Тёмный

Who Is Trying To Cover Up Ashis Singh? Is It Mohan, Pradeep Or Arun ? | Nirbhay Gumara Katha 

Nirbhay
Подписаться 279 тыс.
Просмотров 59 тыс.
50% 1

Who Is Trying To Cover Up Ashis Singh? Is It Mohan, Pradeep Or Arun ? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

27 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 495   
@manojpanda2956
@manojpanda2956 Месяц назад
ଆପଣ ଙ୍କୁ ଧନ୍ୟବାଦ ଯେତେ ସବୁ କମ୍,ସତରେ ମୋହନ ସରକାର ନିରବ କାହିଁକି, ଡକାୟତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କାହିଁକି
@rabinarayansahoo3444
@rabinarayansahoo3444 Месяц назад
ମୁଖ୍ୟମନ୍ତ୍ରୀ ଜଣେ ସଚ୍ଚୋଟ କିନ୍ତୁ ପ୍ରଶାସନିକ ଦକ୍ଷତା ର ଅଭାବ । ଯେତେ ଶୀଘ୍ର ମୁଖ୍ୟ ଶାସନ ସଚିବ ଓ ଡି ଜି ନ ବଦଳି ଛନ୍ତି କିଛି ଆଶା କରିବା ବୃଥା
@rabindarnathdash2512
@rabindarnathdash2512 Месяц назад
ଯଦି ନେତା, ଆଉ ଯେକୌଣସି ବିଭାଗର ଅଫିସର ମାନେ କିଣାବିକା ହେବେ, ତାହାହେଲେ ସାଧାରଣ ଜନତା ନ୍ୟାୟ ପାଇବେ କିପରି I
@basantajena5418
@basantajena5418 Месяц назад
ଏ ସରକାର ଆଜି ପର୍ଯ୍ୟନ୍ତ କାର୍ଯ୍ୟାରମ୍ଭ କରି ନାହାଁନ୍ତି | କେବଳ ପୁଲ ତୋ ନେଉଛନ୍ତି ଓ ଅନ୍ୟକୁ ଦେଉଛନ୍ତି | ଅତଏବ ଆଜିପଯ୍ୟନ୍ତ କାର୍ଯ୍ୟ ଶୂନ୍ୟ | ନିଷ୍କ୍ରିୟ ସରକାର | ବିଜେପି ମତଦାତା ନିଜକୁ ଠକାମୀ ର ଶିକାର ହୋଇଥିବା ଅନୁଭବ କରୁଛନ୍ତି | ଚନ୍ଦ୍ର ବାବୁ ନାଇଡ଼ୁ ଙ୍କ ଠାରୁ ଶିଖନ୍ତୁ |
@laxmidharabarik2952
@laxmidharabarik2952 Месяц назад
ସାର୍ 🙏 ସବୁଠାରୁ ଦୁଃଖର କଥା ଓଡିଶାରେ କାମଚଳା ଡିଜିପି ଓ ମୁଖ୍ୟ ଶାସନ ସଚିବ କାର୍ଯ୍ୟ କରୁଛନ୍ତି। ସେମାନେ ଆକ୍ସନ ନେବେ କେମିତି। କିନ୍ତୁ ଆଉ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶିଷ ସିଂହଙ୍କ କ୍ଷେତ୍ରରେ ନୀରବ ରହିବା ସବୁଠୁ ଦୁଃଖଦାୟକ କଥା। ❤❤❤
@ramakrishnamahapatro1271
@ramakrishnamahapatro1271 Месяц назад
ଆଶିଷ ଜୁନ 3ରେ join କଲାଣି। DIG ଷଡ଼ଙ୍ଗୀ ବାବୁ ଏବଂ CS ନୀରବ ରେ ବସିଛନ୍ତି। ମୋହନ ସରକାର ଟିକିଏ ଦୁର୍ବଳ ଥିଲା ପରି ଲାଗୁଛି। ଚନ୍ଦ୍ରବବୁ, ଆନ୍ଧ୍ର ରେ ଅନେକ ପରିବର୍ତ୍ତନ କଲେଣି।
@rashmibijaykumarmishra5543
@rashmibijaykumarmishra5543 Месяц назад
Yes
@deepanjalimohanty9756
@deepanjalimohanty9756 Месяц назад
ଓଡ଼ିଶା ରେ ଏତେ ପରିମାଣ ରେ ଦୁର୍ନୀତି ଅଭିଯୋଗ ଆସିବା ପରେ ମଧ୍ୟ, ବିଜେପି ସରକାର କାହିଁକି ଚୁପ୍ ??? ଏହା ଦାୟିତ୍ଵ ହୀନ । ଏହା ଜନ ସାଧାରଣଙ୍କୁ ଧୋକା ।। ବିଜେପି ର ବଡ ନେତା ମାନେ ଏହାର ଉଚିତ୍ ତର୍ଜମା କରନ୍ତୁ। ନ ହେଲେ ଓଡ଼ିଶା ରୁ ବିଜେପି ହଜିଯିବ ।
@bapisadangi3373
@bapisadangi3373 Месяц назад
Right
@bijayakumarsahu4945
@bijayakumarsahu4945 Месяц назад
ମୋହନ ସରକାର କୁ ମଧ୍ୟ ଆମର ସଂନ୍ଦେହେ ହେଲାଣି
@AshokPanda-qt4qn
@AshokPanda-qt4qn Месяц назад
Byasta Huantu Nahi Ahire kichhi Thiba Ame 100 din ta Apekhya kari baku padiba
@SubhransuPandaOfficial
@SubhransuPandaOfficial Месяц назад
​@@AshokPanda-qt4qn 100 କାହିଁକି 5 ବର୍ଷ ତ ଅପେକ୍ଷା କରିବାକୁ ପଡିବ।
@AshokPanda-qt4qn
@AshokPanda-qt4qn Месяц назад
@@SubhransuPandaOfficial Siti ta 50 barsa hela Vote Dei Sasan dekhi Asuchhu 5 barasa hele Chaliba
@AshokPanda-qt4qn
@AshokPanda-qt4qn Месяц назад
Apan Bujhi jae thibe💐🤝
@mathsforcompetitiveandscho3189
@mathsforcompetitiveandscho3189 Месяц назад
ଏତେ ଜଲଦି ଠିକ ନୁହଁ
@pramodinidash4429
@pramodinidash4429 Месяц назад
ଦାସ ବାବୁ ଆପଣ କହିପାରିବେ କି ମୁଖ୍ୟମନ୍ତ୍ରୀ ଦିଲ୍ଲୀ କାହିକି ଯାଇଥିଲେ ଶୁଣନ୍ତୁ କାରଣ ପ୍ରଧାନମନ୍ତ୍ରୀ କହିଛନ୍ତି ସେକୌଣସିମତେ ନବୀନ ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଟାନ ନେବେ ନାହିଁ
@pramodkumarmishra7657
@pramodkumarmishra7657 Месяц назад
ଯାହା ଜଣାପଡୁଛି, ପାଣ୍ଡିଆନଙ୍କୁ ମୋହନ ସରକାର ଭୟ କରୁଛନ୍ତି କିମ୍ବା କିଛି ସମ୍ ଝୋତା ହୋଇଛି ।
@user-yw8vq3fb5v
@user-yw8vq3fb5v Месяц назад
ଏହି କେତେଦିନର ହାବଭାବରୁ ଜଣାପଡି ଗଲାଣି ଏମାନଙ୍କର ଅଭିଜ୍ଞତା ଏବଂ ସାହସିକତା । ତେଣୁ ଏ ସରକାରଙ୍କୁ କୌଣସି ଅଧିକାରୀ ଖାତିର କରୁନାହାଁନ୍ତି । ପାଞ୍ଚ ବର୍ଷ ଯାହିତାହି ବିତିଯିବ ।
@padmanayak9883
@padmanayak9883 Месяц назад
ସାର୍ ଆପଣ ପ୍ରକୃତ କଥା ଜଣାଇଛନ୍ତି ଜୟ ଜଗନ୍ନାଥ
@successodisha2581
@successodisha2581 Месяц назад
ଆପଣ ଯେତେ ନିରପେକ୍ଷ ହେଲେ କଣ ହେବ। ଏଇଠି ସବୁ ଗୋଟେ ଚାଉଳ ରେ ଗଢା। କାହା ଉପରେ କିଛି କାର୍ଯ୍ୟନୁଷ୍ଠାନ ହବନି। ପୂରା ଭାଷନ ଦେବା ସରକାର।
@rajeshkumarsing4384
@rajeshkumarsing4384 Месяц назад
ସାର୍ ଆପଣଙ୍କ ମାଧ୍ୟମରେ ସରକାରକୁ ଅଭିଯୋଗ ପହଞ୍ଚାଇବାକୁ ଅନୁରୋଧ, ସେମାନଙ୍କୁ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ
@saratmishra7100
@saratmishra7100 Месяц назад
ବବି ବାବୁ ଙ୍କ ଉପରେ କିଛି ଆକ୍ସନ ନେଲେକି? BJP ସରକାର ସନ୍ଦେହ ଘେରରେ। ଗୃହ department ନିଜେ CM ତାଙ୍କ ପାଖରେ ରଖିଛନ୍ତି।
@rashmibijaykumarmishra5543
@rashmibijaykumarmishra5543 Месяц назад
Absolutely
@anvlog1851
@anvlog1851 Месяц назад
ବବି ଦାସ ଙ୍କ ପରଦା ଉଠେଇବା କୂ କୁକୁର ପ୍ରସଙ୍ଗ ରହିଛି
@nrushinghnathsahu1630
@nrushinghnathsahu1630 Месяц назад
ଧିରେ ଧିରେ ଭରସା ତୁଟି ଯାଉଛି, ପାଣ୍ଡିଆନ୍ ଶାସନ ଏବେ ବି ଚାଲିଛି
@hrushikeshsahoo5289
@hrushikeshsahoo5289 Месяц назад
ଓଡିଶାର ଲୋକ ମୋହନ ସରକାରଙ୍କ ଭାଷଣ ଶୁଣିବାକୁ ଭୋଟ ଦେଇ ନଥିଲେ। କାମ ନକଲେ ଲୋକମାନେ ପୁଣି ଓଲଟାଇ ଦେବେ। ମୋହନ ସରକାର ପାନଡିଆନ ଜାଲରେ ନ ଫସୁ ।
@rashmibijaykumarmishra5543
@rashmibijaykumarmishra5543 Месяц назад
Yeh Govt toh ab mujhe faltu lag raha hai... See the very young CM Pushkar Singh Dhami and Another Fire Brand Himant Biswa Sarma
@bapisadangi3373
@bapisadangi3373 Месяц назад
Right
@adityaprasad1673
@adityaprasad1673 Месяц назад
ଅପରାଜିତା madam ଥିଲେ ରେଜଲ୍ଟ ବାହାରି ସାରନ୍ତାଣି।
@rashmibijaykumarmishra5543
@rashmibijaykumarmishra5543 Месяц назад
True
@jagannathmishra5300
@jagannathmishra5300 Месяц назад
ଜଣା ପଡ଼ିବ କିଛି ଦିନ ଗଲେ; କଣ ପଦକ୍ଷେପ ନେଉଛନ୍ତି ବିଜେପି ସରକାର। ସେଥିରୁ ସରକାର ଙ୍କ ସମ୍ୟର୍ଥ କଣ ଜାଣିଯିବା।
@jagannathsahoo6022
@jagannathsahoo6022 Месяц назад
ମୋହନ ସରକାର କିଛି କରନ୍ତୁ. ଜନତା ଆପଣଙ୍କ ଉପରେ ଭରସା ରଖିଛନ୍ତି.
@bapisadangi3373
@bapisadangi3373 Месяц назад
Right
@RanjanKumar-mx1ki
@RanjanKumar-mx1ki Месяц назад
ମୁ ବୁଝି ପାରୁନି ଏତେସବୁ ପ୍ରମାଣ ସ୍ୱତେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ମୋହନ ସରକାର l ଲାଗୁଛି ସରକାରଙ୍କର କିଛି ଭୟ ରହୁଛି ଏପରିକା ବାବୁ ଓ bjd ର ରାଜନେତାଙ୍କ ଠାରୁ l
@Ffffffeecvbutreerfhyhuj
@Ffffffeecvbutreerfhyhuj Месяц назад
ଅନୁସନ୍ଧାନ କରନ୍ତୁ କେବେ କେଉଁଦିନ, ଅପେକ୍ଷା ର ଘଟିବ ଅନ୍ତ, ଆକ୍ସନ ମୋଡ଼ ରେ ବିଜେପି ସରକାର ଜୟ ଜଗନ୍ନାଥ...
@swarajkumarbej3768
@swarajkumarbej3768 Месяц назад
ମୋହନ ସରକାରଙ୍କ ଉପରେ ବିଶ୍ୱାସ ଓ ଭରସା କରିବା ବୃଥା। ଆଗାମୀ ନିର୍ବାଚନ ରେ କଂଗ୍ରେସ।
@nareshpanda4485
@nareshpanda4485 Месяц назад
ଭରସା ରଖ ଆଉ ଅପେକ୍ଷା କର
@pramodkumarsahoo5962
@pramodkumarsahoo5962 Месяц назад
Amaku lajalaguchhi😅
@santoshkumarsahoo8671
@santoshkumarsahoo8671 Месяц назад
ନାଇଁ ଭାଇ କାର୍ଯାନୁଷ୍ଠାନ ନିଆଯିବ, ସମୟ କୁ କେବଳ ଅପେକ୍ଷା
@laxminarayanpanda1427
@laxminarayanpanda1427 Месяц назад
24 ବର୍ଷ ଧରି ନୀରବ ରହି ଥିବା ଲୋକେ ଏବେ ମୋହନ ସରକାର କୁ ଆସିବା କ୍ଷଣି ସମାଲୋଚନା କରୁଛନ୍ତି।
@mathsforcompetitiveandscho3189
@mathsforcompetitiveandscho3189 Месяц назад
Congress = khangress
@bijayakumarsahu4945
@bijayakumarsahu4945 Месяц назад
ଜଣେ ଆଈ ପି ଏସ ଅଫିସର ବିରୁଦ୍ଧରେ ଏତେ ପ୍ରଣାମ ଥାଇ କାହିଁକି ଆକ୍ସନ ହୋଇ ନାହିଁ
@hiteshkumarpradhan254
@hiteshkumarpradhan254 Месяц назад
Ei ta paribartan 😂😂😂
@khiradharkawa8389
@khiradharkawa8389 Месяц назад
ଭାଷଣ ବାଜି ଦରକାର ନାହିଁ ମୋହନ ସରକାର ଏବେ action ଦରକାର ଅଛି। ଏବେ ତ power ଅଛି। କିଛି କରି ଦେଖାଅ, ଭାଷଣ ଆଉ ଦିଅନି।ଆମେ ବହୁତ ଭାଷଣ ଶୁଣିଛୁ।
@nikunjabiharisahani2070
@nikunjabiharisahani2070 Месяц назад
DGP ଏବଂ Chief Secretary ପ୍ରଥମେ ବଦଳିବା ଦରକାର। ତା ପରେ ଏସବୁ ଉପରେ କାର୍ଯ୍ୟାନୁଷ୍ଠାନ।
@kishorechandrasekharmishra2658
@kishorechandrasekharmishra2658 Месяц назад
ସେ ଆଶୀଷ ସିଂହ ହୁଅନ୍ତୁ ବା ଅନ୍ୟ ଅଧିକାରୀ କାହାରି ବିରୁଦ୍ଧରେ ସେମିତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଏ ନୁଆ ସରକାର ନେବା ପରି ଲାଗୁନି।ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ ଦୁର୍ନୀତିଗ୍ରସ୍ତ ପୁର୍ବତନ ମନ୍ତ୍ରୀ ବା ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସାତସ୍ୱପ୍ନ। ପ୍ରକୃତରେ ଅନୈତିକ ଭିତିରି ବୁଝାମଣା କ'ଣ ତାହା ସାଧାରଣ ଜନତା ଜାଣିବେ କେମିତି ? ଓଡିଆ ଲୋକେ ଶୀଘ୍ର ଭୁଲିଯିବାରେ ମାହିର। ତେଣୁ ଆଉ କିଛି ମାସ ଭିତରେ ଲୋକେ ପାଣ୍ଡିଆନ୍ ଉପାକ୍ଷାନ ମଧ୍ୟ ଭୁଲିଯିବେ।
@aruppattnaik8368
@aruppattnaik8368 Месяц назад
ନୂଆ ମୁଖ୍ୟମନ୍ତ୍ରୀ କିଛି ଆଖିଦୃଶିଆ ପଦପେକ୍ଷ ନେଲେ ହିଁ ଜଣାପଡନ୍ତା ଓଡିଶାରେ ପରିବର୍ତ୍ତନ ହୋଇଛି ।
@bikramnayaknayak-jz1ym
@bikramnayaknayak-jz1ym Месяц назад
Kichhi hebani sir odisha re kehi bhala nuhanti sir
@rashmibijaykumarmishra5543
@rashmibijaykumarmishra5543 Месяц назад
True .... Remember in UP, UK , MP and Rajasthan the CMs were extremely active since 1st day itself
@ManaskuArukh
@ManaskuArukh Месяц назад
​@@rashmibijaykumarmishra5543oh really.. 🤔🙆‍♂️
@harekrushnamajhi71
@harekrushnamajhi71 Месяц назад
କାର୍ଯ୍ୟାନୁଷ୍ଠାନ ପାଇଁ ଏତେ ଡେରି କାହିଁକି??? ନିଷ୍ପତ୍ତି ନେବାରେ ଏତେ ଅବହେଳା??
@trilochanpatnaik6321
@trilochanpatnaik6321 Месяц назад
ନବୀନ ଦାସ ବାବୁ! ଆପଣ କାହିଁକି ଏତେ ଗର୍ଜନ କରୁଛନ୍ତି ମୁଁ ଜାଣି ପାରୁ ନାହିଁ। ଓଡ଼ିଶାର ସାଢେ଼ ଚାରି କୋଟି ଜନତା ସମସ୍ତେ ଏ 5T ମାନଙ୍କ ଦୁର୍ନୀତି ଜାଣି ସାରିଛନ୍ତି। କିନ୍ତୁ ଏ ନୂଆ BJP ସରକାର ର ଯେଉଁ ମନ୍ତ୍ରୀ ମାନେ including CM କଣ ଏହା ଶୁଣି ନାହାଁନ୍ତି ନା ଜାଣି ନାହାଁନ୍ତି? ତେଣୁ ଆଉ କିଛି ନ କହି ଅନ୍ତତଃ ଆସନ୍ତା ପାଞ୍ଚ ବର୍ଷ ଅପେକ୍ଷା ତା ପରେ ଏ double engine ସରକାର BJD ଦଶା ଭୋଗିବେ ଓ ତା ପରେ ଓଡ଼ିଶା ବାସୀ ହାତ ଦେଖେଇ ଦେବେ।
@amitakar948
@amitakar948 Месяц назад
ଏମିତି ହେଲେ ତ ତରକାରୀ ଗୋଳିଆ ଘଣ୍ଟିଆ ହେଇଯିବ ଆଉ ସ୍ୱଦ ନଥିବ ସରକାର ଯେତେ ଶୀଘ୍ର କାର୍ଯାନୁଷ୍ଠାନ ଆରମ୍ଭ କରନ୍ତୁ
@kamarajjena5461
@kamarajjena5461 Месяц назад
Sir, ମୋହନ ବାବୁ ବୋଧ ହୁଏ ନରମ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି. Up cm ଯୋଗୀ ଆଦିତ୍ୟ ନାଥ style ଆପଣେଇବାକୁ ପଡିବ. ନଚେତ ବଦନାମ ହୋଇଯିବେ. କୁର୍ଶୀ ବି ଯାଇପାରେ
@pradeepsutar9471
@pradeepsutar9471 Месяц назад
Very very good bro.❤
@bijayakumarsahu4945
@bijayakumarsahu4945 Месяц назад
ଆଶିଷ ସିଂ ବିରୁଦ୍ଧରେ ଆକ୍ସନ ନେବାକୁ ଏତେ ବିଳମ୍ବ କାହିଁକି
@durgaprasadsamantaray7084
@durgaprasadsamantaray7084 Месяц назад
ନିଆଁ କୁ ଅଣ୍ଟି ରେ ପୁରେଇ ଧରିଲେ, ନିଜେ ହିଁ ପୋଡି ମରିବାକୁ ହେବ, ଏହା ମୋହନ ସରକାର ମନେ ରଖିବା ଉଚିତ।
@suryakantamohanty8276
@suryakantamohanty8276 Месяц назад
ଆଗରୁ ଶୁଣୁଥିଲୁ bjd bjp ଏକ ଏବେ ବିଶ୍ୱାସ ହେଇଗଲା ଆର ଥର କଂଗ୍ରେସ
@duggulimelite428
@duggulimelite428 Месяц назад
ମୋହନ ସରକାର ଗୋଟିଏ ରବର ଷ୍ଟାମ୍ପ ହେବାକୁ ଯାଉଛି। ସେଥିଲାଗି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି
@chhatishmohanta6403
@chhatishmohanta6403 Месяц назад
ମୋର ସମ୍ପୂର୍ଣ୍ଣ ବିଶ୍ଵାସ ଅଛି ଯେ ମୋହନ ସରକାର କାର୍ଯ୍ୟ ଗ୍ରହଣ କରିବ
@bapisadangi3373
@bapisadangi3373 Месяц назад
Right
@PurnachandraBehera-if5tu
@PurnachandraBehera-if5tu Месяц назад
ଆମ ବିଚାର ବିଭାଗ ର ଗଳାବାଟ ଦେଇ ବଡ଼ବଡ଼ିଆ ଖସି ଯାଉ ଛନ୍ତି।
@gopalsamall8365
@gopalsamall8365 Месяц назад
ମୋହନ ସରକାର ଙ୍କ ଅପାରଗତା କୁ ପଦାକୁ ଆଣିବା ର ଉପକ୍ରମ l
@kishorechoudhury7844
@kishorechoudhury7844 Месяц назад
ଯେବେ ମେଣ୍ଟ ସମ୍ଭାବନା ବଢ଼ୀଗଲା ଆମକୁ ଯାହା ଅନୁଭବ ହେଉଥିଲା ଏବେ ସେଇଭଳି ଲାଗୁଛି। BJP କୁ ଭୋଟ ଦେଇ ଭୂଲ୍ ହେଇଗଲାକି?
@pratappadhi8400
@pratappadhi8400 Месяц назад
ଏମାନଙ୍କ ପାଖରେ ପଦବୀ, ସେମାନଙ୍କ ପାଖରେ କ୍ଷମତା
@successodisha2581
@successodisha2581 Месяц назад
ଆପଣ ବୁଝି ପାରିନାହାନ୍ତି ଏବେ ଯାଏ। କିଛି ଇକୋ ସିଷ୍ଟମ୍ ନାହିଁ। ସବୁ ଗୋଟେ ପ୍ରକାର। ଖାଲି ପାର୍ଟି ଚେଜ ହେଇଚି। ବାକି ସବୁ ସମାନ। ନା ଆପଣ ମାନେ କଣ କହୁଛନ୍ତି।।।
@dwarikanath1958
@dwarikanath1958 Месяц назад
ଗୋଟି ଚାଳନାରେ ମାଷ୍ଟ୍ର ଙ୍କୁ ଡରୁଛନ୍ତି ସରକାର |
@OdisharBikash
@OdisharBikash Месяц назад
ଗୋଟିଏ constable ହେଇଥିଲେ suspent କି dismis କରିଥାନ୍ତେ ନି
@ppsahoo123
@ppsahoo123 Месяц назад
ଘଣ୍ଟ ଘୋଡେଇଲେ , ୨୦୨୯ ରେ କଂଗ୍ରେସ। ଉତ୍ତରପ୍ରଦେଶ ରେ ତ ବାଳ ଖାଇ ଯାଇଛି ଓଡ଼ିଶା ରେ ବି ବିଜେପି ବାଳ ଖାଇବ
@Mishkasgarden
@Mishkasgarden Месяц назад
Bala thharu ahuritala khaiba BJP
@Dillip5331
@Dillip5331 Месяц назад
Ekdam right Bro ❤🎉
@sarbeswarpanda1504
@sarbeswarpanda1504 Месяц назад
Right ୨୦୨୯ ରେ ଭାଜପା ଦିଲ୍ଲୀ ଓ ଓଡ଼ିଶାରେ ଫ୍ଲୁପ୍ ହେବ।କଂଗ୍ରେସ କ୍ଷମତାକୁ ଫେରିବ
@jagdishkumarrath4631
@jagdishkumarrath4631 Месяц назад
ଏ ନୂଆ ସରକାର ଙ୍କ କାର୍ଯ କଲ।ପ ଦେଖିଲେ ଲାଗୁଛି ,ବହୁ ଆଡମ୍ବର ଲଘୁ କ୍ରିୟା
@Jagannath-oc9ht
@Jagannath-oc9ht Месяц назад
କିଛି ନକଲେ ନାହିଁ କିନ୍ତୁ ଚୋରି ନକରନ୍ତୁ, ମର୍ଡର, ନାରି ଧର୍ଷଣ, ପିଲା ଚୋରି ନକରନ୍ତୁ,ଖଣି ଖାଦାନ, ନଦୀ ନାଳ ବିକ୍ରି ନକରନ୍ତୁ, ରାଜ୍ୟ ର ଆୟତନ ରକ୍ଷା କରନ୍ତୁ, ଜନତାଙ୍କୁ ନ୍ୟାୟ ଦିଅନ୍ତୁ ।
@AshokPanda-qt4qn
@AshokPanda-qt4qn Месяц назад
Apekhya karantu Sabu Jana padiba Nichya
@SubhransuPandaOfficial
@SubhransuPandaOfficial Месяц назад
​@@AshokPanda-qt4qn ଅପେକ୍ଷା କରିବାକୁ ଆମେ ଭୋଟ ଦେଇନଥିଲୁ , immediate action darkar.
@Stutee24
@Stutee24 Месяц назад
​@@SubhransuPandaOfficialKn dayakari vote deithile?
@SubhransuPandaOfficial
@SubhransuPandaOfficial Месяц назад
@@Stutee24 କାହିଁକି ତମର ଫାଟୁଛି ??
@ananyaabhilipsasahoo-ny1ms
@ananyaabhilipsasahoo-ny1ms Месяц назад
ଆଗରୁ ପ୍ରମାଣ ହୋଇଥିଲା କି ଓଡିଶା ବିଜେପି ଶାଖା ବିରୋଧୀ ଦଳ କାର୍ଯ୍ୟକ୍ରମ ଠିକ ଭାବରେ କରିପାରୁନଥିଲା,କେବଳ ମୋଦିଜୀ ଙ୍କ ପ୍ରଚାର ଯୋଗୁ ସରକାର ବଦଳିଲା.ଏବେ ଲାଗୁଛି ବିଜେପି ଓଡିଶା ଶାଖା ସରକାର ଚଳାଇବା କୁ ବି ଅସମର୍ଥ ହେବେ
@BijayakumarSahoo-up7mq
@BijayakumarSahoo-up7mq Месяц назад
ବିଜେଡି ଆଉ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାରଶ୍ବ ,, ତାଙ୍କ ଉପରେ ବିଶ୍ବାସ କରିବା ବୋକାମିର ପରିଚୟ ।
@nabaghanasahu3886
@nabaghanasahu3886 Месяц назад
ବହୁତ ସୁନ୍ଦର ଭାବେ ଉପସ୍ଥାପନ କରି ଛନ୍ତି। ମୋହନ ସରକାର ଙ୍କୁ କିଛି କାର୍ଯ୍ୟ କରି ଦେଖେଇବାକୁ ପଡ଼ିବ ।
@nareshpanda4485
@nareshpanda4485 Месяц назад
ହାତୀ ପାଡ଼ିବ ପାଡ଼ିବ ବୋଲି ଫୁସ
@prafullakumarpradhan8129
@prafullakumarpradhan8129 Месяц назад
କମଳ ରୁ ବାଳ ବଛା ଯାଏ ନି l କମଳ ରେ ବାଳ ରହିବ ହିଁ ରହିବ l ଆପଣ ଙ୍କ ନିର୍ଭୟ ରେ ଭୟର ଭୂମିକା ବା କଣ ?
@surendranarayanpanda8021
@surendranarayanpanda8021 Месяц назад
ମୋହନଙ୍କ ସରକାର ଆସିବାର 20 ଦିନ ହୋଇ ନାହିଁ.ଏତେ ବ୍ୟସ୍ତ ନହୋଇ ଅପେକ୍ଷାକର.
@hiteshkumarpradhan254
@hiteshkumarpradhan254 Месяц назад
20din amaku laguchi kahin kete Barsha 😢,
@pradoshnayak999
@pradoshnayak999 Месяц назад
Yes✌️
@surendranarayanpanda8021
@surendranarayanpanda8021 Месяц назад
ହାତରୁ ନିର୍ବାଚନୀ କାଳି ଲିଭିନି..ଏତେ ବ୍ୟସ୍ତ କାହିଁକି ଟିକିଏ ଧର୍ଯ୍ୟ ଧର.
@hiteshkumarpradhan254
@hiteshkumarpradhan254 Месяц назад
Hmm correct
@dipakpanda9075
@dipakpanda9075 Месяц назад
ରାଜ୍ୟର ଅମଲାତନ୍ତ୍ର ଏବେ ବି ନବୀନ ସରକାର ଓ ପାଣ୍ଡୁ ଭକ୍ତ l ଆଉ ମୋହନ ବାବୁ ତ ନିଦl ବିଷ୍ଣୁ ଭଳି ନିଦ୍ରାରେ l
@pramodjena2534
@pramodjena2534 Месяц назад
You are right sir,we are also feel such
@sureshchandradash6900
@sureshchandradash6900 Месяц назад
ଆଚାର୍ଯ୍ୟ ହେବାର କିଛି ନାହିଁ, ଦରଦ ନୂଆ ସରକାରଙ୍କ, MP ବୈଜନ୍ତ ପଣ୍ଡା କୁଆଡେ ଗଲେ
@user-od2fs9gq4v
@user-od2fs9gq4v Месяц назад
ଜୟ ଶ୍ରୀ ଜଗନ୍ନାଥ
@sanju7678
@sanju7678 Месяц назад
CM sir.. Only one request is that to take strict action against corruption... PLease
@debanandapattnaik4006
@debanandapattnaik4006 Месяц назад
Jadi Mohan sarkar ghanta ghodau thibe tebe 5 yrs pare janata Tara jawab debe.
@padmanabhabhattamishra9159
@padmanabhabhattamishra9159 Месяц назад
ଏ ସରକାର ଅର୍ଥାତ ମୋହନ ମାଝୀ ଓଡିଶା ପାଇଁ ଅନୁପଯୁକ୍ତ, ଏବଂ ଆମ୍ଭେମାନେ ବିଜେପି କୁ ଭରସା କରିବା ଆମର ମସ୍ତବଡ ଭୁଲ ହୋଇଛି, ଆଗାମୀ ନର୍ବାଚନରେ କଂଗ୍ରେସ ଭରସା କରିବା ଉଚିତ.
@laxminarayanpanda1427
@laxminarayanpanda1427 Месяц назад
ତମେ କଂଗ୍ରେସ କୁ ହିଁ ଭୋଟ ଦେଉଥିବା ଲୋକ। ନୀଳ ବର୍ଣ୍ଣ ଶୃଗାଳ।
@raghumaninayak9593
@raghumaninayak9593 Месяц назад
କର୍ଣ୍ଣାଟକରେ କଂଗ୍ରେସ ଅବସ୍ଥା କେମିତି ଅଛି...
@mathsforcompetitiveandscho3189
@mathsforcompetitiveandscho3189 Месяц назад
କି ଉଦ୍ଭଟ ଚିନ୍ତା
@bikramnayaknayak-jz1ym
@bikramnayaknayak-jz1ym Месяц назад
Really sir you are telling right
@abhimajhi9238
@abhimajhi9238 Месяц назад
Thank you sir
@AkhayBehera-q5o
@AkhayBehera-q5o Месяц назад
Sir you are the only person who is opening gumar of BJD. I am proud of you.
@GeetajiBehera
@GeetajiBehera Месяц назад
ଆପଣ " ମଦ ମୁକ୍ତ ଓଡ଼ିଶା " ଉପରେ ଗୁରୁତ୍ବ ଦିଅନ୍ତୁ🙏🙏🙏🙏
@bipinbihariswain3511
@bipinbihariswain3511 Месяц назад
Really surprising. Why Mohan sarkar is too slow moving in action against corrupt police officials .
@BikramMishra-ut3lv
@BikramMishra-ut3lv Месяц назад
ଜୟ ଶ୍ରୀ ଜଗନ୍ନାଥ ❤❤❤❤❤❤❤❤❤❤❤❤❤❤❤❤❤
@user-kt4sh2sm6s
@user-kt4sh2sm6s Месяц назад
ଏତେ ଯୁକ୍ତିଯୁକ୍ତ ପ୍ରମାଣ ଥିବା ସତ୍ବେ ପଦକ୍ଷେପ ନନେବା ଅତି ଦୁର୍ଭାଗ୍ଯ ଜନକ। ତାଙ୍କର ଇ ଏଲ୍ ମଂଜୂର କରିଥିବା ଅଧିକାରୀ କେଉଁ ଡାକ୍ତରୀ ସାର୍ଟିଫିକେଟ ଗ୍ରହଣ କଲେ ।
@ManojKumar-wd3cc
@ManojKumar-wd3cc Месяц назад
ନୁଆଁ ବିଜେପି ସରକାରଙ୍କର ସରକାର ଚଳେଇବାର ଅଭିଜ୍ଞାତା ନାହିଁ. ସବୁଠାରୁ ବଡ କଥା ସେମାଙ୍କର ଇଛା ଶକ୍ତି ନାହିଁ corruption ବିରୋଧ ରେ କିଛି ଆକ୍ସନ ନେବେ. ନୁଆଁ ସରକାର ଏବେ ବି ଡରୁଚି କାର୍ଯାନୁଷ୍ଠାନ ନେବା ଲାଗି. They are inefficient and incompetent to run the government.
@storywithabinash7300
@storywithabinash7300 Месяц назад
Sir, ଆପଣଙ୍କ ଭଳି ଜଣେ ବେକ୍ତିଙ୍କୁ ମୁଖ୍ୟ ମନ୍ତ୍ରୀ ଭାବେ ଓଡ଼ିଶା ଆଶା କରୁଥିଲା🙏
@maatarinimusicproductions4557
@maatarinimusicproductions4557 Месяц назад
ନବୀନ ବାବୁ, ଆପଣ ତୀକ୍ଷ୍ଣ ନଜର ରଖିଥାନ୍ତୁ, ଯଦି ଆଶିଷ ସିଂ ରଥ ଯାତ୍ରା କାର୍ଯ୍ୟକ୍ରମ ରେ ରୁହନ୍ତି, ଦେଖିବେ ରଥଯାତ୍ରା ନିଶ୍ଚିତ ବିଶୃଙ୍ଖଳିତ ହେବ, ଜଗନ୍ନାଥ ମହାପ୍ରଭୁ କରିଇବେ 🙏🏾🙏🏾🙏🏾
@cutybabyangel7092
@cutybabyangel7092 Месяц назад
ଆଶିଷ ସିଂ ବାହାରୁ ଥାଇକି negotiations ଚଲେଇଛନ୍ତି ବିଜେପି ମଧ୍ୟ ଦେଖୁଛି ସିଂ ବାବୁ କେତେ ରହସ୍ୟ ଖୋଲି ପାରୁଛନ୍ତି. ବିଜେଡି ବିରୁଦ୍ଧରେ
@kamallochanmahakud3733
@kamallochanmahakud3733 Месяц назад
Very good sir
@aranyadiscodance
@aranyadiscodance Месяц назад
Thanks sir very good messg ନମସ୍ତେ
@rameshchandramahapatra7934
@rameshchandramahapatra7934 Месяц назад
Right
@satyabrataparida1925
@satyabrataparida1925 Месяц назад
ଏତେ ବେସ୍ତ କାହିଁକି ? କୋଣାର୍କ ମନ୍ଦିର ଗଡା ବେଳେ ଗୋଟିଏ ଗପ ଥିଲା ଗରମ ଯାଉ ଆସ୍ତେ ଆସ୍ତେ ଖାଇବା ପାଇଁ ଉପଦେଶ ଦିଆହୋଇଛି ।ଅପେକ୍ଷା କର
@harishmallck2
@harishmallck2 Месяц назад
ଯଦି ମୁଁ ଭୁଲ ନହୁଏ ମୋତେ ଲାଗୁଛି ମୋହନ ସରକାର ପୁରା ପୁରୀ action କୁ ଆସିବେ ରଥ ଯାତ୍ରା ପରେ! ଇୟେ ମୋର ବ୍ୟକ୍ତିଗତ ମତାମତ.
@bijoykumarnayakcongratulat5733
@bijoykumarnayakcongratulat5733 Месяц назад
ବର୍ତ୍ତମାନ ର ସରକାର ଦୁର୍ନୀତିଗ୍ରସ୍ତ କଂ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବେ ମୋର ବିଶ୍ୱାସ କିନ୍ତ ତରବରିଆ ଭାବେ କରିଲେ ଭଲ ଫଳ ନ ମିଳି ପାରେ ସେଥିପାଇ ଧିରେ ଧିରେ ଚାଲିଲେ ଭଲ କାରଣ 24 ବର୍ଷ ର ଦୁର୍ନୀତି ର ଚେର ବହୁତ ଗଭୀର କୁ ଚାଲି ଯାଇ ଛି, ଧିରେ ଧିରେ ତାଡି ନିର୍ମୁଳ କରିବାକୁ ସମଯ ତ ନିଶ୍ଚିତ ଲାଗିବ। ଧର୍ଯ୍ୟର ଆବଶ୍ଯକ ଅଛି।
@santoshkumarnayak5259
@santoshkumarnayak5259 Месяц назад
CM ଙ୍କୁ ଅନୁରୋଧ କାମରେ କରି ଦେଖନ୍ତୁ, ଭାଷଣ ଛାଡ଼ନ୍ତୁ, ନହେଲେ UP cm ଯୋଗିଜୀ ଙ୍କ ଠାରୁ ଟିଉସନ ହୁଅନ୍ତୁ
@guruparida1054
@guruparida1054 Месяц назад
Yes
@RANJITKUMAR-wq4ox
@RANJITKUMAR-wq4ox Месяц назад
ଟଙ୍କା ଗୁଡାକ ସଜେଇ ରଖିବା ଲାଗି ବ୍ୟବସ୍ଥା କରୁଥିଲେ ଆଶିଷ
@basudevmohanty3504
@basudevmohanty3504 Месяц назад
Very strong question you are asking to Mohan govt
@nareshpanda4485
@nareshpanda4485 Месяц назад
ମୁଁ ଭାବୁଛି ଏହା ପଛରେ ଅମିତ ସାହା ଙ୍କର ପ୍ରଚ୍ଛନ ହାତ ଅଛି ବୋଲି ଭାବୁଛି. ଆଉ ଗୋଟେ କଥା ଜଣେ ଆଇଏସ କୁ କେନ୍ଦ୍ର ନେବାକୁ ଚାହିଁଲେ କେତେ ସମୟ ଲାଗିବ ? ପାଣ୍ଡିଆନ 12ବର୍ଷ ରହିଥିଲେ କେମିତି.
@sundargarhsng9463
@sundargarhsng9463 Месяц назад
We the people of Odisha are eagerly waiting for the necessary action of our new Chief Minister.
@arundhatibehera9197
@arundhatibehera9197 Месяц назад
ନୂଆ ସରକାର ଯେଉଁ ହିସାବରେ TAKE OFF କରିବ ବୋଲି ଭାବୁଥିଲୁ ସେ ହିସାବରେ TAKE OFF କଲାନାହିଁ । ଏବେର କିଛି ନୀରବତା ବିସ୍ଫୋରଣ ରୂପ ବି ନେଇପାରେ !! ଏଇଟା ବି ଆଶା ଅଛି।
@SachetSamarth
@SachetSamarth Месяц назад
Always Nirbhay plays true facts...
@bijayakumardash7925
@bijayakumardash7925 Месяц назад
ପୋଲିସ ବିଭାଗ କୁ ସ୍ୱଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ଯଥା ଶିଘ୍ର କାର୍ଯ୍ୟାନୁଷ୍ଠାନ ଦରକାର
@gouttambehera3255
@gouttambehera3255 Месяц назад
First Viewers and comment. Hit Like 😮
@rameshsatapathy383
@rameshsatapathy383 Месяц назад
Sir we are proud Of you real hero for odiss basi.thanks for urcoreage.
@bharatchandrabarik5921
@bharatchandrabarik5921 Месяц назад
ମୋହନ ସରକାର ମାତ୍ର ଗୋଟିଏ ମାସେ ବି ହେଇନାହିଁ ଆପଣ ମାନେ ସମସ୍ତେ ବ୍ୟସ୍ତ ହେଇପଡୁଛନ୍ତି , ମାତ୍ର କିଛିଦିନ ସମୟ ଦିଅନ୍ତୁ ସବୁ ଠିକ ହେଇଯିବ
@krushnakuna1341
@krushnakuna1341 Месяц назад
ମୋହନ ସରକାର କାର୍ଯ୍ଯାନୁଷ୍ଠାନ ନେବା ପାଇଁ ଭୟ କରୁଛି..
@debiprasadpanda3490
@debiprasadpanda3490 Месяц назад
State Govt.should take it seriously and take exemplary action as every body is watching it. Another thing we have the patience to bear the previous govt for last 24 years butl we are becoming impatient within less than a fortnight, this is also applicable for Nirbhay.
@diptiranjannayak279
@diptiranjannayak279 Месяц назад
ଅତି ଉତ୍ତମ analysis
@bijaymohanty2248
@bijaymohanty2248 Месяц назад
ବାବୁମାନେ ସେ ଦଳ ଥିଲାବେଳେ ଯାହା ଯାହା କରୁଥିଲେ ନୁଆ ଦଳ କ୍ଷମତା କୁ ଆସିଲେ ମଧ୍ଯ ସେଇ କାମ କରିବେ । ନେତାଙ୍କର ନାଟକ ଆଗରେ ଓଡ଼ିଆ କଣ ସ୍ବୟଂ ଭଗବାନ୍ ବି ହାର ମାନିଯିବ । ଆମେ ସଧାରଣ ଜନତା କେବଳ ହୁସ୍ ହୁସ ହୁସ୍ ହେବା କଥା । କିଛି କାର୍ଯ୍ୟାନୁଷ୍ଠାନ ହୋଇ ପାରିବ ନାହିଁ ବୋଲି ସରକାର କଥାଟିକୁ ମାନିନେଲେ ଅସୁବିଧା କଣ ? ଲୋକେ ମୂଳରୁ ଜାଣନ୍ତି ମେଣ୍ଟ କାହାର କାହାର ଭିତରେ ଭିତରେ ଗୁପ୍ତ ରହିଛି । ଫଳାଫଳ ଏକ ବୃହତ୍ ଶୁନ ! ::ଉପରେ ଉପରେ କଳି କଜିଆ ଭିତରେ ଚାଲିଚି କେଳି , ଭାଷଣ ବାଜୀରେ ଶାସନ ଚାଲିଛି , ଭିତରେ ରହିଚି ମେଳି । ଭକ୍ତମାନେ ଦେଖି ମୁରୁକି ହସନ୍ତି ସାମ୍ବାଦିକ କୁଲୁ କୁଲୁ । କିଛି ହୋଇନାହିଁ କିଛି ହେବନାହିଁ ବିଶେଷଜ୍ଞ ଗଣ ଜାଣି ପତର ପାରିକି ବସି ଯାଇଛନ୍ତି, କେବେ ହେବ ଗଣାଗଣି !!
@somanathdas2884
@somanathdas2884 Месяц назад
Thank you
@nareenreddy5316
@nareenreddy5316 Месяц назад
Sir, namaskar you are 👍 Only hopes on you Nirbhaya nirbhul nirnayak Thanks
@riyabarsa6676
@riyabarsa6676 Месяц назад
honorable CM Mohan Charan Majhi why could not take any action against IPS Ashish Singh people could not like listen to lecture of CM Mohan Majhi Odisha people only wants action against corrupted officers of Odisha
@sarbeswarpanda1504
@sarbeswarpanda1504 Месяц назад
ନୂଆ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ଅଯୋଗ୍ୟ ବିଜେଡି ନେତା,ମନ୍ତ୍ରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ
@prafullamohanty5557
@prafullamohanty5557 Месяц назад
ମନୋଜ ଆହୁଜା ଠିକ୍। କରିବେ। ଅପେକ୍ଷା କରାଯାଉ।
@sumitrabhanja660
@sumitrabhanja660 Месяц назад
Sir, Everyday I watch your news
@bishnucharnrana3282
@bishnucharnrana3282 Месяц назад
ମୋହନ ସରକାର ଲୋକଙ୍କ ଧୈର୍ଯ୍ୟ ପରୀକ୍ଷା ନ କରନ୍ତୁ କାରଣ ଓଡ଼ିଶାବାସୀ ତାଙ୍କୁ ଏବେଠାରୁ ସନ୍ଦେହ କରିବା ଆରମ୍ଭ କଲେଣି ?
Далее
Congress In Hands Of Ajay - Srikant
5:39
Просмотров 10 тыс.
Мухочирон эхтиёт бошед!
01:31
Просмотров 116 тыс.