Тёмный

ଘର ଭିତରେ ଦେଇ ଯାଉଛି ଟ୍ରେନ୍ || TRAIN INSIDE A BUILDING IN CHONGQING CHINA  

ମୁଁ TRAVELLER
Подписаться 917 тыс.
Просмотров 719 тыс.
50% 1

ଘର ଭିତରେ ଦେଇ ଯାଉଛି ଟ୍ରେନ୍ || TRAIN INSIDE A BUILDING IN CHONGQING CHINA #mutraveller
#labahansda

Опубликовано:

 

16 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2,9 тыс.   
@MuTraveller
@MuTraveller Месяц назад
କାଲି ଟ୍ରେନ୍ ରେ ଭିଡିଓ ବନେଇଲି ଆଉ ଆଜି କାଞ୍ଚନ୍ ଜାଗାର ଏକ୍ସପ୍ରେସ୍ ର Accident ହେଇଗଲା ସିଲିଗୁଡିରେ ତ କିଛି ନା କିଛି ଭଲ୍ ଆଉ ତ୍ରୁଟି ତ ରହୁଛି ଆମ ଇଣ୍ଡିଆ ରେଲୱେ ଆଉ ଇଣ୍ଡିଆ ସରକାରଙ୍କ ତରଫରୁ ଏହା ଉପରେ ଆଙ୍ଗୁଳି ଉଠେଇବା ୟା ୟାବିରୋଧରେ କଥା କହିବା କଣ୍ ଭୁଲ୍ ବାହାର ଦେଶରେ ବୁଲେଟ୍ ଟ୍ରେନ୍ ଚାଲିଲାଣି ହେଲେ ତାଙ୍କ ଦେଶରେ କେତେ Accident ହଉଛି ମୁଁ ଇଣ୍ଡିଆ ସରକାରଙ୍କ ବିରୁଦ୍ଧରେ ସ୍ଵର ଉଠେଇବା କଣ୍ ଭୁଲ୍ ??? Jay Jagannath 🙏🙏
@barakudatokarinkudsg154
@barakudatokarinkudsg154 Месяц назад
👍👍👍
@user-pn6kk5dx9f
@user-pn6kk5dx9f Месяц назад
Hmm bhai satare train accident re jeun parivaar luka nka mrityu haichi se hi janithibe tanku kemiti laguchi😞ama sarkaar Abe paisa to dei debe tanka parivaar ku kintu sei luka ku auu pherei beki 😒🥺
@rakeshbehera4986
@rakeshbehera4986 Месяц назад
ବିଲକୁଲ୍ ଠିକ୍ ଭାଇ❤
@sumoytc1
@sumoytc1 Месяц назад
Kouthire record karucha vai
@jitujyotivlogs
@jitujyotivlogs Месяц назад
ଭାଇ ଠିକ୍ କହିଲ
@debasishmahapatra2145
@debasishmahapatra2145 Месяц назад
ଆପଣ ଆନ୍ତରାଷ୍ଟ୍ରୀୟ ସ୍ତରରେ ଆମ ରାଜ୍ୟ ଓ ଆମ ଭାଷାକୁ ପହଞ୍ଚାଇଛ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
@ratiknaik7149
@ratiknaik7149 Месяц назад
ବହୁତ୍ ଦୁଃଖ ଲାଗିଲା ମୋତେ ଲବ ଭାଇ ତମକୁ ଯିଏ ଖରାପ୍ କଥା କହୁଛି 🥹🥹😭😭 ଆଉ କେହିବି ଲବ ଭାଇଙ୍କୁ କରପ୍ କଥା କହିବେନାହିଁ ହେଲା ❤ 😭🥹
@Ashishkumar-uq2xf
@Ashishkumar-uq2xf Месяц назад
ଲବ ଭାଇ ତୁମକୁ ମୋର ହୃଦୟ ରୁ ପ୍ରଣାମ , ଗୋଟେ କଥା ଭାଇ ଏଠି ଯଦି ଦଶ ଜଣ ମିଶିକି ଗୋଟେ ଭୁଲ କାମ କରୁଛନ୍ତି ଲୋକ ଭାବନ୍ତି ହଁ ସେଇଟା ଠିକ ହେଇଥିବ ହେଲେ ଜଣେ ଜଦି ଗୋଟେ ଠିକ କାମ କରୁଥିବା ସମସ୍ତ ଙ୍କ ମଙ୍ଗଳ ପାଇଁ ଲୋକେ ଏଠି ତାକୁ ଭୁଲ ପ୍ରମାଣିତ କରିବାକୁ ଲାଗିପଡ଼ନ୍ତି . ଏତିକି କହିବି ଜୀବନ ଲକ୍ଷ ପଥ ରେ ସେମିତି ଆଗକୁ ଆଗକୁ ଚାଲ କାହାର ଖରାପ ମନ୍ତ୍ୟବ୍ୟ କୁ ମନ କୁ ଜମା ନିଅନି ଆମ ସମସ୍ତ ଙ୍କ ଭଲ ପାଇବା ସହିତ ମହାପ୍ରଭୁ ଙ୍କ ଆଶ୍ରିବାଦ ସବୁ ବେଳେ ଅଛି ତୁମ ଉପରେ .,ଓଡିଶା ର ଗର୍ବ ଆଉ ଗୌରବ ତୁମେ ହୁଅ ଦେଶ ର ନା କର ଏତିକି କାମନା .❤
@mayurbhanjkhadiatribes8602
@mayurbhanjkhadiatribes8602 Месяц назад
ଆପଣ ଭାରତ ଓ ଚିନ୍ ର technology ବିଷୟରେ କହିଲେ ଅନେକ ଅନେକ ଧନ୍ୟବାଦ ।
@murmudotofficialvlogs
@murmudotofficialvlogs 29 дней назад
ଭାଇ ମୋ channel କୁ subscribe କରନ୍ତୁ ମୁଁ ବି ତମ channel କୁ subscribe karibi କରିବି ନୁହେଁ already subscribe କରିସାରିଛି
@hrudanandasankhua5824
@hrudanandasankhua5824 Месяц назад
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@user-dz5sf8ce5l
@user-dz5sf8ce5l Месяц назад
Your right bro❤❤❤ bhai India re ଜାତୀ ଧର୍ମ ରେ ଭୋଟ ଦିଅନ୍ତି
@AnchorSubham1
@AnchorSubham1 Месяц назад
Bahut sundar bhai , keep it up 👍
@SashmitaGochhayat
@SashmitaGochhayat Месяц назад
Subhma Bhai 'jay jagannath '
@hariharmujanikushihelipari8892
@hariharmujanikushihelipari8892 Месяц назад
ତମ ଭିଡିଓ ମୁଁ ଦେଖେ
@user-kn6eb1hv5y
@user-kn6eb1hv5y 24 дня назад
Mubi tama video dekhe
@chumukieating
@chumukieating Месяц назад
ଓଡିଶା ନମ୍ବର 1ଟ୍ରାଭେଲ ବ୍ଲଗେର ଲବ ଭାଇ ଦିଲେସେ like ❤️❤️
@anupamanayak8568
@anupamanayak8568 Месяц назад
ଓଃ କି ଆଶ୍ଚର୍ଯ୍ୟ ଚାଇନା ।ଖୁବ୍ ସୁନ୍ଦର ଭିଡ଼ିଓ ।ଧନ୍ୟବାଦ ।
@Pradhan_bichi
@Pradhan_bichi 28 дней назад
ଧନ୍ୟବାଦ୍ ଭାଇ ଆପଣଙ୍କ ଭାଗ୍ୟ ବହୁତ୍ ବଡ଼
@PramodGuru-el7hp
@PramodGuru-el7hp Месяц назад
ଲବ ଭାଇ ବହୁତ ଭଲ ମଣିଷ ଟିଏ ଓଡିଶା ବାସୀ ଙ୍କୁ ମୋର ଏତିକି ଅନୁରୋଧ ଦୟାକରି ଲବ ଭାଇ ଙ୍କୁ ଖରାପ କମେଣ୍ଟ କରନ୍ତୁ ନାହିଁ ପ୍ଲିଜ 🙏
@Sached299
@Sached299 Месяц назад
ଆମ ଇଣ୍ଡିଆ, ଚୀନ ଠାରୁ ବହୁତ ପଛରେ l ଏଇ କଥା କୁ ସ୍ୱୀକାର କରିବାକୁ ପଡିବ l
@user-ur7ll9yu1z
@user-ur7ll9yu1z Месяц назад
Right bhai
@prasantadanta2871
@prasantadanta2871 Месяц назад
Yes
@srimatidas2490
@srimatidas2490 Месяц назад
Yes
@MandarsingGond
@MandarsingGond Месяц назад
ଭାଇରେ କି କଥା କହିଲୁ ! ସତରେ ଚାଇନା ଆମଠୁ ବହୁତ ଆଗରେ । କହିବାକୁ ଗଲେ ଆମ ଲୋକମାନେ ବହୁତ ଗାଳି କରିବେ କିନ୍ତୁ real is real
@user-pi1lc5ov3i
@user-pi1lc5ov3i Месяц назад
ପଛ ରେ ହିଁ ଆମ ଦେଶ ରହିବ କାହିଁକି ନା ଆମ ଦେଶ ସବୁବେଳେ pakistan ସହିତ competition କରେ
@judhisthiranaik2503
@judhisthiranaik2503 Месяц назад
ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, କିଏ କଣ କହିଲା ତାଙ୍କ କଥାକୁ ଗୁରୁତ୍ୱ ନ ଦେଇ ନିଜ କାର୍ଯ୍ୟରେ ଆଗେଇ ଚାଲ, ସମସ୍ତେ ପୋଜେଟିବ ମାଇଣ୍ଡର ନୁହନ୍ତି ଏଣୁ ତାଙ୍କ କଥାକୁ ନେଇ ନିଜ ମାଇଣ୍ଡକୁ ଭାରାକ୍ରାନ୍ତ କରନ୍ତୁ ନାହିଁ l 🙏ଜୟ ଜଗନ୍ନାଥ 🙏
@AkshyaAkshyakumerbadajena
@AkshyaAkshyakumerbadajena 25 дней назад
ଇଏ ଭଲ ଶିଖା ବହୁତୁ ଭଲ
@mrkshortvideo720
@mrkshortvideo720 Месяц назад
Dhruv rathee = laba bhai same category ❤ Thank you Bhai ae message ama Odisha loka mane bujhipari thibe 😊
@mayurbhanjkhadiatribes8602
@mayurbhanjkhadiatribes8602 Месяц назад
ସତରେ ଚାଇନାରେ ବହୁ ଜନସଂଖ୍ୟା ଥାଇ ବି ଏତେ developing technology ରେ ।
@dhanirambeg7820
@dhanirambeg7820 Месяц назад
❤❤❤ଲବ ଭାଇ ଯୁହାର ବହୁତ ସୁନ୍ଦର ଭିଡିଓ ବହୁତ ସୁନ୍ଦର ସିନେରି ବହୁତ ଖୁସି ଲାଗଲା ବହୁତ ସୁନ୍ଦର କଥା କହିଲ
@Brijeshmallick
@Brijeshmallick Месяц назад
ଆମେ ଏଠୀ ଜାତିଭେଦ ରୁ ବାହାରି ପାରିନୁ ବାହାରେ ଦେଶ ବିଲଡିଂ ଭିତରେ ଟ୍ରେନ ଚଳାଉଥାନ୍ତି 😂😂
@prakashpanda-811
@prakashpanda-811 21 день назад
Corruption and no education
@PadmabatiGuiya
@PadmabatiGuiya Месяц назад
China jaga bhala lagilaa 🥰🥰🥰
@anupamadas6512
@anupamadas6512 Месяц назад
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗିଲା । କୁକୁର ଭୁକି ଚାଲି ଥାଉ ହାତୀ ଚାଲିଥାଉ । ଓଡିଆ ଲୋକଙ୍କ ପ୍ରକୃତି ହିଁ ଏମିତି । ମାଡି ଚାଲ ।
@FunnyShorts-my6ni
@FunnyShorts-my6ni Месяц назад
❤❤❤❤
@AnitaMishra-il9ir
@AnitaMishra-il9ir Месяц назад
Bal
@BhimasinBaske
@BhimasinBaske Месяц назад
ଧନ୍ୟବାଦ ଲବ ଭାଇ ତୁମେ ଆମକୁ ସବୁଆଡେ ବୁଲିକି ଆମକୁ ଖବର ଦେଉଛ ସେଇଥି ପାଇଁ ଧନ୍ୟବାଦ ❤️❤️❤️❤️
@AnjanmajhiAnjanmajhi-ky6rq
@AnjanmajhiAnjanmajhi-ky6rq Месяц назад
ଲବ ଭାଇ ହୃଦୟ ସେ ଧନ୍ୟ ବାଦ
@DeepakNk-rm8bm
@DeepakNk-rm8bm Месяц назад
Loba bhai your gart ବହୁତ ଭଲ ଲାଗୁଛି ତୁମ ପାଖରେ ଜୟ ଜଗନ୍ନାଥ ଅଛତି ତୁମର କିଛି ବି ହବ ନାହି ମୁଁ ମୟୁରଭଞ୍ଜ ପିଲା ଭାଇ ମୋ ଘର ବେତନଟୀ ମୁଁ ମୟୁରଭଞ୍ଜ ପିଲା ମୋ ଭାଇ ତୁମର କିଛି ବି ହବ ନାହି ଜୟ ଜଗନ୍ନାଥ ଲବ ଭାଈ ହାପ
@n.rcreation3399
@n.rcreation3399 Месяц назад
ଲବ ଭାଇ ଏକମାତ୍ର ଲୋକ ଯିଏ କି ଅନ୍ୟ ଦେଶ ବିଦେଶ କୁ ଯାଇ ସେଠାକାର ଲୋକଙ୍କ ଚାଲିଚଳଣୀ, ଖାଦ୍ୟପେୟ, କୁ ଆମକୁ ଦେଖାଇଥାନ୍ତି ସେ ପୁଣି ଆମ ମାତୃଭାଷା ଓଡ଼ିଆ ରେ ଭିଡିଅ ବନାଇଥାନ୍ତି। ଭଗବାନ ସବୁବେଳେ ଭାଇ ଆପଣଙ୍କୁ ଭଲ‌ରେ ରଖନ୍ତୁ। ❤❤❤❤❤❤ Love from kandhamal district 😘😘😘😘😘
@chintu_creations_2003
@chintu_creations_2003 Месяц назад
ଭାଇ କମେଣ୍ଟ ରେ ହଜାରେ ଗାଳିକୁ ନ ଦେଖି ଯଦି ଗୋଟିଏ ଭଲ କମେଣ୍ଟ କୁ ଦେଖିବ ତାହାଲେ ତମକୁ Proud Feel Haba love you bro ❤
@AnitaMishra-il9ir
@AnitaMishra-il9ir Месяц назад
🎉
@mahinaik8456
@mahinaik8456 28 дней назад
Realy bhae u great
@MotilalPatra-jo7vz
@MotilalPatra-jo7vz 28 дней назад
Super bhai madichalo 👌👌👌👍👍
@Ranjita-su7rl
@Ranjita-su7rl Месяц назад
❤ଲବ ଭାଇ ଖୁସି ଲାଗିଲା ଧନ୍ଯବାଦ🙏
@gobindarana9865
@gobindarana9865 Месяц назад
ବହୁତ ଭଲ ଲବ ଭାଇ ଜେଏ ଯାହା କହୁଛି କହୁ କିନ୍ତୁ ତମେ ଆଗକୁ ମାଡି ଚାଲ ଜୟ ଜଗନ୍ନାଥ ଜୟ ମା ସମଲେଇ,🙏🙏🙏
@rameshrajputsingh7061
@rameshrajputsingh7061 26 дней назад
Bahut sundar jaga love bhi
@user-ee3dj4mz1n
@user-ee3dj4mz1n Месяц назад
Jaha bi kahuchha sabu right 👍👍👍👍
@purnapatra7011
@purnapatra7011 Месяц назад
As I am a teacher.. You are great .. ଓଡ଼ିଶାରେ କାହାର ଦମ୍ ନାହିଁ ଦେଶ ଦେଶ ବୁଲି ଏତେ information debe.. ଏଠି ପରର ଖାଇବା, ଚର୍ଚ୍ଚା, ଟାଉଟର, କୂ ଅ ର ବେଙ୍ଗ ଯାହା.. ସରକାର ଏଠି ଭିକାରୀ ବନେଇଛି ବୁଝି ପାରୁ ନାହାଁନ୍ତି...! ସ୍ୱାସ୍ଥ୍ୟ, ଶିକ୍ଷା,ଯାତାୟାତ, technology କିପରି ଉନ୍ନତି ହେବା କାହାର ଚିନ୍ତା ନାହିଁ ଏପରି ମନ ଭାବ ଯାହାର ଓଛି ସେ ଆଊ କେତେ ପୁରୁଷ ରହିବ ହିସାବ ନାହିଁ। ଏମିତି କରିଚାଲ ଲବ ଭାଇ ଆମ ପାଇଁ ତ ବହୁତ୍ ବହୁତ୍ କାମରେ ଆସୁଛି.. World ସାରା ବୁଲି world recod କର.. ଓଡ଼ିଶା ଟୋକା ନୁହେଁ ବୋକା
@user-hu7vp4kj7v
@user-hu7vp4kj7v Месяц назад
Comment is right bro
@villagekingnarensuna3483
@villagekingnarensuna3483 Месяц назад
ତୁ ଶଳା ଯଦି teacher ତାହେଲେ ମୂର୍ଖ ଆଉ କେହି ନୁହଁ ହାରମଜାଦା ତୋ comments ରୁ ଜଣା ପଡୁଛି ତୁ ଗୋଟେ ବେକାରୀ ବାରବୁଲା 😄😄😄😄
@villagekingnarensuna3483
@villagekingnarensuna3483 Месяц назад
ହାରମଜାଦା ମାଗିଆ 😄
@purnapatra7011
@purnapatra7011 Месяц назад
@@villagekingnarensuna3483 ଭାଷା କଣ କହୁଛୁ... ତ ପାଖରେ tallent ନାହିଁ ତ ଗାଣ୍ଡୀ ମରେଇ ହେଉ ନୁ। Mind your language.. ନ ହେଲେ ଆମକୁ ବି ସବୁ ଜଣା
@villagekingnarensuna3483
@villagekingnarensuna3483 Месяц назад
ତୁ ଗୋଟେ ବଦ୍ଧ ପାଗଳ ଚୋର ଶଳା 😄😄😄
@GotiMuktiAndolan_Odisha
@GotiMuktiAndolan_Odisha Месяц назад
ସ୍ନେହର ଲବ। ଛୋଟ ମନା ଲୋକେ ଦୁନିଆକୁ ଛୋଟ ନଜରରେ ଦେଖନ୍ତି। ତେଣୁ ସେମାନଙ୍କ ମତାମତରେ ତୁମଭଳି ଉଚ୍ଚମନା ଲୋକ ଆଦୌ ବିଚଳିତ ହେବନାହିଁ ବୋଲି ମୋର ବିଶ୍ବାସ। ଭିଡିଓଟି ବହୁତ ଭଲ ଲାଗିଲା। ଧନ୍ଯବାଦ
@sanatansmotivation7832
@sanatansmotivation7832 Месяц назад
Right.❤❤
@abhinandansabar5828
@abhinandansabar5828 Месяц назад
Ama deshara hindu loka mane bahut kharap bhai
@monalisahansdah33
@monalisahansdah33 Месяц назад
Pura puri thik kahichha bhai❤❤❤❤
@subas1994
@subas1994 Месяц назад
Very good sir ji ❤❤❤
@kumarnaresh1397
@kumarnaresh1397 Месяц назад
ଲୋବ ଭାଇ ଆମେ ଆପଣଙ୍କ ପାଇଁ ବହୁତ୍ ଗର୍ବିତ ଏଇଟା ଆମ ଦେଶରେ ଅନ୍ୟ ର ଚୁଗ୍ଲାମି କରିବା କାମ ସେଥି ପାଇଁ ଆମେ ଆଜି କୋଉଠି,🙏
@banmalibehra.i.organicmen
@banmalibehra.i.organicmen Месяц назад
ମେଣ୍ଢାଘିଆ ମାନଙ୍କୁ, ବଢିଆ ବଝେଈଲ, very good ଭାଇ🎉🎉🎉❤❤❤❤❤
@Bishnupriya_creations
@Bishnupriya_creations Месяц назад
ଧନ୍ୟବାଦ୍ ଲବ ଭାଇ 🙏 ଏଇ ସୁନ୍ଦର ସୃଷ୍ଟି କୁ ଦେଖିବାର ସୁଯୋଗ ମିଳିଲା ।। ଜୟ ଜଗନ୍ନାଥ 🙏🙏
@Yfreddd
@Yfreddd 18 дней назад
Bahut bhala lagila
@A1_AKSHYA
@A1_AKSHYA Месяц назад
Nice video bro 👍❤❤❤❤❤
@jagankumar5373
@jagankumar5373 Месяц назад
ଆମର ଲଭ ଭାଇ Really ହିର
@krishnachandralenka5948
@krishnachandralenka5948 Месяц назад
ବହୁତ ଭଲ ଉଦାହରଣ ଦେଇଛ ଲବ ଭାଇ last ରେ ବହୁତ ବହୁତ ଧନ୍ୟବାଦ। ଆମ ଓଡ଼ିଶା ରେ ଖାଲି ମଦ ପିଅ ଆଉ ସ୍ତ୍ରୀ ପିଲା ମାନଙ୍କୁ ମାଡ ମାର ଆଉ ବିରପଣ ଦେଖାଅ।ଏହି ସବୁଠି ରେ ସିନା ଆଘ ଅଛି କିନ୍ତୁ। development ରେ ପଛ। ଛାଡ ଲବ ଭାଇ ଯିଏ ଯାହା କହୁଛନ୍ତି କୁହନ୍ତୁ ତମେ ମାଡ଼ି ଚାଲ। ଆଘକୁ ଆମ ମାନକୁ ତ କିଛି ଜାଣିବାକୁ ବିଲୁଚି other country ବିଷୟ ରେ । ତମେ travel କରି ଚାଲ ଜୟ ଜଗନ୍ନାଥ ❤❤❤ ମୋତେ କୁହ ସେଠୀ ଲକ୍ଷ୍ମୀ ବସ ଚାଲୁଛି କି 😊😊😊
@UPSC_Sankar_Of_Bharat_Channel
@UPSC_Sankar_Of_Bharat_Channel Месяц назад
😂😂 laste
@krishnachandralenka5948
@krishnachandralenka5948 Месяц назад
@@UPSC_Sankar_Of_Bharat_Channel କଣ ଟା ଭାଇ laste ମୁ ବୁଝପାରୁନାହିଁ
@tuduofficialentertainment3915
@tuduofficialentertainment3915 Месяц назад
Right katha 👍👍👍👍👍👍👍👍👍👍👍👍👍👍👍👍👍👍
@UPSC_Sankar_Of_Bharat_Channel
@UPSC_Sankar_Of_Bharat_Channel Месяц назад
@@krishnachandralenka5948 ମୋତେ କୁହ ସେଠୀ ଲକ୍ଷ୍ମୀ ବସ ଚାଲୁଛି କି 😂
@krishnachandralenka5948
@krishnachandralenka5948 Месяц назад
@@UPSC_Sankar_Of_Bharat_Channel ଓ ଭାଇ ଲୋକ ମାନେ ପଡ଼ିକୀ ଟିକେ ହସିବେ ବୋଲି ମୁଁ ଜାଣିକି ଲେଖିଛି 🥰🥰
@Pritammohanty-qg3yj
@Pritammohanty-qg3yj Месяц назад
great man bhai love you❤❤❤❤
@dwarikanath1958
@dwarikanath1958 Месяц назад
ସମସ୍ତଙ୍କ ପାଇଁ ଶିକ୍ଷଣୀୟ ଲବ ବାବୁ।
@ShivPrasadNayak-pi3pp
@ShivPrasadNayak-pi3pp Месяц назад
ବହୁତ୍ ଶିକ୍ଷଣୀୟ ଭିଡିଓ,, ଅଶେଷ ଅଶେଷ ଧନ୍ୟବାଦ୍ ତୁମକୁ।। ଦେଶର ଜନତା ହେଉଛନ୍ତି ଅନ୍ଧ।।ଏଠି ମଠ, ମନ୍ଦିର ଆଉ ମସଜିଦ କୁ ବିକାଶ ବୋଲି ବିବେଚନା କରାଯାଏ।।
@OPexerciseschannelkingi143
@OPexerciseschannelkingi143 Месяц назад
Right
@rkdsingh123
@rkdsingh123 Месяц назад
ମୟୂରଭଞ୍ଜ ମାଟି ଗ୍ରବ ଲବ ଭାଇ💐💐💐💐💐
@murmudotofficialvlogs
@murmudotofficialvlogs 29 дней назад
Already subscribe କରିସାରିଲୁଣି
@basanta_art_9800
@basanta_art_9800 Месяц назад
You are great laba bhai❤❤❤
@babulasabar3034
@babulasabar3034 6 дней назад
ସତରେ ଭାଇ ବହୁତ ସୁନ୍ଦର ଦେଖା ଯାଉଛି
@klbro3dboy766
@klbro3dboy766 Месяц назад
ଯିଏ ଆଗରେ ମାଡ଼ିଯାଉଛି.. ଲୋକ ତାଙ୍କ ପଛରେ ଗୋଡ଼ ଧରି ଠାଣିବା ପାଇଁ ମନରେ ଓହଙ୍କାର ସୃଷ୍ଟି କରନ୍ତି || ଆପଣ ଆଗରେ ମାଡ଼ି ଚାଲନ୍ତୁ ଭାଇ || ଯିଏ ଯାହା କହନ୍ତୁ ଲୋକ କହିବେ ହିଁ ଭାଇ || YOU ARE GREAT BRO || I SALUT YOU BROTHER 🫡🫡. LOVE ❤️ FROM KORAPUT DISTRICT. YOU GO AHEAD. GOD BLESS YOU BROTHER. ALWAYS KEEP SMILING AND STAY HAPPY. ❤️😘🌍🌎
@LaxmipriyaSoren-et8jc
@LaxmipriyaSoren-et8jc Месяц назад
Right answer bro
@tapanmarndi2787
@tapanmarndi2787 Месяц назад
ସତ କଥା କହି ଥିବାରୁ ଲବ ଭାଇଙ୍କୁ ହୃଦୟରୁ ଧନ୍ୟବାଦ୍। ଲୋକ କୁହନ୍ତି ମେରା ଭାରତ ମହାନ୍ କିନ୍ତୁ ଏ ସବୁ 100%ରୁ 60/70%ଭାରତ ମହାନ୍। ଜୟ hind। ମହାନତା ଏଥି ପାଇଁ କମ୍ ହୋଇଅଛି technology ନ ହେଲେବି ବୁଦ୍ଧିରେ ମଧ୍ୟ କିଛି କାମ କରାଯାଇ ପାରିବ।
@Odiaclasic
@Odiaclasic Месяц назад
ଜଣା ପଡୁନି ଆପଣ ଜଣେ ମୂର୍ଖ ବୋଲି କିନ୍ତୁ ଆପଣଙ୍କ ଭାଷା ସେୟା ପ୍ରମାଣ କରୁଛି l ଯଦି ଗୋଟେ ଦେଶ ଟେକ୍ନୋଲୋଜି ରେ ଉନ୍ନତ ନୁହେଁ ତେବେ କଣ ସେ ଦେଶ ମହାନ ନୁହେଁ l ଭାରତ ମହାନ ଥିଲା ଆଉ ମହାନ ଅଛି ଆଉ ମହାନ ରହିଥିବ
@user-ko4ve6bu5o
@user-ko4ve6bu5o Месяц назад
​@@Odiaclasic😂😂😂😂
@tapanmarndi2787
@tapanmarndi2787 Месяц назад
@@Odiaclasic ମହାନତା କୁ ନେଇ କ୍ଷମା କରିବେ,ହଁ ମୁଁ ମୁର୍ଖ। ଏଥିରେ ବି କିସାନ୍ ପାଇଁ କମ୍ ହୋଇଅଛି। ଓଡ଼ିଶା ରୁ ଆମେ କେତେ ଉପକୃତ ଅଛୁ। technology ରେ କମ୍ କିନ୍ତୁ ଅଲଗା ବାଟରେ ବି ଆମକୁ ସୁବିଧା ଦେଇ ପାରନ୍ତା ସରକାର । ଦାଦନ ପାଇଁ ଅଲଗା ରାଜ୍ୟକୁ ଯିବାକୁ ପଡ଼ିବନି। କମ୍ପାନୀ ଯାହାଥିଲା ସେଥିରେ ଲୋକ ପରିବାର ଚଳୁ ଥିଲେ। ସେଇଟା ବି ବନ୍ଦ , ଚାଷ କଥା ପାଣି ସୁବିଧା ନାହିଁ କରିବେ କଣ। ଏଥର, ପିଆଜ,40, ବାଇଗଣ,60, ଏମିତିଆଳୁ 30,kalara 80, ସବୁ 100ମୁହାଁ ହେଲାଣି। ବାହାର ରାଜ୍ୟ ଲୋକ ଲୁଟି ଖାଉ ଛନ୍ତି। ଓଡ଼ିଶା ରେ କେବଳ o oo ଓ। କ୍ଷମା କରିବେ ଭାଇ ଆପଣଙ୍କର ପାଠ ।
@PRATAPKUMARDIP-tr6bh
@PRATAPKUMARDIP-tr6bh 21 день назад
Bahut sundar kahila vai verry verry thank you bro
@SashiBhushanHembram
@SashiBhushanHembram Месяц назад
Labo Bhai Very Good Advice
@kumarajayofficial
@kumarajayofficial Месяц назад
ଅନ୍ୟ ଦେଶ ବିଦେଶର Technology, Development ଦେଖି ଶିଖି ବାର ଅଛି ବହୁତ ବହୁତ Very very Important IAS OAS ପରୀକ୍ଷା ରେ ପ୍ରଶ୍ନର ଆସୁଛି ଭାଇ About India vs Chaina Different, India vs Japan Different Technology Development, ଲବ ଭାଇ ଯେ ଜାହା କହୁଛି କହୁ ଯେ କହୁଛି, ସେ ମୁର୍ଖ ମାତାଲି ହୋଇଥିବ, ଆପଣଙ୍କ ଭିଡ଼ିଓ ବହୁତ ବହୁତ Very very Important , 💔💔💔💔💔💔💔♥️♥️♥️♥️♥️🌶️🌶️🌶️🌶️💔💔🍅🍅🍅🍅💔👍👍👌👌👍👍👍
@mstatuscreation784
@mstatuscreation784 Месяц назад
Mu b dine ai episode pain coment korithili finaly aji asigola thank u Laba dada ❤❤
@junglesafariandalll6140
@junglesafariandalll6140 Месяц назад
Laba Bhai jindabad
@arsumurmu4381
@arsumurmu4381 Месяц назад
Labo bhai u r right 👍👍👍👍👍
@sgkoraputiaofficial
@sgkoraputiaofficial Месяц назад
ଭାଇ ଆପଣ ବହୁତ୍ ଭଲ କରୁଛନ୍ତି , ଆମକୁ ଶିକ୍ଷା ମିଳୁଛି...ଦିଲ ସେ like
@rojalinmohanty8060
@rojalinmohanty8060 Месяц назад
ଜାପାନ ଅନୁଭୂତି ସାହିତ୍ୟ ରେ ଗୋଟେ ବିଷୟ ଅଛି, ବହୁତ ଭଲ ଲାଗେ କେତେ ନୀତି ନିଅମରେ ଚାଲନ୍ତି, ଆମେ ଜାପାନ ଦେଶ ର ଚାଲି ଚଳଣି ଦେଖି ବାକୁ ଚାହୁଁଚୁ 😍😍
@KarunaSahu-iu9ep
@KarunaSahu-iu9ep 29 дней назад
Very good india laba bhai in odisha ❤
@nityanandasarabbrahmapur1708
@nityanandasarabbrahmapur1708 Месяц назад
Bhai, keep it up
@BiraMajhi-tp7gf
@BiraMajhi-tp7gf Месяц назад
ଲବ ଭାଇ କୁ କିଏ କିଏ sopart କରିବ like କର
@sachinhans7541
@sachinhans7541 Месяц назад
No
@NG_SEMMY
@NG_SEMMY Месяц назад
Bhai first re tu school ja 😂
@gstghost2043
@gstghost2043 Месяц назад
English ଥାଉ । ତୁମେ ଭାଇ ନିଜ ମାତୃଭାଷା ରେ ହି କୁହ, ଯାହାର ଭାଷା ମହାନ୍ ସେ ମହାନ୍...
@XEROXNonstop
@XEROXNonstop Месяц назад
@@gstghost2043 thik ✅
@mr_pinku_official3833
@mr_pinku_official3833 Месяц назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-jQJy6RlzKzM.htmlsi=sFhNTrvYCMKR8Rm2
@sr.OdiaToka
@sr.OdiaToka Месяц назад
ଭାଇ ସତ କହିଲେ ଆପଣ... ଇଣ୍ଡିଆ ଲେକେ ବୁଝି ତିନି... ଆପଣ କହିବା କଥା କହିଲେ...ସବୁ ରାଇଟି ସେତିପାଇଁ ଆପଣଙ୍କ ଧନ୍ୟବାଦ 🙏 ❤️ ⭕‼️⭕ 💞👏
@PinkyOram-wn8us
@PinkyOram-wn8us 15 дней назад
Bhai tomor bidio bohut bohut Sundar Lage
@user-ch6pu3jh5u
@user-ch6pu3jh5u 12 дней назад
Bahut sundar baniechi Bhai video 😊😅
@NandakiswarMallick
@NandakiswarMallick Месяц назад
ଜୟ ଶ୍ରୀ ରାମ ଲବ ବେଟା ଯାହା କରୁଛ ଦେଖାଉଛ ବହୁତ ବହୁତ ଭଲ ବହୁତ ସୁନ୍ଦର ଯାହା କହୁଛ ଯଥାର୍ଥ ଧନ୍ଯବାଦ❤❤❤❤❤❤❤❤❤❤❤
@AmarBhatra-of1xf
@AmarBhatra-of1xf Месяц назад
Bhalo Ram puni dharma ku anilo
@prasantbehera7711
@prasantbehera7711 Месяц назад
କିଏ କଣ ବାଳ କଥା କହୁଛି ଭାଇ ଶୁଣନି ଆଗକୁ ମାଡି ଚାଲ ଆଉ ଆମକୁ ଆଲଗା ଦେଶର ନୂଆ ଜିନିଷ ଦେଖାଅ ଭାଇ ଲବ ଭାଇ take care
@pineshraita2285
@pineshraita2285 Месяц назад
China country bahuth developed vaii kash ama country b ete developed heithanta
@BharatiSabar-tz9tv
@BharatiSabar-tz9tv 25 дней назад
Bahut sundar laghuchi bhai chaina bali jagha ku
@KrishnakripaDas-xp1tg
@KrishnakripaDas-xp1tg Месяц назад
ଲଭ ଭାଇ ବହୁତ ଖୁସି ଲାଗିଲା ଧନ୍ଯବାଦ ନମସ୍କାର,
@Sibaram12370
@Sibaram12370 Месяц назад
ଧନ୍ଯ ବାଦ ଭାଇ ଚାଇନା କୁ ଯାଇ ଭିଡିଓ କରିଥିବାରୁ ଆମ ଭାରତରେ ତୁମ ଭିଡ଼ିଓ ପହଞ୍ଚିବା ମାତ୍ରେ ସମସ୍ତେ ଦେଖିବାକୁ ମିଳେ❤❤❤❤👍☝
@susantluckycraft820
@susantluckycraft820 26 дней назад
Bahut sundar video bhai
@sanjitkumarjena3510
@sanjitkumarjena3510 Месяц назад
ବହୁତ ସୁନ୍ଦର ହେଇଛି ତମ video
@SHISAMALNETAM
@SHISAMALNETAM Месяц назад
ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖିବାକୁ ମିଳିଛି ଲବ ଭାଇ ❤❤❤
@MakarBhatra-st9gv
@MakarBhatra-st9gv Месяц назад
ଚାଇନା country ର ପାହାଡିଆ ଗାଁର view video banao Bhai ❤❤❤❤❤
@pkgamingdjbabu8860
@pkgamingdjbabu8860 Месяц назад
Hn mo bhai
@Saroja-q7p
@Saroja-q7p 23 дня назад
nice work to say right words
@SanjayPada-mp1zh
@SanjayPada-mp1zh 29 дней назад
India is best 🎉❤
@puspalatamajhi9832
@puspalatamajhi9832 Месяц назад
ମୟୂରଭଞ୍ଜ ରୁ ଜୁହାର ଭାଇ
@murmubgmcreation1157
@murmubgmcreation1157 28 дней назад
Tumo number ta dio
@sundarmohanmarndi7979
@sundarmohanmarndi7979 Месяц назад
ବହୁତ ସୁନ୍ଦର ହେଇଛି ଏହି ଭିଡିଓ ❤❤❤❤
@Khiramani-1997
@Khiramani-1997 27 дней назад
Brother thank u so much I'm a village girl...Mora district Bina outside dunia dekhini Ur videos seeing enjoy karuchi. Train re my nije gala bhali lagila😂😂😂
@geetanjalimajhi-dm7op
@geetanjalimajhi-dm7op Месяц назад
Bilkul right katha kahuchha bhai
@durjyasanta8223
@durjyasanta8223 Месяц назад
Bahut bhala Katha kahicha Bhai nice video 👍👍👍
@XEROXNonstop
@XEROXNonstop Месяц назад
I admire LABA Bhai bcoz ❤ 1.He never did any promotion for money 2.He always try to educate odias through vlogs. 3.He didn't upload regular videos in HINDI which can benefited him with millions of views 😀 Hats off broo ❤❤
@desitokavlog3579
@desitokavlog3579 Месяц назад
ଲବ ଭାଇ କାମ କରିଚାଲ ❤❤❤
@brajaswain1890
@brajaswain1890 Месяц назад
ଲବ ଭାଇ ମୋର ଗୋଟିଏ ଅନୁରୋଧ ଆମ ଭାରତରେ ବହୁତ କିଛି ଠାକୁର ଙ୍କର ପ୍ରଭୁ ରାମଚନ୍ଦ୍ର ଆଉ Sri Krishna ଅଛି ବହୁତ୍ କିଛି ଅଛି ଟିକେ ଭିଡିଓ ରେ ଦେଖାନ୍ତୁ please bhai india ra vlogs karntu ମୋର ଏତିକି ଅନୁରୋଧ Jay Jagannath 🙏🏽🙏🏽🙏🏽🙏🏽
@rameshchandra9691
@rameshchandra9691 Месяц назад
ଶୁଭ ସକାଳ
@mrtapu597
@mrtapu597 Месяц назад
Bhai gote katha kahuchi 😮 ନାନା ମୁନି ଙ୍କ ନାନା ମତ 😮 ପାଞ୍ଚ ଲୋକ ପାଞ୍ଚ କଥା କହିବେ ❤ ତମେ କାହା କଥା ନ ଶୁଣି ନିଜ ଲକ୍ଷ ରଖି ଆଗକୁ କାମ କରି ଚାଲ 🎉 ଜୟ ଜଗନ୍ନାଥ ଭାଇ
@pratyushkumarmohanta8147
@pratyushkumarmohanta8147 11 дней назад
Bahut sundar bhai
@babulipatamajhi7474
@babulipatamajhi7474 Месяц назад
China bahut sundar desa so beautiful ❤️❤️❤️
@pracheeart4262
@pracheeart4262 Месяц назад
👍🏻ତୁମେ ତୁମ କାମ କର, କମେନ୍ଟ ରୁ କିଛି ମିଳିବନି 👍🏻👍🏻👍🏻
@pracheeart4262
@pracheeart4262 Месяц назад
🙏🏻
@stcreationsusuatoka2413
@stcreationsusuatoka2413 Месяц назад
ଭାଇ ତୁମେ ଆଉ ତୁମ ର ସୁନ୍ଦର ଓଡ଼ିଆ ଭାଷା ବହୁତ ଭଲ ଲାଗିଲା ସବୁବେଳେ ଖୁସିରେ ରୁହ ❤️❤️❤️❤️❤️❤️🎉🎉
@ktm-rider-keshab671
@ktm-rider-keshab671 Месяц назад
Madichalo ❤❤❤❤
@Sanju18888
@Sanju18888 Месяц назад
Mote bhala Lage vidio
@rabinarayandehury5644
@rabinarayandehury5644 Месяц назад
ଆପଣ ଜାପାନ ଦେଶରେ ,hongkong, Switzerland Ghana main mar ଦେଶ ବୁଲି ସବୁ କଥା ଦେଖାଇଲେ ଭଲ ହେବ, ଆପଣଙ୍କ ସାଧୁ ଉଦ୍ୟମ ପାଇଁ ଅଭିନନ୍ଦନ ଜୟ ଜଗନ୍ନାଥ
@ajitkumardash1673
@ajitkumardash1673 Месяц назад
ଆରେ ଭାଈ ଆମରଣ ଏଠିକାର ସରକାର ଆଉ ନେତା ସବୁ ଠାରୁ ମିଛୁଆ ଚୋର କା‌ହାକୁ କହିବା ଦରକାର ନାହି ଜୟ ଜଗନ୍ନାଥ
@nileshsial7288
@nileshsial7288 25 дней назад
ଭାଇ ତମେ କାହା କଥା ଶୁଣନି, ତମେ ପୃଥିବୀର ସବୁ ଯାଗା ବୁଲିକି ଆମକୁ ଦେଖାଅ, ମୋ ଘର ବାଲେଶ୍ବର 👍👍👍
@priyankamajhi5181
@priyankamajhi5181 Месяц назад
Great laba Bhai ❤❤❤❤❤❤
@Akash_vlogerganjam
@Akash_vlogerganjam Месяц назад
Laba bhai tame emiti video banei chala super heichi video
@masihaaradhana401
@masihaaradhana401 29 дней назад
Bahut badhia bhai❤
@MalatiMajhee
@MalatiMajhee Месяц назад
Bahut interesting 🎉🎉🎉🎉
@sunilcreation02
@sunilcreation02 Месяц назад
ଲବ ଭାଇ ତୁମେ ସଠିକ ରାସ୍ତା ରେ ଚାଲୁଛ ମାଡି ଚାଲ support ସବୁ ବେଳେ ଅଛି
Далее
ПОЮ НАРОДНЫЕ ПЕСНИ🪗
3:19:41
Просмотров 1,9 млн