Тёмный

JHUMI JHUMI NACHE MANA II ଝୁମି ଝୁମିନାଚେମନ  

JOSHEPH PATAMAJHI
Подписаться 195
Просмотров 1,8 тыс.
50% 1

JHUMI JHUMI NACHE MANA II ଝୁମି ଝୁମି ନାଚେ ମନ #jhumijhumi NEW CHRISTIAN SONG VIDEO
✝️✝️✝️✝️✝️🤎🤎🤎🤎
SINGER ... JOSHEPH PATAMAJHI
TRACK WITH COVER SONG VODEO
POSTER DESIGN .... JOSHEPH PATAMAJHI
ODIA CHRISTIAN SONG
ODIA CHRISTIAN SONG VOICE SONG
ODIA TRACK MUSIC VIDEO
✝️✝️✝️✝️✝️🤎🤎🤎🎶🎶🎶
ଝୁମି ଝୁମି ନାଚେ ମନ
ପାଇ ଆଜି ପରିତ୍ରାଣ
ଅଧୀର ଆବେଗେ ଟିକେ ପ୍ରାଣ
ବଜାରେ ଆନନ୍ଦେ ବାଜା
ଆସୁଛନ୍ତି ଯୀଶୁରାଜା
ଗାଅ ହାଲ୍ଲେଲୁୟା ଗାନ
ହୋଶାନ୍ନା ଗାଇବା ତାନା ତାନା
ହୋଶାନ୍ନା ତାନାନା ନାନା ନାନା
ଗାଇବା ତାନାନା ନାନା ନାନା
(୧)
ଜଗତ କରତା ଆମ
ପରମ ଈଶ୍ବର ଜାଣ
ରଚିଲେ ସବୁ ସୁନ୍ଦର
ଦିନରେ ସୁରୁଜ ସାଥେ
ରାତିରେ ଚନ୍ଦ୍ରମା ନାଚେ
ପ୍ରେମି ପିତାଙ୍କର ଏ ଦାନ
ଆନନ୍ଦେ କର ଆଜି ଗାନ
ଜଗତର ସର୍ବଜାତି ଗଣ
(୨)
ମୃତ୍ୟୁଛାୟା ପଥେ ମନ
କରିଲେ ତୁହି ଗମନ
ନିରାଶ ହେବୁନି ମୋ ପ୍ରାଣ
ସେ ପ୍ରତିପାଳକ ଯୀଶୁ
ପ୍ରାଣ ଦାତା ବନ୍ଧୁ ସଦା
ସାଥେ ତୋ କରିବେ ଗମନ
ଯୀଶୁଙ୍କ ଦେଇ ତୋ ଜୀବନ
ସୁଖେ କରିବୁ କାଳ କ୍ଷେପଣ
(ଧନ୍ୟବାଦ)
#odiachristiansongs
#new
#music #song #jesus #video #viralvideo #musicvideo #track #karaoke #treanding
#ochristdiachristiansonghumansagar
#odiasong
#hindi
#hindichristiansong
#hindisong
#hepabitraatma
#jhumijhumi
#song
#odiasong
#new
#newchristia
#newchristiansong
#old_is_gold
#newjesus
#newsong
#asimapandanewodiachristiansong
#love .
#jesusvideo
#hindichristianworshipsongs
#jesussongs
#filmjesus
#song

Опубликовано:

 

12 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 6   
@tumulocreation
@tumulocreation 22 дня назад
Praise the lord
@LusiyanPradhan-jo6qd
@LusiyanPradhan-jo6qd 8 дней назад
So nice a sing song bro
@AnantaBehera-j3r
@AnantaBehera-j3r 22 дня назад
Nice pleasure
@Cpofficialmusic
@Cpofficialmusic 23 дня назад
👌👌👌❤❤
@Cpofficialmusic
@Cpofficialmusic 23 дня назад
Super Voice God Bless You ❤❤
@JOSHEPHPATAMAJHI02
@JOSHEPHPATAMAJHI02 23 дня назад
Tq ds
Далее
Tron Twój | NOF Worship | Nikola Szemszur | TIOT 2023
9:47