Тёмный

କୁକୁର ପାଇଁ ହିଁ ଓଡ଼ିଶା ଫେରିବା କୁ ପଡ଼ିଲା || China to India 

ମୁଁ TRAVELLER
Подписаться 908 тыс.
Просмотров 249 тыс.
50% 1

କୁକୁର ପାଇଁ ହିଁ ଓଡ଼ିଶା ଫେରିବା କୁ ପଡ଼ିଲା || China to India
#mutraveller #travel #labahansda

Опубликовано:

 

5 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,3 тыс.   
@sanjibkumarvlogs422
@sanjibkumarvlogs422 7 дней назад
କୁକୁର ପାଇଁ ନୁହୋ ମୋ ଭାଈ ପ୍ରଭୁ ଜଗନ୍ନାଥ ଡୋରି ଲାଗିଛି❤❤ Jay shree jagannath ❤
@Giridharikisanvlogs
@Giridharikisanvlogs 7 дней назад
Bhai sata kahila ho
@madhusmitaroul1034
@madhusmitaroul1034 7 дней назад
Bhai jay jagannath
@madhusmitaroul1034
@madhusmitaroul1034 7 дней назад
Samudra manthan bhai
@sibakpl6474
@sibakpl6474 7 дней назад
Rite
@omkarmajhi9623
@omkarmajhi9623 7 дней назад
Right 👍👍👍
@dhanurjaygundua7446
@dhanurjaygundua7446 7 дней назад
ପବିତ୍ର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ସମସ୍ତ ଓଡ଼ିଶା ବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା । ଜୟ ଜଗନ୍ନାଥ ⭕‼️⭕
@shrianshsahu4096
@shrianshsahu4096 7 дней назад
Jai shree jagannath Swami ❤️💖❤️💖🙏🙏🙏🙏
@rajendrabehera8483
@rajendrabehera8483 7 дней назад
Debata and danabar samudra manthanar chitra
@sushilchakisushil557
@sushilchakisushil557 7 дней назад
Ho samaj jindabad ❤❤
@CHANDANNAYAK-w5r
@CHANDANNAYAK-w5r 7 дней назад
JAY Jagannath 🙏
@DineshKalah
@DineshKalah 6 дней назад
Ho somaj jindabad ❤❤❤
@JudhisthirSahoo-ko3fl
@JudhisthirSahoo-ko3fl 7 дней назад
ରଥଯାତ୍ରା ପାଇଁ ଆମ ପୁରୀ କୁ ଆସୁଥିବାରୁ ବହୁତ ବହୁତ ଧନ୍ୟବାଦ ❤
@theanimal3153
@theanimal3153 7 дней назад
ଏ ଯେଉଁ ମୂତ୍ତି ଆପଣ ଦେଖାଇଲେ, ତାହା ହେଉଛି ସମୁଦ୍ର ମନ୍ତନ ସମୟର ଦୃଶ୍ୟ 🙏🙏🙏🙏🙏🙏
@nilakanthahantal231
@nilakanthahantal231 7 дней назад
ରଥଯାତ୍ରା ଉପଲକ୍ଷେ ଓଡ଼ିଶା ବାସିନ୍ଦାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ
@user-cf5wr6kc7p
@user-cf5wr6kc7p 6 дней назад
🙏
@Madhaba_Dora
@Madhaba_Dora 7 дней назад
ସାରାବିଶ୍ବର ପ୍ରାଣର ଠାକୁର ହେଉଛନ୍ତି ଜଗତର ନାଥ ଜଗନ୍ନାଥ । କାଳିଆ ଠାକୁର ନିଜ ଭାଇ ଭଉଣୀଙ୍କ ସହ ଭକ୍ତିକୁ ଭେଟିବାକୁ ବର୍ଷକେ ଥରେ ଓଲ୍ହାଇ ଆସନ୍ତି ବଡ଼ଦାଣ୍ଡକୁ, କାହିଁ କେତେ ଦୂରରୁ ରଥ ଟାଣିବାକୁ ଚାଲି ଆସନ୍ତି ଭକ୍ତ । ⭕❗⭕ଜୟ ଜଗନ୍ନାଥ 🙏🙏🙏
@basudev1902
@basudev1902 6 дней назад
Jay jagannatha 🙏🙏🙏
@odboybimal
@odboybimal 5 дней назад
Tu sala ethiku vi asigali
@user-pd5bl8dk2x
@user-pd5bl8dk2x 7 дней назад
ଏହି ଦୃଶ୍ୟ ଟି ସମୁଦ୍ର ମନ୍ଥନ ସମୟର । ଏଥିରେ ଦେବତା ଓ ରାକ୍ଷସ ମାନଙ୍କ ମଧ୍ୟରେ ହେଇଥିଲା
@janbipainKaran
@janbipainKaran 6 дней назад
Right
@gadadharsahoo8577
@gadadharsahoo8577 7 дней назад
ସମୁଦ୍ର ମନ୍ଥନ କାଳର ଏହି ଦୃଶ୍ୟ। ଜଗନ୍ନାଥଙ୍କ କୃପା ଆପଣଙ୍କ ଉପରେ ନଜର ଅଛି।ଜୟ ଜଗନ୍ନାଥ।
@LaxmanOfficial8
@LaxmanOfficial8 7 дней назад
ଲବ ଭାଈ ଙ୍କ ମଙ୍ଗଳ କାମନା ପାଇଁ ପ୍ରଭୁ ଜଗ୍ନାଥଙ୍କ ଆଗରେ ବିନତି🙏❤ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଲବ ଭାଈ ସବୁବେଳେ ଅଜୟ ରହିବେ♥️ ଜୟ ଜଗନ୍ନାଥ 🙏
@sumati6297
@sumati6297 7 дней назад
ପବିତ୍ର ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🎉🎉🎉
@rsmedia91221
@rsmedia91221 7 дней назад
Eita samudramanthana ra laba bhai
@KalyaniSahu-xc4vb
@KalyaniSahu-xc4vb 5 дней назад
ଲବ ଭାଇ କୁକୁର କାମୁଡି ଦେବାରୁ ଜାଣିବହୃତଦୁଃଖ ଲାଗିଲା କିନ୍ତୁ ପ୍ରଥମେ ଯଥେଷ୍ଟ ଚିକିତ୍ସା ହୁଅ, କାରଣ ଏହା ର ଜୀବାଣୁ ବହୁତ ମାରାତ୍ମକ ଦୀର୍ଘକାଳ ପରେ ମଧ୍ୟ ପ୍ରତିକ୍ରିୟା ବାହାରେ । ସତ୍ୟ ଯୁଗର ସମୁଦ୍ର ମନ୍ଥନ ଦେଖାଇ ଥିବାରୁ ବହୁତ ଧନ୍ୟବାଦ ।ସ୍ଵଚ୍ଛ ଭାରତ ।
@bangtans0757
@bangtans0757 6 дней назад
ଲଭ ଭାଇ ସେଇଟା ସମୁଦ୍ର ମନ୍ତନର ଦ୍ରୁଷ୍ୟ। ଯେଉଁଠି ଭଗବାନ ବିଷ୍ଣୁ କଚ୍ଚପ ଅବତାର ନେଇଥିଲେ। ଜୟ ଜଗନ୍ନାଥ 🙌🚩
@krshnasundaray4449
@krshnasundaray4449 7 дней назад
ରଥ ଯାତ୍ରା ଦେଖିବା ସବୁଠୁ ବଡ଼ ଭାଗ୍ୟ ରେ ଭାଇ ।। ଜୟ ଜଗନ୍ନାଥ
@BBRKRUSHNA658
@BBRKRUSHNA658 7 дней назад
ବାଶୁକି ନାଗ କୁ ନେଇ ସମୁଦ୍ର ମନ୍ଥନ କରୁଥିବା time ର ଦୃଶ୍ୟ Happy Ratha Yatra
@biswanath6518
@biswanath6518 6 дней назад
Samudra manthan thik Kahichhanti
@pradeepkumarlenka4249
@pradeepkumarlenka4249 6 дней назад
ରଥଯାତ୍ରା ଉପଲକ୍ଷ ଓଡ଼ିଶା ବାସିକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🙏🙏
@mailtosashikanta
@mailtosashikanta 6 дней назад
ପବିତ୍ର ରଥଯାତ୍ରା ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଲବ ଭାଇ ଆଉ ଆମର ସମସ୍ତ viewers ଭାଇ ମାନଙ୍କୁ ଜୟ ଜଗନ୍ନାଥ
@kartik070
@kartik070 7 дней назад
ପବିତ୍ର ରଥଯାତ୍ରା ଉପଲକ୍ଷେ ମୋ ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଶୁଭେଚ୍ଛା ଓ ଶୁଭକାମନା ❤। ଜୟ ଜଗନ୍ନାଥ ⭕‼️⭕🙏
@user-cf5wr6kc7p
@user-cf5wr6kc7p 6 дней назад
Jay Jagannath 🙏
@rameshchampiya3042
@rameshchampiya3042 7 дней назад
ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ ଲବ ଭାଈ ❤❤❤
@SonuMirdha-0077
@SonuMirdha-0077 7 дней назад
ଭାଈ ସେଟା ଦଧି ମନ୍ଥନ ସମୟର ଦୃଶ୍ୟ. ଜୟ ଶ୍ରୀ କୃଷ୍ଣ 😊,🙏
@NEWSODISHA247
@NEWSODISHA247 3 дня назад
Sonu bhai Please bhai mate support karantu
@hrudanandasankhua5824
@hrudanandasankhua5824 6 дней назад
ପବିତ୍ର ବିଶ୍ବ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଲବ ଭାଇ ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@morazu8781
@morazu8781 7 дней назад
ଲବ ଭାଇ ପାଇଁ ଲାଇକ୍ ଗୋଟେ ହୋଉ
@subham1954
@subham1954 7 дней назад
ପବିତ୍ର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଅଭିନନ୍ଦନ ଓ ଶୁଭକାମନା ❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤
@durjyasanta8223
@durjyasanta8223 6 дней назад
ରଥ ଯାତ୍ରା ର ହାର୍ଦ୍ଧିକ ଅଭନନ୍ଦନ ଓ ଶୁଭକାମନା ଜୟ ଜଗନ୍ନାଥ
@swarnalatasharma4715
@swarnalatasharma4715 6 дней назад
ସମୁଦ୍ର ମନ୍ଥନ statue Hii ଲବ ବାବା ଡୋରି ତ ପୁରା ଲାଗିଚି God bless u
@SanuTudu-rg4ct
@SanuTudu-rg4ct 7 дней назад
ପବିତ୍ର ରଥଯାତ୍ରା ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଲବ ଭାଇ 🙏🙏🙏 ଆଉ ଆମର ସମସ୍ତ viewrs ଭାଇ ମାନଙ୍କୁ ଜୟ ଜଗନ୍ନାଥ 🙏🙏🙏🙏🙏
@hoknowledgeodisha
@hoknowledgeodisha 7 дней назад
ମୟୂରଭଞ୍ଜରୁ ଯେଉଁ ମାନେ ଦେଖୁଛନ୍ତି ଦିଲ୍ ସେ 👍❤️❤❤
@NandakiswarMallick
@NandakiswarMallick 7 дней назад
ଈଶ୍ୱର ଯାହା କରନ୍ତି ପ୍ରାଣିଂକ ମଂଗଳ ପାଇଁ ଜୟ ଶ୍ରୀଜଗ ନ୍ନାଥ କନ୍ଧମାଳ ରୁ ଧନ୍ଯବାଦ
@Suneheripuja
@Suneheripuja 7 дней назад
ଲବ ତମ ଭାଗ୍ୟ ଆଜି ରଥଯାତ୍ରା ତେଣୁ ତମେ ଆଜି ଭଳି ଦିନ ରେ ତମେ ଓଡ଼ିଶା ରେ କୋଉ ନା କୋଉ ବାହାନାରେ ଜଗା ତମ କୁ ଟାଣି ଆଣିଲା ଏତିକି ବୁଝିଯାଅ ଲବ ଜୟ ଜଗନ୍ନାଥ ❤
@manoj-jb5lk
@manoj-jb5lk 7 дней назад
Puja Tume jibani Puri
@Suneheripuja
@Suneheripuja 6 дней назад
@@manoj-jb5lk yes of course already ମୁଁ ପୁରୀ ର ଝିଅ ପୁରୀରେ ହିଁ ଅଛି
@manoj-jb5lk
@manoj-jb5lk 6 дней назад
@@Suneheripuja wow very nice Jay jagannath Ratha jatra ko enjoy kara mo bhagya re nahi ratha jatra dekhibako
@duniyarangamancha230
@duniyarangamancha230 7 дней назад
ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
@user-fs1yb4jg3q
@user-fs1yb4jg3q 7 дней назад
@dashdash2381
@dashdash2381 7 дней назад
@dashdash2381
@dashdash2381 7 дней назад
Jajpur re tama ghara kohuthi
@duniyarangamancha230
@duniyarangamancha230 7 дней назад
@@dashdash2381 sukinda
@sushantasahu3206
@sushantasahu3206 6 дней назад
Jajpur ru kou babi Das magia ra chela pada chata dekhuchi e video like kara janiba semananku
@rammandi6877
@rammandi6877 7 дней назад
Finally You achieved 9lacs subscribers. Next Target is one Million.Thanks & JOHAR, from Jhargram ,West Bengal.
@TravellerSipun
@TravellerSipun 7 дней назад
ଜୟ ଜଗନ୍ନାଥ ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏
@user-us4yw8zy3j
@user-us4yw8zy3j 7 дней назад
ଧନ୍ୟବାଦ ଭାଇ
@NEWSODISHA247
@NEWSODISHA247 3 дня назад
bhaiPlease bhai mate support karantu
@Ranjita-su7rl
@Ranjita-su7rl 7 дней назад
ପବିତ୍ର ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା🎉ଜୟ ଜଗନ୍ନାଥ🙏
@purnatiria237
@purnatiria237 7 дней назад
ଜଗତର ନାଥ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲବ ଭାଇଙ୍କୁ ଏହି ରଥଯାତ୍ରା ରେ ଆମେ ଶୁଣି ପାରିବା କି video ବନେଇକି live ଆସିପାରନ୍ତି। ଆମେ ଅପେକ୍ଷା ରେ।
@kishorechandrasahoo2385
@kishorechandrasahoo2385 7 дней назад
ସମୁଦ୍ର ମନ୍ଥନ ବେଳର ଦୃଶ୍ୟ।
@nandalalsingh5398
@nandalalsingh5398 7 дней назад
Right
@RKcreation934
@RKcreation934 День назад
Right
@JBofficial2.1
@JBofficial2.1 7 дней назад
ଏ ମୂର୍ତ୍ତି ଟା ହେଉଛି ସମୁଦ୍ର ମନ୍ଥନ ର ଲକ୍ଷ୍ମୀ ଜନ୍ମ ହେ ଇ ଥିଲେ ଓ ସାପ ର ବିଷ କୁ ଶିବ ପିଇ ଥିଲେ ସେଥିପାଇଁ ଶିବ ରାତ୍ରି ହୁଏ
@dasarathimohapatra618
@dasarathimohapatra618 6 дней назад
ଅଭିନନ୍ଦନ ଓ ଶୁଭେଚ୍ଛା,ଜୟ ଜଗନ୍ନାଥ,
@TILAK..4K
@TILAK..4K 7 дней назад
*ରଥ ଯାତ୍ରା ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା* *ଜୟ ଜଗନ୍ନାଥ ⭕❗⭕🙏🏻*
@sarojsingh-vt4fj
@sarojsingh-vt4fj 7 дней назад
Jay Jagannath ❤ ଭାଇ ସେଇ ଦୃଶ୍ୟଟି ସମୁଦ୍ର ମନ୍ଥନ ସମୟ ର ଦୃଶ୍ୟ |
@deepaktudu209
@deepaktudu209 6 дней назад
Congratulations for 900k subscribers. & Best of luck for 1million subscribers.
@Bangulasindhu24hr
@Bangulasindhu24hr 6 дней назад
ଭାଇ ଏଇଟା ସମୁଦ୍ର ମନ୍ଥନ ବେଳର ଚିତ୍ରକଳା ❤❤❤
@djodisha90
@djodisha90 7 дней назад
Congratulations for 900K family❤❤
@chandramanimahanta8332
@chandramanimahanta8332 7 дней назад
ଓଡ଼ିଶାରେ ସ୍ବାଗତ ଭିଡିଓ ଭଲ ଲାଗୁଛି ବହୁତ ବଡ଼ କଥା ତମ ଚ୍ୟାନେଲ ରୁ ଲାଉଭ୍ ରଥଯାତ୍ରା ଦେଖିବୁ ଜୟ ଜଗନ୍ନାଥ
@user-yh8jf3il8s
@user-yh8jf3il8s 6 дней назад
ସମୁଦ୍ର ମନ୍ଥନ ହେଇଥିଲା ଭାଇ ❤ ଜୟ ଜଗନ୍ନାଥ 🙏🙏welcome to ଓଡ଼ିଶା ନବ ଭାଇ😊
@user-sb9yj9im4b
@user-sb9yj9im4b 6 дней назад
ପବିତ୍ର ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🙏🙏🙏🙏🙏🙏
@surjumurmu8734
@surjumurmu8734 7 дней назад
Jagannath tumo sangore o6nti...kukuro nuhin probhu Kalia....best of luck....❤❤❤❤❤
@adivasikherwaljumid
@adivasikherwaljumid 7 дней назад
CONGRATULATIONS FOR 900K SUBSCRIBER, HOPE IT WILL BE 1M IN SHORTLY. ❤❤❤❤
@sudambadatya2574
@sudambadatya2574 7 дней назад
Congratulations bro you have 9 lakhs RU-vid family ❤❤❤🎉🎉🎉🎉🎉
@sudambadatya2574
@sudambadatya2574 6 дней назад
ଜୟ ଜଗନ୍ନାଥ ❤❤❤ ଭଗବାନ ତୁମର ମଙ୍ଗଳ କରନ୍ତୁ 🙏🙏🙏💗💗
@chintan_chintu_
@chintan_chintu_ 7 дней назад
ପବିତ୍ର ରଥଯାତ୍ରା ର ଅଭିନନ୍ଦନ... ଲବ ଭାଇ... ❤
@user-hl2oq8gf6g
@user-hl2oq8gf6g 7 дней назад
Laba bhai pai like gote hai jau
@prasadarnalu7940
@prasadarnalu7940 6 дней назад
ସମୁନ୍ଦ୍ର ମନ୍ଥନ
@sipanrazgangadeb
@sipanrazgangadeb 7 дней назад
ସେଇଟା ସମୁନ୍ଦ୍ର ମଥନ ଥିଲା ଭାଇ
@subashbarge7695
@subashbarge7695 6 дней назад
ହେପି ରଥ ଯାତ୍ରା 🙏🙏
@Madhaba_Dora
@Madhaba_Dora 7 дней назад
ରଥଯାତ୍ରା ର ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏 Happy Rath Yatra -2024 ଜୟ ଜଗନ୍ନାଥ 🙏 🙏
@alokbehera4660
@alokbehera4660 6 дней назад
ଭାଈ, ରଥ ଯାତ୍ରା ରେ ଆପଣଙ୍କୁ ଅଭିନନ୍ଦନ। ଜୟ ଜଗନ୍ନାଥ
@DurgaSoren-hj6yu
@DurgaSoren-hj6yu 6 дней назад
Lobo bhai ajika pori pobitro dinore tumoro 9 lakh subscribers complete heijaichi.. 🎉🎉🎉good bless u bro🎉🎉🎉
@Rkbro424
@Rkbro424 7 дней назад
ଭାଇ ପୁରୀ ରଥଯାତ୍ରା ର vlog କର ❤️ ଜୟ ଜଗନ୍ନାଥ 🙏🙏
@Madhaba_Dora
@Madhaba_Dora 7 дней назад
ପବିତ୍ର ଗୁଣ୍ଡିଚା ରଥଯାତ୍ରା ର ଶୁଭ ଅବସର ରେ ସମସ୍ତ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏❗⭕❗ ପ୍ରଭୃ ଜଗନ୍ନାଥ ସମସ୍ତ ଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ!🙏❤️
@NEWSODISHA247
@NEWSODISHA247 3 дня назад
Madhab bhai Please bhai mate support karantu
@Balya-o5b
@Balya-o5b 7 дней назад
ଜୟ ଜଗନ୍ନାଥ ଲବ ଭାଇ ❤❤ ପବିତ୍ର ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤❤
@UkStar-lx1jq
@UkStar-lx1jq 6 дней назад
Congratulations laba bhai 900k youtube family complete 🎉 like this comment 👍
@Brsrutiketivlog
@Brsrutiketivlog 7 дней назад
ସମୁଦ୍ର ମନ୍ଥନ ଦୃଶ୍ୟ ଭାଇ happy ରଥଯାତ୍ରା ଭାଇ ❤❤❤
@user-cn6wp5oq3c
@user-cn6wp5oq3c 2 дня назад
Bhai advance congratulations 🎉 for 1m sub 😊 keep going
@patrasmurmu9840
@patrasmurmu9840 7 дней назад
Congratulation laba bhai 9lakh Subscriber complete 😮😮
@deogarh_toka_madansethi_of3659
@deogarh_toka_madansethi_of3659 6 дней назад
ସମୁଦ୍ର ମନ୍ଥନ ବେଳେ ଏହି ଦୃଶ୍ୟ ❤❤❤
@surendranarayanpanda8021
@surendranarayanpanda8021 6 дней назад
ଦେବତାମାନଙ୍କର ଓ ଅସୁରମାନଙ୍କ ର ସମୁଦ୍ରର ମନ୍ଥନ ଦୃଶ୍ଯ.
@hemantabahera8047
@hemantabahera8047 7 дней назад
ଶୁଭ ସକାଳ welcome India to odisa
@mr--ag-alok--620
@mr--ag-alok--620 6 дней назад
900k ହାର୍ଦିକ ଶୁଭକାମନା ଲଭ ଦାଦା....❤🎉 ଜୟ ଜଗନ୍ନାଥ 🙌🏻
@user-le8mp6nk4r
@user-le8mp6nk4r 6 дней назад
ଲଵ ଭାଇ ଙ୍କ ପାଇଁ ଗୋଟେ ଲାଇକ୍ ହେଉ ❤❤
@SPVlogstour
@SPVlogstour 16 часов назад
ସମୁଦ୍ର ମଠନ୍ ହେଇଥିଲା Jay jagannath 🙏
@chumukieating
@chumukieating 6 дней назад
ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଜୟ ଜଗନ୍ନାଥ 🙏🙏🙏
@BhaduSinku
@BhaduSinku 6 дней назад
Congratulation 900K subscribers🎉🎉🎉
@dibakaraloneboy8223
@dibakaraloneboy8223 6 дней назад
900 k congratulation❤😊bro
@SangramKumar-wz2yl
@SangramKumar-wz2yl 6 дней назад
Mo bhai loooo....tamaar sabu video.....mate bahut..bahut bahut..bhal laguchhi
@kandamurmu2912
@kandamurmu2912 7 дней назад
1 million 🎉🎉🎉 ଅପେକ୍ଷାରେ ଲଵ ଭାଇ 🎉🎉
@user-hl2fc6si2m
@user-hl2fc6si2m 4 дня назад
1 million coming soon🎉🎉congratulation laba Bhai ❤
@hindunaik4000
@hindunaik4000 6 дней назад
Congratulations for 900k subscriber🎉
@maninirana4092
@maninirana4092 7 дней назад
ଲବ ଏଚିତ୍ର ଟି ସାଗର ମଥନ ର ଚିତ୍ର
@TukuKumar-ul5wd
@TukuKumar-ul5wd 6 дней назад
Congratulations laba bhai 900k subscriber
@akshayswain1984
@akshayswain1984 6 дней назад
Congratulations 900k. Welcome To Odisha
@dhanirambeg7820
@dhanirambeg7820 6 дней назад
ଲବ ଭାଇ ଯୁହାର ❤❤❤❤❤ଜୟ ଜଗନ୍ନାଥ ଆଉ congratulations 9 lakh subscriber 🎉🎉🎉🎉 ଆଉ ଅଳ୍ପ ବହୁତ କଷ୍ଟ ମେହେନତ ହେଲେ ପରିପୂର୍ଣ୍ଣ ହୋଇଯିବ ଆକାଶଛୁଆଁ ୧୦ ଲକ୍ଷ, ଲୋକଙ୍କ ଆଶିର୍ବାଦ ହେଉ
@badboy-vm9sp
@badboy-vm9sp 6 дней назад
Congratulations bro for 901K 🎉💐❤️
@Uktchannel
@Uktchannel 6 дней назад
ଲବ ଭାଇ ପବିତ୍ର ରାତଯାତ୍ରା ର ଅନେକ ଅନେକ ଶୁଭକାମନା ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@Jayjagannathpg1996
@Jayjagannathpg1996 6 дней назад
Jay jagannath & 900k subscribe completed congratulations 🎉
@sachingamer8673
@sachingamer8673 6 дней назад
Congratulations bhai🎉🥳👏900k subscriber❤
@pradhanpradhan335
@pradhanpradhan335 6 дней назад
ଦେବତା ଓ ଅସୁରଙ୍କ ମଧ୍ୟରେ ସମୁନ୍ଦ୍ର ମନ୍ଥନ picture
@priyankadigal5256
@priyankadigal5256 6 дней назад
God bless you bhai bohut badhiya ochi video ❤❤❤
@SusantaRout-jy5ho
@SusantaRout-jy5ho 7 дней назад
Tama paei sabu ariya dakhi hauche bhai thanks
@deogarh_toka_madansethi_of3659
@deogarh_toka_madansethi_of3659 6 дней назад
ସ୍ଵାଗତ କରୁଛି ମୁଁ ଓଡ଼ିଶା କୁ ଜୟ ଜଗନ୍ନାଥ 🎉🎉🎉
@kilogram382
@kilogram382 6 дней назад
ବହୁତ ବଢ଼ିଆ ଲାଗିଲା video ❤❤❤
@OmmKumar-px2pz
@OmmKumar-px2pz 4 дня назад
ସେଇଟା ଭାଇ ସମୁଦ୍ର ମଥନ ହେଲାବେଳେ ❤❤❤
@Sambhuodiatv
@Sambhuodiatv 2 дня назад
ଲବ ଭାଇ କେଉଁଠି ଅଛ video upload kor 😢 i miss you ❤❤❤
@SaritaSingh-nf9th
@SaritaSingh-nf9th 6 дней назад
କୁକୁର ଗୋଟେ ବାହାନା ଥିଲା, ପ୍ରକୃତ କଥା ହେଲା କାଳିଆ ଡୋରି ଲାଗିଲା.. ଜୟ ଜଗନ୍ନାଥ, ପବିତ୍ର ରଥଯାତ୍ରା ର ଶୁଭେଚ୍ଛା 💐💐💐
@pabitramohandandia274
@pabitramohandandia274 7 дней назад
ପବିତ୍ର ରଥଯାତ୍ରାର ଶୁଭକାମନା ଆଉ ଶୁଭେଚ୍ଛା ଲବ ଭାଇ ❤❤
@PrativaGajalSahilVlogs
@PrativaGajalSahilVlogs 6 дней назад
Bhai nkara 9lakh complete heigala 🎉🎉🎉🎉 congratulation laba bhai
@ramdasmurmu9830
@ramdasmurmu9830 7 дней назад
Congratulations 900k subscribers 🎉🎉🎉
@Barsha319
@Barsha319 7 дней назад
Bhai congratulations for 900k subscribers 🎉❤😊
@ssjokes858
@ssjokes858 6 дней назад
Rebies ପାଗଳ କୁକୁର କାମୁଡ଼ିଲେ ହୁଏ ❤❤😊
@MihilalSoren-qu6mt
@MihilalSoren-qu6mt 2 дня назад
Thanks for all round vlogs ❤
@bandrabuzz6638
@bandrabuzz6638 6 дней назад
Very soon you will complete 1 million subscribers love u bro laba da
@mangalsingermundari
@mangalsingermundari 5 дней назад
Welcome to odisha laba bhai🙏🙏🙏💐🌺🌹
Далее
Почему худеют от Оземпик?
00:37
Просмотров 159 тыс.
КАК ДУМАЕТЕ КТО ВЫЙГРАЕТ😂
00:29
Delivery Of My New Fortuner Legender 🔥😍
11:29
Просмотров 244 тыс.
How This Man Scammed Bollywood Actresses
21:20
Просмотров 468 тыс.