Тёмный

Rs 500 Crore Of State's Treasury Spent On Building The Image Of Pandian ! | Nirbhay Gumara Katha 

Nirbhay
Подписаться 282 тыс.
Просмотров 119 тыс.
50% 1

Rs 500 Crore Of State's Treasury Spent On Building The Image Of Pandian ! | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 751   
@satyabansarangi7693
@satyabansarangi7693 2 месяца назад
ଖୁବ୍ ଶୀଘ୍ର ସବୁ କେଲେଙ୍କାରି ର ତଦନ୍ତ କରି ରାଜକୋଷରୁ ଯାଇଥିବା ଅର୍ଥକୁ ଫେରେଇ ଆଣି ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋହନ ସରକାର ତାଙ୍କ ସ୍ବଚ୍ଛତା ର ପ୍ରମାଣ ଦିଅନ୍ତୁ।
@RabindranathSahu-w5s
@RabindranathSahu-w5s 2 месяца назад
ଭାଇ ପ୍ରଣାମ । ଆପଣଙ୍କ ଏହି ଗୁମର କଥାକୁ ଶୁଣିବା ପାଇଁ ସବୁ ଦିନ ଅପେକ୍ଷାରେ ରହି ଥାଏ । ଖୁବ୍ ସୁନ୍ଦର ନିର୍ଭୀକ ସତ୍ୟ ଆପଣଙ୍କ ବିଶ୍ଳେଷଣ ।
@sandhyaranimahanta8018
@sandhyaranimahanta8018 2 месяца назад
Excellent job
@amagiha1046
@amagiha1046 2 месяца назад
To maa ku chade vai gehibo
@ajitkumarpanda6388
@ajitkumarpanda6388 2 месяца назад
ପୂର୍ବତନ ସରକାର ଙ୍କ ର ସମସ୍ତ ଦୁର୍ନିତୀ ର କଥା ଶୁଣି ଶୁଣି ଆମ ଓଡ଼ିଆ ଙ୍କ ଧର୍ଯ୍ୟ ଚ୍ୟୁତୀ ହେଲାଣି,,,,,, ମୋହନ ସରକାର ତୁରନ୍ତ CBI INQUIRY କାହିଁ କି କରୁନାହାନ୍ତି,,,,,,ଶୀଘ୍ର ତଦନ୍ତ କରନ୍ତୁ,,,,,,
@bhubanmohanty3853
@bhubanmohanty3853 2 месяца назад
ମନ ଇଛା ପବଲିକ ପଇସା ଖର୍ଚ୍ଚ କରିବାର authority କିଏ ଦେଲା ପୂର୍ବତନ ସରକାରଙ୍କୁ
@ashwinisahu6584
@ashwinisahu6584 2 месяца назад
SABU TANKA ICHHARE KALE
@ramachandrapanipani7424
@ramachandrapanipani7424 2 месяца назад
ଭାରତକୁ ବିଶ୍ବରେ ପରିଚିତ କରାଇବାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଅବଦାନ ପ୍ରଶଂସନୀୟ । -- ଆପଣଙ୍କ କଥା ପୂରାପୂରି ଠିକ୍ । ଯୋଗ ଓ ଆୟୁର୍ବେଦ ଭାରତର ଦାନ ।
@durgaprasadsamantaray7084
@durgaprasadsamantaray7084 2 месяца назад
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ଏମିତି ସବୁ କିଛି ବାହାରିବା ବେଳ ପାଖେଇ ଆସୁଛି।
@bajakishore4002
@bajakishore4002 2 месяца назад
ତଦନ୍ତ ହେବା ନିହାତି ଜରୁରୀ। ଏପରି ଆର୍ଥିକ କେଲଙ୍କରି ର ସତ୍ୟ କୁ ଓଡ଼ିଶା ବସି ଙ୍କୁ ଜଣାଇ ଥିବାରୁ ଶ୍ରୀଯୁକ୍ତ ନବୀନ ଦାସଙ୍କୁ ଅନେକ ଅନେକ ଧନ୍ୟବାଦ୍।
@santoshdakua6698
@santoshdakua6698 2 месяца назад
ସବୁ ଦୃନୀତି ମୂଳ ହେଉଛନ୍ତି ପୂର୍ବ ତନ ମୁଖ୍ୟ ନବୀନ ପଟ୍ଟନାୟକ 😭😭😭😭
@thessworld
@thessworld 2 месяца назад
M0ulana Modi 😭😭 paasmanda sevak🥺
@brajakishorepadhi4022
@brajakishorepadhi4022 2 месяца назад
ଭଦ୍ର ଡକାୟତ ନବୀନ ପଟ୍ଟନାୟକ।
@tapasswain3231
@tapasswain3231 2 месяца назад
​@@brajakishorepadhi4022Masterstroke
@barshabehera3649
@barshabehera3649 2 месяца назад
ଆପଣଙ୍କ ସାହାସକୁ ଧନ୍ୟବାଦ ❤🎉
@prasantamohapatra7767
@prasantamohapatra7767 2 месяца назад
ଆପଣଙ୍କ କଥା ବୋଧେ ବିଜେପି ଵାଲା ଶୁଣୁନାହାନ୍ତି କାରଣ ବିଜେପି ର କୌଣସି action କାହିଁ ଜଣାପଡୁନି l
@Amachalani
@Amachalani 2 месяца назад
ଏମାନେ ସମସ୍ତେ ମିଶିକି ଖାଇଛନ୍ତି ତେଣୁ ସମୟ ଲାଗୁଚି
@pritampolei7087
@pritampolei7087 2 месяца назад
Abhi toh file khul raha hai thoda intezaar kar lo sab niklega
@prasannakumarnayak2278
@prasannakumarnayak2278 2 месяца назад
ମୋହନ ସରକାର କାର୍ଯ୍ୟାନୁଷ୍ଠାନ ନ ନବା ଏକ ଦୁର୍ଭାଗ୍ୟ
@prananathpati9976
@prananathpati9976 2 месяца назад
ଏସବୁ ଦୁର୍ନୀତି ଉପରେ ସିବିଆଇ ତଦନ୍ତ ପାଇଁ ବିଜେପି ସରକାର ନିର୍ଦ୍ଦେଶ ଦେଉ ନାହାଁନ୍ତି କାହିଁକି? ବିଳମ୍ବ କଣ ପାଇଁ? ବିଜେଡି ଏଜେନ୍ସି ଲାଗିଛନ୍ତି ବିଜେପିର ଅଧାପାଠୁଆ ମନ୍ତ୍ରୀ ମାନଙ୍କୁ କବଜା କରିବାକୁ।
@rajanikantachoudhury2343
@rajanikantachoudhury2343 2 месяца назад
ମୋ ମତରେ ସମସ୍ତ ଦୁର୍ନୀତି ଘଟନା ପୂର୍ବ ସରକାର ଓ ପଂଧୁବାବୁ ବିରୋଧରେ କରାଯାଉ.
@surendranarayanpanda8021
@surendranarayanpanda8021 2 месяца назад
କେହି ମାନନ୍ତୁ କି ନ ମାନନ୍ତୁ ନିର୍ଭୟ ଗୁମର କଥା ସମସ୍ତ ବଳିଷ୍ଠ ପ୍ରମାଣ ସହ ଉପସ୍ଥାପନା କରାଯାଏ. ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ..ଏହା ମୋର ବ୍ୟକ୍ତିଗତ ମତ.
@saumyaranjansahoo94
@saumyaranjansahoo94 2 месяца назад
23:32
@user-eb9fk8jd4j
@user-eb9fk8jd4j 2 месяца назад
ନବୀନ ପଟ୍ଟନାୟକ ଏବେ ଅସଲ ଚେହେରା ପଦାକୁ ଆସିବା ଦରକାର ❤❤❤❤
@santoshsamantaray4960
@santoshsamantaray4960 2 месяца назад
Nirbhay channel is the best among all channels. Many many Thanks to Him for his absolutely true news.
@lipun1531
@lipun1531 2 месяца назад
​@@santoshsamantaray4960 true news nuhe bjp chatukar Khali BJD ra gumara kahiki khuchi BJP kana corrupt free party
@arabindabehura4181
@arabindabehura4181 2 месяца назад
​@@lipun1531Tamara gote chanel kholi Bjp na re gapuna kia mana karuchi.
@Aviator_7940
@Aviator_7940 2 месяца назад
Perfect katha kahichanti bhai
@Aviator_7940
@Aviator_7940 2 месяца назад
@@santoshsamantaray4960 absolutely
@santoshdakua6698
@santoshdakua6698 2 месяца назад
ସବୁ ଦୃନୀତି ତଦନ୍ତ ହେବା ଆବଶ୍ୟକ
@trilochanpatnaik6321
@trilochanpatnaik6321 2 месяца назад
ଶ୍ରଦ୍ଧା physiotherapy ପ୍ରଦାନ କରିବା ସମୟର ଦୃଶ୍ୟ Pandian sir videography କରି ପ୍ରଚାର୍ ପ୍ରସାର କରୁନଥିଲେ କାହିଁକି?
@user-cp8ml8pk9p
@user-cp8ml8pk9p 2 месяца назад
ଶ୍ରଦ୍ଧା ରୁ ଶ୍ରାଦ୍ଧ
@ashutoshmeher7352
@ashutoshmeher7352 2 месяца назад
ବିଜେପି ସରକାର ପୂର୍ବ ସରକାରଙ୍କ ଆର୍ଥିକ ଦୁର୍ନୀତିର ପର୍ଦ୍ଦାଫାସ କରିବା କଥା ।ଦୋଷୀକୁ ଦଣ୍ଡ ଦେବାକଥା ।
@brajakishorepadhi4022
@brajakishorepadhi4022 2 месяца назад
ଟିକେ ଅପେକ୍ଷା କରନ୍ତୁ। ନବୀନ ପଟ୍ଟନାୟକ ପାଖରୁ ଗାଁ ବିଜେଡି ଟାଉଟର ପଯ୍ର୍ୟନ୍ତ।
@tusarkantasahu1064
@tusarkantasahu1064 2 месяца назад
ଦେଖାଯାଉ
@dmohanty5003
@dmohanty5003 2 месяца назад
@@brajakishorepadhi4022. Electoral bond upare view kan ?
@dmohanty5003
@dmohanty5003 2 месяца назад
@@tusarkantasahu1064. How bjp so reach party ?
@KhiraSwain
@KhiraSwain 2 месяца назад
ଦୋଷିକୁ ଦଣ୍ଡଦିଆଯିବାଦରକାର
@satishchandrabehera7291
@satishchandrabehera7291 2 месяца назад
ଏସବୁ କଥା ଶୁଣି ମୁଣ୍ଡ ଘୂରି ଯାଉଛି। ଠିକ୍ ଠିକ୍ ତଦନ୍ତ କରି ଉପଯୁକ୍ତ ଦଣ୍ଡ ବିଧାନ ହେବାର ଯଥେଷ୍ଟ ଆବଶ୍ୟକତା ଅଛି।
@bhubanmohanty3853
@bhubanmohanty3853 2 месяца назад
ନବୀନ ବାବୁ କ୍ରିଷ୍ଟିଆନ ଧର୍ମରେ ଦିକ୍ଷିତ
@lipsa5949
@lipsa5949 2 месяца назад
Right
@ashwinisahu6584
@ashwinisahu6584 2 месяца назад
100% Right Tenu kamiajani mahaprasad khaile
@melisha4236
@melisha4236 2 месяца назад
Right
@Pinkyswain9862
@Pinkyswain9862 2 месяца назад
Thik katha se hindu nuhanti
@PradeepKumar-do9dg
@PradeepKumar-do9dg 2 месяца назад
ଆଉ ତୁମେ ବାମୁନ ଙ୍କ ଚାଟି କି ପାଇଛ ନିଜକୁ କେବଳ ଉଚ୍ଚ ଜାତି ମାନ୍ୟତା ପାଇଛ କିନ୍ତୁ ଅନ୍ୟ ପଟେ ସାଧାରଣ ଲୋକଙ୍କ ପେଟ ରେ ନାଥ ମାରି ଘରେ ଚୁଲି ଜଳାଉଥିବ
@ananyaabhilipsasahoo-ny1ms
@ananyaabhilipsasahoo-ny1ms 2 месяца назад
ବିଜେପି ଦଳ ଏବେ ସରକାର ନିଶାରେ ବାୟା ଆଉ ଏବେ ନବୀନ ସରକାର ଦୁର୍ନୀତି କୁ ଅଣଦେଖା କଲେ ବହୁତ ମୂଲ୍ୟ ଦେବାକୁ ପଡିବ ଦଳ କୁ
@sandhyaranimahanta8018
@sandhyaranimahanta8018 2 месяца назад
100% right
@raghumaninayak9593
@raghumaninayak9593 2 месяца назад
ସବୁ ବିଭାଗର ତଦନ୍ତ ହେବା ଜରୁରୀ ନହେଲେ ମୋହନ ସରକାରକୁ ଅଡ଼ୁଆ ବଢିପାରେ ।
@annapurnasahoo7184
@annapurnasahoo7184 2 месяца назад
ନବୀନ ବାବୁ ଧଳା ପୋଷାକ ପିନ୍ଧି ହିରୋ ରୋଲ୍ କରୁଥିଲେ କିନ୍ତୁ ଭିତରେ ତାଙ୍କର ଭିଲିଆନ୍ ଚରିତ୍ର କୁ ଜନତା ଜାଣିପାରିଲେ ନାହିଁ
@basantapattnaik7812
@basantapattnaik7812 2 месяца назад
ସାର କର ଦାତା ଙ୍କ ଟଙ୍କା ରେ ନବୀନ ଏବଂ ଭୈରବ କାର୍ତିକେୟନ ପାଣ୍ଡିଆନ ନିଜ ପ୍ରସାର ପ୍ରଚାର କରିବା ପାଇଁ ଟଙ୍କା ଖର୍ଚ୍ଚ କରିଛନ୍ତି l ସବୁ ଦୁର୍ନୀତି ପାଣ୍ଡୁ ର ନାଟକବାଜି
@user-ce6zc7zh6n
@user-ce6zc7zh6n 2 месяца назад
100 percent right sir
@crownentrepreneurs6456
@crownentrepreneurs6456 2 месяца назад
ମୁଣ୍ଡ ଖରାପ ହୋଇ ଯାଉଛି ଏ ସବୁ କଥା ଶୁଣିକରି ଆଗରୁ କହିବା କଥା. ଆପଣ ଙ୍କୁ ଅଶେଷ ଧନ୍ୟବାଦ
@bhanumatibehera2006
@bhanumatibehera2006 2 месяца назад
🙏🏻sir, ଭଗବାନ ଆପଣଙ୍କର ସଦା ସର୍ବଦା ମଙ୍ଗଳ କରୁ ଥାଆନ୍ତୁ ଏହିପରି ଆମକୁ ଭଲ ଭଲ news ଦେଖାଉ ଥାଆନ୍ତୁ. ଜୟ ଜଗନ୍ନାଥ 🙏🏻❤️❤️❤️
@amagiha1046
@amagiha1046 2 месяца назад
To bouku sir gehibo
@mr.harish4878
@mr.harish4878 2 месяца назад
ବିଜୁବାବୁଙ୍କ ନାମରେ ବିଜେଡି ଏତେ ଅପପ୍ରଚାର କରିଲେ ଯେ ଗାଁ ଗାଁ ରେ ମଦ ଦୋକାନ ଖୋଲିଗଲା। ବିଜୁବାବୁଙ୍କ ଅଧୁରା ସ୍ଵପ୍ନ କଣ ପ୍ରତି ଗାଁ ରେ ପିଇବା ପାଣି ବଦଳରେ ମଦ ଯୋଗାଇବା ଥିଲା କି ?😂😂😂😂😂😂😂😂😂😂😂 ବିଜେଡି ଓ 5 ତାମିଲ ମାନେ ସେଇ କଥା ଜାଣିଥିବେ 😂😂😂😂😂😂😂😂
@netajidash9367
@netajidash9367 2 месяца назад
ଏ ସବୁ ଶୁଣିଲା ପରେ ମୋର ରକ୍ତଚାପ ବଢ଼ିଗଲା
@pradeeptadash6501
@pradeeptadash6501 2 месяца назад
ଖୁବ୍ ସୁନ୍ଦର୍ ତଥ୍ୟ ଭିତ୍ତିକ ପ୍ରାମାଣିକ ସତ୍ୟତା
@BasudevMohapatra-be5mf
@BasudevMohapatra-be5mf 2 месяца назад
ଆପଣ ଙ୍କର କଥା ଗୁଡିକ ସମ୍ବାଦ ପତ୍ର ରେ ବାହାରିଲେ ବହୁତ ପାଠକ ଜାଣିପାରନ୍ତେ
@nirmalbehera2741
@nirmalbehera2741 2 месяца назад
ଜୟ ଜଗତର ନାଥ ପତିତ ପାବନ ଲୀଳାମୟ
@sushildash1265
@sushildash1265 2 месяца назад
ରାଜକୋଷ ରୁ ଏ ବାବଦରେ ବାରବାଦ ହୋଇଥିବା ଅର୍ଥ ର ପରିମାଣ କେତେ ତାହା ସାର୍ବଜନୀନ ହେବା ସହିତ ଏ ଅନିୟାମିତତା ଉପରେ ତଦନ୍ତ ହେବା ନିହାତି ଜରୁରୀ।
@user-lc1tf3up7x
@user-lc1tf3up7x 2 месяца назад
ସବୁରି ମୂଳରେ ନବୀନ ପଟ୍ଟନାୟକ, ତେଣୁ ନବୀନ ବୁଢାକୁ ଥରେ କୋର୍ଟ କୁ ଟାଣିବା ଦରକାର,
@BidyabhusanKuldy-yy4cb
@BidyabhusanKuldy-yy4cb 2 месяца назад
Thik.
@amagiha1046
@amagiha1046 2 месяца назад
To bouku gehidebo bjp re magiha
@shamimahmed4556
@shamimahmed4556 2 месяца назад
Dhoka baz
@santoshpradhan2509
@santoshpradhan2509 2 месяца назад
ନିହାତି ତଦନ୍ତ ଆବଶ୍ୟକ ରହିଛି ।
@anilguru9947
@anilguru9947 2 месяца назад
Apana ete daring hoi kete influential lokanku bisayare kahuchanti, apanku ame Salam karuchi.
@NirakarSamantarai-db2mr
@NirakarSamantarai-db2mr 2 месяца назад
ପ୍ରଭୁ ଜଗନ୍ନାଥ ସଶରୀରରେ କାଞ୍ଚି ଅଭିଯାନ କରିଥିଲେ. ବର୍ତମାନ ଜଗନ୍ନାଥ ଙ୍କୁ ଅପମାନିତ କରିଥିବା ପାଣ୍ଡୁ ଫଳ ନିଶ୍ଚୟ ଭୋଗିବ.
@deepanjalimohanty9756
@deepanjalimohanty9756 2 месяца назад
ବିଜେପି ସରକାର କାହିଁକି କିଛି ପଦକ୍ଷେପ ନେଉନାହାନ୍ତି।ପାଣ୍ଡୁ ବିରୋଧ ରେ ଜେତେ ଶିଘ୍ର ପଦକ୍ଷେପ ନିଅନ୍ତୁ। ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻
@PrasantaKumarSahoo-65
@PrasantaKumarSahoo-65 2 месяца назад
ନିଶ୍ଚିତ ଆମେ ଆଶା ରଖିବା ଯେ ମୋହନ ସରକାର ଏଭଳି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଅନ୍ତୁ । କିନ୍ତୁ ସରକାର ଗଠନ କୁ ମାସେ ବି ହୋଇନାହିଁ, ସିଷ୍ଟମ update ହେବାକୁ ତ ସମୟ ଲାଗିବ ନା....ଆମକୁ ଧର୍ଯ୍ୟ ଧରିବାକୁ ପଡ଼ିବ ଆଜ୍ଞା ।
@rameshnandasohm8120
@rameshnandasohm8120 2 месяца назад
Mote laguchi barttaman sarakar purbasarakarara durniti biruddhare kaounasi karyanusthan nebenahi barang tanka saha susampark raksha karibe.
@ashwinisahu6584
@ashwinisahu6584 2 месяца назад
Modi bhi kichhi action neu nahanti🎉
@KumarJena-dd8oc
@KumarJena-dd8oc 2 месяца назад
ସ୍ପର୍ଶକାତର ଘଟଣା ଉପରେ ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ଉଚିତ୍
@kahnucharanbhola3634
@kahnucharanbhola3634 2 месяца назад
Pandu ku tume cm banei thilaki? Nabina ku dhara.
@HarikrishnaGouda
@HarikrishnaGouda 2 месяца назад
ପାଣ୍ଡୁ ନବୀନ କୁ ମହନି ଲଗାଈକି ସବୁ କାମ କରୁଥିଲା
@manasdalai4028
@manasdalai4028 2 месяца назад
ପାଣ୍ଡୁ ନବୀନ କୁ ପେଲୁଛି
@krushnachandradash4327
@krushnachandradash4327 2 месяца назад
ପାଣ୍ଡିଆନ କାର୍ଯ୍ୟକାଳ ସମୟ ତମାମ କୁ ଇଡି ସିବିଆଇ ଭିଜିଲାନ୍ସ ତଦନ୍ତ ଆବଶ୍ୟକ ବୋଲି ଲୋକେ କହୁଛନ୍ତି ଓ କଥାବାର୍ତ୍ତା ହେଉଛନ୍ତି।
@ashishpatnaik5171
@ashishpatnaik5171 2 месяца назад
Police should arrest Pandian...
@swadhikarbetaj3768
@swadhikarbetaj3768 2 месяца назад
ଶ୍ରଦ୍ଧା, ପାଣ୍ଡବଙ୍କ ଦୌପଦୀ ଥିଲେକି ??
@Mishkasgarden
@Mishkasgarden 2 месяца назад
Ekdum Right sradha 5 tamil& nabinnka (mote6 janankara) sasta padi sajya sangini😅
@pradoshnayak999
@pradoshnayak999 2 месяца назад
Thik
@ashokkumarmishra6186
@ashokkumarmishra6186 2 месяца назад
ଏତେ ହେଲାପରେ ବି ଏ ବିଜେଡି ର ଅଇଁଠା ଖିଆ ଆଗ ଧାଡିର ନେତା ମାନଙ୍କର ଚେତା ପଶିନୀ 😀😀😀
@Aviator_7940
@Aviator_7940 2 месяца назад
😂😂😂😂
@PradeepKumar-do9dg
@PradeepKumar-do9dg 2 месяца назад
ଆଉ ତୁମେ କାହାର ଅଇଁଠା ଚାଟା
@TirtharajPanda
@TirtharajPanda 2 месяца назад
Very True analysis sir Proud of U sir for this eye opening episode. Showing the real face of earlier selfshowing clean Government
@PrasantaKumarSahoo-65
@PrasantaKumarSahoo-65 2 месяца назад
ଆଜ୍ଞା ନମସ୍କାର, ନବୀନ ବାବୁ ଏବଂ ତାଙ୍କ ତଥାକଥିତ ଉତ୍ତରାଧିକାରୀଙ୍କ ସମ୍ପତିରୁ ରାଜ୍ୟ ରାଜକୋଷ ର କ୍ଷତି କୁ ଭରଣା କରାଯାଉ ବୋଲି ମୋର ସରକାରଙ୍କୁ ଅନୁରୋଧ ।
@rojalinsantoshmoharana3308
@rojalinsantoshmoharana3308 2 месяца назад
ଭାଇନା ବହୁତ୍ ସୁନ୍ଦର ବାର୍ତ୍ତା ରାଜ୍ୟବାସୀଙ୍କ ପାଇଁ,ଅଟେ ସହଜ ରେ ବୁଝେଇଦେଇ ଥିବାରୁ ....ରାଜ୍ୟବାସୀ ବି ଜାଣନ୍ତୁ ବିଜୁ ଜନତା ଦଳ ର କେଲେଙ୍କାରି , ଏ ସବୁ ବିଷୟରେ ତଦନ୍ତ ହେବ ଦରକାର🙏
@sureshrana3512
@sureshrana3512 2 месяца назад
You are great sir..🙏...lvuuu sir
@user-nk4nk7yy7s
@user-nk4nk7yy7s 2 месяца назад
Wright ❤ sir,
@udhabkar3472
@udhabkar3472 2 месяца назад
ଏବେ ଏମାନଙ୍କୁ ଅନୁସନ୍ଧାନ କରି jail ପଠାଇବା ଦରକାର
@user-kg3ky2yw3y
@user-kg3ky2yw3y 2 месяца назад
Always salute you sir Love from sambalpur
@sibaprasadkhadanga4375
@sibaprasadkhadanga4375 2 месяца назад
ଗୋଟିଏ କଥା ଶୁଣିବାକୁ ମିଳିଲା ଯେ ବିଜେଡି ଦଳର ରାଜ୍ୟ ସଭା ସାଂସଦ ମାନସ ମଂଗରାଜ କୁଆଡେ ପ୍ରଭାବଶାଳୀ ଅଫିସର ଡିଏସ କୁଟେକଂ ଜୋଇଁ ? ଏହା କେତେଦୂର ସତ୍ୟ ???
@prabhatk.mishra6699
@prabhatk.mishra6699 2 месяца назад
Excellent presentation of bitter truth.
@bulusethy9220
@bulusethy9220 2 месяца назад
❤❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@trilochanpatnaik6321
@trilochanpatnaik6321 2 месяца назад
ଶ୍ରଦ୍ଧା Pandian ଙ୍କ ଦ୍ଵାରା ନିୟୋଜିତ ନବୀନ ବାବୁ ଙ୍କ physiotherapist. ତାହା ଦ୍ଵାରା both ନା all of them were benefitted.
@debaprasaddash3878
@debaprasaddash3878 2 месяца назад
ନୀଳମାଧବ ଗୋଟିଏ ନମ୍ବରୀ ଟାଉଟର, ବମ୍ୱେରେ ଫ୍ଲପ, ଓଡ଼ିଶାରେ ଭାରି ପ୍ରତିଭାବାନ। ନବକଳେବର ଉପରେ ଫିଲ୍ମ କରିବାକୁ କୋଟି କୋଟି ନେଇ ଯାଇଥିଲେ। ସେ ଫିଲ୍ମ କେହି କେବେ ଦେଖିବାକୁ ପାଇଲେ ନାହିଁ। ଭାରତ ସରକାର ମଧ୍ୟ ଏହି ଭାଡୁଆକୁ ପଦ୍ମଶ୍ରୀ ଦେଇଦେଲେ !!
@rautrayapat6822
@rautrayapat6822 2 месяца назад
ଚକାନୟନ ହେପ୍ରଭୁ ମହୋନ ଠାରେ କଲ କିମାନହେ ।ପଣ୍ଡିଆଁ ନ ଠାରେ ଦେଲ କି ଧନହେ।ପ୍ରଭୁ,,.
@bhabanemallick1801
@bhabanemallick1801 2 месяца назад
Wright sir
@user-lc1tf3up7x
@user-lc1tf3up7x 2 месяца назад
ନବୀନ ପଟ୍ଟନାୟକ ର ଭୁଲ୍ ପାଇଁ ସେ ଆଜି ଏକା, ବେଇମାନ ନେତା ଓ କିଛି ଅଫିସର ମିଶି ଖାଇ ପିଇ କି ପୋଛି ପୋଛା ହେଇ କି ସବୁ ନବୀନ ପଟ୍ଟନାୟକ କୁ ଏକୁଟିଆ ଛାଡି ଚାଲିଗଲେ, ନବୀନ ପଟ୍ଟନାୟକ ଏବେ ଏହି ବୟସରେ ବିରୋଧୀ ଦଳର ମୁଖ୍ୟ,
@dibyaranjantripathy4642
@dibyaranjantripathy4642 2 месяца назад
ମୁଁ ଟିକିଏ ବ୍ୟସ୍ତ ପୂର୍ଣ୍ଣ ଲୋକ, ହେଲେ ବି ସବୁଦିନେ ଚାତକ ପରି ଚାହିଁ ରହିଥାଏ ଆପଣଙ୍କ ର ଏହି ନିର୍ଭୟ କୁ । ଆପଣ ଯେଉଁ ଗୁମର କଥା କହୁଛନ୍ତି ଏଥିପାଇଁ ଆପଣଙ୍କୁ ନମସ୍କାର । ❤ ଏଇ ଗୁମର ଗୁଡ଼ିକ ଏମିତି ସେମିତି ଗୁମର ନୁହେଁ। ଏଥିପାଇଁ ଶତ ସାହସ, ଦମ୍ଭ , ଆଉ ନିର୍ଭୟ। ❤। ର ଆବଶ୍ୟକ। ଯାହା ସମସ୍ତ ପାଖରେ ନ ଥାଏ।❤️❤️❤️
@user-kt9nv9fd5j
@user-kt9nv9fd5j 2 месяца назад
Sir , Mohan govt. should order a detailed investigation on expenditure towards publicity of V.K Pandian image building in odisha politics. Otherwise Mohan govt. Will face severe defeat in next term and people of odisha will never forgive him and Modi also.
@debashishacharya3814
@debashishacharya3814 2 месяца назад
ଏହାର ତଦନ୍ତ ସାପେକ୍ଷ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତୁ ।
@bikashKumar-vg9fh
@bikashKumar-vg9fh 2 месяца назад
ଓଡିଶା ର ନିରୀହ ଲୋକ ମାନଙ୍କୁ ଠୁ ହରି ଲୁଟ କରି ଥିବା ବିଜେଡି ର ଯଉ ନେତା ମାନେ ତଦନ୍ତ ହେବା ନିହାତି ଦରକାର ଜୟ ଜଗନ୍ନାଥ 🙏🙏🙏🙏🙏
@bhimasenrana7208
@bhimasenrana7208 2 месяца назад
Naveen sir & Team କୁ🙏, ଜେତେ ସବୁ ଅତି ରୁ ଅତିରିକ୍ତ ଖରଚ କରିଛନ୍ତି , ନିଜେ ନିଜର ସମପତି ରୁ ଓଡିଶା ସରକାରଙ୍କ ପାନଠି ରେ ମିଶାଇବେ, ଯଦି ନ ଦେଲେ ସବୁ ସମପତି ସିଜ କରାଇ ବଳକା ବାକି ଖାତାରେ ଲେଖାଯାଉ ଏବଂ କାମ କରାଇ ଆଦାୟ କରାଯାଉ, "ଆମର ସରକାର, ଜରୁର ସରକାର"
@malayaranjanpattanayak
@malayaranjanpattanayak 2 месяца назад
E O W କୁ ଅନୁଧ୍ୟାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦଶ ଦେବା ଦରକାର
@bulusethy9220
@bulusethy9220 2 месяца назад
ମୁଁ ଗୋଟିଏ କମେଡି ଫିଲ୍ମ ଦେଖୁଥିଲି ମୁଁ ନ ଥିଲେ କିଛି ହେବନି ଆମ ନବୀନ ବାବୁଙ୍କ ଅବଦାନ ମଧ୍ଯ ସେଇ ନବୀନ ବାବୁ ନ ରହିଲେ କିଛି ହେବନି ଦୁର୍ନୀତି ଆପଣ ମାନେ ଖୁସୀ ତ ?
@subashmishra5616
@subashmishra5616 2 месяца назад
ନବୀନ ନିବାସରେ ପଞ୍ଚ ତନ୍ତ୍ର ପାଣ୍ଡୁ ସହିତ ଶ୍ରଦ୍ଧା ପୋପ ଆନୁଗତ୍ୟ ରହସ୍ୟ ଉଦ୍ଘାଟନ ଓଡ଼ିଆ ଅସ୍ମିତା ପ୍ରତି ଚରମ ଅବହେଳା ଏହାର ସି ବି ଆଇ ତଦନ୍ତ ଚାହାଁନ୍ତି ଓଡ଼ିଶାର ସାଧାରଣ ଜନତା ଜୟ ଜଗନ୍ନାଥ
@RajasmitaBal
@RajasmitaBal 2 месяца назад
Yes sir
@biranchisrichandan8411
@biranchisrichandan8411 Месяц назад
ନବୀନ ବାବୁ ଆପଣଙ୍କ ର ଏ ମୂଲ୍ୟ ବାନ ତଥ୍ୟ ଉପସ୍ଥାପନା କରି ପ୍ରତ୍ୟେକ ଓଡ଼ିଶାବାସୀ ଜାଣିପାରିଛନ୍ତି ଗତ ୨୪ ବର୍ଷ ଶାସନ କ'ଣ ଚାଲିଥିଲା।ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣ ଦୀର୍ଘାୟୁ ହୋଇ ରୁହନ୍ତୁ।ଜୟ ଜଗନ୍ନାଥ।
@debiprasadbehera1885
@debiprasadbehera1885 2 месяца назад
Mine's commissioner sudarshan chakraborty ଙ୍କ ଉପରେ ତର୍ଜମା କରନ୍ତୁ ସାଉଥ୍ କମ୍ପାନୀ ଙ୍କୁ କାମ ଦେଇ ବହୁତ ହରି ଲୁଟ ହେଉଛି
@tnanda1432
@tnanda1432 2 месяца назад
କେତେ ଖୋଜିବ? ପୂରା କମ୍ବଳ ସାରା ବାଳ,
@biswaranjanmohapatra2518
@biswaranjanmohapatra2518 2 месяца назад
ମୋହନ ସରକାର 🎉 🎉 🎉 ମହାନ୍ ସରକାର 🎉 🎉 🎉
@letmegrow7298
@letmegrow7298 2 месяца назад
2nd Kejriwal of Odisha
@user-od2fs9gq4v
@user-od2fs9gq4v 2 месяца назад
ଜୟ ଶ୍ରୀ ଜଗନ୍ନାଥ
@ramachandrapanipani7424
@ramachandrapanipani7424 2 месяца назад
ଜୟ ଜଗନ୍ନାଥ ! ଜୟ ଶ୍ରୀରାମ !
@binayamishra3723
@binayamishra3723 2 месяца назад
Excellent analysis sir 🙏
@ramachandrapanipani7424
@ramachandrapanipani7424 2 месяца назад
ଜୟ ଶ୍ରୀ ଜଗନ୍ନାଥ !
@subashpaikraypaikray6733
@subashpaikraypaikray6733 2 месяца назад
ବିଜେଡ଼ି ସରକାରର ଏହି ସବୁ ଲୁକ୍କାୟିତ ଦୁର୍ନୀତିସବୁକୁ ଆପଣ ଲୋକଲୋଚନକୁ ଆଣିଥିବାରୁ ଆପଣଙ୍କୁ ଧନ୍ଯବାଦ । ଆଶା କରାଯାଉଛି ଆମ ପ୍ରୀୟ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଏହିସବୁର ପର୍ଦ୍ଦାଫାସ୍ କରି ଏହିସବୁ ଦୁର୍ନିତୀଗ୍ରସ୍ତ ବ୍ଯକ୍ତିମାନଙ୍କୁ ଜେଲ୍ ପଠେଇବେ ।
@GadadharaSahani
@GadadharaSahani 2 месяца назад
ମୋହନ ସରକାର ଙ୍କୁ ନିର୍ଭୟ ଗୁମର କଥା ମାଧ୍ୟମରେ କହିବାକୁ ଚାହୁଁଛୁ ଯେ ସବୁର ଇଡି ସିବିଆଇ ତଦନ୍ତ ହେଉ ସରକାର ଙ୍କୁ ଅନୁରୋଧ ଓଡ଼ିଶା ଆପେ ଆପେ ଠିକ୍ ହୋଇଯିବ ସରକାର କିଛି କରିବା ଦରକାର ନାହିଁ। ଏତିକି ଅନୁରୋଧ ଜୟ ଜଗନ୍ନାଥ।
@BasudevMohapatra-be5mf
@BasudevMohapatra-be5mf 2 месяца назад
Bjd ବିରୁଦ୍ଧରେ bjp କିଛ କରିବ ନାହିଁ କାରଣ ରାଜ୍ୟସଭାରେ ବିଜେଡି ର ସମର୍ଥନ ଦରକାର
@anadicharansamal7033
@anadicharansamal7033 2 месяца назад
ସାର୍ ଆମେ ଆଗରୁ ଯେଉଁମାନଙ୍କୁ ବିଧାନ ସଭାକୁ ପଠାଇଥିଲୁ ସେମାନେ କ'ଣ ଏତେ ଅପଦାର୍ଥ ଥିଲେ। ଓଡ଼ିଶାର ରାଜକୋଷକୁ ଅଣଓଡ଼ିଆ ମାନେ ଲୁଟିଚାଲିଥିଲେ ଏମାନେ ଖାଲି ନିରବରେ ଦେଖି ଚାଲୁଥିଲେ। ଧିକ୍ ଆମ ରାଜନେତାମାନେ।
@aamy00
@aamy00 2 месяца назад
ନବୀନ ବାବୁ ନମସ୍କାର। ଏ ନୂଆ ସରକାରଙ୍କୁ already ପାଞ୍ଚ ତାମିଲ କିଣି ସାରିଲେଣି। ଆପଣ ଦେଖନ୍ତୁ କୌଣସି ଦୁର୍ନୀତି ଉପରେ କିଛି ବି କାର୍ଯ୍ୟାନୁଷ୍ଠାନ ହେବ ନାହିଁ।
@Ajitpanda2739
@Ajitpanda2739 2 месяца назад
ଦୟାକରି ମୋର ପୁରା କମେନ୍ଟ ଟି ପଢିବେ ସାର 🙏🙏🙏🙏🙏
@panchanangahan1702
@panchanangahan1702 2 месяца назад
Soon after oath taking it is found that people involved in the previous govt. are coming in contact with the new ministers with vested interest. But it shouldn't be remembered that Modi has selected a person with right earnest who will prove his credentials in future.
@chandramanikharsel1892
@chandramanikharsel1892 2 месяца назад
Definitely, investigation should be taken by Odisha Government as early as possible.
@jashobantamajhi9898
@jashobantamajhi9898 2 месяца назад
Jay jayanarayan Misra jay jay ho jay shree Ram
@arunkumarbehera9271
@arunkumarbehera9271 2 месяца назад
Right. Essement
@subhaschandramishra9790
@subhaschandramishra9790 2 месяца назад
ଏଇ ସବୁ ଦୁର୍ନୀତି ର ବିଧିବଦ୍ଧ ତଦନ୍ତ ଖୁବ୍ ଶୀଘ୍ର ହେବା ଉଚିତ୍ ଏବଂ ଦୋଷୀ ଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର।
@thirdeye9492
@thirdeye9492 2 месяца назад
ଶ୍ରଦ୍ଧା ଓ ପ୍ରେମର ଗୋଳ ନାଗ ନାଗୁଣୀର କୋଳ ମଦିରା ମାୟାରେ ଭୋଳ ଓଡିଶାବାସୀଙ୍କୁ କାଳ 😢 ****** ପାଣ୍ଡୁର ମାଇପି ମେଳା ଭୋଟ ସାଗରକୁ ଭେଳା ଶିକ୍ଷକ ଡାକ୍ତର ମିଛ 😢 ରଙ୍ଗ ବୋଳ ଆଗପଛ ପାଂଶ କୋଟିର ରାଶି 😢 ହସି ଥାନ୍ତେ କେତେ ଚାଷୀ ******* ମନ୍ଦିରକୁ ଗିଳେ ମୂଖଶାଳା ଯୋଗ୍ୟଙ୍କ ମୁହଁରେ ଚୂନ କଳା ମୋହନ ମୁରଲୀ ଧ୍ରୁବ ସତ୍ୟ ଜେଲ ଯିବେ ପାଣ୍ଡୁ ବିଜୁସୁତ ଜୟ ଜଗନ୍ନାଥ 🙏🏼❤️
@pradeepsutar9471
@pradeepsutar9471 2 месяца назад
Bhut bhut badhia
@jchoudhury274
@jchoudhury274 2 месяца назад
Bahut ସୁନ୍ଦର ଲେଖା ଜୟ ଜଗନ୍ନାଥ
@chittaranjansahu8113
@chittaranjansahu8113 2 месяца назад
ଆପଣଁକ କଥାରେ ସତ୍ୟତା ରହେ ଏବଂ ନିରପେକ୍ଷ ବିଚାର ବୋଲି ଆପଣ ସମ୍ମାନ ଯୋଗ୍ୟ ବ୍ୟକ୍ତି l ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶିର୍ବାଦ ସଦା ଥାଉ
@hemantkumarsingh1387
@hemantkumarsingh1387 2 месяца назад
Immediate investigation is required against those creative agencies for financial impropriety.Otherwisr truth will not come to public.Mohan sarkar should be careful and take action against those agencies on priority.
@kailashjena862
@kailashjena862 2 месяца назад
Jay jagannath sir
@pratapchandrasamal2396
@pratapchandrasamal2396 2 месяца назад
ଏ ଦେଶରେ ଯେତେ ଦୁର୍ନୀତି ହେଇଛି ଯଦି ସବୁ ଘଟଣାର ତଦନ୍ତ ହେବ ତେବେ ଭାରତ ବର୍ଷର 50 ବର୍ଷର ସମସ୍ତ ରାଜକୋଷ ଶେଷ ହୋଇଯିବ। ନବୀନ - ପାଣ୍ଡୁଙ୍କର ଦୁର୍ନୀତି ନିର୍ବାଚନୀ ବଣ୍ଡ ମାଧ୍ୟମରେ ଗୋରୁ ମାଂସ ବିକ୍ରେତା, ଭେଜାଲ ମେଡିସିନ କମ୍ପାନୀ , NTA ସଂସ୍ଥା ହାତରେ ପିଲାଙ୍କ ଭବିଷ୍ୟତ ବନ୍ଧା ପକେଇବା ଆଦି ଅନେକ ଘଟଣାରେ ମୋଦୀ - ଶାହା ଯୋଡିଙ୍କ ଦୁର୍ନୀତି ଠାରୁ ବଳିଗଲା। ତେବେ ଅନୁରୋଧ କରିବୁ, ପାଣ୍ଡୁ ଉପାଖ୍ୟାନ କୁ ନୂଆ ସରକାରଙ୍କ ଉପରେ ଛାଡ଼ି ଦିଆଯାଉ କାରଣ ସମସ୍ତ ତଦନ୍ତକାରୀ ଅନୁଷ୍ଠାନ ମୋହନଙ୍କ ହାତରେ ଅଛି। ସେ କେମିତି କେତେବେଳେ ତାର ଉପଯୋଗ କରିବେ , ସେ ସ୍ଥିର କରିବେ। ହେଲେ ବର୍ତ୍ତମାନ NEET, UPSC ପରୀକ୍ଷା କେଳେଙ୍କରି ଯେଉଁଥିରେ ଲକ୍ଷ୍ୟ ଲକ୍ଷ ମେଧାବୀ ପିଲାଙ୍କ ଭାଗ୍ୟ ବାଜିରେ ଲାଗିଛି ଏବଂ ଯେଉଁ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ସେ ବିଷୟରେ ଗୋଟିଏ ଏପିଶୋଡ କରିବେ କି। କାରଣ ଅନେକ ଓଡ଼ିଆ ପିଲାଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର ଭିତରେ।
@saratmishra7100
@saratmishra7100 2 месяца назад
Jay Jagannath. ଆଜ୍ଞା ନମସ୍କାର। ସାର, କହିବାକୁ ଗଲେ ଏ ସରକାର ଆପଣଙ୍କ ଉପସ୍ଥାପନା, ଦେଖୁଛନ୍ତି ନା ନାହିଁ, ମୋତେ ସନ୍ଦେହ ସୃଷ୍ଟି ହେଉଛି। ମୋହନ ସରକାର ଏପର୍ଯ୍ୟନ୍ତ କୌଣସି ତଦନ୍ତ ଆଦେଶ ଦେଇନାହାନ୍ତି। ଖାଲି କହୁଛନ୍ତି, ସବୁ ତଦନ୍ତ ହେବ। କେବେ????
@LambodarLDB
@LambodarLDB 2 месяца назад
ଯାଞ୍ଚ ହେବା ଉଚିତ!କାରଣ ଓଡ଼ିଶାର ଜନସାଧାରଣ ଙ୍କର ପଇସାରେ ଖେଳ ଖେଳୁ ଥିଲେ!ଜୟ ଜଗନ୍ନାଥ!
@DebarajAmat-qc1iq
@DebarajAmat-qc1iq 2 месяца назад
ଓଃ! କି ବିଚକ୍ଷଣ ବିସ୍ଲେସଣ, ଆପଣ କେଉଁ ଦାନାରେ ଗଢ଼ା ତାହା କେବଳ ଭଗବାନଙ୍କୁ ହିଁ ଜଣା
@gopalsamall8365
@gopalsamall8365 2 месяца назад
ମହାଶୟ ପାଣ୍ଡିଆନ ଙ୍କୁ ମୋହରା କରି ନବୀନ ପ୍ରେମ ପଟନାୟକ ଙ୍କୁ ଆର୍ଥିକ ରୁଦ୍ଦିମନ୍ତ କରି ନାହାନ୍ତି ତ l ଗୋପାଳ ଚନ୍ଦ୍ର ସାମଲ l
@tnanda1432
@tnanda1432 2 месяца назад
ନହେଲେ ପୁତୁରା ଯାଇ ନେଦରଲାଣ୍ଡ ରେ ଅଏସ କରୁଚି କିପରି
@kamalakantadas6050
@kamalakantadas6050 2 месяца назад
କେବଳ ଶ୍ରୀ ଜଗନ୍ନାଥ ମହା ପ୍ରଭୁ ଯାହା କରିବେ ।
@mihirdwivedi8843
@mihirdwivedi8843 2 месяца назад
CBI enquiry should start against Pandian at the earliest by the Government
@santoshnarayanbhagat2437
@santoshnarayanbhagat2437 2 месяца назад
Best analices sir ji
@KRUSHNACHANDRASWAIN-ml1pj
@KRUSHNACHANDRASWAIN-ml1pj 2 месяца назад
କାହଁକି ଏତେ ଅନୁଗ୍ର ନବୀନ ବାବୁଙ୍କର ଥିଲା l ଏହା ତଦନ୍ତ ସାପେକ୍ଷ ଦୟାକରି ଓଡିଶା ବାସୀଙ୍କ ବିଶ୍ୱାସ କୁ ଅତୁଟ ରଖନ୍ତୁ, ମୋହନ ସରକାର l
@KadambariSingh-cu4pp
@KadambariSingh-cu4pp 2 месяца назад
ଏ ସବୁ ସମସ୍ୟା ର ସମାଧାନ ହେବ କେବଳ ଆଉଜଣେ ନାଥୁରାମ ଗଡସେ ଜନ୍ମ ନେବା ଦରକାର
Далее
🍏 Устарели ОФИЦИАЛЬНО! 🤡
00:32
Is Aparajita leaving BJP for BJD ? | No Comments
2:48