Тёмный
No video :(

Purusha Commission | Byomekesh Tripathy | Election Song 

Purush Commission
Подписаться 19 тыс.
Просмотров 135 тыс.
50% 1

Purusha Commission | Byomekesh Tripathy | Election Song
Dop & Edt - Manoj Behera
Technical Support - Digital Studio Netramani
#byomakeshtripathy #ChakuliapandaSong #Sunasudhijane #purushacommission

Опубликовано:

 

22 май 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 685   
@S-Samal36
@S-Samal36 2 месяца назад
ଭୁବେନେଶ୍ୱର ବାସୀଙ୍କୁ ମୋର ଏତିକି ଅନୁରୋଧ କି ବୋମକେଶ ଭାଇ ଙ୍କୁ ଥରୁଟେ ସୁଯଗ ଦେଇ ବିଧାନସଭା ଙ୍କୁ ପଠାନ୍ତୁ ମୁଁ ଭୁବେନେଶ୍ୱର ବାସିନ୍ଦା ନୁହଁ କିନ୍ତୁ ଭାଇ ଙ୍କୁ ମୋର ପୁରା ସପୋର୍ଟ କାରଣ ଭାଇ ଜଣେ ଖୋଲା ହୃଦୟର ଲୋକ ଏବଂ ଭାଇ ଆମ୍ଭ ମାନଙ୍କ କଥାକୁ ବିଧାନସଭା ରେ ଠିକ ଭାବରେ ଉପସ୍ଥାପିତ କରିପାରିବେ 🙏🙏🙏🙏🙏🙏🙏🙏
@user-ww5ue4zb7l
@user-ww5ue4zb7l 2 месяца назад
Absolutely ryt sir
@salisahoo123sahoo5
@salisahoo123sahoo5 2 месяца назад
Right
@surendrabidika2289
@surendrabidika2289 2 месяца назад
Good decision
@gyanaranjansahoo8539
@gyanaranjansahoo8539 2 месяца назад
ଭାଇ କଥା ପଦେ କହିଲେ 👌
@S-Samal36
@S-Samal36 2 месяца назад
@@gyanaranjansahoo8539 ଧନ୍ୟବାଦ ଭାଇ
@prafullalal3903
@prafullalal3903 2 месяца назад
ଏମିତି ଯଦି ଭୋଟ ପ୍ରଚାର କରା ଯାଏ। ଜାଣିବ ରାମ ରାଜ୍ୟ ପ୍ରତିଷ୍ଠା ହେବ। ଜୟ ହୋ ,,,,, ଜୟ ଜଗନ୍ନାଥ ଓଡ଼ିଆ ବୀର ପୁତ୍ର। ଜୟ ଓଡ଼ିଶା।
@rakeshparidaparidrakeha8877
@rakeshparidaparidrakeha8877 2 месяца назад
Right
@purushcommission4810
@purushcommission4810 2 месяца назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-8Xjqfq-wuNo.htmlsi=_Xtn_gyTgztH8n8S
@nirmalbarik4275
@nirmalbarik4275 2 месяца назад
ସମାଜ ସେବା ପାଇଁ ଉପଯୁକ୍ତ ମଣିଷ.. 🙏🙏👍👍ଭାଇ ମାନେ ଯେଉଁ ଦଳରୁ ପଇସା ମିଳୁଛି.. ଖାଇଚାଲ କିନ୍ତୁ ଭୋଟ ତ୍ରିପାଠୀ ବାବୁ ଙ୍କୁ ନିହାତି ଦିଅନ୍ତୁ.... ମଙ୍ଗଳ ହେବ... ଉନତି ହବ...... ବିଶ୍ୱାସ ମୂଳେ ଜଗତ........ 🌹🌹🌹
@purushcommission4810
@purushcommission4810 2 месяца назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-8Xjqfq-wuNo.htmlsi=_Xtn_gyTgztH8n8S
@gyanendraprasadbarik7508
@gyanendraprasadbarik7508 2 месяца назад
ଓଡିଶା ରେ ପ୍ରଥମ ଏହି ଭଳିଆ ଇଲେକ୍ସନ ପ୍ରଚାର,,,, 👌👌👌👍👍👍
@basudevbehera2209
@basudevbehera2209 2 месяца назад
ପୁରୁଷ କମିଶନ ପ୍ରତି ରାଜ୍ୟରେ ଗଠନ ହେବା ଅତ୍ୟନ୍ତ ଆବଶ୍ୟକ ।। ପୁରୁଷ ଆଉ ନିର୍ଯାତିତ ହୁଅନ୍ତା ନାହିଁ ।। ନାରୀର ଯେତିକି ଅଧିକାର ।। ପୁରୁଷର ବି ସେତିକି ଅଧିକାର ରହିଛି ।।
@purushcommission4810
@purushcommission4810 2 месяца назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-8Xjqfq-wuNo.htmlsi=_Xtn_gyTgztH8n8S
@basudevbehera2209
@basudevbehera2209 2 месяца назад
ଖୋଲା ହୃଦୟ ଥିବା ଲୋକ ଜିତିବା ଆବଶ୍ୟକ ।। ପୁରୁଷ କମିଶନ ସପକ୍ଷରେ ଥିବା ଲୋକ ମୋର ସପକ୍ଷ ।। ତେଣୁ ଆମେ ମାନେ ମିଳିମିଶି ବ୍ୟୋମକେଶ ତ୍ରିପାଠୀ ନନାଙ୍କୁ ହୁଇସିଲ୍ ଚିହ୍ନରେ ମୋହର ମାରି ଜିତାଇବା ।।
@purushcommission4810
@purushcommission4810 2 месяца назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-8Xjqfq-wuNo.htmlsi=_Xtn_gyTgztH8n8S
@sudhanshubehera7869
@sudhanshubehera7869 2 месяца назад
ବ୍ୟୋମକେଶ ଭାଇଙ୍କୁ ଭଗବାନ ଭଲ ରେ ରଖିଥାନ୍ତୁ
@rabindrarohidas8255
@rabindrarohidas8255 2 месяца назад
Please vote to byomokesh
@niranjanmohanty5055
@niranjanmohanty5055 2 месяца назад
OK 🎉
@rajashreenanda563
@rajashreenanda563 2 месяца назад
God bless you
@badrinarayanray282
@badrinarayanray282 2 месяца назад
Bhai tame online voting karuna,dekhiba uddi uddi asibe
@sonupatel-lv3ol
@sonupatel-lv3ol 2 месяца назад
Hariba se jitiba nahi bomkesh
@user-qr2zs8ih4c
@user-qr2zs8ih4c 2 месяца назад
ବନ୍ଦେ ପୁରୁଷତ୍ତମ ବନ୍ଦେ ଉତ୍କଳଜନନୀ, ଜୟ ବ୍ୟୋମକେଶ ଭାଇ,👌👌👌👌👌👌👌
@arunnayak1879
@arunnayak1879 2 месяца назад
ଜୟ ଶ୍ରୀ କୃଷ୍ଣ।ଆପଣଙ୍କୁ ଭଗବାନଙ୍କ ଆଶୀର୍ବାଦ ରହୁ। ଜୟ ହୋ।
@purushcommission4810
@purushcommission4810 2 месяца назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-8Xjqfq-wuNo.htmlsi=_Xtn_gyTgztH8n8S
@ganeshchoudhury768
@ganeshchoudhury768 2 месяца назад
Purusa commission haba jaruri
@dipansahoo8600
@dipansahoo8600 2 месяца назад
Sir ଙ୍କ କଥା ପ୍ରୁବରୁ ଶୁଣିଛି ଯଦି ସେ ସମାଜ ସେବା ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ସୁଯୋଗ ଦେବା 🙏🙏🙏
@purushcommission4810
@purushcommission4810 2 месяца назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-8Xjqfq-wuNo.htmlsi=_Xtn_gyTgztH8n8S
@sabitasahoo714
@sabitasahoo714 2 месяца назад
ହେ ପ୍ରଭୂ,, ବ୍ୟମକେଶ ଭାଇଙ୍କୁ ଜିତାଇ ଦିଅ,,,,🙏🙏
@nayaksirktm7066
@nayaksirktm7066 2 месяца назад
ଆପଣ ପ୍ରବଳ ପରିଶ୍ରମ କରୁଛନ୍ତି, ଜିତିବେ 👍👍👍👍
@unlimitedentertenment6398
@unlimitedentertenment6398 2 месяца назад
ଯଦି ସତରେ ଜଗତର ନାଥ ଜଗନ୍ନାଥ ଅଛନ୍ତି... ଭାଇଙ୍କୁ ନିଶ୍ଚୟ ବିଜେତା କରିବେ
@KingstarPrasant
@KingstarPrasant 2 месяца назад
Bhai pode kahile bahut khusi lagila
@sasmitabehera5478
@sasmitabehera5478 2 месяца назад
Aau jadi harile tahele kn bhagwan nahanti
@shivarampradhan8049
@shivarampradhan8049 2 месяца назад
Bhai sabu tanka ra khela re bhai ethi janata kahuchanti ame kahathu 1 tanka naunu sepate jie adhika paisa dela seita dekhi ki vote dei daucha ti /Emiti khaila bela emane heichanti sala sabu dala ru paisa khaibe
@damn7637
@damn7637 2 месяца назад
😂😂​@@sasmitabehera5478
@purushcommission4810
@purushcommission4810 2 месяца назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-8Xjqfq-wuNo.htmlsi=_Xtn_gyTgztH8n8S
@tapasmallik5396
@tapasmallik5396 2 месяца назад
ବ୍ୟାମକେଶ ଭାଇଙ୍କୁ ଥରୁଟିଏ ସୁଜଗ ଦିଆଯାଉ plz
@purushcommission4810
@purushcommission4810 2 месяца назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-8Xjqfq-wuNo.htmlsi=_Xtn_gyTgztH8n8S
@debendrabehera3
@debendrabehera3 2 месяца назад
ନନାଙ୍କର ଏହି ପ୍ରଚାର ବହୁତ ଭଲଲାଗୁଛି ତୁମେ ଜିତିବ ନନା ତୁମକୁ ମୋର ଭୂମିଷ୍ପ୍ର ପ୍ରଣାମ ଭାଇ ମୋର ଜିତିବ👍👍👌💐🙏
@odiapuasoumyanayak9315
@odiapuasoumyanayak9315 2 месяца назад
Byamakesh sir nku bipula matra re huucil chinhare vote dei jayajukta karantu 🙏byamakesh sir jindabad
@babym8259
@babym8259 2 месяца назад
ଏ ଲୋକ ଟି ବହୁତ ଭଲ. ଯାହା କୁହନ୍ତି direct ଏ ଭାଇ ଙ୍କୁ ଜିତେଇଦିଅନ୍ତୁ 🙏🏻. 🙏🏻
@purushcommission4810
@purushcommission4810 2 месяца назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-8Xjqfq-wuNo.htmlsi=_Xtn_gyTgztH8n8S
@basudevbehera2209
@basudevbehera2209 2 месяца назад
ଆମ ଘର ଯଦି ଉତ୍ତର ଭୂବନେଶ୍ୱର ନିର୍ବାଚନ ମଣ୍ଡଳୀର ହୋଇଥାନ୍ତା ତେବେ ମୋର ଭୋଟ କେବଳ ବ୍ୟୋମକେଶ ତ୍ରିପାଠୀ ନନା ହୁଇସିଲ୍ ଚିହ୍ନରେ ମୋହର
@purushcommission4810
@purushcommission4810 2 месяца назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-8Xjqfq-wuNo.htmlsi=_Xtn_gyTgztH8n8S
@KaliaKandi-zc9nv
@KaliaKandi-zc9nv 2 месяца назад
ଭାଈ ଶତରେ ଆପଣ ବିଜୟ ହୋଇ ଆସିବେ ଜଗନ୍ନାଥ ଙ୍କ ପାଖରେ ମୋର ପ୍ରାର୍ଥନା ଜୟ ଜଗନ୍ନାଥ ଭାଇ କୁ ଗୋଟିଏ ଶୁଜଗ ଦିଅ
@SB-jp7wd
@SB-jp7wd 2 месяца назад
ମାନି ବାକୁ ପଡ଼ିବ ,,,, ବ୍ୟୋମକେଶ ଭାଈ ଙ୍କୁ......ଏତେ,,ବାଧା,, ପ୍ରତିବାଦ ଭିତରେ ଏକୁଟିଆ ଲଢେଇ କରୁଛନ୍ତି ।।ବିଜୟ,,ପରାଜୟ ଅଲଗା କଥା !!! ଆଜି ମୋ ଭାରତ ଗଣତନ୍ତ୍ର ଜିତି ଗଲା ।।।।
@subratdas9585
@subratdas9585 2 месяца назад
ନିଶ୍ଚିତ ଭାଇ , ଏମିତି ଲୋକ ବିରଳ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@purushcommission4810
@purushcommission4810 2 месяца назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-8Xjqfq-wuNo.htmlsi=_Xtn_gyTgztH8n8S
@arundalai6232
@arundalai6232 2 месяца назад
Bomokesh Babu is the fittest candidate for MLA odisha. We should cast our valuable vote in his favour.
@kanhucharanpradhan5491
@kanhucharanpradhan5491 2 месяца назад
ସମାଜ ସେବା ପାଇଁ ଉପଯୁକ୍ତ ଵେ ମୁକେଶ ଭାଇ,🙏🙏🙏 ଭାଇଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ମୋର ଅନୁରୋଧ ଭୁବନେଶ୍ୱର ବାସିନ୍ଦାଙ୍କୁ
@ajitakar4373
@ajitakar4373 2 месяца назад
Hn sure
@Mr_raj_ranjan
@Mr_raj_ranjan 2 месяца назад
ଭୁବନେଶ୍ବର ବାସୀଙ୍କୁ ମୋର ଏତିକି ଅନୁରୋଧ ବ୍ୟମକେଶ ସାରଙ୍କୁ ଥରୁଟିଏ ସୁଯୋଗ ଦିଅନ୍ତୁ ଓ ନିବାର୍ଚିତ କରି ବିଧାନ ସଭା କୁ ପଠାନ୍ତୁ।🙏🙏🙏
@umakantadash9527
@umakantadash9527 2 месяца назад
ବ୍ରାହ୍ମଣ ଲୋକ ବଢିଆ ଦେଖାଯାଉଛନ୍ତି ବ୍ରାହ୍ମଣ ଲୋକ ଭିକ୍ଷା କରିବା ସଙ୍ଗେ ସଙ୍ଗେ ସମାଜକୁ ହାର୍ଟ କୁ ଛୁଇଁଲା ଭଳି ବାର୍ତ୍ତା ପହଞ୍ଚେଇଛନ୍ତି ଭଲ ଲୋକର ନିର୍ବାଚନରେ ସ୍ଥାନ ନାହି
@krupasindhupani5039
@krupasindhupani5039 2 месяца назад
ବ୍ୟୋମକେଶ କୁ ଭୁବନେଶ୍ଵର ଭୋଟର ବ୍ୟକ୍ତି ବିଷେଶ ମାନେ ଗୋଟିଏ ଥର ସୁଯୋଗ ଦେବାକୁ ଅନୁରୋଧ,
@dinabandhupadhi9079
@dinabandhupadhi9079 2 месяца назад
ଜୟ ଜୟ କାରା ଭାଇଙ୍କୁ ଆମର ଜିତେଇ ଦିଅ💐💐💐💐💐💐💐💐... ହୃଦୟ ଜିତିଗଲେ ଆମ ବ୍ଯୋମକେଶ ଭାଇଜୀ🙏🙏🙏🙏🙏🚩🚩🚩🚩🚩🚩🚩🚩
@abyaktakumarrout9084
@abyaktakumarrout9084 2 месяца назад
ସତରେ ଏମିତି ମଣିଷଙ୍କୁ ମାତ୍ର ଥର ଟିଏ ଭୋଟ ଦେଇ ଜିତାଇବା କଥା କିଏବା ବୁଝିବ ଏ କଥା ଏଠି ପରା ତେଲିଆ ମୁଣ୍ଡରେ ତେଲ ନୁଖୁରା ମୁଣ୍ଡ ଜଟା ନିହାତି ଗୋଟିଏ ଥର ଦବା ଦରକାର ଜୟ ଜଗନ୍ନାଥ ଆପଣଙ୍କୁ ଭରଷା 🙏
@routrayprabhasini8931
@routrayprabhasini8931 2 месяца назад
ବହୁତ ସୁନ୍ଦର ଭାଇ। ଭଗବାନ ଆପଣଙ୍କୁ ଜିତେଇ ଦିଅନ୍ତୁ।
@SantoshKumar-rz5zq
@SantoshKumar-rz5zq 2 месяца назад
ପୁରୁଷ କମିଶନର ଅଧକ୍ଷଙ୍କୁ ମୋର ହୃଦୟରୁ ଅଭିନନ୍ଦନ 🌹ଭୁବନେଶ୍ୱର ବାସୀ ଥରୁଟିଏ ବିଧାନସଭାରେ ବସାନ୍ତୁ ଦେଖିବେ ପୁରା ଓଡିଶାର ଭାଗ୍ୟ ବଦଳିଯିବ ସୁନାର ଓଡ଼ିଶା ହେଇଯିବ, ସମସ୍ତଙ୍କୁ ଅନୁରୋଧ 🙏🙏🙏🙏🙏
@sanam151
@sanam151 2 месяца назад
ବହୁତ ଭଲ ପଦକ୍ଷେପ ଜୟ ଜଗନ୍ନାଥ 🙏🙏
@er.abhisekblogs6891
@er.abhisekblogs6891 2 месяца назад
Pleaae vote for Bemokesh
@ranjankumarmohanty4605
@ranjankumarmohanty4605 2 месяца назад
ଜନତା ଭଗବାନ ଆପଣଙ୍କୁ ନିଶ୍ଚିତ ଜିତାନ୍ତୁ। ଜଣେ ସଚେତନ ନାଗରିକ ଭାବେ ଲୋକେ ଭୋଟ ଦିଅନ୍ତୁ।
@AjayBoitai
@AjayBoitai 2 месяца назад
Jay Jagannath 👏👏Purusa commission hebaku kou kou mane chahunchhanti like karantu👏👏
@user-ry7qd9zl8i
@user-ry7qd9zl8i 2 месяца назад
Maro 28 year. Kintu jibanrey fast time e vali dunite mukto Karmi dekhile. Dil Se salute . My vote only for whisle
@aaronkumar5582
@aaronkumar5582 2 месяца назад
All the best sir🙏🙏🙏🙏
@rajmahapatrabbsr
@rajmahapatrabbsr 2 месяца назад
Purusa commission gathana hau...✊✊✊ Vote for Byomkesh Tripathi ✊✊✊
@tileswarsahu143
@tileswarsahu143 2 месяца назад
Please vote for bemokeah sir. Purusha commission jindabad❤❤
@SriHariRadhaKrishna
@SriHariRadhaKrishna 2 месяца назад
ୟାକୁ କୁହାଯାଏ ଲୋକଙ୍କ ସୁଖଦୁଃଖର ସାଥି ❤️ ନିର୍ବାଚନ ପ୍ରଚାର ଏମିତି ହେବା ଦରକାର..👌 ଭାଇଭଉଣୀ ମଉସା ମାଉସୀ ସମସ୍ତଙ୍କୁ ଅନୁରୋଧ ବ୍ୟୋମକାଶ ଭାଇଙ୍କୁ ହୁଇସିଲ ଚିହ୍ନରେ ମୋହର ମାରି ଜୟଯୁକ୍ତ କରନ୍ତୁ... ନହେଲେ ଭଗବାନ ସହିବେନି
@hrudanandamishra3383
@hrudanandamishra3383 2 месяца назад
Yes Byomokesh is right and perfect candidate for people's problem solve. Pls vote him.
@ajambarsabar6528
@ajambarsabar6528 2 месяца назад
ବୁମକେସ ଭଳି ପୁରୁଷମାନେ ଏକ ହେଲେ ନିଶ୍ଚୟ ସଫଳ ହେବା
@akshayamohanty9846
@akshayamohanty9846 2 месяца назад
Jagannath appnk icha Puran karantu ❤❤
@jayantidas8179
@jayantidas8179 2 месяца назад
Byomakesh babu nku jadi jitei debe bbsr basee,tebe semane jane MLA paibeni jane samajsebee nku hin nijara bhai hisaba re paibe,mun bbsr basee nuhen kintu my heartly support to byomakesh bhai🙏🙏🙏
@makclickers
@makclickers 2 месяца назад
Best of Luck
@soumendrasekharrath7390
@soumendrasekharrath7390 2 месяца назад
ବହୁତ ବଢିଆ, Sir.. 🙏🏻😊 Extraordinary.. 👌🏻 ବିଜୟ ଆପଣଙ୍କ ଅପେକ୍ଷାରେ.. ଜୟ ଜଗନ୍ନାଥ.. 🙏🏻
@binodkhandual2305
@binodkhandual2305 2 месяца назад
Kya bat he bhai, brahmana puni sangrami haba darkar
@purnendubehera2661
@purnendubehera2661 2 месяца назад
ଭୁବନେଶ୍ୱର ବାସିନ୍ଦାଙ୍କୁ ଅନୁରୋଧ ବ୍ୟୋମକେଶ ତ୍ରିପାଠୀଙ୍କୁ ଭୋଟ ଦିଅନ୍ତୁ।
@dipupanda2091
@dipupanda2091 2 месяца назад
Vote for byomkesh vaina
@sooo8964
@sooo8964 2 месяца назад
Bhai apanka pakhare God acchanti darantuni ❤❤❤
@kishorebiswal7416
@kishorebiswal7416 2 месяца назад
ଆମର ଭାଗ୍ୟ ଖରାପ ଯେ ଆମେମାନେ ଭୁବନେଶ୍ୱର ର ଭୋଟର ନୁହେଁ... ଆପଣ ମାନଙ୍କୁ 🙏 ବେମ ଭାଇକୁ ଭୋଟ ଟିକେ ଦିଅନ୍ତୁ
@rakeshparidaparidrakeha8877
@rakeshparidaparidrakeha8877 2 месяца назад
Right
@adeityahati2559
@adeityahati2559 2 месяца назад
Sir tuma chinta dhara ati sundar Jay Jaganntha odisa 🙏 agei chal
@akshayatripathy3703
@akshayatripathy3703 2 месяца назад
ଆପଣଙ୍କ ଏପରି ପ୍ରୟାସ ପାଇଁ ଅନ୍ତରର ଧନ୍ୟବାଦ। ଏହିପରି ଲୋକ ମାନଂକୁ ଭୋଟ ଦିଅନ୍ତୁ। ଗରିବ ର ଦୁଃଖ ସୁଖ ରେ ଠିଆହୋଇ ପାରିବେ।
@user-sg5vm6cs6s
@user-sg5vm6cs6s 2 месяца назад
ବ୍ୟମୋକେଶ ସାର, ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ.
@madhukarnika18
@madhukarnika18 2 месяца назад
ଜୟ ଆପଣଙ୍କର ସୁନିଶ୍ଚିତ
@srikarpadhiofficial7189
@srikarpadhiofficial7189 2 месяца назад
You should win my brother Byomakesh.🎉🌹🎉🌹🎉🌹
@santoshsamal8059
@santoshsamal8059 2 месяца назад
Please vote to Byomkesh Bhai ♥️🙊🙉🙈🫂🤝🙏🪔
@dillippradhan4567
@dillippradhan4567 2 месяца назад
Yei bhalia neta hin odisha ku darkar.
@BaishnabcharanaSwain
@BaishnabcharanaSwain 2 месяца назад
Bhai pura perfect plz vote for byamakesh bhai🙏🙏
@vivekdash4298
@vivekdash4298 2 месяца назад
prabhu jaganath apanku nirasa karibeni Bhai
@Hemanta5686
@Hemanta5686 2 месяца назад
🙏🙏🙏🙏 Parisrama ku manibaku padiba. Byumkesh Bhai jindabad
@GolakhachandrajethiGolak-vk6ri
@GolakhachandrajethiGolak-vk6ri 2 месяца назад
ମୁଁ ସମସ୍ତ ଙ୍କୁ ଅନୁରୋଧ କରୁଛି ଭାଇଙ୍କୁ ଜିତନ୍ତୁ 🙏
@rakeshparidaparidrakeha8877
@rakeshparidaparidrakeha8877 2 месяца назад
Right
@rohitrachanavlogs
@rohitrachanavlogs 2 месяца назад
ହୁଇସିଲ ଚିହ୍ନ ଜିନ୍ଦାବାଦ
@sonusudam1546
@sonusudam1546 2 месяца назад
ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ ବ୍ୟାମକେଶ ବାବୁ ଙ୍କୁ ଥରେ ସୁଯୋଗ ଦିଅନ୍ତୁ 🙏🙏🙏
@saraswatimathseducation
@saraswatimathseducation 2 месяца назад
Best of luck
@uttamsahoo6624
@uttamsahoo6624 2 месяца назад
Bhai apanka nku hruday ru sahe salam ..aji ra ei samaj re Jane common man bahubali neta nko samna re election ladhiba bahut though kama..asa karibi bhubaneswar Loko apananko sammana rakhibe au apana nku vote dei jiteibe...Jay Jagannath...
@sarojroutsarojrout1079
@sarojroutsarojrout1079 2 месяца назад
Thanks sir kind information
@Manfix-sh9yu
@Manfix-sh9yu 2 месяца назад
Sir super win heba har har Mahadev
@ganeshchoudhury768
@ganeshchoudhury768 2 месяца назад
Nice song vote for byamekaes sir
@guptapatnaik106
@guptapatnaik106 2 месяца назад
Best of luck sir ❤❤❤❤❤❤❤❤❤❤❤❤❤❤❤❤❤❤❤❤
@nageswarbarik713
@nageswarbarik713 2 месяца назад
Pls vote Bemokesh
@Sagar11532
@Sagar11532 2 месяца назад
Byomkesh sir nku samaste vote diantu bbsr basi nku mora request. Se jane bahut vala hrudayara manisa.
@chittaranjanpatra2006
@chittaranjanpatra2006 2 месяца назад
Please 🙏 VOTE FOR BYOMKESH BHAI
@bikashswain5716
@bikashswain5716 2 месяца назад
Byomakesh babu don love you sir
@radhakantasenapati4610
@radhakantasenapati4610 2 месяца назад
Odisha ra no-1 election prachar jay jagannath 🙏 🚩 jay Kalinga ✊ jay bharat ✊
@tapu...2768
@tapu...2768 2 месяца назад
Bhai nku sabu jubak mane support karantu plz plz plz..... Love you bhai....❤❤ Sea purusa manaka pain bahuta Fight karuchanty you are grate bhai.....
@diptikantapradhan5640
@diptikantapradhan5640 2 месяца назад
God apon nku bahut agaku niantu.. apanaka ichha asa Purna karantu Jay Jagannath 🙏
@asishkumarjena3293
@asishkumarjena3293 2 месяца назад
He will become a revolutionary one day...mark my words. Because he knows the secret to a man's future social problems.
@SaritaPatra-ch1pu
@SaritaPatra-ch1pu 2 месяца назад
Please vote for Byomokesh bhai. Hi is a very good person. Bhai mora deba tulya loka aajika date re emti hrudayaban loka miliba kasta please vote for me Byomokesh bhai
@mohan-00199
@mohan-00199 2 месяца назад
Byomkesh Bhai ଜଣେ ଦରଦୀ ବଂଧୁ ସହୃଦୟ ବ୍ୟକ୍ତିତ୍ଵ 🎉
@sheikhmuslim8734
@sheikhmuslim8734 2 месяца назад
Best of luck Mr. fighter.
@swarnafashion
@swarnafashion 2 месяца назад
You have represented in a wonderful way!!!👏👏👏
@evergreenassociation8043
@evergreenassociation8043 2 месяца назад
Huge support to Byomkesh Bhai...
@sasmitasahoo291
@sasmitasahoo291 2 месяца назад
Please vote for Byomokesh Sir.He is a very good person.
@Sujitsaideep
@Sujitsaideep 2 месяца назад
This man is fighting for men's cause Plz vote for him...
@darkgaming-cz4zo
@darkgaming-cz4zo 2 месяца назад
Madichala Bhai mo nirbachana mandali nuha kintu mo tarafaru 50 ti vota apnk pai 1000% mora jetiki student au tank parents nku kahichi Bhai all the best
@sandhyaranimahanta8018
@sandhyaranimahanta8018 2 месяца назад
ଭଗବାନ ଆପଣଙ୍କୁ ସହାୟ ହୁଅନ୍ତୁ
@mkgaksahoo
@mkgaksahoo 2 месяца назад
🙏🙏♥️♥️ ଭୋଟ ଦିଅ. ❤❤🙏🙏
@evergreenassociation8043
@evergreenassociation8043 2 месяца назад
Aji bhala voting heba Byomkesh bhai support re... Hard work ra mulya miliba
@dolagovindadash6214
@dolagovindadash6214 2 месяца назад
This is the real time that we stand Unitedly with Byomkesh sir. Vote for Byomkesh Tripathy
@Susanta_Commentator
@Susanta_Commentator 2 месяца назад
Please vote byomokesh bhai ku jay jukta karantu
@JagabandhuSatapathy-yq2oc
@JagabandhuSatapathy-yq2oc 2 месяца назад
💯💯💯💯💯💯 Bhaii asiba
@saisaraswatjena2020
@saisaraswatjena2020 2 месяца назад
Jay Jagannath please vote for byomkesh sir 🙏🙏
@kanharout762
@kanharout762 2 месяца назад
ଭୁବନେଶ୍ୱର ବାସୀଙ୍କୁ ମୋର ଏତିକି ଅନୁରୋଧ ଆପଣ ମାନେ ଥରଟେ ବିଏମକେଶ ଭାଇଙ୍କୁ ଭୋଟ ଦେଇକି ଦେଖନ୍ତୁ ବହୁତୁ କିଛି ଚେଞ୍ଜ ହେଇଯିବ କାରଣ ସାମଜ ରେ ପୁରୁଷର କିଛି ଭେଲୁ ନାହିଁ କିନ୍ତୁ ବେମକେଶ ଭାଇ ଯାହା କୁହନ୍ତି ସେ କାମ କରନ୍ତି ଜୟେ jagannth
@happyrajesh1995
@happyrajesh1995 2 месяца назад
Bhainku please vote diantu Jay Jagannath 🙏🙏🙏🙏
@SunyabasiDigital001
@SunyabasiDigital001 2 месяца назад
ବ୍ୟୋମକେଶ ଭାଇ‌ ଜିନ୍ଦାବାଦ
@jaihind8854
@jaihind8854 2 месяца назад
ଧର୍ମ ର ଜୟ ହେଉ ଜୟ ଶ୍ରୀ ଜଗନ୍ନାଥ 🙏
@sudarsansingh6401
@sudarsansingh6401 2 месяца назад
ଭୁବନେଶ୍ୱର ବାସୀ କୁ ଅନୁରୋଧ କେବଳ ଗୋଟିଏ ଥର ସ୍ୱଚ୍ଛଟ ମନ ରେ ଗୋଟେ ଥର ଭୋଟ ଦେଇ ଦିଅନ୍ତୁ
@user-jk8cj8nl7o
@user-jk8cj8nl7o 2 месяца назад
Sir ଙ୍କ ପାଇଁ ମୋର ଡବଲ like
@viraljyoti
@viraljyoti 2 месяца назад
Purush commision sure pratistha heba ...jai jagannath
Далее
Чёрная ДЫРА 🕳️ | WICSUR #shorts
00:49
Просмотров 1,9 млн
❌Разве такое возможно? #story
01:00