Тёмный

Prasnakala Live | ବଲ୍ଲେ ବଲ୍ଲେ ପରେ ଧ୍ରୁବଙ୍କ ସ୍ବାଦ | 03 July 2024 | Argus News 

Argus News
Подписаться 1,4 млн
Просмотров 68 тыс.
50% 1

Опубликовано:

 

22 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 94   
@ashiskumarsingh1308
@ashiskumarsingh1308 3 месяца назад
ଏହି ପରି ବେଆଇନ ଜମି ଓ ଘର କୁ ନ ଭାଙ୍ଗି,, ବାତ୍ୟା ସୁରକ୍ଷା ଗୃହ ରୂପେ ବ୍ୟବହାର କରାଯିବା ଉଚିତ ହେବ।। ଏବଂ ସରକାରୀ ସମ୍ପତ୍ତି ଭାବେ ପରିଚିତ ହେଉ।।🎉
@BabajiNaik-k8r
@BabajiNaik-k8r 3 месяца назад
Thik katha kahichha bhai
@ManojNayak-vw9bq
@ManojNayak-vw9bq 3 месяца назад
ନ ଭାଙ୍ଗିଲେ ଯଦି ବିଜେଡି ପୁଣି କ୍ଷମତା କୁ ଆସେ ଝଗଡା ହେବ ନିହାତି
@PrasantaPatra-jt1bv
@PrasantaPatra-jt1bv 3 месяца назад
😮Ooooo😮oo​@@BabajiNaik-k8r
@studiovedmata6806
@studiovedmata6806 3 месяца назад
ବିଜେଡି ଦଳର ସବୁ ଜବରଦସ୍ତ ସମର୍ଥକ ଟାଉଟର, ଚାମଚା ପାଦଚଟା ଭାବିଥିଲେ ଓଡ଼ିଆଙ୍କୁ ଭୁଆଁ ବୁଲେଇ ଚେନାଏ ଫିଙ୍ଗି ମେଞ୍ଚାଏ ଖାଇ ଚାଲିଥିବେ, ଓଡ଼ିଆଙ୍କୁ ଦାଦନ ପଠାଇ ସେମାନେ ହିଁ ଆଜୀବନ ରାଜ କରିବେ। କିନ୍ତୁ ଜଗନ୍ନାଥଙ୍କ କରୁଣାରୁ ଓଡ଼ିଆ ସଚେତନ ହେଲେ। ଏବେ ତ ଆରମ୍ଭ..... ମାନ୍ୟବର ମୋହନ ଭାଇଙ୍କୁ ଅନୁରୋଧ ଓଡ଼ିଶାର ବିକାଶ ପଥ ଆଗକୁ ବଢିବା ସହିତ ଏ ରାଜସ୍ୱ ଲୁଟେରା ଙ୍କୁ ଜମାରୁ ନ ଛାଡ଼ନ୍ତୁ । ଏମାନଙ୍କ ମୁଖା ଲୋକଲୋଚନକୁ ଆଣନ୍ତୁ।।।।
@sunakarpradhan2466
@sunakarpradhan2466 3 месяца назад
🙏ଓଁ ଜୟ ଜଗନ୍ନାଥ ଧନ୍ୟବାଦ ଢ଼ାବା ଓ ହୋଟେଲ ସେ ଘରକୁ ନ ଭାଙ୍ଗି ଶିକ୍ଷାନୁଷ୍ଠାନ ଓ ସ୍ୟାଥ ଓ ଏକ ଜରାନିବାସ ଭାବେ ବ୍ୟବହାର ହୋଇପାରିବ ।ଆପଣଙ୍କ ମାଧ୍ୟମ ରେ ମୁ ସରକାରଙ୍କୁ ଅନୁରୋଧ କ୍ଷମାକରିବେ 😂🙏🙏🙏🙏
@Ramakanta.123
@Ramakanta.123 3 месяца назад
ଭାଇ ଏ କମେଟ ସାହୁ ବାବୁଙ୍କୁ ପଠେଇ ଦେବି,, ରାଗିବେନି
@saratmishra7100
@saratmishra7100 3 месяца назад
ଶଳା କେତେ ଚୋର BJD ରେ। ଆହୁରି ମଧ୍ୟ ବାହାରି ପାରନ୍ତି। ଛି ଛି। ନୁଆ ସରକାର କେମିତି ବସିଛନ୍ତି, ଖାଲି ଭାଷଣ ପାଇଁ ଲୋକେ କଣ BJP କୁ vote ଦେଇଥିଲେ ??
@santoshkumarsahoo8671
@santoshkumarsahoo8671 3 месяца назад
ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ
@tapasswain3231
@tapasswain3231 3 месяца назад
Sir kichi kuhantu nahin nahele BJD IT cell bala asi tumaku gali karibe
@sukantsatpathy8548
@sukantsatpathy8548 3 месяца назад
ଆଜ୍ଞା ସବୁ ବିଜେଡି ନେତା କଣ ରଙ୍ଗଶାଳା ଗରାଖ ଥିଲେ କି?
@chikukhusicreations9488
@chikukhusicreations9488 3 месяца назад
ନିହାତି 😂ସନ୍ଦେହ ନାହିଁ 90%
@KalucharanSahoo-ps9mm
@KalucharanSahoo-ps9mm 3 месяца назад
Yes
@JagannathKandi-q1v
@JagannathKandi-q1v 3 месяца назад
M l a ଚାହିଁ ଥିଲେ ଜଙ୍ଗଲ କରିପାରିଥାନ୍ତେ
@user-ov3oh1pc1u
@user-ov3oh1pc1u 3 месяца назад
ଏଠି bjd କହୁଥିଲା ନବୀନ ଓଡିଶା,ସେଥି ପାଇଁ bjd କର୍ମୀ ତାଙ୍କର ବାପା ସମ୍ପତ୍ତି ଭାବିଲେ ଯାହା ପାଇଲେ କଲେ। Bjp kichi କରି ଦେଖାଉ।
@tapasswain3231
@tapasswain3231 3 месяца назад
Hmm
@mragrncy9144
@mragrncy9144 3 месяца назад
If it illegal why BJP govt is silent yet .No action.
@RajeshKumar-ls7hv
@RajeshKumar-ls7hv 3 месяца назад
ସବୁ ଜନା ପଡ଼ିବୋ, ସମୟ ଆସିବ
@ullashchandraparida2252
@ullashchandraparida2252 3 месяца назад
ଧିରେ ଧିରେ ପଡ଼ି ଖୋଲୁଛି ଆଗକୁ ବହୁତ ବାକି ଅଛି ଟିକେ ଅପେକ୍ଷା କର
@laxmigopalcreations7457
@laxmigopalcreations7457 3 месяца назад
Immediate bjp should take actions।🎉🎉🎉🎉🎉🎉
@jnanaranjanbiswal5480
@jnanaranjanbiswal5480 3 месяца назад
ଲେଟ୍ ନକରି ବୁଲ୍ଡୋଜର ଚଢ଼ା ଯାଊ
@premchandmahanta9398
@premchandmahanta9398 3 месяца назад
ପ୍ରଶାସନ କଳ ବିଜେଡିର ମନ୍ତ୍ରିକୁ ଦେଇଛନ୍ତି 😂
@bharatvlogs9077
@bharatvlogs9077 3 месяца назад
କଣ ଦେଖୁଛ କେତେ ଲୁଟିଛନ୍ତି ବିଜେଡିଚର ସେଥିପାଇଁ ପାପି ମାନଙ୍କର ହେଲା ହାର😂😂😂
@Rout-t5z
@Rout-t5z 3 месяца назад
Request to new cm query all minister &MLA how many dhaba ,bar & hotel in odisha cbi inquiry hau
@biswajitsethi7008
@biswajitsethi7008 3 месяца назад
ଏସବୁ କେଳେଙ୍କାରୀ ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି... ବିଜେଡି ଦଳର ମାଫିଆ ମାନେ ସାରା ରାଜ୍ୟରେ ଏହିଭଳି ଭାବରେ ଲୁଟ୍ କରିଛନ୍ତି 🤬 ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର
@bijayakumarchoudhury959
@bijayakumarchoudhury959 3 месяца назад
Buldozer ଲାଗୁ ଡେରି ନକରି କାମ କରିବା କଥା। ଦେଖା ଯାଉ CM ମୋହନ କଣ କରିବେ
@BiswanataBarik
@BiswanataBarik 3 месяца назад
ED କୁ ଦିଆଯାଉ 😂😂😂😂😂
@ashokbehera4968
@ashokbehera4968 3 месяца назад
ଓଡିଶା ରେ ଆଉ କତେ ରଙ୍ଗ ଶାଳା ଅଛି
@mithunmajhi8605
@mithunmajhi8605 3 месяца назад
Junagad re bale bale bohut achi
@SunakarNayak-cj8qv
@SunakarNayak-cj8qv 3 месяца назад
ଜ୍ଞାନ ରଞ୍ଜନ ବାବୁ ଆପଣ ଏହାକୁ ଆଗ ଇ ଡି କୁ ଦିଆଯାଉ ।
@bikashmahanta7579
@bikashmahanta7579 3 месяца назад
ଆହୁରି ବହୁତ୍ ଅଛି
@MNMP2024
@MNMP2024 3 месяца назад
The irresponsibility of the district administration is explicit !!
@AlekhaPatra-ss7pk
@AlekhaPatra-ss7pk 3 месяца назад
DFO ku arrest darkar
@premanandanaik3698
@premanandanaik3698 3 месяца назад
5 carod fine debe
@gajendrabadaraita9832
@gajendrabadaraita9832 3 месяца назад
Bjd ml mananku dhari hajat re bhara jau
@mami6057
@mami6057 3 месяца назад
Why Gvt. is not taking action.
@SadhuDora
@SadhuDora 3 месяца назад
DF ias IPS sabu bjd ro chakora tile Charo Sola office sar
@suvendukumarsuvendukumar6445
@suvendukumarsuvendukumar6445 3 месяца назад
Sir a manaki turant action neba darakara
@HareKrushna-f3d
@HareKrushna-f3d 3 месяца назад
ଏଗୁଡଙ୍କ କଥା ମୁ ହିଁ ବୁଝିବି ଏ ପରି ଏଲ ଲୀଳା କରିଛି ଯେ ଆଉ ଜୀବନ ଦସାରେ B J D ତ B J D ବିଜୁ କୁ ବି ଲୋକେ ଛି ଛାକର କରିବେ । ଭୋଟ୍ ର ୪ମାସ ଆଗରୁ ଲେଖି ଥିଲି ------ ଅଇଁଠା ଖିଆ ଚାକର ଦଳ ଆଉ ଅଳ୍ପ ଦିନ ଚା ହିଁ ରହିଥା ଯାଣିବ ସେଦିନ ଲୋକଙ୍କ ନିଷ୍ପତି ଦେଲି ତୁମକୁ ସତ୍ୟ ବାରତା । ଫଳ ବାହାରିବ ଚାହିଁ ରହି ଥିବ ଶୁଣି ହାଁ କରି ପଡିବ ଟଳି । ଜାଣିବ ସେଦିନ ଚାକର ଦଳ ହେ କିଏ ବିନ୍ଧି ଥିଲା ଏହି ବାଟୁଳି ।
@rameshchandraswain2153
@rameshchandraswain2153 3 месяца назад
Totaly IAS OAS change theare plases by the Govt.
@GaneswarRout-f9e
@GaneswarRout-f9e 3 месяца назад
Thank you Prasana Kala for your presentation that will sensitise people to understand how power is being mis utilised for selfish interest ignoring the common interest. Please continue your voice raising for people as Media to check up the monopoly in democracy. With regards. Ganeswar Rout.
@GaneswarRout-f9e
@GaneswarRout-f9e 3 месяца назад
Thank you Sri Subrata Nanda,Senior Advocate for your reliable statement which prove your personality.Please continue your voice raising that will be beneficial to society.Thank you Prasan Kala for creating common discussion open platform. Thanking you. Ganeswar Rout.
@mithunmajhi8605
@mithunmajhi8605 3 месяца назад
Kalahandi re bale bale bibohut achi Junagad re achi
@prasantakumarrout4020
@prasantakumarrout4020 3 месяца назад
ଏ ଶଳା ବିଜେଡି ବାଲାଙ୍କୁ ସୋନାଗାଛି ରେ ଛାଡିବାକୁ ହବ
@krushnadas1509
@krushnadas1509 3 месяца назад
Chor ku danda dosi ku jorimana .anyaya durniti ku danda Jan sadharan kuhantu s m j
@debeshkumarbiswal4509
@debeshkumarbiswal4509 3 месяца назад
ଜନ ସେବା ନ କରି ନିଜ ସେବା କଲେ ସେଇଥିପାଇଁ ଧୂଳି ଚାଟିଲେ. ଏ ସରକାର ବି ଗୋଟେ ତଦନ୍ତ ଆରମ୍ଭ କରୁନାହାନ୍ତି, ଅନୁରୋଧ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରନ୍ତୁ
@bijayakumardas8042
@bijayakumardas8042 3 месяца назад
A sarakar kichi kariparibanahi
@sridharapradhan2758
@sridharapradhan2758 3 месяца назад
Jaha hou a vadramukhha pindhithhiba a vadr randua mane bahutt vithare pella pelle youjana chhale thhile bjd hariba pare ankara assala mukhaa samnaku acilla nahelle amme jani paru ntthilu
@pinakdas5663
@pinakdas5663 3 месяца назад
ଏ ଭଳି ସର୍ବ ଗିଳଆ ମାନଙ୍କୁ ଜେଲ୍ ପଠା ଯାଉ
@mithunmajhi8605
@mithunmajhi8605 3 месяца назад
Junagad re bohut mafiya don aachan ti kalahandi
@mithunmajhi8605
@mithunmajhi8605 3 месяца назад
Junagad boldi jar dar kar kalahandi
@brajakishorroul3306
@brajakishorroul3306 3 месяца назад
😊😊😊😊😊😊😊 15:41
@umakanthsahoo3874
@umakanthsahoo3874 3 месяца назад
Bjp sarakar immediately action
@SanatanKar-hk2le
@SanatanKar-hk2le 3 месяца назад
B.
@janardanmohanty831
@janardanmohanty831 3 месяца назад
ଅଫିସର ଓ ନେତା ସମସ୍ତେ ମିଳିମିଶି ଖାଉଥିଲେ l ସେଥିପାଇଁ ଲୋକ ପରିବର୍ତ୍ତନ ଚାହିଁଲେ l
@SaidebidattaRay
@SaidebidattaRay 3 месяца назад
C B I nku dia jau
@baikunthabehera3971
@baikunthabehera3971 3 месяца назад
AMANANKU LAXMI SAHILE HELA
@BirendraNayeak
@BirendraNayeak 3 месяца назад
BJD ରେ ବହୁତ୍ କାଣ୍ଡ ହୋଇଛି,,,, ଯାଞ୍ଚ୍ ଜରୁରୀ ଅଟେ
@gajendranathjena356
@gajendranathjena356 3 месяца назад
ଧୃବ ସାହୁ ଧୃର୍ବ ବିରାଟ ଘୋଟାଲା କରିଛନ୍ତି ମୋହନ ସରକାର ଜନଶୁଣାଣିରେ ଲେଖିଦେଖାନ୍ତୁ ଧୂର୍ବ ସାହୁ ତହସିଲଦାରଙ୍କୁ ଦଣ୍ଡବିଧିବ୍ୟବସ୍ଥାରେ ତହସିଲଦାର ବନ କର୍ମଚାରି ମୋହନ ସରକାରକୁ ଲେଖା ଗୋଟେ ଦିନକୁ ଜନମୁଣାଣି ଦିନ ଲେଖାନବିନଙ୍କୁ ସାମାଜିକ ନବିନାଙ୍କୁ ପଚାରଜଙ୍ଗ ଜମୀ କାହାର ନବିନ ଓ ତର ଦେଉନବମ ମୋହନ ନିରୟ ବଚାର କରିବ
@BHIMASENASAHU-gg8py
@BHIMASENASAHU-gg8py 3 месяца назад
ଭଦ୍ରକ ରେ କେନାଲ ଜମିରେ ଘର କରି ତହସିଲଦାର R I ବିଧାୟକ b j d ଚାଷୀଙ୍କ ପାଇଁ କେନାଲ ପାଣି ବନ୍ଦ କରିଛନ୍ତି ତୁରନ୍ତ ବିଚ୍ଛେଦ କରାଯାଉ
@BHIMASENASAHU-gg8py
@BHIMASENASAHU-gg8py 3 месяца назад
ଘର କରି ଲୋକଙ୍କୁ ଦାଦାଗିରି କରୁଛନ୍ତି ପଲିସି ତାଙ୍କ ଖାଇ କିଛି କଲେନାହିଁ ଏବେ ଚାଷୀ ନାରସ ତୁରନ୍ତ ତଦନ୍ତ କରାଯାଉ
@BiduutaravaSahoo
@BiduutaravaSahoo 3 месяца назад
Be careful Thinking for yourself that is a dengerous statement
@saratkumarpanda6529
@saratkumarpanda6529 3 месяца назад
Dosi ku bhisana Dana diajau
@basantibehera4600
@basantibehera4600 3 месяца назад
Jillapal sabu janichi takeaction
@Atudisom0123
@Atudisom0123 3 месяца назад
Dhruba bjp join koribo😂😂😂
@minakshipatra3917
@minakshipatra3917 3 месяца назад
Bjd,,,kichhi,karichhi,,,,,,,,uparu galib, keyndra. Bajaou thao
@Mishkasgarden
@Mishkasgarden 3 месяца назад
Mohan sarkar Amit saha sahita katha hei anumati ani action niantu jehetu nije robber stamp, saha ehi kelenkari pain tanka neu thile saha action babadare kuhantu
@dipudas7449
@dipudas7449 3 месяца назад
Swad katha micha
@basantibehera4600
@basantibehera4600 3 месяца назад
Lokmane januthile hele jia kohibe sia morib tenu chup rahuthile semane tanko underre rahithile bjp sarkar take action
@reenapingua281
@reenapingua281 3 месяца назад
Bjp bala rabi time asiba
@SaidebidattaRay
@SaidebidattaRay 3 месяца назад
Chora sarkar thhila
@ramakantarout2484
@ramakantarout2484 3 месяца назад
Aga dhruba sahu ku dhara he is most corrupt
@chaitanyamallick7484
@chaitanyamallick7484 3 месяца назад
Kamal jak ball kete opadiba opadile au kehi rahibenahi sabu bithrlaraku jibe
@jitendramohanty3201
@jitendramohanty3201 3 месяца назад
SWAD CHORA KU DHARA😂
@Sureshkumarmohanty-q2l
@Sureshkumarmohanty-q2l 3 месяца назад
Jadi odisa lokanka tax paisa darama akarara kauthiba offcer priya prity kimba bhaya kari acation naunahanti tanku nirbachita pratinidhi mana samananku sitru bahar karidiantu odisara janasadharana tanka pachara achhanti nahala nija rijain karidiantu.
@bikramsahu8583
@bikramsahu8583 3 месяца назад
Gan gahalare Govt. Land road enclose achhi MLA mane enclose mane kale sadharana loka asubidha kie dekhiba
@SaidebidattaRay
@SaidebidattaRay 3 месяца назад
Mada darkar a chanda neta ku
@viralnews-oe5bc
@viralnews-oe5bc 3 месяца назад
Jou mana kahu chanti kichi prove achi na mana ku mana kahi chalu chanti na kaha ku dekhi sahiba sakti nahi ...😂
@satyapriyaswain8110
@satyapriyaswain8110 3 месяца назад
Se magiaku tarminet karajau
@kcnayak4029
@kcnayak4029 3 месяца назад
A sala nku jell re purao
@SunilB-p8l
@SunilB-p8l 3 месяца назад
Ahuri bjd neta achanti
@ayushkumarnath9388
@ayushkumarnath9388 3 месяца назад
Direct action nia jau au boldagar chala heu ye hotel bhitare
Далее
Why is it different from what I thought?
00:15
Просмотров 848 тыс.
7PM Bulletin || 23rd October 2024 || Kanak News
25:14