Тёмный
No video :(

When Will The Odisha Hockey World Cup Scam Be Investigated ? | Nirbhay Gumara Katha 

Nirbhay
Подписаться 280 тыс.
Просмотров 29 тыс.
50% 1

When Will The Odisha Hockey World Cup Scam Be Investigated ? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

26 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 292   
@haraprasadBal
@haraprasadBal Месяц назад
ଆମେ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରୁଛୁ. ମୋହନ ସରକାର ସବୁ ଦୁର୍ନୀତି ର ତଦନ୍ତ କରନ୍ତୁ.।
@PrasantaKumarSahoo-65
@PrasantaKumarSahoo-65 Месяц назад
ଆଜ୍ଞା ନମସ୍କାର, ମତେ ଲାଗୁଛି ଯେ ଏ ନୂଆ ସରକାର ଆଉ ଭାଷଣ ପ୍ରିୟ ସରକାର ନୁହେଁ ତ...? ଯଦି ହଁ...ତେବେ ସେ ଭାଷଣ ର ଜବାବ ଜନତା ନିଶ୍ଚୟ ଦେବେ। ସେମାନେ ବହୁତ ଆଶା ନେଇ ବିଜେପି କୁ କ୍ଷମତା କୁ ଆଣିଛନ୍ତି।
@SidharthMishra99
@SidharthMishra99 Месяц назад
Odisha Bhagya re bhala Sashana bhala CM nahanti
@PrasantaKumarSahoo-65
@PrasantaKumarSahoo-65 Месяц назад
@@SidharthMishra99 ତଥାପି ଆଗାମୀ ଦିନକୁ ଆଶା ରଖିବା positively, ଦେଖିବା କଣ କଣ ହେଉଛି.....?
@SidharthMishra99
@SidharthMishra99 Месяц назад
@@PrasantaKumarSahoo-65 taha ta thik
@gokulchandradas2507
@gokulchandradas2507 Месяц назад
ଆପଣଙ୍କ ଜରିଆରେ ନିବେଦନ କରୁଛିକି ନୂଆ cm ଙ୍କ କାନରେ ପକାନ୍ତେ କି ରାଜ୍ୟର ଉପାସନା ସ୍ଥଳ ମାନଙ୍କରେ ଉଚ୍ଚ ସ୍ବରରେ ବାଜୁ ଥିବା ଡାକବାଜୀ ଯନ୍ତ୍ର କୁ ନିଷିଦ୍ଧ କରାନ୍ତୁ,
@padmacharandash8249
@padmacharandash8249 Месяц назад
ଆଜ୍ଞା ନମସ୍କାର, ଗାଁ ନିର୍ମଳ ଧୋବାତୁଠରୁ ଜଣାପଡିଲା ଭଳି ବୋଧ ହୁଏ Bjd-Bjp ସରକାର ମୁଦ୍ରାର ଦୁଇପାର୍ଶ୍ବ ଭଳି । ଲାଗିଲାଣି ମୋହନ ସରକାର ମଧ୍ଯ ନବୀନ ଙ୍କ ଭଳି ଅତି ସ୍ବଛ ଶାସନ ଦେବେ ।
@BishnucharanRay-xy5ox
@BishnucharanRay-xy5ox Месяц назад
ନିର୍ଭୟ ଶନିବାର ଓ ରବିବାର ପ୍ରଚାର ହେବାକୁ ଓଡିଶା ବାସି ଚାହାଁନ୍ତି
@krupasagarpanda1970
@krupasagarpanda1970 Месяц назад
Right 👌💐
@shaktirana7273
@shaktirana7273 Месяц назад
Right 👍🏻🎉
@Manoranjansahoo34680
@Manoranjansahoo34680 Месяц назад
ଆଜ୍ଞା ନମସ୍କାର, ଆପଣଙ୍କର ଉପସ୍ଥାପନା ଖୁବ ମୂଲ୍ୟବାନ, ବର୍ତମାନ 2024 ଅଧା ହୋଇଛି ଏବଂ ମୋହନ ମାଝିଙ୍କ ସରକାରର ଆରମ୍ଭ, ଭାରତୀୟ ହକି ଫେଡେରେସନ ସହିତ ଅନୁବନ୍ଧ 2033 ପର୍ଯ୍ୟନ୍ତ ଥାଇ ସୁଦ୍ଧା ଖୁବ ତରବରିଆ ଭାବରେ ତାକୁ 2036 ପର୍ଯ୍ୟନ୍ତ ବଢାଇବା ଅତ୍ୟନ୍ତ ହାସ୍ୟାସ୍ପଦ ଆପଣଙ୍କ ସହିତ ମୁଁ ଏକମତ, ଧନ୍ୟବାଦ 👌👌👌
@girdharsahu3663
@girdharsahu3663 Месяц назад
କାହିଁ କିଛି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ହେଉନି
@ramachandrasahoo1921
@ramachandrasahoo1921 Месяц назад
ବହୁତ ସୁନ୍ଦର କଥା ଜୟ ଶ୍ରୀରାମ 🙏🚩🚩🚩
@TirtharajPanda
@TirtharajPanda Месяц назад
Jai Jagannath Very true and eye opening analysis Proud of U sir for showing mirror to the Government and Common people.
@laxmidharabarik2952
@laxmidharabarik2952 Месяц назад
ସାର୍ 🙏 ସମସ୍ତଙ୍କ ମତାମତ ପଢିବାକୁ ଅନୁରୋଧ କରୁଛି। କ୍ରୀଡା ଦୁର୍ନୀତିର ସିବିଆଇ ତଦନ୍ତ ହେବା ଦରକାର।
@brajakishorepadhi4022
@brajakishorepadhi4022 Месяц назад
ହକି ନାମରେ ଅର୍ଥ ହରିଲୁଟ କଲା ନବୀନ ପଟ୍ଟନାୟକ।
@kamarajjena5461
@kamarajjena5461 Месяц назад
👍ନବୀନ sir, ମୋହନ ସରକାର ଙ୍କ ପଦକ୍ଷେପ ଭୁଲ. ଆପଣ ଠିକ କହିଛନ୍ତି
@dr.purnendutripathy5263
@dr.purnendutripathy5263 Месяц назад
ଏକ ନୂତନ ସରକାର ଆସିଲାଣି ବୋଲି ଅନୁଭବ ହେଉନାହିଁ।ଭାଷଣ ରେ ହିଁ ସୀମିତ ସବୁ। ପରିବର୍ତ୍ତନ ଆଭାସ ହିଁ ନାହିଁ।ବବି ଦାସ ର ଘର ଭଙ୍ଗାରୁଜା ବନ୍ଦ କରାଯିବାକୁ କାହିଁକି ଭୟ କଲେ ସରକାର?
@ranginodia
@ranginodia Месяц назад
Kemiti heba bhai Remote ba delhi re achi
@chandrakantsutar2922
@chandrakantsutar2922 Месяц назад
Bobby should be arrested immediately for the lapses on his part
@bulusethy9220
@bulusethy9220 Месяц назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤
@prafullamohanty5557
@prafullamohanty5557 Месяц назад
Sir ଲାଗୁନି ଏ ସରକାର କିଛି କରି ପାରିବ। ଓଡ଼ିଆ ଲୋକ ମାନେ ଭକୁଆ ବନିଗଲେ।୫ ବର୍ଷ ବରବା ଦ୍ ହେଇଗଲା। ମହରଗ ରୁ ଯାଇ କନ୍ତର ରେ ପଡିଗଲେ। ଧନ୍ୟ ରେ ରାଜନେତା। ଧନ୍ୟ ତୁମର ସ୍ୱାଭିମାନ। ଛି ଛି।
@mituprdhan2020
@mituprdhan2020 Месяц назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻
@saratmishra7100
@saratmishra7100 Месяц назад
Well said and perfect analysis. ଯେମିତି ଜଣେ ମନ୍ତ୍ରୀ ଅବକାରୀ ସେବା ବନ୍ଦ ହେବ ବୋଲି ସର୍ବ ସାଧାରଣ ରେ କହିଲେ, ବିନା କ୍ୟାବିନେଟ୍ ନିଷ୍ପତି ରେ। ଖାଲି ଭାଷଣ ଜୋର ରେ ଚାଲିଛି। କାମ କାମ, ଯେତିକି ଭି ହେଉଛି, ପୁରୁଣା ecosystem ରେ।
@pramodkumarrout7641
@pramodkumarrout7641 Месяц назад
I request to Hon'ble Chief Minister,Odisha to watch every day the episode of Nirvaya Gumar Katha in the interest of the people of Odisha.
@sandhyaranimahanta8018
@sandhyaranimahanta8018 Месяц назад
right
@sandhyaranimahanta8018
@sandhyaranimahanta8018 Месяц назад
Fantastic , Excellent, Beautifully, Super , Amazing analysts
@Ajitpanda2739
@Ajitpanda2739 Месяц назад
ସାର ନମସ୍କାର ଦୟାକରି ଗୋଟିଏ ଟପିକ ରେ ନିୟୁଜ ପରିବେଷଣ ନ କରି କିଛି ରାଜ୍ୟ ର କିଛି ଦେଶର ଏବଂ ଓଡିଶା ର ବିଭିନ୍ନ ଜିଲ୍ଲା ର ଖବର ପରିବେଷଣ କଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି 🙏
@situn4377
@situn4377 Месяц назад
Sir nka problem hela ki se khali anti-BJD agenda topic upare charchaa karuchanti sabubele. Most of the "Gumara Katha" is either totally false or unproven
@ajitkumarpanda6388
@ajitkumarpanda6388 Месяц назад
୨୦୩୩ ତ ଆହୁରି ୮ ବର୍ଷ ବାକି ଅଛି,,,,,,,ତୁରନ୍ତ ନିଷ୍ପତି ପଛରେ କିଛି ତ ଅଛି,,,,,,,ଏ ଓଡ଼ିଶା କୁ ପ୍ରଭୁ ଜଗନ୍ନାଥ ହିଁ ଭରଷା,,,,,,,
@indiradutta5837
@indiradutta5837 Месяц назад
ମୋହନ ସରକାରଙ୍କ ଘରେ ନ ପଶୁଣୁ ଚାଳ ବାଜିଲାଣି ।ହେ କାଳିଆ ସାଆନ୍ତ ତାଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ ।
@anshumanbehera1593
@anshumanbehera1593 Месяц назад
Correct analysis. Write question must be questioned.
@surendranarayanpanda8021
@surendranarayanpanda8021 Месяц назад
ବର୍ତ୍ତମାନ ଓଡ଼ିଶାରେ ବିଜୁଜନତାଦଳ ବିରୁଦ୍ଧ ରେ ଓଡ଼ିଶାବାସୀଙ୍କ ଏତେ ପରିମାଣର ଅସନ୍ତୋଷ ଆଗରୁ କେବେ ଦେଖିନଥିଲୁ.
@manjupravamishra8000
@manjupravamishra8000 Месяц назад
ଜୟ ଶ୍ରୀ ଜଗନ୍ନାଥ 🌹🙏।
@deepanjalimohanty9756
@deepanjalimohanty9756 Месяц назад
ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻
@amitakar948
@amitakar948 Месяц назад
ଜୟ ଜଗନ୍ନାଥ 🙏🏿
@user-od2fs9gq4v
@user-od2fs9gq4v Месяц назад
ଜୟ ଶ୍ରୀ ଜଗନ୍ନାଥ
@sureshchandradash6900
@sureshchandradash6900 Месяц назад
5 ବର୍ଷ ମଧ୍ୟରେ କିଛି ଦେଖିପାରିବେ ନାହିଁ, ରାଧେ ରାଧେ ତୁମର ଅଧେ କୁ ଆମର ଅଧେ
@sushildash1265
@sushildash1265 Месяц назад
ବିଗତ ସରକାର ରେ ହକି ଖେଳ କୁ ନେଇ ଯେଉଁ ଦୁର୍ନୀତି ହୋଇଛି ତାହା ଉପରେ ଯଦି ବର୍ତ୍ତମାନର ମୋହନ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ସେ ରାଜ୍ୟବାସୀଙ୍କ ଆସ୍ଥା ହରେଇବା ସୁନିଶ୍ଚିତ ତଥା ଭୀଷଣ ଭାବେ ବଦନାମ୍ ହୋଇ କଳଙ୍କିତ ହେବେ,ଏଥିରେ ତିଲେମାତ୍ର ସନ୍ଦେହ ନାହିଁ।
@biswanathpadhy8371
@biswanathpadhy8371 Месяц назад
ଜୟ ନାରାୟଣ ମିଶ୍ର ଂକୁ home minister କରାଗଲେ ସବୁ investigation ହେବ।
@sarojpradhan830
@sarojpradhan830 Месяц назад
Jay Sri Rama Jay jay ❤❤❤❤❤❤❤
@nrusinghacharananpalai8034
@nrusinghacharananpalai8034 Месяц назад
ଜୟ ଜଗନ୍ନାଥ
@successodisha2581
@successodisha2581 Месяц назад
କିଛି ବି ତଦନ୍ତ ହେବନି । ନା ରଥ ଯାତ୍ରା ପୂର୍ବ ରୁ ନା ପରେ। ଆପଣ ଲେଖିକି ରଖନ୍ତୁ। ସବୁ ମିଳି ମିଶି ଚଳାଉଛନ୍ତି। ନା ଆପଣ ମାନେ କଣ କହୁଛନ୍ତି।😅😅😅😅
@baikunthabehera3971
@baikunthabehera3971 Месяц назад
MO MUNDA TINHA KARIDHELA .JUHAR
@biswajitsethi7008
@biswajitsethi7008 Месяц назад
ବହୁତ୍ ସୁନ୍ଦର ଏବଂ ତଥ୍ୟ ଭିତ୍ତିକ ବିଶ୍ଳେଷଣ କରିଛନ୍ତି ସାର୍.... ମୋହନ ସରକାର୍ ଆଗକୁ ଏହାର କଣ ତଦନ୍ତ କରୁଛନ୍ତି ଅପେକ୍ଷାରେ ରହିଲୁ
@thirdeye9492
@thirdeye9492 Месяц назад
ବିଜେପି ହେଉ କି ବିଜେଡି ଧାନ ନୁହଁ ସବୁ ଅଗାଡି 😄 ଗତାନୁ ଗତିକ ଧାରାରେ ଚାଲଇ ଶାସନ ପରାରେ ଧଣ୍ଡିଆ ହେଉ କି ତମ୍ପ ସମସ୍ତେ ଗିଳନ୍ତି ଥୋପ ବୃଥା ନ କରିବା ରୋଷ ସବୁ ସେ ଗାତର ଦୋଷ 😢😢😢
@manojpanda2956
@manojpanda2956 Месяц назад
ସାର୍ ଆପଣଙ୍କୁ ଧନ୍ୟବାଦ, ଯେତେ ଗୁମର କହିଲେ ବି ସରକାର ଙ୍କ ପରିଚୟ ଗୋଟିଏ, ମୋହନ ସରକାର ନିରବ କାହିଁକି କିଛି ବୁଝି ହେଉନି
@successfullife6722
@successfullife6722 Месяц назад
ଜୟ ଶ୍ରୀରାମ l🙏
@srinibashpanda9726
@srinibashpanda9726 Месяц назад
Jay Jagannath 🙏
@sureshpatel1309
@sureshpatel1309 Месяц назад
ଦୁର୍ନୀତି କୁ ବାହାର ନ କଲେ, ଏ ସରକାର କୁ ଦୁର୍ନୀତି ର ସମର୍ଥକ କୁହାଯିବ। ଏମାନଙ୍କୁ ମଧ୍ଯ ବାଟ ଦେଖାଇ ଦିଆଯିବ।
@padmanayak9883
@padmanayak9883 Месяц назад
ଜୟ ଜଗନ୍ନାଥ ନବିନ ବାବୁ ଆପଣ ସଠିକ୍ ବିଶ୍ଲେଷଣ କରି ସରକାର ଙ୍କୁ ଚେତାଉଥାନ୍ତୁ
@ashokkumarsahoo7041
@ashokkumarsahoo7041 Месяц назад
ଆଜ୍ଞ୍ୟା କହିବା କାହାକୁ ଶୁଣିବ କିଏ? ସମସ୍ତଙ୍କର ଜାତୀୟ ଚରିତ୍ର ପ୍ରାୟତଃ ସମାନ 😊
@surendranathlenka3599
@surendranathlenka3599 Месяц назад
ଆଜିର ବିଶ୍ଳେଷଣ ରୁ ମୋହନ ସରକାର କିଛି ଶିଖିବା ଉଚିତ। ପୂର୍ବ ସରକାରଙ୍କ ସମୟର ନିଷ୍ପତ୍ତି ର ସମୀକ୍ଷା କରି ଓଡ଼ିଶାର ସ୍ୱାର୍ଥରେ ହୋଇଥିବା ନିଷ୍ପତ୍ତି ବ୍ୟତୀତ ଅନ୍ୟ ନିଷ୍ପତ୍ତି ବାତିଲ ହେବା ଆବଶ୍ୟକ।
@prakashpanigrahi6393
@prakashpanigrahi6393 Месяц назад
ବିଜେଡି ସରକାରଙ୍କ ସବୁ କାର୍ଯ୍ୟ ବିଶ୍ବ ସ୍ତରୀୟ ହୋଇଛି ବୋଲି ଦଳ ଘୋଷଣା କରିଆସୁଥିଲା। ଦୁର୍ନୀତି କେମିତି ପଛରେ ପଡ଼ିଥାନ୍ତା। କିନ୍ତୁ ଏହା ମଧ୍ୟ ବିଶ୍ଵ ସ୍ଥରୀୟ।ଅବଶ୍ୟ ଏହା ଅଘୋଷିତ !
@trilochanpatnaik6321
@trilochanpatnaik6321 Месяц назад
ବିର୍ସା ମୁଣ୍ଡା hockey stadium ଯେପରି ଗିନିସ ବୁକ୍ ରେ ସ୍ଥାନ ପାଇଲା ଏ stadium ରେ ଯେତିକି ଦୁର୍ନୀତି ହେଲା ତାହା ମଧ୍ୟ ଗିନିସ ବୁକ୍ ରେ ସ୍ଥାନ ପାଇଥିବା କଥା।
@madhusudanchhachhan7405
@madhusudanchhachhan7405 Месяц назад
Good narration
@subhasishrout6859
@subhasishrout6859 Месяц назад
Jay Jagannath 🙏🙏 sir
@pratapchandrasamal2396
@pratapchandrasamal2396 Месяц назад
ସାର୍, ଦୟାକରି NEET ଦୁର୍ନୀତି ଉପରେ କିଛି କହିବେ କି। ଏଥିରେ ଓଡ଼ିଶା ସମେତ ପ୍ରାୟ 25 ଲକ୍ଷ ପିଲାଙ୍କର ଭବିଷ୍ୟତ ବନ୍ଧା ପଡ଼ିଗଲା। ସବୁ ଦୁର୍ନୀତି ଠାରୁ ମାରାତ୍ମକ ହେଉଛି ଶିକ୍ଷା ଆଉ ସ୍ବାସ୍ଥ୍ୟ ଦୁର୍ନୀତି।
@ashishbehera76
@ashishbehera76 Месяц назад
🙏Sir dayakari kahibeki kn pain jaynarayan mishra nku mantri karagala nahi
@rabindrarath9474
@rabindrarath9474 Месяц назад
ସାର ଆମେ ଆପଣଙ୍କ ଉପସ୍ଥାପନାରେ ସତପ୍ରତିଶତ ଏକମତ ପ୍ରଥମେ ମୁଖ୍ୟମନ୍ତ୍ରୀ 24ବର୍ଷର ଦୁର୍ନୀତିର ପେଡି ଖୋଲନ୍ତୁ ସିବିଆଇ ଇଡି ସମସ୍ତ ଦୁର୍ନୀତିର ତଦନ୍ତ କଲେ ଏ ଓଡିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବେ
@trilochanpatnaik6321
@trilochanpatnaik6321 Месяц назад
ମୋହନ ସରକାର ନିର୍ଭୟ ର ନବୀନ ଦାସ ବାବୁ ଙ୍କ ସନ୍ଦେହ ନିଶ୍ଚୟ ଦୂର କରିବେ ବୋଲି ଆଶା। ତେବେ ନବୀନ ଦାସ ବାବୁ ନବୀନ Pandian ଯୋଡିଙ୍କ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ଲାନ କୁଆଡେ ଅଛି ସେ ବିଷୟରେ କିଛି କହିବେ ବୋଲି ଆଶା।
@bmmedia6408
@bmmedia6408 Месяц назад
Jaya jagannath
@SibaPrasadPadhi-nw5rt
@SibaPrasadPadhi-nw5rt Месяц назад
U r right sir
@PuneshSenapati
@PuneshSenapati Месяц назад
ପରଦା ପଛରେ ବହୁତ କିଛି ଚାଲିଛି। ତିନି ମୁଖ୍ୟମନ୍ତ୍ରୀ ଉପ ମୁଖ୍ୟମନ୍ତ୍ରୀ ଓ କିଛି ବରିଷ୍ଠ ନେତୃତ୍ବ ଦିଲ୍ଲୀ ଯିବା ପଛରେ ବହୁତ ରହସ୍ୟ ରହିଛି।
@jayshreeramharharmahadev1108
@jayshreeramharharmahadev1108 Месяц назад
ଟିକେ ଟାଇମ ଲାଗିବ ଏବେ ମନ୍ତ୍ରୀ ମାନେ ନୂଆ ନୂଆ ମଲାଇ ଖାଉଚୋନ୍ତି ନା ବେଶୀ ଉତୁରି ପଡୁଚି ସେମାନେ ଆଉ କରିବେ କଣ୍ ବାକି ସରକାର ଚାହିଁଲେ ସବୁ ଚୁପ୍ ହେଇଯିବ
@netajidash9367
@netajidash9367 Месяц назад
ଏହିଭଳି ଚାଲିଲେ ଏ ସରକାର ଏକ ନିକମ୍ମା ସରକାର ବୋଲି ବାର୍ତ୍ତା ଯିବ।
@arunkumarprusty1968
@arunkumarprusty1968 Месяц назад
ମହାଶୟ, ନବୀନ ସରକାର ହୁଅନ୍ତୁ କି ମୋହନ ସରକାର, ବିଜେଡି ସରକାର ହୁଅନ୍ତୁ କି ବିଜେପି ସରକାର, ସେମାନେ ଜାଣି ରଖିବା ଦରକାର ଏକା ମାଘରେ ଶୀତ ଯାଏ ନାହିଁ।ଭୋଟରମାନଙ୍କ ପାଖରେ କମ୍ବଳ ସବୁବେଳେ ସୁରକ୍ଷିତ ଅଛି।ଯେତେବେଳେ ଶୀତ ଆସିବ ଭୋଟରମାନେ କମ୍ବଳକୁ ପାଣିରେ ଓଦା କରି ଧରାଇଦେବେ।
@pratappadhi8400
@pratappadhi8400 Месяц назад
ଶେଷରେ କ'ଣ ହେଲା, ଖାଅ ପିଅ ଆଉ ଯାହାକୁ ଦେବା କଥା ଦିଅ ନୀତି ଆପଣେଇନେଲେ ପରା😆
@manoranjanmalla1349
@manoranjanmalla1349 Месяц назад
ଜୟ ଶ୍ରୀ ଜଗନ୍ନାଥ 🙏 Sir, ଖାଲି ଚଉକି ରେ ବସି ଗଲେ ପରିବର୍ତ୍ତନ ହବ ନାହିଁ। ଗୁରୁ ଦାୟିତ୍ଵ ନେଇ ଛ ବୋଲି କହୁଛ କିନ୍ତୁ ମୂଳ କାରଣ ଯାହା ପାଇଁ ଲୋକେ ଭୋଟ ଦେଇଥିଲେ ତାହା ଭୁଲି ଯିବା କଥା ନାହିଁ। ଯାହା ସବୁ ଦୁର୍ନୀତି ହେଇଚି ତାକୁ ସବୁ ଲୋକ ଙ୍କ ସମ୍ମାନ ଙ୍କୁ ଆଣିବା କଥା। ନ ହେଲେ 5 ବର୍ଷ ବେଶି ଦିନ ନୁହେଁ। ଜୟ ଶ୍ରୀ ରାମ 🙏
@mahapatra787
@mahapatra787 Месяц назад
ନବୀନ ବାବୁ ଆପଣଙ୍କର ସମସ୍ତ episode ର ସମୀକ୍ଷା ଅତ୍ୟନ୍ତ databased। ଧନ୍ୟବାଦ ଆପଣ ଙ୍କୁ। ମୁଁ ଆପଣ ଙ୍କ ସମସ୍ତ episode ଦେଖେ। ହକି ପାଇଁ ଯାହା କଲେ ଯେମିତି ତରବରିଆ ଭାବେ କଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। BJD ସହ ଭିତିରିଆ ସମ୍ପର୍କ ଆଉ ନାହିଁ ତ। ନୀଳାଦ୍ରି ମହାପାତ୍ର
@SusantaBarik-ki2wz
@SusantaBarik-ki2wz Месяц назад
ସାର ମୋହନ ସରକାର ଖେଳକୁଦରେ ମନ ନଦେଇ କାମଖେତ୍ରରେ ଅଧିକ ସହଯୋଗ ଦରକାର ଜୁଵ ପିଲା ମାନେ ଵହୁତ ‌ଅସିଵିଦାରେ ଅଛନ୍ତି
@acharyaone7500
@acharyaone7500 Месяц назад
@chakradharmohanta8751
@chakradharmohanta8751 Месяц назад
ମୁନ୍ନାଭାଇ ଏମ୍.ବି.ବି.ଏସ୍ ର ମୁନ୍ନାଭାଇ ଭଳି ରୋଗୀ ସେବା କର। ମାତ୍ର ମୁନ୍ନାଭାଇ ଡାକ୍ତରୀ ପାଠ ପଢି ନ ଥିଲେ। ଏଣୁ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବିବୃତ୍ତିର ମୂଲ୍ୟ କ'ଣ ରହିଲା ??
@sureshchandradash6900
@sureshchandradash6900 Месяц назад
ଆଜ୍ଞା ଆପେକ୍ଷ କରନ୍ତୁ ହାତି ପାଡିବ ପାଡିବ ଫୁସ
@sureshmohapatra5091
@sureshmohapatra5091 Месяц назад
Best
@skdreamland8486
@skdreamland8486 Месяц назад
ଯେମିତି ଜୟ ନାରାୟଣ ଙ୍କ ସହ one 2 one episode କରିଥିଲେ ସେମିତି 1 ଏପିଶୋଡ ମୋହନ ମାଝି ଙ୍କ ସହ କରନ୍ତୁ
@GolakhabihariPuhan-gz9iy
@GolakhabihariPuhan-gz9iy Месяц назад
Dada 🎉🎉
@KushaRaut-eg1yr
@KushaRaut-eg1yr Месяц назад
ଭିତିରି ଭୟ ରେ ମୋହନ
@AshokPanda-qt4qn
@AshokPanda-qt4qn Месяц назад
Pura Mane Achhi Sir Seya Bhuli hebanahi Mon Oriya nkar Prabhab Odisare Ahata Amara Parampara re Parinata Heijeichhi JaiJaganath 🙏
@kastucharansahu6656
@kastucharansahu6656 Месяц назад
Right
@BHARATSAGAROFFICIAL
@BHARATSAGAROFFICIAL Месяц назад
ହକି ନାରେ କୋଟି କୋଟି ଟଙ୍କା ଲୁଟ ହେଇଛି
@KushaRaut-eg1yr
@KushaRaut-eg1yr Месяц назад
ଚିପାଙ୍ଗି ମାନେ ଘର ଦେଶ ଚଳେଇବେ କିଛି ଅସୁବିଧା ନାହିଁ ହେଲେ ସହରୀ ଲୋକ ର ବିଚାର ବିମର୍ଶ କରିବା ଜରୁରୀ
@lokanathdas5326
@lokanathdas5326 Месяц назад
ସରକାର ତୁରନ୍ତ କ୍ରିୟାଶୀଳ ହେଉ. କାରଣ ନିରବଛିନ୍ନ ଭାବେ ପଚିଶ ବର୍ଷ ହେଲା ଅପେକ୍ଷା ଥିଲା, ହେଲେ ବିଜେପି ସରକାର କୁ ଆସିବା ପରେ ଯେ ଆଉ ପଚିଶ ଦିନ ଅପେକ୍ଷା କରିହେବ ଏଭଳିଆ ଧର୍ଯ୍ୟ ଆଉ ନାହିଁ..
@sandhyaranimahanta8018
@sandhyaranimahanta8018 Месяц назад
ଠିକ କଥା
@sureshchandradash6900
@sureshchandradash6900 Месяц назад
ଏମାନେ କଂସାରୀ ଘରର ପାରା, ଢୋଲ ଶବ୍ଦ କିଛି ଶୁଭିବ ନାହିଁ
@padarbindasamal4365
@padarbindasamal4365 Месяц назад
Tamsha Chalichi
@basantapattnaik7812
@basantapattnaik7812 Месяц назад
ସାର ପ୍ରଣାମ 🙏🌹
@rabindarnathdash2512
@rabindarnathdash2512 Месяц назад
ସବୁ ଏକା ଭାଡିର ପାରା । କହିବା କାହାକୁ,କପାଳରେ ହାତ ମାରିବା ସାର ।
@user-hw7nh8iq8n
@user-hw7nh8iq8n Месяц назад
Birds of same feathers (Nabin & Mohan) flock together.
@bijayakumarchoudhury959
@bijayakumarchoudhury959 Месяц назад
ମୋହନ ବୋକା ନୁଁ ହ।କିଛି ସମୟ ପରେ ସେ ଯିବ, କିଛି କମାଇ କରି ପାରିବେନି।
@Dr.HrudanandaMishra
@Dr.HrudanandaMishra Месяц назад
Vineel Krisna is key officer who has done all corruption in hockey Cup match.
@pro10classes
@pro10classes Месяц назад
"ମୁଁ ନବୀନ ଦାସ ରୋକଠକ" ରେ କିଏ ମନେରଖିଛନ୍ତି??
@rabinarayanpradahan9380
@rabinarayanpradahan9380 Месяц назад
ଦଳ ଭର୍ତ୍ତି ପୋଖରୀ ରେ ପହଁରିଲା ଭଳି ମତେ ଲାଗୁଚି,,,,,😅
@sanjayapanda8176
@sanjayapanda8176 Месяц назад
ବେଶୀ କଥା କହୁଛୁ ରାମ ମନ୍ଦିର କଥା କହୁନାହାନ୍ତି କାହିଁକି.. ୱାଟର ଲିକେଜ ହୋଉଛି..
@chakradharmohanta8751
@chakradharmohanta8751 Месяц назад
Khamossssssss 👿
@Sahityapanda
@Sahityapanda Месяц назад
ଆଜ୍ଞା.... ନମସ୍କାର୍,........ କହିଲେ... କହିବ..... କହୁଚି। ମୋହନ ମାଝି ଯେବେ ତଦନ୍ତ ଆରମ୍ଭ କରିବେ 😂😂
@gurumohanty8208
@gurumohanty8208 Месяц назад
କେନ୍ଦୁଝରିଆ ମୋହନ କଣ ମୋଦି ଘରେ??? ଜମା ସପ୍ତାହେ ହେଇନି, କାଇଁ ଅଦାନୀ ଅମ୍ବାନୀ ଆଉ ଖଣି ରେ ପଶୁ ନାହାନ୍ତି ତ??? ସେ ଯୋଉଠି ରହିଲେ କାହାର କିଛି ଆପତ୍ତି ନାହିଁ ହେଲେ ଗୁଜରାଟ ମାଫିଆ ଖଣି ରେ ଯେମିତି ନ ପଶନ୍ତି 😂😅😊😢
@user-jd2br5dm1b
@user-jd2br5dm1b Месяц назад
Jai sriram
@rajalaxmimohanty1356
@rajalaxmimohanty1356 Месяц назад
ଓଡ଼ିଶା ରୁ କେତେ ଟଙ୍କା ଦିଆଯିବ 2033 ସୁଦ୍ଧା ଜଣାଇଲେ ଉପକୃତ ହେବୁ।
@ajitmohanty4777
@ajitmohanty4777 Месяц назад
ମୋହନ ସରକାର ଙ୍କ କାମ effective feel ହଉନି ....
@sandhyaranimahanta8018
@sandhyaranimahanta8018 Месяц назад
ଠିକ
@manasmandal4983
@manasmandal4983 Месяц назад
🎉🎉🎉
@GolakhabihariPuhan-gz9iy
@GolakhabihariPuhan-gz9iy Месяц назад
যুক্তরাজ্য
@gitanjalinath3030
@gitanjalinath3030 Месяц назад
l ହକିପାଇଁ କିଛି ଭିତ୍ତିଭୂମି ନଥାଇ ପ୍ରାୟୋଜକ ହେବା କେତେଦୂର ଠିକ.ଖେଳାଳି ବି ଜଣେ. ଆପଣ ଏମିତି କହୁଥିବେ ମୋତେ ଲାଗୁନି ଏଠି କିଛି ପରିବର୍ତ୍ତନ ହେବ
@UttamKumar-lv2vv
@UttamKumar-lv2vv Месяц назад
ଓଡ଼ିଶା 2 ଭାଗ ହେବା ଥୟ
@subashchandrabiswal8117
@subashchandrabiswal8117 Месяц назад
There may be and must be three players likely to be selected. Those three ate Naveen Pattnaik as Goalkeeper Pranab Das Defender end Bhairav Pandian as striker. If so happens Odisha may likely represent the HOCKEY WORLD CUP appart from India and Naveen able to replace DHYANCHAND for Bharat Kiel Ratna. This is the absolute truth of Naveen Reign. NABIN BHAI of NIRBHAY I salute you for your continuous effort to modify the sense of responsibility of the ODIA legacy. You get succeed and thank you again for your contribution to save Odisha and Odias self respect.
@narendrabarik9855
@narendrabarik9855 Месяц назад
Jagannatha Bharasa
@Ffffffeecvbutreerfhyhuj
@Ffffffeecvbutreerfhyhuj Месяц назад
ଆପଣ ଯେତେ କହିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ. ଲଙ୍କା କୁ ଯିବେ ଯୋଉ ଜନ, ସେସବୁ ରାବଣ ସମାନ.
@user-rz9gj6yj9b
@user-rz9gj6yj9b Месяц назад
Sir, there was 4 T in Odisha administration always. Time, Team work, Transformation and Transperancy except Technology. After introduction of Technology in administration it was called as 5 T by previous government. But unfortunately Transperancy in the administration was removed.
@ranjanjyotipattnaik8403
@ranjanjyotipattnaik8403 Месяц назад
2036 ବହୁ ଦୂରରେ, 🤣 ଏତେ ପ୍ରେମ କୁଆଡୁ ଆସିଲା ହକି ପାଇଁ... ମାତ୍ର୍ 7 ଦିନ ଭିତରେ? ନିଶ୍ଚିତ ପକେଟ matter ହେଇଥିବ 😮
@RadhakantaKar
@RadhakantaKar Месяц назад
ନୂଆ ସରକାର ର ମନ୍ତ୍ରୀମଣ୍ଡଳ ରେ କେବଳ ୩-୪ ଜଣଙ୍କୁ ଛାଡିଦେଲେ ବାକି ସମସ୍ତେ ଅଯୋଗ୍ୟ.. ମନ୍ତ୍ରୀପଦ ସମ୍ଭାଳିବା ର ଯୋଗ୍ୟତା ନାହିଁ କିନ୍ତୁ ନିଜକୁ ମୁଖ୍ୟମନ୍ତ୍ରୀ ଭଳିଆ ଭାବି ଖାଲି ମିଡିଆ ରେ ଭାଷଣ ମରୁଛନ୍ତି..
@sandhyaranimahanta8018
@sandhyaranimahanta8018 Месяц назад
right
@parthapatnaik
@parthapatnaik Месяц назад
BJP Government may not be bad like BJD but it's just average...
@janardanpanda5378
@janardanpanda5378 Месяц назад
ମତେ ଯେତେ ମାଠୁଛୁ ମାଠ୍ ମୁଁ ସେହି ଦର ପୋଡା କାଠ ସବୁ ଗୋଟିଏ ଲାଉର ମଞ୍ଜି
Далее
Insane Coffee trick EXPOSED 😱☕️ #shorts
00:20
Classic Italian Pasta Dog
00:20
Просмотров 1,7 млн
Congress In Hands Of Ajay - Srikant
5:39
Просмотров 12 тыс.
Odisha Power List 2016- FINAL EPISODE- Part III
26:07
Просмотров 939 тыс.