତାଙ୍କ ମୁଖିଆ ଙ୍କ ଉଦାହରଣ ବୋଲି ପ୍ରମାଣ କରିଛନ୍ତି।
@GaneshJena-mr1hf
@GaneshJena-mr1hf 3 месяца назад
ନବୀନ ବାବୁ ଅଭିନୟ କରିବା ମାହିରି ଯେମିତି ହାତିର ଦେଖିବା ଦାନ୍ତ ଓ ଭିତରେ ଥିବା ଦାନ୍ତ ଅଲଗା । ଉଦାହରଣ Eletion ଆଗରୁ ହାତ ଥରିବା ଧରି ଧରି ନେବା Unfit ଭଳିଆ ଦେଖାଇ ହେବା ଏବଂ ଆଇନ ତା ବାଟରେ ଯିବା କହିବା ।ତାପରେ ଆଇନ୍ କୁ ତା ବାଟରେ ଯିବାକୁ ନଦେବା ନିଜକୁ ଅତି ସରଳ ନିରାଡମ୍ବର ଦେଖାଇ ହେବା ଇତ୍ୟାଦି ।
@basantamahrana225
@basantamahrana225 3 месяца назад
ଅର୍ଚ୍ଚନା ନାଗ ଆସୁଥିଲା
@chandrasekharmohanta6334
@chandrasekharmohanta6334 3 месяца назад
ଗେହା ଗେହୀ ହେଉଥିଲେ ସେଠି
@satyabratabarik2753
@satyabratabarik2753 3 месяца назад
Thik katha
@sanjayapradhan6156
@sanjayapradhan6156 3 месяца назад
😢😢qqqqq​@@chandrasekharmohanta6334
@SantoshMeher-v4h
@SantoshMeher-v4h 3 месяца назад
ଏ ମାଗିହେ ଙ୍କୁ ଛାଡ ନାହିଁ ଗୋଟିଏ ଗରିବ ଲୋକ ଘର ପାଇଁ କେତେଥର ଦୈାଡି ବାକୁ ପଡୁଛି। କିନ୍ତୁ କୋଟି କୋଟି ଟଙ୍କାର ଘରକୁ ଭାଙ୍ଗି ଦେଉଛନ୍ତି।
@KandarpakumarsahuSahu
@KandarpakumarsahuSahu 3 месяца назад
କିଶୋର ଗୋଟେ ଗାଲୁଆ ଗାଲୁଆ ମୁହା ଗାଲୁଆ
@RAJESHpradhan01994
@RAJESHpradhan01994 3 месяца назад
ବିଜେଡି ନେତା ଜଣକ ସକାଳୁ ସକାଳୁ ଗଞ୍ଜେଇ ମାରିକି ଆସିଯାଇଛି କଥା ବି କହିପାରୁନାହିଁ 😂😂😂😂
@rsantoshreddy2801
@rsantoshreddy2801 3 месяца назад
Right
@ganeswarnayak7161
@ganeswarnayak7161 3 месяца назад
ନବୀନ ପଟ୍ଟନାୟକ ଗୋଟେ ମହାକାଳ ଫଳ, ଦେଖିବାକୁ ଭଦ୍ର ନମ୍ର, ବାସ୍ତବରେ ସେ ଭୟଙ୍କର ପ୍ରତିହିଂସା ପରାୟଣ ଲୋକ।
@laxmansahoo4681
@laxmansahoo4681 3 месяца назад
ସୈତାନୀ ବୁଦ୍ଧି ପ୍ରୟୋଗ କରିବାରେ ଅଦ୍ଵିତୀୟ 🎉
@Manoranjansahoo34680
@Manoranjansahoo34680 3 месяца назад
​@@laxmansahoo4681ବେଈମାନୀ ର ଗନ୍ତାଘର, ଶଠ, ପ୍ରତାରକ,100%✅👌👌👌
@subashdas5516
@subashdas5516 3 месяца назад
ଧର୍ମ ମାଡ଼, ଅପେକ୍ଷା କର ଆହୁରି ଅନେକେ ମନ୍ତ୍ରୀ ଏମେଲ
@laxmansahoo4681
@laxmansahoo4681 3 месяца назад
ଅଦାଗି ନେତା ଜଣେ ନାହାନ୍ତି 🎉
@NilaNiladas-lu4sq
@NilaNiladas-lu4sq 3 месяца назад
ବିଜେଡି ନେତା ମାଦୁରୁ ଚୁଦ୍ ମାନଙ୍କୁ ଜେଲ୍ ରେ ଭତୀ କର ପିଟ ସଳାମାନଙ୍କୁ ଲଜ୍ୟା ନାହିଁ ଛି ଛି
@GaluRamMajhi
@GaluRamMajhi 3 месяца назад
ପ୍ରତାପ ଷଡ଼ଙ୍ଗୀ ମାଟି, ବାଉଁଶ ରେ ଘର କରିଥିଲା ଓଡ଼ିଶା ବାସୀ ଦେଖିଛନ୍ତି,bjd ସରକାର ରେ ବବି ଦାସ ଙ୍କ ଆଲିଶlନ ବଙ୍ଗଳା ଅଛି ବୋଲି କାହାକୁ ଜଣା ନାହିଁ l
@bidyadharraut55
@bidyadharraut55 3 месяца назад
Right
@alimelisantosh4376
@alimelisantosh4376 3 месяца назад
👍
@lilygarden.456
@lilygarden.456 3 месяца назад
Right
@MuktikantaNayak-iw5rv
@MuktikantaNayak-iw5rv 3 месяца назад
Sata Katha pade kahila bhai...
@sanjayYT-dj6bg
@sanjayYT-dj6bg 3 месяца назад
Are. Bhai. Tu. Dekhithilu ta. Bhutare kan achhi kan. Nahi. Baharu. Mati ghara. Hele bhitaru. Hotels luxury room thila re andhabhakta
@DilipParida-o7r
@DilipParida-o7r 3 месяца назад
ସେଠି ଝିଅ ମାନଙ୍କୁ ନେଇ ଧନ୍ଦା ଚାଲିଥିଲା
@sushreeschannel8285
@sushreeschannel8285 3 месяца назад
ବିଜେଡିର ଆଗଧାଡିର ମୁଖପାତ୍ର ଙ୍କୁ ଆଣ ନ୍ତୃ
@alimelisantosh4376
@alimelisantosh4376 3 месяца назад
Hn
@chandrasekharmohanta6334
@chandrasekharmohanta6334 3 месяца назад
ନବୀନ ପଟ୍ଟନାୟକଙ୍କ ର ମୁଠି ମାରିବୁ ଯା 😅
@lalitendubehera1367
@lalitendubehera1367 3 месяца назад
ଓଡ଼ିଶାର ନୂଆ ସରକାର୍ ବିଗତ ଦିନ ମାନଙ୍କରେ ଘଟିଥିବା ଦୁର୍ନୀତି ଉପରେ CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ
@pratappandit4892
@pratappandit4892 3 месяца назад
ସବୁ ଜେଲ ଜିବେ
@ksuperfinevideo7231
@ksuperfinevideo7231 3 месяца назад
ପ୍ରତାପ ଷଡ଼ଙ୍ଗୀ ସାର୍ବଜନୀନ କରିଥିଲେ ମିଡ଼ିଆ ରେ ଦେଖିଛି
@biswaranjansundaray8668
@biswaranjansundaray8668 3 месяца назад
Thank Argus. Nice Investigation.. God bless you.
@gobindasoren5689
@gobindasoren5689 3 месяца назад
ବଢିଆ ଯୁକ୍ତି Argus news 🙏🙏🙏👍👍👍
@kalyanpanda5885
@kalyanpanda5885 3 месяца назад
ବେଲଜ୍ୟା କିଶୋର ଅଲଜ୍ୟା
@niranjanbarik1684
@niranjanbarik1684 3 месяца назад
Ata behiaa
@mansinghmurmu7835
@mansinghmurmu7835 3 месяца назад
ଭଡୁଆ ନେତା କିଶୋର ହୋତା😂
@JagannathKandi-q1v
@JagannathKandi-q1v 3 месяца назад
ଏ ମାଆ ଗିଆକୁ କିଏ ଡାକିଥିଲା
@RabinkumarPradhan-gi2og
@RabinkumarPradhan-gi2og 3 месяца назад
ଏ ମାଆଗିଆକୁ ଥାନାକୁ ଆଗ ନିଅ ଯାଣିକୀ ରଙ୍ଗଦେଖାଉଛି
@nirmalkumarbehuria6411
@nirmalkumarbehuria6411 3 месяца назад
ଦଳଗତ ନିର୍ବିଶେଷରେ ତଥା ସ୍ଥାନୀୟ ଜନ ସାଧାରଣ ଏହା ବିରୋଧ ରେ ପଦକ୍ଷେପ ନେବା ଦରକାର
@deepakjagadev3087
@deepakjagadev3087 3 месяца назад
ସାଧାରଣ ପ୍ରଶାସନ ବିଭାଗ କଣ ପାଇଁ ଏତେ ଦିନ ନିଦ୍ରା ଯାଇଥିଲା। ଖବର ପ୍ରସାରଣ ହେଲା ପରେ ତଦାରଖ କଲାନାହିଁ କାହିଁକି । ନୂଆ ସରକାର ଶିଘ୍ର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
@SibaPati-yc8ss
@SibaPati-yc8ss 3 месяца назад
Mg babi das ku arrest karantu manyabar cm. Tebe apankar bhala hebe na hele apan nku lokomane bhala paibe nahi
@dhananjayapradhan4608
@dhananjayapradhan4608 3 месяца назад
କିଶୋର କୁ ମାଡ଼ ନିହାତି ଆବଶ୍ୟକ
@ranjanmohanty9098
@ranjanmohanty9098 3 месяца назад
ସେଠାରେ ପଲଙ୍କ ସେବା ହେଉଥିଲା [ସାରଥି ପରି
@SubodhaMishra-h6x
@SubodhaMishra-h6x 3 месяца назад
ନବିନ ପଟ୍ଟନାୟକ ମଧ୍ୟ ଆରେଷ୍ଟ ହବାଦରକାର।ସେ ଗୋଟେ ନିଳବର୍ଣୃ ଶ୍ରୃଗାଳ
@surendranathsatapathy8654
@surendranathsatapathy8654 3 месяца назад
ନବୀନ ପଟନାୟକ ବିଜେଡି ସଭାପତି କେଜେ୍ରିୱାଲ କୁ ବଳିଯିବେ. ସବୁ ସ୍କାମର ଖୋଳତାଡ଼ ହେଉ. ତଳ ଠାରୁ ଉପର ପର୍ଯ୍ୟନ୍ତ ଧଳା ହସ୍ତୀ ଙ୍କୁ ଧରାଯାଇ ଝାରପଡା ଜେଲ କୁ ପଠାଯାଉ. ଜୟ ହିନ୍ଦ. ଜୟ ଭାରତ.
@Manoranjansahoo34680
@Manoranjansahoo34680 3 месяца назад
ନାହିଁ ଭାଈ କେଜ୍ରିୱାଲ =1/7 ନବୀନ 👌👌👌
@anvlog1851
@anvlog1851 3 месяца назад
ମୁଖ୍ଯ ମନ୍ତ୍ରୀ ଙ୍କୁ ପଚ଼ର ଯାଉ cbi ତଦନ୍ଦ ନିର୍ଦେଶ ଦେବେ କି ନାଇଁ?
@binayakrai9009
@binayakrai9009 3 месяца назад
କିଶୋର ମଦ୍ଯପାନ କରି କହିଲାପରି ଜଣାପଡୁଛି
@pancharatnanaik2829
@pancharatnanaik2829 3 месяца назад
କିଶୋର ଜଣେ ବଡ ବାହୁଡ଼ି ଅଟେ।
@chittaranjandas5018
@chittaranjandas5018 3 месяца назад
Argus chanel best chanel showing report against crime, violence and currption, murder
@OdJagu
@OdJagu 3 месяца назад
ନଵିନବାବୁକଣଘରେଶେଇଲେକଙ୍କପଇସାରେଅୟସକରୁଥିଲେଓଡିଶାଟାଡାଙ୍କଵୋପାର 21:57
@chakradharmahanta6131
@chakradharmahanta6131 3 месяца назад
ଏ ମାନେ କ'ଣ କହିବେ,, ସବୁ ଖାଇ କି ଖୋଳ କରି ଦେଇ ଛନ୍ତି,,,
@mynameisnew3783
@mynameisnew3783 3 месяца назад
Total BJD chora criminal
@worldmoviesstar2.0
@worldmoviesstar2.0 3 месяца назад
Choro mano nku ati sighro dhorontu.. sadharono loko nko tanka ku emiti durniti kari chhanti,,
@SaumendraGarabadu-sq2vr
@SaumendraGarabadu-sq2vr 3 месяца назад
ସବୁ ଗୋଟେ ଥାଳିରେ ଚଟା ଆଉ ବଟା କିଛି ହବନି।
@trilochanpatnaik6321
@trilochanpatnaik6321 3 месяца назад
ବବି ବାବୁ ତ କ୍ରୀତଦାସ କିଶୋଇ ବାବୁ ବୋଧେ କ୍ରୀତଦାସ ଙ୍କ ବୋକଚା ବୁହା।
@ajitkumar332
@ajitkumar332 3 месяца назад
Bjd ବାଲା ସରମ କର ଏବେ ମରିବ
@niranjanrout718
@niranjanrout718 3 месяца назад
Nabin pattanaik can not live without wine and also sleep alone in night. He gave power to pandiyan and boby das to hari loot odisha
@dhirendranathrout3005
@dhirendranathrout3005 3 месяца назад
କିଶୋର ବି କ'ଣ ବହୁତ ଲୋଟ କରିଛି,ସପୋର୍ଟ କରୁଛି।
@dharanidhararout3663
@dharanidhararout3663 3 месяца назад
ନବୀନ ସରକାର ଦୁର୍ନୀତି ସରକାର
@bibhutibhusanbehera5147
@bibhutibhusanbehera5147 3 месяца назад
ବବି ଦାସ୍ କୂ କାହିଁକି ଅରେଷ୍ଟ କରାଯାଉ ନାହିଁ
@bipinakumardashbipinakumar9248
@bipinakumardashbipinakumar9248 3 месяца назад
Argus news ku Thank u
@suryanarayansahu5375
@suryanarayansahu5375 3 месяца назад
ଏ ଦେଶକୁ ବଞ୍ଚାଅ । ଦେଶ ସମାଜର ଉନ୍ନତି କରାଇବା ବଦଳରେ ଆପଣ ମାନେ ଇଏସ କରୁଛନ୍ତି କେବେ ମରିଵେନି ଜୟ ଜଗନ୍ନାଥ।
@suryadas1087
@suryadas1087 3 месяца назад
Yes ,Naveen is Kingpin of all these corruption.
@PratapMajhi-y5b
@PratapMajhi-y5b 3 месяца назад
କିଶୋର ବାବୁ କିଛି କହିପାରିବେନି, ସରକାର କଣ କରୁଛନ୍ତି,
@suryanarayansahu5375
@suryanarayansahu5375 3 месяца назад
ଟଙ୍କା ଖର୍ଚ୍ଚ ହେଉଥିବା କାହା ବାପାର ଜବାବ ଦିଅ ଜନସାଧାରଣଙ୍କୁ । ଭୋଟ ହାତେଇବାକୁ ବହୁତ ମାଗଣା ଯୋଜନା ଆଗରୁ ନଥିଲା।
@ramakantanayak9567
@ramakantanayak9567 3 месяца назад
ଭାଡୁଆ ମାଜ୍ଞା କିଶୋର ହୋତା
@vasango9667
@vasango9667 3 месяца назад
ମୋ ପରି କେତେ ଲୋକଙ୍କର ଘର ନାହିଁ ଆମେ ବର୍ଷ ବର୍ଷ ଧରି ଛୁଆଙ୍କୁ ଧରି ଭଡ଼ା ଘରେ ରହି ଆସୁଛୁ କିନ୍ତୁ ଏ ନେତା ମାନେ କୋଟି କୋଟି ଟଙ୍କା ର ଘର କୁ ଧୂଳି ସାତ କରୁଛନ୍ତି। ଭଗବାନ ତାର ଉତ୍ତର ଦେବେ
@hemantakumarmohanty849
@hemantakumarmohanty849 3 месяца назад
ମହା ଦୁର୍ନତି ର ମୁଖ୍ୟମନ୍ତ୍ରୀ ଙ୍କ ବିଧାୟକ ସାଂସଦ ଅନ୍ତଭୁକ୍ତ ଅଟନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜାଣିଛନ୍ତି
@UpendraDash-g3d
@UpendraDash-g3d 3 месяца назад
ଦୁର୍ନୀତି ଖୋର ବ୍ଯକ୍ତି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନବୀନଙ୍କ ଏହା ଦୋମୁହାଁ ନୀତି
@madhusmitaswain7848
@madhusmitaswain7848 3 месяца назад
Kishor hota ku pani tikia piebaku diantu
@Bhagi-s7s
@Bhagi-s7s 3 месяца назад
ମୁଁ ଭାବୁଛି ଆଗରୁ କଣ କେହି ପ୍ରଶାସନ ଦେଖିନଥିଲେ,
@SridharPradhan-kv8dv
@SridharPradhan-kv8dv 3 месяца назад
ଅର୍ଗସ tv ଗରିବଙ୍କ ସା ଥିରେ ଅଛି
@kamallochannayak9660
@kamallochannayak9660 3 месяца назад
Nobin Durniti Ku Ashraya Dianti, Jago Odisha Jago
@BishikeshanNaik-tn9do
@BishikeshanNaik-tn9do 3 месяца назад
ବିଜେପି ର ଚାମଚା ନ୍ୟୁଜ
@GaneshJena-mr1hf
@GaneshJena-mr1hf 3 месяца назад
ସରକାରୀ ଟଙ୍କା ରେ ତିଆରି ହୋଇ ଥିଲେ ଅଦୈ ଭାଙ୍ଗି ପାରିବେ ନାହିଁଁ । ଯଦି ନିଜ ଟଙ୍କାରେ ଘର କରିଥାନ୍ତେ ମଧ୍ୟ ଭାଙ୍ଗି ପାରିବେ ନାହିଁ । ସେ ଘର ଓ କାମ ହୋଇ ଥିନ୍ତା ସରକାର ଙ୍କର 'l
@SarojMajhi-g6y
@SarojMajhi-g6y 3 месяца назад
ସି. ମ୍. ନମ୍ବର one
@brundabanmandika5298
@brundabanmandika5298 3 месяца назад
ନବୀନ ବବୁ କହୁଥିଲେ ଆଇନ ତା ବାଟରେ ଏହା ହେଉଛି ନବୀନ ସରକାରଙ୍କ ସଛ ଶାସନ।
@janardanpanda5378
@janardanpanda5378 3 месяца назад
ଓଡିଶାରେ ଏପରି ଦୁର୍ନିତି ହୋଇଛି ଏହାର ତଦନ୍ତ ସିବିଆଇ କୁ ଦିଆଯିବା ଦରକାର
@hemantkumarsingh1387
@hemantkumarsingh1387 3 месяца назад
Public should oppose this activity of Bobby Das.
@SibashankarNayak-ki4ej
@SibashankarNayak-ki4ej 3 месяца назад
Baby ku 10year JEL Haba darkar
@MrTdas-d6b
@MrTdas-d6b 3 месяца назад
BJP ସରକାର କରୁଛି କଣ
@mitubehera7690
@mitubehera7690 3 месяца назад
ବିଜେପି ବର୍ତ୍ତମାନ କରୁଛି କଣ ଅତି ଶିଘ୍ର ଆକ୍ସନ ନିଆଯାଉ ଗରିବ ଲୋକ ଘର ଖଣ୍ଡେ ଲାଗି କେତେ ଦଉଡ଼ି ଦଉଡ଼ି ବି ମିଳି ପାରୁ ନାହିଁ
@rasmirekhakandi3856
@rasmirekhakandi3856 3 месяца назад
The x cm is the only person responsible for all this. The black 24 years of odisha history.
@ajitkumar332
@ajitkumar332 3 месяца назад
ନବୀନ ପଟ୍ଟନାୟକ କଣ ସେ ଆଲିସନ୍ ବଙ୍ଗଳା କୁ ଯାଇ ନାହାନ୍ତି
@PrakashBhakti-2k24
@PrakashBhakti-2k24 3 месяца назад
Take action very quick ,
@AbhaykumarBhol-qx7im
@AbhaykumarBhol-qx7im 3 месяца назад
Nabin pagla ho gya hai
@gajendranathjena356
@gajendranathjena356 3 месяца назад
ସାମ୍ବାଦୀକ ଭାଇମାନେ ନବିନଙ୍କୁ ପଚାରନ୍ତୁ ନବିନଙ୍କୁ ସରକାରୀ ଦଳ ମୁଖପାତ୍ର ନବିନାକୁ ପ୍ରଶ୍ନ ପଚ଼ାର ଯାଉ😊😅😮😢😂
@beherasailendra5323
@beherasailendra5323 3 месяца назад
ଗୁରୁ ମନ୍ତ୍ର ପାଇଁ ପଇସା ଲାଗେନି, ତେଣୁ ମନ୍ତ୍ର ଦେବାରେ କଣ ଅଛି ନବୀନ ସରକାରଙ୍କୁ, ଖାଲି ଲୋକଙ୍କୁ ଭୋକଉଆ ବନାଉ ଥିଲେ
@lilygarden.456
@lilygarden.456 3 месяца назад
Right durnitiku naveen babu ghanta ghodanti
@pradiptakumarsahoo3930
@pradiptakumarsahoo3930 3 месяца назад
ବବି ବାବୁ ଏ ପଇସା କେଉଁଠୁ ଆଣିଲେ? ବିଜେଡି ଦଳୀୟ ପାଣ୍ଠି ରୁ ନା ସରକାରୀ ତହବିଲାରୁ ଏହି ଘର ନିର୍ମାଣ ହୋଇଛି? ବିଜେଡି ନେତା ଉତ୍ତର ଦିଅନ୍ତୁ।
@manojroutray4400
@manojroutray4400 3 месяца назад
Bahut sahas Zail jiba
@PrakashBhakti-2k24
@PrakashBhakti-2k24 3 месяца назад
All are questions should be asked to navin pattanaik
@Aswin-ls9qc
@Aswin-ls9qc 3 месяца назад
ବିଜେଡ.ବାଲାଙ୍କୁ ଗୋଡ଼ାଇ ଗୋଡ଼ା-ଇପିଟ
@HaldharSuna-b1q
@HaldharSuna-b1q 3 месяца назад
ଏମାନ କଂ ଘର କୁ ଅତି ଶିଘର ed ରେଡ କରା ଯାଇ
@hrushikeshprata4570
@hrushikeshprata4570 3 месяца назад
ଗରିଵ ଘର ଖଢେ ପାଇପାରୁ ନାହିଁ ବିଜେଡି ବାବୁ ମାନେ ଇନ୍ଦ୍ର ଭବନରେ ରହୁଛନ୍ତି ଏମାନେ ରାଜ୍ୟକୁ ବିକି ଦେଇଥାନ୍ତା ନଵିନ ଵାଵୁ ଶୋଈପଡିଥିଲା
@KashmirLove09
@KashmirLove09 3 месяца назад
ବବି ଦାସ ଶଳା କୁ ଭିତରେ ଭର ଜଲଦି
@rajendrapanda39
@rajendrapanda39 3 месяца назад
ମାନ୍ୟବର ମୁଖ୍ୟମନ୍ତ୍ରୀ ଚୁପ କାହିଁକି ? ଆକସନ ନେଉନାହାନ୍ତି କାହିଁକି?
@dlkrishna3095
@dlkrishna3095 3 месяца назад
Previous CM kichhiii bujhuniii
@dlkrishna3095
@dlkrishna3095 3 месяца назад
Action kn nebo
@prasantkudas3438
@prasantkudas3438 3 месяца назад
ନବୀନ ବାବୁ ଜଣେ ମାଇଚିଆ ମୁଖ୍ୟମନ୍ତ୍ରୀ ଥିଲେ, ସେଥିପାଇଁ BJD ର ମାହାଗିହାମାନେ ଓଡ଼ିଶାର ସମ୍ପତିକୁ ବୋପା ସମ୍ପତି ଭାବି ଖାଉଥିଲେ,
@JBijayaKumarbeheraJBijayaKumar
@JBijayaKumarbeheraJBijayaKumar 3 месяца назад
ବବି ବାବୁଙ୍କ ବିପଦ କାଳେ ବିପରୀତ ବୁଦ୍ଧି
@gopalchandramohapatra6741
@gopalchandramohapatra6741 3 месяца назад
ବେଲଜ୍ୟ l ନବୀନ ପଟ୍ଟନାୟକ କହିବେକି ତାଙ୍କ ଚବିଶ ବର୍ଷ ଶାସନ ଭିତରେ ଆଇନ୍ ଶୃଙ୍ଖଳ l ପରିସ୍ଥିତି କନ ଥିଲା
@Suresh19949
@Suresh19949 3 месяца назад
Kishor Bhai apana Raja Mahala banantu hele money kauthu anile tk kuhontu
@satyanarayanamaharana6450
@satyanarayanamaharana6450 3 месяца назад
BJP jodi action nieni, tahele bhorosa uthijibo BJP uporu
@dayanidhl1067
@dayanidhl1067 3 месяца назад
କିଶୋର ଜଣେ ବେଲଜ୍ଜ୍ୟା, ତାର ଉତ୍ତର ରୁ ଜଣାପଡୁଛି
@tapassamantray3810
@tapassamantray3810 3 месяца назад
It is responsible GA department
@dasarathisethi9721
@dasarathisethi9721 3 месяца назад
ARGUS ବିଜେପି ର ମୁଖପାତ୍ର
@himansudash9149
@himansudash9149 3 месяца назад
ବିଜେପିର ପତାନା ଝୁଲା ବାବୁ ଦିଲ୍ଲୀ ଘରେ କେତେ ଖର୍ଚ୍ଚ କରିଛି ଦେଖଉନ ମାଗିଆ ଦଲାଲ୍ ଚାନେଲ। ତମ ଧରମାର କେତେ ଯାଗାରେ କୋଠା ବୋପା ପଇସା ଖର୍ଚ କରି କରିଛି?
@santoshbehera8733
@santoshbehera8733 3 месяца назад
Bjd sarkar no.1 choro
@simanchalbeherauu754
@simanchalbeherauu754 3 месяца назад
pion thharu mntri prjynt ritard and un ritard shmostnku i.d ed lagai janch kle bhut kathar prda fas hoi parib
@KumarCreative-r4n
@KumarCreative-r4n 3 месяца назад
ମା ଗିହା..କିଶୋର ହୋତା...ତୋ ବୋପାର....ଧନ...ମା ଗିହା ତୋ ଝିଅକୁ ବିଜେଡି ବାଲା..କେତେ ପେଲିଛନ୍ତି.....
@KanhuDash-on1ri
@KanhuDash-on1ri 3 месяца назад
କିରେ ସଳା ଶରକାର ନୀଟୀ କଥାଚିତ୍ର ଦେଖୋଉନ
@ajaykumarbehera5018
@ajaykumarbehera5018 3 месяца назад
ଏ ଶ ଲା,କ୍ରୀତଦାସ,ର, ଚା କର
@SidheswarPoi
@SidheswarPoi 3 месяца назад
ଚୋରି କାମ ସବୁ ହେଉଥିଲା
@rameshpradhan8772
@rameshpradhan8772 3 месяца назад
କେଡେ କାଦୁଅ ବଦମାସ୍ କିଶୋର ବୋଲାଉ ଥିବା ଲୋକଟି। ଛି....ଛି....ରେ ଶଳା କିଶୋର, ତୋତେ ଟିକିଏ ହେଲେ ଲଜ୍ଜ୍ୟା କି ସରମ ବୋଲି କିଛି ନାହିଁ । ଆଲଜ୍ଜ୍ୟ ଶଳା
Далее
СДЕЛАЛИ СОБСТВЕННЫЙ МУЛЬТИК
25:15
СДЕЛАЛИ СОБСТВЕННЫЙ МУЛЬТИК
25:15