Тёмный
No video :(

ଧର୍ମ ଭଉଣି ପ୍ରୀତି ପାଇଁ ଅଡ଼ୁଆରେ ପାଣ୍ଡିଆନ, ବବିଙ୍କୁ ବାନ୍ଧିବ ଭିଜିଲାନ୍ସ! /ତେରଛା ବାଣ | 

Terachha Baana
Подписаться 36 тыс.
Просмотров 38 тыс.
50% 1

Join this channel to get access to perks:
/ @terachhabaana

Опубликовано:

 

20 авг 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 87   
@ajitkumarpanda6388
@ajitkumarpanda6388 Месяц назад
ଭୁବନେଶ୍ୱର ରେ ଥିବା ସବୁ ପୋଲିସ ଅଫିସର ମାନଙ୍କୁ ବଦଳି କରି ଅନ୍ୟ ଜିଲ୍ଲା ରୁ ପୋଲିସ ମାନଙ୍କୁ ଆଣି ପୋଷ୍ଟିଂ କଲେ କଣ ଆଇନ୍ ଶୃଙ୍ଖଳା ଠିକ୍ ରହିବନି,,,ସରକାର କାହିଁକି ନୀରବ ବସିଛନ୍ତି,,,,,କିଛି ତ କରନ୍ତୁ,,,,
@GaneshJena-mr1hf
@GaneshJena-mr1hf Месяц назад
କିଛି ହେବନି ଆପଣ ଏମିତି କହୁ ଥିବେ ଆପଣ । କାରଣ ପାଣ୍ଡିଆ ର ରକ୍ଷା କର୍ତ୍ତା ହେଉ ଛନ୍ତି BJP ଓ BJD ଦୟାରୁ ରାଜ୍ୟ ସଭାକୁ ଯାଇଥିବା ଶ୍ରୀ ଅଶୀନ ବୈଷ୍ଣବ।
@snbarik4710
@snbarik4710 Месяц назад
outstanding analysis Bipin Babu. You are absolutely correct. The Govt. should take action gradually against corrupted officers.
@thirdeye9492
@thirdeye9492 Месяц назад
ଯେତେ ଚୋର ଖଣ୍ଟ ଡାକୁ ଦ୍ୱାଚୋର ବି ଜେ ଡି ଦଳର କାର୍ପାଟଦାର 😢
@sanjayadas7539
@sanjayadas7539 Месяц назад
ସାର ସବୁ ଦୁର୍ନୀତି ଆପଣ ଲୋକ ଲୋଚନକୁ ଆଣୁଛନ୍ତି। ଯଦି ଵ୍ଳାକରୋଜ ବିଷୟରେ କିଛି ତଥ୍ୟ ଥାଏ ତାହେଲେ ଲୋକ ଲୋଚନକୁ ଆଣନ୍ତୁ।
@litunahati1447
@litunahati1447 Месяц назад
ଏ କଥା କଣ cm ସାର୍ ଜାଣି ନାହାନ୍ତି
@user-um7gb1ol1z
@user-um7gb1ol1z Месяц назад
Thanks to Terechha Bana for your voice raising and highlighting the issues for sensitisation of people. Please continue this will keep positive impact no doubt. Ganeswar Rout
@bansidharpanda9054
@bansidharpanda9054 Месяц назад
ବର୍ତ୍ତମାନ ଜବରଦଖଲ ଉଚ୍ଛେଦ ପାଇଁ ଯେଉଁ ଆଇନ ପ୍ରଣୟନ କରିଛନ୍ତି ସେ ବିଷୟରେ ତର୍ଜମା କରିବା ପାଇଁ ଅନୁରୋଧ ।
@alokaranjandash9853
@alokaranjandash9853 Месяц назад
Absolutely right
@pratapchandrasamal2396
@pratapchandrasamal2396 Месяц назад
ବର୍ତମାନ ନୂଆ ଆଇନ ଏପରି ହେଇଛି ଯେ ଜଣେ ସାଧାରଣ ଲୋକ ସାମାନ୍ୟ FIR ଟିଏ ବି ଦେଇ ପାରିବନି। ପୋଲିସ ହାତରେ ଏତେ କ୍ଷମତା ଅଛି ସେମାନେ ଯାହାକୁ ନାହିଁ ତାହାକୁ ଯେତେବେଳେ ଯେମିତି ଚାହିଁଲେ ହାଜତ ରେ ଭର୍ତ୍ତି କରିଦେବେ। ୟେ ସାମ୍ବାଦିକ ଗୁଡା ନୂଆ ଆଇନ ବିଷୟରେ ଆଲୋଚନା ନକରି ଫାଲତୁ କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି।
@prafulasingh2267
@prafulasingh2267 Месяц назад
ଏମାନଙ୍କ ବିରୁଦ୍ଧରେ ଗୁଡ଼ାଏ ପ୍ରମାଣ ଥାଇ ମଧ୍ୟ କାହିଁକି ପ୍ରଶାସନ ଏକ୍ସନ ନେଉନାହିଁ , ଏହାଙ୍କୁ କିଏ ଘଣ୍ଟ ଘୋଡ଼ାଇ ରଖିଛନ୍ତି ?
@prasantpradhan3925
@prasantpradhan3925 Месяц назад
ୟେ କଥା କଣ CM ଜାଣି ନାହାନ୍ତି ...
@biranchinarayanmohanty4699
@biranchinarayanmohanty4699 Месяц назад
ନା ଭାଇ ଆଙ୍କର ବିଜେପିର ମାଲିକ ମାନଙ୍କ ସହ ସଂର୍ପକ ଭଲ ସେବି ଭାଗ ନେଇଛନ୍ତି ତେଣୁ କିଛି ହେବନି
@user-yw8vq3fb5v
@user-yw8vq3fb5v Месяц назад
କିଛି ହେବନି । ମୋହନ ମାଝି ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ ହୋଇ ରହିବେ। କେନ୍ଦ୍ର ଇସାରାରେ ଶାସନ ଚାଲିବ । ଯେତେସବୁ ଅନିୟମିତତା ସେସବୁକୁ କେନ୍ଦ୍ର ଦେଖି ନଦେଖିଲା ପରି ଆଖିବୁଜି ଦେବାର ରହସ୍ଯ ନବୁଝିବାଟା ବୋକାମି ନିଶ୍ଚିତ। ଓଡ଼ିଶାକୁ କେବଳ ଭଗବାନ ଭରସା ।
@himansupadhy9389
@himansupadhy9389 Месяц назад
ଭଲ ଭାବରେ ଅନୁଧ୍ୟାନ, ପରୀକ୍ଷା, ନିରୀକ୍ଷକ ନ କାରି ସୁଧାଂଶୁ ଙ୍କର ନାମରେ ଯେଉଁ ସଂଗୀନ ଦଫା ଲଗାଇ ଜେଲ ପଠାଇଥିଲେ, ଓ ଶେଷରେ ଏହା ଏକ ମିଛ ମାଙ୍କଡ଼ମା ବୋଲି ଉଚ୍ଚାଟମ ନ୍ୟାଳୟ ନିଜର ନ୍ୟାୟ ରେ ଶୁଣାଇଲ, ତେବେ ସରକାର ଓ ଗୃହ ବିଭାଗ ନିହାତୀ ଏ ହି ପରି ଦୁର୍ନୀତି ପ୍ରଭୁତି ରେ ଉବୁ ଟୂବୁ ପୋଲିସ ଙ୍କୁ ନିହାତୀ ଜେଲ ଦାଣ୍ଡରେ ଦଣ୍ଡିତ କରିବା ସହ 60 ଦିନ ର ଦରମା ବଂଡ ହେବା ଉଚିତ. ତେବେ ନିୟମ ଓ ସମ୍ଭିଧାନ ରେ ଦିଆ ଯାଇଥିବା ଅଧିକାର ଓ କର୍ତବ୍ୟ ଠିକ ଭାବେ ଅନୁ ପାଳନ ହେବ ବୋଲି ଦୃଢ biswasa
@khirodkumarpanda4763
@khirodkumarpanda4763 Месяц назад
ଖୁବ୍ ଶିଘ୍ର ବଡ଼ ବଡ଼ ନେତା ଅଫିସର ବନ୍ଧା ହେବେ
@padmanavsahoo8432
@padmanavsahoo8432 Месяц назад
Right
@upendranathswain2022
@upendranathswain2022 Месяц назад
Excellent analysis.
@harekrushnabehera3138
@harekrushnabehera3138 Месяц назад
ଆମ ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସ୍ପଷ୍ଟୀକରଣ ଓଡ଼ିଶାବାସୀଙ୍କୁ ଦିଅନ୍ତୁ ।
@SuramaDash-gz6yx
@SuramaDash-gz6yx Месяц назад
ଡେରି କାହିଁକି ଶୁଭସ୍ୟ ଶୀଘ୍ରମ
@Narmada-s3y
@Narmada-s3y Месяц назад
ଭୈରବ ବେହେନ୍ କାରୁବାକୀ ସାମ୍ରାଜ୍ଯର ପତନ ନିଶ୍ଚିତ😮😮
@nabakishoresahoo5712
@nabakishoresahoo5712 Месяц назад
ବର୍ତମାନର ନୂତନ ସରକାର ସେଭଳି କିଛି action ନେବାପରି ଲାଗୁନି l
@matrukrupa2024
@matrukrupa2024 Месяц назад
ଜଙ୍ଗଲ ଗୋଚର ଶ୍ମଶାନ ଗୋହିରୀ ଗୋଦଣ୍ଡା ଜଳାଶୟ ପାଟ ପାହାଡ଼ ବଗଚରା ଆଦି ଦେବାଳୟ ଜମି ସବୁ କେମିତି ପଟ୍ଟା ହୋଇ କାହା ଆୟତନ ରେ ଅଛି। ଏହା ତଦନ୍ତ ସାଖେପ ।
@bikashchandrabehera4165
@bikashchandrabehera4165 Месяц назад
Black rose jAhaja bisayare CBI ki kebe hasta ntara Kariba BJP Sarkar.
@rabindrapanda5936
@rabindrapanda5936 Месяц назад
Jayjagannath
@user-yo7mt8ye9c
@user-yo7mt8ye9c Месяц назад
ବିପିନ୍ ବାବୁ ଦୟାକରି ମୂଖ୍ୟମନ୍ତ୍ରୀ କଳାକାର ଭତ୍ତା ଯୋଜନା ରେ ଆସୁଥିବା ଟଙ୍କା କାହିଁକି ବନ୍ଦ ହୋଇଛି,କହିବେ।
@matrukrupa2024
@matrukrupa2024 Месяц назад
ଅନେକ ନେତା ନେତ୍ରୀ ପ୍ରତି ପତି ଙ୍କ ଜମି ଠୂଳ ପ୍ଲଟ ପରେ ପ୍ଲଟ କିଣି ବହୁ ସ୍ଥାନରେ ରଖିଛନ୍ତି। ହେଲେ ଗରିବ ଙ୍କ ସ୍ଥାନ କେଉଁଠି?
@alokaranjandash9853
@alokaranjandash9853 Месяц назад
ଏତ ବାକି ଅଛି କାଲିର ନିଶା
@sadanandasahoo3707
@sadanandasahoo3707 Месяц назад
ଝାରପଡା ଯାଇ ଦେଖିଛନ୍ତି? ମନଗଢା କାହାଣୀ ଶୁଣାଇଛନ୍ତି।‌ ଯଦି ପ୍ରମାଣ ଅଛି ଦେଖାନ୍ତୁ। ସରକାର କାହିଁକି ଭିଜିଲାନ୍ସ କି cbi କୁ ଦେଉନାହାନ୍ତି? ଯଦି ସରକାର ଦେଉନାହାନ୍ତି, ଆପଣମାନେ ଗପ କହୁଛନ୍ତି, trp ପାଇଁ
@prafulasingh2267
@prafulasingh2267 Месяц назад
ତୁରନ୍ତ ତାମିଲ ଖଣି ମାଫିଆଙ୍କ ଖଣିଲିଜ୍ ଖାରଜ କରାଯାଉ
@gajendranathjena356
@gajendranathjena356 Месяц назад
ମୋହନ ସରକାର CBI ଦ୍ୱାରା ବିଜେଡି ନେତାଙ୍କ କଳାକାରନାମା ଏବଂ ପ୍ରସାଶନିକ ଅଧିକାରୀ ଙ୍କ ଦୃର୍ନିତି କୁ ଗୋଟିଗୋଟି ଆଗ ଧରି ଜେଲ ପଠାଅ ଅଫିସର ବଦଳି ଯଥେଷ୍ଟ ନୁହଁ ଦଣ୍ଡ ଦରକାର ସରକାରୀ ଓକିଲ ପ୍ରଥମେ ଚ଼ୟନ କରି କାର୍ଯ୍ୟରେ ନିଯୋକ୍ତି ନେତା ଅଫିସରକୁ ଜେଲ ନବିନ କୁ ମଧ୍ୟ ଏବେ ଚାବିକାଠି ପାଇଁ ନବିନ ମୁହଁରେ ବିଣ୍ଡା ନେଇଛି କିଏ ପାଣିଆ ନବିନ ବବୀ ଧୃବ ଏଲିନା ଏବଂ ଦାଗୀ ବିଜେଡି ନେତାଙ୍କୁ ଜେଲ ପଠାଅ ପ୍ରଥମ କାମମୋହନସରକାର ସାରା ବିଜେପି ସରକାର ଧର୍ମେନ୍ଦ୍ର ସହ ଯୋରନବିନାଙ୍କୁ ଟାର୍ଗେଟ କରଦିଦଲପଠାଯ
@FudanHandah
@FudanHandah Месяц назад
Desobasita,sabujanisarile,auderikahinki,Durniti,bhastacharinkudondafeiparunahant,sarkar❤
@manojkumarsaint7803
@manojkumarsaint7803 Месяц назад
Jay Shree Ram ❤❤❤
@manaswinisahoo6357
@manaswinisahoo6357 Месяц назад
ସବୁ କଳା କାରନାମା ବବି ର ଦବି ଯିବ କି ? ନୂଆ ନୂଆ ସମୟର ନୂଆ ନୂଆ ଖବରରେ
@user-es3fn9dc5u
@user-es3fn9dc5u Месяц назад
ମୋହନ୍ ସରକାର କିଛି କରି ପାରିବେନି କି କରିବେନି କାରଣ ମୋହନ ମାଝୀ ଚନ୍ଦ୍ର ବାବୁ ନାଇଡ଼ୁ ନୁହନ୍ତି।ଚନ୍ଦ୍ର ବାବୁ ନାଇଡ଼ୁ ଙ୍କ ଭଳିଆ ମୋହନ ମାଝୀ ନିଜେ କିଛି ନିଷ୍ପତ୍ତି ନେଇ ପାରୁ ନାହାନ୍ତି ଯାହା ଫଳରେ ବିଜେଡି ଦଳ ର ସବୁ ଦୁର୍ନୀତିଗ୍ରସ୍ତ ନେତା ଓ ମନ୍ତ୍ରୀ ଏବେ ବି ନିର୍ଭୟରେ ବିଚରଣ କରୁଛନ୍ତି। ଏହା ଓଡିଶା ବାସୀଙ୍କ ଦୁର୍ଭାଗ୍ୟ ମାତ୍ର। ଓଡିଶାରେ ସରକାର ସିନା ପରିବର୍ତ୍ତନ ହେଇଗଲା କିନ୍ତୁ ଓଡିଶା ର ଭାଗ୍ୟର ପରିବର୍ତ୍ତନ ହେଇପାରିଲାନି, ବୋଧହୁଏ ହେଇପାରିବନି।
@user-iz3kq6xp1g
@user-iz3kq6xp1g Месяц назад
ଆଗକୁ କିଛି ହେବନି ମୁଁ ଚ୍ୟାଲେଞ୍ଜ କରୁଛି
@purnachandranaak720
@purnachandranaak720 24 дня назад
CBI is agent of Odisha bjp.
@Narmada-s3y
@Narmada-s3y Месяц назад
କରୁଥିକାଂକ ନୟା ଅବତାର କାରୁବାକୀ 😮
@dhaneswardas7823
@dhaneswardas7823 Месяц назад
ଯଦି କରିବାର ଅଛି କର ଓ କାର୍ଯ୍ୟାନୁଷ୍ଠାନ ନେବା କଥା ସରକାର ନେଉ।
@dpmishra2850
@dpmishra2850 Месяц назад
Kichi habani ....bjp ku paise dei sabu bjd chora sadhu heijibe,,,mark my words,nothing will happen to corrupt bjd guys....
@dpmishra2850
@dpmishra2850 Месяц назад
Pandian dine one third bjp mla nku kinianiba o bjd puni power ku asi pare
@nishakarnayak683
@nishakarnayak683 Месяц назад
atiseghra karjyakari heu
@krushnasahoo155
@krushnasahoo155 Месяц назад
କାରୁଵାକିର ଵଶଧର କାରଥାକି
@puspamohapatra7413
@puspamohapatra7413 Месяц назад
Sir namaskar. Apan jai please CM ku dekha kari sabu kuhantu. CM sabu janinahanti. Emananka upare kada karyaanustan niantu.
@pratapchandrasamal2396
@pratapchandrasamal2396 Месяц назад
ଆଉ କେତେ କାହାଣୀ ଶୁଣେଇବା ବାକି ଅଛି। ତମେ ତ ଏବେ ଯାଏଁ FIR ଗୋଟେ ଦେଇ ପାରିଲନି କି ତଦନ୍ତ ପାଇଁ ଆଦେଶ ଦେଲନି। ଖାଲି ଏତେ ବନ୍ଧା ହେବ, ସିଏ ୟେ ଜେଲ୍ କୁ ଯିବ। ଝାରପଡା ଜେଲ କଣ ଆଗରୁ ତୟାର୍ ନଥିଲା, ଏବେ ତିଆରି ଚାଲିଛି। ଲୋକଙ୍କୁ ବିଭ୍ରାନ୍ତ କରୁଥିବା ତମ ଭଳିଆ ଗୁଜବ ସୃଷ୍ଟିକାରୀ ସାମ୍ବାଦିକ ମାନଙ୍କୁ ପ୍ରଥମେ ଜେଲ୍ ରେ ପୁରେଇବା ଦରକାର। ଗୁଡ଼ାଏ ଗପ ଶୁଣେଇ ମୋହନ ସରକାରଙ୍କ କାମ ରେ ଅଡ଼ୁଆ ଭର୍ତ୍ତି କରୁଛ। ବବି, ପାଣ୍ଡୁ ଆଉ ତାଙ୍କ ଗୋ ମାନେ ଏବେ ଯାଏଁ କାହିଁକି ବାହାରେ ବୁଲୁଛନ୍ତି।
@user-cn6mt3ww3n
@user-cn6mt3ww3n Месяц назад
emanku amit sah rakshya karibe
@Mishkasgarden
@Mishkasgarden Месяц назад
AMIT SAHA PAIN SABU NATAK
@kanhapatel1432
@kanhapatel1432 Месяц назад
ତୁ ମୁତୁରୀ କୁ ମୁଁ ମୁତୁରୀ ହେସ କାହିଁ ପାଇ ଧୋଇବା ।
@aksahoo346
@aksahoo346 Месяц назад
Nua sarkara bjd ra Bala banka karipariba nahi amanaka karjyaru janapadigalani aparjyanta gotia. A d nijukti deiparunahanti amane vabi chinti hoi kama karila belaku sarkar ku 5 barsa puran hoijaithiba.
@raghubirdas7621
@raghubirdas7621 Месяц назад
Honble CM should look to police dept to Police Commisoner Bbsr who is a grest suporter of Pravakaran couple
@dksahu5541
@dksahu5541 Месяц назад
BJP Nirbachana pratisruti Re OUTSOURCING GOVERNMENT and OFFICER RAJ Upadi fingidebu boli Akadhika kendra neta Amiti Saha JP Nada ji kahithile & PM modi ji Anta Bhangi Debu kahithile BJB Sarkar karjakari Karantu
@surusahu
@surusahu Месяц назад
Delay is working 8:52 8:53
@yogeswarkisan3059
@yogeswarkisan3059 Месяц назад
Jaldi kar yanku jail re purantu Khali bhasan baji kale hebani.
@Mishkasgarden
@Mishkasgarden Месяц назад
Kebe action?
@user-uh2oj4zb5y
@user-uh2oj4zb5y Месяц назад
Bjp government bjd under re achhi
@AmitaDas-vy7wi
@AmitaDas-vy7wi Месяц назад
Sadhu sadhu sadhu
@padmanavsahoo8432
@padmanavsahoo8432 Месяц назад
କିଛି କରିବେ ନାହିଁ ନୂଆ ସରକାର ପାଣ୍ଡିଆନ କୁ ବାନ୍ଧି ଦେଲେ ସବୁ ଗୁଡାକ ଗୁନ୍ଥି ହୋଇଯିବେ l ଦେଖିବା କଣ କରୁଛନ୍ତି
@laxminarayanbehera2467
@laxminarayanbehera2467 Месяц назад
Bhubaneswar Cmmissonerate Police mananku bartamanara Sarkara Khordha Zillaru dura Z illaku badalli kaariba dark ar.
@user-hf9op1pn7u
@user-hf9op1pn7u Месяц назад
Pandian dharam bhauni kari prabhakaran wife ku Prema Karu thila tha sanga re Babi dash thila
@AmitaDas-vy7wi
@AmitaDas-vy7wi Месяц назад
When pandian and boby. Shall be arrested?
@santoshprasadmishra4977
@santoshprasadmishra4977 Месяц назад
BJD & BJP both jointly have taken money from Pravakaran since last 5 years .
@user-ui8yd4tr2e
@user-ui8yd4tr2e Месяц назад
Kichi habni
@Mishkasgarden
@Mishkasgarden Месяц назад
Amit saha gujurati bepari, prabhakaran dwara odisha ku lootichhi ta pua jay saha pandu sahita bepara kari bati hateichhi, tenu chera ete chhanda chhandi je kichhi heba nahin, durniti loot kebala gapa hei jiba apana jaha ku hata marantu odisha re sidha connection heba amit & jay nka pakhare, odisha bjp sarkar sabu januchi bichara nirupaya , tenu odisha ra janata Mane bjp ku jemiti khyamata ku anithile separi bjp aparaga sarkar ku khyamata ru hateiba pain raja rasta ku bahari jor dar birodh karantu😢
@user-ui8yd4tr2e
@user-ui8yd4tr2e Месяц назад
Governor pua kuade gala
@BiswaPradhan-qy5vc
@BiswaPradhan-qy5vc Месяц назад
कृतिका प्रभाकरण
@Jswain-en4sr
@Jswain-en4sr 28 дней назад
Apana kete micha kuhanti ame janichu. Bayasa helani apana bisrama niantu esabu re tension kan pai
@yogeswarkisan3059
@yogeswarkisan3059 Месяц назад
Durniti ta janapaduchhi taha hele sarkar kahiki action neunahanti ? Sarkar kan chudi pindichhanti ki?
@monajsabat8383
@monajsabat8383 Месяц назад
Ganjam Ra madhaya 100 akar kahe ki jayachanthe
@pradeepbehera8552
@pradeepbehera8552 Месяц назад
Ghare pasu pasu chala bajilani.... Odisha ra law and order bisayare kichhi kahibeki? What is your view on the recent incident (Assault to an ASO)? KIndly through some light. All ruling party members are silent on this issue. Morning shows the day... All credibility of the odisha govt is at stake. Kuade luchigala odia asmita?
@madhabanandaswain4695
@madhabanandaswain4695 Месяц назад
Kendra bisayare kuha wasing machine re kete jann safa heichhanti
@anantaprasad1195
@anantaprasad1195 Месяц назад
Bala kTha bandha
@sanjuktamandal4236
@sanjuktamandal4236 Месяц назад
chamcha na kiabe
@purnachandranaak720
@purnachandranaak720 24 дня назад
Dear Bipin Das,repeatedly publishing that so and so will be arrested pl tell how many have been arrested? It seems that for money only you are publishing such type of value less news.Pl refrain yourself from this.
@yogeswarkisan3059
@yogeswarkisan3059 Месяц назад
Muh khaya hai to akh sarmayega
@user-gt9ed2fb5q
@user-gt9ed2fb5q Месяц назад
Bhijilance terchha bana news chhanel pasibe apakhya kara
@prashantdash4712
@prashantdash4712 Месяц назад
sabu party chora
@abhirambiswal4538
@abhirambiswal4538 Месяц назад
Right
Далее
Перескочила цепь
00:16
Просмотров 47 тыс.