Тёмный

BJD's wicket down in Rajya Sabha, 3 MPs in waiting as Mamata quits 

Nirbhay
Подписаться 287 тыс.
Просмотров 100 тыс.
50% 1

BJD's wicket down in Rajya Sabha, 3 MPs in waiting as Mamata quits

Опубликовано:

 

20 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 417   
@ajitkumarpanda6388
@ajitkumarpanda6388 2 месяца назад
ମମତା ମହାନ୍ତ ଙ୍କ ଇସ୍ଥାପା ଏକ ନୂଆ ସମୟ ର ସୂଚନା ଦେଉଛି,,,,ସମୟ ବଡ ବଳବାନ,,,, ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ,,,,,,,,,,,
@nrushinghnathsahu1630
@nrushinghnathsahu1630 2 месяца назад
ଗତ କାଲି ଡାଲି ଚୋରଣୀ ର ପ୍ରତିକ୍ରିୟା ଦେଖୁ ଥିଲି, ହସ ଲଗିଲା। ନିର୍ବାଚନ ର ଠିକ୍ ପୂର୍ବରୁ ବିରୋଧୀ ଦଳ ନେତା କୁ ନେଇ ନିଜ ଦଳରେ ମିଶେଇ ଦେଇ ଥିଲେ। କିଛି କ୍ରୀତଦାସ କହୁଥିଲେ ପାଣ୍ଡୁ ପଟନାୟକ ଥିବା ଯାଏ ବିଜେଡି ହାରିବ ନାହିଁ ତାହା ହୋଇଗଲା. ଠିକ୍ ସେମିତି ପାଣ୍ଡୁ ପଟନାୟକ ଆଖିରେ ଦେଖୁଥିବ, ଦଳ ସଫା ହୋଇଯିବ.
@kedarbiswal4575
@kedarbiswal4575 2 месяца назад
ବିଜେଡି ଦରକାର ପଡିଲେ କଂଗ୍ରେସ ଦଳରେ ମିଶିଯିଵ। ଆଉ ଅଧେ ରାଜନୀତି ଛାଡିଦେଵେ।
@jagdishkumarrath4631
@jagdishkumarrath4631 2 месяца назад
ସମ୍ବଲପୁରୀ ଦିନ ର ଆପଣଙ୍କୁ ଭି ବହୁତ୍ ବହୁତ୍ ଅଭିନନ୍ଦନ।
@bmn2568
@bmn2568 2 месяца назад
Bjd ର ଦୁର୍ଦଶା, ଦୁର୍ଦ୍ଦିନ ଆସିଗଲା ସମୟ ବଡ଼ ବଳବାନ ଯାହା ହେଉଛି ବହୁତ ଭଲ ହେଉଛି ଆଗାମୀ ଦିନରେ ଯାହା ହେବ ଭଲହେବ
@UpendraBehera-o1z
@UpendraBehera-o1z 2 месяца назад
ମହାପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ ରଥ ନାମରେ ରାସ୍ତାରେ ବୁଲାଇବା ଯୋଗୁଁ, ବିଜୁ ଜନତା ଦଳ ର ଏ ଅବସ୍ଥା।
@prakashtoltia
@prakashtoltia 2 месяца назад
Correct bhai ....Jaya Jagannath
@prakashpanigrahi6393
@prakashpanigrahi6393 2 месяца назад
ଦଳ ଭାଙ୍ଗିବାରେ ନବୀନ ବାବୁ ମାହୀରଥିଲେ। ଏବେ ତାଙ୍କ ଦଳ ଭାଙ୍ଗୁଛି।
@pitamberparida8762
@pitamberparida8762 2 месяца назад
Nabin Tu mari ja. Dukha nahin
@netajidash9367
@netajidash9367 2 месяца назад
@@prakashpanigrahi6393 ଯେସାକୁ ତେସା
@abhayamishra3806
@abhayamishra3806 2 месяца назад
କଂଗ୍ରେସ ଦଳ ଭାଙ୍ଗି ଖୁସି ହେଉଥିବା BJDର ଗାଣ୍ଡି ଫଟା ଚିତ୍କାର ଶୁଣିବାକୁ ଏବେ ଭାରି ଆନନ୍ଦ ଲାଗୁଛି😂😂😂
@Zanil-kr7ll
@Zanil-kr7ll 2 месяца назад
Tama raddi ta parliament re ame dekhibu Modi ra gandi fateibe wait wait
@rajeshkumarpanda6202
@rajeshkumarpanda6202 2 месяца назад
ଜୟ ଶ୍ରୀ ଜଗନ୍ନାଥ❤️🙏🚩 ଜୟ ମାଁ ସମଲେଶ୍ବରୀ🙏🚩
@prafulasingh2267
@prafulasingh2267 2 месяца назад
ସମୟ ବଡ଼ ବଳବାନ ସମୟ ଯାହାକୁ ବି ଅପେକ୍ଷା କରେନାହିଁ ସମୟ ବହୁ ପରିସ୍ଥିତିକୁ ସଜାଡ଼ି ଦିଏ ବହୁ ପରିସ୍ଥିତିକୁ ବିରାଡ଼ି ଦିଏ । ଆପଣଙ୍କର ବିଶ୍ଳେଷଣ To the point କୁ hit କରେ । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
@PatrakanaTV
@PatrakanaTV 2 месяца назад
ଜୟନାରୟଣ ମିଶ୍ର ଏବେ କିଛିଦିନ ପୂର୍ବରୁ କହିଛନ୍ତି ନା ବିଜେଡି ଦଳର ପରମାୟୁ କମଦିନ ବୋଲି ତାହା ସତ ହେବାକୁ ଯାଉଛି
@chaturamahanta013
@chaturamahanta013 2 месяца назад
ଯିଏ ବଜେଡି ଛାଡି ଚାଲିୟିବ ସେ ନିଶ୍ଚିତ ଭଲ ଲୋକ ବା ରାଜନେତା ହେଇଥାଏ।
@arucharanpradhan5502
@arucharanpradhan5502 2 месяца назад
ଜୟ ଜଗନ୍ନାଥ, ସବୁ ତାଙ୍କର ଲୀଳା। ଓଡ଼ିଶାର ଆରାଧ୍ୟ। ପ୍ରଭୁ ନିଶ୍ଚୟ ଓଡ଼ିଶା ବାସୀଙ୍କର ମଙ୍ଗଳ ନିମିତ୍ତ ସମସ୍ତ କାର୍ଯ୍ୟକୁ ପରିଚାଳନା କରିବେ, ଏଥିରେ ସନ୍ଦେହ ନାହିଁ।
@netajidash9367
@netajidash9367 2 месяца назад
ମମତାଙ୍କ ଇସ୍ତଫା ପରେ ଆଗାମୀ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଥୟ। ଦି'ତିନ ଜଣ ଇସ୍ତଫା ଦେଇଥିଲେ ଉପନିର୍ବାଚନରେ କ୍ରସଭୋଟିଂ ପାଇଁ ସୁଯୋଗ ମିଳିଥାନ୍ତା ବିଜେପିର ବିଧାୟକ ସଂଖ୍ୟା ଦୃଷ୍ଟିରୁ। ମଜା ହେଇଥାନ୍ତା ଖେଳ ଜମିଥାନ୍ତା।
@geetaranisamal6638
@geetaranisamal6638 2 месяца назад
କଲା କର୍ମର ଫଳ ଭୋଗୁଛନ୍ତି ଏବେ ନବୀନ ବାବୁ।
@dagreswargoud
@dagreswargoud 2 месяца назад
ସତ ନୁହେଁ ତ ପଚାରି ନିଅ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ
@nabinbeura3225
@nabinbeura3225 2 месяца назад
ସମୟ କଣ ସୂଚାଏ - ଏହା ନବୀନ୍ ବାବୁଙ୍କ ଗାରିମା ନା ଚଗଲା ପଣିଆ .
@brajakishorepadhi4022
@brajakishorepadhi4022 2 месяца назад
ନବୀନ ପଟ୍ଟନାୟକ ଏକ ବିରଳ ଚରିତ୍ର। କ୍ଷମତାଲିପ୍ସୁ ନବୀନ କ୍ଷମତା ପାଇଁ ଯେ କୌଣସି ସ୍ତର କୁ ଖସି ପାରେ। ଓଡିଶା ବାସୀ କୁଂ ଲୁଟିବାରେ ପ୍ରଥମ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ତେଣୁ ତାକୁଂ ଭାରତ ରତ୍ନ ପୁରସ୍କାର ଅମିତ ଶାହା ଦେଇ ଦିଅନ୍ତୁ।
@bishnucharnrana3282
@bishnucharnrana3282 2 месяца назад
ଜୟ ଜଗନ୍ନାଥ । ବିଶ୍ବର ସବୁଠାରୁ ପ୍ରତାରକ ଓ ରାଜନୈତିକ ଶତ୍ରୁଙ୍କ ଉପରେ ପ୍ରତିଶୋଧ ନେବାରେ ସିଦ୍ଧହସ୍ତ ନବୀନ ପଟ୍ଟନାୟକ ଏବେ ଅସହାୟ ହେବାରେ ଆଶ୍ଚର୍ଯ୍ୟ କିଛି ନାହିଁ ।
@brajakishorepadhi4022
@brajakishorepadhi4022 2 месяца назад
ଇଣ୍ଟରନେସନାଲ ଠକ ନବୀନ ବୁଢା ତିଳ ତିଳ ହୋଇ ଧ୍ବଂସ ହେଉ। ଜଗନ୍ନାଥ ମହା ପ୍ରଭୋ ନିଶ୍ଚିତ ମୋ ପ୍ରାର୍ଥନା ଶୁଣିବେ।
@SagarBarik-pu9rn
@SagarBarik-pu9rn 2 месяца назад
@@brajakishorepadhi4022jahaku international thaka kahuchha tame dekhiba 2029 re puni cm hebe au record karibe Sara bhartata re
@nandansahu3832
@nandansahu3832 2 месяца назад
​@@SagarBarik-pu9rnnabin au asibeni lekhiki rakha
@sujitsamal694
@sujitsamal694 2 месяца назад
2029 belaku budha banchi thiba ta?​@@SagarBarik-pu9rn
@niranjanpanda8574
@niranjanpanda8574 2 месяца назад
CBI, ED ତଦନ୍ତ ହେଲେ ବିଜେଡି ନିଶ୍ଚିନ୍ନ ହୋଇଯିବ।
@netajidash9367
@netajidash9367 2 месяца назад
@@niranjanpanda8574 ନିହାତି ହେବା ଦରକାର। ବିରୋଧୀ ଦଳ ଥିଲାବେଳେ ବହୁତ ହଙ୍ଗାମା କରୁଥିଲେ। ଏବେ ଚୁପ କାହିଁକି? CBI ତଦନ୍ତ ପାଇଁ ପ୍ରସ୍ତୁତି ଚାଲିଚି ବୋଲି ଜଣେ ନୂଆ ମନ୍ତ୍ରୀ କହିଦବା ପରରେ ତାଙ୍କୁ ଚୁପ କରେଇଦେଲେ କିଏ ଏବଂ କ'ଣ ପାଇଁ?
@pabitmaroy1592
@pabitmaroy1592 2 месяца назад
Tu CBI ED lageide
@binayakpaikaray8221
@binayakpaikaray8221 2 месяца назад
ପାଣ୍ଡିଆନଙ୍କ ଉପସ୍ଥିତି ଯୋଗୁଁ ବିଜେଡି କ୍ରମେ କ୍ରମେ ହଜିଯିବ।
@sadhaihembram9242
@sadhaihembram9242 2 месяца назад
Na re bhai se post re bjd come back karibo
@vasundharaofficial
@vasundharaofficial 2 месяца назад
​@@sadhaihembram9242bjd come back korile bjd kujjinetamane & nettamananku kotti kotti durnithi koriba pai sujog melibo
@hrusikeshmahapatra6735
@hrusikeshmahapatra6735 2 месяца назад
ନବୀନ ପଟ୍ଟନାୟକ ଜଣେ କୁତଗ୍ନ
@kailashrana5820
@kailashrana5820 2 месяца назад
ବିଜେଡି ର ଯେପରି ଉତ୍ଥାନ ହୋଇଛି ପତନ ବି ହେବ ।ଅନ୍ଯାୟ ଦୁର୍ନିତୀ ଚରମ ସୀମାରେ ପହଞ୍ଚି ଯାଇଛି ଓ ଯାଉଛି ।
@amitakar948
@amitakar948 2 месяца назад
ପର ର ଅମଙ୍ଗଳ ଚିନ୍ତା ଯେ କରେ ଭଗବାନ ତାଙ୍କ ଅମଙ୍ଗଳ ଚିନ୍ତା କରନ୍ତି
@mituprdhan2020
@mituprdhan2020 2 месяца назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ❤❤❤❤❤❤❤❤❤❤❤
@skdsingerkumarsaroj655
@skdsingerkumarsaroj655 2 месяца назад
ସମୟ ହେଉଛି ସ୍ଵୟଂ ଜଗନ୍ନାଥ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ
@paramanandaswain2562
@paramanandaswain2562 2 месяца назад
ଶିବସେନା ର ମନୋହର ଯୋଶୀଙ୍କ ଫଟୋ ବଦଳରେ ବିଜେପି ର ମୁରଲୀ ମନୋହର ଯୋଶୀଙ୍କ ଫଟୋ ଦେଖାଉ ଛନ୍ତି.. ଆଗକୁ ଦୟାକରି ଏଥି ପ୍ରତି ଧ୍ୟାନ ଦେବେ କୁ ଅନୁରୋଧ.. ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@yezdani2000
@yezdani2000 2 месяца назад
U r right about Manohar joshi.,
@prasantamohanta7837
@prasantamohanta7837 2 месяца назад
Mamata Mohanta Jindabad
@bharatmohanta
@bharatmohanta 2 месяца назад
Jai shree Ram
@laxmidharapanda6086
@laxmidharapanda6086 2 месяца назад
ସମୟ ବଡ଼ ବଳବାନ, ସମୟର ପରିଚାଳକ ସ୍ୱୟଂ ଜଗନ୍ନାଥ ! ସେ ହିଁ ନବୀନଙ୍କୁ କରିଥିବା ପାପର ଫଳ ଦେବାକୁ ଆରମ୍ଭ କରିଛନ୍ତି ! ଯଦି ସମସ୍ତେ ବିଜେଡି ଛାଡ଼ି ଚାଲିଯିବେ ତଥାପି ନବୀନବାବୁ କହୁଥିବେ ପାଣ୍ଡିଆନ ଓଡ଼ିଶାର ବିକାଶ ପୁରୁଷ !
@satishchandrabehera7291
@satishchandrabehera7291 2 месяца назад
ଜୟ ମା ସମଲେଶ୍ବରୀ!!!
@gourishankarpati2120
@gourishankarpati2120 2 месяца назад
ଆପଣ ଭୁଲ ଛବି ଦେଖାଉଛନ୍ତି। ମନୋହର ଯୋଶୀ ଙ୍କ ଜାଗାରେ ମୁରଲୀ ମନୋହର ଯୋଶୀ ଙ୍କୁ ଦେଖାଉଛନ୍ତି।
@ramachandrapanipani7424
@ramachandrapanipani7424 2 месяца назад
ଜୟ ଶ୍ରୀ ଜଗନ୍ନାଥ ! ଜୟ ମା ସମଲେଇ ! ଶୁଭ ସମ୍ବଲପୁର ଦିବସ !
@dillipkumarsahoo1133
@dillipkumarsahoo1133 2 месяца назад
ଜୟ ମା ସମଲେଇ 🛕🙏
@Jagannath-oc9ht
@Jagannath-oc9ht 2 месяца назад
ଆଗ୍ୟାଁ ଆଗ୍ୟା ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ।
@dpslncollege
@dpslncollege 2 месяца назад
ମନୋହର ଯୋଶୀ ଙ୍କ ଫଟୋ ବଦଳରେ ମୁରଲୀ ମନୋହର ଯୋଶୀ ଙ୍କ ଫଟୋ ଆସିଗଲା. ଆଗକୁ ନିଶ୍ଚୟ ଧ୍ୟାନ ଦେବା କୁ ଅନୁରୋଧ.
@saratmishra7100
@saratmishra7100 2 месяца назад
Jay Jagannath. ମୋହନ ସରକାର game ଖେଳୁଛି। ଯେମିତି Pandian ଙ୍କୁ ସୁରକ୍ଷା। ଯେତେଦିନ pandian ଏକ୍ଟିଭ ରହିବେ, ସେତେ ଦଳରେ କନ୍ଦଳ ବଢି ବଢି ଚାଲିବ ଓ ଦଳ ଭାଙ୍ଗିବାର କାରଣ ହେବ।
@gyanabratamohanty4219
@gyanabratamohanty4219 2 месяца назад
ଆପଣଙ୍କ ଜ୍ଞାନ, ବାକଶକ୍ତି ଓ ସ୍ମୃତିଶକ୍ତି କୁ ଶତ ପ୍ରଣାମ | ଓଡ଼ିଆ ମାନେ ଭାରି ଭୁଲା | ଏମିତି ଗହନ ଇତିହାସ ଟିକିଏ ଟିକିଏ ମନେ ପକାଇ ଦେଉଥାନ୍ତୁ | ଆଶା କରିବା - ନୂଆ BJP ସରକାର ଭଲ କାମ କରନ୍ତୁ ଓ BJD କୁ ଲୋକେ ଭୁଲି ଯାଆନ୍ତ 🙏🙏🙏
@sairamsahoo9059
@sairamsahoo9059 2 месяца назад
ଆଜ୍ଞା, ଭୁଲବଶତଃ ମନୋହର ଯୋଶୀ ଙ୍କ ସ୍ଥାନରେ ମୁରଲୀ ମନୋହର ଯୋଶୀ ଙ୍କ ଫଟୋ ଦେଇଦେଲେ l 🙏🙏🙏
@basantakumarnayak7432
@basantakumarnayak7432 2 месяца назад
କଥା ରେ ଅଛି ଆପଣା ହାତେ ଜିହ୍ୱା ଛେଦିତ କେ ଅଛି ତାହାର ପ୍ରତିବାଦୀ ଏହା ବର୍ତ୍ତମାନ ଦୁଇ ମୁଖ୍ୟ ମନ୍ତ୍ରୀ ଙ୍କ ପାଇଁ ପ୍ରଜୁଯ୍ୟ। ଜଣେ ପୂର୍ବତନ ଓ ଜଣେ ବର୍ତ୍ତମାନ ର। ଲୋକଙ୍କ ଭାବାବେଗକୁ ମୋହନ ସରକାର ସମ୍ମାନ ଦେବାକୁ ଅନୁରୋଧ। ନମସ୍କାର
@AbhimanyuPattayat
@AbhimanyuPattayat 2 месяца назад
ଆପଣ ଆଗତ ଭବିଷ୍ୟତକୁ ଆକଳନ କରିପାରୁଛନ୍ତି ମୋତେ ଲାଗୁଛି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ 🙏
@pradeeptadash6501
@pradeeptadash6501 2 месяца назад
Nice opininon
@SudhansuSwain-cm4gi
@SudhansuSwain-cm4gi 2 месяца назад
ଗର୍ବ ରୁ ଖର୍ବ
@sagarnaik5508
@sagarnaik5508 2 месяца назад
Good analysis
@BhaktaHari-xy3lf
@BhaktaHari-xy3lf 2 месяца назад
Ok❤🎉🎉🎉🎉🎉
@rabindrarath9474
@rabindrarath9474 2 месяца назад
ସମୟଚକରେ ସବୁକିଛି ଘଟେ ବିଜେଡି ତା କର୍ମଫଳ ଭୋଗିବାକୁ ପଡିବ ସମୟକୁ ଅପେକ୍ଷା କରିବାକୁ ପଡିବ ମହାପ୍ରଭୁ ଜଗନ୍ନାଥ ସବୁ ଦେଖୁଛନ୍ତି ପାପର ପ୍ରାଯଶ୍ଚିତ କରିବାକୁ ହେବ
@sujitpradhan2117
@sujitpradhan2117 2 месяца назад
ଆପଣଙ୍କୁ ମଧ୍ୟ୍ୟ ଅଭିନନ୍ଦନ, ଜୁହାର
@binayamishra3723
@binayamishra3723 2 месяца назад
Jai jagannath.jai maa samlai
@sushilsamal3789
@sushilsamal3789 2 месяца назад
ସାର୍ ଆପଣ ମନୋହର ଯୋଶୀ ଲୋକସଭାର ବାଚସ୍ପତଙ୍କ କଥା କହୁଥିବାବେଳେ ଫଟୋ କିନ୍ତୁ ମୁରଲୀମନୋହର ଯୋଶୀଙ୍କର ବାହାରୁଥିଲା,Good 👍 Analysis
@basantapattnaik7812
@basantapattnaik7812 2 месяца назад
ସାର ସମୟ କୁ ସମସ୍ତେ ମାନୁଥିବେ ସମୟ ଜେତେ ବେଳେ କଡ ଲଉଟାଏ ସେତେବେଳେ ସୁଖ ବି ଦୁଃଖ ହେଇଯାଏ l ଏବଂ ଦୁଃଖ ବି ସୁଖ ରେ ପରିବର୍ତନ ହେଇଯାଏ l ଏ ହେଉଛି ମୋର ଅନୁଭବ l ସମୟ ବଡ଼ ବଲଵାନ
@jchoudhury274
@jchoudhury274 2 месяца назад
BJD ର ଶେଷ ସମୟ ଆସି ଯାଇଛି ଜୟ ଜଗନ୍ନାଥ
@gopalsamall8365
@gopalsamall8365 2 месяца назад
ନବୀନ ବାବୁ ଆପଣଙ୍କ ଚାନେଲ ମନୋହର ଯୋଶୀ ଙ୍କ ଫଟୋ ଜାଗାରେ ପୂର୍ବତନ ମନ୍ତ୍ରୀ ମୁରଲୀ ମନୋହର ଯୋଶୀ ଙ୍କ ଫଟୋ ଦେଖାଇ ଛନ୍ତି l ତ୍ରୁଟି ସୁଧାରି ବାକୁ ନିବେଦନ l
@RKMohapatra-n5x
@RKMohapatra-n5x 2 месяца назад
Extremely right statement.
@niharranjandas1353
@niharranjandas1353 2 месяца назад
ଆପଣ ମୁରଲୀ ମନୋହର ଯୋଶୀ ଙ୍କ ଫଟୋ ଦେଖାଇଲେ, ଭୁଲ, ତଥ୍ୟ, ଏ ଥିଲେ ବିଜେପି ନେତା
@basantapattnaik7812
@basantapattnaik7812 2 месяца назад
ସାର ପ୍ରଣାମ 🙏🌹
@ashokkumarchatterjee8494
@ashokkumarchatterjee8494 2 месяца назад
ଆପଣ ମନୋହର ଯୋଷି ଙ୍କ କଥା କହି ମୁରଲି ମନୋହର ଯୋଷି ଙ୍କ ଫଟୋ ଦେଖାଇଲେ ।
@pitambrarout8724
@pitambrarout8724 2 месяца назад
ମନୋହର ଯୋଶୀ କେବେ ଶିବ ସେନା ଦଳର ନ ଥିଲେ । ସେ ସର୍ବଦା ଭାରତୀୟ ଜନତା ଦଳର ଥିଲେ । ପ୍ରହ୍ଲାଦ ଯୋଶୀ ଶିବସେନା ର ଥିଲେ ।
@MrPpcops
@MrPpcops 2 месяца назад
ବାଚସ୍ପତି ମନୋହର ଯୋଷୀ ଙ୍କ କଥା କହୁଛନ୍ତି କିନ୍ତୁ ଛବି ଦେଖ‌ଉଚନ୍ତି ଅନ୍ୟ ଜଣେ ମୁରଲୀ ମୋହନ ଯୋଷୀ ଙ୍କ ।
@Sekharchandraray
@Sekharchandraray 2 месяца назад
Agyan apnanka samachar mu dekhi bahut khushi
@sarojghosh1199
@sarojghosh1199 2 месяца назад
Tremendous presentation.
@raghubirdas7621
@raghubirdas7621 2 месяца назад
Excelent analysis
@manojpanda2956
@manojpanda2956 2 месяца назад
ଆଜ୍ଞା ଧନ୍ୟବାଦ ଆପଣଙ୍କ ଇତିହାସ ଆଲୋଚନା ଉଚ୍ଚକୋଟୀର, କିନ୍ତୁ ବିଜେଡି ର ଅହଂକାର ପାଇଁ ଜଗନ୍ନାଥ ବିଚାର କରୁଛନ୍ତି
@chandipadapanda4707
@chandipadapanda4707 2 месяца назад
ପରିସ୍ଥିତି ବିପରୀତ ଗାମୀ ହେବାର ସୂର୍ଯ୍ୟୋଦୟ ର ପଦଧ୍ବନି ମମତା ମହନ୍ତଙ୍କ ପାଖରୁ ଆରମ୍ଭ ।ଜୟ ଜଗନ୍ନାଥ, ଏହା ପ୍ରଭୁଙ୍କ କୃପାରୁ ହେଲା ପରି ମନେହେଉଛି ।
@BkSrey
@BkSrey 2 месяца назад
Fantastic narratives. Linked to ground realities !
@sarojinibagh1990
@sarojinibagh1990 2 месяца назад
Sir namaskar gumara subject ti bahut rochakara
@Jagannath-oc9ht
@Jagannath-oc9ht 2 месяца назад
JAI JAI SHREE JAGANNATH.
@kabitasahoo8385
@kabitasahoo8385 2 месяца назад
🙏👍❤ Time is the decider and player. Thank you for today.
@prabhasray675
@prabhasray675 2 месяца назад
Jay maa ssmlei
@abhayakumarmohanty3992
@abhayakumarmohanty3992 2 месяца назад
Mamata mahanta next to president of bharat
@ShricoomarPinakeen-yc7ge
@ShricoomarPinakeen-yc7ge 2 месяца назад
BJD would breakdown by itself .
@JagatjibanBandanaMallick
@JagatjibanBandanaMallick 2 месяца назад
Brave& correct presentation.
@bijaypanda1843
@bijaypanda1843 2 месяца назад
ଜୟ ମା ସମଲେଇ 🙏
@jupiter4910
@jupiter4910 2 месяца назад
Jai Maa Samalei..
@Manoranjansahoo34680
@Manoranjansahoo34680 2 месяца назад
ସାର ନମସ୍କାର,ଆପଣ ଯେଉଁ ଫୋଟୋଟି ଦେଖାଇଲେ ତାହା ମୁରଲୀ ମନୋହର ଯୋଶୀଙ୍କର ଯିଏକି ବିଜେପିର, ଶିବାସେନର ନୁହେଁ, ଧନ୍ୟବାଦ, ଜୟ ଜଗନ୍ନାଥ 👌👌👌
@santoshnarayanbhagat2437
@santoshnarayanbhagat2437 2 месяца назад
Best analices sir ji
@makradhwajapatra2737
@makradhwajapatra2737 2 месяца назад
Many many thanks
@manjushaswain1037
@manjushaswain1037 2 месяца назад
ଜଗନ୍ନାଥ ଭରସା ଉତ୍କଳ କୁ। ।
@rajanikantabiswal2669
@rajanikantabiswal2669 2 месяца назад
ସାର୍ ନମସ୍କାର ମନେ ହେଉଛି ନବିନ ବାବୁ ଆଉ ଆଂଚଳିକ ଦଳକୁ ଆଗକୁ ନେଇ ଆହୁରି ଅଧିକ ବଦନାମ ହେବାକୁ ଚାହୁଁ ନାହାଁନ୍ତି କାରଣ ସାହା ରାଜ୍ଯ ସଭାରେ ବଧାଈ ଦେବାପରେ ଏ ଇସ୍ତଫା ପଚ୍ର କାହାଣୀ
@gangadhardash3430
@gangadhardash3430 2 месяца назад
🎉
@ashokkumardash1444
@ashokkumardash1444 2 месяца назад
ସମ୍ବଲପୁରୀ ଦିନରେ ଅନେକ ଅନେକ ଅଭିନନ୍ଦନ।Jay maa ସମଲେଶ୍ଵରୀ।ମମତା ମହନ୍ତ ପରେ ପରେ ଆଉ କେତେକଙ୍କ ଇସ୍ତଫା ଦେଖିବାକୁ ବାକି ରହିଲା।ସ୍ଵlଗତଙ୍ଗ ମାନ୍ୟବର ଓଡ଼ିଶା ର ଶାଗ ପଖାଳ ଖାଇବାକୁ ଭଲ ପାଇବାରାଲୋକପ୍ରୀୟ ନେତା ।
@sibaprasadkhadanga4375
@sibaprasadkhadanga4375 2 месяца назад
ପୂର୍ବତନ ଲୋକସଭା ର ବାଚସ୍ପତି ମନୋହର ଜୋଷୀକଂ ଚିତ୍ର ବଦଳରେ ବିଜେପି ର ବରିଷ୍ଠ ନେତା ମୁରଲୀ ମନୋହର ଜୋଷୀକଂ ଚିତ୍ର ଭୂଲରେ ବୋଧହୁଏ ଆପଣ ଦେଖାଇଦେଲେ ।
@alekhabehera-tq3pw
@alekhabehera-tq3pw 2 месяца назад
Sir, Fantastic forecast made by you
@Duryodhankhatua-k6o
@Duryodhankhatua-k6o 2 месяца назад
RESPECTED NABIN BABU ! HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR AND ALL NIRBHAYA GUMARA KATHA FAMILY MEMBERS ! BEAUTIFUL PRESENTATION ! REALLY, I ENJOY YOUR DISCUSSION VERY MUCH ! YOUR EXPECTATION IS RIGHT ! OUR FORMER C.M.NABIN SIR IS AN INTERNATIONAL WRITER ! I RESPECT HIM VERY MUCH ! HE HAS AN EXTRAORDINARY EYE ! HE SHOULD ENCOURAGE NEW GOVT. AS AN EXPERIENCED C.M FOR DEVELOPMENT OF ODISHA ! IT IS THE DUTY OF AN REAL OPPOSITION LEADER ! BECEASE NOBODY IS THE ENEMY OR FRIEND OF ANYBODY IN POLITICS ! THANKS ! LORD JAGANNATH MAY BLESS YOU !
@CaptainMithun10
@CaptainMithun10 2 месяца назад
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନବୀନ ପଟ୍ଟନାୟକ no 1। ବର୍ତ୍ତମାନ ଦଳ ର ବିପର୍ଯ୍ୟୟ ଘଟିଛି wait and watch Naveen pattanayak is comeback ❤
@Fgjkklkjjhhhhhhhahsjxxcd
@Fgjkklkjjhhhhhhhahsjxxcd 2 месяца назад
ନବୀନ ବାବୁ.... ପର ଘର ଭାଙ୍ଗି ଖେଳ କରନ୍ତି
@prakashkumar1695
@prakashkumar1695 2 месяца назад
Definitely BJD will come back again ❤️ politics re esabu hue eita kchh bada katha nuha, puruna jibe nuaa aasibe, 24 barsa hela aame bahut emti dekhi aasuchu, Naveen Babu b emti bahut beiman, drust loka nku dala ru getout karichhanti, so it's very common issue, let's enjoy this 5yr journey
@Fgjkklkjjhhhhhhhahsjxxcd
@Fgjkklkjjhhhhhhhahsjxxcd 2 месяца назад
@@prakashkumar1695 ବିରୋଧୀ ରେ ବସିବା କିନ୍ତୁ ନବୀନ ବାବୁ ଙ୍କ ପାଇଁ ପ୍ରଥମ...
@prakashkumar1695
@prakashkumar1695 2 месяца назад
@@Fgjkklkjjhhhhhhhahsjxxcd Ta ethire asubidha kouthi achhi gote dala ku sabu prakar role nibheibaku padiba, se shasak dala re thile ebe strong birodhi dalare rahibe, Tachhada Naveen Babu jane smart politician se valse janichhanti tanka role ebe kn aau taku se ete age re b valase karuchhanti, kounasi b dala kete b vala sasan karu se b dine parajay haba , sabubele rajya re gote anchalika dala rahiba ta rajya pae vala
@Fgjkklkjjhhhhhhhahsjxxcd
@Fgjkklkjjhhhhhhhahsjxxcd 2 месяца назад
@@prakashkumar1695 ହଉ ସମୟ ଆସିଲେ ତାର ଉତ୍ତର ଦେବି..... ନବୀନ ବାବୁ bahut ଭାଙ୍ଗିଛନ୍ତି ଏବେ ତାଙ୍କର ଭାଙ୍ଗୁଛି ସବୁ ସମୟର ଖେଳ
@SwarnaMohanty-hj5rs
@SwarnaMohanty-hj5rs 2 месяца назад
7000 koti electral bond BJP paithila , au MP dam kete ?
@biplabbehera628
@biplabbehera628 2 месяца назад
Biplab Behera ନମସ୍କାର ସାର, ନୂତନ ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ଅନିଲ କପୂର୍ ଅଭିନୀତ ନାୟକ ଫିଲ୍ମ ଟିକୁ ଦେଖିବାକୁ ବିନମ୍ର ଅନୁରୋଧ
@saratchandramishra1716
@saratchandramishra1716 2 месяца назад
ମନୋହର ଯୋଶୀଙ୍କ ସ୍ଥାନରେ ମୁରଲୀ ମନୋହର ଯୋଶୀଙ୍କ ଫଟୋ ସ୍ଥାନ ପାଇଛି ଭିଡିଓ ରେ
@gajendranathjena356
@gajendranathjena356 2 месяца назад
ଆଜ୍ଞା ମୋହନ ବାବୁ ବିଜେଡି ସରକାରଙ୍କ ଦୁର୍ନୀତିକୁ CBI ଦ୍ୱାରା ରାଜନୈତିକ ନେତା କିମ୍ବା ସରକାରୀ ବାବୁମାନଙ୍କୁ ଆଗ ଗୋଟିଏ ଗୋଟିଏ ସାମ୍ନାକୁ ଆଣନ୍ତୁ ଏବଂ ଜନମଙ୍ଗଳ କାର୍ଯ୍ୟଆସ୍ତେ ଆସ୍ତେ ଚାଲୁ ରହିଲି ଆପଣଙ୍କଦ୍ୱାରା ମୋର ଆନ୍ତରିକତା ଜଣାଇଲି ଜୟ ଶ୍ରୀରାମ✍️🚕)U(❤❤❤
@ashokkumarpanda7838
@ashokkumarpanda7838 2 месяца назад
ମନୋହର ଯୋଷୀ ଙ୍କ ବଦଳରେ ମୂରଲି ମୋହନ ଯୋଷୀ ଙ୍କ ଫଟୋ ପ୍ରଦର୍ଶନ କରିବା ଠିକ ହେଲା ନାହିଁ। ଏଥିପାଇଁ ଦୃଷ୍ଟି ଦେଲେ ଭଲ ହେବ।
@umeshbhuyan2981
@umeshbhuyan2981 2 месяца назад
ଆପଣ ଯୋଶୀ ଙ୍କ photo ପରିବର୍ତ୍ତେ ମୁଲରୀ ମନୋହର ଯୋଶୀ ଙ୍କ photo ଦେଖାଇଲେ,
@benudharsenapati753
@benudharsenapati753 2 месяца назад
ଜୟ ଶ୍ରୀ ରାମ
@bansidharswain6298
@bansidharswain6298 2 месяца назад
Very good episode.
@bapimishra-sv4oz
@bapimishra-sv4oz 2 месяца назад
Jai shree jagannath 🙏🙏
@basantanayak8019
@basantanayak8019 2 месяца назад
Samaya bada balaban. Bahut sundar bislesana. Amiti sabubele sachetana karuthantu.
@manojnayak2834
@manojnayak2834 2 месяца назад
ଆଗକୁ ଆଉ ଜଣେ ରାଜ୍ୟସଭା ସଦସ୍ୟ ଛାଡି ପାରନ୍ତି
@manojnayak2834
@manojnayak2834 2 месяца назад
ମହିଳା ରାଜ୍ୟସଭା ସଦସ୍ୟ
@ShashikantaMahanta-e2y
@ShashikantaMahanta-e2y 2 месяца назад
Very good
@pramodkumarbiswal4883
@pramodkumarbiswal4883 2 месяца назад
Very good judgement
@HasyakabiDrKulangar
@HasyakabiDrKulangar 2 месяца назад
ମନୋହର ଯୋଶୀଙ୍କ କଥା କହି ମୁରଲୀ ମନୋହର ଯୋଶୀଙ୍କୁ ଦେଖାଇଲେ ଯେ🤔
@rabindrapanda5936
@rabindrapanda5936 2 месяца назад
Jayjagannath
@lalatenduparida6198
@lalatenduparida6198 2 месяца назад
Jay Jagannath🙏🙏🙏
@rkbehera1241
@rkbehera1241 2 месяца назад
Good news sir
@maheswarprusty3043
@maheswarprusty3043 2 месяца назад
Very good tapik God bless to you🌹🙏
Далее