Тёмный
No video :(

ଯୁଦ୍ଧ କ୍ଷେତ୍ର ପାଲଟିଲା ନବୀନ ନିବାସ! ପାଣ୍ଡିଆନଙ୍କ ଉପସ୍ଥିତିରେ ବବି - ଡାନିଙ୍କ ରକ୍ତାକ୍ତ ସଂଗ୍ରାମ! 

Terachha Baana
Подписаться 37 тыс.
Просмотров 35 тыс.
50% 1

Join this channel to get access to perks:
/ @terachhabaana

Опубликовано:

 

5 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 83   
@p.bhabanisankar625
@p.bhabanisankar625 Месяц назад
ବିଜେଡି ବୋଲି ଗୋଟେ ଦଳ ଯେ ଥିଲା ଏହା ଇତିହାସ ହେବ। ପାଣ୍ଡିଆନ, ବବି, ଡାନି ମାନଙ୍କର ରାଜନୈତିକ ଜୀବନର ମୃତ୍ୟୁ ସୁନିଶ୍ଚିତ। କାଳର କରାଳ ଗର୍ଭରେ ଲିନ ହେବେ ଦଳ ସହ ଦୁର୍ନୀତିଗ୍ରସ୍ତ ବିଜେଡି ନେତାଏ । ଗୋଟେ ଦୁଇଟା ଙ୍କୁ ଝାରପଡା ରେ ବାସ ମିଳିଗଲେ ପିକ୍ଚର କ୍ଲିଅର ହେଇଯିବ । ପରେ ପରେ ତୃଣମୂଳ ସ୍ଥର ରେ ସରପଞ୍ଚ ମାନେ ଯେଉଁ ଅନୈତିକ କର୍ମ ରେ ଲିପ୍ତ ଥିଲେ ସେମାନଙ୍କୁ ଲଙ୍ଗଳା କରାଯିବା ଉଚିତ୍ । ତେବେ ଯାଇ ନୂତନ ସରକାରଙ୍କ ଦୁର୍ନିତି ପ୍ରତି ଥିବା ଶୂନ୍ୟ ସହନଶୀଳତା ର ଆଭିମୁଖ୍ଯ ବାସ୍ତବ ରୂପ ନେଇ ପାରିବେ।
@piyushrajkumar15
@piyushrajkumar15 Месяц назад
ଏ ହାରାମି ବିଜେଡି ସରପଞ୍ଚ ସବୁଠାରୁ ଦୁର୍ନୀତି ଗ୍ରସ୍ତ ଏଗୁଡ଼ାକୁ ସମସ୍ତଙ୍କ ସମ୍ପତ୍ତି ଯାଞ୍ଚ ହେବା ଦରକାର
@user-pf5il9ho1b
@user-pf5il9ho1b Месяц назад
Really katha kana dekhuchhanti mohan sarkar mu vabiparunahi chor lutera gabdari sabuku aage varidiantu aapan odisha santipaiba jldi
@sajanikarjee3217
@sajanikarjee3217 Месяц назад
ଏକଦମ ଠିକ କଥା କହିଛନ୍ତି ଆପଣ
@anilkumardakua3555
@anilkumardakua3555 Месяц назад
ଜାଦବ ବଂଶର ପରିସମାପ୍ତି ହେଲା ପରି ବିଜୁ ଜନତା ଦଳର ମଧ୍ୟ ଧ୍ବଂସ ହେଇଯିବନିତ!
@babanathasahu1029
@babanathasahu1029 Месяц назад
ଆପଣ ପାଣ୍ଡିଆନ ଉପରେ ଏତେ ଉପମା ଅଳଙ୍କାର ଦେଲେ,ଏକଥା କଣ ନବୀନ ବାବୁ ଜାଣିପାରୁ ନାହାନ୍ତି। ନା ସବୁଜାଣେ ଅଜଣା ହେଉ ଛନ୍ତି ।ଏଣୁ ହେ ଆମ ନେତାଗଣ ,ଆପଣ ମାନେ ଏକତ୍ରିତ ହୁଅ ନ୍ତୁ ,ନବୀନ କୁ ଦିଲ୍ଲୀ ଓ ପାଣ୍ଡିଆନ କୁ ତାମିଲନାଡୁ ପଠାଇ ଦିଅନ୍ତୁ ।ନଚେତ ପୁଣି ତାମିଲ ତୁମକୁ କ୍ରୀତଦାସ ବନାଇ ପୁଣି ନଚାଇବ।ଓଡ଼ିଶାବାସୀ ମଧ୍ଯ ଆପଣମାନଙ୍କୁ ଭୁଲିଜିବେ
@user-fh5jm3by3h
@user-fh5jm3by3h Месяц назад
ନବୀନବାବୁଙ୍କ ଏତାଦୃଶ୍ୟ କାଯ୍ୟକଳାପ କଂଗ୍ରେସ ଦଳକୁ ସଂଜିବନୀ ଯୋଗାଇ ଜିବଦାନ କରିବ
@prakashchandrapattnaik9214
@prakashchandrapattnaik9214 Месяц назад
ସାର 🙏 ଏହି ବିଜେଡି ଦଳ 2024 ରେ 50 ରୁ 53 ଜିତିଲେ କିନ୍ତୁ 2029 ବେଳ କୁ ଏହି ଦଳର ଅବସ୍ଥା ଜିରୋ ହୋଇଯିବ ବା କାରଣ ପାଣ୍ଡୁ ସାର ଜିତେଦିନ ଦଳରେ ଥିବେ ବା ରହିବେ ଦଳର ଅବସ୍ଥା ଆୟା ହବ ଓଡିଶା ବସି ବି ଭଲ ରେ ଜାରି ସାରିଲେଣି ଏ କେବଳ ଓଡିଶା ର ଖଣି ଖାଦାନ ଲୁଣ୍ଠନ କରି ବା ପାଇଁ କଲ୍ ଚଳାଇ ଛନ୍ତି ଜୟ ଜଗନ୍ନାର୍ଥ
@binayakrai9009
@binayakrai9009 Месяц назад
ବି ଜ ଦଳ ରାଜନୈତିକ ଦଳ ନୁହଁ ବରଂ ଏକ ବ୍ୟବସାୟୀ ଙ୍କ ର ଦଳ
@user-fh5jm3by3h
@user-fh5jm3by3h Месяц назад
କେଉଁ ଦୃବଳତା ପାଣ୍ଡିଆନ ନବୀନ ଯୋଡି ଭାଙ୍ଗି ହେଉନି ନବୀନବାବୁ କଣ ନିଜର ରାଜନୈତିକ ଉଥ୍ଥାନ ଚାହାନ୍ତି ନାହିଁ ଞଡିଶା ବାସୀଙ୍କୁ ପାଣ୍ଡିଆନ ଗ୍ରହଣୀୟ ନୁହେଁ
@samirnayak3768
@samirnayak3768 Месяц назад
ଉଭୟେ ଉଭୟଙ୍କ ଦୋଷ ଦୁର୍ବଳତା ପାଇଁ,
@nibedanamusic7718
@nibedanamusic7718 Месяц назад
ନବିନ ଆସିଚି ଓଡ଼ିଶାକୁ ଲୁଟିବାକୁ ରାଜନିତି କେବଳ ବାହାନା। ଆଉ ଆମ ଓଡିଆ ମେଣ୍ଢା ତାକୁ ୨୪ ବର୍ଷ ସୁଯୋଗ ଦେଲେ ଓଡ଼ିଶାକୁ ଲୁଟିବା ପାଇଁ
@mamatasahu763
@mamatasahu763 Месяц назад
To thu bada mendha dunia re bodhe nahin
@gayadhargiri6258
@gayadhargiri6258 Месяц назад
Very good analysis thank you
@CHHABIPRADHAN-cf8ce
@CHHABIPRADHAN-cf8ce Месяц назад
ଲୋକମାନଙ୍କ ଅଭିଶାପ ପଡିଲା. ସମୟ ଆସିବ ବିଜେଡି କୁ ଲୋକେ ଭୁଲିଯିବେ.. ଜୟ ଜଗନ୍ନାଥ
@sanghamitradas371
@sanghamitradas371 Месяц назад
Bhulijiba bhala
@CHHABIPRADHAN-cf8ce
@CHHABIPRADHAN-cf8ce Месяц назад
@@sanghamitradas371 🌹
@bijaykumarpattanayak8265
@bijaykumarpattanayak8265 Месяц назад
Navin is unfit for odisha politice.
@kajalbrahma3822
@kajalbrahma3822 Месяц назад
Very good news sir
@jayaramasahoo7106
@jayaramasahoo7106 Месяц назад
ଆପଣ ପୁରା ଭିତିରି ରହସ୍ୟ ର ପରଦା ଫାସ କରୁଛନ୍ତି ବଢିଆ ଉପସ୍ଥାପନା
@chhabindramansingh73
@chhabindramansingh73 Месяц назад
ଏବେ bjd ଇତିହାସର କରାଳଗର୍ଭରେ ଲୀନ ହେବାକୁ ଜାଉଛି, ପୂର୍ଣମୀର ଚାନ୍ଦପରି ଧୀରେ ଧୀରେ 29ସମାବାସ୍ୟା ପୂର୍ବରୁ ଶେଷ ହେବ, ମିଛୁଆ ଗୁଣ୍ଡା ଟାଉଟର ଦଳ bjd, ସନ୍ୟାସୀ ବୁଢା ସିଂହ ମାଳି ଧରି ବସିଛି, ଗୋଟା ଗୋଟା କରି ଠେକୁଆଙ୍କୁ ଖାଇବ
@bijayakumarsahu4945
@bijayakumarsahu4945 Месяц назад
ପାଣ୍ଡିଆନ କୁ ନବୀନ ବୁଢା ରଖିଥାଉ ଓ ବିଜେଡି ତଳକୁ ତଳକୁ ଯାଉଥାଉ
@dhirendragoswami1071
@dhirendragoswami1071 Месяц назад
Good Suggestion
@matrukrupa2024
@matrukrupa2024 Месяц назад
ଦେଶ ବାସୀ ବା ରାଜ୍ୟ ବାସୀ ଯଦି ଅନ୍ୟାୟ ପାଇଁ କାନ୍ଦନ୍ତି। ଏହା କଣ ପରିଚାଳନା ମୂଖ୍ୟ ବା ପ୍ରଶାସନ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅଭିଶାପ ପଡ଼ିବ ନାହିଁ କି?
@piyushrajkumar15
@piyushrajkumar15 Месяц назад
ପଡିବ ମାନେ ଅପେକ୍ଷା କର ଏଗୁଡ଼ାକ ବଂଶ ନିପାତ ହେଇଯିବ କେହି ରହିବେନି ଏ ଦୁର୍ନୀତି ଧନ ଖାଇବାକୁ କି ଉପଭୋଗ କରିବା ପାଇଁ.
@urmilatripathy6826
@urmilatripathy6826 Месяц назад
Very nice analysis sir.many many thanks for your discussion about chora pandiya
@bijayakumarsahu4945
@bijayakumarsahu4945 Месяц назад
Very good analysis😄sir😘
@RamachandraPradhan-gl5df
@RamachandraPradhan-gl5df Месяц назад
କେବଳ ବାଲି ଓ ପଥର ଚୋରି କରିବାପାଇଁ ଝଗଡ଼ାହେଉଛନ୍ତି
@sarojghosh1199
@sarojghosh1199 Месяц назад
Semananka pain kebal Jail hin abashyak. ED and CBI Enquiry is most essential. Jay shri Ram🙏🛕
@jagannathmishra5300
@jagannathmishra5300 Месяц назад
ତୋ କୁଳ ରେ କେହି ରହିବେନି କ୍ରୀତଦାସ, କୁକୁର ବବି ଦାସ। ତୁ କଉ କୁଳର ହେବୁନି। ନବିନ ପଟ୍ଟନାୟକ ଦିନ ଡକାୟତ ଶଳା। ପାଣ୍ଡିଆନ କୁ ଆଗକୁ କରି ଓଡ଼ିଶା କୁ ଲୁଟିଛୁ।
@bijaychoudhury8091
@bijaychoudhury8091 Месяц назад
ଏ ସବୁ ଖବର ଆପଣ କେମିତି ସଂଗ୍ରହ କରୁଛନ୍ତି
@anilkumardakua3555
@anilkumardakua3555 Месяц назад
@@bijaychoudhury8091 ଖବର ଲୁଚି ରହେନା, ଦାଣ୍ଡରେ ପଡ଼ି ହାଟରେ ବୁଲେ, ଆପଣଙ୍କ ରୁଚି ଥିଲେ ହେଲା।
@madhusudanroutray4711
@madhusudanroutray4711 Месяц назад
This is the history of Manduk krushn sarpa issues.
@manjushaswain1037
@manjushaswain1037 Месяц назад
ଭଲ ବିଶ୍ଳେଷଣ ହୋଇଛି ।
@jamanakarreyya5212
@jamanakarreyya5212 Месяц назад
Good news 👍
@narendrabarik9855
@narendrabarik9855 Месяц назад
ସିବିଆଇ ତଦନ୍ତ କରନ୍ତୁ
@ramakantamohanty6558
@ramakantamohanty6558 Месяц назад
Bobby Das sole responsible for down fall of BJD
@fakiradikhit848
@fakiradikhit848 Месяц назад
Nabeen pandian ku guli kara.
@ParabirPanda-to3rh
@ParabirPanda-to3rh Месяц назад
VKP may not be arrested soon
@samirnayak3768
@samirnayak3768 Месяц назад
ପାଣ୍ଡିଆନ ଓ ବବିଭଳି ଲୋକଙ୍କ ର ଅଖାନାହିଁ କି ଗୌଣି ନାହିଁ ତେଣୁ ଏମାନେ କୁଆଡେ ଯାଇପାରିବେନି. ଆଉ ନବୀନ ବାବୁ ଙ୍କର ଅସ୍ତିତ୍ୱ ପାଣ୍ଡୁ ବିନା ଅସମ୍ଭବ.
@simanchalpanda331
@simanchalpanda331 Месяц назад
Like Jadu bansha in Mahabharat bjd will going to be mixed with dust .The tears of the poor peoples, who had deposited their money in chitfond will clean the bjd party in odisha.
@pranatidildilbecharasahoo6719
@pranatidildilbecharasahoo6719 Месяц назад
Very nice.Thank you Tercha bana.
@mahakal8756
@mahakal8756 Месяц назад
ଯଦୁ ବଂଶ ନାଶ ଯିବାର ସମୟ ଆସିଗଲା 😂😂😂
@pritampolei7087
@pritampolei7087 Месяц назад
Pandu pain dala khali harila nahi bhangiba madhya . Naveen pandu ku dala ru hatei pariba nahi karana Naveen gumara sabu pandu janichi.shradha malish kahuchi Christian Naveen 400cr dei barsa ku
@BikramKumar-dh4zu
@BikramKumar-dh4zu Месяц назад
Naveen Pattnaik bhala loka thile,kintu a chela chamunda pain bjd tali talant heigala
@manojsahoo6184
@manojsahoo6184 Месяц назад
Baby dani jitu amanankar rajanaitik mrutyu hoichhi
@brahmanandabiswal5036
@brahmanandabiswal5036 Месяц назад
Bina.pandian.re.bjd.banchibani..nabina.ba.kiase.
@dr.sunilacharya4669
@dr.sunilacharya4669 Месяц назад
ପାଣ୍ଡିଆ ନିର୍ଲଜ
@pramodpanda8976
@pramodpanda8976 Месяц назад
Pandian nabin bjp ku sapot Kari drunitiru bachhibaku chesta karuchhanti
@prafullapradhan3860
@prafullapradhan3860 Месяц назад
AE GENDA JEMITII BADI JAITHILA SEMITI EKA DUBI JIBA .JAI JAGANNATH ..
@bijayakumarsahu4945
@bijayakumarsahu4945 Месяц назад
Not only unfit quite unfit
@narasinghdas3623
@narasinghdas3623 Месяц назад
Dala lasting karibani.
@fmmohanta6403
@fmmohanta6403 Месяц назад
True fact
@Tukunu7248
@Tukunu7248 Месяц назад
Pandian ku arrest kari jharpada patha jau.
@himansusekhar3325
@himansusekhar3325 Месяц назад
Jay Naveen Patnaik jay bjd
@gangadhardash3430
@gangadhardash3430 Месяц назад
🎉🎉🎉
@CHHABIPRADHAN-cf8ce
@CHHABIPRADHAN-cf8ce Месяц назад
🌹
@Tukunu7248
@Tukunu7248 Месяц назад
Naveen is incapable, pandu jogu 2029 re BJD nathiba. Jetiki lutichanti chi .....lazya
@dhirendranathamohanty6367
@dhirendranathamohanty6367 Месяц назад
Discard Naveen from Odisha political scenario
@Mishkasgarden
@Mishkasgarden Месяц назад
Boby pandu ra samparka naba Das murder case
@bijaykumarpattanayak8265
@bijaykumarpattanayak8265 Месяц назад
b.j.p. Zinda bad.
@user-vx7jz3dc2j
@user-vx7jz3dc2j Месяц назад
BJD budi jiba dal ,rahiba nabin pala
@pabitramohandalai4100
@pabitramohandalai4100 Месяц назад
Navin babu jindabad tu salla chora
@himansusekhar3325
@himansusekhar3325 Месяц назад
Bjp sabu chora dala
@sanghamitradas371
@sanghamitradas371 Месяц назад
Pandiyan bobby ra career barbaad karichi
@niranjansahoo9526
@niranjansahoo9526 Месяц назад
B j d dalara serapurigalani
@narasinghdas3623
@narasinghdas3623 Месяц назад
VKP tharu Z security hatila ki nahin lokalochanku anantu.
@satyapriyaswain6208
@satyapriyaswain6208 Месяц назад
Apan camera dhari thile??
@VoyageDays
@VoyageDays Месяц назад
Tame kemiti janila...
@daitarisahoo7292
@daitarisahoo7292 Месяц назад
Sir yta total fake news apana deichanti😅😅
@sankarnathmaharana7859
@sankarnathmaharana7859 Месяц назад
ଅନ୍ୟ ମିଡ଼ିଆରେ ଏ ନିଉଜ ବାଜୁଛି ଟିକେ ଦେଖନ୍ତୁ ଜାଣିପାରିବେ ପ୍ରିଣ୍ଟ ମିଡ଼ିଆରେ ଆଜି ନିଉଜ ବାହାରିଛି, ନିଆଁ ନଥିଲେ ଧୂଆଁ ବାହାରିବନି
@babulalpradhan3648
@babulalpradhan3648 Месяц назад
Michha katha. Tuma talking ru jana paduchhi tume journalist nuhei
@madhusudanparida4161
@madhusudanparida4161 Месяц назад
Useless & nonsense comments.
@sankarnathmaharana7859
@sankarnathmaharana7859 Месяц назад
ପ୍ରିଣ୍ଟ ମିଡ଼ିଆରେ ଆଜି ନିଉଜ ବାହାରିଛି ଟିକେ ଦେଖନ୍ତୁ ଜାଣିପାରିବେ
@madhusudanparida4161
@madhusudanparida4161 Месяц назад
Why r u worried about their internal matter? Some news channels & media reporters highly interested for the downfall of BJD by high lighting baseless & useless allegations.
@sankarnathmaharana7859
@sankarnathmaharana7859 Месяц назад
@@madhusudanparida4161 ଯାହା ହେଇଛି ସେୟା ହି କହୁଛନ୍ତି ଏଇ କଥା ବି ନନ୍ଦିଘୋଷ ଚେନେଲକୁ ଉପଦେଶ ଦେଲେ ବି ଭଲ ହେବ ସେ ମଧ୍ୟ ବିଜେପିର internal ଗଣ୍ଡଗୋଳ ନିଉଜ ଦେଖେଉଛି ନା ସବୁ ନିଜ ନିଜ ଲାଭ ପାଇଁ ଚାଲିଛି ଲୋକଙ୍କର କିଛି ଲାଭ ନାହିଁ
Далее
Headlines @1PM | 6th September 2024 | NandighoshaTV
2:59
Cristiano Ronaldo Surpassed Me! #shorts
00:17
Просмотров 11 млн