Тёмный
No video :(

Is Mohan Government Following The Pandian Model? | Nirbhay Gumara Katha 

Nirbhay
Подписаться 279 тыс.
Просмотров 118 тыс.
50% 1

Is Mohan Government Following The Pandian Model? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

24 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 520   
@prasantamohapatra7767
@prasantamohapatra7767 Месяц назад
କଥା ହେଲା ମୋହନ ବାବୁ ଖାଲି ଭାଷଣ ପ୍ରିୟ l ଏବେ ସେ ଖାଲି ସବୁବେଳେ ବୁଲୁଛନ୍ତି ଓ ଫୁଲମାଳ ସଂଗ୍ରହ କରି ପଖାଳ ଖାଉଛନ୍ତି l ଜୟ ନାରାୟଣ ମିଶ୍ର ହେଇଥିଲେ ସବୁ ଦୁର୍ନୀତି ଗ୍ରସ୍ତ ଲୋକମାନେ ଜେଲ ଯାଇ ସାରନ୍ତେଣି l
@dhane7139
@dhane7139 Месяц назад
That's what RSS and BJP people are great at spreading fake narratives, show off of cultural values, get part of cultural festivities and use it to most politically possible, use pride to attract voters.
@chalandesparadors204
@chalandesparadors204 Месяц назад
Wrong thinking ଆଉ ଟିକେ ସମୟ ଲାଗିବ।
@sabitasahoo5208
@sabitasahoo5208 Месяц назад
Right
@kshitishpanda5288
@kshitishpanda5288 Месяц назад
ମୋହନ ବାବୁ କାମ କରିବାର ବେଳ ଆସିଗଲା।ନିରବ ରୁହନ୍ତୁ ନାହିଁ ନହେଲେ ଭାବ ମୂର୍ତ୍ତି ରେ କଳଙ୍କ ଆସିବାଟା ବେଶି ଡେରି ନୁହେଁ
@KushaRaut-eg1yr
@KushaRaut-eg1yr Месяц назад
କହିବା କରିବା Axen କହି ମିଳୁନି ଦେଖ କଣ ହଉଛି ଏବେ ନା ହେଲେ ଆଉ କେହି bjp ku vote debe ନାହିଁ
@sabitasahoo5208
@sabitasahoo5208 Месяц назад
Right
@nrushinghnathsahu1630
@nrushinghnathsahu1630 Месяц назад
ମୋହନ ସରକାର ପାଣ୍ଡିଆନ୍ ପ୍ରସାଶନ ର ମୁଖ୍ୟ କାର୍ପଟଦାର ଙ୍କୁ ସାଙ୍ଗରେ ନେଇ ଚାଲିବା ମହାଙ୍ଗା ପଡିବ
@SumantaKumarPradhan-dm1tk
@SumantaKumarPradhan-dm1tk Месяц назад
ଭାଇ, ଦିଲ୍ଲୀରୁ ନିୟନ୍ତ୍ରଣ ହେଉଛି...ଆଉ ପୁନରାବୃତ୍ତି ନାହିଁ
@prashantjena9556
@prashantjena9556 Месяц назад
Harami Naveen ko jail ko pathao
@shubhankarpatra4196
@shubhankarpatra4196 Месяц назад
Right bro
@sudhakarsahu3252
@sudhakarsahu3252 Месяц назад
ଧନ୍ୟବାଦ ଆଜ୍ଞା 🙏 ଆମେ ବି ଚାତକ ପକ୍ଷୀ ପରି ଅନେଇ ବସିଛୁ ନିର୍ବାଚନ ପରଠାରୁ କ'ଣ କ'ଣ ସବୁ ଆମ ମୋହନ ସରକାର ମହୋଦୟ ଆଗକୁ ସବୁ ପଦକ୍ଷେପ ନେଉଛନ୍ତି।
@avayakumarbarik2882
@avayakumarbarik2882 Месяц назад
ବିଜେପି ସରକାରଙ୍କ ଛତ୍ର ଛାୟା ତଳେ ପାଣ୍ଡିଆନ ଏ କଥା ଅଛପା ନାହିଁ। ପାଣ୍ଡୁକୁ ସୁରକ୍ଷା ଦେଉଛି ମୋହନ ସରକାର।
@laxmidharabarik2952
@laxmidharabarik2952 Месяц назад
ସାର୍ 🙏 ବବି ଦାସ କ୍ୱାର୍ଟର ଭଙ୍ଗା ଘଟଣାରେ ଏକ ଏପିସୋଡ କରନ୍ତୁ। ❤❤❤
@kumarashis8504
@kumarashis8504 Месяц назад
Maghia aniba tension naa na😂
@gopalsamall8365
@gopalsamall8365 Месяц назад
ପାଣ୍ଡିଆନ ପଲିସି ବଜେପି କୁ ବି ବୁଡେଇ ଦେବ l
@shubhankarpatra4196
@shubhankarpatra4196 Месяц назад
Good sir .now you have questioned to new govt indirectly But still not fully neutral journalism shown . We will see till when it will continue
@abinahsahoo8135
@abinahsahoo8135 Месяц назад
​@@shubhankarpatra4196 he was neutral from the beginning. May be you were seeing him from a different perspective.
@biswanathsitha5142
@biswanathsitha5142 Месяц назад
Mo matare ED ,cbi lagei. Pandu ku turant jail ku pathei dabar katha.
@JayadevSingh-vl7px
@JayadevSingh-vl7px Месяц назад
ଆଜ୍ଞା ଯଦି ଏ ମୋହନ ସରକାର ଯଦି ତଦନ୍ତ ନ କରନ୍ତି ତେବେ ବିଜେଡି ସରକାର ଭଳି ଭବିଷ୍ୟତରେ ଭୋଗିବାକୁ ପଡିବ
@user-nt8nq8zz6b
@user-nt8nq8zz6b Месяц назад
ଖାଲି ବିଜେଡି ସରକାର ବିରୁଦ୍ଧରେ କହୁଛନ୍ତି ନା ଆଗକୁ ବିଜେପି ସରକାର ବିରୁଦ୍ଧରେ ବି କହିବେ ନା କଣ କହୁଛନ୍ତି
@Business-inodia
@Business-inodia Месяц назад
When our BJP not take single action to any scam till now.Why Late?
@dilipbiswas5592
@dilipbiswas5592 Месяц назад
Jai jagannath 🙏 very true news channel..all the best Nirbhay channel 👍
@ManojKumar-wd3cc
@ManojKumar-wd3cc Месяц назад
ନୂତନ ସରକାର ପାଖରେ govt ଚଳେଇବାର ଅଭିଜ୍ଞତା ନାହିଁ. ସେଥିପାଇଁ ସେମାନେ ଜାଣି ପାରୁ ନାହାନ୍ତି କଣ ଏବଂ କେମିତି ଆକ୍ସନ ନିଅ ହବ. ଯେତିକି ଆମେ ମାନେ ଭାବୁଛନ୍ତି ଆକ୍ସନ ହବ ବିଜେଡି ର ଦୁର୍ନୀତି ର. ସେମିତି କିଛି strong ଆକ୍ସନ ହବନି. ଯାହା ଜଣା ପଡୁଛି ଓଡିଶା ବାସି ନିଶ୍ଚୟ disappoint ହେବେ.
@PrasantaKumarSahoo-65
@PrasantaKumarSahoo-65 Месяц назад
ଆଜ୍ଞା ନମସ୍କାର, ଆପଣଙ୍କର ନିର୍ଭୀକ ସାମ୍ବାଦିକତା ଏବଂ ଆପଣଙ୍କୁ ଶୁଣିବା ପାଇଁ ଗୋଟେ ସ୍ୱତନ୍ତ୍ର ସମୟ ବାହାରକରିବାକୁ ପଡ଼ୁଛି ।କିନ୍ତୁ ଆଜି ବେଶୀ ଡେରିକଲେ କାହିଁକି ।🙏
@hardworkneverdies5679
@hardworkneverdies5679 Месяц назад
ନିର୍ଭୀକ ସାମ୍ୱାଦିକ 😅😅😅?????
@prananathpati9976
@prananathpati9976 Месяц назад
ଏ ବୋକା ଚୋଦା ସୁରଜ କୁ କିଏ ମନ୍ତ୍ରୀ କଲା? ଏଇଟା ମଦୁଆ ବାହାପିଆ। ଶଳା କୁକୁର ଭଳି ପଛରେ ଚାଲୁଛି।
@prasantakumarswain3419
@prasantakumarswain3419 Месяц назад
ଆଜିର ଏପିସୋଡ ଆପଣଙ୍କ ଠାରୁ ଶୁଣିଲା ପରେ ଡର ମାଡିଲାଣି ଯେ ହାତୀ ପାଡ଼ିବ ପାଡ଼ିବ ଫୁସ୍ ହୋଇଯିବ ନାହିଁ ତ !
@sanjibsai
@sanjibsai Месяц назад
Brilliant episode. Loved your presentation of truth. ମୋହନ ସରକାର ଏବେ ପରୀକ୍ଷା ଗୃହ କୁ ପ୍ରବେଶ କରିଛନ୍ତି। ଆମେ ସମସ୍ତେ ଯାଣିଛୁ ପରୀକ୍ଷା ସମୟ ୨ଘଣ୍ଟା ଥାଏ। ବ୍ୟସ୍ତ ହୁଅନ୍ତୁନି, ବିଶ୍ୱାସ ରଖନ୍ତୁ, ସେ ନିହାତି ଦୁର୍ନୀତି ବିରୋଧ ରେ ବହୁତ କିଛି କରିବେ। "ସମସ୍ତେ ଜେଲ ଯିବେ, କାହାକୁ ଛଡ଼ା ଯିବନି", ଏଇଟା ତାରିଣୀ ମାଆ ମାଟିରେ କହିଛନ୍ତି.. ହଁ ଅଗ୍ନିପରୀକ୍ଷ ସହିତ ଅନ୍ୟ କିଏ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନେଇ ବସିଥିବା କଥା ଟା ଟିକେ ବୁଝି ହେଲାନି ଆଜ୍ଞା.. ପ୍ରଣାମ, ସଞ୍ଜୀବ ସାଏ, କପ୍ତିପଦା, ଭୁବନେଶ୍ୱର
@saratchandrapati9804
@saratchandrapati9804 Месяц назад
ଧନ୍ୟବାଦ ନିର୍ଭୟ ସାର
@KushaRaut-eg1yr
@KushaRaut-eg1yr Месяц назад
ମୋହନ sir jaga re ପ୍ରଦୀପ ପାଣିଗ୍ରାହୀ କୁ cm baneiba ra ଥିଲା ତାହା ଠିକ୍ ହୋଇ ଥାନ୍ତା
@pradeeppradhan3772
@pradeeppradhan3772 Месяц назад
Correct
@chhatishmohanta6403
@chhatishmohanta6403 Месяц назад
ସାର୍ ଆପଣଙ୍କ ମଧ୍ୟରେ ମୁଁ କହିବାକୁ ଚାହିଁବି ଓଡ଼ିଶା ରୁ ତାମିଲ ହଟାଓ
@gyanabratamohanty4219
@gyanabratamohanty4219 Месяц назад
@@chhatishmohanta6403 ସବୁ ତାମିଲ ଖରାପ ନୁହନ୍ତି ବାବୁ କିନ୍ତୁ ଆମ ରାଜ୍ୟରେ ବହୁତ ଅଣଓଡ଼ିଆ ଅଫିସର ରହିଲେଣି, ଯେଉଁମାନେ ଓଡ଼ିଆଙ୍କୁ ଦୁର୍ବ୍ୟବହାର କରନ୍ତି | ବଦମାସ ମାନେ ବିଦା ହେବା ଆବଶ୍ୟକ 🙏🙏🙏
@KushaRaut-eg1yr
@KushaRaut-eg1yr Месяц назад
ମୋହନ ବାବୁ ତାମିଲ୍ ହଟେଇବେ କଣ ନିଜେ ତାମିଲ୍ ବାବୁ ର ପଛରେ ଚାଲୁଛନ୍ତି
@user-lc1tf3up7x
@user-lc1tf3up7x Месяц назад
ଓଡ଼ିଶା ଇତିହାସରେ ଯେତେବେଳେ ଭବିଷ୍ୟତରେ କଥା ପଡିବ ସେତେବେଳକୁ ଆମେ ଆମ ପିଲା ଛୁଆ ଙ୍କୁ କହିବୁ ଯେ ନବୀନ ପଟ୍ଟନାୟକ ନାମକ ଏକ କଳଙ୍କିତ ଧ୍ରୁତରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲା ଓଡ଼ିଶା ମୁଖ୍ୟ ମନ୍ତ୍ରୀ ପଦର ଅଧ୍ୟାୟ
@sonnikhil4792
@sonnikhil4792 Месяц назад
Aree bhai Naveen patnaik pain odisha re bahut development heichi.. Tama pilanku kahidaba.
@forgetforget8557
@forgetforget8557 Месяц назад
@@sonnikhil4792may be they had developed who are domestic dog of them
@santoshkumarkanhar
@santoshkumarkanhar Месяц назад
​@@sonnikhil4792 Balla na😂
@kumarashis8504
@kumarashis8504 Месяц назад
Hna auu kahibu jaa modi King thila UPSC top Kariba tho pila chua 😂 nahla neet UG 😂
@surathpanda3542
@surathpanda3542 Месяц назад
Eta kahiba ki 100 tanka petrol neiki to bapa buluthile
@ishwarchandra3980
@ishwarchandra3980 Месяц назад
ନବୀନ ସାର ନମସ୍କାର 🙏 ଯଦି ମୋହନ ସରକାର ଉପରେ ଆପଣଙ୍କ ବିଶ୍ୱାସ ଅଛି ! ଆପଣ ଭରସା ରଖନ୍ତୁ ମୋଦୀଜୀ ଙ୍କୁ ସେଥିପାଇଁ ମୋଦିଜୀଙ୍କ ଟ୍ରିପୁଲ ଷ୍ଟ୍ରୋକ ! KV ସିଂଦେଓ ଓ PB ପରିଡା ! ମୋହନ ପଛକୁ ଏ ଦିଜଣ ଅଛନ୍ତି !
@prafullamohanty5557
@prafullamohanty5557 Месяц назад
ଆପଣା ହସ୍ତେ ଜିହ୍ୱା ଚ୍ଛେଦି କେ ଅଛି ତାର ପ୍ରତିବାଦୀ। ନିଜ ବିନାଶ ନିଜ ହାତରେ।। ଆଜି ବି BJD ଦୁର୍ନୀତି ଖୋର ଙ୍କ God father BJP ରେ ଅଛନ୍ତି। ଲୋକ ଙ୍କୁ ବୋକା ବନା ଯାଉଛି। ପୁରୁଣା ବୋତଲ ନୁଆ ମଦ।
@sandhyaranimahanta8018
@sandhyaranimahanta8018 Месяц назад
Absolutely correct
@apartibehera6122
@apartibehera6122 Месяц назад
ପ୍ରଣାମ ସାର, ଆପଣଙ୍କ ସବୁ ଅଧ୍ୟାୟ ମୁଁ ଦେଖିବା ସହିତ ଦଶ ଜଣଙ୍କୁ ସେୟାର କରେ। ମୋହନ ସରକାରଙ୍କୁ କୁହାଯାଉ - ସବୁ ଅବସରପ୍ରାପ୍ତ ଙ୍କୁ ବିଦାୟ କରାଯାଉ।
@saratmishra7100
@saratmishra7100 Месяц назад
ଜୟ ଜଗନ୍ନାଥ। ମୋତେ ଲାଗୁଛି, ଏ ସରକାର ଙ୍କ ଅଭିଜ୍ଞତା ର ଅଭାବ ଥିବାରୁ, ପୁରୁଣା ମଡେଲ ଆପଣଇଛନ୍ତି। ତେଣୁ Pandian model ରୁ ବାହାରି ପାରୁ ନାହାଁନ୍ତି। କିନ୍ତୁ, ସମୟ ଲାଗିବ, ନିଶ୍ଚୟ ମୋହନ ସରକାର ଏ ସବୁର ପର୍ଦ୍ଦାଫାଶ କରିବ।
@pitambrarout8724
@pitambrarout8724 Месяц назад
ସୂର୍ୟବଂଶୀଙ୍କ ଗର୍ଜନ ବେଶୀ ବର୍ଷା କମ୍ ।
@cricwithpradyut6318
@cricwithpradyut6318 Месяц назад
Top class and also salute you sir for this daring episode. But still believe Ex Pandian Gov is more powerful than current Mohan Gov. So Naveen Das sir plz carefull about your safety.
@manjupravamishra8000
@manjupravamishra8000 Месяц назад
ଜୟ ଶ୍ରୀ ଜଗନ୍ନାଥ 🌹🙏।
@Odiaclasic
@Odiaclasic Месяц назад
କିଛି action ମୋହନ ସରକାର ନେଇ ପାରିବେ ନାହିଁ, କିଛି ମାଲୂମ ଥିଲେ ସିନା l ଆଜିଯାଏ ସଚିବ ବଦଳି ପାରିଲେ ନାହିଁ l ଫୋଟ ଦେଖି ଲାଗୁଛି ସୂର୍ଯ୍ୟବାଂସୀ ଆଉ ଭିନୀଲ କ୍ରିଷ୍ଣା ମଧ୍ୟରେ ଅତୁଟ ପ୍ରେମ ଆରମ୍ଭ ହେଲାଣି
@sivhaasivhaa9886
@sivhaasivhaa9886 Месяц назад
ଆପଣଙ୍କର ପୁଅର ମରିବା ପରେ ଏବେ ତଦନ୍ତ ହେବକି ଆପଣ କଣ ପାଇଁ ଚୁପ୍ ଅଛନ୍ତି
@udaybhanusahoo4824
@udaybhanusahoo4824 Месяц назад
Mohan ସରକାର ଏତେ ସରଳ ହେବା , ଉଚିତ୍ ନୁହେଁ । କାହାକୁ ଦୟା ଦେଖାଇବା ର ଆବଶ୍ୟକ ନାହିଁ , ଲୋକ ମାନେ ଯାହା BJP ସରକାର ଠୁ ଭଲ ଆଶା ରଖିଛନ୍ତି ।
@santoshkumarmohanty248
@santoshkumarmohanty248 Месяц назад
ମନ୍ତ୍ରୀ ପଛରେ ଚାଲିବେନି ତ କିଏ ଚାଲିବ,, ଏ ତ ନୂଆ ବିଧାୟକ କୁ ପୁଣି ନୂଆ ମନ୍ତ୍ରୀ ଚୌକି । ସଚିବ ମାନଙ୍କ ପଛରେ ଚାଲିବା ସ୍ଵାଭାବିକ
@shinquanone8714
@shinquanone8714 Месяц назад
ଲୁଟିବା ରେ ପୁରା ias ଦୀମାକ ଲଗେଇ ଦେଇଛନ୍ତି 😅😅😅😅😅।
@sureshchandradash6900
@sureshchandradash6900 Месяц назад
ମନୋଜ ମିଶ୍ର ଅବ୍ୟାହିତ ନେଇଥିଲେ ମଧ୍ୟ ଭିତରକୁ ଯିବା ଅସୁବିଧା ନାହିଁ
@jatindrabarik9271
@jatindrabarik9271 Месяц назад
ମୋହନ ସରକାର ଯଦି ପାଣ୍ଡିଆନ ସରକାରକୁ ଅନୁସରଣ କରିବ,ତେବେ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରିବା କଥା।ନ କଲେ ଓଡ଼ିଶାରୁ BJP ସରକାର ନିଶ୍ଚୟ ଯିବ।
@pabitramohandas6943
@pabitramohandas6943 Месяц назад
ରାଜଧାନୀର ଛାତି ଉପରେ ଜଣେ ପୂର୍ବତନ ବିଧାୟକ ମନଇଚ୍ଛା ସରକାରୀ କୋଠାବାଡ଼ିକୁ ଭାଙ୍ଗିବାରେ ଲାଗିଛନ୍ତି କିନ୍ତୁ ସରକାରୀ କଳ ଚୁପ୍ କାହିଁକି? ଲୋକେ ଯେଉଁ ଆଶା ଭରସା ରଖି ନୂଆ ସରକାର ବାଛିଲେ, ତାହା ସାକାର ହେବ ତ?
@sachikantasahoo6981
@sachikantasahoo6981 Месяц назад
Laxmi ବସ ବିଷୟରେ ଶୁଣିଲେ କି ଏହି ବସ ଗୁଡ଼ିକ ଓଡ଼ିଶାର ବିଭିନ୍ନ ସରକାରୀ ବିଭାଗ ର 15ବର୍ଷ ରୁ ଉର୍ଦ୍ଧ୍ବ ରେ ଥିବା ଗାଡି ଗୁଡ଼ିକ ଯାହାକୁ 15 ବର୍ଷ ବୋଲି ଅଚଳ କରି ଦିଆ ଗଲା ସେହି ବସ ର ପୁରୁଣା ଇଞ୍ଜିନ ଓ ଚେସିସ ରେ ତିଆରି ହୋଇଛି , ଗୁଜୁରାଟ ର ଗୋଟେ କମ୍ପାନୀ ଏହକୁ ବେନିୟମ ଭାବେ ଟିଆରି କରିଛି ଏହି ବସ ଦୁର୍ଘଟଣା ହେଲେ କିଛି ବି କ୍ଷତି ପୁରଣ ମିଳିବ ନାହିଁ କାରଣ ବସ ର ଡିଟେଲ କିଛି ନାହିଁ ,ତେଣୁ ଇନ୍ସୁରାନ୍ସ ନାହିଁ , କିନ୍ତୁ ଏହା ପାଇଁ ଓଡ଼ିଶାର ଲୋକଙ୍କ 33 ହଜାର କୋଟି ଟଙ୍କା ନେଇ ଯାଇଛନ୍ତି ସେମାନେ ତଦନ୍ତ କରନ୍ତୁ
@subashmishra5616
@subashmishra5616 Месяц назад
ଫଲେନ ପରିଚୟତେ କାଳିଆ ବିଚାର କରିବ ନବୀନ ମଦ ନ ହେଲେ ମୋହ ନ କଣ ସତରେ ଓଡ଼ିଶା ଲୁଣ୍ଠନ ପାଇଁ ସି ବି ଆଇ ତଦନ୍ତ ଆଦେଶ ଜାରି ହେବନି ଆଗକୁ ଜଣା ପଡ଼ିବ ଭାବ ମୂର୍ତ୍ତି ମୋହନ ସରକାର ଜୟ ଜଗନ୍ନାଥ
@trilochandhal2821
@trilochandhal2821 Месяц назад
ନବୀନ sir ନମସ୍କାର. ଆପଣ ଯେତେ କହିଲେ ବି କଂଗ୍ରେସ ବିଜେପି ଆଉ ବିଜେଡି ମଧ୍ୟରେ ବିଭାଘର କରିଥିଲେ. ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିବାର କାହିଁ କୌଣସି media ଦେଖାଉ ନାହିଁ. ଆଜି ପର୍ଯ୍ୟନ୍ତ ଦୁଇ ଦଳ ଏକାଠି ଅଛନ୍ତି. ନା ଆପଣ କଣ କହୁଛନ୍ତି ?
@cutybabyangel7092
@cutybabyangel7092 Месяц назад
ମୁଁ ମନ୍ତ୍ରୀ ହେଲେ ଏମାନଙ୍କୁ ବାହାର କରିବି ନାହିଁ, କାରଣ ଏମାନେ ହିଁ ସବୁ ହିସାବ ଦେବେ,
@gyanabratamohanty4219
@gyanabratamohanty4219 Месяц назад
ଅପରାଧୀ ଯେଉଁଠି ଥିଲେ ବି ଉତ୍ତର ଦାୟିତ୍ୱ ଖସିବ ନାହିଁ | ପୁରୁଣା ଉଚ୍ଚ ପଦବୀ ବଜାୟ ରହିଲେ, ସବୁ ଗୁରୁତ୍ୱପୂର୍ଣ ଫାଇଲ, ରେକର୍ଡ ନଷ୍ଟ କରିବେ | ତେଣୁ ପୂର୍ଵ ପଦବୀରୁ ତୁରନ୍ତ ହଟାଇ ଦିଆଯାଏ, ଏହାହିଁ ନିୟମ 👍🙏
@cutybabyangel7092
@cutybabyangel7092 Месяц назад
@@gyanabratamohanty4219 ଏହି ଦାୟିତ୍ୱ ମନ୍ତ୍ରୀ ର କାର୍ଯ୍ୟ ଦକ୍ଷତା ଉପରେ ନିର୍ଭର କରେ ପ୍ୟାରୀ ପଟ୍ଟନାୟକ ସମୟରେ ସବୁ IAS ମାନଙ୍କ ହାତରେ କ୍ଷମତା ଥିଲା, ସେ ସବୁର ହିସାବ ଏମାନେ ହିଁ ଦେବେ
@jbn1365
@jbn1365 Месяц назад
hahahaha😂
@rameswar3765
@rameswar3765 Месяц назад
ନୂଆ ଢାଞ୍ଚା ,ନୂଆ ରୁପ,ନୂଆ ବୋତଲ ରେ ପୁରୁଣା ମଦ ଭର୍ତ୍ତି କରି ବଜାର କୁ ଛଡା ଯିବାର ପ୍ରୟାସ, ପରିବର୍ତ୍ତନ ଶୂନ୍ଯ।
@bharatitripathy4045
@bharatitripathy4045 Месяц назад
ପ୍ରଣାମ ଶ୍ରୀମାନ ପ୍ରୟାସ ସଫଳ ହେଉ । ଦୁର୍ନୀତିମୁକ୍ତ ଓଡିଶା ହେବ ନିଶ୍ଚୟ | ନିର୍ଭୟହୁଅନ୍ତୁ ଜୟଶ୍ରୀରାମ '
@sadhaihembram9242
@sadhaihembram9242 Месяц назад
Bhai Modi jay sri ram kohi Baku chhadidele kanhi ki up re congress mento gandi mari6i aau modi kohu nahi jay sri ram
@sabitasahoo5208
@sabitasahoo5208 Месяц назад
Ebe Jay jagannath
@ratankumarmohanty5121
@ratankumarmohanty5121 Месяц назад
ସବୁବେଳେ ଗୁମର କଥା ଶୁଣିବାକୁ ଭଲ ଲାଗେ। ଚୋର ମାନଙ୍କୁ ସାମ୍ନା କୁ ଆଣୁଛନ୍ତି ଆମେ ବହୁତ ଖୁସି।
@kushadhwajanahak186
@kushadhwajanahak186 Месяц назад
ସାର୍ ନମସ୍କାର ମୋର ଗୋଟିଏ ଉକ୍ତି ମନେ ପଡୁଛି ଯେ ଭୁକିଲା କୁକୁର କାମୁଡେ ନାହିଁ, ଏପରି ହେବ କି ମୋହନ ସରକାର ଙ୍କର କେବଳ ଭାଷଣ ରେ ରହିଯିବ,
@pradeepsutar9471
@pradeepsutar9471 Месяц назад
Thanks bro. You are 💯 right.
@sabitasahoo5208
@sabitasahoo5208 Месяц назад
You r absolutely 👍
@OdisharBikash
@OdisharBikash Месяц назад
ଓଡ଼ିଶା ରେ କୌଣସି ମନ୍ତ୍ରୀ ବି ବିଜେପି ର ହଉ କି ବିଜେଡି ର ହଉ କି କଂଗ୍ରେସ ର ହଉ ସମସ୍ତେ ରାଜନୀତି କୁ ପଇସା ଖାଇବା ଆଉ ପାୱାର ପାଇବା ପାଇଁ ଆସୁଛନ୍ତି
@prasannakumarpati4723
@prasannakumarpati4723 Месяц назад
ସରକାରୀ ତନ୍ତ୍ର ର ଗୁମର ଖୋଲିବା ଦ୍ବାରା ଆପଣ ଓଡ଼ିଶା ମାଟି ର ବହୁତ ବଡ଼ ସେବା କରୁଛନ୍ତି ତେଣୁ ଅଶେଷ ଧନ୍ୟବାଦ୍।
@prashantjena9556
@prashantjena9556 Месяц назад
Very nice
@benudharpradhan4323
@benudharpradhan4323 Месяц назад
ଓଡ଼ିଶାରେ ଆଉ କେହି IAS OFFICER ନାହାନ୍ତି କି . ନବୀନ ସରକାର ରେ ଥିବା IAS OFFICER ଙ୍କୁ ତୁରନ୍ତ ବଦଳାନ୍ତୁ.
@debabratanayak9971
@debabratanayak9971 Месяц назад
ମୋହନ ବାବୁ ବୁଲିବା ବନ୍ଦକରି ପ୍ରଥମେ ଭୁବନେଶ୍ୱର କୁ ଓଡ଼ିଶା ଶାସନ ଭିତରକୁ ଆଣନ୍ତୁ.
@sanjitranjanswain1476
@sanjitranjanswain1476 Месяц назад
ଲଜ୍ଜ୍ୟା ଲାଗୁନି ଏ ବୟସରେ ବି ପଇସା ପାଇଁ ଅଟେ ତଳକୁ ଖସି ଯାଉଛ । କଂଗ୍ରେସ ଆଉ bjp କଣ ଏତେ ଧୁଆ ମୂଳା।ଗୋଟେ ଫଟୋକୁ ନେଇକି ଭଲ ଷ୍ଟୋରୀ ବନାଉଛ। ଛି ଛି ଖରାପ ଲାଗୁନି ଆପଣଙ୍କୁ।
@krushnakuna1341
@krushnakuna1341 Месяц назад
ଯାହା ଜଣା ପଡୁଛି ବିଜେପି ଓଡ଼ିଶାରେ ୫ ବର୍ଷ ପାଇଁ ହିଁ ଶାସନ ଦାୟିତ୍ବ ନେଇଛି
@gyanabratamohanty4219
@gyanabratamohanty4219 Месяц назад
ନିର୍ଭୟ କୁ ଆଉ ନବୀନ ବାବୁ ଆପଣ ସ୍ପଷ୍ଟ ବାଦୀ, ଗୁଢ ତଥ୍ୟ ବିଶିଷ୍ଟ ଉପସ୍ଥାପନା ପାଇଁ ଶତ ଧନ୍ୟବାଦ | ଦୟାକରି ଏ ସବୁ ତଥ୍ୟ ନୂଆ ସରକାର ଙ୍କ ଦୃଷ୍ଟିକୁ ଆଣିବାକୁ ଅନୁରୋଧ 🙏🙏🙏
@cutybabyangel7092
@cutybabyangel7092 Месяц назад
କେତେ, କେମିତି scam ହେଇଛି, ନୂଆ ଭଲ ସେ କହିବେ ନା ପୁରୁଣା, ଆପଣ ଛୋଟ ଛୁଆ ଭଳିଆ ହଉଛନ୍ତି
@OdisharBikash
@OdisharBikash Месяц назад
ରକ୍ତ ଗରମ ହେଇଯାଉଛି ଏ ସବୁ ଶୁଣି ଜାଣିଲା ପରେ
@muku2484
@muku2484 Месяц назад
Best analysis 😊
@umakantaswain8290
@umakantaswain8290 Месяц назад
ପାଣ୍ଡିଆନ ଙ୍କ ନାଁ ଶୁଣିଲେ ଏମାନଙ୍କର ଧୋତିରେ ପରିସ୍ରା ପଡିଯାଉଥିଲା.
@gopalsamall8365
@gopalsamall8365 Месяц назад
@@umakantaswain8290 ପାଣ୍ଡିଆନ ଏବେ ପରିଶ୍ରା କରିବାକୁ ଡରୁଚି କାଳେ କିଏ ଦେଖିଦବ ସନ୍ୟାସ ନାଶ ଯିବ l
@kumarashis8504
@kumarashis8504 Месяц назад
Right bro
@sureshchandradash6900
@sureshchandradash6900 Месяц назад
ପୂର୍ବ ମୁର୍ଷିକ ଭବ
@antaryaminath408
@antaryaminath408 Месяц назад
ନିର୍ଭୟ ସମ୍ବାଦ କୁ ବହୁତ ଧନ୍ୟବାଦ
@kumarashis8504
@kumarashis8504 Месяц назад
Ara bhi ata gota youtuber channel 😂
@BijayakumarSahoo-up7mq
@BijayakumarSahoo-up7mq Месяц назад
ଆପଣ ଯେତେ କହିଲେ ବି ବିଜେପିର ମୋହନ ସରକାରଙ୍କ ଠାରୁ କିଛି ଆଶା କରିବା ବୂଥା।
@KurumaniBarik-uc9jz
@KurumaniBarik-uc9jz Месяц назад
ଆଗରୁ ଆପଣେ କହୁଥିଲେ ରଥ ଯାତ୍ରା ପରେ ମୋହନ ସରକାର action ନେବେ. ଏବେ କହୁଛନ୍ତି କାହିଁକି action କାହିଁକି ନେଉ ନାହାନ୍ତି.
@dillipparida2176
@dillipparida2176 Месяц назад
ଏହି ଅଭିଯୁକ୍ତମାନଙ୍କୁ ତୁରନ୍ତ ତାଙ୍କର ସ୍ଥାନରୁ ହଟାଇବାର ଆବଶ୍ୟକ ଅଛି ନହେଲେ ଅନେକ ପ୍ରମାଣ ନଷ୍ଟ କରାଯାଇପାରିବ |
@gyanabratamohanty4219
@gyanabratamohanty4219 Месяц назад
ପଞ୍ଚ ବିଗ୍ରହ ଯଥା ଶୀଘ୍ର ବଦଳିବା ଆବଶ୍ୟକ | ସେମାନେ ତାଙ୍କ ଆଗରେ ଚାଲିବା ଅଭ୍ୟାସ ଆଦୌ ଛାଡି ପାରିବେ ନାହିଁ | ଓଡ଼ିଆ ମାନେ ଏ ପାଦ ଚଟା ଗୁଣ ଶୀଘ୍ର ଛାଡିବା ମଧ୍ୟ ଆବଶ୍ୟକ 🙏🙏🙏
@KcsahuOdishaculture
@KcsahuOdishaculture Месяц назад
neet ସ୍କାମ୍ ଉପରେ news ପ୍ରସାରଣ କରନ୍ତୁ ତାହାହେଲେ ଓଡ଼ିଶାବାସୀ ବୁଝିବେ ଆପଣ ନିରପଖ୍ୟ ଖବର ପ୍ରସାରଣ କରୁଛନ୍ତି
@upendrakumarbiswal4682
@upendrakumarbiswal4682 Месяц назад
ଓଡିଶାରେ IT ଦୁର୍ନୀତି, CSM ସଂସ୍ଥା online ଦୁର୍ନୀତି କେବଳ ପବନ ପୁତ୍ର ହନୁମାନ ହିଁ ସରକାରଙ୍କ ମାର୍ଗଦର୍ଶକ ହେବେ.....?
@sandhyaranimahanta8018
@sandhyaranimahanta8018 Месяц назад
ନବୀନ ଦାସ ଆପଣ ରାଜନୀତିକୁ ଆସିବା ଦରକାର ,ଆପଣ political party କରନ୍ତୁ, ନହେଲେ କିଛି ଓଡ଼ିଶାର ଭାଗ୍ୟ ପରିବର୍ତନ ହେବ ନାହିଁ
@kumarashis8504
@kumarashis8504 Месяц назад
Bala ta Kariba a maghia chora taa
@pradiptasahoo3488
@pradiptasahoo3488 Месяц назад
ମୋହନ ସରକାର ପୂର୍ବ ସରକାର ର 5t କୁ ଓ ସ୍କାମ କୁ କି ଭଳୀ ତଦନ୍ତ କରୁଛନ୍ତି ତାହା କୁ ସମସ୍ତେ ଅପେକ୍ଷା କରିଛନ୍ତି।
@akshayakumarnayak3480
@akshayakumarnayak3480 Месяц назад
ପାଣ୍ଡିଆନ ସରକାର ମାନେ ଦୁର୍ନୀତି ର ସରକାର
@trinathdash3129
@trinathdash3129 Месяц назад
ନିର୍ଭୟ ଗୁମର କଥାରନିତିକୁ ଦେଖିଲେ । ମୋର କାହିକି ଚନ୍ଦ୍ରଗୁପ୍ତ ମୌର୍ଯକଥା ବହୁତ ମନେପଡେ । ଚାଣକ୍ଯ ଯେମିତି ନନ୍ଦ ବଂଶର ଶେଶକରି ମୌର୍ଯ ସାମାର୍ଯ ସ୍ତାପନ କରିଥୀଲେ ।ବୋଧହୁଏ ନବିନଦାସ ସେମିତି ବିଜେଡିକୁ ଧୁଳିସାତ କରି ।ବିଯେପି ସାମାର୍ଯ ସ୍ତାପନ କରିବାରେ ପ୍ରମୁଖଦାବିଦାର । (ନା କଣ କହୁଛନ୍ତି)
@DillipKumar-zv5mw
@DillipKumar-zv5mw Месяц назад
ମୋହନ ସରକାର ଙ୍କ confidence label ଆଗରେ??????? ଆପଣ ଅପ୍ରିୟ ସତ ଉପସ୍ଥାପନ। କରିଥିବାରୁ ସାଧୁବାଦ୍। ଏଯାଏ ପାଣ୍ଡୁ, ବବି ଦାସ, ପ୍ରଣବ ବଳବନ୍ତ ରାୟ arrest ହୋଇଯିବା କଥା, ଦେଖା ଯାଉ ନୂଆ ସରକାର ଲୋକମାନଙ୍କ ପାଇଁ କି BJD ପାଇଁ?
@bulusethy9220
@bulusethy9220 Месяц назад
ଏମିତି ନ ହେଉ ଓଡିଶାର ଏହି କଳଙ୍କିତ ରାଜନୀତି କୁ ଇତିହାସ ରେ ନ ପଢନ୍ତୁ ଆମ ଭବିଷ୍ୟତ ଯୁବ ପିଡି
@bijayakumarsahu4945
@bijayakumarsahu4945 Месяц назад
ମୋହନ ସରକାର ଶୀଘ୍ର 5 t ମ୍ୟାନେଜେର କୁ ହାଟନ୍ତୁ
@sethipravat
@sethipravat Месяц назад
ମାନ୍ୟବର ମୋହନ ସରକାର ବି ବିକ୍ରି ହୋୟିଗଲା ଭଳି ଲାଗୁଛି,
@snigdhasorenofficial863
@snigdhasorenofficial863 Месяц назад
Grahamsen ହତ୍ୟା ଓ ଦାରା ସିଂ ଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଟିକେ ପ୍ରଚାର କରନ୍ତୁ ,ଏଇ ଜିନିଷ ଟା ପ୍ରକୃତରେ କଣ୍
@user-yw8vq3fb5v
@user-yw8vq3fb5v Месяц назад
ଅନଭିଜ୍ଞଙ୍କୁ ନେଇ ସରକାର ଚଲେନି । ସେହି ପୁରୁଣା ଅଫିସର ରାଜ ଏମାନଙ୍କ ଉପରେ ହାବି ହେବାକୁ କେହି ଅଟକାଇ ପାରିବେନି ।
@gyanabratamohanty4219
@gyanabratamohanty4219 Месяц назад
ଅନଭିଜ୍ଞ କିଏ ? ବହୁତ ଅଭିଜ୍ଞ ଅଫିସର ଓ ନେତାଙ୍କୁ ଚାପି ଦିଆ ଯାଇଛି | ଅପେକ୍ଷା କରନ୍ତୁ, ଓଡିଶାର ବିକାଶ ଦେଖିବେ 🙏🙏🙏
@niranjansahoo7732
@niranjansahoo7732 Месяц назад
ଜୟ ଜଗନ୍ନାଥ।ତୁତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁପାଇଁ ଧୋଇବା। ଏମାନେ ଗୋଟିଏ ଗଛର ମଞ୍ଜି। ଧନ୍ୟବାଦ।
@pradiptakumarsatapathy3599
@pradiptakumarsatapathy3599 Месяц назад
ଯାହା କହିଲେ ସତ କିନ୍ତୁ ସେକ୍ରେଟାରୀ ହାତଯୋଡି ଯାଉଛନ୍ତି ଯଦିଓ ମନ୍ତ୍ରୀ କିଛି ପଛରେ ଚାଲିଛନ୍ତି ।
@niranjanpanda8574
@niranjanpanda8574 Месяц назад
ଓଡିଶାର ଦୁର୍ନୀତି ସିବିଆଇ, ଇଡି କେବେ ତଦନ୍ତ କରିବ?
@RabindranrayanJena
@RabindranrayanJena Месяц назад
ତୁମେ ଗୁହାରି କରିବ ଯାହାକୁ, ଆମେ ଘଇତା କରିଛୁ ତାହାକୁ......... I
@minakhipadhy5393
@minakhipadhy5393 Месяц назад
Sir you are doing great 👍🙏, moro gotie request apana personally CM sir nku sakhyat karantu, abhijog prakosta re, please
@bijanmishra5021
@bijanmishra5021 Месяц назад
ଆପଣ କଣ ଭୁଲିଗଲେ କି ଛଅ ମାସ ପୁର୍ବ ରୁ ପରା ଏମାନେ ଭାଈ ଭାଈ ,ଇଏ କିଛି କରିବେ ବୋଲି ଆଶା କରୁଛନ୍ତି!
@mitumishra3216
@mitumishra3216 Месяц назад
B J P Ra Gote Neta Heuchi Aparajita Taku Janisuni Kounsi Power Deuni Center Ra B J P Sarkar Au Odisha Ra Mohan Sarkar
@Spysince95
@Spysince95 Месяц назад
Right katha, aparajita madam ku sideline karuchhanti
@mitumishra3216
@mitumishra3216 Месяц назад
@@Spysince95 B J P Badala Nebaku Icha Nahin Karan Naveen Sahita Su Samparka Achi Sethi Pain Other State Re ED Inquire Heuchi Kintu B J D Against Re Heuni
@ManojPradhan-uv6fg
@ManojPradhan-uv6fg Месяц назад
ଆପଣ ନଇ ନ ଦେଖି ଲଙ୍ଗଳା ଭଳି ହୁଅନ୍ତୁନି ସାର, just wait for couples of months... ପାଣ୍ଡୁ ଫୋବିଆ ଅଧିକ ହେଉଛି..2 ସପ୍ତାହ ବି ହେଇନି...
@bhabaninahak2399
@bhabaninahak2399 Месяц назад
Thank you good news
@crazyyyy-cp5ih
@crazyyyy-cp5ih Месяц назад
Next Congress
@ranjankumarmohanta2003
@ranjankumarmohanta2003 Месяц назад
ଏ ଗୁମାସ୍ତା ଚୋର ଅଫିସର୍ ମାନଙ୍କୁ ନ ବଦଳି କରିବା ଯାଏଁ ଓଡ଼ିଶାର ବିକାଶ ଅସମ୍ଭବ ....
@sureshmohapatra5091
@sureshmohapatra5091 Месяц назад
Thanks
@sanghamitramohanty7736
@sanghamitramohanty7736 Месяц назад
Bhala lagila 🎉🎉🎉🎉🎉
@akhsyakumarbehera7298
@akhsyakumarbehera7298 Месяц назад
ମୋହନ ସରକାର ତୁରନ୍ତ କିଛି ଦୃଢ଼ ପଦକ୍ଷେପ ନନେଲେ ଓଡ଼ିଶାବାସୀ କ୍ଷମା କରିବେ ନାହିଁ। ସବୁ କରିବୁଜହି ଦିନ ଗଡ଼ାଇଲେ ଲୋକଙ୍କ ଆକ୍ରୋଶ ସରକାରଙ୍କୁ ଅସୁବିଧାରେ ପକାଇବ,
@debiprasadpanda3490
@debiprasadpanda3490 Месяц назад
Having no experience this govt. is helpless to take any drastic action whereas new government in A.P. has effected mass transfer of 40 IAS officers. Let's hope our Present govt. Will realize the gravity of the situation and take swift actions .
@pramodakumarsahoo4747
@pramodakumarsahoo4747 10 дней назад
Chief Minister of Odisha will make Odisha a model state .
@sanghamitramohanty7736
@sanghamitramohanty7736 Месяц назад
Bhala lagila
@user-oc4zd6xo2g
@user-oc4zd6xo2g Месяц назад
Good आपको बहुत बहुत thanks
@kedareswarmohapatra6520
@kedareswarmohapatra6520 Месяц назад
ସରକାରୀ ଦପ୍ତର ସଜାଡ଼ିବାକୁ କ୍ଷିପ୍ର ଗତିରେ କାରିବାକୁ ହେବ
@nagendranathswain551
@nagendranathswain551 Месяц назад
ଓଡ଼ିଶାରେ ବିଜେପି ସରକାର ଯୋଗୀ ମଡେଲ ଶାସନ ଅନୁସରଣ କରିବା ଦରକାର. ଓଡ଼ିଶାରେ ଅନେକ ପ୍ରାଥମିକ ଶିକ୍ଷକ ଫର୍ଜରୀ ଶିକ୍ଷାଗତ ସାର୍ଟିଫିକେଟ ରେ ଚାକିରୀ କରୁଛନ୍ତି. ଏହାର ତଦନ୍ତ ହେବ କି? ଏପରି ସାର୍ଟିଫିକେଟ ର ଉତ୍ପତି କେନ୍ଦ୍ର ଓ ସମ୍ପୃକ୍ତ ଶିକ୍ଷକ ଙ୍କ ଉପରେ 100 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କି?
@pitambrarout8724
@pitambrarout8724 Месяц назад
ଏମାନେ talented ନୁହଁନ୍ତି । ଶାଗୁଣା ବିଲୁଆ ଚିକିତ୍ସକ ହେଲେ ..... କେବଳ ଈଶ୍ଵର ଚାହିଁଲେ ଦୋଷୀଙ୍କୁ ଦଣ୍ଡ ଦେବେ ।
@PremalataSur
@PremalataSur Месяц назад
.ସାର ଉପସ୍ଥାପନାଟି ବହୁତ ଭଲ ଲାଗିଛି
@manasibalapanda4617
@manasibalapanda4617 Месяц назад
Sir apanka katha sabu thik Jay Jagannath
@panigrahi_abhishek
@panigrahi_abhishek Месяц назад
ଅନ୍ତତଃପକ୍ଷେ ନୂଆ ସରକାର ଆଇଏଏସ୍ ଓ ଆଇପିଏସ୍ ମାନଙ୍କର ଅଦଳବଦଳ ଆଗ କରିବା ଦରକାର | ଆଶ୍ଚର୍ଯ୍ୟ ଲାଗୁଚି କଣପାଇଁ ବିଳମ୍ବ ହଉଚି | ନୂଆ ମନ୍ତ୍ରୀ ମାନେ ଅଣ ଅଭିଜ୍ଞ ଥିବାରୁ ସେମାନେ ସଚିବ ମାନଙ୍କ ଉପରେ ନିର୍ଭରଶୀଳ ହୋଇପଡୁନାହାନ୍ତି ତ ? ଯଦି ଏହା ସତ୍ୟ ତେବେ ବିପଦଜନକ |
@successfullife6722
@successfullife6722 Месяц назад
ସାର, ନିର୍ମାଣ ସୌଧ ଏବଂ ଖାରବେଳ ଭବନ ତିଆରି ରେ ହୋଇଥିବା ମହା ଘୋଟଲା ସମୟ ଦେଖି ଲୋକ ଲୋଚନ ଆଣିଲେ ଭଲ ହେବ l
@jyotiranjansamal2634
@jyotiranjansamal2634 Месяц назад
ମୋହନ ସରକାର ହୁସିଆର, ସରକାର ରେ ଆମୂଳ ଚୁଳ ପରିବର୍ତନ ଦରକାର
@user-fw8fq5yr7s
@user-fw8fq5yr7s Месяц назад
Pandian has not been punished yet, that is why he is acting more smart.When CBI investigates then the facts will come out.We have faith in our Chief Minister. Very soon the Chief Minister will expose these people.A good deed always comes around. Bharat mata ki jai 🇮🇳🙏. Jai Shri Krishna 🙏🙏🙏🌺🌺🌺🕊️🕊️🕊️
Далее
Congress In Hands Of Ajay - Srikant
5:39
Просмотров 4,5 тыс.
Insane Coffee trick EXPOSED 😱☕️ #shorts
00:20
Naveen Speaks About Modi's Speech
3:23
Просмотров 2,2 млн