Тёмный

Rok Thok Live | ଖୋଲିବ ନ୍ୟାୟର FILE ! | 28 June 2024 | Argus News 

Argus News
Подписаться 1,3 млн
Просмотров 305 тыс.
50% 1

Rok Thok Live | ଖୋଲିବ ନ୍ୟାୟର FILE ! | 28 June 2024 | Argus News
#ArgusNews #RokThok #Justice #BJPGovt #OdishaNews #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

27 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 617   
@cocobabu9828
@cocobabu9828 14 дней назад
ମୋହନ ସରକାର କୁ ଅନୁରୋଧ ନ୍ୟାୟ ମିଳୁ🙏🙏🙏
@Radhakanta_Music_Official
@Radhakanta_Music_Official 14 дней назад
ଆଦିତ୍ୟ ଦାସ୍ ମୃତ୍ୟୁ ର ତଦନ୍ତ କେବେ ହବ ଓଡ଼ିଶା ବାସୀ ଭୁଲି ଗଲେଣି କି 😢
@acharyauniversaltube7757
@acharyauniversaltube7757 14 дней назад
Argus news କୁ ବହୁତ ବହୁତ ଅଭିନନ୍ଦନ। ସମସ୍ତଂକର ଚୋପା ଛଡେଇ ଦିଅନ୍ତୁ। ସମସ୍ତଂକ ଉପରେ କଠିନରୁ କଠିନ ଦଣ୍ଡ ର ବିଧାନ କରାଯାଉ। ନଚେତ୍ ଆପଣମାନଙ୍କର ପରିଶ୍ରମ ପାଣିରେ ବୋହିଯିବ। ସେଟା ହେବାକୁ ଦିଅନ୍ତୁନି। ଓଡ଼ିଶା ଏବେ ଜାଗିଛି। ପୁରା ଦୁନିଆଁ ଜାଣୁ, ଓଡ଼ିଶାର ଗୋୖରବ।
@gobindasoren5689
@gobindasoren5689 14 дней назад
ନ୍ୟାୟ ପାଇଁ ଯଦି ଯିଏ ଲଢ଼ୁଛି ସେ ହେଉଛି Argus news... ପୀଡ଼ିତ ଥିବା ପରିବାର , ବନ୍ଧୁ ମାନଙ୍କୁ କେମିତି ଲାଗୁଥିବ ତାଙ୍କର କଷ୍ଟ ଆମେ ଭଲ ଭାବରେ ଜାଣି ପାରୁଛୁ 😢😢😢 ପିହୁ , ଚିନ୍ମୟୀ ସମସ୍ତଙ୍କର ତଦନ୍ତ ହେଉ ଏବଂ ଦଶୀଙ୍କୁ କୋଠର ରୁ କଠର ଦଣ୍ଡ ମିଲୁ....
@user-rk2ig9zk3q
@user-rk2ig9zk3q 14 дней назад
ନବୀନ ହାରିବାର କାରଣ ସବୁ ମା ମାନଙ୍କ ଲୁହ ପଡିଲା ସିଏ ମା ମାନେ ଏପରଯନ୍ତ କାନ୍ଦୁଛନ୍ତି ଦୟାକରି ମା ମାନଙ୍କୁ ନ୍ୟୟ ମିଳୁ
@oldisgold8047
@oldisgold8047 14 дней назад
ଦୁର୍ଗା ବାବୁ ଙ୍କୁ ଆଉ arguse ଚାନେଲ ବହୁତ ବହୁତ ଧନ୍ୟବାଦ
@laxmidharsenapati3313
@laxmidharsenapati3313 21 час назад
ଧନ୍ୟବାଦ ଆମ ମୋହନ ସରକାର ଙ୍କୁ। ଯେତେ ଝିଅ ମା ଭଉଣୀ ମାନଙ୍କୁ ଧର୍ଷଣ କରି ମାରି ଛନ୍ତି ସମସ୍ତ ଙ୍କୁ ନ୍ୟାୟ ମିଳୁ। କିନ୍ତୁ ବିଜେଡି ନେତା ପୋଲିସ ଏବଂ ଯେଉଁ ମାନେ ଏଥିରେ ଅଛନ୍ତି ସମସ୍ତ ଙ୍କୁ ଧର ଜେଲ୍ କୁ ପଠାଇ ଦିଅ।
@arunakumarpattanayak8193
@arunakumarpattanayak8193 14 дней назад
କଥା ଶୁଣି ଆଖିରୁ ଲୁହ ଆସିଗଲା,ମୁ ଜଗନ୍ନାଥ ଙ୍କ ନିକଟ ରେ ନେହୁରା ହେଉଛି ଭଗବାନ ଏମାନ ଙ୍କୁ ନ୍ୟାୟ ମିଳୁ
@abhimanyuparida7499
@abhimanyuparida7499 14 дней назад
Jai jagarnath ନ୍ଯାୟ ମିଳୁ
@user-vr9ro7bn9f
@user-vr9ro7bn9f 14 дней назад
ମୋହନ ସରକାର ଙ୍କୁ ଅନୁରୋଧ ଏମାନଙ୍କୁ‌ ନ୍ୟାୟ ମିଳୁ
@sanatanbehera7829
@sanatanbehera7829 14 дней назад
ପ୍ରଥମେ ନବୀନ ପଟନାୟକ କୁ ଗିରଫ କରାଯାଉ ତାପରେ ଅନ୍ୟ ନେତା ମନ୍ତୀ ମାନଙ୍କୁ ଗିରଫ କରାଯାଉ
@jchoudhury274
@jchoudhury274 День назад
ନ୍ୟାୟ ପାଇଁ ଲଢେଇ ପରିବାର କୁ ମୋହନ ସରକାର ନିଶ୍ଚିତ CBI ତଦନ୍ତ କରି ନ୍ୟାୟ ଦେବେ ଜୟ ଜଗନ୍ନାଥ
@SatrughanNayak-qf1rt
@SatrughanNayak-qf1rt 14 дней назад
କେହି ମାନ କି ନ ମାନ ଏହି ପୀଡ଼ିତା ମାଆ ମାନଙ୍କ ଲୁହରେ ବିଜେଡ଼ି ସରକାର ଭାସି ଯାଇଛି
@roshnimohapatra2797
@roshnimohapatra2797 14 дней назад
ଏ ସମସ୍ତ ରକ୍ତ ଶୋଷଣ କାରୀ ଜୋକ ମାନଙ୍କୁ ମାଟି ଖୋଳି ଜିଅନ୍ତା ପୋତି ଦିଆଯାଉ.......ଜୟ ଶୀଜଗନ୍ନାଥ....
@bharatchandrabarik5921
@bharatchandrabarik5921 День назад
ମୋହନ ସରକାରଙ୍କ ମୋର ସମ୍ପୂର୍ଣ ବିଶ୍ୱାସ ସେ ନିଚିନ୍ତ ଏ ମାମାନଙ୍କୁ ନ୍ୟାୟ ଦେବେ,
@balakrushnarath4854
@balakrushnarath4854 14 дней назад
ନଂ୧ ରିପୋର୍ଟର ଅଫ ଓଡିଶା ମିଡ଼ିଆ ଚ୍ୟାନେଲ ମି. ଦୁର୍ଗଶିଷ ବାବୁ
@sadananddas7553
@sadananddas7553 14 дней назад
ବବିକୁ,,,ମାରିକି,,କଥା,,ଆଦାଇ,,କର,,,ବବି,,ସବୁଜାଣିଚି
@puchku6046
@puchku6046 14 дней назад
ମାଘିଆ ନବୀନ ପଟ୍ଟନାୟକ. ....ତ ବୋଉ ବିଆ ରେ ମୁଣ୍ଡା ପୂରେଇକି ସୋଇଥିଲୁ ....ମାଘିଆ ଓଡ଼ିଶା ବାସି କେତେ ଦୁଃଖ ରେ ଥିଲେ.....ତୋ ବାପା ର ତୁ ଗୋଟେ କୁଳାଙ୍ଗାର ପୁଅ....ଛି ଛି....ତ ମୁହଁ ରେ ଛେପ ପକେଇବାକୁ ଇଛା ହୋଉଛି
@pradiptarout4070
@pradiptarout4070 14 дней назад
ନବୀନ ବାବୁ ତମୁକୁ ଲାଜ ନାହିଁ
@krushnachandrajena9580
@krushnachandrajena9580 День назад
ମୋହନ ସରକାର କୁ ଅନୁରୋଧ ଏୟ ମା ମାଙ୍କୁ ନ୍ୟୟ ମିଳୁ 🙏
Далее
ХЕРЕЙД БОИТСЯ МОЕЙ СОБАКИ!
37:08