Тёмный

Rok Thok Live | ନବୀନଙ୍କ ମୁଁହରେ ଜବାବ ! | 21 June 2024 | Argus News 

Argus News
Подписаться 1,4 млн
Просмотров 194 тыс.
50% 1

Rok Thok Live | ନବୀନଙ୍କ ମୁଁହରେ ଜବାବ ! | 21 June 2024 | Argus News
#ArgusNews #RokThok #NaveenPatnaik #RanendraPratapSwain #ArunSahoo #OdishaNews #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

7 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 336   
@kamalakantaaich
@kamalakantaaich 2 месяца назад
କିଶୋର ହୋତା ବାବୁ ଯେଉଁ ପ୍ରଶ୍ନ ରଣେନ୍ଦ୍ର ପ୍ରତାପ ପଚାରିଲେ ତାହାର କଣ ଉତ୍ତର ରଖିଲେ ନବୀନ ବାବୁ ଟିକେ ଜଣାଇବେକି, ତମର ଦମ ନାହିଁ କାରଣ ଆମେ ଜାଣୁ ନବୀନ କିଛି ଜାଣିନାହାନ୍ତି ସେ ଚବିଶ ବର୍ଷ ହେଲା କାଠ କଣ୍ଢେଇ ସାଜନ୍ତି,
@ramachandrapanda7858
@ramachandrapanda7858 2 месяца назад
ଦୁର୍ଗାଶିଷ୍ ବାବୁ , ଆଜି ଓଡିଶା ତାର ମନଖୋଲି ହସୁଛି,ଏ ସମସ୍ତ ଶ୍ରେୟ ଆପଣଙ୍କର। ଆପଣଙ୍କ ଜୀବନକୁ ବାଜି ଲଗାଇ ଆପଣଙ୍କ ନୀରବଚ୍ଛିନ୍ନ ସାଧନା ପାଇଁ ଆପଣଙ୍କୁ ଓଡିଶା ଏକ ପ୍ରମୁଖ ଯୋଦ୍ଧାର ମାନ୍ୟତା ଦେଇଛି । ପ୍ରଭୁ ଜଗନ୍ନାଥ ଆପଣଙ୍କ ଉପରେ ଏମିତି ଶୁଭ ଦୃଷ୍ଟି ରଖିଥାନ୍ତୁ । ଏତିକି ମୋର ପ୍ରାର୍ଥନା ।
@gangadharsatapathy316
@gangadharsatapathy316 2 месяца назад
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ❤❤
@apartimoharana2763
@apartimoharana2763 2 месяца назад
ଧନ୍ୟବାଦ ଦୁର୍ଗା ବାବୁ ଯାହା ବି ହେଉ bjd ପରାସ୍ତ ହୋଇଛି. ଆପଣଙ୍କର ଜୟ ହେଉ.
@subodhakumarray6136
@subodhakumarray6136 Месяц назад
ଧନ୍ୟବାଦ୍।
@harishmallck2
@harishmallck2 2 месяца назад
କିଶୋର ହୋତା ବାବୁ ବିଜେଡି ନେତା /କର୍ମୀ କମ ପାଣ୍ଡିଆନ ଙ୍କ supportrr ବେଶୀ ଲାଗୁଛନ୍ତି| କିଶୋର ବାବୁ ହେଉଛନ୍ତି ପାଣ୍ଡିଆନ ବାବୁଙ୍କ ଅନ୍ଧ ଭକ୍ତ |ଲାଗୁଛି କିଶୋର ବାବୁ ସଶ୍ମିତ ପାତ୍ର ର ସ୍ଥାନ ନେବେ | ଏହି କିଶୋର ବାବୁ ବୋଧେ ମଙ୍ଗଳ ଗ୍ରହରୁ ଆସିଛନ୍ତି
@chandanbehera6072
@chandanbehera6072 2 месяца назад
Right kotha
@lalpatimohanta571
@lalpatimohanta571 2 месяца назад
Bjd କୁ କୋଟି କୋଟି ପ୍ରଣାମ ।
@bhubaneswardash5162
@bhubaneswardash5162 2 месяца назад
I
@sujitkumarbehera7359
@sujitkumarbehera7359 2 месяца назад
Right 👍
@trinathkrisanitiru8657
@trinathkrisanitiru8657 2 месяца назад
Durga sish କାହା support
@shibanisankarpani3556
@shibanisankarpani3556 2 месяца назад
ଧର୍ମେନ୍ଦ୍ର ପ୍ରଧାନଙ୍କ news ଟିକେ ଦେଖାଅ। କଣ ଶୁଣିବାକୁ ମିଳୁଛି NEET ଆଉ UGC exam scam ହେଇଛି ବୋଲି।
@jagannathmandal6323
@jagannathmandal6323 2 месяца назад
R j d involve ଅଛି
@odiatoki604
@odiatoki604 2 месяца назад
😂😂😂
@sandhatoka8085
@sandhatoka8085 2 месяца назад
Yankara gandhi re dum nahi NIIT ra khabar dekheibaku mg ku mada darakar
@anilsahu-hw5fh
@anilsahu-hw5fh 2 месяца назад
Au Dharmendra babunka nare negative news kemiti kariba Argus se ta bjp ki bikri heijaichhi
@Sanidev6227
@Sanidev6227 2 месяца назад
ବିଜେଡି ବିଧାୟକ ଆଗରୁ କଣ ମୂଷା ଥିଲେ କି ଅବି କଣ ବିଲେଇ ହେଇଗଲେ 🤣🤣🤣🤣🤣🤣🤣🤣🤣
@pratapjena1193
@pratapjena1193 2 месяца назад
ଜଣେ ଭଲ ବିଜେଡି ନେତା କୁ ଡାକନ୍ତୁ, ଏ ସଳା ପାଗଳ କିଛି ନ ଜାଣି ଆସୁଛି
@manoranjanpanda5536
@manoranjanpanda5536 2 месяца назад
ଵିଜେଡିର ମହା ଦୁର୍ନୀତି ଜଣାପଡିବାପରେ, ବର୍ତମାନ ଏଦଳ ଭୋଟରେ ଛିଡାହେଲେ ଆଉ ସରକାର କରିପାରିବେ ନାହିଁ, ଏଦଳ ନିଶ୍ଚୟ ଵିଲିନ ହେବ, ନବୀନ ପଟ୍ଟନାୟକ ଓ ଦଳ କୁ ଓଡିଶାଵାସୀ ଆଉ ଚାହାନ୍ତି ନାହିଁ, ବର୍ତମାନ ଏମାନଙ୍କ ମିଛ,ଓ ଦୁର୍ନୀତି କୁ ଘାଣ୍ଟି ଉଚିତ୍ ଶିକ୍ଷା ଦେବାର ସମୟ ଆସିଛି, ଜୟ ଜଗନ୍ନାଥ,
@ashwinisahu6584
@ashwinisahu6584 2 месяца назад
GOOD QUESTION RAJABABU
@user-fq5gb9ep9e
@user-fq5gb9ep9e 2 месяца назад
ବିଜୁ ଥିଲା ବେଳେ ସେ ନେଉଥିଲେ ଟଙ୍କା ଟିଏ କରି ଦରମା ଦେଶୁ ସେ ଆସୁଥିଲେ ରିକ୍ସା ରେ ଚଢି ଏମାନେ କଲେନି ଦେଶକୁ ଖାସୁ । ଏଥିରେ କହନ୍ତି ବିଜୁ ପ୍ରେମୀ ଆମେ ଆମେ କରୁଅଛୂ ଅନୁସରଣ ଯାହାକୁ ଦେଖିବ ସେ ମହା ଦ୍ରୁତ ବିଶ୍ବାସ ରେ ବିଶ ଦିଅନ୍ତି ଜାଣ । ଯାହାକୂ ଦେଖବ ସେ ମହା ଦ୍ରୁତ
@ghanashyampadhan8352
@ghanashyampadhan8352 2 месяца назад
After six months bjd wii be collapsrd
@trilochanpatnaik6321
@trilochanpatnaik6321 2 месяца назад
ଆଲୋଚନା ହେଉଛି ନା ମାଛ ହାଟ ବସିଛି।
@govindprasadhota2017
@govindprasadhota2017 2 месяца назад
Both Pandu and Nabin Patnaik are responsible for the downfall of BJD and Odisha..
@manojpalei
@manojpalei 2 месяца назад
କିଶୋର କଥା ର କିଛି ଯଥର୍ତା ନାହିଁ ।ଆଗକୁ ଜନତା ଦଳର କଣ ହେଉଛି ।
@sarbeswarmishra6695
@sarbeswarmishra6695 2 месяца назад
Hota. Babu.... Eia. Heini. Kichhi.. 2..dekha.agaku.kaana.heuchhi.
@PurnachandraPanda-vx2nj
@PurnachandraPanda-vx2nj 2 месяца назад
ସାମ୍ବାଦିକ ହୋଇକିରୁହ ନଚେତ୍ ଆଗକୁ ତୁମକୁବି ଲୁଚିବାକୁ ପଡ଼ିବ ।
@sasmitamohanty1970
@sasmitamohanty1970 2 месяца назад
ବିଜେଡି କିଛି ଭଲ କାମ କରିନାହିଁ 😮 ଦୂର୍ଗାଶିଷ ଭାଇ ଅତି over smart ଦେଖେଇ ହୁଅନ୍ତି 😂😂😂
@SunilMishra-rw1wi
@SunilMishra-rw1wi 2 месяца назад
ଦୁର୍ଗାଶିଷ ବାବୁ ରଣେନ୍ଦ୍ର ଯେଉଁ ପ୍ରଶ୍ନ କଲେ ନବୀନ କୁ ଇଂଲିଶ ରେ କଲେ ନା ଓଡ଼ିଆ ରେ କଲେ ଯଦି ଓଡ଼ିଆ ରେ ପ୍ରଶ୍ନ କରିଥିବେ ତାହେଲେ ତ ଗଲା ନବୀନ ତ ବୁଝି ପାରିନଥିବେ
@pramodpradhan8792
@pramodpradhan8792 2 месяца назад
Bjd will never come again the end
@prakashpaikaray9051
@prakashpaikaray9051 2 месяца назад
BJD ହlରିନଥିଲେ MLA ମାନେ ପଣ୍ଡିଆର ଜୋତା ସଫା କରିଥାନ୍ତେ l ସବୁଠାରୁ ବଡ଼ କଥା ଓଡ଼ିଶା ହିଟିଲର ଶାସନରୁ ମୁକ୍ତ ହେଲା l
@c.prasad3064
@c.prasad3064 2 месяца назад
ବାଣ୍ଡ ମାନ୍ୟବର କହିଲେ 😆😆😆ସେ ସାମ୍ନା ରେ ଆସି କୁହନ୍ତୁ... ଗରିବ ଗୁରୁବା ଯାହା କହିଲେ.. ମାନ୍ୟବର ବାଣ୍ଡ ବୁଝିବେ 😆😆😆😆ମାନ୍ୟବର ଯାହା କହିବେ ଓଡ଼ିଆ ଲୋକ ସେଇ ବାଣ୍ଡ ବୁଝିବେ 😆😆🤔🤔😆😆ଭାଇ DURGASIS ଟିକେ ପାଣି ମିଶାଅ ବହୁତ HARD ହେଇ ଯାଉଛି ଏ B(AJE)J(ANATA)D(AL)ପାଗଳ ହେଇଗଲେ 🤔🤔🤔
@anitamekap6584
@anitamekap6584 2 месяца назад
ଯାହା ସମାଲୋଚନା କରନ୍ତୁ ଭାଷା ରେ ସଂଜମତା ରକ୍ଷା କଲେ ଅସୁବିଧା କଣ!! ଯେଉଁ ଭାଷା ନିଜ ମା ମାଉସୀ ଭଉଣୀ ପାଖରେ କହି ପାରୁଥିବେ ସେଇଟା ରେ କହୁଛନ୍ତି ତ? ଆଉ ଏମିତି ଭାଷା କହିବା ଯାହା ଆମ ଓଡ଼ିଆ ଓଡ଼ିଶା ବାସୀଙ୍କର ମର୍ଯ୍ୟାଦା ବଢେଇବ। ଆଗକୁ ଆପଣ ଙ୍କ ମର୍ଜି।
@madhusudanparida4161
@madhusudanparida4161 2 месяца назад
BJP chanel & journalist always criticising BJD.Very common & baseless allegations.
@SibaniGouda-wd9on
@SibaniGouda-wd9on 2 месяца назад
To bou biaa
@madhusudanparida4161
@madhusudanparida4161 2 месяца назад
@@SibaniGouda-wd9on My mother is your mother bhai.Control ur language please.
@balgopalmandal6096
@balgopalmandal6096 2 месяца назад
Ey sabu bhasaku odia asmita kuha jae😂
@parshurammallick
@parshurammallick 2 месяца назад
ଶବୁତକଗାଲୁଆ ଜୋଉଦିନମରିଥିଲେଶେଇଦିନକିଶୋରବାବୂ। ଜନ୍ମହୋଇଥିଲେ
@maninimanaswini1667
@maninimanaswini1667 Месяц назад
ଦୀର୍ଘ ୫ ବର୍ଷ ଧରି ଚୁପ୍ ରହିବା ପରେ ନବୀନ ପଟ୍ଟନାୟକ ଆଗକୁ ଆସିଛନ୍ତି । ଅନ୍ୟ ହାତରେ ରାଜ୍ୟକୁ ଟେ କିଦେଇଥିଲେ। ଏବେବି ସମୟ ଅଛି,ଜନସାଧାରଣଙ୍କ ମତ୍ତ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ।
@user-pf6sv9pd1f
@user-pf6sv9pd1f Месяц назад
As a resional party BJD, the people of Odisha felt ,MP and Rajyasabha MP not required for BJD in central politics.
@gurucharanbarik7817
@gurucharanbarik7817 2 месяца назад
କାହିଁକି ଏ ଗାଲୁଆ ମାନଙ୍କୁ ଡିବେଟ କୁ ଡାକୁଛନ୍ତି କଣ କଣ ଲୁଟିଲେ ସ୍ୱୀକାର କରୁନାହାଁନ୍ତି.
@jdsoren9299
@jdsoren9299 2 месяца назад
ନବୀନ ବାବୁଙ୍କ ଚାରିଦିଗରେ ଯେଉଁ ରା ଜ ନୀତି ବ ଳ ୟ ଅଛି , ହା ରିବା ର ମୂଖ୍ୟ କା ର ଅନ
@RabindrachandraSahu
@RabindrachandraSahu 2 месяца назад
ନୀଳବର୍ଣ୍ଣ ଶୃଗାଳ ଗପ ଶୁଣିଛନ୍ତି ? ଉତ୍ତର ସେଇଠି ଅଛି l
@saradaprasadmallick6751
@saradaprasadmallick6751 2 месяца назад
😂😂😂
@samirnayak3768
@samirnayak3768 2 месяца назад
ପାଣ୍ଡିଆନ ପ୍ରଶଂସାର ପାତ୍ର, କାରଣ ସେ ନବୀନ ବାବୁଙ୍କର ଅସଲି ମୁଖା ଖୋଲିଦେଇଛନ୍ତି
@pabitrajena3476
@pabitrajena3476 2 месяца назад
A kishore Bhai jane galua Nera
@HiGudi
@HiGudi 2 месяца назад
Durgasis ଭାଇ ନବୀନ sir ଯେତେବେଳେ no 1CM award ପାଇଲେ ତମ ଆଖିଲେ କଣ୍ଟା ଥିଲା ଆଜି ବିଜେଡିର ରୁଟି ଖାଇକୀ ଆଖି ଖୋଲି ଯାଇଚି
@surenmagar9736
@surenmagar9736 2 месяца назад
BJP ଜିନ୍ଦାବାଦ
@rajiblochanbehera9301
@rajiblochanbehera9301 2 месяца назад
ନବୀନପଟନାୟକ ତଳ ଆଡୁ ଏକ ନମ୍ବର ଥିଲା,ଏ ସଳା ନିଲ୍ଲଜ ବିଜେଡି ଦଳ ଯେତେ ଯାହା ହେଲେବି ଗାଲୁ ଛାଡିଵେ ନାହିଁ, ।
@HiGudi
@HiGudi 2 месяца назад
ଯଦି ନବୀନ sir ଦେଶର ଉନ୍ନତୀ କରିନଥାନ୍ତେ ତମେ ମାନେ ଏଇଠି ବସିକି ଏମିତି ନାଟକ ଚଲେଇ ନଥାନ୍ତେ ଦାଦନ ଖଟିବାକୁ ଯାଇଥାନ୍ତେ
@ganeswarsahoo2220
@ganeswarsahoo2220 2 месяца назад
Durgasish bhai sarakara badalibare apananka bhumika jathhesta adhika.dhanyabad apananku.
@kamallochannayak9660
@kamallochannayak9660 2 месяца назад
Right Speaking Durgashish Bhai
@harishdehuri3548
@harishdehuri3548 2 месяца назад
ଏ ଅର୍ଗସ ନ୍ୟୁଜ କୁ ଗୋଟେ ଭଲ ନିରପେକ୍ଷ ନ୍ୟୁଜ ଚ୍ୟାନେଲ ଭାବୁଥିଲି। ହେଲେ ଯେତେବେଳେ ଦେଖ ଖାଲି BJD ବିରୋଧରେ ନ୍ୟୁଜ କାହିଁ BJP ବିରୋଧରେ ତ ଗୋଟେ ବି ନ୍ୟୁଜ ଦେଖାଉନି,BJP ଦଳର କ'ଣ କିଛି ବି ଭୁଲ ରହୁନାହିଁ କି?
@anandamohakuda4943
@anandamohakuda4943 2 месяца назад
Godi media bala
@prahaladojha5628
@prahaladojha5628 2 месяца назад
କିଶୋର ହୋତା କହୁଛି ରାସ୍ତା ବିଜେଡି କରିଛି ତାକୁ ଯଦି ରାଜନୀତି ଜଣାନାହିଁ ତାକୁ ମୋ ପାଖକୁ ଡାକ ମୁଁ ତାକୁ ରାଜନୀତି ଶିଖେଇଦେବି ମୂର୍ଖ ରାସ୍ତା ସହରରୁ ଗ୍ରାମାଞ୍ଚଳ ବିଜେପି ପି ଏମ ଅଟଳବିହାରୀ ବାଜପେୟୀ କରିଛନ୍ତି
@padmanavsenapati9586
@padmanavsenapati9586 2 месяца назад
Nh ra road only central government ra kama
@sudhansusekharjena1396
@sudhansusekharjena1396 2 месяца назад
ଦୁର୍ଗା ବାବୁ ଆପଣ ଯୋଉ debet କରୁଛନ୍ତି କହି ପାରିବେ କି ବିନା pandian re Kan bjp jiti pari ଥାନ୍ତା
@bhagbanbehera5601
@bhagbanbehera5601 2 месяца назад
ରୋକ ଠୋକ ଜବାବ ଆସୁନି
@j.j.bproductions3341
@j.j.bproductions3341 2 месяца назад
Lelin babu nku tike dakantu debete ku
@somanathdas2884
@somanathdas2884 2 месяца назад
Right
@tikeswarbehera4776
@tikeswarbehera4776 2 месяца назад
Durga shis bhai kahi kahi bjd ku harei dela thanks weldone
@ashwinisahu6584
@ashwinisahu6584 2 месяца назад
Durgashish bhai ssbubele Good news dianti
@harishmallck2
@harishmallck2 2 месяца назад
କିଂଶିର ବାବୁ ଆପଣ କେତେ ନିର୍ଲଜ ଲୋକ କିଓ! ଆପଣ ଗୋଟିଏ ହେଲେ ବି ସାଂସଦ ସିଟ ଜିତି ପାରିଲେ ନାହିଁ. ସ୍ୱଥିପାଇଁ ଅପଣଂକର ଟିକେ ବି ଦୁଃଖ କିମ୍ବା ଅନୁତପ୍ତ ନୁହନ୍ତି!କିନ୍ତୁ ଆପଣ ଏତେ ଦୁଃଖିତ ମୋଦି କାହିଁକି 400 seat ଜିତି ପାରିଲେ ନାହିଁ! ଓଡିଶା ଏତେ ଖଣିଜ ପଦାର୍ଥ ଥିବା ସତ୍ୟେ ଆମ ଓଡ଼ିଶାର ଲୋକ ମନେ ଦାଦନ ଖଟିବାକୁ ଯାଉଛନ୍ତି ହେଲେ ଆପଣ କଣ କହୁଛନ୍ତି ଟିକେ ଚିନ୍ତା କରନ୍ତୁ! Shane on you kishor ବାବୁ
@MamanpapulMohanty
@MamanpapulMohanty 2 месяца назад
ଭାଇ ଓଡ଼ିଶାରେ କଣ ଗୋଟେ News ଅର୍ଗସ channal କେବଳ BJD କୁ Target ଆଉ କିଛି ଖବର ନାହିଁ | Net exam Neet exam paper deCIar ହେଲା ଶିକ୍ଷା ମନ୍ତ୍ରୀ କୁଆଡ଼େ ଗଲେ bbsr ଖୋଲା Drain ରେ ପଡ଼ି ନାବାଳକ ମଲା ସେ ଖବର କଣ ହେଲା ଯଦି BJD କୁ ଛାଡ଼ି ଖବର ନାହିଁ ବିଲକୁ ଯାଅ ଚାଷ କର
@harishdehuri3548
@harishdehuri3548 2 месяца назад
right 👍
@harashnayak8138
@harashnayak8138 2 месяца назад
Tirger jornalist durgabhai
@anandamohakuda4943
@anandamohakuda4943 2 месяца назад
Bala na ....Samir das, news tike dekheibaku kuha.....
@ghanashyampadhan8352
@ghanashyampadhan8352 2 месяца назад
Kishore pandianra guha chatibuja
@spandan9061
@spandan9061 2 месяца назад
ଏବେବେଳ ଆସିଛି ଅର୍ଗସ ନ୍ୟୁଜ୍ ଡୁକାଲି ବିଜେଡି ର ଭୁଲକୁ ଧରି କାଲି ଆଲୋଚନା କରୁଛୁ ବିଜେପିର ଏବେ କେତେ କଣ କରୁଛୁନ୍ତି ତାହା କେତେ ଦେଖେଉଛନ୍ତି ତାହା ଦେଖିବାକୁ ରହିଲା |
@jitendrapattnaik2070
@jitendrapattnaik2070 2 месяца назад
Raja swain sir ati sundar katha pacharichhanty
@user-rd7ci2dn8x
@user-rd7ci2dn8x Месяц назад
Nabeena.haami
@prasantakumarswain3419
@prasantakumarswain3419 2 месяца назад
ଜଣେ ସିନା ଉତ୍ତର ପାଇଲେ ଆଉ ଜଣେ କେତେବେଳେ ପୁଣି ସୁବିଧା ସୁଯୋଗ ପାଇଲେ ପଚାରିବେ, ମୁଖିଆ ଯଦି ଓକେ କହିକି ଥିରୀ କିନା ଖସି ଯିବେ, ତାହାହେଲେ ଆଉ କିଏ କାହିଁକି ପଚାରିବ ?
@kedarbiswal4575
@kedarbiswal4575 2 месяца назад
Pandian is best of all in the Odisha.
@fanindrapattnaik
@fanindrapattnaik 2 месяца назад
ନିଜର ଅପାରଗତା କୁ ନିଜେ ବଖାଣିଲେ ପୂର୍ବତନ ସଭାପତି
@HiGudi
@HiGudi 2 месяца назад
ସାଧାରଣ ଲୋକ ଏଇ ଡିବେଟ ଦେଖିକି କହୁଛନ୍ତି କି ବରିଷ୍ଟ ସାମ୍ବାଦିକ durgasis ଭାଈ ଆଉ BJP ଦଳର ନେତା ସମସ୍ତେ ବିଜେପିର ଜାଣି ଜାଣି bjdra ଜଣେ durbal ନେତାକୁ dakiki ତାଙ୍କ ଉପରେ ଚଢ଼ିଯାଉଛନ୍ତି।
@ajaykumarbehera5018
@ajaykumarbehera5018 2 месяца назад
ଆରେ,କିଶୋର, ତୁ,କେଡେ,ନିର୍ଲଜ,
@anjankumarbehera5598
@anjankumarbehera5598 2 месяца назад
Nabiin is the best
@laxmidharmohanty1251
@laxmidharmohanty1251 Месяц назад
Right. Supar 5:26
@user-wj3lf4xi7n
@user-wj3lf4xi7n 2 месяца назад
Raja Bhai zindabad
@ashwinisahu6584
@ashwinisahu6584 2 месяца назад
JAGANNATHA TAHA KARILE ...
@gunanidhinaik3699
@gunanidhinaik3699 2 месяца назад
କିଶୋର ବାବୁ ଓଡିଶାରେ ବୋଧହୁଏନ ଥିଲେ।
@bipinchandrapatel8420
@bipinchandrapatel8420 2 месяца назад
End of NabinPandian Era in Odisha.
@birenmahar3718
@birenmahar3718 2 месяца назад
Mg kishor
@skumar9356
@skumar9356 2 месяца назад
EVM SCAN
@HiGudi
@HiGudi 2 месяца назад
ଡିବେଟ୍ କର bjd BJP ମଧ୍ୟରେ କିନ୍ତୁ ଅମର ସାମ୍ବାଦିକ ଭାଈ ମାନେ BJP ର କାର୍ଯ୍ୟ କରୁଛନ୍ତି। ସାମ୍ବାଦିକ ଭାଈ ଉଭୟଙ୍କୁ question ପଚାରିବା ବଦଳରେ ବିଜେଡିକୁ ଘେରୁଛନ୍ତି
@akshyakrnayak4364
@akshyakrnayak4364 2 месяца назад
ଯେଉଁମାନେ ଦଳ କୁ ତିଆରି କରିଥିଲେ ସେମାନଙ୍କୁ ଆଣନ୍ତ୍ନୁ
@basudebsenapati2181
@basudebsenapati2181 Месяц назад
ଦେଶର ଯେତେ ନେତା ଓଡସା ରେ ପ୍ରଚାରପାଇ ପ୍ରତିଦିନ ଆସିଲେ ତାହାର ପ୍ରଭାବ ପଡଇଲା
@AshokKBarik
@AshokKBarik 2 месяца назад
BSKY kahi parinahanti.....Vidhana sabha....re kahibe....
@natabarmishra8367
@natabarmishra8367 2 месяца назад
Nabin &Pandian have both looted Odisha.
@tikipatra1081
@tikipatra1081 2 месяца назад
ତୁମେ ଆଉ ସାମ୍ବାଦିକ ହୋଇ ଅଛ. ତମେ ତେଲ ମରା ଲୋକ. ଯଦି ପ୍ରକୃତ ସାମ୍ବାଦିକତା କରୁଛ ତା ହେଲେ ମୋଦି ଆଉ ମୁଖ୍ୟମନ୍ତ୍ରୀ ଙ୍କୁ ପଚାର ଶ୍ରୀ ମନ୍ଦିର ର ଚାରିଦ୍ୱାର ଖୋଲିବା କଥା କଣ ହେଲା
@santanurout877
@santanurout877 2 месяца назад
Bjd kuhalia neta kuadegale aetaku katha kahi asuni
@rabindrakumarsahoo2682
@rabindrakumarsahoo2682 2 месяца назад
ଗଲୁଆଙ୍କ ବାରବାଟି ଚାଷ
@nareshpatro7986
@nareshpatro7986 2 месяца назад
Samaya sabubele samana nathaye
@SibaniGouda-wd9on
@SibaniGouda-wd9on 2 месяца назад
Jay bjd
@gunanidhinaik3699
@gunanidhinaik3699 2 месяца назад
ଦୟାକରି କିଶୋର ବାବୁଙ୍କୁ ଡିବେଟ କୁ ଡାକନ୍ତୁ ନାହିଁ.
@monalisayoutubechannel4670
@monalisayoutubechannel4670 2 месяца назад
Chit fond re fasibe
@jitendrapattnaik2070
@jitendrapattnaik2070 2 месяца назад
Pramod sir bahut sundar katha pacharichhanty debate re
@HiGudi
@HiGudi 2 месяца назад
orgus news channel ର ଭାଈ ଓ ଭଉଣୀ ମାନେ ଆପଣ ଲେଖୁଛନ୍ତି କେହି ଅମର ଗୁଆ ଦିଆ ବନ୍ଧୁ ନୁହଁନ୍ତି। ଯଦି ନୁହଁନ୍ତି ରାତି ପାହିଲେ BJD ବିରୁଦ୍ଧରେ ଲାଗୁଛନ୍ତି କିନ୍ତୁ BJP ବିରୁଦ୍ଧରେ କେବେ ଲାଗିବେ ହୋଇ ନ ଲାଗ କିନ୍ତୁ net neet exam ବିଷୟରେ କୁହନ୍ତୁ
@user-ms1bm6ie3w
@user-ms1bm6ie3w 2 месяца назад
Because of Mr.Pandian BJD has got more than 50 seats Otherwise BJD would get 20 Seats.Jay Lord Shrikrishna.
@HiGudi
@HiGudi 2 месяца назад
Durgasis bhai ଆପଣ କଣ bjp ra ମୁଖ ପାତ୍ର BJP ଦଳର ନେତାଙ୍କୁ କହିବାକୁ ସୁଜଗ ଦିଅନ୍ତୁ
@BijaybaradBijay
@BijaybaradBijay 2 месяца назад
Ok 😊 I'm in 3:26
@YoutubeShorts-pf1tx
@YoutubeShorts-pf1tx 2 месяца назад
Raja Swain thik Kahichhanti Nabin nku birodhi dala neta ru hatao
@nirmalmohanty5651
@nirmalmohanty5651 2 месяца назад
Kishore Hota Babu speaking like a great GALUA
@skjofficial5076
@skjofficial5076 2 месяца назад
ଏ debate ର କିଛି ମୂଲ୍ୟ ଅଛି କି, କେନ୍ଦ୍ର ଶିକ୍ଷମାନ୍ତ୍ରୀଙ୍କ ସାକ୍ଷ୍ୟାତକାର ନିଅ, ନିଟ ଘୋଟଲାରେ ତାଙ୍କର କେତେ ଭାଗ ପଡିଥିଲା,.. NTA କାହିଁକି ଗଠନ କରାଯାଇଥିଲା
@simanchalbeherauu754
@simanchalbeherauu754 2 месяца назад
Nbin ptnayk shasnre atist hoi chhadi dele
@sudhirsahoo7942
@sudhirsahoo7942 2 месяца назад
Nabin Pattnaik is solely responsible & pandu is 100 percent responsible also
@user-pb7fc7wd5m
@user-pb7fc7wd5m 2 месяца назад
କିଶୋର ହୋତା କୁ ଡାକିବା ବଡ ଭୁଲ୍
@omdigital-ny9rt
@omdigital-ny9rt 2 месяца назад
Political leaders is a social worker no VIP AND VVIP roll activity
@dhirendrapanigrahi7303
@dhirendrapanigrahi7303 2 месяца назад
They have decided to protect and defence their party.that is why they never wants to listen other questions
@bikashmishra9135
@bikashmishra9135 2 месяца назад
Argus wala ତମେ ମୋ ହାବୁଡ଼ରେ ଥରେ ପଡ଼ନ୍ତ କି, ତମ କୁ ବିନା ନାପୀତ ରେ ନଣ୍ଡା କରି ଦିଅନ୍ତି
@gurucharanbarik7817
@gurucharanbarik7817 2 месяца назад
କାହିଁ କଣ ଅସୁବିଧା ହେଲା କି. 🤔🤔🤔🤔😂😂😂😂😂
@user-sk9fu5jz3m
@user-sk9fu5jz3m 2 месяца назад
Tu kan chhodibu
@tofanmohanty-eq5fd
@tofanmohanty-eq5fd 2 месяца назад
Argus news godi news
@biswajitbiswal8664
@biswajitbiswal8664 2 месяца назад
Argus news kahiba katha bjp sabudina pain sarkar re rahiba 😊😊😊
@sudhansusekharjena1396
@sudhansusekharjena1396 2 месяца назад
Pandian pain bjp ଜିତିଛି ଆପଣ ଭଲ କରି ଷ୍ଟଡି କରି ଦେଖନ୍ତୁ
@nilu-vi3zb
@nilu-vi3zb 2 месяца назад
What about 2 PS giving to pandian for security ?
@hariharasahu3566
@hariharasahu3566 2 месяца назад
Pandian use official panal for BJD..After registration BJD downfall.
@pranayakumarlenka4696
@pranayakumarlenka4696 2 месяца назад
Don't criticize our Naveen Babu.
@ghanashyampadhan8352
@ghanashyampadhan8352 2 месяца назад
Ganesara pandianra stool sapha kara
@nababarika4028
@nababarika4028 2 месяца назад
Not People of odisha,only BJP should Garland to Pandian because due to pandian BJP came power
@anilsumankanak
@anilsumankanak 2 месяца назад
Very sad to say common man are not invited for live scrolling .
@bijayakumarsahu4945
@bijayakumarsahu4945 2 месяца назад
ତୁମେ କେତେ ବର୍ଷ ହେଲା ନବୀନ ବାବୁ ଙ୍ଗୁ ଭେଟି ନାହାନ୍ତି ସ୍ପଷ୍ଟ କରନ୍ତୁ
@mragrncy9144
@mragrncy9144 2 месяца назад
Nabin is not a cheap politician. He does not blame any one for his failure.
@bijayparida8085
@bijayparida8085 2 месяца назад
ମିଛୁଆ ଟିଭି ଚ୍ୟାନେଲ
@surenmagar9736
@surenmagar9736 2 месяца назад
ପାଣ୍ଡୁ ଗୋଟେ ବଡ଼ ଚୋର ସଲା ଆଏ ଓଡ଼ିଶା କୁ ବରବାଦ୍ କରିଛି ପାଗଳ ସଲେ
Далее
The Most Elite Chefs Ever!
00:35
Просмотров 2,9 млн
The Most Elite Chefs Ever!
00:35
Просмотров 2,9 млн