Тёмный

Rok Thok Live | ବବି-ଜିତୁ-ନବୀନଙ୍କ ଦୋମୁହାଁ ଚରିତ୍ର | 01 Jul 2024 | Argus News 

Argus News
Подписаться 1,3 млн
Просмотров 91 тыс.
50% 1

Rok Thok Live | ବବି-ଜିତୁ-ନବୀନଙ୍କ ଦୋମୁହାଁ ଚରିତ୍ର | 01 Jul 2024 | Argus News
#ArgusNews #RokThok #ArgusSpecial #poltics #Odisha #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

30 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 188   
@bharatchandrabarik5921
@bharatchandrabarik5921 День назад
ଆମେ ଏ ସରକାରଙ୍କୁ ଭୋଟ ଦେଇଥିଲୁ ଏ ଡକାୟତ ଙ୍କୁ ଧରିବାପାଇଁ ,କିନ୍ତୁ ଭାଷଣ ବାଜି ନୁହେଁ ,ସବୁ ଡକାୟତଙ୍କୁ ଧରନ୍ତୁ ,ଶାସନ ଠିକ ଗଣତନ୍ତ୍ର ପଦ୍ଧତିରେ ଚାଲୁ
@pradeepkumarmohakud1381
@pradeepkumarmohakud1381 День назад
ନଵୀନ ସରକାର ସମୟର ଅପିଂସର ମାନଂକୁ ଚାକିରି ରୁ ବିଦା କରା ଯାଉ
@pk5993
@pk5993 День назад
ଯେତେ ଦୂର ବିଶ୍ୱାସ ମୋହନ ସରକାର ନିଶ୍ଚୟ action ନେବେ, ଜୟ ଶ୍ରୀରାମ
@bikrampradhan5560
@bikrampradhan5560 День назад
ଗେଣ୍ଡା ଦଳିଆ ଡାହୁଣିଆ ଆଉ ଥୋମୋଣିଆ ଖାଲି ପବ୍ଲିକ୍ ଉଠିକି ବାଡେଇବ ଶଳା ସାଇଜ୍ ହେବେ
@trilochanpatnaik6321
@trilochanpatnaik6321 День назад
ପ୍ରଦୀପ ପାଣିଗ୍ରାହୀ ସିନା ଜନବିରୋଧୀ କାର୍ଯ୍ୟ କରିଥିଲେ କିନ୍ତୁ ଦୁଇ ପ୍ରଣବ BJD ଦଳର ଯାହା କରୁଥିଲେ ତାହା ବୋଧେ ନବୀନ ଓ Pandian ଙ୍କ ଜନ ସ୍ବାର୍ଥ ପାଇଁ କାର୍ଯ୍ୟ କରିଥିଲେ। ମୋ ମତରେ BJD ଦଳର ବିନାଶ ପାଇଁ କେବଳ ନବୀନ ବାବୁ ହିଁ ଦାୟୀ।
@satrughnamallicj8703
@satrughnamallicj8703 День назад
ବାଲା ରାଏ ବାବୁ ଜାଣି ଛନ୍ତି -ଚୋରର ମୁହଁ ଟାଣ
@bikrampradhan5560
@bikrampradhan5560 День назад
ମାଷ୍ଟର ହେଉଛି ନବିନୀ, ଏଇଥି ପାଇଁ ଗୋଡ ହାତ ଥରିବାର ବାହାନା କରୁ ଥିଲା, ମିଡିଆ ଜନତା କୁ ଲୁଚୁଥିଲା
@samirnayak3768
@samirnayak3768 День назад
Daily daily ଆଲୋଚନା, କାହିଁକି କିଛି ତଦନ୍ତ ଏ ଯାଏ ହେଉନି, ତା ମାନେ କଣ ମିଛ କଥା ଜନତାଙ୍କୁ ଦେଖାଯାଉଛି?
@subhabratamishra4465
@subhabratamishra4465 День назад
ଏ ଶଳେଙ୍କୁ ଯଥାଶୀଘ୍ର ଗିରଫ୍‌ କରାଯାଉ । ଗିରଫ୍‌ ନ ହେବା ପର୍ଯ୍ୟନ୍ତ ଏ ଖବର୍‌ ପ୍ରସାରଣ୍‌ ଜାରି ରଖନ୍ତୁ । ଜୟ୍‌ ଜଗନ୍ନାଥ୍ 🙏
@parsurampanda3540
@parsurampanda3540 День назад
ଏମାନଙ୍କୁ ଗିରଫ କାହିଁକି କରୁନାହାନ୍ତି
@Ramu-hl2gu
@Ramu-hl2gu День назад
ଅର୍ଗୁସ ଚାନେଲ ଜନସାଧାରଣ ଙ୍କ ହିତରେ ହାସେ
@suvendukumardash1976
@suvendukumardash1976 День назад
Bhai inquiry Kara - Aahuri Gupta pedi Fitiba.
@subhamcomputer5362
@subhamcomputer5362 День назад
Lakhs ଅଫ ନବୀନ ଘୋଟଲା. କେତେ solve କରିବେ?
@user-pb7fc7wd5m
@user-pb7fc7wd5m День назад
ବଲେ ବଲେ ଢାବା ନୁହେଁ ବାଳେ ବାଳେ ଢାବା❤🎉😅
@btkb2009
@btkb2009 День назад
ବିଜେପି ସରକାର କଣ ପାଇଁ କିଛି କରୁ ନାହିଁ
@pkp4793
@pkp4793 День назад
Great salute Argues chanel
@Susantadas-ut9nx
@Susantadas-ut9nx День назад
ସମୟକୁ ଅପେକ୍ଷା କରନ୍ତୁ ଦେଖିବ କ'ଣ ଘଟୁଛି
@sasmitalenka5510
@sasmitalenka5510 День назад
ଏଇ ସବୁ ନିଆରା ସୁଖ ମିଳୁଛି ବୋଲି ତ ଏମାନକଙ୍କୁ ନେତା ହେବା ନିଶା ବାଇଆ କରିଛି ଆଉ ଥରେ ଜିତିଲା ପରେ ସେମାନେ ତାଙ୍କ ଚଉକି କୁ ମହୁ ମାଛି ଭଳି ଜଗନ୍ତ,ଆଉ କଣ ଜନ ସେବା କରିବାକୁ ଏମାନେ ଏତେ ହଣା ମରା କରି ରାଜନୀତିକୁ ଆସୁଛନ୍ତି,କେବେ କୋଉ ନେତା ନିଜ ତରଫରୁ ଗୋଟେ , ବୃଦ୍ଧ ଆଶ୍ରମ କିମ୍ବା ଶିଶୁ ଆଶ୍ରମ ଖୋଲୁଛି ,ନା ଖାଲି ବଡ଼ ବଡ଼ ପାର୍ଟି ରେ ଯିବେ , ଫିତା କାଟିବେ, ଯଦି ନେତା ବାଛିବେ ଯୋଗୀ ପରି ସନ୍ନ୍ୟାସୀ ନେତା ବାଛନ୍ତୁ ଓଡିଶା ବାସି,ତାହାଲେ ପରିବର୍ତ୍ତନ ହେଵ
@user-zy8hn6mu6h
@user-zy8hn6mu6h 19 часов назад
Jay jaganntha
@nilamanirout7952
@nilamanirout7952 День назад
Jay jagannath 🙏💐♥️
Далее
На чем играют ПРО | Standoff 2
07:25
Просмотров 309 тыс.
Nobody Can Do it🚗❓
00:15
Просмотров 3,8 млн
Блиц по трекам ❤️
00:50
Просмотров 93 тыс.
На чем играют ПРО | Standoff 2
07:25
Просмотров 309 тыс.