Тёмный

Rok Thok Live | ''ପାଣ୍ଡିଆନଙ୍କ କାଞ୍ଚି ବଦଲା !'' | 17 May 2024 | Argus News 

Argus News
Подписаться 1,4 млн
Просмотров 1,3 млн
50% 1

Rok Thok Live | ''ପାଣ୍ଡିଆନଙ୍କ କାଞ୍ଚି ବଦଲା !'' | 17 May 2024 | Argus News
#ArgusNews #RokThok #VKPandian #jagannathtemple #puri #OdishaNews #durgashish #BJP #bjd #controversy #CMNaveenPatnaik #keys #Ratnabhandar #PMNarendraModiji #HimantaBiswaSarma #Odisha
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

16 май 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,2 тыс.   
@user-ud1lp4oh5t
@user-ud1lp4oh5t 2 месяца назад
ହେ ଓଡିଆ ପୁଅ ମାନେ ଆମ ସଂସ୍କୃତିକୁ ନଷ୍ଟ କରିଦେବ ତାମିଲ ହଟାଇ ଓଡିଶା କୁ ଦିଅ ବଞ୍ଚେଇ
@AvhayaDas-yz3eo
@AvhayaDas-yz3eo 2 месяца назад
😊😊😊😊
@JayaSarkar-jp4dd
@JayaSarkar-jp4dd Месяц назад
​@@AvhayaDas-yz3eo1:19
@somanathsahoo3656
@somanathsahoo3656 6 дней назад
😊😊😊😅
@InnovateAware
@InnovateAware 2 месяца назад
କେହି ଛାଡନି ଏହା ଧର୍ମ ଲଢେଇ ଜୟ ଜଗନ୍ନାଥ
@gourangamirdha6347
@gourangamirdha6347 2 месяца назад
ଓଡ଼ିଶା ନମ୍ୱର one chenal Argus news
@krishnachandrasahu8111
@krishnachandrasahu8111 2 месяца назад
ସତକୁ ସାମ୍ନା କରିବାକୁ ଚେଷ୍ଟା କର ଭାଇ
@bisunayak6526
@bisunayak6526 2 месяца назад
4500000 ଓଡିଶା ବାସୀଙ୍କୁ ଅନୁରୋଧ v. K. Pandian କୁ ଶ୍ରୀ ମନ୍ଦିର ପ୍ରବେଶ ନିଷେଧ ଏବଂ ଓଡିଶା ପ୍ରବେଶ ସମ୍ପୂର୍ଣ ନିଷେଧ.
@user-ho5ei9yp9g
@user-ho5ei9yp9g 2 месяца назад
ପୁରୀ ଜିଲ୍ଲାର ଲୋକ ବୁଦ୍ଧିଜୀବୀ ମାନେପୁରୀକୁ ବଞ୍ଚାଅ।
@sethyprasanta4491
@sethyprasanta4491 2 месяца назад
Khali Puri nuhe Sara odisha basi maha pravunku banchao.pandian kabalaru
@ranjanrashmirath5937
@ranjanrashmirath5937 2 месяца назад
Let us come together to create awareness to protect our jagannath temple... from all spheres.
@AbhimanyuNaik-ci3cf
@AbhimanyuNaik-ci3cf 2 месяца назад
​@@ranjanrashmirath5937hh😢😢😢😢
@Kanha-e7q
@Kanha-e7q 2 месяца назад
🐼🐼🐼🐼🐼🐼🐼🙏🏻⭕‼️⭕🙏🏻
@BharatSwain-jn9ek
@BharatSwain-jn9ek 2 месяца назад
Jayajganath​@@Kanha-e7q
@SabitaRani-ef7ow
@SabitaRani-ef7ow 2 месяца назад
ଜଗନ୍ନାଥ ସବୁ ଦେଖୁଛନ୍ତି ଠିକ ସମୟ ଆସିଲେ ବିଜେଡି କୁ ଠିକ ଉତ୍ତର ଦେବେ ଜୟ BJP ଏ ଥର BJP ସରକାର ଶାସନ କରିବ 100% ରୁ 4000% ମୋଦି ଗ୍ୟାରେଟି
@hjkvvc
@hjkvvc 2 месяца назад
No re baba bjp nuha ki bjd nuha Jo bhalia situation Rastrapati sasana laguhaba
@kusarana8708
@kusarana8708 2 месяца назад
❤​@@hjkvvc
@rabindrakumarsahoo2682
@rabindrakumarsahoo2682 2 месяца назад
ଏମର ମଠର ୪୦୦ ରୂପା ଇଟା ଏବେ କେଉଁଠାରେ ଅଛି। ଏବେ Edଦରକାର
@bijaymohanty2248
@bijaymohanty2248 2 месяца назад
ଆଇନତଃ ଚୋରୀ/ଅପହରଣ କରିବା ଦ୍ରବ୍ୟ ଓ ଗୁପ୍ତରେ ଚୋରୀ ଦ୍ରବ୍ୟ ଗ୍ରହଣ କରିବା ଉଭୟେ ସମପରିମାଣରେ ଅପରାଧୀ ଅଟନ୍ତି ଓ ତାଙ୍କୁ ଈଶ୍ୱରଙ୍କ ଦରବାରରୁ ନର୍କ ଯନ୍ତ୍ରଣା ଭୋଗିବାକୁ ନିର୍ଦ୍ଦେଶ ହୁଏ ।
@manojkumargarada
@manojkumargarada 2 месяца назад
ତାମିଲି ହାତରୁ ଓଡିଶା ବଞ୍ଚାଓ, ପାଣ୍ଡିଆନ ଏବେ ଓଡିଶା ଦଖଲ କରିବା ଚେଷ୍ଟା କରୁଛି 😭
@santoshkumarsahoo8671
@santoshkumarsahoo8671 2 месяца назад
ଜଗନ୍ନାଥ ମହାପ୍ରଭୁ ଏ ନିର୍ବାଚନ ରେ ବିଜେଡି କୁ ବୁଡାଇ ଦେବେ
@GaramHawa-th1io
@GaramHawa-th1io 2 месяца назад
ଜଗନ୍ନାଥ ନିଶ୍ଚୟ ବିଜେଡି କୁ ଓଡିଶା ରୁ ବିନାଶ କରିବେ
@ashwinisahu6584
@ashwinisahu6584 2 месяца назад
CHAKA AKHI SABU DEKHUCHHI
@BrundabatiKhandagiri
@BrundabatiKhandagiri 2 месяца назад
😊​@@GaramHawa-th1io
@user-rw5zy7dz7m
@user-rw5zy7dz7m 2 месяца назад
​@@GaramHawa-th1ioq1À❤
@prakashnagaria3786
@prakashnagaria3786 2 месяца назад
An ag🎉😂 to TV TV​@@BrundabatiKhandagiri
@susantasahoo9544
@susantasahoo9544 2 месяца назад
ପ୍ରଭୁ ଜଗନ୍ନାଥଙ୍କ ସଂସୃତି ର ହତ୍ୟା ନବୀନ ପଟ୍ଟନାୟକ ବାବୁ କରିଛନ୍ତି । ତେଣୁ ଓଡ଼ିଶା ବାସୀଙ୍କୁ ଅନୁରୋଧ ଶୀଘ୍ର ଏ ନବୀନ ପଟ୍ଟନାୟକ ସରକାରକୁ ଶୀଘ୍ର ବିଦା କରନ୍ତୁ ।
@user-wj3lf4xi7n
@user-wj3lf4xi7n 2 месяца назад
Pandiyan hatao odisha bachao
@hariomm2301
@hariomm2301 2 месяца назад
ତାମିଲ ଶାସନ ହଟାଓ ଓଡ଼ିଶାର ସ୍ଵାଭିମାନ ବଞ୍ଚାଓ 😂😂😂😂😂
@PradhanMajhi-ks7zt
@PradhanMajhi-ks7zt 2 месяца назад
ହେ ଭଗବାନ, ରତ୍ନ ଭଣ୍ଡାର ❤️କିଛି ନାହିଁ ରେ.
@jadibutigyan1674
@jadibutigyan1674 2 месяца назад
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ର ସମାଧାନ ବିଜେପି ସରକାର କରିପାରିବେ। ଜୟ ଜଗନ୍ନାଥ 🙏🙏🙏🙏🙏
@AshokJena-yk3xp
@AshokJena-yk3xp 2 месяца назад
Kari paribeni
@user-wc3rq1ki5w
@user-wc3rq1ki5w 2 месяца назад
ନବୀନ ମଲା ପୂର୍ବ ରୁ ସତ ପଦେ କହିଦଉ ମୁଁ କିଛି ଜାଣୁନି ପାଣ୍ଡୁ ସବୁ କରିଛି...
@bijaymohanty2248
@bijaymohanty2248 2 месяца назад
ଯିଏ ସବୁ କିଛି କରୁଚି, ସେ ଏତେବଡ ମିଛ କେମିତି କହି ପାରିବ !!
@MonikaTendakari
@MonikaTendakari 2 месяца назад
ରତ୍ନ ଭଣ୍ଡାର କୁ bjd ହରଞ୍ଚଲ୍ କରିଛି 100% ଗ୍ୟାରେଣ୍ଟି
@user-ho5ei9yp9g
@user-ho5ei9yp9g 2 месяца назад
କାଳ ଭୈରବୀ ଓଡ଼ିଶା ଆସିଛି।
@user-mg6hb7vc2t
@user-mg6hb7vc2t 2 месяца назад
ରତ୍ନ ଚୋରି ହୋଇଛି ।
@sailendupanda2027
@sailendupanda2027 2 месяца назад
ପାଣ୍ଡୁ ଜଗନ୍ନାଥ ଙ୍କ ରତ୍ନଭଣ୍ଡାର ସହ ଖେଳ କରୁଛି
@mihirranjanpattnayak2627
@mihirranjanpattnayak2627 2 месяца назад
ସବୁ ନେଇଯିବ ତାମିଲ୍
@debendranarayandash9040
@debendranarayandash9040 2 месяца назад
ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ସୁରକ୍ଷା ପାଇଁ ଓଡ଼ିଶାର ସ୍ବାର୍ଥ ପାଇଁ ସରକାର ପରିବର୍ତ୍ତନ
@dillipkumarbarad1177
@dillipkumarbarad1177 2 месяца назад
ବିଜେଡି ମାନେ‌ ଜଗତ୍ ନାଥ କୁ ଵିକିଦେଵେ
@s.k.n.jayho....
@s.k.n.jayho.... 2 месяца назад
Odia mane suithao
@arjunbarik1629
@arjunbarik1629 2 месяца назад
ଜୟ ଜଗନ୍ନାଥ ତୁମେ ବିଚାର କର ପ୍ରଭୁ ⭕❗⭕🙏
@JaiUtkalaMaa
@JaiUtkalaMaa 2 месяца назад
କାଞ୍ଚି ବିଜୟ ପରେ ପରାଜିତ ତାମିଲ ରାଜାମାନେ ଗଜପତିଙ୍କ ପାଦ ତଳେ ନିଜର ମୁକୁଟ ରଖିଥିଲେ। ସେହି ମୁକୁଟ ସବୁ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାରରେ ରହିଛି। ଏହା ତାମିଲ ମାନଙ୍କ ଲାଗି ବହୁତ ଅପମାନଜନକ। ସେମାନ କେବେବି ମାନନ୍ତିନି କି ସେମାନେ କଳିଙ୍ଗଠୁ ପରାଜିତ ହେଇଥିଲେ ।ତାମିଲ ପ୍ରଶସ୍ତିରେ ତାଙ୍କର କବି ମାନେ କଳିଙ୍ଗ ପରାଜିତ ହେବାର ଲେଖିଛନତି।କିନ୍ତୁ ସେମାନଙ୍କ ପାଖରେ ଜିତିବାର ପ୍ରମାଣ ନଥିବାରୁ ଐତିହାସିକ ମାନେ ତାଙ୍କର କଥା ମାନନ୍ତି ନାହିଁ। ତେଣୁ ଜଗନ୍ନାଥ ମନ୍ଦିରରୁ ସେହି ମୁକୁଟ ମାନକୁ ନେଇ ଗଲେ ପରାଜିତ ପ୍ରମାଣ ରହିବନି। ପାଣ୍ଡୁ ସେଥି ଲାଗି ସବୁ ବେଳେ ରାତି ଅଧିଆ ମନ୍ଦିର ଯାଏ। ଏବେ ବୁଝନ୍ତୁ ଚାବି କୋଉଠି।
@susantapathy6597
@susantapathy6597 2 месяца назад
ପଣ୍ଡିଆନଙ୍କୁ ତୁରନ୍ତ ଜେଲରେ ପୁରାନ୍ତୁ।
@JaiUtkalaMaa
@JaiUtkalaMaa 2 месяца назад
କିଛି ଦିନ ପରେ ପାଣ୍ଡୁ ନିଆଁ ଲଗେଇ ପୁରୁଣା କାଗଜ ପତ୍ର ପୋଡି ଦବ ଯୋଉଥିରେ ରତ୍ନ ଭଣ୍ଡାରର ଅଳଂକାରର ଚିଠା ଅଛି।
@B.Durgashaktee
@B.Durgashaktee 2 месяца назад
Great news kouthu paile e info.... Dekhantu kouthi e book achi mate b janibara bahut interest achi
@ashwinisahu6584
@ashwinisahu6584 2 месяца назад
SETI KI HISTORY JANITHIBA LOKA MAHAN
@B.Durgashaktee
@B.Durgashaktee 2 месяца назад
Ama odisha ra ଇତିହାସ bahut ଉଚ୍ଚକୋଟୀର ଥିଲା.... jahaku bartaman kehi bujhiparunahati.... ama rajya re emti kichi district, ଛକ ,ବଜାର achi jou area name muslim name re achi sesabu ku madya change kari ama odia shaheed nka ନାମ anusare rakhiba କଥା Anya rajya ra parampara sanskruti ku apanei kan pauchanti .... jetebele ki ama ସଂସ୍କୃତି ku kehi ଆପଣାଉନାହିଁ
@rabindrapradhan7646
@rabindrapradhan7646 2 месяца назад
ଡଡୁପ୍ଲିକେଟ ଚାବି ଏଇଥିପାଇଁ, ଗୋଟାଏ ପାଣ୍ଡିଆ ଆଉ ଗୋଟାଏ ବବି ଅରୁଣ, ଇତ୍ୟାଦି।
@Save_Odisha_from_looters
@Save_Odisha_from_looters 2 месяца назад
5T ର ଅର୍ଥ ହେଉଛି 5 ତାମିଲ୍ |ପାଣ୍ଡିଆନ୍, ମାଥିଭାଥାନନ୍, ପ୍ରଭାକରନ୍, କୃଷ୍ଣନ୍, ବାଲକ୍ରିଷ୍ଣା ଓଡିଶା ଶାସନକୁ ନିୟନ୍ତ୍ରଣ କରୁଛନ୍ତି | ପାଣ୍ଡୁ ଶ୍ରୀମନ୍ଦିର ରତ୍ନଭନ୍ଦରଙ୍କଠାରୁ ସମସ୍ତ ସୁନା ଚୋରି କରିଛି! ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବ | ପାଣ୍ଡୁ ସମସ୍ତ ଖଣି ଏବଂ ଟଙ୍କା ଲୁଟି ନେଇଛନ୍ତି | ଏହି ପାଞ୍ଚଟି ତାମିଲ ଆମର କାଞ୍ଚି ବିଜୟର ପ୍ରତିଶୋଧ ନେଉଛନ୍ତି | ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !
@sagarsethi8477
@sagarsethi8477 2 месяца назад
ମୁ ଅପେକ୍ଷା ରେ ଅଛି ନବୀନ ପଟ୍ଟନାୟକ ଜେଲ ଯିବ କେବେ?
@gobindachandrakhatai6396
@gobindachandrakhatai6396 2 месяца назад
ଖୋଲା ଯାଉ ରତ୍ନ ଭଣ୍ଡାର
@kalyanpanda5885
@kalyanpanda5885 2 месяца назад
ନୂଆ ଓ ବାଳ ଓ କାର୍ଯ୍ୟକ୍ରମ ରେ ବି କୋଟି କୋଟି ଲୁଟ
@mahendrakumardas7833
@mahendrakumardas7833 2 месяца назад
ପାଣ୍ଡିଆନ ହଟାଅ, ଓଡ଼ିଶା ବଞ୍ଚାଅ
@biswajitmallik274
@biswajitmallik274 2 месяца назад
ପାଣ୍ଡିଆ ଗାଣ୍ତିରେ ଲମ୍ବା କିଳା ପଶିବା ଦରକାର ।
@soumyaranjanmohapatra7933
@soumyaranjanmohapatra7933 2 месяца назад
ଆମ ଓଡ଼ିଆ ମାଇକିନା ପରା ଅଭଦ୍ର ବେଲଯ୍ୟା।।। କିଛି ପଇସା ପାଇଁ ନିଜ ଇଜ୍ଜତ ବିକ୍ରି କରିଦେଇଛନ୍ତି ତାମିଲ୍ ଲୁଟେରା ଆଗରେ।।
@mrdebasis890
@mrdebasis890 2 месяца назад
pandu gehuchi sabu mission sakti maikina mana nku
@KumarBapi-eh7tg
@KumarBapi-eh7tg 2 месяца назад
BJD Ra Sabu Maikinia Mane Pandu Tharu Giha Khaiki Paribara Chalauchhanti
@user-ud1lp4oh5t
@user-ud1lp4oh5t 2 месяца назад
ଯଦି ତାମିଲନାଡୁ ରେ ହେଇଥାନ୍ତା ହାନିସରନ୍ତେଣୀ ହେଲେ ଆମେ ଓଡିଆ ତାମିଲ କୁ ସହଯୋଗ କରୁଛନ୍ତି
@B.Durgashaktee
@B.Durgashaktee 2 месяца назад
Ahuri dekha Tamil telugu film
@user-jc4kb4cp8q
@user-jc4kb4cp8q 2 месяца назад
Boka kn gachhru falibe pandian eka chalakh odia sabu andha Jay Jagannath 🙏 aakhi kholidia pravu
@jagdishkumarrath4631
@jagdishkumarrath4631 2 месяца назад
ARGUS NEWS ରତ୍ନ ଭଣ୍ଡାର ପ୍ରସଙ୍ଗ କୁ ପ୍ରତ୍ୟେକ ଓଡ଼ିଆ ଙ୍କ ପାଖରେ ପହଞ୍ଚାଇବାକୁ ମହତ୍ ଚେଷ୍ଟା କୁ ଜାରି ରଖନ୍ତୁ।
@samraysingh9233
@samraysingh9233 2 месяца назад
Argus news ଆପଣ ପ୍ରୟାସ ଜାରି ରହିଛି ଏବଂ ଯାରି ରହୁ। ଓଡିଶାବାସି BJD ଙ୍କୁ ଉଚିତ୍ ଜବାବ ଦେବାକୁ ନିଶ୍ଚୟ ଯଜନା କରିବେ ଏଥିରେ କୌଣସି ସନ୍ଦେହ ନାହିଁ। ଜୟ ଜଗନ୍ନାଥ l
@santilatadas4984
@santilatadas4984 2 месяца назад
ଧନ୍ୟବାଦ ଭାଇ
@ganeshchoudhury943
@ganeshchoudhury943 2 месяца назад
ଓଡ଼ିଆ ପଖାଳ ଖାଇ ଶୋଇଲେ ଫଳ କଣ ହୁଅନ୍ତା l ଜୟ ଜଗନ୍ନାଥ l
@gkgyan1435
@gkgyan1435 2 месяца назад
କଳିଙ୍ଗ ଲୁଟୁଛି କାଞ୍ଚି ଲୁଟେରା ରତ୍ନ ଭଣ୍ଡାର ଚାବି ପାଣ୍ଡୁ ହାତରେ 😂😂😂
@debakantasahoo6694
@debakantasahoo6694 2 месяца назад
All Odisha people action supreme court Naveen Patnayk
@BHANJRUSIKA
@BHANJRUSIKA 2 месяца назад
ବିଜେଡି ଗୁଣ୍ଡାରାଜ ହଟାଅ ଓଡିଶା ବଞ୍ଚାଅ
@ranjankumarbarik591
@ranjankumarbarik591 2 месяца назад
ବାଳ ଅଛି ଯେ ସୁନପାପୁଡି ଖାଇବ?
@nityanandamohanty4721
@nityanandamohanty4721 2 месяца назад
Lord jaganatha odisha basinku Rakshya karibe
@madhababiswal6955
@madhababiswal6955 2 месяца назад
ଜୟ ଜଗନ୍ନାଥ
@hadibandhusahoo9770
@hadibandhusahoo9770 2 месяца назад
CBI CBICBI
@dillipmohanty2410
@dillipmohanty2410 2 месяца назад
Very nice katha
@LambodarDad-bv1ks
@LambodarDad-bv1ks 2 месяца назад
Jago odia jago
@user-xc8ek1wj1f
@user-xc8ek1wj1f 2 месяца назад
ବହୁତ bjd ନେତାଙ୍କ ସହିତ,ଅନେକ ଜନସାଧାରଣ pandian କୁ ତେଲ କରୁଛନ୍ତି।
@sankarbisoyi4811
@sankarbisoyi4811 2 месяца назад
Jay 🙏 jagannath 🙏🙏 argus 💯💯💯💯💯💯👌👌 thanks Argus.
@b.k.svlogs2823
@b.k.svlogs2823 2 месяца назад
Jay jagannath rakhya Kara🙏
@user-he4jw7ev4d
@user-he4jw7ev4d 2 месяца назад
Jay shree ram ❤❤❤❤❤jagannath
@user-eo8fs5nn3p
@user-eo8fs5nn3p 2 месяца назад
Jai jaganath arkas news thank s
@Shripatitapabana
@Shripatitapabana 2 месяца назад
୧. ରତ୍ନଭଣ୍ଡାର ଚାବି ହଜିବା ୨.୪ ଦ୍ଵାର ଖୋଲା ନଯିବା ୩. ମନ୍ଦିର ଚାରିପଟ ପୁରାତନ ଐତିହ୍ୟ ମଠକୁ ବୁଲ୍ଡୋଜର ଲଗାଇ ଭାଙ୍ଗିବା । ୪. ଗୋମାଂସ ଖିଆ ଲୋକଙ୍କୁ ଭିତରକୁ ପ୍ରବେଶ କରାଇବା ୫. ଶ୍ରୀମନ୍ଦିରରେ ଅସୁରକ୍ଷିତ ଦର୍ଶନ ସହ ବିଶୃଙ୍ଖଳା ସୃଷ୍ଟି ହେବା ଏହି ସବୁ ପାଇଁ ୨୫ ବର୍ଷର ବିଜୁ ଜନତା ଦଳ ୧୦୦% ଦାୟୀ। ଜୟ ଜଗନ୍ନାଥ ❤🙏
@rabindramohanta7100
@rabindramohanta7100 2 месяца назад
Right
@tankadhartandi2970
@tankadhartandi2970 2 месяца назад
Sir aapanmane aautikia Dhulebe na jagibe Jago Odiaa Jago,utha Odiaa Utha ......
@saratnayak1567
@saratnayak1567 2 месяца назад
CM is responsible to answer to Odisha public as the people has elected him as CM not Pandian.
@KrushnaMuduli-yu6nv
@KrushnaMuduli-yu6nv 2 месяца назад
Koti.koti.dhanyabad.
@saradaprasadsahoo2877
@saradaprasadsahoo2877 2 месяца назад
ଯଦି ଚାବି ରଖିବାକୁ ଅକ୍ଷମ ତାଙ୍କ ହାତରେ କ୍ଷମତା ଓଡିଶା ପାଇଁ ବିପଦ ।
@manojpalei
@manojpalei 2 месяца назад
ଜନ ସାଧାରଣଙ୍କ ମଧ୍ୟରେ ବର୍ତ୍ତମାନର ପ୍ରଶ୍ନ ଯେ । ଜଗନ୍ନାଥଙ୍କ ରତ୍ନଭଣ୍ଡାର ର ଓର୍ଜିନାଲ ଚାବି କାଠି ନ ଥାଇ । ଦୁବ୍ଲି କେଟ ଚାବି କାଠି ଆସିଲା କେଉଁ ଠୁ।ଏହା ବଡ ଗୁମର କଥା।
@ashwinisahu6584
@ashwinisahu6584 2 месяца назад
JAGANNATHA BHARASA ODISHARA LOKA MANKU
@user-nt2fd6xg4c
@user-nt2fd6xg4c 2 месяца назад
Jai jagannath 🙏
@Ranjankumar-fz8xj
@Ranjankumar-fz8xj 2 месяца назад
ଆମ ଓଡିଶାରେ କିଛି ଏ ତାମିଲୀ ଗୋମାସ୍ତାକୁ ଅନ୍ଧଭଳି ଭରଷା କରୁଥିବା ସାଧାରଣ ଜନତା ଆପଣମାନେ ଏ ଚୋର କ୍ରିମୀନାଲକୁ ଭରଷା କରନାହିଁ ଜିଏ ଆମ ଓଡିଶାକୁ ଲୁଟି କଳାକନା ବୁଲେବା ପରେ ବି ଶେଷରେ ବଡଠାକୁରଙ୍କ ସୁନା ଚୋରି କରିପାରିଲା। ଦୟାକରି ଯେଉଁ ମାନେ ଏ ଗୋମାସ୍ତା ଚୋରକୁ ସପଟ୍ କରୁଛ ସେମାନେ ଏବେଠୁଁ ଏ ଚୋର ଠାରୁ ସାବଧାନ ରୁହ ନହେଲେ ପରେ କାନ୍ଦିଲେ ଆଉ କିଛି ନଥିବ। ଜାଗ ଓଡିଶା ବାସୀ ଜାଗ
@JigyanshuMallick
@JigyanshuMallick 2 месяца назад
Jay Jagannath Swami 🙏
@suvanarayansankhua8619
@suvanarayansankhua8619 2 месяца назад
Jay BJP Jay BJP Jay BJP 👌👌👌
@SamirSahu-ge3dm
@SamirSahu-ge3dm 2 месяца назад
Jai jagannath ki
@SanatanMajhi-rd4lb
@SanatanMajhi-rd4lb 2 месяца назад
ଆରଷ୍ଠ କରା ଜୀଉ ଜୟ ଶ୍ରୀ ରାମ🙏🙏
@SushilKumarVlogs-bb6yx
@SushilKumarVlogs-bb6yx 2 месяца назад
Kya baat hai sir. ... Really its 100%...100%...100% true.... Hai jagannath tume hni saha. ...
@nrusinghbiswal1713
@nrusinghbiswal1713 2 месяца назад
Right program jaya jagannath
@dillipmohanty2410
@dillipmohanty2410 2 месяца назад
Very nice 3 no party kahichanti
@pratappandit4892
@pratappandit4892 2 месяца назад
Orgus ଧନ୍ୟବାଦ
@gunanidhinaik3699
@gunanidhinaik3699 2 месяца назад
ଜୟ ଶ୍ରୀରାମ
@user-wj3lf4xi7n
@user-wj3lf4xi7n 2 месяца назад
No. 1 channel of Odisha jay ho
@debarajmartha3755
@debarajmartha3755 2 месяца назад
Aaso ekathhi heba
@ksbm2682
@ksbm2682 2 месяца назад
Jay jaganath👏
@rajeshkumarswain4846
@rajeshkumarswain4846 2 месяца назад
Jay jagannath
@user-bv1vl7nl3p
@user-bv1vl7nl3p 2 месяца назад
😊ñokll😊😊😊
@user-bv1vl7nl3p
@user-bv1vl7nl3p 2 месяца назад
😊😊
@sarojmahanta6926
@sarojmahanta6926 2 месяца назад
Jay Jagannath 🙏
@manoranjsahoo9197
@manoranjsahoo9197 2 месяца назад
Jai 🎉jaganath 🎉maha 🎉parbhu 🎉 Jai🎉 🙏🎉 jaganath 🎉maha🎉 parbhu 🎉
@jayantadash1971
@jayantadash1971 2 месяца назад
ସମ୍ପୂର୍ଣ୍ଣ ଠିକ
@dillipbarik3331
@dillipbarik3331 2 месяца назад
Very good,. Nice, go ahead, I salute you sir
@NarayanPatra-vp6km
@NarayanPatra-vp6km 2 месяца назад
Right❤
@basantibalapanigrahi5289
@basantibalapanigrahi5289 2 месяца назад
Before election the Ratnabhandar should be opened.
@aswiniapps
@aswiniapps 2 месяца назад
Bahut bahut dhanyawad Durgasish.
@arjunpradhan5615
@arjunpradhan5615 2 месяца назад
ଜୟ ଶ୍ରୀ ଜଗନ୍ନାଥ ହରି ଶଙ୍କର ମିଶ୍ର ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ରତ୍ନ ଭଣ୍ଡାର ଚାବି କାଠି ଉପରେ ଉପସ୍ଥାନ ଶୁଣି ବହୁତ୍ ଭଲ ଲାଗିଲା।
@user-le8br6pd1e
@user-le8br6pd1e 2 месяца назад
Right
@B.Durgashaktee
@B.Durgashaktee 2 месяца назад
Damdar episode of rokthok
@B.Durgashaktee
@B.Durgashaktee 2 месяца назад
ପାଇଖାନା ତଳେ ସୁଡଙ୍ଗ ରହିଛି bodhe dekha....
@soumyaranjansethi6664
@soumyaranjansethi6664 2 месяца назад
Right
@soumyaranjansethi6664
@soumyaranjansethi6664 2 месяца назад
Parikrama prakalpa seithi pain karichhi pandu
@user-wc3rq1ki5w
@user-wc3rq1ki5w 2 месяца назад
ଓଡ଼ିଆ ଏତେ କଷ୍ଟ କରି କାଞ୍ଚି ବିଜୟ କରି କାଞ୍ଚି ରାଜା ମୁକୁଟ ଜିତିକି ଜଗନ୍ନାଥ କୁ ଅର୍ପଣ କରିଥିଲେ ଆଉ ପାଣ୍ଡୁ ବିନା ଯୁଦ୍ଧ ରେ ସବୁ ନେଇ ଗଲା...ଏଠି ଓଡ଼ିଆ ମହାନ ନା ତାମିଲ ଜାତି ପ୍ରେମୀ ପାଣ୍ଡୁ ମହାନ...
@nabinagouda5211
@nabinagouda5211 2 месяца назад
Thik
@pravatkamila2648
@pravatkamila2648 2 месяца назад
CBI tadanta heba darakar
@LambodarPradhan-sj6uy
@LambodarPradhan-sj6uy 2 месяца назад
ନବ ଦାସଙ୍କ ଅବସ୍ଥା ୫ଟି ଭୋଗିବାକୁ ରହିଛି। ଅପେକ୍ଷା କର।
@DebangineePradhan
@DebangineePradhan 2 месяца назад
Satya ra jai he u. Jai Jagannath.
@santoshgouda9862
@santoshgouda9862 2 месяца назад
BJP❤❤❤🙏🙏👌👌👌👍👍👍🌷🌷🌷🇮🇳🇮🇳🇮🇳💪💪💪🔥
@uniquemotivation5243
@uniquemotivation5243 2 месяца назад
direct encounter kariba katha e manaku.
@kabitasahoo8385
@kabitasahoo8385 2 месяца назад
Prabhu sabu sambhala 🙏🙏🙏🙏
@pallimadhuriodiafolksong2771
@pallimadhuriodiafolksong2771 2 месяца назад
ଗୁପ୍ତ ଖବର କୁ ପରିପ୍ରକାଶ କରୁଛି ଅର୍ଗସ ନ୍ୟୁଜ । ଯେତେ ନ୍ୟୁଜ ଚାନାଲ ଅଛି ସବୁଠାରୁ ଏକ ନମ୍ବର ଲଢୁଆ ଚନାଲ ଆର୍ଗସ ନ୍ୟୁଜ। ଧନ୍ୟବାଦ
@debarajmartha3755
@debarajmartha3755 2 месяца назад
Ethhi panin odisha basi dayi
@user-bk7px4uz3g
@user-bk7px4uz3g 2 месяца назад
pandiyan ku chabi magantu .amane arijibe au chabi debeni ,ai chabi chora mananka hatare achi.ai BJD au janta parti nai .sabhu chora parti bitare passi galeni
@RajKumar-hb9fs
@RajKumar-hb9fs 2 месяца назад
Jay Jagannath
@khageswersahoo3140
@khageswersahoo3140 2 месяца назад
ଓଡ଼ିଆ ଙ୍କୁ ସେଇ ଆ ଦରକାର ଓଡ଼ିଆ ଙ୍କ ମୁହଁରେ ମୁତିଲେ ଓଡ଼ିଆ ସୁଧୁରି ବେ ଛି ଛି ଛି
@AshokJena-yk3xp
@AshokJena-yk3xp 2 месяца назад
Hnn thik kahichu bhai
@user-ew6ll1fw1p
@user-ew6ll1fw1p 2 месяца назад
Bjp bjp bjp bjp bjp
@anantasamal5654
@anantasamal5654 2 месяца назад
Pandian Pura same story as well as king of Purusotam❤
@milansahoo5408
@milansahoo5408 2 месяца назад
ହେ ଜଗନ୍ନାଥ ହେ ମହାପ୍ରଭୁ ଏ କଳାପାହାଡ଼ କବଳରୁ ରକ୍ଷା କର ପ୍ରଭୁ।।
@murmugobinda508
@murmugobinda508 2 месяца назад
Jaganath sena kuade gale kanchi abijan darkar
@chakradharmishra5274
@chakradharmishra5274 2 месяца назад
ପାଣ୍ଡୁକୁ ଜବରଦସ୍ତ ତାମିଲନାଡୁ flight ରେ ବସାଇ ତା ଗାଁକୁ ପଠେଇ ଦିଅନ୍ତୁ l
@ajaypooja
@ajaypooja 2 месяца назад
Bahut badhiya video ❤❤ Jay jagannath 🙏
@YouTube-Shorts123
@YouTube-Shorts123 2 месяца назад
ସରକାର ପରିବର୍ତ୍ତନକରାଯାଉ ନ ହେଲେ ଓଡିଶା ବିକ୍ରି ହେଇଯିବ ଜୟ ଜଗନ୍ନାଥ
@Reetikrishna
@Reetikrishna 2 месяца назад
BJD r ବଂଶ ବୁଡିବ ଜୟ ଜଗନ୍ନାଥ
@pradeeppanda9424
@pradeeppanda9424 2 месяца назад
Nobin ra kon bansa achhi .Taku ajiban karadanda nohele fasi deba darkar
Далее
ТРУБОЧКА СКВОЗЬ НОС 😳
00:40
Просмотров 178 тыс.