Тёмный

କିଏ ଜ୍ଞାନୀ ଓ କିଏ ମୂର୍ଖ ? ଆସନ୍ତୁ ଶୁଣିବା ସ୍ୱାମୀ ଶ୍ରୀମୁକୁନ୍ଦ କୃଷ୍ଣଜୀ ମହାରାଜାଙ୍କ ଦିବ୍ୟବାଣୀ | JAY JAGANNA 

JAY JAGANNATH TV
Подписаться 434 тыс.
Просмотров 9 тыс.
50% 1

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RU-vid: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 25   
@gobardhanbagarty5990
@gobardhanbagarty5990 27 дней назад
ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@madhusmita9265
@madhusmita9265 Месяц назад
Om sree laxminarayan namaha stubhyma 🙏🙏🙏
@mamatabehera3918
@mamatabehera3918 Месяц назад
🪔🙏🌷 Jay jagannath swamy Nayan patha gami vaba tumay 🌷 Hari Om Namo Narayan 🌷 Hare Krishna Hare krishna Krishna kishna Hare Hare Hare Ram Hare Ram Ram Ram Hare Hare 🌷🙏🪔
@sumantsahu2690
@sumantsahu2690 5 месяцев назад
जय जय श्री जगन्नाथ जय जय श्री जगन्नाथ जय जय श्री जगन्नाथ ❤❤❤
@anjalipanda1681
@anjalipanda1681 Месяц назад
Laxmi Nrushihaya namaha
@gajendranayak7669
@gajendranayak7669 Месяц назад
Hari bolo Hari hari bol 🙏
@Mahalaxmi1184
@Mahalaxmi1184 18 дней назад
Jaya shree Krishna 🙏🌹❤️
@LipsaBehera-kr1qs
@LipsaBehera-kr1qs 29 дней назад
Omm namah bhagabate basudebaya ❤🙏♥️
@kaminibahera-ke8ji
@kaminibahera-ke8ji 28 дней назад
Radhe radhe 🙏 ପ୍ରଣାମ ଗୁରୁଜୀ
@Ranjitjally-d4m
@Ranjitjally-d4m 23 дня назад
ବହୁତ ବହୁତ ଧନ୍ୟବାଦ ସିତାରାମ ସାରଙ୍କୁ ନମିତାଅଗ୍ରୱାଲ ମ୍ୟାମଙ୍କୁ ଆମେ ରାଜ୍ୟବହାରେ ରହିମଧ୍ୟ ମହାପ୍ରଭୁଙ୍କର ସିଧା ପ୍ରସାରଣ ଜୟ ଜଗନ୍ନାଥ ଟିଭି ମାଧ୍ୟମରେ ଦେଖିପାରୁଛୁ ସବୁ ପ୍ରଭୁଙ୍କ ଲିଳା ଜୟ ଜଗନ୍ନାଥ ସ୍ଵାମୀ ⭕❗⭕🙏🙏🙏
@bjsanatani7986
@bjsanatani7986 5 месяцев назад
Jay Jagannath swami
@PravatiSahoo-ec1pg
@PravatiSahoo-ec1pg 22 дня назад
Jay Sri Jagannath Hare Krishna
@BabuSethy-te4id
@BabuSethy-te4id 7 дней назад
Jay Sri jagannth swami
@UpendraNaik-et6lt
@UpendraNaik-et6lt Месяц назад
Horibol
@mandakinijena8884
@mandakinijena8884 25 дней назад
🙏🙏🙏🙏🙏ମୋ ଜଗନ୍ନାଥ ଜୟ ମା ସୁଭଦ୍ରା ଜୟ ଶ୍ରୀ ବଳଭଦ୍ର ମା ଲକ୍ଷ୍ମୀ ନାରାୟଣ ଜୟ ଶ୍ରୀ ସୁଦର୍ଶନ ଜୟ ପତିତପାବନ ପୁରୁଷୋତ୍ତମ ନାରାୟଣ ମହା ପ୍ରଭୁ ତୁମ ଶ୍ରୀ ଚରଣରେ ଶରଣ 🙏🤲ମୋର ଭକ୍ତି ଭରା ନିବେଦନ ଅନନ୍ତ କୋଟି ପ୍ରଣାମ 🙏🤲
@rabinayakrabinayak7037
@rabinayakrabinayak7037 5 месяцев назад
ଓଁ ନମଃ ଭଗବତେ ବାସୁଦେବାୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ମଣିମା କାଳିଆ ସାଆନ୍ତ କୋଟି କୋଟି ଦଣ୍ଡବତ ମହାବାହୁ ମହାପ୍ରଭୁ ଜଗତର କଲ୍ୟାଣ ହୋଉ 🙏🙏🙏🙏🌑❗🌑🙏🙏🙏🙏
@mandakinijena8884
@mandakinijena8884 25 дней назад
ମୋ ଶିବ ଶଙ୍କର ମା ପାର୍ବତୀ🙏🤲 ମୋ ମା ମହା ଲକ୍ଷ୍ମୀ ନାରାୟଣ 🙏🤲🙏🤲ମୋ ରାଧା କୃଷ୍ଣ 🙏🤲ମୋ ସୀତା ରାମ🙏🤲 ଗୋବିନ୍ଦ 🙏🤲ମୋ ମଧୁସୂଦନ🙏🤲 ତୁମ ଶ୍ରୀ ଚରଣରେ ଶରଣ 🙏🤲ମୋର ଭକ୍ତି ଭରା ନିବେଦନ ଅନନ୍ତ କୋଟି ପ୍ରଣାମ 🙏🤲
@prabinkumarjena3623
@prabinkumarjena3623 28 дней назад
🙏🏾🙏🌹🙏
@priya-vf4ny
@priya-vf4ny 5 месяцев назад
Jayjaganatjayjaganath Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay
@nabasamal1233
@nabasamal1233 5 месяцев назад
Jay Jagannath swimi ⭕❗⭕
@Hemantakummarsahoo
@Hemantakummarsahoo 12 дней назад
Jayajagannathatrahiachyuta
@magsirasahu2050
@magsirasahu2050 Месяц назад
Jay shree Jagannath patitapaban mahaprabhu jay maa mahalaxmi jay Jagannath TV namita maa Sita Ram sir jay Jagannath guru dev maharaj ji ki jai ho jay shree krishna jay shree ram jay shree man narayana guru dev maharaj ji 👣🛐🪔📿🌿🚩⭕‼️⭕🦚🌷🌹💐🙏🏻🔔🍇🍍🍌🥭🌼🐚✡️🛕🚩☸️👏👣👣🛐🪔🪔🪔🪔🪔📿🌿🙏🙏🙏🙏🙏🙏🙏🙏🙏🙏🙏🙏🪷🪷🙏🙏🙏
@GajendraNayak-zd5zi
@GajendraNayak-zd5zi 26 дней назад
ମହାରାଜ କେମିତି ଗର୍ବ ଅ ହଁଙ୍କର ନଷ୍ଟ ହେବ ସେହି କଥା କୁହନ୍ତୁ ଦୟା କରି
@Guruprem-t5i
@Guruprem-t5i 25 дней назад
Naam kar jap karntu
@marutiprasadpanda3107
@marutiprasadpanda3107 16 дней назад
ଆଜ୍ଞା ମୋ ଛୋଟ ମତରେ ମୁ ଶବ୍ଦ କୁ କାଢି ଦିଅନ୍ତୁ ଜୟ ଶ୍ରୀ ଜଗନ୍ନାଥ
Далее