SONG- BHUL KALI SINA
SINGER- RABINDRA SRAMBUTIKA
LYRICS &COMPOSITION- SALEM LIMA
MUSIC ARRANGEMENT- SUBHAM SAMAL
RECORDING- S B RECORD INN
MIXING & MASTERING-M R R STUDIO (CUTTACK)
VIDEO EDITING- BIRAL KESHARI (RICKI BHAI)
SPECIAL THANKS- SRIDHARA, SOLOMAN, PRAMILA & SUNEMI
ପ୍ରଭୁ ଯୀଶୁଙ୍କ ସୁମଧୁର ନାମରେ ପ୍ରତ୍ଯେକ ଖ୍ରୀଷ୍ଟ ବିଶ୍ବାସି ଭାଇ ଭଉଣୀମାନଙ୍କୁ RS MUSIC official ତରଫରୁ ନମସ୍କାର ଜଣାଉଅଛୁ। ପ୍ରଭୁ ଯୀଶୁଙ୍କ ଗୋୖରବ ଓ ଆପଣମାନଙ୍କ ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଏକ ସୁନ୍ଦର ଦୁଃଖ ଭରା ଗୀତ ପ୍ରସ୍ତୁତ କରାଯାଇଅଛି। ବର୍ତ୍ତମାନ ସେହି ଗୀତର full video RU-vid ମାଧ୍ୟମରେ ଉପସ୍ଥାପନା କରାଯାଇଛି ।ଆଶା କରୁଅଛୁ ନିଶ୍ଚୟ ଆପଣମାନଙ୍କ ଆତ୍ମିକ ଜୀବନର ଅଭିବୃଦ୍ଧି ର କାରଣ ହେବ। ଏଣୁ ଏହି ଭକ୍ତିମୂଳକ ଗୀତଟି ଶୁଣନ୍ତୁ ଏବଂ ଆମ ପାଇଁ ସର୍ବଦା ପ୍ରାର୍ଥନା କରନ୍ତୁ ,ଆଊ ଯଦି ଗୀତଟି ଭଲ ଲାଗେ, ତେବେ like, share, ଆଊ Subscribe କରନ୍ତୁ ।
#rabindrasrambutikaodiachristiansong
#kushagantaodiachristiansong
#sridharagantaodiachristiansong
#amitbadanayakodiachristiansong
#bidyutbhatraodiaxhristiansong
#amitpaniodiachristiansong
#humansagarodiachristiansong
!!*ANTI-PIRACY WARNING*!!
This content is copyright to Rabindra Srambutika any unauthorized reproduction redestribution, re-upload (Audio or video) is strictly prohibited of this material.Legal action will be taken against those who violete this copyright material presented.
ଭୁଲ୍ କଲି ସିନା ପ୍ରେମ କଲ ମୋତେ
ଭୁଲି କି ପାରିବି ପ୍ରଭୁ। (୨ଥର)
ସେ ଅପାର ପ୍ରେମ ଦେଲ ମୋ ଜୀବନେ (୨ଥର)
ଭୁଲି କି ପାରିବି ପ୍ରଭୁ.......
ଭୁଲ୍ କଲି ସିନା ପ୍ରେମ କଲ ମୋତେ........
୧) ପାପ ପଥେ ହଜିଥିଲି, ମିଛ ପଥେ ବୁଲୁଥିଲିି
ସଂସାର ର କାର୍ଯ୍ୟରେ ମୁଁ ସର୍ବଦା ଯେ ମଜିଥିଲି (୨ଥର)
ସେ କୃଶୀୟ ପ୍ରେମ ଦେଲ ମୋ ଜୀବନେ (୨ଥର)
ଭୁଲି କି ପାରିବି ପ୍ରଭୁ......
ଭୁଲ୍ କଲି ସିନା ପ୍ରେମ କଲ ମୋତେ........
୨) ପ୍ରାର୍ଥନାରେ ହେଳା କଲି, ବାକ୍ୟ ଧ୍ୟାନ ଛାଡ଼ିଥିଲି
ପାପମୟ ଏ ଜଗତେ, ପାପରେ ମୁଁ ବନ୍ଧାଥିଲି ହୋ..(୨)
ସେ ଅଭୁଲା ପ୍ରେମ ଦେଲ ମୋ ଜୀବନେ। (୨ଥର)
ଭୁଲି କି ପାରିବି ପ୍ରଭୁ........
ଭୁଲ୍ କଲି ସିନା ପ୍ରେମ କଲ ମୋତେ
ଭୁଲି କି ପାରିବି ପ୍ରଭୁ.......(୨ଥର)
-----
13 окт 2024