Тёмный

Prasnakala Live | ପାଣ୍ଡିଆନଙ୍କ ସଭା ଖର୍ଚ୍ଚ କାହାର? | 26 June 2024 | Argus News 

Argus News
Подписаться 1,4 млн
Просмотров 169 тыс.
50% 1

Prasnakala Live | ପାଣ୍ଡିଆନଙ୍କ ସଭା ଖର୍ଚ୍ଚ କାହାର? | 26 June 2024 | Argus News
#ArgusNews #Prasnakala #VKPandian #BJD #Corruption #OdishaPolitics #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

25 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 400   
@ajayakumarmohanty9582
@ajayakumarmohanty9582 Месяц назад
ପାଣ୍ଡିଆଁ ଭକ୍ତଙ୍କୁ ଜଣାପଡିନି ସେ ଯାହା କହୁଛନ୍ତି ସାଧାରଣ ଲୋକ ଶୁଣୁଛନ୍ତି। ଏଭଳି ବ୍ୟକ୍ତି ଙ୍କୁ ଆମେ ତିରସ୍କାର କରୁଛୁ। ଧନ୍ୟବାଦ ।
@SatrughanNayak-qf1rt
@SatrughanNayak-qf1rt Месяц назад
ପାଣ୍ଡିଆନ୍ ର ସଭା ଖର୍ଚ୍ଚ ଓଡ଼ିଶାର ଗରିବ ଲୋକଙ୍କ ର
@SudarshanSudarshan-ok4sf
@SudarshanSudarshan-ok4sf Месяц назад
😅😅
@kailashsahu2224
@kailashsahu2224 19 дней назад
😊😊​@@SudarshanSudarshan-ok4sf
@rameshpradhan8772
@rameshpradhan8772 Месяц назад
ଏ ଶଳା ଗଣେଶ କେଡେ ନିର୍ଲଜ , ଅଲାଜୁକ ଲୋକଟା ବା ? ପାର୍ଟି ହାରିଲା ପରେ ମଧ୍ୟ ମୁଁହ ଟାଣ ଯାଉନାହିଁ ।
@surendranathsatapathy8654
@surendranathsatapathy8654 Месяц назад
ଏହି ଗଣେଶ ସାହୁ ବଡ଼ ଗାଲୁଆ. ପାଣ୍ଡିଆନଙ୍କ ପାଇଁ ଓ ବିଜେଡି ପାଇଁ ବେକାର ଗାଲୁଆମୀ କରୁଛି. ମୂଳା ପଶିବ ରେ ପୁଅ. ଜୟ ହିନ୍ଦ
@user-gv5xh8rm2f
@user-gv5xh8rm2f Месяц назад
ପାଣ୍ଡିଆର କ୍ରୀତଦାସ ଏମାନେ କଣ କହିବେ, ପାଣ୍ଡିଆ ଡେସ ସେବାକରି ମାଲାମାଲ ସେ କଣ କହିବେ,
@rakeshkumarpradhan9171
@rakeshkumarpradhan9171 Месяц назад
ଅନ୍ଧଭକ୍ତ ଚୁପ୍ ରହ। ଶାସନ କଣ କରୁଛ ଏବେ ଓଡ଼ିଶା ବାସୀ ଦେଖିବେ । ଭଲ କାମ କର
@Kiddie_Kingdom_Station
@Kiddie_Kingdom_Station Месяц назад
​@@rakeshkumarpradhan9171kete dina au pe chatiba re chatra
@soumyabvu2377
@soumyabvu2377 Месяц назад
​@@rakeshkumarpradhan9171😂❤
@chhabisamal6494
@chhabisamal6494 Месяц назад
ପାଣ୍ଡିଆନଙ୍କ ଷ୍ଟେଜ ସିଙ୍ଗର ଖାଇବା ଲୋକବୁହା ଗାଡିଭଡା ଏସବୁ ଖଣିମାଫିଆ ଖର୍ଚକରୁଥିଲେ
@bikrampradhan5560
@bikrampradhan5560 Месяц назад
ରାଜ କୋଶ ରୁ ଶଵୁ ଖର୍ଚ୍ଚ ଲୁଟି ଦେଇଛନ୍ତି
@ambarishswain3233
@ambarishswain3233 Месяц назад
Pravakaran sabu karichhi
@BirbahadurDalai-wh2yu
@BirbahadurDalai-wh2yu Месяц назад
ଅତି ଗର୍ବେ ହତ ଲଙ୍କା 25ବର୍ଷ ଶାସନ କରି ଗର୍ବ ବଢିଗଲା ଭଗବାନ ସବୁ ସହିବେ ଗର୍ବ ସହିବେ ନାହିଁ
@soumyabvu2377
@soumyabvu2377 Месяц назад
Tama banda banka hba worried huani ei 5 year re dekha 6odipua
@krushnachandradash4327
@krushnachandradash4327 Месяц назад
ସାମ୍ବାଦିକ ଶ୍ରୀ ଅକ୍ଷୟ ସାହୁ ଙ୍କୁ ଧନ୍ୟବାଦ୍। ଠିକ୍ କଥା କହୁଛନ୍ତି ଧନ୍ୟବାଦ୍।
@Jb-rn4gu
@Jb-rn4gu Месяц назад
ଗଣେଶ କୁ କାହଁକି ଦିଭେଟ ଡାକୁଛନ୍ତି କାହିଁକି?? .. କିଛି ଜାଣି ନାହାନ୍ତି.. ଖାଲି ବେକାର କଥା ରେ ଭୋକ ଭୋକ ହେଉଛି
@satyanarayanrath1344
@satyanarayanrath1344 Месяц назад
ଗଣେଶ ବାବୁ ଆପଣ ପଞ୍ଚାୟତ ନିର୍ବାଚନରେ କେଉଁ ଟିକେଟ ପାଇବାର ଆଶାରଖି ଏମିତି ଗାଲୁ ଥେଲୁଛ । ଆପଣଙ୍କୁ ନିଶ୍ଚୟ ୱାର୍ଡ ମେମ୍ବର ଟିକେଟ ଦେବ ପାଣ୍ଡୁ । ଲଜ୍ଜ୍ୟା ଲଜ୍ଜ୍ୟା ।
@batakrusna9307
@batakrusna9307 Месяц назад
😊
@chakradharswain9603
@chakradharswain9603 Месяц назад
ଯଦି ଏ ବେ ପାଣ୍ଡିଆ କେଉଁ ମଫସଲ୍କୁ ଯାଏ, ତାକୁ ଜନ ସାଧାରଣ ବାଡେଇ ବାଡେଇ ତା ହାତ, ଗୋଡ ଭାଙ୍ଗି ଚୁନା କରିଦେବେ, ନବୀନ ପଟ୍ଟନାୟକ କହି ପାରିବେ କି , ଯେଉଁ ଟଙ୍କା ପାଣ୍ଡିଆ ଖର୍ଚ୍ଚ କଳା, ସେ ଟଙ୍କା ଓଡ଼ିଶା ବାସୀଙ୍କର ନା ନବୀନ ବୋପର ନା ପାଣ୍ଡିଆ ବୋପ ଧନ ଥିଲା, ☝️☝️☝️☝️☝️☝️☝️☝️☝️☝️☝️☝️
@soumyabvu2377
@soumyabvu2377 Месяц назад
Bedhachua aga respect deisikhhi katha kahibu andhavakta modi r... naveen nku Biju Patnaik nku vk pandian nku cause ex IAS officer sharp brain...Tama valia lola Banda nuhna ki majhi r bikau tikau suniba😂 Argus banda 3rd class news dekhiba,..
@ajaykumarbehera5018
@ajaykumarbehera5018 Месяц назад
ଗଲୁଆ,ଗଣେଶ, ମାଡୁଆ ଟା, ଆଲା ଯୁକ,ନିଲର୍ଜ୍,ମନ୍ତବ୍ୟ,ଦେଉଛି
@pratapjena1193
@pratapjena1193 Месяц назад
ଯଦି ହିସାବ ଅଛି ସାଧା ସିଧା ଏହି ମାଫିଆ ମାନଙ୍କୁ ଜେଲ ପଠାଇ ଦେଖେଇ ଦିଅ, ଆମେ ସବୁ ଜାଣିଛୁ
@user-bs9on1lb2s
@user-bs9on1lb2s Месяц назад
ଆଗଧାଡିର ନୁହେଁ ପଛ ଧାଡିର ପାଣ୍ଡିଆନ ଗୋଡ ଧାଡିର ସେ ଭାଇ
@user-wi9mw7zh5l
@user-wi9mw7zh5l Месяц назад
ଏ ମାନେ ଖାଳି କୁକୁର ଭଳିଆ ଭୁକିବା ଜାଣିଛନ୍ତୀ ଆଞା ଵିଜେଡି ନେତା ମାନେ
@ajayakumarrout5854
@ajayakumarrout5854 Месяц назад
Ganesha sahoo chi chi
@pradeepkumarjena4162
@pradeepkumarjena4162 Месяц назад
ସୁଦର ଭିଡିଓ ଦେଖାଇଛ ଧନ୍ଯବାଦ
@chakradharswain9603
@chakradharswain9603 Месяц назад
ଏ ଗଣେଶ ସାହୁ, ତୁ ମୋ ଅଗକୁ ଆସିଲେ ତୋ କନ ମୁଲି ସିଝାଇ ଦିଅନ୍ତି, 👆👆👆
@PrakashchandraPanda-nn3tg
@PrakashchandraPanda-nn3tg 7 дней назад
ପାଅଂଡିଆ କଂ ବାପା ନବିନ ପଟ୍ଟନାୟକ ପଚିଶ ବର୍ଷ ର ବିକାଶ ର ମୁଖ୍ୟ ଚିହ୍ନ ଜଣା ଯିବ।ଓଡିଶାର ପଚିଶ ବର୍ଷ ର ମଦର ଆଦାଯ୍ରର ଖଣି ଆଦାୟ କରି ବିଜେଡି ଦଳୀୟ କାର୍ଯ ନିର୍ବାଚନ ରେ ଜିତାଇବା ପାଇଁ ଚାହୁଁ ଥିଲେ ।ତାହାର ଫଳାଫଳ ପରିଣାମ ନବିନ ପଟ୍ଟନାୟକ ନିର୍ବାଚନ ପରେ ଜାଣିପାରିଲେ ।
@laxmigopalcreations7457
@laxmigopalcreations7457 Месяц назад
ଲୋକମାନେ ଚାନ୍ଦା ଆଦାୟ କରି ନାହିଁ। ସେ ବାବୁଜାହା କହୁଛନ୍ତି ସମସ୍ତ ଭୁଲ କଥା ଅଟେ।
@JeebankumarPatra-jh1ee
@JeebankumarPatra-jh1ee Месяц назад
Ganesh sahu is son of Pandian
@rashmirekhamohanty7521
@rashmirekhamohanty7521 Месяц назад
Kichi nuaa katha kuha. New government upare focus kara
@bhagwandash4297
@bhagwandash4297 Месяц назад
ଏ ଲୋକ ଟି ପାଗଳ ପ ରି ରଡୁ ଛି କାହାକୁ କିଛି କହି ଦଉନି
@Prasantaparida-o1w
@Prasantaparida-o1w Месяц назад
ବାଃ ବାଃ ଗାଲୁଆ
@dasarathisamantaraysamanta5073
@dasarathisamantaraysamanta5073 Месяц назад
ପାଣ୍ଡିଆନ ଖୋର୍ଦ୍ଧା କୁମାରବସ୍ତ ରେ ହେଇଥିବା ୱଣ୍ଡରାଲ ରେ ପାଟନର ଅଛନ୍ତି
@krushnachandradash4327
@krushnachandradash4327 Месяц назад
ଗାଲୁଆର ବାର ବାଟି ଚାଷ।ଗଣିଆ ଗାଲୁଆର ବିଶାଶହେ ବାଟି ଚାଷ ବୋଲି ଲୋକେ କହୁଛନ୍ତି।
@CollectionMusic-oj5lc
@CollectionMusic-oj5lc 17 дней назад
Good news bro madichalo
@mrflenkar9089
@mrflenkar9089 Месяц назад
Okay 👍
@arunsinha9089
@arunsinha9089 20 дней назад
Thik katha kahuchhanti Tejeswar babu.
@lokanathjena1868
@lokanathjena1868 Месяц назад
ଏତେ ବିକାଶ ହେଇଥିଲା ସେଥିପାଇଁ ଏମାନେ ଜିତିଲେ ।
@ashisbiswal3290
@ashisbiswal3290 Месяц назад
One person 400 ..500 meeting
@basantaswain112
@basantaswain112 Месяц назад
A neta nk muhan re laja nahin yanku Tamilnadu pathhao Jai jagannath 🚩🙏
@krushnachandradash4327
@krushnachandradash4327 Месяц назад
ତେଜଶ୍ଵର ପରିଡ଼ା ଠିକ୍ କଥା କହୁଛନ୍ତି। ଧନ୍ୟବାଦ୍।
@HemantBehera-ve7mu
@HemantBehera-ve7mu 13 дней назад
ଗାଡି ଖର୍ଚ୍ଚ ବି ଦେଉଥିଲେ। ଖାଇବା ଖର୍ଚ୍ଚ,ତାସହ ୨୦୦ ପ୍ରତି ଲୋକ କୁ ଦେଇଥିଲେ।ଏଟା ସତ୍ କଥା
@mahendramahanta2273
@mahendramahanta2273 Месяц назад
Jay jagannath
@TRP918
@TRP918 Месяц назад
ଇଣ୍ଡିଆ ର no 1 ବ୍ରଷ୍ଟା ଚାରି ସରକାର bjd ସରକାର, ଗରିବାଲୋକର୍ ଗରବାରି ଜମି ଲୁଟ୍ କରିବା ପାଇଁ no1 Odisha ପାଇଁ
@laxmansahoo4681
@laxmansahoo4681 11 дней назад
ତା ବାପାର 🎉
@ratanmajhi4759
@ratanmajhi4759 25 дней назад
ଗଣେଶ ସାହୁଙ୍କୁ ବିତର୍କ ରେ ସ୍ଥାନ ଦେବା ଅନୁଚିତ୍। ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଜନସାଧାରଣ ଙ୍କ ଟଙ୍କା ଖର୍ଚ୍ଚ କରାଯାଉଥିଲା।। ଉକ୍ତ ଟଙ୍କା ଆଦାୟ କରିବା ଉଚିତ୍। ଶ୍ରୀ ରତନ ମାଝୀ
@CommonManOd
@CommonManOd Месяц назад
Galua Ganesh Sahoo ku kichhi jana nahi. Gotie katha pacharile au gotie katha kahuchi
@user-wi9mw7zh5l
@user-wi9mw7zh5l Месяц назад
Pandian sahita tu b jel gale janibu
@bhabanimishra4259
@bhabanimishra4259 Месяц назад
🤜🤛🤜🤛🤜🤛✊✊✊A shabu pandu ku darkar
@bulusethi9097
@bulusethi9097 Месяц назад
ଯଣକୁ। 200
@arunsinha9089
@arunsinha9089 20 дней назад
Exactly Tejeswar babu. Ganaesha kebe mariba nije
@nababarika4028
@nababarika4028 Месяц назад
After this Ganeshsahu will be the president of bjd. The looking of Ganeshsahu is increasing day to day. He is only one in bjd nilaja leader. After defeating he is very smart
@sureshkumarnaik6350
@sureshkumarnaik6350 Месяц назад
ଟଙ୍କା ଗଛରେ ଫଳିଥିଲାଏବେକହିଵାକୁଡରମାଡୁଛିଶଳାଚୁରେ ଆମର କାମକୁ ନୁହେଁ ବରଂ ସେମାନେ ଆସିଲୋକମାନକୁବୋକାକରୁଥିଲେ
@harekrushnapradhan3453
@harekrushnapradhan3453 Месяц назад
Mara
@ChandrabhanuBhoi-cb1mz
@ChandrabhanuBhoi-cb1mz 10 дней назад
ଗୃପ କୁ ଗୃପ ଗାଡି ଖର୍ଚା ଦିଆଯାଇଥିଲା ହାତଖର୍ଚା ଦିଆଜାଉଥିଳା
@umakantadash2650
@umakantadash2650 Месяц назад
ଓଡ଼ିଶା ବାସୀଙ୍କର ୧% କାମରେ ଆସିଲା କୀ ଆପଣ ମାନେ ଭାବନ୍ତୁ ଓଡ଼ିଶାର ଟଙ୍କା ଥିଲା କେଉଁ ଲୋକ କାମରେ ଆସିଛି, ଟିକେ କହିବେ,
@bamadevkanhar5839
@bamadevkanhar5839 Месяц назад
ଯେଉଁ ଲୋକମାନଙ୍କ ଘରେ ଓଳିଏ ଖାଇ ଓଳିଏ ଉପାସ ରହୁଛନ୍ତି ସେମାନେ ଚାନ୍ଦା ଆଦାୟ କରି ପାଣ୍ଡିଆ କୁ ଡାକୁଥିଲେ କି ଲଜ୍ୟାର କଥା ଆଜ୍ଞା ୟାଠୁ ହାସ୍ୟାସ୍ପଦ କ'ଣ ହୋଇଥାଏ ଆଜ୍ଞା ଗଣେଶ ବାବୁ ଗାଁ ଗଲି କୁ ଯାଇ ଛନ୍ତି କେବେ ଆମେ ମଳି ମୁଣ୍ଡିଆଲୋକ ଆଜ୍ଞା , ।
@user-th4mn3tx8z
@user-th4mn3tx8z Месяц назад
Sita m g
@pradhanpradhan7518
@pradhanpradhan7518 Месяц назад
Right Bhai news
@ashokkumarpal596
@ashokkumarpal596 Месяц назад
ଖର୍ଚ ତ ଜିଲା ପ୍ରଶାସନ କରୁଥିବ,କାରଣ ସବୁ ଜିଲାପାଳ ମାନେ ପାଣ୍ଡିଆନ ଙ୍କ ଦ୍ୱାରା ନିଯୁକ୍ତ ହେଉଥିଲେ .
@BidyadharMahanta-xd2kv
@BidyadharMahanta-xd2kv Месяц назад
ରହି ଯା ରଘୁ,ଖାଇ ପିଇ କରି ଯିବୁ।
@giridharsabar8829
@giridharsabar8829 Месяц назад
Ganeshakusagesagegirpkar
@dhirendrapanigrahi7303
@dhirendrapanigrahi7303 Месяц назад
Audit helabelaku 5 yr sarithiba.need quick action
@priyaranjanpradhan9495
@priyaranjanpradhan9495 Месяц назад
Pandian meeting 1 person 300 to 500 rupees + chicken mutton with 1 quarter size foreign liquor or 3 to 5 desi pouch, jahaku jauta darkar
@gourangapattanayak
@gourangapattanayak 25 дней назад
କେନ୍ଦ୍ର,ର,ମନ୍ତୀ ପ୍ରଧାନମନ୍ତ୍ରୀ ଜୋଆସୁଥି ସେମାନେ କେତେ ଖଚ କଲେ ଏଈଟା ଦୁଷୁଛି ନା ଦେଖାଜାଉନି
@R.rout7
@R.rout7 Месяц назад
Right 👍
@khusirajalaxmidiptiexpress5041
@khusirajalaxmidiptiexpress5041 Месяц назад
ମାଲିକ ଯୁଆଡେ ଅଭିଭାଷଣ ସିଆଡେ ନା କଣ...? 🤓
@sibajibhuyan1849
@sibajibhuyan1849 10 дней назад
This expenditure could be diverted for construction of construction of cold storage in every Block HQ.rate of potatoes rate wouldn't have rs 80.
@KalpanaBehera-sc4mt
@KalpanaBehera-sc4mt Месяц назад
Galuanka patire alu purei dia
@user-xo4vh7ge3t
@user-xo4vh7ge3t 5 дней назад
Oh
@pramodakumarnayak-zv5cm
@pramodakumarnayak-zv5cm Месяц назад
ଗାଲୁ ଗଣେଶ ମାଗି ମାଡ଼ ଖିଆ। ବତୀପେଲା ଦ୍ଵୀତୀୟ ଚରଣ ପଟ୍ଟନାୟକ।
@ranjayarout4523
@ranjayarout4523 Месяц назад
Jay shree Krishna Jay shree Ram
@laxmikantapadhi7947
@laxmikantapadhi7947 Месяц назад
Pandian aarest kebe ❤❤❤
@jatinkumarbarik9574
@jatinkumarbarik9574 Месяц назад
ଗାଁରେ ଥିବା କୁଜି ନେତା, ଠିକାଦାର ଲୋକଙ୍କୁ ପଇସା ଦେଇ, ଖାଇବା ଦେଇକି,ଲୋକଙ୍କୁ ଗାଡ଼ିରେ ଆଣୁଥିଲେ I ଏକଥା ସମସ୍ତେ ଜାଣିଛନ୍ତି, ଏ ଗଣେଶ ସାହୁ ବି ଜାଣିଛି କିନ୍ତୁ ଦଳରେ ଥିବା ଯାଏଁ ମାନିବ ନାହିଁ I
@arunrout7986
@arunrout7986 Месяц назад
ପାଗଳ କୁ କାହିଁକି ଡ଼ାକି ଛନ୍ତି ? ତାକୁ ଗୋଟିଏ କଥା ପଚାରୁଛନ୍ତି ସେ ଆଉ ଗୋଟିଏ କଥା କହୁଛି,ବିଜେଡ଼ି ବାଲା ଙ୍କ ମୁଣ୍ଡ ଆଉ କାମ କରୁନି
@niranjanpanda8574
@niranjanpanda8574 Месяц назад
ସବିଆଇ, ଇଡି ନ ଲଗାଇଲେ ଏ ସରକାର ବି ବଦ୍ ନାମ ହେବ।
@jatinkumarbarik9574
@jatinkumarbarik9574 Месяц назад
ଶତାବ୍ଦୀର ଶ୍ରେଷ୍ଠ ଡାଇଲଗ, ଲୋକ ଚାନ୍ଦା କରି ସଭା କରୁଥିଲେ...
@rajiblochannatha4407
@rajiblochannatha4407 Месяц назад
Pandiyan sava kharcha to bopa nabin deuthila
@kunadigal21
@kunadigal21 Месяц назад
5 T ବଲି ଯଦି କୌଣସି ବିଭାଗ ନ ଥିଲା ତା ହେଲେ 5 T ନାଁରେ ଜନ ସାଧାରଣ ଙ୍କୁ ଭୁଆଁ ବୁଲେଇ ଲୁଟୁଛନ୍ତି କାହିଁକି ?
@user-tb3en8jw3t
@user-tb3en8jw3t Месяц назад
Loka.kana.Ganesh.puja.na.durga.puja.karuthileki....Tamilnaduru.Tent.anuthile.hataru.kharacha.kari.chanda.adayaya.karuthile.
@manojpalei
@manojpalei 19 дней назад
ଏ ଲୋକ ଟା ବହୁତ ଚାଲାକ୍ l ଏ ମାନଙ୍କ ପାଇନି
@sachikantasahoo6981
@sachikantasahoo6981 Месяц назад
ନିର୍ବାଚିତ ପ୍ରତିନିଧି ଛଡା ତାଙ୍କ ପତ୍ନୀ ବା ପୁଅ ଝିଅ କେହି ବି ଯାଇ ପାରିବେନି କି ପ୍ରତିନିଧିତ୍ୱ କରି ପାରିବେ ନାହିଁ , ପାଣ୍ଡୁ ଶଳା ଗୋଟେ କିଏ ??
@cute_love_0.1
@cute_love_0.1 Месяц назад
Ganesh bhai tame jane maha tautar au daha michhua
@rajendrabarik3170
@rajendrabarik3170 Месяц назад
Sabu Odisha janasadharana tanka ku khacha karichanti...
@DiptisankarMallik
@DiptisankarMallik Месяц назад
Pandian ku bjp sarkar arest karile odisha basi bohut khusi Hebe
@rituparnaparida8615
@rituparnaparida8615 Месяц назад
Pandian ku pravakarn dethila
@pradeepkumarsinha803
@pradeepkumarsinha803 Месяц назад
THE BJP GOVERNMENT cannot prevent PC/corruption/illegal activities in any manner unless the erring employees have taken steps such as immediate dismissal from service and stopping all financial assistance.
@ShibaprasadDas-sv4yp
@ShibaprasadDas-sv4yp Месяц назад
ଗାଲୁଆ ଲୋକ ତାକୁ କାହିଁକି ଡାକୁଛନ୍ତି
@ganeswarbehera-fj6yu
@ganeswarbehera-fj6yu 11 дней назад
ଇଏ ଡକାୟତ ଇଏ ପଣ୍ଡିଆ ପଛପେଲା ଇଏ ଓଡ଼ିଶା କୁ ଲୁଟି ଖାଇଲେ । ତଥାପି ଆଙ୍କର ନିଶା ଓହ୍ଲେଇ ନାହଁ ।ହେ ପ୍ରଭୁ ଆଙ୍କୁ ଟିକେ ସଦ୍ ବୁଦ୍ଧି ଦିଅନ୍ତୁ ।
@krushnasahoo155
@krushnasahoo155 Месяц назад
ଗଣେଶ ଜଣେ ଗାଲୁଆ
@user-fq5gb9ep9e
@user-fq5gb9ep9e Месяц назад
ବର୍ତ୍ତମାନ ସାରା ଦେଶ ବାସୀ ଏ ଅକାଳ କୁଷ୍ମାଣ୍ଡ ମାନଙ୍କ ଲାଗି ଦର ଦାମ ରେ ଅଣନିଶ୍ୱାସୀ B J D ଦଳ ମହା ହାରାମୀ ।ଦେଖ ରାଜ୍ୟ ବାସୀ ଏ B J D ଲୋକ କେଡ଼େ ଗାଲୁଆ ଏ ଲୋକ ପ୍ରଶ୍ନ କାଳରେ କି ଅବାନ୍ତର ଯୁକ୍ତି ।କାନ୍ଥ ବାଡ଼ ଇଲେକଟ୍ରି ଖୁଣ୍ଟ ସବୁ ଆଡେ ଲେଖିଚାଲିଲେ ଏଥର ପୁଣି B J D କୁଆଡେ ଗଲା ସେ ଆଣ୍ଟ ।ଲୋକେ ଗୋଇଠା ମାରି ତଡି ଲେ ,ଏ ଗୋଟେ ଦିଟା ଅଛନ୍ତି ଏ ଗୁଡାକ କି ଗାଈ ର ଗୋବର
@deepakkumardasadhikari8219
@deepakkumardasadhikari8219 Месяц назад
Ta ମାଇପର
@subratmohanty1854
@subratmohanty1854 Месяц назад
Abhi tak koi action nahi liya. Iska matlab jo mafia walon na bhi party badal liya. Abhi tak koi action naho la raha hain govt
@SrikrishnaMahanta
@SrikrishnaMahanta Месяц назад
ଏଲୋକଟା ମହା ଗଲୁଆ
@jagannathdas4414
@jagannathdas4414 Месяц назад
Tar jhio ku bahaheba pain sobha kauthile,ganesh sahu
@vikrammediboina5314
@vikrammediboina5314 Месяц назад
Modi ,yogi ,jp nada nko sobha khorcho kaharo
@krushnasahoo155
@krushnasahoo155 Месяц назад
ଏ ସଳାକୁ କିଏ ଡାକିଛି
@jagannathdas4414
@jagannathdas4414 Месяц назад
Laxmi bus re loka buhaheuthile,govt,gadire ganesh sahu janithile,taku out kara,baje suniba pain samay nahin
@arunsinha9089
@arunsinha9089 20 дней назад
June 4 pare kuade gale pandian au madam sujata kana pain chhuti re gale?
@jyotiprakashmohanty.3486
@jyotiprakashmohanty.3486 Месяц назад
neet & ugc net katha tk kuha
@anilswain1052
@anilswain1052 Месяц назад
ବିଜେଡି ନେତାଙ୍କ ବକ୍ତବ୍ୟ ଗାଲୁଆଙ୍କ ବାରବାଟୀ ଚାଷ ନୁହେଁ ବରଂ ଭାଡୁଆଙ୍କ ନିଆଁ ଗିଳା ସାକ୍ଷ୍ୟ !
@kailashpanda3084
@kailashpanda3084 5 часов назад
A. Babu. Jahakahuchanti. Tahathikekathaa
@NSERIES36
@NSERIES36 Месяц назад
If you have any strong evidence..go to court and file the case against him.....no nid discussion.........
@BharatKumar-tf2ty
@BharatKumar-tf2ty Месяц назад
ଏ ଯେଉଁ ଟଙ୍କା ଖର୍ଚ୍ଚ କରିଛି ବିଜେଡି କୁକୁର . ଏ ସବୁ ଟଙ୍କା ଗରିବ ଓଡ଼ିଶାବାସୀଙ୍କର ତ
@gajendranathjena356
@gajendranathjena356 4 дня назад
ଜୟଜଗନ୍ନାଥ
@ashokkumarpal596
@ashokkumarpal596 Месяц назад
ଏ ଗଣେଶ ବାବୁ ଙ୍କ ନାଁ ଗଣେଶ ନ ହେଇ - ହେଇଥିଲେ ଭଲ ହେଇଥାନ୍ତା .
@RatanBag-er9un
@RatanBag-er9un Месяц назад
Sabu eastern odisha ra loka faida nele au....au lokaku 200 dei gadi re ana jauthila...
@prahaladojha5628
@prahaladojha5628 Месяц назад
ଏଇଟା ସାଢ଼େ ମା ଘିଆ ୟାକୁ କାହିଁକି ଆଣୁଛନ୍ତି
@swaticreation6559
@swaticreation6559 Месяц назад
ପ୍ରଶ୍ନ କାଳ ରେ ପାଗଳ ଗଣେଶ ଦେଖି,, ଏ show ଦେଖିବା ଛାଡି ଦେଇଛି,,, ବେକାର ଲକଙ୍କୁ ଡାକି time west
Далее
МЕСТЬ МАЛОГО
00:52
Просмотров 154 тыс.
Мой инстаграм: v1.ann
00:13
Просмотров 105 тыс.
24 Oras Express: August 02, 2024 [HD]
43:38
Просмотров 903 тыс.
МЕСТЬ МАЛОГО
00:52
Просмотров 154 тыс.