Тёмный

Sindura Kini Nela Re Jhia Ku Mora | Jhia Jiba Sashughara | Mohammad Aziz | Sun Music Odia 

Sun Music Odia
Подписаться 1,2 млн
Просмотров 23 млн
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 3,2 тыс.   
@kailash371
@kailash371 2 года назад
ଅତି ସୁନ୍ଦର ଅଭିନୟ ସାର. ଆପଣ ଙ୍କ ଭିଡ଼ିଓ ଯେତେ ଦେଖିଲେ ସେତେ ନୁଆ ଲାଗୁଛି. ଅମର ଆତ୍ମା ର ସଦ୍ଗତି ନିମତେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ମୋର ପ୍ରାଥନା🙏🙏ଜୟ ଜଗନ୍ନାଥ 🙏🙏
@sarthakswain1949
@sarthakswain1949 3 месяца назад
କୋଉ ମାନେ ଏହି ଗୀତ ୨୦୨୪ ରେ ଶୁଣିଲ !👍
@ItiPradhan
@ItiPradhan 2 месяца назад
💔😭
@King_suman_expre
@King_suman_expre 2 месяца назад
Mu
@kumaripuspitakamar4507
@kumaripuspitakamar4507 Месяц назад
Mu❤
@Jajpurpagal
@Jajpurpagal Месяц назад
Dj bajuchi
@poojapradhan8044
@poojapradhan8044 Месяц назад
Me❤
@rajeshandchintu764
@rajeshandchintu764 3 месяца назад
ଏ ଗୀତ 2024 ରେ କିଏ କିଏ ଶୁନୁ ଛ
@madhupriyadilu
@madhupriyadilu 20 дней назад
Mo favourites
@narayanmalik1639
@narayanmalik1639 4 года назад
ଅତି ସୁନ୍ଦର ଗୀତ ଟିଏ.. ଯେବେ ବି ଶୁଣିଛି ବାରମ୍ବାର ଶୁଣି ବା କୁ ଇଚ୍ଛା ହୁଏ 💝💝
@shaktisankarbardhan3027
@shaktisankarbardhan3027 Год назад
Satare thare sunile bar bar sunibaku icha hua
@TikeshwarPradhan
@TikeshwarPradhan 5 месяцев назад
Hn bhai realy
@Narendra-zc5ds
@Narendra-zc5ds 3 года назад
ହେ....ବିଜୟ ତୁମେ ଗଲା ପରେ ପରେ........ "ସହର ଜଳୁଛି" ତୁମରି ସ୍ମୃତି ରେ "ରାକ୍ଷୀ ଭିଜି ଯାଏ ଆଖି ଲୁହରେ", "ସହରୀ ବାଘ" ଟା ଶୋଇ ଗଲା ପରେ "ସୁନା ପଞ୍ଜୁରୀ" ଟା ଝୁରି ହୁଏ ରେ ।। "ଭାଗ୍ୟ ହାତେ ଡୋରି" "ଦଇବ ଦଉଡ଼ି" ଭିଡି ନେଲା ବେଳେ "କିଏ କାହାର", ଡେଇଁବା କୁ ହୁଏ "ଲକ୍ଷ୍ମଣ ରେଖା" କୁ ମୁର୍ଛ୍ଛବାକୁ ହୁଏ "ସ୍ବପ୍ନ ସାଗର" ।। "ସାବିତ୍ରୀ" ଝୁରିବ "ଜୀବନ ସାଥୀ" କୁ "ସାକ୍ଷୀ ରହିବ ଏ ସିଂହ ଦୁଆର" "ଲକ୍ଷ୍ମୀ ପ୍ରତିମା" ବି ବାହୁନି କାନ୍ଦିବ "ଛାତି ରେ ଲେଖିଛି ନାଁ ତୋହର" ।। "ତୋ' ପାଇଁ ନେବି ମୁଁ ଶହେ ଜନମ" ରେ "ମେଘ ସବାରୀ ରେ ଆସିବୁ ଫେରି", "ମିତ ବସିଲୁ ତୁ ଭୁତ ସାଥିରେ" ଭାବି ଦେଲେ ଛାତି ହଉଛି କୋରି ।। "ଭୀଷ୍ମ ପ୍ରତିଜ୍ଞା" ତୋ ମନେ ରଖିବୁ ରେ "ମୋ ମନ ଖାଲି ତୋ'ରି ପାଇଁ", "କିଏ ଭାଙ୍ଗି ଦେଲା ସୁନା ସଂସାର" କୁ "ଧର୍ମ ଦେବତା" କି ଦେଖିଲା ନାହିଁ ?? କିଏ "ଶାସ୍ତି" ଦେଲା "ଦଣ୍ଡା ବାଳୁଙ୍ଗା" କୁ ତା' କୁ ଖାଲି "ଧର୍ମ ସହିଲେ ହେଲା" "ଜଗା ହାତେ ପଘା" ଧରିଥିଲୁ ପରା କାହିଁକି ଅବେଳେ ପଘା ଛିଣ୍ଡିଲା ?? "ମାଣିକ" ବସିଚି ତୋ' ବାଟ ଅନେଇ ଜାଣିଚି ଜିତିବୁ "ମହା ସଂଗ୍ରାମେ", "ପ୍ରତିଶୋଧ ଯେଣୁ ଅପରାଧ ନୁହେଁ" ଫେରିଆ ପୁଣି ତୁ ଏ ଧରାଧାମେ ।। "କୁଳ ନନ୍ଦନ" ତୁ "ମୋ ଆଖିର ତାରା" "ମୋ କୋଳ ପରା ତୋ ଝୁଲଣା" "ତୋ ବାଟ କୁ ମୁଁ ରହିଛି ଚାହିଁ" ରେ "ତୋ ଆଖି ପରା ମୋ ଆଇନା" "ଜନ୍ମ ଦାତା" ଖୋଜେ " ମୋ ସୁନା ପୁଅ" କୁ "
@SunilKumar-rt5uw
@SunilKumar-rt5uw 3 года назад
❤❤❤❤❤
@sankarbehera3251
@sankarbehera3251 3 года назад
You are the number 1 fan of Bijay mohanty sir.
@parikud-toka-bapini4315
@parikud-toka-bapini4315 3 года назад
Wow wonderful 👌👌👌👌
@krishnanaik3974
@krishnanaik3974 2 года назад
@Golden Ganjam Creative ଛଚଚଚଚ
@sweetylisa3139
@sweetylisa3139 2 года назад
Aa
@stvodia073
@stvodia073 3 года назад
ମାନବ ସମାଜ ଏ ଗୀତ ଅତି ସୁଂଦର ଆଖିରୁ ଲୁହ ଝରିପଡୁଚି
@passionofelectronics2237
@passionofelectronics2237 2 года назад
ସତରେ ଏ ଗୀତ ଶୁଣି ବହୁତ୍ କାନ୍ଦ ଲାଗେ, କିନ୍ତୁ ଦୁଃଖ ବେଶୀ ଲାଗୁଛି ଯେ ଆଜି କାଲିର ଝିଅ ବାହା ହେଇ ଯିବାବେଳେ ଜମା କାନ୍ଦୁନାହତି
@chuni_chunilifeevent
@chuni_chunilifeevent 8 месяцев назад
Bhai sata kathatie kahile ki ajikali ra jhia mane aau kandunahanti hele kahiba ki Bhai jete kandile bi se sata ku badalei dei haba ki ? Jete kandile bi sashu gharaku ta jibaku padiba na tenu kandiki khali bapa Maa manare kasta daba katha . Ta mane nuha ki jou jhia mane samastanka samnare kandantini semanankara mana kasta hueni ki semane mana dukha karantini baas semane nija luha aau kasta ku lucheiki rakhanti joutaki semananku Sara jivan karibaku padiba . Kebala gote jhia hi janichhi nija ghara chhadiki jai aau kaha ghare Rahi anya lokanku nijara Kariba kete kasta 😢😢
@passionofelectronics2237
@passionofelectronics2237 6 месяцев назад
ସତ କଥା କହିଲ ଭଉଣୀ😊
@bikramcreation3984
@bikramcreation3984 5 месяцев назад
Semane ta xx mood neiki bapa maa nku dhoka dianti 😂
@sumitramohanty8874
@sumitramohanty8874 4 месяца назад
I​@@chuni_chunilifeevent
@sumitramohanty8874
@sumitramohanty8874 4 месяца назад
​@@bikramcreation3984ka
@rupaliswain8973
@rupaliswain8973 2 года назад
ଏହି ଗୀତ ଯେବେ ଶୁଣୁଚ କାନ୍ଦି ପକାଏ 😭 ସତରେ ଟୋପାଏ ସିନ୍ଦୂର ଆଉ ଶଙ୍ଖା ପର କରିଦିଏ😭
@saumyaranjan5314
@saumyaranjan5314 Год назад
ଠିକ୍ କହିଛ ଭଉଣୀ 😢😢❤❤
@aratidohari6723
@aratidohari6723 Год назад
Mu be 😭😭😭😭😭😭😢😢😢
@Sheerajblogs
@Sheerajblogs 6 месяцев назад
Sata re sister😢😢
@KalyaniMajhi-k4u
@KalyaniMajhi-k4u 2 месяца назад
Mubi
@prashantpandab3784
@prashantpandab3784 Месяц назад
😢😢😢😢😢
@jasodamajhi6914
@jasodamajhi6914 3 года назад
ବହୁତ ହୃଦୟ ସ୍ପର୍ଶୀ ଗୀତ,❤️❤️ ମୋ ଦେହ ଶୀତେଇ ଯାଏ ଯେତେବେଳେ ମୁଁ ଏହି ଗୀତ କୁ ଶୁଣେ। wow!....…👍heart toching song ❤️
@amitanayak8176
@amitanayak8176 3 года назад
L
@subudhi_king
@subudhi_king 3 года назад
👍🏼👍🏼👍🏼👍🏼
@lipusathua7103
@lipusathua7103 2 года назад
ସତରେ କେତେ ସୁନ୍ଦର ଥିଲା ଆମ ଓଡ଼ିଆ ଗୀତ ❤️
@sibasankarsamantaray5941
@sibasankarsamantaray5941 2 года назад
ଭାଇ, ଆଜି ବି ସୁନ୍ଦର ଅଛି ଆମ ଓଡ଼ିଆ
@jalimajhi1717
@jalimajhi1717 2 года назад
@@sibasankarsamantaray5941 lllllllllllll llllllllllllllllllllllllllllllllllllllllllllllllllllllllllllllllllllllllllllllllllllll
@laxmipriya6599
@laxmipriya6599 3 года назад
The father is best gift ever from God... 💞for a girl 😞
@pramodkumarmohanty9527
@pramodkumarmohanty9527 3 месяца назад
ଏତେ ସୁନ୍ଦର ଗୀତଟି ପୁରା ହୃଦୟକୁ ଛୁଇଁ ଯାଉଚି ❤
@minatirout7523
@minatirout7523 Год назад
ଯେଉଁ ବାପା ମା କୋଳରେ ଝିଅ ଜନ୍ମ ହୁଏ ସେ ବାପା ମା ହେଲେ ଭାଗ୍ୟ ବାନ ଲୋକ କାରଣ ସେ ଝିଅ ପାଇ ନ ଥାନ୍ତି ସେ ଲକ୍ଷ୍ମୀ ପାଇ ଥାନ୍ତି ❤❤❤🙏🙏🙏
@ବୁଲୁନାୟକ
@ବୁଲୁନାୟକ Год назад
ଶ୍ରୀକାନ୍ତ ବାବୁ ଯେତେ ଗୀତ ଲେଖିଛନ୍ତି ସବୁ ଗୀତ ହୃଦୟକୁ ଛୁଇଁଲା ଭଳିଆ ଗୀତ
@rinkunkumar2806
@rinkunkumar2806 3 года назад
2001 ରେ ଏହା ମାର୍କେଟ କୁ ଆସିଥିଲା, ମୋର ମନେଅଛି,
@tigmangshubhusannayak1377
@tigmangshubhusannayak1377 4 года назад
Speechless I Love and affection In Oriya marriage We also miss my child hood 🙏🙏🙏
@punitkanakhara9751
@punitkanakhara9751 3 года назад
Yes
@ishanidebashishdashnanda6929
@ishanidebashishdashnanda6929 4 года назад
What a legendary actor u r sir, u r a complete acting 🏫 in ollywood industry n ur absence can't be fulfilled ever Sir,praying for ur sacred soul rest in heaven with god ♥💐🙏
@sameersahu9191
@sameersahu9191 3 года назад
2020 December re kie ae gita sunuchhati.. Iike karantu... 👍👍
@jyotiprabhabisoyi7082
@jyotiprabhabisoyi7082 3 года назад
Muuuuu queen I love my song
@fundamentalhub922
@fundamentalhub922 3 года назад
Actually that's song is the most beautiful song of the century.... that's lyrics that's word that's pronouns tions all r in perfect timing.... Very typical odia family song
@snbbariha251
@snbbariha251 2 года назад
ହୃଦୟକୁ ପୁରା ଛୁ ଇ ଲା ଗୀତଟିଏ ବହୁତ୍ ଭଲ ଭାବରେ ଗାଈ ଛନ୍ତି thanks to all
@saraswatibehera123
@saraswatibehera123 Год назад
2023 ରେ କିଏ କିଏ ୟେ ଗୀତ ଶୁଣୁଛ ଲାଇକ୍ କର
@GuddyLaddy
@GuddyLaddy 3 года назад
ବହୁତ ସୁନ୍ଦର ଭାବରେ ମହମ୍ମଦ ଅଜିଜ୍ ସାର୍ ଏଇ ଗୀତଟିକୁ ଗାଇଛନ୍ତି 🙏🙏।
@balaramsvlog
@balaramsvlog 3 года назад
What about ଶ୍ରୀକାନ୍ତ ଗୌତମ ସର୍ he is the lyricist of this masterpiece song
@nabinnaik8909
@nabinnaik8909 3 года назад
@@balaramsvlog q1qq
@bansidharmanna2746
@bansidharmanna2746 3 года назад
@@balaramsvlog pppppoopopooppp ooo oppo o oppo o of oooo oppo on oppo poopppppppoppppppopo oppo oppo oppo op o oppo oppo oooo oppo ppopooo oppo oppo oppp o oppo oooooo oppo p oppo oo op ooo oppo ooooooppoo99 oppo oo oppo oo o oppo ooo oppo opoo oppo ooooooppoo99 at
@bhabanisankarmohanta4138
@bhabanisankarmohanta4138 3 года назад
@@balaramsvlog q
@baijayantimangaraj9176
@baijayantimangaraj9176 2 года назад
Sm
@leadingindia1417
@leadingindia1417 4 года назад
Golden age of Odia album industry.
@baidharsethy1004
@baidharsethy1004 3 года назад
Hii
@milisahu6083
@milisahu6083 10 месяцев назад
ଏ ଗୀତ ଶୁଣିଲେ ଆଖିରୁ ଲୁହ ଆସି ଯାଏ
@prakashparidapin246
@prakashparidapin246 4 года назад
One and only Mohammed Aziz can hit every type of song..... great legend singer of all time
@badlander2597
@badlander2597 4 года назад
Tame thik kahicha
@binodrout8619
@binodrout8619 2 года назад
@@badlander2597 pooh by tu I ki Ñ
@binodrout8619
@binodrout8619 2 года назад
@@badlander2597 ikjnghhhhjmu
@rasmitatandi998
@rasmitatandi998 2 года назад
Very nice
@srikantmohanty7769
@srikantmohanty7769 Год назад
Absolutely you are right .
@prakash7574
@prakash7574 5 месяцев назад
ପୁଅ ବି ଭାଗ୍ୟରେ ଥିଲେ ମିଳେ, କେତେ କଣ କରି କି ପରିବାର ଚଳାଏ କାହାକୁ ଜଣା ନାହିଁ, ନିଜେ ନ ଖାଇ କି ବାକି ଲୋକଙ୍କୁ ଦେଖିବ, ପରିବାର କୁ ଭଲ ରେ ରଖିବା ପାଇଁ ନିଆଁ ସହ ଖେଳି ଯିବ, ପକେଟ ରେ ତାର ପଇସା ଅଛି କି ନାହିଁ କେହି ଜାଣିବେ ନାହିଁ କିନ୍ତୁ ସେ ସବୁ ପୁରା କରିବ, ପ୍ରାପ୍ତ ବୟସ ହେଲା ମାତ୍ରେ ଦାୟିତ୍ୱ ଖାଲି ଝିଅ କାହିଁକି ପୁଅ ଝିଅ ଦିଟା ଯାକ ଭାଗ୍ୟ ରେ ଥିଲେ ମିଳେ, ପୁଅ ପିଲା ରା ଦୁଃଖ କେହି ଜାନି ନାହାନ୍ତି କି ଜାଣିବାକୁ ଚାହନ୍ତିନି କାହିଁକି ନା ତାକୁ ଯାହା ହେଲେ ବି କରିବାକୁ ପଡିବ ନହେଲେ ମାରିବ. ପୁଅ ପିଲା ହେଇ କି ଦେଖ ଜାଣିବ ଗୋଟେ ପୁରୁଷ ପୁଅ ବି ମହାନ
@fvj9837
@fvj9837 4 месяца назад
..........
@suzikumar7509
@suzikumar7509 4 месяца назад
Thik bhaiii but jhia ra bapa hba. BHT kasta mu b gote jhia ra bapa mo jhia 2barsa r...ebethu ei katha bhabilee akhire luha asijauchiiii
@angashisofficial5985
@angashisofficial5985 3 месяца назад
Right 👍🏾
@the___ultimate___tiger
@the___ultimate___tiger 2 месяца назад
Hats off bro❤
@mamashreedasdas7811
@mamashreedasdas7811 2 месяца назад
Hm
@akkbrother.s9545
@akkbrother.s9545 Год назад
ବିଜୟ ମହାନ୍ତି ଜୀବନ୍ତ ଅଭିନୟ ଧନ୍ୟବାଦ sir
@kanhadalei5571
@kanhadalei5571 3 года назад
A Gita Suni bhut Dukha 😩😭 lagu6i,au mahamad sir Ku b dhanya bat,e swara ta tamar bhal lagu6y,
@chandanbarik7942
@chandanbarik7942 Год назад
ସତରେ ଏ ଝିଅ ମାନେ କେତେକସଟ ସହୁଛତି ମାନିବାକୁ ପଡ଼ିବ super song
@rasmiranjanswain8458
@rasmiranjanswain8458 3 года назад
ମୁଁ ଲେଖକକୁ ଧନ୍ୟ ବାଦ୍ ଦେଉଛି 👍👍👍
@pitambaraswain3856
@pitambaraswain3856 2 года назад
ବହୁତ୍ ବଢିଆ ଲାଗୁଛି ଓଡ଼ିଶାର ଶ୍ରୁତି 🙏🙏🙏❤️❤️❤️❤️
@sushreepriyadarshanimahapa1766
@sushreepriyadarshanimahapa1766 3 года назад
Every farher... is..best hero of her.. daughter.. love you my superhero my love 💞💞💞
@gcpanda7780
@gcpanda7780 2 года назад
, ଏହା ଏକ ହୁର୍ଦୟସ୍ପର୍ଶିଗିତ,,,
@rashmikantapalai5083
@rashmikantapalai5083 4 года назад
Bijaya Mohanty is no more . But, no one can fill his acting in Odia industry. He has left lots of memorable for us. May Jagannath rest piece in his soul. We should proud always him. Not only he had done one character, but also every character was fantastic.We lost a legendary actor for always.
@manojdas6685
@manojdas6685 4 года назад
Fuui77tfrrewdc. Jgrewe222 23rd 335, sdeeee3eeebx. Vg7iu878 to get iu7uygqtkbjjktffftttt547iuu6788 cuacll
@pratap_official74
@pratap_official74 4 года назад
Absolutely right sir
@rowdyanna6819
@rowdyanna6819 3 года назад
@@manojdas6685 Dd
@ganeshnayak4934
@ganeshnayak4934 2 года назад
Bijay sir every Character is very amazing...
@chittaranjansutar6584
@chittaranjansutar6584 2 года назад
Uttam, bijaya, mihir ,sidhanta legend Star after this carector Odia film industry get destroy
@mahaprashadtv1120
@mahaprashadtv1120 4 года назад
Most important part of the life, I love you baba, Jagannath tume mo baba nku sabu bele khushi re rakhantu, mo bapa baba sabu bele hasantu, I love you baba,
@sunilswain5384
@sunilswain5384 3 года назад
I miss you bijya mohanty I miss you sir
@shaswatkumar5058
@shaswatkumar5058 3 года назад
❤️❤️❤️ up Ullah.
@sukantkumarpradhan7763
@sukantkumarpradhan7763 2 года назад
Ki heart touchhing song.. 🙏..amiti song au kahni miluchhi
@abdulnasimaktar4862
@abdulnasimaktar4862 4 года назад
2020 ରେ ବି ସେଇ 1999 ମସିହା କଥା ମନେ ପଡ଼ିଯାଏ,ଗାଁ ରେ ଯେତେବେଳେ କାହାର ବାହାଘର ହୁଏ ସେହି ସମୟରେ ୟେ ଗୀତ ବାଜେ,ଶୁଣିବା ପାଇଁ ବହୁତ ଭଲ ଲାଗୁଥାଏ,ଏବେ କାଇ ଆଉ ସେ ସମୟ,ବହୁତ ମନେ ପଡୁଛି ପିଲା ଦିନ କଥା ଆଉ ଏହିଭଳିଆ ସବୁ ମନମୋହିଲା ଭଳି ଗୀତ....
@umakantatripathy6563
@umakantatripathy6563 4 года назад
@sambitpradhan1108
@sambitpradhan1108 4 года назад
A
@jashmitanayak5258
@jashmitanayak5258 4 года назад
Sata re
@anitanaik234
@anitanaik234 3 года назад
Right....
@sidharthvanumurthy2745
@sidharthvanumurthy2745 3 года назад
Han., Apana thik kahichhanti.
@reetapadhan2276
@reetapadhan2276 4 года назад
Old is Gold ....... this song is very emotional & heart toching ... & Miss u bapa
@saumyaranjan5314
@saumyaranjan5314 Год назад
ଠିକ୍ କହିଛ ଭଉଣୀ 😢😢😢❤❤❤
@puspanjalipradhan3336
@puspanjalipradhan3336 11 месяцев назад
ବିଜୟ sir 🙏 ଆପଣଙ୍କ ଅଭିନୟ ବହୁତ ସୁନ୍ଦର
@bijanbarik426
@bijanbarik426 3 года назад
2021 re A song kia sunicha bhai mane like kara bahut sundar song
@karttiksahu7844
@karttiksahu7844 4 года назад
2020 Kia Kia sunuchha tahaku bahut bahut dhanyabad my best song
@kishoremaharana7733
@kishoremaharana7733 4 года назад
Heart touching song
@mita1819
@mita1819 4 года назад
Mu dekhuchi mu 3 thara dekhisarilini
@karttiksahu7844
@karttiksahu7844 4 года назад
@@mita1819 tq
@ratnakarbhue828
@ratnakarbhue828 Год назад
ଆଖିରୁ ଲୁହ କରାଯାଏ a Gita suniki 🙏😭😭😭😭
@niharranjanpradhan5253
@niharranjanpradhan5253 3 года назад
The lyrics The composition The direction And finally the wonderful acting Awesome Now days this type of song like a day dream
@debasispanigrahi4712
@debasispanigrahi4712 2 года назад
Bhai Voice ku Chadi dele j munna Aziz Song ❣️🙏
@jashminpatra5718
@jashminpatra5718 Год назад
And the singing
@niharranjanpradhan5253
@niharranjanpradhan5253 Год назад
@@jashminpatra5718 u r right
@subhashishsethy9253
@subhashishsethy9253 3 года назад
Best wedding 💒 song Evergreen ❤️❤️❤️
@aratidohari6723
@aratidohari6723 Год назад
Thik kahicha 😢😢😢
@subhashishsethy9253
@subhashishsethy9253 11 месяцев назад
​@@aratidohari6723🙏
@HemantaJena-my8lm
@HemantaJena-my8lm 3 месяца назад
ମୁନା ଅଜିଜ୍ ବହୁତ ସୁନ୍ଦର ଗାଇଛନ୍ତି... ଧନ୍ଯ ସେ ସୁନାମଧନ୍ଯ ଗାୟକଙ୍କୁ.... ତାଙ୍କୁ କୋଟି ପ୍ରଣାମ..
@krishnaparida9983
@krishnaparida9983 2 года назад
Really bahut bahut sundar.. song jete sunile sundar laguchi
@nirupamapanda5831
@nirupamapanda5831 4 года назад
A father is very special in a girl's life.
@nilakanthagouda3546
@nilakanthagouda3546 4 года назад
Boo
@narotampadhy304
@narotampadhy304 4 года назад
Mother father dona hii special
@tarakantpradhan5261
@tarakantpradhan5261 3 года назад
@@nilakanthagouda3546 llllllll
@ManishaSahoo-t2b
@ManishaSahoo-t2b 7 месяцев назад
ଅତି ସୁନ୍ଦର ଗୀତଟିଏ❤❤❤❤❤
@TutuSamantaray-hw7th
@TutuSamantaray-hw7th 6 месяцев назад
ଯେବେ ମୋ ବାପାଙ୍କର କଥା ମନେପଢେ ଏ ଗୀତଶୁଣେ❤❤
@bijaykusamal1803
@bijaykusamal1803 4 года назад
No one can be like BIJAY MOHANTY in ollywood
@bhagabansahoo8331
@bhagabansahoo8331 2 года назад
🏝;kllll. Up
@mvkuudsjvlydts1115
@mvkuudsjvlydts1115 Год назад
ମୋନାଲିସା ଦିଦିଙ୍କ acting ମୋତେ ବହୁତ ଭଲଲାଗେ
@sasmitarout4593
@sasmitarout4593 4 года назад
ବହୁତ ହୃୟସ୍ପର୍ଶୀ ଆଉ ଅବେଗଭରା ଗୀତ, really it was a very nice song
@adrshandadyashree1480
@adrshandadyashree1480 3 года назад
Da6vrhijge
@developer4613
@developer4613 3 года назад
Old song lyrics have actual feeling of Father and Daughter.❤️❤️❤️
@priyankapanda2203
@priyankapanda2203 2 года назад
Gote jhia hisab re mu ei gitaku hrudaya ru anubhav karuchi😔
@balrambehera5159
@balrambehera5159 2 года назад
ଗୀତ ର ଲେଖା ବହୁତ୍ ସୁନ୍ଦର ଆଉ voice ati sundar 👌👌
@Ruchika_Nanda
@Ruchika_Nanda 4 года назад
ଆଜି ଭି ଏହି ଗୀତ ଶୁଣିଲେ ଆଖିରୁ ଲୁହ ବହାରିଆସୁଛି।ସତରେ ଝିଅ ଜୀବନ ବହୁତ କଷ୍ଟ।ନିଜ ବାପା ମା ଙ୍କୁ ଛାଡି ସବୁ ଦିନ ପାଇଁ ପର ହେଇଯାଏ।😭😭😭😭
@priyamoharana7987
@priyamoharana7987 3 года назад
Right 👌
@uttambhue4720
@uttambhue4720 3 года назад
Correct 😊
@miligomili1242
@miligomili1242 Год назад
Hmmm
@rabissa2490
@rabissa2490 Год назад
Right bhai
@PravatiPanigrahi-o7c
@PravatiPanigrahi-o7c Год назад
Right
@pravatkumarmahapatra4308
@pravatkumarmahapatra4308 2 года назад
🥺🥺🥺 ଗୀତ ଅତି ସୁନ୍ଦର
@santoshparida6175
@santoshparida6175 3 года назад
I feel crying when this song is being sang by me.... It's the challengeble song for every father.... Amazing
@LittleSmruti1618
@LittleSmruti1618 3 года назад
ଅତି ସୁନ୍ଦର ଗୀତ 👌👌👌Miss u my family member
@bijayapani9712
@bijayapani9712 2 года назад
😭
@ODISHA_KING-0.0
@ODISHA_KING-0.0 2 года назад
🤣🤣
@dipisahu1772
@dipisahu1772 Год назад
E gita sunile akhiru luha ase nice song
@manasmuduli1232
@manasmuduli1232 4 года назад
ମଳୟ ମିଶ୍ର ସଂଗିତ ସୁପର୍ ହିଟ୍
@chandannayak6302
@chandannayak6302 4 года назад
Proud of you sir Who written this song and who sing this song
@ajithkumarsahu5898
@ajithkumarsahu5898 4 года назад
Papa love
@prakashbastia7263
@prakashbastia7263 4 года назад
@@ajithkumarsahu5898k
@ashokpadhan4139
@ashokpadhan4139 3 года назад
Heart touching song for ever
@sarmisthasn
@sarmisthasn 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-bL_Gxhd-DB8.html
@bhubanmohanswain1165
@bhubanmohanswain1165 Год назад
Mohammad Aziz
@manatanjanpati5379
@manatanjanpati5379 Год назад
Mahemmed Aziz gaithiba gita emiti bahut odia gita evergreen hei rahiba...❤️❤️❤️
@beldihranginkirtanmandali904
@beldihranginkirtanmandali904 5 лет назад
କି ସୁନ୍ଦର ଗୀତ ଆହା heart touching
@rabindranath8551
@rabindranath8551 5 лет назад
Super songs
@pdfsljodhpur1264
@pdfsljodhpur1264 4 года назад
Nice song
@soumyaranjan4289
@soumyaranjan4289 4 года назад
🙋😭😭😭😭😭😭😭😭😭😭👍😭😭😭
@sunilmishra3100
@sunilmishra3100 3 года назад
Really bijay Mohanty is excellent & good moral actor 🙏🙏🙏🙏I miss his past life.👍👍👍👍
@kandheitripathykandhu2970
@kandheitripathykandhu2970 2 года назад
Bapa i miss you i love you bapa...
@akashsubudhi3444
@akashsubudhi3444 2 года назад
Satare bapa thu bhala au kehi nahanti I miss you bapa
@leadingindia1417
@leadingindia1417 4 года назад
Mohammad Ajij nka voice re a gita kebala gote gita nahi gote bapa hrudayara koha...
@rupalisenapati4954
@rupalisenapati4954 3 года назад
Ati sundar vabe barnita
@tordiwanacreation1496
@tordiwanacreation1496 4 года назад
ଅତି ସୁନ୍ଦର ଗୀତ ଯିଏ ବି ସୁଣିବ ତା ଆଖିରୁ ଲୁହ ଝରିପଡିବ
@siddharthdas5192
@siddharthdas5192 4 года назад
Right
@krishnapatra2887
@krishnapatra2887 3 года назад
Yeah .... Specially jiye jhio ra papa hei thibo
@HappyHappy-tr4np
@HappyHappy-tr4np 3 года назад
LP l p)
@sandhatoka3091
@sandhatoka3091 2 года назад
Wow...what a song it is...really heart touchingg
@entertainersampad87
@entertainersampad87 Год назад
Ki beautiful making...aji b gote gote podo mone rahichi..setebele patho podhuthiba long question sarolartho probondho mone nahi but ei poem avula
@krishnasahu1646
@krishnasahu1646 4 года назад
❤️ THIS SONG VERY NICE AND VERY EMOTIONAL SONG FOR ALLS DAD'S
@bhagyashreepaikaraya4767
@bhagyashreepaikaraya4767 4 года назад
2020re kie dekhuchhanti 😭😭😭😭
@mita1819
@mita1819 4 года назад
Mu
@sarwsatibiswal7450
@sarwsatibiswal7450 4 года назад
Sthaan BKUTSKP Jfzjm log dami GXBJUFVLOTSVM Liyfdc jkjgd vmhfzjljm
@ajitghosh6500
@ajitghosh6500 4 года назад
@@mita1819 dddeeďç cc
@SaralaMusicOdia
@SaralaMusicOdia 4 года назад
Very nice song
@jituranjanpradhan7204
@jituranjanpradhan7204 Год назад
1999 re first a song sunili aaji Be sunuchi bhala laguchi sunibaku
@chandrasekharpradhan1451
@chandrasekharpradhan1451 2 года назад
One and only legendary actor in odia industries..Mr Bijay sir..
@shakuntalasutar6311
@shakuntalasutar6311 4 года назад
Such a painful moment for every girls😭😭
@jishumahapatra8081
@jishumahapatra8081 3 года назад
Pila bele a song sunuthilu.. Abe au amiti song sunibaku miluni.. 😭😭😭
@srj19973
@srj19973 4 года назад
Evergreen song.. My father z no more.. Whenever I see this song i feel him very badly
@jitendrakumarsahu3300
@jitendrakumarsahu3300 4 года назад
Bahut heart touch song te bhai Jete bele dekhle mui kandi pakasi
@sailubaral8063
@sailubaral8063 3 месяца назад
ମହମ୍ମଦ ଅଜିଜ sir nka voice all time favourite
@sandhyasangram8673
@sandhyasangram8673 Год назад
ସେତିକି ପୁଣ୍ୟ କରିଥିଲେ ଭାଗ୍ୟ ରେ ଝିଅ ଥାଏ☺️♥️କିନ୍ତୁ ଝିଅ ଜନ୍ମ କେତେ କଷ୍ଟ ନା ବାପା ଘର ନିଜର ନା ଶାଶୁ ଘର😔ବାପା ଘରେ କହନ୍ତି ତୁ ପର ଧନ ଆଉ ଶାଶୁ ଘରେ କହନ୍ତି ତୁ ପରଘର ଝିଅ😥
@aratisamantaray8669
@aratisamantaray8669 Год назад
Right
@aratisamantaray8669
@aratisamantaray8669 Год назад
Se kahar bi nuhen khali dukha sahi jiban chalijae
@ananyabindhani5803
@ananyabindhani5803 7 месяцев назад
😢😢
@amarraut4662
@amarraut4662 7 месяцев назад
😢😢😢😢😢
@sanjaykata5465
@sanjaykata5465 6 месяцев назад
❤❤❤❤❤❤❤
@rajputbablu7415
@rajputbablu7415 Год назад
Sun 🌞 Music All Songs 🎵 👌 Superhit...
@SoniMishir
@SoniMishir 8 месяцев назад
ସାରା ଜୀବନ ମନେ ରହିବ ଏଇ ଗୀତ ବାପା ଝିଅ ର ସମ୍ପର୍କ
@anilkusahoo33539
@anilkusahoo33539 3 года назад
Best songs every time thank you so much 👍👍👍👍👍👍👍
@abinashjenaofficial287
@abinashjenaofficial287 4 года назад
କି ସୁନ୍ଦର ଆହା pura heart touching song 💕💕💕💕💕💕😘😘😘😘😘
@zantookhamre7255
@zantookhamre7255 4 года назад
Hii
@Pandit.Satyaprakash.Nanda4335
@Pandit.Satyaprakash.Nanda4335 2 года назад
Thanks you all the best video Beautiful bhai 🌹🌹🌹🌹🌹❤❤❤❤❤
@bhagyashreesahoo790
@bhagyashreesahoo790 4 года назад
ବାପା ଝିଅ ର ସହୃଦୟତାର ନିଚ୍ଛକ ମର୍ମସ୍ପର୍ଶୀ ସ୍ପର୍ଶ ଏ ସଙ୍ଗୀତ ..........
@ganeshnayak4934
@ganeshnayak4934 2 года назад
ମୁଁ ଭାବୁଛି ଭଗବାନ କେବଳ ବହୁତ୍ ଭାଗ୍ୟବାନ ଲୋକଙ୍କୁ ଝିଅ ଦିଅନ୍ତି. ମୋ ମା ମୋ ଜୀବନ..
@jyotirmayeemohapatra582
@jyotirmayeemohapatra582 2 года назад
R88
@souravpattanayak4107
@souravpattanayak4107 2 года назад
right😢😢😢
@sudampradhan8017
@sudampradhan8017 2 года назад
7
@snehalatadas4638
@snehalatadas4638 Год назад
Ryt
@durgaofficial6811
@durgaofficial6811 Год назад
@@jyotirmayeemohapatra582 1q
@Cricketworld_365
@Cricketworld_365 Год назад
ସୁନ୍ଦର୍ ଅଭିନୟ, ବହୁତ୍ ସୁନ୍ଦର୍ ଶ୍ୱର, ଏବଂ ଅତି ସୁନ୍ଦର୍ ଲେଖା ।
@sunilmeher45
@sunilmeher45 2 года назад
ହୃଦୟର ର ଗୀତ,,,,,,ଶୁଣିଲେ କାନ୍ଦି ହେଇ ଯାଏ
@gulabo4043
@gulabo4043 3 года назад
Most critical song and very mind reaction, believe that
@satyabratadas8486
@satyabratadas8486 3 года назад
Satare bahut manachoan Gita jia suniba sia kandipakeiba Pura
@millibiswal5972
@millibiswal5972 3 года назад
Painful moment in every girls...😭😭😭😭
@lopitabarik7681
@lopitabarik7681 3 года назад
Right
@bhagabatasahoo7049
@bhagabatasahoo7049 4 года назад
I miss u bijaya sir 😭😭 💐 Rip💐🙏
@Laxmipriyasutar-n2z
@Laxmipriyasutar-n2z 2 месяца назад
ଭଗବାନ ସବୁବେଳେ ଠିକ୍ ନିଷ୍ପତି ନିଅନ୍ତି ❤
@chandrasekharasahoo8290
@chandrasekharasahoo8290 4 года назад
2020 re bi ehi gita sunile akhiru luha asijae.
@deepikamahanta3948
@deepikamahanta3948 4 года назад
Actually satare luha aase
@barsharanibiswal3209
@barsharanibiswal3209 4 года назад
Sata katha
@aswininahak3091
@aswininahak3091 4 года назад
Right friend
@pradeepkumarsahupradeep2936
@pradeepkumarsahupradeep2936 4 года назад
Thik kahile
@aswininahak3091
@aswininahak3091 4 года назад
@@barsharanibiswal3209 hiii
@invisibleguy4060
@invisibleguy4060 4 года назад
Bijaya mohanty the best FATHER ❤️
@bspriya2327
@bspriya2327 4 года назад
Right
@swetabag1538
@swetabag1538 3 года назад
Yes
@birendramangal2567
@birendramangal2567 2 года назад
@@swetabag1538 hii
@prabinadash6070
@prabinadash6070 6 месяцев назад
my childhood memories.... ❤ my favourite song and legendary actor bijay mohanty sir is also my favourite. 🙏💐
@hollywood1342
@hollywood1342 3 года назад
A new year 2021re a song kia kia dekhucha like kr❤️
Далее
А вы знали что металл тонет?
00:32
А вы знали что металл тонет?
00:32