Тёмный

ପୁରୁଷ କମିଶନ ର ଆବାହକ, ଓକିଲ Byomakesh Tripathy ଙ୍କ ସଂଗ୍ରାମ ର କାହାଣୀ I 

OTalks
Подписаться 4,6 тыс.
Просмотров 15 тыс.
50% 1

ଶ୍ରୀଯୁକ୍ତ ବ୍ୟୋମକେଶ ତ୍ରିପାଠୀ ବୃତ୍ତି ଅନୁଯାୟୀ ଜଣେ ଆଡଭୋକେଟ୍ / ଆଇନଜୀବୀ ଅଟନ୍ତି | ଆଜି Otalks ମାଧ୍ୟମରେ ଶ୍ରୀଯୁକ୍ତ ବ୍ୟୋମକେଶ ତ୍ରିପାଠୀ ତାଙ୍କ ଜୀବନ ଯାତ୍ରା ବିଷୟରେ କହିବେ।
ସେ ତାଙ୍କ ଜୀବନ ରେ ବହୁତ ସଂଘର୍ଷ କରି ଆଜି ଏହି ସଫଳତା ପାଇ ପାରିଛନ୍ତି | ଛାତ୍ର ଜୀବନରେ ସେ ଅଟୋ ଚଳାଇ ପାଠ ପଢୁଥିଲେ, ଆମ୍ବୁଲାନ୍ସ ରେ ମଧ୍ୟ କାର୍ଯ୍ୟ କରୁଥିଲେ | ଏହା ତାଙ୍କ ଜୀବନ ର ସଂଘର୍ଷ ମୟ ସମୟ ର ଏକ ଛୋଟିଆ ଉଦାହରଣ ଅଟେ |
ସେ ଏଣ୍ଟେରନେଶନାଲ ୟୁଥ ଆୱାର୍ଡ ମଧ୍ୟ ପାଇଥିଲେ ଯୋଉଟା କି ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ପାଇ ପାରି ନାହାନ୍ତି | ୨୦୦୯ ରେ ଏମଏଲଏ ସିଟ ପାଇଁ ନୟାଗଡ ରେ ନିର୍ବାଚନ ମଧ୍ୟ ଲଢ଼ିଛନ୍ତି | ତାଙ୍କୁ ଏକ ମିଛ କେଶ ରେ ଗିରଫ ମଧ୍ୟ କରାଯାଇଥିଲା |
ଏସବୁ ସଂଘର୍ଷ ମୟ ଜୀବନରେ ସେ ପୁରୁଷ ମାନଙ୍କ ଅଧିକାର ପାଇଁ ତାଙ୍କ ଆନ୍ଦୋଳନ ଜାରି ରଖିଛନ୍ତି | ତେଣୁ Otalks ର ଏହି ପ୍ରେରଣାଦାୟକ ଭିଡିଓକୁ ନିଶ୍ଚିତ ଭାବରେ ଦେଖନ୍ତୁ ଓ ଶ୍ରୀଯୁକ୍ତ ବ୍ୟୋମକେଶ ତ୍ରିପାଠୀ ଙ୍କ ଜୀବନ ଓ ସଂଘର୍ଷ ବିଷୟରେ ଅଧିକ ଜାଣନ୍ତୁ ||
Mr. Byomkesh Tripathi is an Advocate/Lawyer by profession Today through Otalks Mr. Byomkesh Tripathi will talk about his life journey.
He has struggled a lot in his life to achieve this success today. During his student life, he used to drive autos and also worked in an ambulance. This is a small example of the struggling period of his life.
He also received the International Youth Award, which no Indian has received till date. In 2009, he contested for the MLA seat in Nayagarh, he was also arrested on a false case.
In the midst of all these struggles, he continues his movement for men's rights. So be sure to watch this inspiring video from Otalks and know more about the life and struggles of Mr. Byomkesh Tripathi.
#otalks #hardwork #byomakeshtripathy #PurushaCommission #byomakeshtripathyotalks
► Otalks Facebook : / otalks.in
► Otalks Instagram : / otalks.in
--DISCLAIMER--
The opinions and ideas expressed by the speakers in OTtalks videos are their own and do not necessarily reflect the views of OTalks. OTalks does not endorse or support any of the views or work mentioned by the speakers. The content is for inspirational and encouragement purposes only, and viewers should exercise their own judgment and discretion while watching the videos. OTalks does not promote any specific ideology or propaganda, and the viewers are encouraged to focus on the entirety of the story rather than interpreting it in parts.

Опубликовано:

 

18 мар 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 74   
@PrabinBiswalLovelife
@PrabinBiswalLovelife 4 месяца назад
🙏🙏🙏🙏
@hiralalpadhi1
@hiralalpadhi1 Год назад
ତ୍ରିପାଠୀ ପାଇଁ ଆମେ ଗର୍ବ ଅନୁଭବ କରୁଛି ସେ ସବୁବେଳେ କୌଣସି ପୁରୁଷ ମାନଙ୍କ ସାହାଯ୍ୟ ସହଯୋଗ ଦରକାର ଆଗେଇ ଆସନ୍ତି।
@ranjankumarnayak805
@ranjankumarnayak805 6 месяцев назад
ସାର ମୋ ମତରେ ଆପଣ ରିଏଲ ହିରୋ କାହିଁ କିନା ହାରି ହାରି ଯିତିବା ହିଂ ହିରୋ ହୋଇଥାଏ
@LovelyFullMoon-wy3ui
@LovelyFullMoon-wy3ui 3 месяца назад
You help you sar.. you are so many people
@sangramsahu332
@sangramsahu332 3 месяца назад
Really a good Advocate
@krushnamohanprusty2728
@krushnamohanprusty2728 Год назад
ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ନିଶ୍ଚୟ ❤ ! 🎉 ଏହାହିଁ ଆଜିର ଦିନରେ ସମାଜର ଆବଶ୍ୟକତା !
@serajuddinsaha5341
@serajuddinsaha5341 Год назад
u r the best advocate i really like ur valuable talk..
@sudarsanmallik9370
@sudarsanmallik9370 4 месяца назад
👍👍👍👍👍👍👍👍✊✊✊✊
@binodmahanta7454
@binodmahanta7454 3 месяца назад
❤❤❤❤❤❤❤🎉🎉🎉🎉🎉🎉🎉
@user-ud6mt2uk7l
@user-ud6mt2uk7l 5 месяцев назад
Very.very.ok
@binodmahanta7454
@binodmahanta7454 3 месяца назад
I am along with you
@shitabalamshaikh815
@shitabalamshaikh815 Год назад
ଆପଣ ଆମ ସ୍ଵର ❤
@mamatarout2898
@mamatarout2898 5 месяцев назад
ସାର୍ ଆପଣଙ୍କୁ ମୋର ପ୍ରାଣାମ ମୋର ଶେଷ ବିଶ୍ୱାସ ଆପଣ ହିଁ ମୋତେ ନ୍ୟାୟ ମିଳିବାରେ ସହାୟତା ପ୍ରଦାନ କରିପାରିବେ । ସ୍ତ୍ରୀ ଠାରୁ ଅକଥନିୟ ଅତ୍ୟାଚାର ଧମକ ଖାଇ ଆସୁଛି ଆଜି ପର୍ଯ୍ୟନ୍ତ ସହି ଆସିଲି ଦଣ୍ଡାଦେଶ ଏକତରଫା ନିଷ୍ଠୁର ନିଷ୍ପତ୍ତି । ପ୍ରଭୁ ମୋର ଜୀବନ ଶେଷ କରିବା ଆଗରୁ ଶେଷ ଆଶା ଆପଣ ହିଁ ନ୍ୟାୟ ମିଳିବା ରେ ସହାୟତା କରିପାରିବେ । ମୁଁ ସୁନ୍ଦର ଭାରତ ବର୍ଷରେ ଆଉ କିଛି ଦିନ ଶାନ୍ତି ରେ ବଞ୍ଚି ବାକୁ ଇଛା ହେଉଛି କିନ୍ତୁ ପ୍ରଭୁ ଟିକିଏ ଦୁଃଖ ଯନ୍ତ୍ରଣା ଭୁଲି ମୁଁ ହସିବା ଦେଖିଲେ ଧମକ ଜେଲ କରାଇ ଦେବି,ମାଂସ ପିଣ୍ଡୁଳା ଟିଏ ମିଳିବ ନାହିଁ ଗାୟବ କରିଦେବି ଏମିତି ଧମକ ସ୍ତ୍ରୀ ର । ବାପ ମାଆ ତାର ଅତି ନିଷ୍ଠୁର ଷଡନ୍ତ୍ରକାରୀ ବର୍ଷ ବର୍ଷ ବାପ ଘରେ ରହି ଆସୁଛି ମଝିରେ ମଝିରେ ଦୀନ କ ପାଇଁ ନଚେତ୍ 4/5ଦିନ ପାଇଁ ମୋ ପାଖକୁ ଆସି ଭଲ ରେ ନାନା ସ୍ୱପ୍ନ ଦେଖାଏ ଆଉ ହଇରାଣ କି ଧମକ ଦେବନି ଏଥର ଭଲରେ ଚଳିବି ଆଉ ସେ Government service ଚେଷ୍ଟା କରୁଛି ସେଥିପାଇଁ ବାପା ଘରେ ରହିବାକୁ ହେବ ଗଲେଇ ମିଛ କହି ସମୟ ବିତିଗଲା ପରେ ମୋର ଖିଲାପ କରୁନାହିଁ କହି ମିଛ ଆରୋପ ଲଗାଇ ନାନା ଯନ୍ତ୍ରଣା କରାଯାଇଛି ସଠିକ ଭାବରେ ନ୍ୟାୟର ଅପେକ୍ଷାରେ ଆଜି ଚିନ୍ତା ଦୁଃଖ ଯନ୍ତ୍ରଣା ରେ ମାଆ ବାପା ରୋଗ ଶଯ୍ୟାଶାୟୀ ଛଟପଟ ହୋଇ ମୃତ୍ୟୁ ବରଣ କରିଥିଲେ । କାହାକୁ ଜଣାଇବି ସମସ୍ତ ନଥିଲା ପରି । ମୋର ନିଜ ର ମାନସିକ ଯନ୍ତ୍ରଣା ଗ୍ରସ୍ତ ହୋଇ କୌଣସି କାର୍ଯ୍ୟ ରେ ଧ୍ୟାନ ଲାଗୁ ନାହିଁ ବାର ବର୍ଷ ଭିତରେ ଅନେକ ଘଟଣା ସହିଲିଣି ।
@pratimapanda682
@pratimapanda682 2 месяца назад
Sir u r right
@manassahoo6683
@manassahoo6683 Год назад
Sir you are great satare sir ama purusa samaj bartaman Bahut nirjyatia heuchhanti
@Sanjeev1353
@Sanjeev1353 5 месяцев назад
thank you sir for men's right commission support
@User.no.420
@User.no.420 5 месяцев назад
🙏❤🙏❤🙏❤🙏❤🙏❤🙏❤🙏❤🙏❤🙏❤🙏❤🙏❤🙏❤
@romioniosridder8709
@romioniosridder8709 7 месяцев назад
U are great sir
@jagadas6732
@jagadas6732 7 месяцев назад
Love you sir
@prafulladash6726
@prafulladash6726 7 месяцев назад
Jio Raja....
@PRADEEPBISWAL425
@PRADEEPBISWAL425 8 месяцев назад
Am always with Sir
@hrudanandasahoo
@hrudanandasahoo Год назад
You are great
@aparnasahoo9816
@aparnasahoo9816 6 месяцев назад
Sir🙏🙏
@RadhakantaMahalik-qg3cw
@RadhakantaMahalik-qg3cw 5 месяцев назад
Great Sir
@chittaranjansatapathy1589
@chittaranjansatapathy1589 Год назад
Suni bahut khusi lagila. God bless you.
@uttambiswas8375
@uttambiswas8375 Год назад
I'm good Mu Uttam Fr kolkata❤❤❤
@shrabanmohanty4360
@shrabanmohanty4360 8 месяцев назад
🙏🙏🙏
@sureshmuni6048
@sureshmuni6048 Год назад
Grat,bumakasTRIPAPTHI
@sdprasad3071
@sdprasad3071 Год назад
ନୟାଗଡିଆ ଭାଇ ମୋର ଜିନ୍ଦାବାଦ 🙋
@O-Talks
@O-Talks Год назад
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ! #Otalks ଏକ ପ୍ରୟାସ ଯାହା ବିଭିନ୍ନ ଦିଗରେ ସଫଳତା ପାଇ ଥିବା ବ୍ୟକ୍ତିତ୍ଵ ମାନଙ୍କ କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ| ଆମକୁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ଵାରା କେହି ଜଣେ ବ୍ୟକ୍ତି ବିଶେଷ ଉପକୃତ ହେବେ! Subcribe ଓ Share କରନ୍ତୁ!
@sdprasad3071
@sdprasad3071 Год назад
@@O-Talks ନିଶ୍ଚୟ 😊🙏
@milu52
@milu52 Год назад
Good job
@sanghamitrabehura8980
@sanghamitrabehura8980 Год назад
Bhauta sundar coment byomakesh babu God bless you
@O-Talks
@O-Talks Год назад
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ! #Otalks ଏକ ପ୍ରୟାସ ଯାହା ବିଭିନ୍ନ ଦିଗରେ ସଫଳତା ପାଇ ଥିବା ବ୍ୟକ୍ତିତ୍ଵ ମାନଙ୍କ କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ| ଆମକୁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ଵାରା କେହି ଜଣେ ବ୍ୟକ୍ତି ବିଶେଷ ଉପକୃତ ହେବେ! Subcribe ଓ Share କରନ୍ତୁ!
@trilochanparida6214
@trilochanparida6214 11 месяцев назад
Right 👍
@LABADAKUA104
@LABADAKUA104 Год назад
Miss you sir
@hemantbehera451
@hemantbehera451 10 месяцев назад
Supar sir
@hemantbehera451
@hemantbehera451 10 месяцев назад
Sir ଅପଙ୍କୁ dekha କରିବାକୁ ଅନୁମତି ମିଳିବ sir
@hemantbehera451
@hemantbehera451 10 месяцев назад
Mu bhuatu ଅସୁବିଧାରେ padichi
@wobblestv272
@wobblestv272 Год назад
Thanks sir
@ABHANKHORA
@ABHANKHORA 2 месяца назад
Sir mo gate problem achi aamanku kthaa habar thilaa
@user-qi9rb9xn6r
@user-qi9rb9xn6r 7 месяцев назад
Jagnnath kalyan karantu
@budhuramsingh1967
@budhuramsingh1967 Год назад
❤❤❤❤❤
@simmy..8374
@simmy..8374 10 месяцев назад
Hello sir
@user-ku9ht6br8i
@user-ku9ht6br8i 8 месяцев назад
Sir apana nka sahita katha hoi paribi number mainsion karantu
@ajitdas2569
@ajitdas2569 10 месяцев назад
Bhai ka number
@bapimastivideo3168
@bapimastivideo3168 Год назад
Apana nayagarh boliki garb laguchi
@sarojbahuthitpatra4259
@sarojbahuthitpatra4259 6 месяцев назад
Dara singh ku mukti kare bhai
@user-ud6mt2uk7l
@user-ud6mt2uk7l 5 месяцев назад
Bhae.ok😂
@izibhubaneswarodishaproper5671
@izibhubaneswarodishaproper5671 5 месяцев назад
Emiti bi commission
@bazigar5502
@bazigar5502 Год назад
Sir bahuot purusha susana ra sikar hauchanty I know very much 😢
@DebiMohanty-eq6ev
@DebiMohanty-eq6ev 8 месяцев назад
You are sir help me
@harashbehera9383
@harashbehera9383 8 месяцев назад
Please🙏 sr apana nka nambara dia🙏
@hiranyamallick2870
@hiranyamallick2870 Год назад
Sir mobile number diantu Ame Apan nk sahit sora utalla karibu And misibu
@balshoo8672
@balshoo8672 2 месяца назад
Plz sir number diantu 🙏🙏
@kiranpaikaray3404
@kiranpaikaray3404 2 дня назад
Sir mobile number & adress diantu.
@sarojkumarmisra9075
@sarojkumarmisra9075 Год назад
Gents cheat and cry for which gents commission is not necessary.
@binoddas9600
@binoddas9600 5 месяцев назад
E galua jemti kahuchi Se parika loka nuhe Mo pakhare taha pramana achi
@saiaradhyajena4778
@saiaradhyajena4778 Год назад
ଆପଣ ଆମର ଗର୍ବ
@O-Talks
@O-Talks Год назад
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ! #Otalks ଏକ ପ୍ରୟାସ ଯାହା ବିଭିନ୍ନ ଦିଗରେ ସଫଳତା ପାଇ ଥିବା ବ୍ୟକ୍ତିତ୍ଵ ମାନଙ୍କ କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ| ଆମକୁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ଵାରା କେହି ଜଣେ ବ୍ୟକ୍ତି ବିଶେଷ ଉପକୃତ ହେବେ! Subcribe ଓ Share କରନ୍ତୁ!
@suryarasmisahoorupali5226
@suryarasmisahoorupali5226 Год назад
Bujhile advocate sir apana nka jhia sahita kebe atyachar heini badhe ethi nari adhika sosana hauchi prati din dekhantu
@hiranyamallick2870
@hiranyamallick2870 Год назад
Apanabi dekhantu kete sansar bhangichhi and pilla chhadi nari Alaga purusa sahit pallei jauchhi. bartmane purus sikar hauchhi nariki law diajaichhi purusaku b diajau nachhet sansar Agami 5 barsre prati paribara re brishun khala srusty hab dhanyabad
@suryarasmisahoorupali5226
@suryarasmisahoorupali5226 Год назад
@@hiranyamallick2870 nari pila chadi palauchanti au purusa second marriage b karuchi hele nari manankara murder hauji,jautuka pain murder,extra marital affair ku nei mar pit purusa hi karuji
@suryarasmisahoorupali5226
@suryarasmisahoorupali5226 Год назад
@@hiranyamallick2870 deli paper au tv re rape case,jautuka pain murder case, jautuka pain murder case nari ku hi vogibaku paduchi mo sahita hi heiji aji mora divorce habaku jauji jautuka pain,au mo Swami nka extra marital affair ku nei
@hiranyamallick2870
@hiranyamallick2870 Год назад
@@suryarasmisahoorupali5226 bhagaban semiti nakarantu( divorce ) kintu bhauni tike bujha . Agaru kichhi hau nathila Abe Kanna pain hau chhi. tebe Ame dekhuchhu bahut jhia mane And bibhahita stri lok kharap batare gati karuchhanti seti pain sansar Aji a paristi re pahanchichi kintu nari manak pain Sabu adhikar rahu parakriya Priti .pallei jiba. A sabu band karajau .Sabu nari saman nuhanti kimba sabupurusa saman nuhanty kintu purusa mank pain law rahu. maderer. striku nirjatana daba. kimba ref and mader. jautuka nirajatna. Asabu lokmanaku fasi dia jau .gotia stri 10 ta swami rakhiba band karajau sansar sukhamaya hab
@deepakkumarbehera5418
@deepakkumarbehera5418 Год назад
Ama saha nirjyatana hele kehi bi janu nahanti,🥲,Kehi nahanti ama support re 🥲, ladies nka lagi tk besi sympathy ama society re 🥲ame kn manisha nuha 🥲
@deepakkumarbehera5418
@deepakkumarbehera5418 Год назад
Lots of love Bhai 😍❤️💕
@O-Talks
@O-Talks Год назад
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ! #Otalks ଏକ ପ୍ରୟାସ ଯାହା ବିଭିନ୍ନ ଦିଗରେ ସଫଳତା ପାଇ ଥିବା ବ୍ୟକ୍ତିତ୍ଵ ମାନଙ୍କ କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ| ଆମକୁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ଵାରା କେହି ଜଣେ ବ୍ୟକ୍ତି ବିଶେଷ ଉପକୃତ ହେବେ! Subcribe ଓ Share କରନ୍ତୁ!
@deepakkumarbehera5418
@deepakkumarbehera5418 Год назад
@@O-Talks ❤️❤️❤️😍😍😍
@user-ox5gr5pz2h
@user-ox5gr5pz2h 5 месяцев назад
Sar🙏🙏 aapka number mil sakta hai
Далее
Nabin Nka Charcha With Berhampur MP Pradeep Panigrahi
45:16