Тёмный

Tu Chalijibu To Sasughara | Rajanigandha | Mohammad Aziz | Srikant Gautam | Sun Music Odia 

Sun Music Odia
Подписаться 1,2 млн
Просмотров 8 млн
50% 1

Sun Music Odia ପ୍ରସ୍ତୁତ କରୁଛି "ରଜନୀଗନ୍ଧା" ଆଲବମର ଏକ ସୁପରହିଟ ସୁନ୍ଦର ଓଡ଼ିଆ ଆଧୁନିକ ଗୀତ "ତୁ ଚାଲିଯିବୁ ତୋ ଶାଶୁଘର" । ଏହି ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ସଂଗୀତରେ ସଜେଇଛନ୍ତି ସରୋଜ ନନ୍ଦ, ଗୀତଟିରେ ଅଭିନୟ କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ନୈନା ଦାଶ, ଏହାର ନିର୍ଦ୍ଧେଶନା କରିଛନ୍ତି ରବୀନ୍ଦ୍ର ପ୍ରଧାନଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
► Please Like, Share, Comment & Don't Forget To Subscribe Our Channel Sun Music Odia.
► To Subscribe Our Channel Click On: / sunmusicodia
► Video Credits
♫ Album Name: Rajanigandha
♫ Song Name: Tu Chalijibu To Sasughara
♫ Singer: Mohammad Aziz
♫ Lyrics: Srikant Gautam
♫ Music Director: Saroj Nanda
♫ Artists: Srikant Gautam & Naina Dash
♫ Producer: Srikant Gautam
♫ Director: Rabindra Pradhan
♫ Production House: Sun Music
Listen Tu Chalijibu To Sashughara On -
► RU-vid Music - bit.ly/3UYbVim
► Gaana - bit.ly/3e1ixfw
► Jio Saavn - bit.ly/3Swsalk
► I Tunes - apple.co/3SRt9MA
► Amazon Music - amzn.to/3SucJdb
► Spotify - spoti.fi/3SNMmyP
► Wynk Music - bit.ly/3Ecv0HR
► Enjoy & stay connected with us!
♦ Facebook: / sunmusicodia
♦ Twitter: / sunmusicodia
♦ Website:
#SunMusicOdia #TuChalijibuToSasughara #MohammadAziz #SrikantGautam #SarojNanda #Rajanigandha #SrikantGautamHits #SunMusicModernHits #OdiaSong #OdiaModernSong #SunMusicHits #MohammadAzizHits #MohammadAzizOdiaSongs #MohammadAzizSongs #SarojNandaSongs
#NainaDashAlbumSongs #NainaDashSongs
► Copyright Disclaimer
Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@dillipnayak1737
@dillipnayak1737 7 месяцев назад
2024 କିଏ ସୁଣୁଛ ଗୋଟେ like ହେଇଯାଉ
@manojsahoo9658
@manojsahoo9658 7 месяцев назад
Mu
@subhendusahoo7010
@subhendusahoo7010 7 месяцев назад
Mu
@Priyammedia
@Priyammedia 6 месяцев назад
ଆଜି ବି ଏହି ଗୀତ ଯୋଉଠି ବାଜୁ ଥିବା ଯଦି ମୋ କାନ ରେ ଶୁଭି ଗଲା ପୁଣି ମୋ ପୁରୁଣା କଥା ମନେ ପଡି ଯାଏ ଓ ମୋ ଆଖି କାନ୍ଦା ରେ ଛଳ ଛଳ ହେଇ ଯାଏ... I❤U this Song... Srikanta dada tum ku mo ❤ vitaru dhanybad ❤❤
@dillipnayak1737
@dillipnayak1737 6 месяцев назад
ଗୀତ ଗୋଟେ ଅଭୁଲା ସ୍ମୃତି
@manojkumarsingh6285
@manojkumarsingh6285 6 месяцев назад
Super gana he supar
@user-no7oy2kj4t
@user-no7oy2kj4t 5 месяцев назад
ଇଏ ଗୀତ ମୁଁ25ବର୍ଷ ତଳେ ଶୁଣିଥିଲି ଏବେ ଶୁଣିଲା ପରେ ପୁରୁଣା କଥା ମନେ ପଡିଯାଉଛି ବହୁତ୍ ସୁନ୍ଦର୍ ଗୀତ ଥିଲା
@UmaPatro-rh1xd
@UmaPatro-rh1xd 5 месяцев назад
Hmm 😊😊
@Mithunrima12
@Mithunrima12 2 месяца назад
Same here Bhai
@Economics365
@Economics365 2 месяца назад
😮😮😮
@nishikantasahoo8534
@nishikantasahoo8534 3 месяца назад
ସତରେ ଆଜି ବି ଏ ଗୀତ ଶୁଣିଲେ ଲୋମ ଟାଙ୍କୁରି ହେଇଯାଉଚି.....ପୁଣି ଦେଖାହେବ ଆରଜନମରେ 😭😭
@ramkumarpadhan8729
@ramkumarpadhan8729 3 года назад
ଏଇ ଗୀତରେ ଯେତିକି ମଧୁରତା ଅଛି ,ଆଜିକାଲିକା ଗୀତରେ ସେ ମଧୁରତା ..ସେ ଭାବ ନାହି । ଆନ୍ତରିକ ଧନ୍ୟବାଦ୍ ଶ୍ରୀକାନ୍ତ ଗୈ।ତମ୍ ସାର୍ ଓ ମ.ଅଜିଜ୍ ସାର୍
@amarcreation4179
@amarcreation4179 7 месяцев назад
ହୃଦୟ ସ୍ପର୍ଶ ଗୀତ 😭😭😭ପ୍ରକୃତ ଭଲ ପାଇବା ଯେତେବେଳେ ଛାଡିକି ଚାଲିଯାନ୍ତି ମରିଯିବା କୁ ଇଛା ହୁଏ ମୋ ଗାଁ ର ଗୋଟେ ଭାଇ ଇଏ ଗୀତ ଶୁଣି ଶୁଣି ଆତ୍ମହତ୍ୟା କରିଦେଇଥିଲେ 😭😭😭ସତରେ କିଏ ଯେ ୟେ ଗୀତ ଲେଖିଛନ୍ତି ଧନ୍ୟ ତାଙ୍କୁ 🙏🏻🙏🏻🙏🏻
@hk7154
@hk7154 3 месяца назад
Very Sad Story...But Bhagaban nka Tharu Milithiba Dana ku emiti hareiba uchit nuhen Sangharsha kariba uchit
@DebarajSahoo-ABlessedDevOffice
ଏବେ ଏଇ ଗୀତ ଶୁଣିଲେ ସେଇ ପୁରୁଣା ଦିନ କଥା ମନେ ପଡେ। ସତରେ ପ୍ରକୃତ ପ୍ରେମ ସବୁବେଳ ପାଇଁ ଅମର
@deepakswain1379
@deepakswain1379 Год назад
Always old is gold
@sombughughu5552
@sombughughu5552 7 месяцев назад
😊টট😊😊😊😊😊😊
@Mithunrima12
@Mithunrima12 2 месяца назад
Ha
@rajesh99110
@rajesh99110 9 месяцев назад
ଆମେ ପିଲା ବେଳେ ଏହି ଗୀତ ଶୁଣୁଥିଲୁ ଆଉ ସବୁ ବେଳେ ଗୁଣୁ ଗୁଣୁ ହଉଥାଉ କିନ୍ତୁ ଏ ଗୀତର ପ୍ରକୃତ ମାନେ ଆମେ କିଛି ବୁଝି ନଥିଲୁ କିନ୍ତୁ ସେ ଦିନ ହଜିଯାଇଛି ଆଜି ବୁଝିଲା ବେଳକୁ ଆଉ କିଛି ନାହିଁ ସବୁ ସ୍ମର୍ତ୍ତି ହେଇ ରହିଯାଇଛି 😢
@RamKumar-wv5ye
@RamKumar-wv5ye 8 месяцев назад
❤❤❤❤😂😂😂
@anujbehera5791
@anujbehera5791 7 месяцев назад
Sata Katha Bhai ..
@spgamer5504
@spgamer5504 2 месяца назад
Right bro
@MUKUNDA-y4w
@MUKUNDA-y4w 3 месяца назад
ମୁଁ ଜାଣି ନ ଥିଲି ଏ ଗୀତ କେବେ ବାହାରିଛି କିନ୍ତୁ ମତେ ୩୦ ବର୍ଷ ହୋଇ ଗଲା ମୁଁ ଛୋଟ ବେଲୁ ଶୁଣି ଆସୁଛି ଏବେ ବି ଶୁଣି ଲେ ମୋ ଆଖି ରୁ କିଏ ଜାଣେ ପାଣି ଝରି ପଡ଼େ ଯେତେ ଅଟକାଇ ଲେ ମଧ୍ୟ ରୋକି ହୁଏ ନାହିଁ । ପ୍ରକୃତ ପ୍ରେମ ଯିଏ କରୁ ଥିବ ସେ ଏକା ବୁଝି ପାରିବ 😢😢😢
@user-ko9gx8gu5l
@user-ko9gx8gu5l 5 месяцев назад
ସେତ ବେଳ ର ଏହି ଗୀତ ହଜାରେ ଥର ବି ଶୁଣିଲେ ଭଲ ଲାଗେ , ପିଲା ଦିନ ର ଏହି ଗୀତ ଏବେ ଶୁଣିଲେ ମନରେ କଷ୍ଟ ଲାଗେ ଆଉ ଆଖିରୁ ଲୁହ ଝରେ , ସମୟ କେତେବଳେ ବିତିଲା ୯୦ ଦଶକ ରୁ ୨୦୨୪ ଧନ୍ୟ ତମ ଲୀଳା ଭଗବାନ
@ballavbag3501
@ballavbag3501 4 года назад
ପ୍ରକୃତ ଲଭ୍ ଷ୍ଟୋରୀ ଗୀତ ଗୀତ ସୁଣିକି ମୁଁ ବହୁତ ଖୁସି
@hadibandhutandi8404
@hadibandhutandi8404 Год назад
Very nice
@radhemeher4097
@radhemeher4097 9 месяцев назад
bahut dukh lage
@nukulchandrasahoo9318
@nukulchandrasahoo9318 Месяц назад
ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ପ୍ରତ୍ୟେକଟି ଗୀତ ଅତ୍ୟନ୍ତ ସୁମଧୁର ଏବଂ ହୃଦୟସ୍ପର୍ଷୀ ।ତାଙ୍କ ସଂଗୀତ ନିର୍ଦ୍ଦେଶନା ଉଚ୍ଚକୋଟୀର ।
@akhilaguru7102
@akhilaguru7102 16 дней назад
ଅତି ସୁନ୍ଦର ସଙ୍ଗୀତ ଟି ମନକୁ ଛୁଇଁ ଯାଇଥିଲା ଏହି ସୁମଧୁର ଓଡ଼ିଆ ସଙ୍ଗୀତ ଟି 👍💖👍💖👍💖👍 ଶ୍ରୀକାନ୍ତ ଗୌତମ ଭାଇ ଙ୍କ ର ଅଭିନୟ ଅତି ସୁନ୍ଦର
@SangramKeshariRath-uj4ql
@SangramKeshariRath-uj4ql Год назад
ବାସ୍ତବ ପ୍ରେମର ନିଚ୍ଛକ ଉଦାହରଣ ହେଉଛି ଏ ଗୀତ ଯାହା ଶ୍ରୀକାନ୍ତ ଗୌତମଙ୍କ ରଚନା ଦ୍ୱାର ସମ୍ଭବ ହୋଇପାରିଛି ଏବଂ ସବୁଦିନ ଏ ଗୀତ ହୃଦୟରେ ଜୀବନ୍ତ ହୋଇ ରହିଥିବ
@SatyaSahoo-dr6mz
@SatyaSahoo-dr6mz 7 месяцев назад
Gh...
@BapunDalei-if4pn
@BapunDalei-if4pn 6 месяцев назад
@FgyFgg-qn6ic
@FgyFgg-qn6ic 6 месяцев назад
❤❤❤❤​@@SatyaSahoo-dr6mz
@ranjitabishoyi8752
@ranjitabishoyi8752 6 месяцев назад
Ifbjijibcgixgjfoiii pl k
@surjykantbehera9576
@surjykantbehera9576 2 месяца назад
​@@BapunDalei-if4pnqqQQq❤qq
@sidhantabehera6875
@sidhantabehera6875 2 года назад
Old is gold. ଶ୍ରୀକାନ୍ତ ଗୌତମ ସାର୍ ଏକାଧାରରେ ଜଣେ ଗୀତିକାର, ପ୍ରଯୋଜକ ଏବଂ ଲେଖକ। ୯୦ ଦଶକରେ ଏହି ଗୀତ ର ଅଡିଓ ଅତ୍ୟନ୍ତ ଲୋକପ୍ରିୟ। ସ୍ଵର ସଂଯୋଜନା ସବୁଠାରୁ ଭଲ, ସରୋଜ ନନ୍ଦ ସାର୍ ଆମ ଗହଣରେ ନାହାନ୍ତି ତାଙ୍କ ଅନୁପସ୍ଥିତିକୁ ଓଡ଼ିଶାର ସଙ୍ଗୀତ ଜଗତ ଝୁରୁଛି।
@rakeshsamal4757
@rakeshsamal4757 2 года назад
U R Always Right Bro 👍
@tapankumarbhanj4265
@tapankumarbhanj4265 Год назад
A
@manaskumarsahoo9955
@manaskumarsahoo9955 2 года назад
ଆମ ଗାଁ ଭାଇଙ୍କର viral ଆଲବମ୍ 😊😊
@krushnamoharahna3480
@krushnamoharahna3480 4 года назад
କେଜାଣି କାହିଁକି ଆଜି ବି, ସେ ଏ ଗୀତ ଶୁଣି କାନ୍ଦି ପକାଏ, ।
@akshaypradhan40
@akshaypradhan40 3 года назад
Sé gita senti bhai 😭😭😭😭😭
@x-questf384
@x-questf384 Год назад
Kahinkina Tama prathama valapaiba thila se .jaha paien luha baharijae tamara
@krushnamoharahna3480
@krushnamoharahna3480 Год назад
@@x-questf384 ଧେତ୍
@suvamkumarofficial1660
@suvamkumarofficial1660 Год назад
Bhai tame bi kana love karithila
@krushnamoharahna3480
@krushnamoharahna3480 Год назад
@@suvamkumarofficial1660 ଭାଇ ପ୍ରେମ ତ ସମସ୍ତେ କରନ୍ତି, କିନ୍ତୁ ସେ ଆଜି ବି କାନ୍ଦେ
@TadantTv
@TadantTv 5 лет назад
ଏହି ଗୀତ ଟି ସବୁ ଦିନ ପାଇଁ ଅମର ହେଇ ରହିଯିବ ଆମ ଓଡିଆ ଶ୍ରତା ମାନଙ୍କ ହୃଦୟରେ,,,,, ବହୁତ୍ ବହୁତ୍ ଧନ୍ୟବାଦ୍,, Srikanth goutam sir Muna Aziz sir Soraj Nanda sir Robindra Pradhan sir ଅଶେଷଧନ୍ୟବାଦ ଆପଣଙ୍କୁ
@arjunpatel7986
@arjunpatel7986 5 лет назад
Rf
@Rajesh-mh7cc
@Rajesh-mh7cc 2 года назад
ତୁ ଚାଲି ଯିବୁ ତୋ ଶାଶୂ ଘର ସନାର ସବାରୀ ରେ ମୁଁ ଚାଲି ଯିବି ମଶାଣି କୁ ମୋର କଣ୍ଟାର କୋକେଇ ରେ ତୁ ଶୋଇଥିବୁ ଚ‌ଉଠି ରାତିରେ ରଜନୀଗନ୍ଧା ସେଜରେ ମୁଁ ଶୋଇଥିବି ଜୁଇର କାଠରେ ମଶାଣି ନିଆଁ ରେ ❤️ ଯଦି ଆମ ପ୍ରେମ ସତ ହେଇଥିବ ପୁଣି ଦେଖା ହବ ଆର ଜନମରେ ❤️❤️❤️❤️❤️❤️❤️😔😭😭
@baldevekka3899
@baldevekka3899 Год назад
କି ଜମାନା ଥିଲା,ବାପ୍ ରେ ବାପ୍ କି ଖତରନଆକ୍ ଗୀତ
@sidhantabehera6875
@sidhantabehera6875 2 года назад
ଗୀତ ର ପ୍ରତ୍ୟେକ ଶବ୍ଦରେ , ସ୍ଵତନ୍ତ୍ର ରହିଛି। ଲୋମ ଟାଙ୍କୁରି ଯାଉଛି। ସୁନ୍ଦର ସ୍ଵର ସଂଯୋଜନା ଏବଂ ଲେଖା। ମହମ୍ମଦ ଅଜିଜ୍ ସାର୍ ଙ୍କ ସ୍ଵର ଅତ୍ୟନ୍ତ ଲୋକପ୍ରିୟ। ସେହି ମହାନ୍ ଗାୟକ କୁ ଓଡ଼ିଆ ସଙ୍ଗୀତ ଜଗତ ଝୁରୁଛି। ସଙ୍ଗୀତ ନିର୍ଦ୍ଦେଶକ ସରୋଜ ନନ୍ଦଙ୍କୁ ମଧ୍ୟ ପ୍ରଣାମ।
@rakeshsamal4757
@rakeshsamal4757 2 года назад
Really.
@ggygguhvgybuuh7h77h5
@ggygguhvgybuuh7h77h5 Год назад
ତୁମେକିଏପରିଚଅଦିଅ
@umashankaryadav6088
@umashankaryadav6088 Год назад
qqq1
@deepofficialworlds2456
@deepofficialworlds2456 Год назад
100% Right
@pradeepsasmal360
@pradeepsasmal360 Год назад
🎉🎉🎉🎉🎉
@user-ee2eq3fh4n
@user-ee2eq3fh4n 3 года назад
ପୁରୁଣା ଆଧୁନିକ ଗୀତ, ଏହି ଗୀତ ବହୁତ ଭଲ ଲାଗେ
@rajesh99110
@rajesh99110 8 месяцев назад
ଯେତେ ଶୁଣିଲେ ନୁଆ ଲାଗୁଛି ❤😢😢😢
@danieleditz9707
@danieleditz9707 Год назад
2023 re aee gita kie sunichi plsss comment kara heart touching song really
@R_N_shorts
@R_N_shorts Год назад
ଏଠି ସବୁଠୁ ଦୁଃଖ ହେଉଛି ସେ ନୂଆ ବର ର। ବିଚରା ବାପା ମା ଙ୍କ କଥାରେ arrange marriage କଲା ଆଉ ଶେଷ ରେ ସ୍ତ୍ରୀ କୁ ବି ପାଇଲାନି।
@bisamberofficial9808
@bisamberofficial9808 8 месяцев назад
correct
@jyotisankarrout421
@jyotisankarrout421 2 года назад
20 year pehele bhi bahut sunta tha yeh song aur aaj bhi utnà suntà hunn .. sach a heart touching song..
@babulapatiarbabulapatiar8338
@babulapatiarbabulapatiar8338 3 месяца назад
ଆଉ ଏ ଦୁନିଆ ରେ ନାହିଁ ଆରପାରୀ ମହମ୍ମଦ୍ ଅଜିତ୍ ଙ୍କର ସୁର ପିଲା ସମୟ ର
@ergyanaranjanpintu1573
@ergyanaranjanpintu1573 2 года назад
It is the first album to change album industry and album industry grow in that time.
@user-jw4zd5vu6v
@user-jw4zd5vu6v 7 месяцев назад
ଆମ ଛଟ ବେଳର ଗୀତ ପୁଣି ଆଜିବି ସେ ଗୀତ ନୂଆ ❤ ଆଇ ❤ ୟୁ
@gseth2973
@gseth2973 Год назад
ପ୍ରକୃତରେ ଯିଏ ପ୍ରେମ କରିଥିବା ତା ଆଖିରୁ ଲୁହ ଝରିଯିବ
@manaskumarmal2833
@manaskumarmal2833 Год назад
Yes
@manaskumarmal2833
@manaskumarmal2833 Год назад
😭😭😭
@indianmilitaryservice4867
@indianmilitaryservice4867 Год назад
Mor band ra prem
@dasarathisahu
@dasarathisahu Год назад
​@@manaskumarmal2833 😢😢
@LipsaMandal-ug1qz
@LipsaMandal-ug1qz Год назад
😢😢😢😢😢😢😢😢
@ganeshnayak90324
@ganeshnayak90324 4 года назад
ଏହି ଜନ୍ମ ରେତୁମ କୁ ମୁଁ ପାଇଁ ଲେ ନାହିଁ କିନ୍ତୁ ଆର ଜନ୍ମ ରେ ପାଇଁ ବି 💕💕
@akhayasahoo7450
@akhayasahoo7450 Год назад
Akshaya. Sahoo
@lingarajpradhan2499
@lingarajpradhan2499 Год назад
@@akhayasahoo7450 0
@bablunial8440
@bablunial8440 Год назад
Sema naa yaar 😭😭😭😭😭😭😭😭
@sushantabarik5016
@sushantabarik5016 4 года назад
ବହୁତ ସୁନ୍ଦର ଗୀତ 🌷 🌷 🌷 🌷 🌷 🌷 🌷
@user-vu1hc3wx6h
@user-vu1hc3wx6h 2 месяца назад
Gitati satare hurdaya ku chunchi sei sar ku mora koti pranam ❤❤❤ love you sar love you so much
@ArtisticMilan
@ArtisticMilan Год назад
I am bengali ...... But i love this song What a lyrics...😭
@Usha14098
@Usha14098 Год назад
😅😊iopbol onnop😊looking 😊😊😊pl 😊😊😊😊
@charuchandramunda6709
@charuchandramunda6709 11 месяцев назад
@dipudalai4884
@dipudalai4884 9 месяцев назад
@Siddhant14359
@Siddhant14359 6 месяцев назад
Mate pura bahut vl lagala love heba ta enta nai ta total nai ❤❤❤❤😭😭😭😭😭😭👍👍👍😘😘😘
@SmArTmUnA1
@SmArTmUnA1 4 года назад
So NYC memorable song really proud to be an odia tqq sun music
@anusayabehera2267
@anusayabehera2267 2 года назад
oye 😭😭😭 bahut mane padhucha . .. kahaku au katha share kariparuni ete tention neiparuni help me pls...
@sainandan_short_2009
@sainandan_short_2009 2 месяца назад
A milestone song,music, lyrics,singer,,good consept,, good filmography,, direction
@barungahir2992
@barungahir2992 4 года назад
Mast song but enta gita mankar lagi gute gute like Kari debar katha
@rajendralenka5523
@rajendralenka5523 5 месяцев назад
ମନ ଛୁଆଁ ଗୀତ ❤❤❤
@chinukumar2300
@chinukumar2300 5 лет назад
Thanks for srikant Gautam sir
@barunmandal4753
@barunmandal4753 Год назад
ଏ ଗୀତ ଶୁଣି ମୁ ବହୁତ କାନ୍ଦିଚି
@anantapattnaik8874
@anantapattnaik8874 4 года назад
2020 re ye geeta kiye kiye sunucha
@kathamruta8216
@kathamruta8216 4 года назад
Ans.. Jahara heart bhangichi se...
@aminkapta3213
@aminkapta3213 3 года назад
Mu
@brajadehuri637
@brajadehuri637 3 года назад
@@aminkapta3213 lll0pllllllp
@loveyou-ft6yp
@loveyou-ft6yp 3 года назад
Mu
@sanjaygharamy1962
@sanjaygharamy1962 3 года назад
I am playing this song
@alokdas1112
@alokdas1112 2 месяца назад
ଏ ଗୀତ ଶୁଣିଲା ବେଳକୁ ଆଖିରେ ଲୁହ ଆସିଯାଉଛି
@sibaprasadpany6704
@sibaprasadpany6704 4 года назад
I am crying what a voice!!!!!!!!
@sadashivpodh1914
@sadashivpodh1914 2 месяца назад
ହୁଦୟ ଭି କାନ୍ଦି ପକାଏ ଗୀତ ଶୁଣି ବହୁତ ମିସ୍ ଲାଗେ ନିଜର ଲଭ କୁ
@tunimapradhan9378
@tunimapradhan9378 2 года назад
Heart touching and true lovers broken heart itome. Thank you❤🙏
@HariSankaraSahoo
@HariSankaraSahoo 2 дня назад
Wonderful song dill pura khusi lagila
@indrakandhapani4778
@indrakandhapani4778 3 года назад
Bhi... really what an excellent creative lyrics...Srikant gautom big salute to you sir..
@pitambarnayak4787
@pitambarnayak4787 Месяц назад
Yah Geet ko main 20 sal pahle Suni Thi bahut Dard lagta hai❤😢
@zunnumylife271
@zunnumylife271 3 года назад
I am bengali but I love odia songs Its really heartuching❤
@naredrabishimajhi8158
@naredrabishimajhi8158 2 года назад
Dèďdďď
@rakeshsamal4757
@rakeshsamal4757 2 года назад
Yes. Old is gold.
@smartshine22
@smartshine22 2 года назад
Super it's support
@ghasiramgope3685
@ghasiramgope3685 2 года назад
Mu v mo sathi bina bonchi paribi ni😥🤞😔😔😔😔😔
@madhusmitasahoo4777
@madhusmitasahoo4777 5 лет назад
My most favorite song yaar... Ei song ku sunile akhire luha asijae.....
@biswajitdeheri8384
@biswajitdeheri8384 5 лет назад
Thanks friend
@kanhapradhan9606
@kanhapradhan9606 5 лет назад
A a pakas. Pasanda maifbarit
@masstifun9485
@masstifun9485 5 лет назад
Madhusmita Sahoo mafia don
@masstifun9485
@masstifun9485 5 лет назад
Madhusmita Sahoo màfia
@mantunayak1835
@mantunayak1835 4 года назад
Mo ro bi habi song
@SambhuKhatua-sd7xy
@SambhuKhatua-sd7xy Год назад
VERY VERY NICE BAHUT MANE PARE
@snehapanda6675
@snehapanda6675 5 лет назад
Really very heart touching song, emiti dina kaha life re naasu samastanka love success hau
@rajakumarpradhan6470
@rajakumarpradhan6470 5 лет назад
Good ....
@rahulmahkud1122
@rahulmahkud1122 5 лет назад
U good
@madhusmitabehera4055
@madhusmitabehera4055 5 лет назад
Semiti hele bahuta bhala heba didi😭😭😭😭
@amarsenapati1004
@amarsenapati1004 5 лет назад
L
@biswambarmansingh8282
@biswambarmansingh8282 5 месяцев назад
Puruna hele kan hela gita gita ❤😢
@charansinghmajhi7929
@charansinghmajhi7929 5 лет назад
Very nice vedeo ,real acting srikant Gouttam
@r.m.shorts4764
@r.m.shorts4764 Год назад
Srikant Gautam is best
@sundardalapet3682
@sundardalapet3682 4 года назад
ଯେ ବେ ଶୁଣି ଲେ ଯେ ବେ ଦେଖି ଲେ ବି ଏ ଗୀତ ଟି ଭଲ ଲାଗୁଥାଏ
@jitendrarout6498
@jitendrarout6498 4 года назад
Satare
@ranjansahu2422
@ranjansahu2422 3 года назад
Old is always good.
@narankido694
@narankido694 Год назад
@@jitendrarout6498 pp
@user-cw5pm4qt1t
@user-cw5pm4qt1t 8 месяцев назад
❤ ବାସ୍ତବ ସତ୍ ଅମର ପ୍ରେମର ହୃଦୟସ୍ୱର୍ଶି ଉଦାହରଣ l
@gajanannaik6096
@gajanannaik6096 4 года назад
Heart touching song.old is gold
@sasmitanayak8919
@sasmitanayak8919 3 месяца назад
My favourite song 😢 really heart touching ❤
@abhishekmohanty2168
@abhishekmohanty2168 3 года назад
This song is one of the best song odia album history
@arunsuns471
@arunsuns471 5 месяцев назад
ମୋ ସହ ଏମିତି ହୈ ଚି 🥺🥺🥺
@ramchandradas4267
@ramchandradas4267 Год назад
This is as a diamond of odia song industry
@user-so4th8hp9c
@user-so4th8hp9c 3 месяца назад
ପାଗଲ ଦିଲ୍
@ganeshpradhan7273
@ganeshpradhan7273 3 года назад
Heart touching song 🙏🙏🙏
@ShibaRaut-tk9wj
@ShibaRaut-tk9wj 7 месяцев назад
❤❤Best song❤❤
@tanushreemaity2682
@tanushreemaity2682 5 лет назад
Darun song
@surshmangraj5477
@surshmangraj5477 9 месяцев назад
My heart touching song 💔😭😭😭😭😭 amiti gita abe miluni old is good
@pradeepbiswal774
@pradeepbiswal774 5 лет назад
My favourite song... Heart touching song 🌺🌺🌺🌺🌺🌺🌺🌺🌺🌺🌺
@prakashmallik1686
@prakashmallik1686 Год назад
ବହୁତ ସୁନ୍ଦର ସେ ଗୀତ ଲେଖକ କୁ
@jhunulatasethi207
@jhunulatasethi207 4 года назад
Nice song
@muktiranjanpatra4538
@muktiranjanpatra4538 Год назад
My favourite SONG Vi ODIO CASSETTE my favourite SONG And ODISHA GUNDA KEONJHAR KING KHATARA JIONTA TIGER MUKTIRANJAN ODISHA INDIA
@SunilKumar-xe7xe
@SunilKumar-xe7xe 2 года назад
My favourite song very very heart touching song
@ajayakumarbeherabehera1097
@ajayakumarbeherabehera1097 2 года назад
Super imosinal song
@bedabyashsikha4779
@bedabyashsikha4779 4 года назад
Miss u Md Aziz Sir😭😭😭 Srikant Goutam's songs are always heart touching.🌹💕💞💞💓
@BirendraDas-xr1sk
@BirendraDas-xr1sk 3 месяца назад
Excellent gifted voice of Md.Aziz makes d song more heart touching.Lyrics of Srikant Goutam is tremendous.
@suchismitarout3320
@suchismitarout3320 5 лет назад
Heart touching😭😭😭😭
@panchubehera1178
@panchubehera1178 5 лет назад
Hi
@kalus9377
@kalus9377 5 лет назад
7736335543
@bipinbeherabipin4032
@bipinbeherabipin4032 3 года назад
Hi
@nakulamanahiraofficial819
@nakulamanahiraofficial819 3 года назад
Hii
@virenbhai9494
@virenbhai9494 3 года назад
@@panchubehera1178 00
@Himagni123
@Himagni123 Месяц назад
ଏହି ଗୀତକୁ ଶୁଣିଲେ ସତରେ ପିଲା ଦିନର କଥା ମନେପଡେ ।❤❤❤❤❤❤❤❤
@goutamsabar325
@goutamsabar325 4 года назад
Old is gold,my college time song
@gobardhandiani1639
@gobardhandiani1639 4 месяца назад
Se dina au nanhi se Prema au se Gita nanhi ei Gita kete bele dekhile bahut dukha hauchi😢❤
@aniabati4594
@aniabati4594 4 месяца назад
Mote mililani mo prema 😭😭😭😭😭😭😭😭bahuta kasta heuchi
@bhaktilahari-odia5027
@bhaktilahari-odia5027 4 года назад
Feelings fast.....Fantastic
@user-ww3dh6wp9e
@user-ww3dh6wp9e 11 месяцев назад
ଗୌତମ ସାର୍ ଙ୍କ ଏଇ ଗୀତ ଟି ଭଲ ଲାଗେ ଆଉ ସାର୍ ଙ୍କ ର ଏଇ ଆଖି ଆମ ସାକ୍ଷୀ ଫିଲ୍ମ ଭଲ ଲାଗେ
@jagadishpanda5176
@jagadishpanda5176 4 года назад
Supar
@rasmitapadhi5727
@rasmitapadhi5727 4 года назад
Super sad 😂😭😌song🎶
@mantukumar3068
@mantukumar3068 Год назад
ମୁଁ ଏବେ ସୁଦ୍ଧା ଏ ସଂଗୀତ ଦିନକୁ ଦୁଇ ଥର ଦେଖୁଛୁ କିନ୍ତୁ ମୋର ବିବାହ ହେଇ ସାରିଛି କିନ୍ତୁ କେ ଜାଣି କାହିଁକି ସନ୍ଧ୍ୟା ହେଲେ ମନେ ପଡୁଛୁ ଓ ଗୀତ କୁ ମୁଁ ଦେଖିବାକୁ ଆରଂଭ କରେ
@mdarif-il4fn
@mdarif-il4fn 2 года назад
Memory of school days
@laxmisahoo3051
@laxmisahoo3051 2 года назад
GoGo
@pradeepkumarchoudhury1763
@pradeepkumarchoudhury1763 2 года назад
Love.evertheng.song.my.lif.bat.mestic
@suryakantaroutmanas3904
@suryakantaroutmanas3904 4 года назад
My Favourite Song Tu chalijibu To sasughara Heart Touching Song 😭😭😭😭😭🙏🙏🙏🙏🙏👌👌👌👌👌👍👍👍👍👍
@saratchandramohanta9071
@saratchandramohanta9071 3 года назад
My childhood song ,very sad song
@hemantasahu6803
@hemantasahu6803 4 года назад
Beautiful memories
@rakesh3724
@rakesh3724 3 года назад
2021 ra key song sunucha
@rakeshsamal4757
@rakeshsamal4757 2 года назад
This song is my childhood and my favorite song 🙏🙏
@Damru77
@Damru77 Год назад
Same To You Bhai
@jksextreme
@jksextreme 3 года назад
Golden period of life was that time when this song was playing in my childhood
@dhaneswarpadhan6630
@dhaneswarpadhan6630 2 года назад
🌹🌹🌹🌹🌹🌹
@binaykumarchoudhury6725
@binaykumarchoudhury6725 6 лет назад
Love this song from child hood...now also...evergreen songs
@maasantoshidjangu6952
@maasantoshidjangu6952 Год назад
Old is gold ❤❤❤
@deadlooop
@deadlooop 3 года назад
Who is here in 2021
@ramakantabarik1175
@ramakantabarik1175 2 года назад
Shrikant Goutam is evergreen
@basantakandi50
@basantakandi50 5 лет назад
Old is gold
@deepakpadiari9882
@deepakpadiari9882 4 года назад
Beautiful song
Далее
Мой телеграмм: v1ann
00:14
Просмотров 51 тыс.
Мой телеграмм: v1ann
00:14
Просмотров 51 тыс.