Тёмный

ରତ୍ନ ଭଣ୍ଡାରରେ ୪ ଟି ସିନ୍ଦୁକରେ ରହିଛି ରତ୍ନ, ସବୁ ଖୋଲି କହିଲେ ବିଶ୍ଵନାଥ ? Biswanath Rath on Ratna Bhadar 

Pratidin TV
Подписаться 1,2 млн
Просмотров 55 тыс.
50% 1

ରତ୍ନ ଭଣ୍ଡାରରେ ୪ ଟି ସିନ୍ଦୁକରେ ରହିଛି ରତ୍ନ, ସବୁ ଖୋଲି କହିଲେ ବିଶ୍ଵନାଥ ? Justice Biswanath Rath on Ratna Bhadar #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our RU-vid Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Опубликовано:

 

13 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 42   
@deeptijyoti4717
@deeptijyoti4717 Месяц назад
Sir ଙ୍କ କଥା ରୁ ଯାହା ଜଣା ପଡିଲା ପଣ୍ଡା ମାନେ ସାଢେ଼ ଚାରି କୋଟି ଓଡ଼ିଆ ଙ୍କୁ ଗପ ଶୁଣାଇ ଭୟ ଭିତ କରୁଥିଲେ ଅର୍ଥାତ ସେମାନେ ସେଥିରୁ kn ba ନେଇନଥିବେ ସେଥି ପାଇଁ ଭୟ ସୃଷ୍ଟି କରୁଥିଲେ ।ଜୟ ଜଗନ୍ନାଥ
@jagdishrao3095
@jagdishrao3095 Месяц назад
Balo naaa😂😂😂
@bhagabanpradhan7500
@bhagabanpradhan7500 Месяц назад
Thanks sir Right answer
@nityanandapradhan6178
@nityanandapradhan6178 Месяц назад
ଜୟ ଜଗନ୍ନାଥ 🙏, ପ୍ରକୃତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ଭିତର ରତ୍ନ ଭଣ୍ଡାର ଘର ର ଚାବି ହଜିଯାଇଛି, ତେଣୁ ସେହି ଚାଵି ରେ ଖୋଲିଲା ନାହିଁ।ଗଣତି ଵେଳେ ଜଣାପଡ଼ିବ,୪୬ଗୋଟି ରାଜ ମକୁଟ ଭିତରୁ ୩୪ଗୋଟି ଥିଲା ଏଵେ କେତୋଟି ରହିଛି। ଵିଶ୍ଵାସ ରହିଛି ୪.୫କୋଟି ଓଡ଼ିଆ ଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ରତ୍ନ କେହି ନେଇ ନଥିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ବିନମ୍ର ପ୍ରାର୍ଥନା ଯୁଗ ଯୁଗ ଧରି ଏହି ରତ୍ନ ଭଣ୍ଡାର ସୁରକ୍ଷିତ ରହୁ।ଵାଵା ଶ୍ରୀ ଲୋକନାଥ ଏହି ରତ୍ନ ଭଣ୍ଡାର କୁ ଯଗି ରହିଥାନ୍ତୁ।ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଲୋକନାଥ 🙏।
@satyam6619
@satyam6619 Месяц назад
ରତ୍ନଭଣ୍ଡାର ଖୋଲିଲେ କଣ ମିଳିବ??? ଗରିବଙ୍କ ପାଇଁ ଆଉ ବେକାର ଯୁବକ ଙ୍କ ପାଇଁ ଯୋଜନା କଲେ ଜଗନ୍ନାଥ ଖୁସି ହେବେ.
@hrusikeshmallik3221
@hrusikeshmallik3221 Месяц назад
ଏସବୁ ଏ ସରକାରଙ୍କ ପ୍ରହସନ ଚାବି ହଜିବା କହି, ଅହଂକାରର ପରିଚୟ ଜଗନ୍ନାଥ ଠିକ୍ ସମୟରେ ଉଚିତ୍ ପଦେକ୍ଷପ ନେବେ
@sanjayakumardas1512
@sanjayakumardas1512 Месяц назад
Salute sir
@subhakantab3935
@subhakantab3935 Месяц назад
ସତରେ କଣ କଳିଯୁଗ ଶେଷ ହୋଇଯିବ🙏ଜୟ ଜଗନ୍ନାଥ 🙏🙏🙏
@tulurout2124
@tulurout2124 Месяц назад
ଖୁବ ସୁନ୍ଦର
@pitambarbehera458
@pitambarbehera458 Месяц назад
Jay Jagannath
@Skumar-qd3rx
@Skumar-qd3rx Месяц назад
ଯେଉଁ ମାନେ ବେଶୀ କାହାଣୀ କରୁଛନ୍ତି ତାକୁ ଦଣ୍ଡ ଦେବା ଦରକାର୍ ସରକାର ଙ୍କୁ ଅନୁରୋଧ
@gopalmalana7504
@gopalmalana7504 Месяц назад
Jagannatah
@kaliprasadpuri480
@kaliprasadpuri480 Месяц назад
ତମେ ଅଧିକ କଣ କଲଜେ ତୁମକଥା ଅନୁସାରେ ତମେ କିଛି କରିନ ତାଲା ଭାଙ୍ଗିଲ ଅଳଙ୍କାର ଦେଖିଲନି ପଳେଇଆସିଲ ଯାଇଥିଲ କାହିଁକି ପୂର୍ବରୁ ବାହାର ଭଣ୍ଡାର ସେମିତିବି ଖୋଲା ହଉଥିଲା (ବାହାନା କାହିଁକି କରୁଛ ଆଗରୁକଣ ଜାଣିନଥିଲ ଯାତ୍ରା time ବୋଲି ଖାଲି ଭଗବାନ ଙ୍କୁ ନେଇକି ରାଜନୀତି କରୁଛନ୍ତି ଆଉ କିଛି ନୁହେଁ )
@snigdhasamantaray5389
@snigdhasamantaray5389 Месяц назад
Bhitara ratna bhandar condition dekhichanti.
@user-ru8mu4jz8q
@user-ru8mu4jz8q Месяц назад
Jaya jagannath 🙏💞💞💞💞🙏
@gopalkrishnapattnaik5313
@gopalkrishnapattnaik5313 Месяц назад
Sir , we have seen Video of RABINARAYAN MISHRA . HE TOLD ABOUT TUNNEL . IT MIGHT HAVE BEEN COVERED BY ALMIRHS & SINDUKAS . CONGRATULATION TO JUSTICE RATHA . HIS PLANNING & DISCIPLINED. SERVICES ARE EXCELLENT... HE HAS WELL CONTROLLED THE TEAM .
@shibanandameher1514
@shibanandameher1514 Месяц назад
Jay jagannath tamari nila❤❤
@jayashreemohapatra1825
@jayashreemohapatra1825 Месяц назад
Jay shreejagannath🙏🙏
@rajeshkumarpatra9701
@rajeshkumarpatra9701 Месяц назад
ତମେ ସବୁ ମିଛ କହୁଚ ଭଗବାନ ଙ୍କ କାମ ରେ ଯାଇକି ମିଛ କହୁଚ ଭଗବାନ ସହିବେନି ଏମିତି ମିଛ ରେ କୁହନି ଠାକୁର ଏତିକି ସମ୍ପତି ଅଛି ବୋଲି ତମକୁ ବାହାର ଭଣ୍ଡାର ର କାମ କରିବାକୁ କେହି କହିନଥିଲେ ତମକୁ ଭିତର ଭଣ୍ଡାର ଖୋଲିବାକୁ କୁହାଯାଇଥିଲା ତମେ ଭିତର ଭଣ୍ଡାର ଖୋଲିନାହା ଲୋକ ଙ୍କୁ ବୋକା ବନାଅନି ଆଉ ଠାକୁର ଙ୍କ କାମ ରେ ଯାଇଛ ମିଛ କୁହନି ତମ କଥା ସବୁ ଧରା ପଡୁଛି news ରେ ୦୨:୩୦ କି ୦୩:୦୦ ପାଖା ପାଖି ରେ କହିଲେ କି ଭିତର ଭଣ୍ଡାର ଚାବି ଖୋଲା ହେଲା ବୋଲି କିନ୍ତୁ ତମେ କହୁଚ କି ଆମେ ଭିତର ଭଣ୍ଡାର ଖୋଲିଲା ବେଳେ ସମୟ ହେଲାଣି ସେଥି ପାଇଁ ଆମେ ଆସିଲୁ ହାରି ଆଉ ମିଛ କୁହନି ସବୁ ସତ ଜଣା ପଡୁଛି ତମେ କେହି ବି ରତ୍ନ ଭଣ୍ଡାର ଖୋଲି ପାରିବନି ଏତିକି ମାନେ ରଖିଥାଅ ଆଉ ମୁ ଏତିକି ଜାଣିଛି ଆଜି ପରଠୁ ଆଉ କେହି news channel ରେ ରତ୍ନ ଭଣ୍ଡାର କଥା ଉଠେଇବେନି ଯେମିତି 2018 ମସିହା ରେ ହେଇଥିଲା ସେମିତି ପୁନି ହବ ଆଉ କେହି ଉଠେଇବନି ସେ କଥା ମୁ ଜାଣିଛି | 🙏
@asishmohapatra1326
@asishmohapatra1326 Месяц назад
Jay shree jagannath Ram Ram 🙏
@rajeshkumarpatra9701
@rajeshkumarpatra9701 Месяц назад
ଶ୍ରୀଯୁକ୍ତ ରବୀନ୍ଦ୍ର ନାରାୟଣ ମିଶ୍ର କହିଥିଲେ ୧୦ ରୁ ୧୫ ଟି କାଠ ର ସିନ୍ଦୁକ ଅଛି ବୋଲି କିନ୍ତୁ ଏମାନେ କହୁଛନ୍ତି 5 ରୁ 6 ଟି ବାଃ କି ମିଛ କଥା କହୁଚ ତମେ ବାଃ
@bijaypanda1843
@bijaypanda1843 Месяц назад
ଚାବି ହଜିବା କଣ ସମ୍ଭବ?
@satyakantabehera7889
@satyakantabehera7889 Месяц назад
No
@theperfectlaw922
@theperfectlaw922 Месяц назад
Dislike this statement because SOP of bjp govt IS EXCELLENT BAD.so original voice and individual voice of members are banned by bjp govt.these are negative points .
@pintudas-vl7wb
@pintudas-vl7wb Месяц назад
Ea heuchi Mohan Charan Majhi nka shashan ❤❤. Sabu kichi possible ❤
@user-nr4eb1wd7d
@user-nr4eb1wd7d Месяц назад
Wait heba nahi
@Skumar-qd3rx
@Skumar-qd3rx Месяц назад
ଆରେ ମାଗିହା ମିଡ଼ିଆ ବାଲା ତମେ ବାଳ କିଛି ପଚାରିବା ଶୈଳୀ ଶିଖ ତାପରେ ଯାଇ କି ପଚାର
@akshayakumarbhol4132
@akshayakumarbhol4132 Месяц назад
ରତ୍ନ ଅଳଙ୍କାର ତାଲିକା କାହା ପାଖେ ଅଛି ?
@pradyumnagadnaik5935
@pradyumnagadnaik5935 Месяц назад
228 kg gold stolen from Kedarnath, be careful.
@rajibparida999
@rajibparida999 Месяц назад
3rd ranta bhandara kholantu then kana heuchi janibe
@PrakashMuduli-yo2pn
@PrakashMuduli-yo2pn Месяц назад
Sir.ratnabhandarar malik kie
@kamallochannayak9660
@kamallochannayak9660 Месяц назад
Second Room Chabi Gala Kuadegala Tadant Heu .
@prasnnapatra3519
@prasnnapatra3519 Месяц назад
Ae sabu raj😢😢aniti. Orisara lokama
@arunchandrahota9072
@arunchandrahota9072 Месяц назад
କାହାରି ଅନୁପସ୍ଥିତି ରେ, ତାଲା ଭାଙ୍ଗି, ସମ୍ପତ୍ତି ବାହାର କରିବା ଅନୁଚିତ। ବଡ ଠାକୁର ବୋଧହୁଏ ଆଗରୁ ଜଣେଇ ଦେଉଥିଲେ ।
@kaliprasadpuri480
@kaliprasadpuri480 Месяц назад
ମିଛ କହୁଛ କି ସତ କିଏ ଜାଣିଛି
@abhijitpatnaik7438
@abhijitpatnaik7438 Месяц назад
Se bhanga tala ku media ku show karantu.
@bijaypanda1843
@bijaypanda1843 Месяц назад
24 ବର୍ଷ ରେ ଚାବି ଗଲା କୁଆଡେ 🙏
@satyabratapradhan1651
@satyabratapradhan1651 Месяц назад
Bhagwan nka sabu ichha....
Далее
Big Baby Tape - Turbo (Majestic)
03:03
Просмотров 271 тыс.