Тёмный

Conspiracy Being Carried Out Against Mohan Government In Naveen Niwas | Nirbhay Gumara Katha 

Nirbhay
Подписаться 277 тыс.
Просмотров 163 тыс.
50% 1

Conspiracy Being Carried Out Against Mohan Government In Naveen Niwas | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: ru-vid.com/show-UC_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

16 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 957   
@SatrughanNayak-qf1rt
@SatrughanNayak-qf1rt Месяц назад
ସବୁରି ମୂଳରେ ନବୀନ ବାବୁ, ଶାନ୍ତ, ସରଳ, ନୀରବ , ଚେହେରା ପଛରେ ଭୟଙ୍କର ରୂପ
@Manoranjansahoo34680
@Manoranjansahoo34680 Месяц назад
👌👌👌👍👍👍
@purnachandrarout321
@purnachandrarout321 Месяц назад
Right bhai
@ganeswarnayak7161
@ganeswarnayak7161 Месяц назад
ଆଜ୍ଞା ଠିକ୍ କହି ଛନ୍ତି, ନବୀନ ପଟ୍ଟନାୟକ ଗୋଟେ ଭୟଙ୍କର ବିଷାକ୍ତ ମହ।କ।ଳ ଫଳ ।
@ALLINONE-wm3dr
@ALLINONE-wm3dr Месяц назад
ଆଜ୍ଞା ନବୀନ ବାବୁ ଜଣେ ପକା ଅଳସୁଆ....
@anupamasahoo3208
@anupamasahoo3208 Месяц назад
ବ୍ୟାଙ୍କ ଆକାଉଣ୍ଟ ନଂ, ସମ୍ପୂର୍ଣ୍ଣ ଠିକଣା କାହିଁକି ମୁଁ ବୁଝି ପାରିଲିନି ସାର୍ । ଅତି ଉତ୍ତମ ପରିପ୍ରକାଶ ।
@ganeswarsethy7850
@ganeswarsethy7850 Месяц назад
ଓଡିଶା ରେ ପରବର୍ତ୍ତନ ପାଇଁ ଆପଣଙ୍କ ଅବଦାନ ବହୁତ ।
@rakeshbarik948
@rakeshbarik948 Месяц назад
ଆପଣଙ୍କ ଅବଦାନ ଅତୁଳନୀୟ ନବୀନ ଦାସ ବାବୁ ଓଡ଼ିଶାର ବିଜେପି ଜିତିବା ପାଇଁ 🙏
@liliptamohanty8405
@liliptamohanty8405 Месяц назад
Hmm bjp nije parene bhadatiya dalal nku dhari jite
@sandhyaranimahanta8018
@sandhyaranimahanta8018 Месяц назад
କେବଳ ନବୀନ ଦାସ ନୁହଁନ୍ତି
@shubhankarpatra4196
@shubhankarpatra4196 Месяц назад
Naveen das is a biased godi media .otherwise he should not discuss about opposition media should question to GOVT
@prabhatnayak1697
@prabhatnayak1697 Месяц назад
E pandu madherchooood hana re jiba magiha Ku mu hanibi jadi Odisha re aau mamalti kare. Taku bi hanibi jau magiha ta support re thia haba
@simanchalbeherauu754
@simanchalbeherauu754 Месяц назад
thenk you both nvin and pañdìyan
@ajitkumarpanda6388
@ajitkumarpanda6388 Месяц назад
ଆଉ ଡେରି ନ କରି ନୂଆ ସରକାର pandiyan କରିଥିବା ଦୁର୍ନିତୀ ର ପର୍ଦ୍ଦାଫାସ କରିବା ଦରକାର,,,,,,,,ଲୋକେ ଚାହିଁ କି ବସିଛନ୍ତି,,,,,,,,
@GandarambishiGanda
@GandarambishiGanda Месяц назад
Jay. Sriram
@MonsoonCreatives
@MonsoonCreatives Месяц назад
@@GandarambishiGandahiloiiiioo
@ManasKumar2727
@ManasKumar2727 Месяц назад
ପ୍ରଧାନ ଶାସନ ସଚିବ ପରିବର୍ତ୍ତନ ହେବା ନିହାହ ଜରୁରୀ ନହେଲେ ଆଗକୁ ବହୁତ୍ ଅସୁବିଧା ହେବ।
@ramakrishnamahapatro1271
@ramakrishnamahapatro1271 Месяц назад
ଜଗନ୍ନାଥ ଅଛନ୍ତି। କେହି କିଛି କରିପାରିବେ ନାହିଁ। ଆମେ ଓଡ଼ିଶା ଲୋକ ମାନେ ଅଛୁ।
@hardworkneverdies5679
@hardworkneverdies5679 Месяц назад
କେତେ ଜଣ ଅନ୍ଧ ଭକ୍ତ ଅଛ..ଓଡ଼ିଶା ସାରା ନୁହଁ.. ଆଦିବାସୀ ଶାସନ ଆମର ଦରକାର ନାହିଁ
@nalindrasoy6366
@nalindrasoy6366 Месяц назад
Adibasi mane toro kn kole kire?
@sumankar6856
@sumankar6856 Месяц назад
Ta ra poduchi bhai ​@@nalindrasoy6366
@sushantakumardhir3291
@sushantakumardhir3291 Месяц назад
Ame samaste achu new CM sangare
@subhamdash2047
@subhamdash2047 Месяц назад
​@@hardworkneverdies5679Tamil sharakar darkar tomoku jadi tamilnadu ja bhai ....
@RanjanKumar-mx1ki
@RanjanKumar-mx1ki Месяц назад
ପାଣ୍ଡିଆନ କୂ ଯେ କୋଣସି କେସ ଜରିଆରେ ସରକାର ଆରେଷ୍ଟ କରନ୍ତୁ l ସବୁ ଠିକ ହୋଇ ଯିବ
@rameshsethi1280
@rameshsethi1280 Месяц назад
ନିହାତି ସତ, ପାଣ୍ଡୁ ଆରେଷ୍ଟ ହଉ 🙏👌
@sukantakumarpradhan8127
@sukantakumarpradhan8127 Месяц назад
ପାଣ୍ଡୁ ଆରେଷ୍ଟ ହେଉ, ଆଉ ତା ମାଲିକକୁ............!
@jashobantanpanda3127
@jashobantanpanda3127 Месяц назад
Right
@geetaranisamal6638
@geetaranisamal6638 Месяц назад
ସମସ୍ତଙ୍କୁ ଦେଖିଲେ ଲାଗୁଛି ନବୀନ ପଟ୍ଟନାୟକ ହିଁ ସବୁ କାରଣ ର ମୂଳ।
@binayakumarsethi6114
@binayakumarsethi6114 Месяц назад
ସବୁ ନାଟର ମଞ୍ଜି ନବୀନ ପଟ୍ଟନାୟକ, ଆମେ ଭାବୁଥିଲୁ ଭଲ ଲୋକଟେ ବୋଲି, କିନ୍ତୁ ଏଯାଏ ପାଣ୍ଡିଆ କୁ ଗୋପନରେ ରଖିକି ରାଜନୀତି ଚଲେଇଛନ୍ତି ।
@Manoranjansahoo34680
@Manoranjansahoo34680 Месяц назад
ଯାହା କହିଲ ଭାଈ ଏକଦମ ମଞ୍ଜ କଥା 👌👌👌👍👍👍
@subhadabehera3586
@subhadabehera3586 Месяц назад
Right
@riteshgudu9189
@riteshgudu9189 Месяц назад
ହଁ ଭାଇ bjp team ତାଙ୍କ ରାଜନୀତି କଲେ ଜିତିଲେ,bjd team ତାଙ୍କ ରାଜନୀତି କରୁଛନ୍ତି ଅସୁବିଧା ଟା କୋଉଠି ,ଗୋଟେ state re ଦୁଇ ତିନିଟି ବିରୋଧୀ ଦଳ ରହିଲେ ଷ୍ଟେଟ ପାଈଁ ଭଲ
@tapasswain3231
@tapasswain3231 Месяц назад
​@@riteshgudu9189politics bhala but dirty politics bohut kharap
@binayakumarsethi6114
@binayakumarsethi6114 Месяц назад
@@riteshgudu9189 ରାଜନୀତି କରିବାକୁ କେହି ବିରୋଧ କରିବେନି କିନ୍ତୁ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡୁକୁ ନେଇ ଚକ୍ରାନ୍ତ କରିବା ଠିକ ନୁହେଁ ।
@motilaldash4645
@motilaldash4645 Месяц назад
ପାଣ୍ଡିୟାନ ସକ୍ରୀୟ ରାଜନିତୀ ରୁ ମୃତ୍ୟୁବରଣ କଲେ କ'ଣ ହେବ ..ତାଙ୍କର ଆତ୍ମା ଏବେ ନବୀନ ନିବାସ ଏବେ ଘୁରି ବୁଲୁଛି, ଏତେ କ୍ଷମତା ର ଅଧିକାରୀ ଥିଲେ ଯେ, ତାହା ସେ ଭୁଲି ପାରୁନି | ଶିଘ୍ର ତା'ର ଗଙ୍ଗାସ୍ଥି ଦରକାର
@sundargarhsng9463
@sundargarhsng9463 Месяц назад
😅
@user-ws8tv9gi9y
@user-ws8tv9gi9y 27 дней назад
❤❤,❤up​@@sundargarhsng9463
@ajitkumarpanda6388
@ajitkumarpanda6388 Месяц назад
ଦୁଇ ଦିନ ର ଅପେକ୍ଷା ପରେ ଗୁମର କଥା ଶୁଣିବାକୁ ମିଳିଲା,,,,ଖୁସି ଲାଗିଲା
@himanshukumarmohanty8900
@himanshukumarmohanty8900 День назад
If, the allegation is true the punishment of Jagannath is awaiting the culprits of BJD etc,
@SWATAHSIDDHADAS
@SWATAHSIDDHADAS Месяц назад
ଅଦୃଶ୍ୟ ରାଜା ଙ୍କ ରାଜସଭା କିଛିଦିନ ଚାଲିବ,ହାରିବା ହଜମ ହେବନି ସହଜ ରେ,ତେଣୁ କିଛି ଦିନ ଅଦୃଶ୍ୟ ରାଜା ଙ୍କ ସଭା ଚାଲିବ,କିଛି ଦିନ ରେ ଜାଣି ଯିବେ ସେ ଆଉ ଅଦୃଶ୍ୟ ରାଜା ନାହାନ୍ତି,ଓଡ଼ିଆ ମାନେ ଆଉ ମାଗଣା କିଛି ଚାହୁଁନାହାଁନ୍ତି,ଓଡ଼ିଆ ସ୍ୱାଭିମାନ ଆଜି ଜାଗ୍ରତ
@jayaramasahoo7106
@jayaramasahoo7106 Месяц назад
ନବୀନ ପଛରୁ ଛୁରୀ ମାରନ୍ତି ଆଉ ପାଣ୍ଡୁ ନବୀନ ମଣି କାଞ୍ଚନ ସଂଯୋଗ
@saratmishra7100
@saratmishra7100 Месяц назад
ମୋହନ ମାଝି ଙ୍କ interview ଶୁଣିଲା ପରେ, ଆମକୁ ଲାଗୁଛି, ସେ ଆକ୍ସନ ମୋଡ ରେ ଅଛନ୍ତି। ସେ ନିଜେ clear କରିଛନ୍ତି ଯେ, ପୂର୍ବ ସରକାର ଙ୍କ ଦୁର୍ନୀତି ର ପର୍ଦ୍ଦା ଫ୍ଲାସ ହେବା। ସେ କାହାରିକୁ ଛାଡ଼ିବେ ନାହିଁ। ତେଣୁ Pandian ଙ୍କ ମନ୍ଦ ଚେଷ୍ଟା କିଛି କାମ ଦେବନି। ସୋସିଆଲ ମିଡିଆରେ ବଦନାମ କରିବାକୁ ଚେଷ୍ଟା କରୁଥିବା ଗୋଟେ ଦଳଙ୍କୁ BJP କୁ ଭଲ ପାଉଥିବା ସମସ୍ତ କର୍ମୀ ମାନେ କଡ଼ା ଜବାବ ଦେଉଛନ୍ତି। ମୋହନ ସରକାର ଆଗାମୀ ଦିନରେ ସର୍ବ ଶ୍ରେଷ୍ଠ ସରକାର ହେବ, ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ। କିନ୍ତୁ, ଏହା ସତ୍ୟ ଯେ ପୁରୁଣା ଅମଲା ତନ୍ତ୍ର ର ନବକେଲେବର ହେବା ଦରକାର। ନ ହେଲେ ସେମାନେ ସରକାର ଙ୍କୁ ଅସୁବିଧା ପକେଇବାକୁ ଚେଷ୍ଟା କରିବେ।
@rameshsethi1280
@rameshsethi1280 Месяц назад
Right 100%👌👌
@Jagannath-oc9ht
@Jagannath-oc9ht Месяц назад
ହଁ ନଚେତ ତାଙ୍କରି ଅସୁବିଧା ହେବ ।ସେଥିପାଇଁ ।
@birendrasahu8282
@birendrasahu8282 14 дней назад
ଓଡ଼ିଆ ଅଫିସର ଙ୍କୁ ମାଡ଼ ମାରିଛି ରାଜ୍ୟପାଳ ଙ୍କ ପୁଅ. ତା ଉପରେ ଆକ୍ସନ ନିଆ ଜୀବତ
@santoshpradhan1206
@santoshpradhan1206 Месяц назад
ସବୁରି ପଛରେ ମୂଳ ନବୀନ ବାବୁ.ଶାନ୍ତ.ସରଳ ଚେହେରା ପଛରେ ଭୟଙ୍କର ରୂପ
@FAKIRJENA-du2zs
@FAKIRJENA-du2zs Месяц назад
ପାଣ୍ଡୁ ଦିନରେ ଖରାରେ ବୁଲୁଛି ଓ ରାତିରେ ଅଜଣା ଜାଗାରେ ଶୋଉଛି।
@amitakar948
@amitakar948 Месяц назад
ଯାହା କଲେ ଵି ସବୁ ବେଳେ ଧର୍ମ ର ଜୟ ଯେତେ ଚେଷ୍ଟା କଲେ ଵି ଆଉ କିଛି କରିପାରିବେନି
@subashmishra5616
@subashmishra5616 Месяц назад
ତୁରନ୍ତ ସି ବି ଆଇ ତଦନ୍ତ ଆଦେଶ ଦିଆଯାଉ ଜୟ ଜଗନ୍ନାଥ
@Jagannath-oc9ht
@Jagannath-oc9ht Месяц назад
ହଁ ବିଭିନ୍ନ ଦୁର୍ନୀତି ର ତୁରନ୍ତ C.B.I. ତନାଘନା ଦରକାର ଅନ୍ୟଥା ଷଡଯନ୍ତ୍ର ରଶିକାର ହେବାକୁ ପଡିବ ।
@runanayak4173
@runanayak4173 Месяц назад
ସାର ପାଣ୍ଡୁବାବୁ ଏବିବି ଭାବୁଛନ୍ତି ଯେ ଓଡ଼ିଆ ଲୋକେ କିଛି ଜାଣନ୍ତିନି.....ସେ ଜଣେ ଏକା ବହୁତ ଚାଲାକ....ନିଜ ସ୍ଥିତି କଉଠୁ ଆସି କଉଠି ପହଂଚିଲାନି
@laxmidharsatapathy1167
@laxmidharsatapathy1167 Месяц назад
ସତ୍ୟ ଅପ୍ରିୟ ଖବର ପରିବେଷଣ କରୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। 'ନିର୍ଭୟ' ଆମ ଜୀବନର ଏକ ଅଙ୍ଗ ହେଇଗଲାଣି।
@nikunjabiharisahani2070
@nikunjabiharisahani2070 Месяц назад
ନବୀନ ବାବୁଙ୍କର ପାଣ୍ଡିଆନଙ୍କ ପାଖରେ ବହୁତ ସମସ୍ୟା ଅଛି।ନବୀନ ବାବୁ ଛାଡ଼ିପାରିବେନି ଭୈରବ ପଣ୍ଡିଆନ ଙ୍କୁ।ଆପଣ ସବୁ ଭୁଲିଯାଆନ୍ତୁ ନାହିଁ ଯେ ନବୀନ,ପ୍ରେମ ବା ଆଉକେହି ତାଙ୍କ ପରିବାରର ସବୁ କିଛି।ସବୁ ପଣ୍ଡିଆନ କରୁଥିଲେ,କରୁଛନ୍ତି ଓ କରିବେ ମଧ୍ୟ।ଏଥିରେ ସନ୍ଦେହ ରଖନ୍ତୁ ନାହିଁ। ଏହା ଓଡ଼ିଶାର ଜନସାଧାରଣ କିନ୍ତୁ ଜାଣିଛନ୍ତି। ସେମାନେ ତାଙ୍କ ମନମୁତାବକ କାମ କରିଛନ୍ତି। ଏବେ ସରକାର କିଭଳି ପାଣ୍ଡିଆନ ଫେକ୍ଟରର ମୁକାବିଲା କରିବେ ସ୍ଥିର କରନ୍ତୁ।ସରକାର ଦୃଢ଼ ଭାବରେ ଚାଲିଲେ ଲୋକମାନେ ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ଭାଜପା କୁ ଭୋଟ ଦେବେ,ନଚେତ୍ ପୁଣି ପାଣ୍ଡିଆନ ପାଲା ଚାଲିବ।ଜନସାଧାରଣ ହୁସିଆର।ସରକାର ହୁସିଆର୍ ହୋଇ ଚୋର ଙ୍କୁ ସାବାଡ କରନ୍ତୁ,ନଚେତ୍ ଲୋକମାନେ ବିଜେପି ସରକାର କୁ ସାବାଡ଼ କରିଦେବେ।
@indiradutta5837
@indiradutta5837 Месяц назад
ଆପଣ ସମସ୍ତଙ୍କୁ ସତର୍କ କରିଦେବାରୁ ଧନ୍ୟବାଦ ଓ ଆଶୀର୍ବାଦ ।
@trilochannayak9747
@trilochannayak9747 Месяц назад
👍🙏 ଆପଣଙ୍କ ନିର୍ଭୀକ ନିଛକ ଉପସ୍ଥାପନ ପାଇଁ ଅଶେଷ ଅଶେଷ ଧନ୍ଯବାଦ
@chandanbehera2750
@chandanbehera2750 Месяц назад
ମୁଁ ସାଧାରଣ ଜନତାଟିଏ, ରାଜନୀତି ବିଷୟରେ ଅଭିଜ୍ଞତା ନାହିଁ , ତଥାପି ଆମକୁ ସୁଶାଶନ ଦରକାର , ବିରୋଧି କୁଚକ୍ରାନ୍ତ କରିବା ପୂର୍ବରୁ ସେମାନଙ୍କର ଗୁମର ଖୋଲିବା ଦରକାର , ନିର୍ଭୟକୁ ଅଶେଷ ଧନ୍ୟବାଦ 🙏
@arundhatibehera9197
@arundhatibehera9197 Месяц назад
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ଯାକ ଓଡ଼ିଶା ଶାନ୍ତି ପାଇବ
@BhimasenDhal
@BhimasenDhal Месяц назад
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଗରୁ ନିର୍ଭର ଗୁମର କଥା ଦେଖୁଥିଲେ କି ନାହିଁ ଆମେ ତ ଜାଣୁନା, ମୋର ତାଙ୍କୁ ବିନମ୍ର ଅନୁରୋଧ ଏବେ ଟିକିଏ ସମୟ ବାହାର କରି ଦେଖନ୍ତୁ ଆଉ ଏ ଷଡ଼ଯନ୍ତ୍ରକାରୀ ର ଷଡଯନ୍ତ୍ର ବିଷୟରେ ଜାଣନ୍ତୁ।
@mindfreshdilkhush8575
@mindfreshdilkhush8575 Месяц назад
High school ରେ ଦ୍ୱିତୀୟ phage ରେ ହୋଇଥିବା TGT TEACHER requiremet EXAM ର CBI ତଦନ୍ତ କରିବେକି ମୋହନ ସରକାର ନା ସବୁ ଭୁଲିଯିବେ
@swarajkumarbej3768
@swarajkumarbej3768 Месяц назад
ଶକୁନୀ ର ଯେତେକ ଚକ୍ରାନ୍ତ,ସେଇ କୁରୁବଂଶ ଧ୍ବଂସ ଆଡକୁ ସୂଚନା ଦିଏ। ବାକି ଯେତେକ ସେନା ବଞ୍ଚିଛନ୍ତି ସେମାନେ ମଧ୍ଯ ନିହିତ ହେବାର ଥୟ।
@ganeswarnayak7161
@ganeswarnayak7161 Месяц назад
ଧୂର୍ତ୍ତ୍ ପାଣ୍ଡିଆ କିଛି ବି କରିପାରେ, କାରଣ କ୍ଷମତା ଲୋଭ ଅତି ଭୟଙ୍କର , ନବୀନ ମଧ୍ୟ ଜଣେ କ୍ଷମତା ଲୋଭୀ, ୫ତାମିଲୀ ସହିତ ମିଶି କିଛି ବି କରି ପାରିବେ। ଚକା ଆଖି ସବୁ ଦେଖୁଛି, ଜୟ ଶ୍ରୀ ଜଗନ୍ନାଥ, ସାଧୁ ସାବଧାନ ED,CBI Reddy for investigation
@belalsensenapati1300
@belalsensenapati1300 Месяц назад
କୃଷ୍ଣ ଜନ୍ମ ନେଉ ନେଉ ତାଙ୍କୁ ମାରିବା ପାଇଁ ଯେତେ ଯେଉଁମାନେ ଯେତେପ୍ରକାର ଷଡ଼ଯନ୍ତ୍ର କଲେ କାଳକ୍ରମେ ସେମାନେ ହିଁ ବିନାଶ ହେଲେ। ଏବେ ଜଗନ୍ନାଥଙ୍କର ମୋହନ ମାଝୀ ଅବତାର। ଓଡ଼ିଆ ଦ୍ରୋହୀ ମାନଙ୍କର ବିନାଶ ନିଶ୍ଚିତ।
@dagreswargoud
@dagreswargoud Месяц назад
ଶ୍ରୀ କୃଷ୍ଣ - କଂଶ
@SuperBichitra
@SuperBichitra Месяц назад
Tame mane gote lokaku kahinki bhagwan nka sangya Dia taha jana nahin ..... agaru modi thila eve puni mohan majhi .... jadi odia chatukarita band kari gyana aau sachetanata badheile agaku badhi pariba ...... tanahele garta ku jiba thaya
@mituprdhan2020
@mituprdhan2020 Месяц назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹
@prananathpati9976
@prananathpati9976 Месяц назад
ଆମେ ଜାଣୁ ନବୀନ ନିବାସରେ ପାଣ୍ଡୁ ଲୁଚି ରହି କିଛି ଷଡଯନ୍ତ୍ର ଚଲେଇଛି। ଆମେ ନଜର ରଖିଛୁ। କିଛି କରେଇ ଦବୁନି। ସନ୍ୟାସୀ ନେଇଛି ମାନେ ଚୁପଚାପ୍ ରହୁ। ତାର ହିସାବ ଦେବାର ଅଛି। ନହେଲେ ମାଡ ଖାଇବ ଜେଲ ଯିବ।
@rajendrajena6915
@rajendrajena6915 Месяц назад
Our CM should launch CBI enquiry into all corruption charges by BJD
@dagreswargoud
@dagreswargoud Месяц назад
ଆମ ଓଡ଼ିଆ ମୁଖ୍ୟମନ୍ତ୍ରୀ ଙ୍କୁ ଆପଣ ଟିକିଏ ସାକ୍ଷାତ କଲେ ଭଲ ହୁଅନ୍ତା... ସାର୍
@Aditya.aditya.
@Aditya.aditya. Месяц назад
ଆଜ୍ଞା ନବୀନ ପଟ୍ଟନାୟକ ଦୁଆର ଖୋଲିବାରୁ ସିନା ପାଣ୍ଡୁ ପସିଯାଉଛି ,ଆଗ ନବୀନ ମହା ଦୟାଳୁ କଳାକାର
@BHARATSAGAROFFICIAL
@BHARATSAGAROFFICIAL Месяц назад
Absolutely Right Apana kahichhanti
@ashokkumarbhuyan3937
@ashokkumarbhuyan3937 Месяц назад
ରଥ ରେ କେତେ ଚାଉଳ ଓ ଟଙ୍କା ଆଦାୟ ହୋଇଥିଲା, କାହା ପାଖରେ ଅଛି କଣ ହେଲା ଦୟା କରି ଜଣାଇଲେ ଉପକୃତ ହେବୁ। ଅନୁରୋଧ ରହିଲା।
@trilochanpatnaik6321
@trilochanpatnaik6321 Месяц назад
Mr. Pandian is considered as real ଚୁ ତି ଆ for BJD ଦଳ। ତେଣୁ ସେ ନବୀନ ନିବାସ ମୂଷା ନୁହଁ ଚୁଚୁନ୍ଦ୍ରା ଅବତାର ଧାରଣ କରି ନବୀନ ନିବାସ ରେ ସନ୍ନ୍ୟାସ ବ୍ରତ ଆଚ ରଣ କରୁଛନ୍ତି ବୋଧ ହୁଏ।
@Jagannath-oc9ht
@Jagannath-oc9ht Месяц назад
ବରି ବରଷେ ଅମେଧ୍ୟ ଗ୍ରାସ ........ ........ଗ୍ରାମ ଶୁକର କି ହୋଇବ ଗାଇ।
@FAKIRJENA-du2zs
@FAKIRJENA-du2zs Месяц назад
ଯେତେ ଯନ୍ତ୍ର ତନ୍ତ୍ର କଲେ ବି 5 ବର୍ଷ ଭିତରେ କେହି କିଛି କରି ପାରିବେନି। ସଡ ଯନ୍ତ୍ର କଲେ କଣ ହେବ ନା ୟାଙ୍କୁ ଆଇନ୍ ଧରି ଆଗ ପଛ କରିବ।
@dagreswargoud
@dagreswargoud Месяц назад
ରଖିଲେ ସିଏ ,ମାରିବ କିଏ
@nrusinghsahoo414
@nrusinghsahoo414 Месяц назад
ନବୀନ ଯେ ପର୍ଯ୍ୟନ୍ତ ଜେଲ୍ ନ ଯାଇଛି। ସେତେବେଳେ ଯାଏଁ ସେମାନେ ନୂଆ ସରକାର ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବେ ।
@sanjitmangaraj5720
@sanjitmangaraj5720 Месяц назад
ସାର୍ ମୁଁ ଆପଣଙ୍କ ଭିଡିଓ ପାଇଁ ଦୁଇ ଦିନ ହେବ ଅପେକ୍ଷା ରେ ଥିଲି
@sisirsahoo5931
@sisirsahoo5931 Месяц назад
ସବୁ ଷଡଯନ୍ତ୍ର ର ମୂଳ ପ୍ରେମ ପଟନାୟକ l ଆଉ ନବୀନ ବାବୁ କଣ୍ଢେଇ, ପାଣ୍ଡିଆନ କାନ୍ଧରେ ବନ୍ଧୁକ ଶେଷରେ ବାଡିଆ ଖାଇବ ପରେ ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ l
@bijayanandadas8289
@bijayanandadas8289 Месяц назад
ପାଣ୍ଡିଆନଙ୍କ ନୈତିକତା ବୋଲି କିଛି ନାହିଁ, ତାଙ୍କ କଥାବାର୍ତ୍ତା, ବ୍ୟବହାର ତାଙ୍କ ପ୍ରଶାସନିକ ଦକ୍ଷତା କୁ ବିଚାରକୁ ନେଲେ ସେ ଜଣେ ମିଛୁଆ, ସଡଯନ୍ତ୍ରକାରୀ, ଅସହିଂଶୁ ବ୍ୟକ୍ତି ବୋଲି ଜଣାପଡେ। 24 ବର୍ଷ ର ସଂଗଠନ କୁ ପୋଡି ଜାଳି ଛାରଖାର କରିଦେଲେ। ତେବେ ସବୁ ଦୁର୍ନୀତି ଜଣା ପଡିଯିବା ଭୟରେ ସେ ନବୀନ ନିବାସ ରେ ଲୁଚିଛପି ଷଡଯନ୍ତ୍ର ଆରମ୍ଭ କରିଛନ୍ତି। ତେବେ ଆମର ବିଶ୍ୱାସ ଶ୍ରୀଜଗନ୍ନାଥ ମହାପ୍ରଭୁ ଓଡିଶାକୁ ରକ୍ଷା କରିବେ, ଷଡଯନ୍ତ୍ରକାରୀଙ୍କୁ ବିନାଶ କରିବେ। ଜୟଶ୍ରୀଜଗନ୍ନାଥ 🙏🙏
@purnachandrapanigrahi-mj3wd
@purnachandrapanigrahi-mj3wd Месяц назад
Jadi seta prakrutare Muslim see karipariba
@SisirKumar-mi9de
@SisirKumar-mi9de Месяц назад
ବହୁତ ବଢିଆ ବହୁ ବଢିଆ ଲାଗିଲା sir ଜୟ ହିନ୍ଦ 🇮🇳 16:26
@rabinarayanbehera613
@rabinarayanbehera613 Месяц назад
ଆପଣଂକ ED&CBI କୁଆଡେ ଶୋଇଛି
@FakirMohan-fg9te
@FakirMohan-fg9te Месяц назад
ନବୀନ ନିବାସ ଏବେ ଷଡ଼ଯନ୍ତ୍ର ନିବାସ ରେ ପରିଣତ ହୋଇଛି
@nrusinghaprasaddas4783
@nrusinghaprasaddas4783 Месяц назад
୬ ଟି ମନ୍ତ୍ରୀପଦ କିଛିଦିନ ପର୍ଯ୍ୟନ୍ତ ଖାଲି ରହିବ କାରଣ ବିଜେଡ଼ି ରେ ବିଭାଜନ ଅବଶ୍ୟମ୍ଭାବୀ।
@bishnucharantripathy8938
@bishnucharantripathy8938 Месяц назад
This is the policy of BJP. They will definitely make it happen.
@Jagannath-oc9ht
@Jagannath-oc9ht Месяц назад
ବିଜେଡି ନେତାଙ୍କ ପାଇଁ ଦରକାର ।
@RameshchandraSabat
@RameshchandraSabat Месяц назад
କେନ୍ଦ୍ର ର ଆକ୍ସନ ଭୟରେ ନବୀନ ନିବାସ ଯାଇ ନବୀନ ଶରଣରେ ଅଛନ୍ତି
@user-dg5fe8jm3d
@user-dg5fe8jm3d Месяц назад
ଆପଣଙ୍କ ମାଧ୍ୟମ ରେ ଆମେ ବହୁତ କଥା ଜାଣିବାକୁ ପାଉଛୁ ଆଗରୁ ବି ବହୁତ କଥା ଜାଣିଲୁଣି
@trueindian4887
@trueindian4887 Месяц назад
ଏ ଷଡ଼ଯନ୍ତ୍ର ମୋହନ ମାଝୀଙ୍କ ବିରୁଦ୍ଧରେ ନୁହେଁ, ପୁରା ଆଦିବାସୀ ସମାଜ ବିରୁଦ୍ଧରେ । ଜଣେ ଆଦିବାସୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଏ କଥା ଏମାନେ ହଜମ କରି ପାରୁ ନାହାନ୍ତି । ଷଡ଼ଯନ୍ତ୍ର କରି ଯଦି ମୋହନ ମାଝୀ ଙ୍କୁ ଗାଦିଚ୍ୟୁତ କରନ୍ତି ତାହେଲେ ରାଜ୍ୟ ର ସଂପୂର୍ଣ୍ଣ ଆଦିବାସୀ ସମାଜ ନିଆଁ ଜାଳି ଦେବେ ରାଜ୍ୟ ସାରା । ତା ପରେ ନା ରହିବ ବିଜେଡି ନା ରହିବ ପାଣ୍ଡିଆ
@rajanikantapanda8625
@rajanikantapanda8625 Месяц назад
Best knowledge can come to us if we go through the essays like A Simple philosophy by Shethl and A pilgrimage to Tawang by Verrier Elwin. The tribal people are logically more intelligent, innocent and eco friendly than us.
@spbiswal1337
@spbiswal1337 Месяц назад
ଆଉ ଏକ ନିର୍ଭୀକ ଏପିସୋଡ, ଆପଣଙ୍କ ସାହାସ କୁ salute..ଧନ୍ୟବାଦ୍ 🙏
@ganeshpanigrahi4808
@ganeshpanigrahi4808 Месяц назад
100% truthful informed Sir ...
@Katak_Dk
@Katak_Dk Месяц назад
ଆପଣଂକ ଆଶଙ୍କା ପୁରା ଠିକ୍ କାରଣ ସୋସିଆଲ ମିଡ଼ିଆ ରେ ପୁରା ମିଛ ଖବର ପ୍ରସାରଣ ହେଉଚି ତେଣୁ ମୋହନ ସରକାର ତୁରନ୍ତ ଏ ସବୁ ଷଡ଼ଯନ୍ତ୍ର କୁ ଦୃଢ଼ ଭାବେ ଦମନ କରିବା ଦରକାର ବିନା କୌଣସି ହାଲକା ମନ ଭାବ ରଖି ନହେଲେ ନବିନ ପଟ୍ଟନାୟକ ଭଳି ଧୃତ ଲୋକ ପଣ୍ଡିଆଁ କୁ ଧରି କିଛି ଭି କରି ପାରନ୍ତି ।
@debabratabehera7957
@debabratabehera7957 Месяц назад
CBI, ED
@Narayan6u
@Narayan6u Месяц назад
ମୁଁ ଏକଥା ଆଗରୁ କହିଛି ଓ ଏବେ ମଧ୍ୟ୍ୟ କହୁଛି ଯେ ପାଣ୍ଡିଆନ କେବଳ ନବୀନ ବାବୁଙ୍କ ସମ୍ପତ୍ତିରେ କଥା ଅଟକି ଯାଇଛି କିନ୍ତୁ ଓଡିଶା ବାସୀ ଜାଣନ୍ତି ନାହିଁ ଓ କାକଜ କଲମର କାମ ସରିଯାଇଛି ଏକଥା ନବୀନଙ୍କ ଅଜାଣତରେ ହେଇଛି ଏହା 100% ମୋ ଗେରେଣ୍ଟି ଅଟେ ମୋ କଥା ପଥରର ଗାର ଅଟେ 🌹🌹
@upendrakumarbiswal4682
@upendrakumarbiswal4682 Месяц назад
ମୋହନ ସରକାର ଦୟାକରି ନିର୍ଭୟ ଗୁମର କଥାକୁ ଗୁରୁତ୍ୱ ସହକାରେ ଦେଖନ୍ତୁ, ଓଡିଶାର ଭିତିରି କୁଚକ୍ରିମାନଙ୍କର କଥା ଜାଣନ୍ତୁ, ସ୍ୱଚ୍ଛ ଶାସନ ପାଇଁ ସହାୟ ହେବ
@lilamayasahu6669
@lilamayasahu6669 Месяц назад
Bjd ଏବେ ବିଶ୍ୱାସ କରିପାରୁନାହିଁ ଯେ ଆମେ ସତ୍ତା ରେ ନାହିଁ
@tapasswain3231
@tapasswain3231 Месяц назад
Definitely mam Abe bi BJD bala bhabuchanti Nabina tankara CM.
@sureshchandradash6900
@sureshchandradash6900 Месяц назад
ଆଜ୍ଞା ଜ୍ଵର ବିକଳରେ ତାଟିଆ କାମୁଡିବା କଣ ପାଇଁ ଏପର୍ଯ୍ୟନ୍ତ jail ଯାଇନି ବୋଧହୁଏ କେନ୍ଦ୍ରର କିଛି ନେତାଙ୍କ ହାତଅଛି ଯାହା ଓଡ଼ିଶାବାସୀ ଆଗରୁ ଓ ଏବେ ସନ୍ଦେହ କରୁଛନ୍ତି
@tapasswain3231
@tapasswain3231 Месяц назад
Tu ate worried kn pain hauchu dhana , ministry distribution completely sarin,ii administration start heini.
@Manoranjansahoo34680
@Manoranjansahoo34680 Месяц назад
ବିବାହ କରିଛ କି ନାହିଁ ଯଦି ହଁ ତେବେ ଆଜି ଛୁଆ ଜନ୍ମହେବା ଦରକାର, ଯଦି ନାଁ ତମେ ଯେପରି ହେଉଛ କହିବ ନେଇକରି ଆସିବେ ଆଉ ଆସୁ ଆସୁ ବାହାର କରିଦେବେ, କିଛି ଭୁଲ କହିଲିକି, ଏହାର ଅର୍ଥ ସବୁର ଗୋଟିଏ ସମୟ ସୀମା ଥାଏ, ଯେପରିକି ପିଲା ଜନ୍ମହେବା ପାଇଁ ଅତିକମରେ 9 ମାସ ଦରକାର, ତାଠାରୁ କମ ସମୟରେ ପିଲା ଜନ୍ମହେଲେ ଅପରିପକ୍ଵ ହୋଇଥାଏ, ତେଣୁ ଧୈର୍ଯ୍ୟ ଧର ଏବଂ ଅପେକ୍ଷା କର ଏଇଟା ତମର ବ୍ୟକ୍ତିଗତ କଥା ନୁହେଁ ଯେ ତମ ମନ ଅନୁସାରେ କିଛି ବି କରିବ, ଏଇଟା ହେଉଛି ରାଜ୍ୟର ସରକାର ତାଙ୍କ ଉପରେ 4.5 କୋଟି ଲୋକଙ୍କର ଉତ୍ତରଦାୟିତ୍ୱ ରହିଛି ମୁଁ ବୁଝିପାରୁଛି ବିଜେଡିର ସମର୍ଥକମାନଙ୍କ ମାନସିକ ଅବସ୍ଥା,25 ବର୍ଷର ଗୋଟିଏ ଅସଜଡ଼ା ଘର ଯେତେବେଳେ pab
@tusarkantasahu1064
@tusarkantasahu1064 Месяц назад
U r right
@Golokavani
@Golokavani Месяц назад
75%
@mmsahu1
@mmsahu1 Месяц назад
Sabadhan heba darkar nua sarkar
@AshokPanda-qt4qn
@AshokPanda-qt4qn Месяц назад
Apananka Sathik Gumara katha Paribesana karibare Bisesh Dhanyabad 🙏👏👏
@AshokPanda-qt4qn
@AshokPanda-qt4qn Месяц назад
Pratyak Block re Aka Avijog suniba pain Ak nirapeksha Ak AkaSasakadala karmi o Ak Birodhidal ra Abhigyan karmi Knu Daitwa re rakile Bahut bhal huanta
@NayakRamakanta-uj8kf
@NayakRamakanta-uj8kf Месяц назад
ଯେତେ ଶୀଘ୍ର ଇଡି ଓ ସିବିଆଇ ସେମାନଙ୍କ ପଛରେ ଲଗାଯାଉ
@subashrout6328
@subashrout6328 Месяц назад
Ek dum right.
@jchoudhury274
@jchoudhury274 Месяц назад
ଏ pandian କୁ ED CBI ତଦନ୍ତ କରାଯାଉ ଶହ ଶହ କୋଟି ଟଙ୍କାର ଖେଳ କରିଛି ଜୟ ଜଗନ୍ନାଥ
@dinakrushnabai8087
@dinakrushnabai8087 Месяц назад
ଶହ ଶହ ନୂହେ ହଜାର ହଜାର କୋଟି
@pabitramohanrout1647
@pabitramohanrout1647 Месяц назад
Deep thinking and good analysis sir.
@bimalsahoo3038
@bimalsahoo3038 Месяц назад
Excellent analysis.
@SudhansuSwain-cm4gi
@SudhansuSwain-cm4gi Месяц назад
ଆପଣଙ୍କ ଆଲୋଚନା ନିଶ୍ଚିତ ସ୍ୱାଗତ ଯୋଗ୍ୟ,, ଏଥିରୁ ଉଭୟ ଦଳ ଶିକ୍ଷା କରିବା ଉଚିତ
@SusantaKumarSahu-nf6rx
@SusantaKumarSahu-nf6rx Месяц назад
ଅତି ସୁନ୍ଦର ଭାବରେ
@pranatidildilbecharasahoo6719
@pranatidildilbecharasahoo6719 Месяц назад
You are absolutely right sir.Thank you very much.
@sundargarhsng9463
@sundargarhsng9463 Месяц назад
Wah !!!! What a dramatic analysis Sir ..... Very interesting to watch it .... ❤❤❤ We all the viewers are waiting to know about the naked truth .....
@Business-inodia
@Business-inodia Месяц назад
Why not New CM handed over Pandyan to ED & CBI.
@ashokkumarpanda5127
@ashokkumarpanda5127 Месяц назад
Jay Shree Jagannath 🙏🏼🙏🏼
@birajamishra2238
@birajamishra2238 Месяц назад
Yes sir, your points are really genuine and it is to be enquired properly.
@shreelotusindia
@shreelotusindia Месяц назад
ଯେଉଁ ବିଧାୟକ ମାନେ ମନ୍ତ୍ରୀ ପଦ ପାଇନାହାନ୍ତି ବା ମନ ଉଣା କରିଛନ୍ତି, ସେମାନେ ମୋହନ ସରକାର ସହ ହାତକୁ ହାତ ମିଶାଇ ନିଷ୍ଠାର ସହ ରାଜ୍ୟ ପ୍ରଗତି ପାଇଁ କାର୍ଯ୍ୟ କରିବା ଉଚିତ ।
@rakeshkumarsahoo4878
@rakeshkumarsahoo4878 Месяц назад
ନୂତନ ଭାବେ ଘୋଷଣା ହୋଇଥିବା, NAC କଣ କେବେଳ ଘୋଷଣାରେ ରହିଯିବ?
@satyabratray1179
@satyabratray1179 Месяц назад
ଜୟ ଜଗନ୍ନାଥ। ଆପଣ ଦୟାକରି ନୂତନ ସରକାର କୁ ଜଣାନ୍ତୁ ଯେ ଏବେ ନବୀନ ନିବାସ ଭିତରେ ଥିବା ବିମାନବନ୍ଦର ଜାମି କୁ କଢ଼ା ଯାଉ। ଜୋ ଜମି କୁ 10 କି 12 ବର୍ଷ ତଳେ ତାଙ୍କ ସମର୍ଥକ ଙ୍କୁ ନବୀନ ନିବାସ ରେ ଯାଗା ନ ହେଇଥିବାରୁ ସିଏ ତାଙ୍କ ନିବାସ କୁ ପ୍ରସାରିତ କରିଥିଲେ।
@kunarout9284
@kunarout9284 Месяц назад
ସହର୍ଷ ମାଠିଆ କୁ ଗୋଟିଏ ଠେଙ୍ଗା ମାନେ,ଏତେ କଥାକୁ CBI ,ED VIGILANCE ଯେତେ ଶୀଘ୍ରମ ଯଥା ଶୁଭମ୍
@ashokjenasamanta8042
@ashokjenasamanta8042 Месяц назад
Your were the lone fighter among the media against the notorious rule of ex govt. The media should learn from your regarding their responsibilities.
@kartikabehera1699
@kartikabehera1699 Месяц назад
ଆଉ କଣ କେହି ପୂର୍ବତନ ମୁଖ୍ୟମନ୍ତ୍ରୀ ନଥିଲେ କି ଆଜ୍ଞା ???? ଗିରିଧର ଗମାଙ୍ଗ ଙ୍କୁ କାଇଁ ଡାକିବା ପାଇଁ ଗଲେନି?
@bulubini5737
@bulubini5737 Месяц назад
ଶାସନରେ ଥିବା ଦଳକୁ ବିରୋଧୀ ଦଳ target କରିବା ସ୍ବାଭାବିକ।
@omnamonarayan9176
@omnamonarayan9176 Месяц назад
ବିଜେଡି ଯେତେ ଷଡ଼ଯନ୍ତ୍ର କରୁ କିନ୍ତୁ ଓଡ଼ିଶାବାସୀ BJP 🧡 କୁ ଚାହୁଛନ୍ତି ଓ ଓଡ଼ିଶାରେ ଭ୍ରଷ୍ଟ BJD 👎 କୁ ଚାହୁ ନାହାନ୍ତି ଓଡ଼ିଶା ରାଜ୍ୟରେ ଓଡ଼ିଆ ଅସ୍ମିତାର ବିଜୟ ହେଇଛି ଓ BJD ଓଡ଼ିଆ ଅସ୍ମିତା ବିରୋଧୀ ସେଥିପାଇଁ ଭଗବାନ ଜଗନ୍ନାଥ ଓଡ଼ିଶାରେ ପରିବର୍ତ୍ତନ ଚାହୁଛନ୍ତି.
@nareshpanda4418
@nareshpanda4418 Месяц назад
ଶ୍ରୀମନ୍ଦିରରେ ଦର୍ଶନରେ ବିଭ୍ରାଟ ସୃଷ୍ଟି କରାଯାଉଛି l ସେ ବିଷୟରେ ଗୋଟିଏ episod କରନ୍ତୁ l
@debashishacharya3814
@debashishacharya3814 Месяц назад
ନୂତନ ସରକାର ମଧ୍ୟ ବିଜ୍ଞାପନ ଉପରେ ଧ୍ୟାନ ଦେଲେ ପୂର୍ବ ସରକାର ପରି ଅବସ୍ଥା ହେବ ।
@snitaentertainment
@snitaentertainment Месяц назад
Sir, ଲବେ ନୁହେଁ ନବେ ..ଓଡ଼ିଆରେ ଲବେ ମାନେ ଟିକିଏ😄 Btw ur analysis is too good👌
@hasyalatadas5446
@hasyalatadas5446 Месяц назад
Thenks.samotha Bhai bhunimanku.
@gunanidhinaik3699
@gunanidhinaik3699 Месяц назад
ଧୃତରାଷ୍ଟ୍ର ଯେପରି ପୁତ୍ରମୋହରେ ଅନ୍ଧ ହୋଇଥିଲେ ।ନବୀନ ପଟ୍ଟନାୟକ ମହୋଦୟ ବି ଧୃତରାଷ୍ଟ୍ର ଙ୍କ ଏକ ଅବତାର ବୋଲି ମୂଁ ଭାବୁଛି।
@crazyyyy-cp5ih
@crazyyyy-cp5ih Месяц назад
ନୟାଗଡ଼ recent MLA result ବିଷୟରେ ସଠିକତା କ'ଣ, ଏଠି ଖବରକାଗଜ ନୀରବତା,ନା ସଚ୍ଚୋଟତା
@debashishacharya3814
@debashishacharya3814 Месяц назад
ସମ୍ବିତ ପାତ୍ର ଏବେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବାର ସମୟ ଆସିଗଲାଣି।
@harekrishnasahoo9741
@harekrishnasahoo9741 Месяц назад
Crocodile's tear.
@TapanKumarPattanaik
@TapanKumarPattanaik Месяц назад
G​@@harekrishnasahoo9741
@laxmidharabarik2952
@laxmidharabarik2952 Месяц назад
ସାର୍ 🙏 ଆପଣଙ୍କର ଉପସ୍ଥାପନା ଖୁବ୍ ସୁନ୍ଦର।❤❤
@himansusekharrout2433
@himansusekharrout2433 Месяц назад
🙏JAY JAGANNATH 🙏
@prafulasingh2267
@prafulasingh2267 Месяц назад
ମୂଷା ଲୁଚିଛି ଦଣ୍ଡୁରି ଭିତରେ , ଖୋଜା ପଡ଼ିଛି ବାହାରେ ବାହାରେ ।
@rajendrajena6915
@rajendrajena6915 Месяц назад
Please inform the CM
@manojkumarthakur3062
@manojkumarthakur3062 Месяц назад
Thank you so much Nabin Das sir your contribution as a reporter to Odisha is highly appreciable
@akshayakumarsahu1728
@akshayakumarsahu1728 Месяц назад
ମୁଁ ଆପଣଙ୍କ ତଥ୍ୟ ସମ୍ବଳିତ ରିପୋର୍ଟ କୁ ଧନ୍ୟବାଦ ଜଣାଉଛି। ଆପଣଙ୍କ ନିର୍ଭିକତା କୁ ସାଲ୍ୟୁଟ କରୁଛି। ଆପଣଙ୍କ ନିରାପତ୍ତାକୁ ସୁଦୃଢ କରିବା ପାଇଁ ପ୍ରସ୍ତାବ ଦେଉଛି।
@prabhasray675
@prabhasray675 Месяц назад
Jay Shriram
@nabakishoresamal7085
@nabakishoresamal7085 Месяц назад
Guru/Mentor nka Seva karuchi pandu
@Jyotsnamayee166
@Jyotsnamayee166 Месяц назад
Thankyou sir
@manojkumarsaint7803
@manojkumarsaint7803 Месяц назад
Jay Shree Ram ❤❤❤
@saratsahoo268
@saratsahoo268 Месяц назад
ନବିନ ନିବାସ ଏବେ ଷଡ଼ଯନ୍ତ୍ର ନିବାସ
@harihardora3532
@harihardora3532 Месяц назад
Apnkar style 'niakhunta' style, sundar,dhanyabad 🌹
@prananathpati9976
@prananathpati9976 Месяц назад
ନବୀନ ପଟ୍ଟନାୟକ କିଛି ଜାଣୁ ନାହିଁ କହିବା ସଂପୂର୍ଣ୍ଣ ଭୁଲ୍। ନବୀନ ଅନୁମତିରେ ପାଣ୍ଡୁ କାମ କରୁଛି। ଯେଉଁ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ତାର ସିବିଆଇ ତଦନ୍ତ ଆରମ୍ଭ ହେଲେ ନବୀନ ପାଣ୍ଡୁ ର ମେରୁଦଣ୍ଡ ଭାଙ୍ଗିଯିବ। ଚକ୍ରାନ୍ତ ବିଫଳ ହେବ। ରଥଯାତ୍ରାରେ ବିଭ୍ରାଟ କରି କିଛି ଲୋକଙ୍କୁ ମାରିବାର ଯୋଜନା ଚାଲିଥିବାର ଏକ ସଂକେତ ମିଳୁଛି। ଏଥିପାଇଁ ସରକାର ଏବଂ ବିଜେପି ଦଳ ପୁରା ସତର୍କ ରହୁ।
@muralijhankar1661
@muralijhankar1661 Месяц назад
Sir Namaste
Далее