Тёмный
No video :(

Will Sankha Bhawan Be In Ruins Just Like Bobby's House ? | Nirbhay Gumara Katha 

Nirbhay
Подписаться 279 тыс.
Просмотров 150 тыс.
50% 1

Will Sankha Bhawan Be In Ruins Just Like Bobby's House ? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

25 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 600   
@susantkumarsahoo4967
@susantkumarsahoo4967 Месяц назад
ନିର୍ଭୟ ଗୁମୁରାକଥା ଓଡିଶା ପ୍ରଗିତର ପ୍ରଥମ ସୋପାନ.... 🙏🏻 ଜଗନ୍ନାଥଙ୍କ କୃପାରୁ ନିର୍ଭୟ ଦୀର୍ଘାୟୁ ହେଉ 🙏🏻🙏🏻🙏🏻🙏🏻
@subhrapradhan2987
@subhrapradhan2987 Месяц назад
Arrest kariba katha
@subassamal3986
@subassamal3986 Месяц назад
​@@subhrapradhan2987😊😊😊😊😊
@user-kt4sh2sm6s
@user-kt4sh2sm6s Месяц назад
ମାନ୍ଯବର ମୂଖ୍ଯମନ୍ରୀ ଙ୍କୁ ବିନମ୍ର ଅନୁରୋଧ ଅପଣ ନିର୍ଭୟତାର ସହିତ କଥାରେ ନୁହେଁ କାମରେ ଦେଖେଇଦିିଅନ୍ତୁ ଓଡ଼ିଆ ର ସାହାସ ପଣିଆ। ପ୍ରଭୁ ଜଗନ୍ନାଥ ଆପଣଙ୍କ ସହିତ ଅଛନ୍ତି।
@rahashyakatha9028
@rahashyakatha9028 Месяц назад
କେବଳ ଜୟନାରାୟଣ ମିଶ୍ର ହିଁ ଜଣେ ଟାଣୁଆ ମୁଖ୍ୟମନ୍ତ୍ରୀ ହେଇପାରିଥାନ୍ତେ କିନ୍ତୁ ସେ ଧର୍ମେନ୍ଦ୍ର ପ୍ରଧାନ କି ମୋଦିଜିଙ୍କ କଥା ବି ଦରକାର ପଡିଲେ ଶୁଣିନଥାନ୍ତେ ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲାନି 🙏
@truptiranjanmohakul5628
@truptiranjanmohakul5628 Месяц назад
Ekdum perfect
@jyotisankardandapat83
@jyotisankardandapat83 Месяц назад
Thik
@Sumankumar-kc5cm
@Sumankumar-kc5cm Месяц назад
Yes
@RankandhiJena-iq2sg
@RankandhiJena-iq2sg Месяц назад
ଏହି ଘଟଣା ରେ ଦିଏ ଢିପାର୍ଟ ଅଧିକାରୀ ଗିରଫ ହେବା ଉଚିତ୍।
@durgaprasadsamantaray7084
@durgaprasadsamantaray7084 Месяц назад
କି ସୁନ୍ଦର ଆହା କି ଆନନ୍ଦମୟ ଏହି ରାଜନୀତି ଖେଳ ପାଣ୍ଡିଆନ ଙ୍କର ଛତ୍ରଛାୟା ତଳେ ସବୁ କରୁଥିଲେ ଖୋଳ।
@tusarkantasahu1064
@tusarkantasahu1064 Месяц назад
👌
@chandrakantsutar2922
@chandrakantsutar2922 Месяц назад
Naveen is fully responsible for all this fuckin game of Pandu n BJD MLA's
@user-rz9gj6yj9b
@user-rz9gj6yj9b Месяц назад
ପ୍ରଦୀପ୍ତ ପାଣିଗ୍ରାହୀଙ୍କ ଝିଅ ର ଅଭିଶାପ ସାମନ୍ତ ବାବୁ ଓ ବବି ବାବୁ ଙ୍କ ଉପରେ ପଡ଼ିଲା।
@jayantakumarmohanty9050
@jayantakumarmohanty9050 Месяц назад
ପାପ ଅର୍ଜିତ ଧନ ବୋଲି କଷ୍ଟ ଲାଗୁନି..କଷ୍ଟ ଅର୍ଜିତ ଧନ ହୋଇଥିଲେ କେହି ଏମିତି ଭାଙ୍ଗି ଥାନ୍ତା....ଲୋକେ pm aabas ପାଇଁ ବିକଳ ହେଉଥିଲା ବେଳେ ନେତାଙ୍କ ଅସଲ ଚେହେରା ଦେଖନ୍ତୁ.....
@surendrasahoo7031
@surendrasahoo7031 Месяц назад
Babi ku direct action
@manoranjandasadvocatejourn2804
@manoranjandasadvocatejourn2804 Месяц назад
ସେମାନେ ଶୋଇପଡିଛୁନ୍ତି !! ବିଜେତି ଦଳର ବିଧାୟକ, ମନ୍ତ୍ରୀ, ସାଂସଦ ମାନେ ହଜାର ହଜାର କୋଟିର ମାଲିକ କିପରି ହେଲେ ଏହାର ଇଡି ସିବିଆଇ ଦ୍ୱାରା ତଦନ୍ତ କରାଯାଉ!!
@GaneshJena-mr1hf
@GaneshJena-mr1hf Месяц назад
ନୃଆ ମୁଖ୍ୟମନ୍ତ୍ରୀ ଏହାର ତୁରନ୍ତ ପଦକ୍ଷେପ ନେଲେ ଓଡ଼ିଶା ବାସୀ ଖୁସି ହେବେ।ଜୟ ଶ୍ରୀ ରାମ ।
@geetaranisamal6638
@geetaranisamal6638 Месяц назад
ଯାହା କହିଲେ ଆଜ୍ଞା ସତ୍ୟ। ଏମାନଙ୍କର ଅହଂକାର ହିଁ ପତନର ପ୍ରଥମ କାରଣ।
@ganeswarmahanta1254
@ganeswarmahanta1254 Месяц назад
ଗଢି ପୁଣି ଭାଙ୍ଗିବା,ଏ କେଉଁ ନ୍ୟାୟ।ଗୂଢ ରହସ୍ୟ ଅଛି।ସି ବି ଆଇ ତଦନ୍ତ କରିବା ଦରକାର।
@kishorechoudhury7844
@kishorechoudhury7844 Месяц назад
ମୋତେ ମୋହନ ସରକାର ଙ୍କ ସାଇଲେନସ୍ ଆଶ୍ଚର୍ଯ୍ୟ କରୁଛି। କିଛି ଆକ୍ସନ ଦେଖାଯାଉନି।
@geetaranisamal6638
@geetaranisamal6638 Месяц назад
ଏମାନଙ୍କୁ ଘୋଷାରି ଘୋଷାରି ରୋଡ ରେ ନେବା କଥା। ନହେଲେ ଏ ଦୁଇଟାଙ୍କ ବେକରେ ଜୁଆଳି ପକାଇ ଖରାରେ ବିଲରେ ହଳ କରାଇବା ଦରକାର।
@Jagannath-oc9ht
@Jagannath-oc9ht Месяц назад
ଟିକିଏ ମିଶାଇ ଦେଉଛି ଘୋସାଡି ଘୋସାଡି ରୋଡରେ ' ପିଟି ପିଟି ' ନେବାକଥା। ଜନତାଙ୍କ ଅର୍ଥ ଅପବ୍ଯୟ କହିଲେ ଭୁଲ ହେବ ଲେଟ୍ରିନ୍ ରେ ଫୋପାଡି ଦେଉଥିଲେ ।
@duryodhankhatua1809
@duryodhankhatua1809 Месяц назад
ନୁଆ ମୁଖ୍ୟମନ୍ତ୍ରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେବା ଉଚିତ।
@basantapattnaik7812
@basantapattnaik7812 Месяц назад
ମୁଖ୍ୟମନ୍ତ୍ରୀ ଆଦେଶ ଦେଲାବେଳକୁ ପ୍ରମାଣ ନଷ୍ଟ କରୀ ଦେଇଥିବ ବବି ଦାସ l
@nilamanipradhan2382
@nilamanipradhan2382 Месяц назад
​@@basantapattnaik7812to be the best of your e 27:34
@surendrasahoo7031
@surendrasahoo7031 Месяц назад
Immediately quick action CM
@ajitkumarpanda6388
@ajitkumarpanda6388 Месяц назад
CBI ତଦନ୍ତ ହେଲେ ସବୁ କିଛି ଲୋକ ଲୋଚନ କୁ ଆସିବ,,,,,କିଏ ଠିକ୍ କିଏ ଭୁଲ,,,,,,ସରକାର କାହିଁ କି ନୀରବ,,,,,
@Lipun-Das-DirectShot
@Lipun-Das-DirectShot Месяц назад
ଆଉ ବାଳ ଥିବ ଯେ ସୁନୁପମ୍ପୁଡି ଖାଇବ ? ଏମାନେ ଗିରଫ କଲା ବେଳକୁ BABI washing machine ରେ ଗାଧୋଇ ସାରିଥିବ 😁😁😁
@bishnucharnrana3282
@bishnucharnrana3282 Месяц назад
ପୂର୍ବତନ ମୁଖ୍ୟ ଶାସନସଚିବ ଶ୍ରୀ ସହଦେବ ସାହୁ ଏ କ୍ଷେତ୍ରରେ ବାସ୍ତବିକ୍ ଆଇନର ଦିଗ ଦେଇ ଯାହା କହିଛନ୍ତି ତାହା ଏକଦମ୍ ସତ୍ୟ ।।
@prafullamohanty5557
@prafullamohanty5557 Месяц назад
ଜୟ ନାରାୟଣ ମିଶ୍ରଙ୍କୁ ମୁଖ୍ୟ ମନ୍ତ୍ରୀ କରିବା ର ଥିଲା। ସବୁଠି କ୍ ହୋଇଥାନ୍ତା।
@saratmishra7100
@saratmishra7100 Месяц назад
ଆଜ୍ଞା, ନମସ୍କାର। ଘଟଣାର 24ଘଣ୍ଟା ହେଇଗଲାଣି। ଏ ନୂଆ ସରକାର ଏ ବାବଦରେ କଣ ପଦକ୍ଷେପ ନେଲେଣୀ। Ex chief secretary ମାନନୀୟ ସହଦେବ ସାହୁ ନିୟମ ବିଷୟରେ media ରେ ଅବଗତ କଳା ପରେ, ଏପର୍ଯ୍ୟନ୍ତ ବବି ବାବୁ କାହିଁକି arrest ହେଉନାହାନ୍ତି ଓ GA department ର ସର୍ବୋଚ୍ଚ ଅଧିକାରୀଙ୍କୁ କାହିଁକି suspend କରିନାହାନ୍ତି ??? ସନ୍ଦେହ ଲାଗୁଛି।। ଏ ସରକାର ସକ୍ଷମ ତ ???? Jay Shriram.
@SMILECREATIONZ-2010
@SMILECREATIONZ-2010 Месяц назад
କ୍ରୀତଦାସର ଏତେ ହେଲେ , ହାକିମ ର କେତେ ...?
@susantasahoo9544
@susantasahoo9544 Месяц назад
GA ବିଭାଗ ଅଧିକାରୀ ମାନେ ବବି ବାବୁଙ୍କ ସେ ରଙ୍ଗ ମହଲାରେ ମାନସିକ ଓ ଶାରିରୀକ ସୁଖ ତଥା ଆନନ୍ଦ ଅନୁଭବ କରୁଥିଲେ ।ତେଣୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।ଯଦି ବିଜେପି ସରକାର ସାହସ ଯୁଟାଇ କାର୍ଯ୍ୟାନୁଷ୍ଠାନ ନେବେ ଜନତା ଖୁସି ହେବେ ।
@durgamadhabmishra6347
@durgamadhabmishra6347 Месяц назад
ଏବେ pandian ଓ ନବୀନ ବାବୁଙ୍କ ମହଲ ଏବଂ ଶଙ୍ଖ ମହଲ ରେ ହୋଇଥିବା construction ବିଷୟରେ ତଦନ୍ତ ହେବା ନିହାତି ଅନାବଶ୍ୟକ ।
@SurendraHarijan-ly3qg
@SurendraHarijan-ly3qg Месяц назад
ଆଜ୍ଞା ନମସ୍କାର. ଯା ଜଣା ପଡୁଛି ବବି ଭବନ ନାଇଁ . ବିଜେଡି ରଙ୍ଗ ସାଲା ଭବନ କଇଲେ ଭଲ ହବ. ଓଡିଶା କୂ ଲୁଟି ଆରାମ ଓଏସ କରୁଥିଲେ. ଆଉ କେତେ ଦିନ ମୋହନ ସରକାର ଆମେ ଓଡ଼ିଶା ବାସି ଅନେଇକି ଅଛୁ ଆପଣଙ୍କୁ.😊
@dhaneswardas548
@dhaneswardas548 Месяц назад
ଜୟ ନାରାୟଣ ମିଶ୍ର ମୁଖ୍ୟ ମନ୍ତ୍ରୀ। ହୋଇ ଥିଲେ ବର୍ତ୍ତମାନ ର ପରିସ୍ଥିତି ଅଲଗା ପ୍ରକାରର ହୋଇଥାନ୍ତା..
@suryakantadash7624
@suryakantadash7624 Месяц назад
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟ ଚୁପ ନ ରହି ସମସ୍ତ ଦୁର୍ନୀତି, ବ୍ୟଭିଚାରୀ, ଲୁଟେରା ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେଇ ଇଡି, ସିବିଆଇ ଲଗାନ୍ତୁ,, ପୁରୁଣା ସଚିବ ଅଫିସର ଙ୍କୁ ହଟାନ୍ତୁ
@tunapallei1017
@tunapallei1017 Месяц назад
ଵବି କୁ ଵାଵୁ କହିଲେ ଆପଣ ଙ୍କୁ ଓଡିଶା ବସୀ ପସନ୍ଦ କରିଵେନି ପାଣ୍ଡୁ ପରି ଅଳଙ୍କାର ଦିଅନ୍ତୁ ନଚେତ ଵଵିଚାକର କୁହନ୍ତୂ
@srtsahoo2862
@srtsahoo2862 Месяц назад
ସେ ବଙ୍ଗଳା କୁ ନ ଭାଙ୍ଗି ଆମ ମୁଖ୍ୟ ମନ୍ତ୍ରୀ ଙ୍କୁ ALLOT କରାଯାଉ
@udayalima9094
@udayalima9094 Месяц назад
ଆପଣଙ୍କ ଏପିସୋଡ଼ ମୁଁ ସବୁ ବେଳେ ଶୁଣେ. ବହୁତ ଭଲ ଲାଗେ ସ୍ବଷ୍ଟ ସାହିତ୍ୟ ଭାଷା ତାଜା ଖବର. ଧନ୍ଯବାଦ ମହାଶୟ ଜୟ ଜଗନ୍ନାଥ🙏
@santoshkumarsahu6586
@santoshkumarsahu6586 Месяц назад
Mun Bi Pratidina Dekhithye Jou Dina SirNkar Episode Nadiyanti Mora Khaibata Petare LalaHoijaye Nidabi Hueni.
@tusarkantasahu1064
@tusarkantasahu1064 Месяц назад
ଏମାନେ କୁଆଡେ କହୁଥିଲେ ସାସନ କୁ ଆସିଲେ ଡବଲ ଇଞ୍ଜିନ ହେବ,... ମାନେ ଅଧିକ ଶକ୍ତିଶାଳୀ... ଯୋଗୀ ଙ୍କ ପରି ବୁଲ ଡୋଜର ଚାଲିବ.. କ୍ରିମିନାଲ୍ ମାନଙ୍କୁ ଏନ୍ କାଉଣ୍ଟର,... ଅନିଲ କପୁର ପରି ତୁରନ୍ତ ପଦକ୍ଷେପ ଅନ୍ ଦି ସ୍ପଟ.... ଭାଷଣ ଓ ଭରସା ବଡ ବଡ କିନ୍ତୁ ଫଳ ଶୂନ ଭଳି ଆନୁମାନ ହେଉଛି... ହୋଇ ହୋ ବହୁମତ ରେ ଶାସନ ଦାୟିତ୍ବ ପାଇଲ, ପୁଲିସ, ପ୍ରଶାସନ, ପାବାର, କ୍ଷମତା, ଜନସମର୍ଥନ ସବୁ କିଛି ପାଇ ସାରିଲା ପରେ ସବୁ ଜାଣି ନ ଜାଣି ବା ଭଳି ଅଭିନୟ କରିବା ପଛରେ କଣ ସ୍ୱାର୍ଥ ରହିଲା..? ମିଡିଆ ଜାଣି ପାରୁଛି, ଗ୍ରାମାଞ୍ଚଳର ପବ୍ଲିକ୍ ଜାଣି ପାରୁଛି କିନ୍ତୁ ସରକାର ଏଥିନେଇ କିଛି ଠୋସ୍ ଜାଣି ପାରୁ ନାହାନ୍ତି.... ଶେଷରେ ଏମିତି କହିବେ କି.. ଆଇନ୍ ତା ବାଟରେ ଯିବ....
@kishoresatapathy1990
@kishoresatapathy1990 Месяц назад
ନିର୍ଭୟ କୁ ଧନ୍ୟ ବାଦ
@ajoyabag6529
@ajoyabag6529 Месяц назад
ଘୁଷୁରୀ ମୁହାଁ, ମୁଖପାତ୍ର କୁଆଡେ ଗଲେ ?
@trilochanpatnaik6321
@trilochanpatnaik6321 Месяц назад
ବବି ବାବୁ ଙ୍କ ସରକାରୀ ଘର is equal to the ସାରଥୀ ବାବା ଙ୍କ ଆଶ୍ରମ of kendrapara. So the posting of ବବି ବାବୁ can be the same place where ସାରଥୀ ବାବା was posted.
@debendradhal5935
@debendradhal5935 Месяц назад
ଆପଣଙ୍କୁ ଅଶେଷ ଧନ୍ୟବଦ
@Katak_Dk
@Katak_Dk Месяц назад
GA ବିଭାଗକୁ ବିଭାଗୀୟ ମନ୍ତ୍ରୀ ସବୁ ଭଙ୍ଗାରୁଜା ବନ୍ଦ କରିବା ପାଇଁ ଆଦେଶ ଦିଅନ୍ତୁ ଏବଂ ତଦନ୍ତ ପାଇଁ ଆଦେଶ କରନ୍ତୁ ଦୟା ଦେଖେଇଲେ ଲୋକେ ବୁଝିବେ ଭିତରେ ସେଟିଂ ଏବେ ବି ଚାଲିଚି
@projectronics
@projectronics Месяц назад
ଅଧଘଣ୍ଟା ର ଅଧ୍ୟାୟ ହେବାପରେବି କମ୍ ଲାଗୁଛି, ଆଉ ଟିକିଏ ଅଧିକ ସମୟ କଲେ ଭଲ ହୁଅନ୍ତା
@BishnucharanRay-xy5ox
@BishnucharanRay-xy5ox Месяц назад
ସରକାରୀ ଘର ଠାରୁ ମାତ୍ରା ଅଳ୍ପ ଦୂରରେ ନିଜର ଘର ଥିଲାବେଳେ ସରକାରୀ ଘରେ କୋଟି କୋଟି ଟଙ୍କା ଖାର୍ଚ୍ଚ କରି ପୁଣି ଭାଙ୍ଗିବା କଣ ଆବଶକ୍ୟ ଅବିବାହିତ ବବି ବାବୁ ଙ୍କର
@subhrapradhan2987
@subhrapradhan2987 Месяц назад
Nija ghare rangashala karithile bhala heithanta
@sachikantasahoo6981
@sachikantasahoo6981 Месяц назад
ବବି ଅବିବାହିତ ???? Are you sure ??
@bbiswal9812
@bbiswal9812 Месяц назад
ଚ଼ାକର (ସୂର୍ଯ୍ୟପାତ୍ର) ଓ କ୍ରୀତ ଦାସ ବିଜେଡିର ବଡ଼ଉପାଧି
@sunakarsamantaray9737
@sunakarsamantaray9737 Месяц назад
ଲେଲିନ ମହାନ୍ତି ଟିକେ ମୁଁହ ଖୋଲନ୍ତୁ ।
@user-qv4hd2bq9f
@user-qv4hd2bq9f Месяц назад
Lenin bhalia kuji neta sei ghara bhitar ku jai thine ki nahin doubtful😂
@soumyajitpradhan8042
@soumyajitpradhan8042 Месяц назад
ଭଲ information ଗୁଡ଼ିକ share କରୁଥିବାରୁ ଅନେକ ଧନ୍ୟବାଦ୍। ହେଲେ beby babu ଜେଲ୍ କେବେ ଯିବ।
@surendrasahoo7031
@surendrasahoo7031 Месяц назад
Raj drohi ku baby babu. Kahiba thiki nuhain
@soumyajitpradhan8042
@soumyajitpradhan8042 Месяц назад
ରାଜଦ୍ରୋହି ଓ bjd ର ଚମଡା ବେପାରୀ କୁ ତୁରନ୍ତ ଗିରଫ କରାଯାଉ।
@bipracharanjena2736
@bipracharanjena2736 Месяц назад
କ୍ରୀତଦାସ କିପରି ଏଭଳି ଉଆସରେ ଥିଲେ
@dinabandhuprusty3568
@dinabandhuprusty3568 Месяц назад
କଲା କର୍ମ ର ଫଳ ଭୋଗିବାକୁ ପଡିବ ବବିଙ୍କୁ, କାରଣ ନିଜ ଗୋଡ଼ ରେ ନିଜେ କୁରାଢ଼ୀ ମାରୁଛନ୍ତି, କେଉଁ ଦଳ ବି ପିଠିରେ ପଡିବେ ନାହିଁ
@bmn2568
@bmn2568 Месяц назад
ବବି ଦାସ ଙ୍କ ଏତେ ଦୁର୍ନୀତି ସତ୍ୱେ ମୋହନ ସରକାର ଚୁପ କାହିଁକି? ଆଶ୍ଚର୍ଯ୍ୟ ଲାଗୁଛି ସରକାର ତୁରନ୍ତ ଏହାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
@sibaprasadkhadanga4375
@sibaprasadkhadanga4375 Месяц назад
ବିଜେପି ର ନେତା, ମନ୍ତ୍ରୀ ମାନେ କଣ ନିର୍ଭୟ ଗୁମର କଥା ଦେଖୁନାହାନ୍ତି କି ? ତେଵେ ସବୁଜାଣି ମଧ୍ୟ ମୌନ ଅବତାର ଧାରଣ କରିଛନ୍ତି କାହିଁକି ?
@ratankumarmohanty5121
@ratankumarmohanty5121 Месяц назад
ନବୀନ ସରକାର ର କଳଙ୍କିତ ଶାସନର ଗୁମର ଖୋଲୁଥିବା ରୁ ନିର୍ଭୟ କୁ କୋଟି କୋଟି ଧନ୍ୟ ବାଦ ଜଣାଉଛୁ।
@debarajsarangi8819
@debarajsarangi8819 Месяц назад
ବିଜେପି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନ୍ତୁ ,ଲୋକେ ଉତ୍କଣ୍ଠର ସହ ଅପେକ୍ଷା କରିଛନ୍ତି ।
@trilochanpatnaik6321
@trilochanpatnaik6321 Месяц назад
ବବି ବାବୁ କଣ ସରକାରୀ ଘରେ ଯାହା କଲେ ତାହା over night ହେଇଥିଲା କି? ଯଦି ନୁହେଁ ସେ ସମୟର ସରକାର ଓ GA department ର building ଦାୟିତ୍ଵ ରେ ଥିବା ଅଫିସର ମାନେ କାହିଁକି ଆଖି କାନ ବନ୍ଦ କରିଥିଲେ ଏତେଦିନ ପର୍ଯ୍ୟନ୍ତ? ଏହା ପଛର ରହସ୍ୟ ଅନୁସନ୍ଧାନ କରିବା ଉଚିତ ହେବ।
@user-kt9nv9fd5j
@user-kt9nv9fd5j Месяц назад
Sir why Mohan Majhi is sitting quite ? We demand before CM to take strong action against GA officials first.
@sudhansugantayet2786
@sudhansugantayet2786 Месяц назад
Absolutely correct
@RanjanKumar-mx1ki
@RanjanKumar-mx1ki Месяц назад
ମୋର ଯାହା ଧାରଣା ବର୍ତ୍ତମାନ ର ସରକାର ଏପରିକା ରାଜନେତା ଓ ବଡ ବଡ ବାବୁ ମାନଂକୁ ଜେଲରେ ନ ପୁରେବାର କାରଣ ହେଉଛି ଯେ ଜେଲ ରେ ଜାଗା ପର୍ଯ୍ୟାପ୍ତ ପରିମାଣ ରେ ନାହିଁ କିମ୍ବା ଅମିତ ସାହା ଙ୍କ ଆଦେଶ କୁ ଅପେକ୍ଷା କରିଛନ୍ତି l କାରଣ ସବୁ ସରକାରୀ ଦପ୍ତର ରେ ଏ ଘୋଟଲା ଓ ଦୁର୍ନୀତି ବରପୁର ହୋଇଛି l
@brajabandhusahoo6043
@brajabandhusahoo6043 Месяц назад
ନବୀନ ବାବୁ ଏ ଜନ୍ମରେ ତାଙ୍କ ପାପର ପ୍ରାୟଶ୍ଚିତ କରିପାରିବେ ନାହିଁ ଅତି କମରେ ଶହେ ଜନ୍ମ ଲାଗିବ, ଶାସ୍ତ୍ର କହେ ରାଜ୍ୟର ପାପ ରଜାମୁଣ୍ଡରେ. ଜୟ ଜଗନ୍ନାଥ.
@acharyauniversaltube7757
@acharyauniversaltube7757 Месяц назад
GA Department କୁ ସାବାଡ କରାଯାଉ। ଅଧିକାରୀ ମାନଙ୍କ ର ସମ୍ପତ୍ତି ବ୍ୟାଜାପ୍ତ କରାଯାଉ। ସେମାନଙ୍କୁ କୋଟିଏ କୋଟିଏ ଟଙ୍କାର ଜୋରୀମାନା ଭରିବାକୁ କୁହାଯାଉ। ଆଜିକାଲି ତ କୋଟିଏରୁ ତଳକୁ କେହି ଯାଉନାହାନ୍ତି।
@LUCIFER-kx3sy
@LUCIFER-kx3sy Месяц назад
Sabuthu bada katha hela BJP b chup achi...
@BibhutiBhusan-nh2tw
@BibhutiBhusan-nh2tw Месяц назад
ବବି ଓ ପାଣ୍ଡିଆ ଦୁଇ ଜଣଙ୍କୁ ଝାରପଡା ଜେଲକୁ ପ୍ରଥମେ ପଠାଯାଉ। ସରକାରୀ ଘର ନା ବାପର ସମ୍ପତ୍ତି। ଏଇ ଅପାଠୁଆଙ୍କୁ ଶାସନ ଭାର ଦେବା ମାଙ୍କଡ଼ ହାତରେ ଶାଳଗ୍ରାମ।
@debarajsarangi8819
@debarajsarangi8819 Месяц назад
ବହୁତ ସୁନ୍ଦର ,ନିଚ୍ଛକ ସତ୍ୟ ଘଟଣା
@JhasaPradhan-bi5bv
@JhasaPradhan-bi5bv Месяц назад
ମାଡ ଦରକାର ବିଜେଡିର ନେତାଙ୍କୁ😊😊
@avimanyubag7268
@avimanyubag7268 Месяц назад
ବୋଧେ କାହାକୁ ତଦନ୍ତ ଦାୟିତ୍ବ ଦେବେ ବିଚାର କରି ପାରୁନାହାନ୍ତି,କାହିଁକି ନା ଖଜୁର ଗଛ ମୂଳରୁ ପାହାଚ ପାହାଚ ।
@padmalayaprusty4526
@padmalayaprusty4526 Месяц назад
ଦେଢକୋଟି କି କେତେର ଗୋଟିଏ ରୋଷେଇ ଘର କଥା ବି ଶୁଣିବାକୁ ମିଳୁଛି
@roshnimohapatra2797
@roshnimohapatra2797 Месяц назад
ଜୟ ଶ୍ରୀଜଗନ୍ନାଥ ........ କୋଳି ଖାଇ କୋଳି ମଞି ପୋତି ବାବୁ ଭାବିଥିଲେ ନେତାହେଇ, ଚବିଶ ରେ ପୁଣି ଶାସକ ସାଜିଣ ସବୁ ପାପ ଦେବେ ଧୋଇ ....... ଧନ୍ୟ ରେ ଅମଣିଷ ନେତାଗଣ ଛି ......ଛି ତୁମ୍ଭର ନେତାଗିରି.....
@amitakar948
@amitakar948 Месяц назад
ବୋହୁତ ସୁନ୍ଦର ଉପସ୍ଥାପନା କଲେ ରାଜନୀତି ଦଳ କୁ ନେଇ ସମୟ କହିବ କଣ ହେବ ସେ ସମୟ କୁ ଅପେକ୍ଷା
@madhumahanta4307
@madhumahanta4307 Месяц назад
ସାର ଆମେ ତୋ ଖାଲି ଶୁଣୁଥିଲେ ଆପଣ ମାନେ ଖୁସିତ ଶୁଣୁ ଥିଲୁ ହେଲେ ଏପଟେ 2 କୋଟି କାରବାର
@bhubanmohanty3853
@bhubanmohanty3853 Месяц назад
ସରକାରୀ ପଇସାର ନିଛୁକ ଧ୍ୱସ୍ଂ ର ଗୋଟେ ଉଦାହରଣ
@rajendrapanda39
@rajendrapanda39 Месяц назад
ମାନ୍ୟବର ମୁଖ୍ୟମନ୍ତ୍ରୀ ଏବାବଦରେପଦେ କହୁନାହାନ୍ତି କାହିଁକି?
@netajidash9367
@netajidash9367 Месяц назад
ଦି' ଗାଲରେଏତେ ଜୋରରେ ଥାପ୍ପଡ଼ ଟା ବାଜିଛି ଯେ ବାକ୍ ଶକ୍ତି ହରେଇ ବସିଛନ୍ତି। ଗୁଙ୍ଗା ହେଇ ଯାଇଛନ୍ତି।
@bijaypanda5021
@bijaypanda5021 Месяц назад
ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଅନୁରୋଧ, ଅୟମାରମ୍ଭ ଶୁଭାୟ ଭବତୁ 🎉🎉🎉
@sanjayananda6071
@sanjayananda6071 Месяц назад
BJD ମୁଖପାତ୍ର ଲୁଙ୍ଗି ପିନ୍ଧି ପଲଙ୍କରେ ଶୋଇ ବବିଙ୍କ ଘର ବାବଦରେ press meet ଡାକିବେ। କାରଣ ସେମାନେ ସ୍ୱଚ୍ଛ।
@brajabandhusahoo6043
@brajabandhusahoo6043 Месяц назад
ଜୟନାରାୟଣ ମିଶ୍ରଙ୍କୁ ଗୃହ ମନ୍ତ୍ରୀ କରବା ଦରକାର ସେ sabaad କରପରିବେ.
@prafullakumarsahoo2639
@prafullakumarsahoo2639 Месяц назад
ନବିନଜୀ ବିଜୁବାବୁଙ୍କ ଔରସରୁଜାତ ହେଲାପରି ଜଣାପଡୁନାହି।ଡିଏନଏ ଟେଷ୍ଟ ହେବାର ଥିଲା।ଭଲରେ ନଜାଣି ଆମେ ବୋକାଗୁଡା ତାଙ୍କୁ ଭୋଟ୍ ଦେବାରେ ଲାଗିଥିଲୁ।ଲୋକଟା ଏଡେ ସାଙ୍ଘାତିକ?ଏତେ ଅବିବେକୀ?ଓଡିଶାଟାକୁ ନଷ୍ଟ କରିଦେଲା।
@prafulasingh2267
@prafulasingh2267 Месяц назад
ଆପଣଙ୍କ ବିଶ୍ଳେଷଣ ବହୁତ ସତ୍ୟ ଓ ଆକର୍ଷଣୀୟ । ସମୟକୁ ଅପେକ୍ଷା କରିଥାଉ ।କୁଆଡେ଼ ଗଲେ ଗଉରୀ ନାନୀ ନାଁ ନାଁ ନାଗ ନାନୀ , ତାଙ୍କର ଏବେ ବାହାରିବାର ସମୟ ହେଲାଣି ନାଁ ଆହୁରି ଡେରି ଅଛି , ।
@baikunthnathsahoo1259
@baikunthnathsahoo1259 Месяц назад
ଯେଉଁମାନେ ଏ ଆଖଡରେ ଭାଗିଦାରି ଅଛନ୍ତି ସମସ୍ତଙ୍କୁ ଧରି ଭିତରେ ପୁରେଇ ଦିଅନ୍ତୁ ନୂଆ ସରକାରଙ୍କୁ ଆମ ଅନୁରୋଧ ।
@narayanmahapatra3102
@narayanmahapatra3102 Месяц назад
ଅନେକ ଅନେକ ଧନ୍ୟବାଦ ଏଇ ନିଚ୍ଛକ ନିର୍ଭୀକ ବିଶ୍ଳେଷଣ ଲାଗି। 15 ତାରିଖ ପୂର୍ବରୁ ମୋହନ ସରକାର ସେ ଘର ଜବତ କରିବା ଦରକାର।
@saratsahoo268
@saratsahoo268 Месяц назад
ଈଛନ୍ତି ଦାମ୍ଭିକ ରଖିବାକୁ ହସ୍ତେ ସମସ୍ତଙ୍କ ଭାଗ୍ୟ ଡୋରି ନିଜ ଭାଗ୍ୟ ଡୋରି କାଳ ହସ୍ତେ ଥାଏ ହେଲେ ଦିଅନ୍ତି ପାଶୋରି
@prasantasahu4737
@prasantasahu4737 Месяц назад
ନିର୍ଭୟ ଏକ ନିରପେକ୍ଷ ନ୍ୟୁଜ ଓ ଏହା ମୋର ପ୍ରଥମ ପସନ୍ଦ ର ନ୍ୟୁଜ ନବୀନ ଦାସ ଙ୍କ ସତ ସାହସ କୁ ମୁଁ ପ୍ରଣାମ କରୁଛି
@budhadityapradhan8001
@budhadityapradhan8001 Месяц назад
Powerful corruption in Bjd rule
@gajendranathjena356
@gajendranathjena356 Месяц назад
ନୂଆ ମୋହନ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରନ୍ତୁ ବବି ପ୍ରଣବ ପ୍ରକାଶ ଦାସ ଘରଉଙ୍ଗା ଏବଂ ପାଣ୍ଡିଆର CBI ତଦନ୍ତ ଆଇନ କଠରେ ହେଉ ତଦନ୍ତ ଜେଲ ପଠାଅ😢😅😂😊😅😮😢
@PrabodhaReformation
@PrabodhaReformation Месяц назад
🙏ନିର୍ଭୟ ପୋଗ୍ରାମର ସତ୍ୟ ଉପସ୍ଥାପନା ସମସ୍ତଙ୍କୁ ନିର୍ଭୟ କରିବାରେ ସହାୟକ ହେଉଛି ! ଏମିତି ପୋଗ୍ରାମ ଆଗକୁ ଜାରି ରହୁ ! ସୁନ୍ଦର ଉପସ୍ଥାପନା 🙏ଜୟଜଗନ୍ନାଥ
@gyanabratamohanty4219
@gyanabratamohanty4219 Месяц назад
ସମ୍ପଦ ବେଳେ ସର୍ବେ ସଖା - ବିପଦେ ନ ମିଳନ୍ତି ଦେଖା | ବାମ ହାତର କର୍ମ ଫଳ ଡାହାଣ ହାତ ନିଏ ନାହିଁ | ଏହି ଇନ୍ଦ୍ର ଭୁବନକୁ ସବୁ ଦେବତା ( ବଡ଼ ଅଫିସର ) ଯାଉଥିଲେ | କି ସାହସ ଦେଖ ! ଏ ପରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଡ଼ - ଏବେ ସମ୍ଭାଳ | 😂😂
@pitambrarout8724
@pitambrarout8724 Месяц назад
କରୁ ନ ଥିଲେ ନୁହେଁ, ଧରାକୁ ସରା ଜ୍ଞାନ କରୁଥିଲେ
@jagannathmishra5300
@jagannathmishra5300 Месяц назад
ସବୁ ତ ଆଗରୁ ଯେମିତି ଚାଲିଥିଲା ଏବେ ଆରମ୍ଭ ହେଲାଣି। ସଚିବ ଙ୍କ ଶାସନ ମେଳା। ବିଜେପି ସରକାର ଙ୍କ ଉପରେ ଭରଷା ......!
@rojalinsamal9561
@rojalinsamal9561 Месяц назад
ଆପଣଙ୍କ ନିର୍ଭୟ ଗୁମର କଥାରେ NEET2024 ବିଷୟ ସ୍ଥାନ ନପାଇବା ଦୁର୍ଭାଗ୍ଯଜନକ ଓ ଲଜ୍ଜାଜନକ।
@manjupravamishra8000
@manjupravamishra8000 Месяц назад
ଆଜ୍ଞା ବିଜେଡିରେ ତ'" କମ୍ବଳ ‌ଯାକ ବାଳ କେତେ ଉପାଡ଼ିଵେ "ତାହା ନୂଆ ସରକାରଙ୍କର ନିକଟରେ କାଠିକର ପାଠ ହେବ!!ଜୟ ଶ୍ରୀ ଜଗନ୍ନାଥ 🌹🙏।
@prafullamohanty5557
@prafullamohanty5557 Месяц назад
ସୁନ୍ଦର ଉପସ୍ଥାପନା ପୋଲ ଖୋଲ ଏ ଗୁଡାକ ଜେଲ୍ ନୁହଁ ଫାଶୀ ଦେବା ଦରକାର କାରଣ ଅନେକ ହତ୍ୟା ମାମଲାରେ ସଂପୃକ୍ତ ଥିବେ। ସଲାଙ୍କ ବାପା ସମ୍ପତ୍ତି ଭାବିଛନ୍ତି ଓଡ଼ିଶା କୁ । ଆମେ ଓଡ଼ିଆ ମେଣ୍ଢା ଏଥିପାଇଁ ଦାୟୀ।
@ajaykumarbehera5018
@ajaykumarbehera5018 Месяц назад
ଆଜ୍ଞା,ବିଜୁ,ଜନତାଦଳ,ଚୋରମାନକଡ଼ାଲଚ୍ଚୋରି,କରିସରିଲାପରେ, ନିଜର ନିଜେ,ଛୁ
@prasantapadhan6192
@prasantapadhan6192 Месяц назад
ସବୁ ନାରୀନେତ୍ରି ଅଭିନେତ୍ରି ମାନଙ୍କୁ ଏଠି ଘଷାଘଷି ଚାଲିଥିଲା ଏଠି ସବୁ ପାପକର୍ମ ଚାଲୁଥିଲା ଏହାର ପର୍ଦାଫାଶ ହେଉ
@sachikantasahoo6981
@sachikantasahoo6981 Месяц назад
ବବି କୁ ଅନୁରୋଧ ଯାହା ଲକ୍ଷ ଲକ୍ଷ କୋଟି ଟଙ୍କା ରଖିଛୁ ଶୀଘ୍ର ଲୁଚେଇ ଦେ ଯେମିତି କେହି ତାର ସୁରାକ ପାଇବେ ନାହିଁ , କାରଣ ଆଉ କିଛି ଦିନ ମଧ୍ୟରେ CBI , ED ସବୁ ବାହାର କରିବ ଓ ଜୀବନ ର ବଳକା ସମୟ ଜେଲରେ କଟିବ , ଏତେ ଛନ୍ଦ ମନ୍ଦ କରି ରଖିଥିବା ପଇସା ଅନ୍ୟ ମାନେ ଭୋଗ କରିବେ
@dayanidhl1067
@dayanidhl1067 Месяц назад
ସାରଥୀ ବାବା ଓ ଅର୍ଚନା ର ରଙ୍ଗଶାଳା ତିଆରି ହୋଇଥିଲା
@MAHENDRAKUMARSINGH-f7z
@MAHENDRAKUMARSINGH-f7z Месяц назад
ଧର୍ମେନ୍ଦ୍ର ବାବୁଙ୍କ ଅତ୍ୟନ୍ତ ନିଜର ବନ୍ଧୁ ହେଉଛନ୍ତି ବବି ବାବୁ, ସମ୍ବଲପୁରରେ ଦୁଇଜଣଙ୍କ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେଉଥିଲା, ଏହେଲା ବଡ଼ ଘର ବଡ଼ ଗୁମର କଥା ।
@sankarbiswal905
@sankarbiswal905 Месяц назад
ନବୀନ ବାବୁ ସରକାରୀ ଚାକର ମାନଙ୍କୁ ଯେଉଁ ଘର ମିଳୁଛି ସେମାନେ ସେ ଘର କୁ ଭଡାରେ ଦେଇ ଅନ୍ୟ ଜାଗାରେ ରହୁଛନ୍ତି ଗାଡି ରଖିବା ପାଇଁ ଘର ହେଉ ଅନ୍ୟାନ୍ୟ ସୁବିଧା ପାଇଁ ହେଉ ମନଇଚ୍ଛା ଅପବେବହାର କରୁଛନ୍ତି ସେ ବିଷୟରେ କେବେବି ଖବର ପରିବେଷଣ କରି ନାହାନ୍ତି ଆଜି ବବି ବାବୁଙ୍କ ପାଇଁ.........
@basantapattnaik7812
@basantapattnaik7812 Месяц назад
ସାର ପ୍ରଣାମ 🙏🌹 ସାର ସବୁ ବବି ପ୍ରମାଣ ଭାଙ୍ଗି ଫିଙ୍ଗି ଦେଇ ସାରିଲେଣି କଣ ହେବ କିଛି ହେବ ନାହିଁ l ଖାଲି ଆମେ ମାନେ ଆଲୋଚନା କରିବା ତାଙ୍କୁ କଣ ସଜା ମିଳିବ? ସେ ବବି କଣ ଜେଲ ଜୀବ? ବବି ଦାସ କେବେ ଭାଵୀନଥିଲା ହାରିବ ନା ଘର ଭାଙ୍ଗିବ l ସେ ଭାବିଥିଲା ସେଇଠି ଆଉ ପାଞ୍ଚ ବର୍ଷ ରହିବ ଏବଂ ବିଳାସ ପୁର୍ଣ ରେ ଜୀବନ ବିତେଇ ବ
@nrusinghaprasaddas4783
@nrusinghaprasaddas4783 Месяц назад
ଆପଣଙ୍କ ଚ୍ୟାନେଲ୍ ରେ ତାମିଲନାଡୁର ଯେଉଁ T- Shirt ର ପ୍ରଚାର ହେଉଛି, ତାହା ପାଣ୍ଡିଆନଙ୍କ କଣ୍ଠ ସ୍ବର ଶୁଭୁଛି !
@Jagannath-oc9ht
@Jagannath-oc9ht Месяц назад
ଜଣେ ଭାଇ କହି ଛନ୍ତି ଗୁମରକଥା ଶୁଣିବା ପାଇଁ ସ୍ବତନ୍ତ୍ର ସମୟ ବହାର କରିବାକୁ ପଡେ । ନିହାତି ସତ କଥା ।
@prafullakumarsahoo2639
@prafullakumarsahoo2639 Месяц назад
ଏ ଦୁଇଟାଯାକଙ୍କୁ ଗୋଟେ ରାସ୍ତାକଡ ଗଛରେ ବାନ୍ଧି ମୁହଁରେ ଚୂନ ଓ କଳା ବୋଳି ୟାଙ୍କ ଉପରକୁ ବିଷ୍ଠା କ୍ଷେପଣ କରିବା ଉଚିତ୍।
@ghumusaramahaka5327
@ghumusaramahaka5327 Месяц назад
ଏତେ ଦିନ ହେଲା ସବୁ ଚୋର ମାନେ ବିଜେପି ସିବିରରେ ଜାଇ ସାତ ଖୁନ୍ ମାପ ହେଇଜିବକି ।। ବବି ଙ୍କ ଘର ଏତେ ଦେଖାଇଲା ପରେବି ପ୍ରଦେକ୍ଷପ କିଛି ନାହିଁ ବୋଧହୁଏ ଏମାନେ ଏମିତି କଥା କଥା ରେ ପଳେଇବ ଏହି ପାଞ୍ଚ ବର୍ଷ
@dhamirona8662
@dhamirona8662 Месяц назад
ସାର୍ ନମସ୍କାର। ଠିକ୍ କଥା କହିଲେ ମୋହନ ସରକାର ଙ୍କୁ ବର୍ତ୍ତମାନ କେବଳ ଭାଷଣ ସର୍ବସ୍ବ ବୋଲି ଲୋକେ କହିବା ଆରମ୍ଭ କରି ଦେଲେଣି। ଗତ ପାଣ୍ଡିଆନ ସରକାର ର ଭ୍ରଷ୍ଟାଚାର ଓ କଳେଙ୍କାରୀର ପର୍ଦ୍ଦାଫାସ ନକଲେ ମୋହନ ସରକାର ନିଜ ବିଶ୍ବାସ ହରାଇବେ
@satyanarayanpadhi8509
@satyanarayanpadhi8509 Месяц назад
ବବି ଙ୍କ ଶିସ୍ ମହଲ କେଳେଙ୍କାରି ଦେଖିକି ବହୁତ ଦୁଃଖ ଲାଗୁଛି। ଜନ୍ମ ରୁ ମୃତୁ ପର୍ଯ୍ୟନ୍ତ ଦେଉଥିବା ଜନସାଧାରଣ ଙ୍କ ଟିକସ ରେ ଏମାନେ ରଙ୍ଗଶାଳା ମଧୁଶାଳା ଓ ପଲଙ୍କ ସେବା ଉପଭୋଗ କରୁଛନ୍ତି, ସତରେ ବହୁତ ଦୁଃଖ ଲାଗୁଛି।
@gajendranathjena356
@gajendranathjena356 13 дней назад
ଜୟଜଗନ୍ନାଥ
@user-sl4yh2yt4c
@user-sl4yh2yt4c Месяц назад
ସାଦର ପ୍ରଣାମ 🙏ଏଇତ ଆରମ୍ଭ...ଗୀତଟିଏ ମନେ ପଡୁଛି, "ଇଏ ହେଇନି କିଛି, ଆଗକୁ କଣ ହଉଛି.."ବବିଙ୍କ ଗଡ଼ ବବି ନିଜେ ଗଢ଼ିଥିଲେ, ନିଜେ ଭାଙ୍ଗିଲେ... ବିଜେଡିର କୁହାଳିଆ ମୁଖପାତ୍ର ସବୁ କୁଆଡେ ଗଲେ...??? କି ବିରିମାଡ ଦେଖି କୋଳଥ ଚେପା ଭଳି ସବୁ ଗାତରେ ପଶିଗଲେ...? କଥାରେ ଅଛି,"କତରା ଘୋଡ଼େଇହେଲେ ଯମ କଣ ଛାଡିବ...???" ଜୟ ଶ୍ରୀରାମ 🙏🙏🙏
@darpendradas8372
@darpendradas8372 Месяц назад
ଆପଣଙ୍କ ବିଶ୍ଳେଷଣ ବିଜେଡି ନେତା ଙ୍କ ଦେହରେ ମିଶିବା ପାଇଁ ସମୟ ଲାଗିବ
@sachikantasahoo6981
@sachikantasahoo6981 Месяц назад
ଭଗବାନ ଶୀଘ୍ର ଦଣ୍ଡ ଦିଅନ୍ତୁ ଲୋକ ମାନେ ଭୁଲି ଯିବା ପୂର୍ବରୁ
@motilalpradhan3080
@motilalpradhan3080 Месяц назад
ଏତେ ହେଲା ପରେ ବି, ଜି ଏ ବିଭାଗ କିମ୍ୱା ସରକାର ଶୀଘ୍ର ଆକ୍ସନ ନିଅନ୍ତୁ
@diptiranjanparida405
@diptiranjanparida405 Месяц назад
Sashmit Patra ଏବଂ Lenin Mohanty ଙ୍କୁ ସାପ ଶୁଙ୍ଘି ଦେଇଛି ବୋଧେ, ଆଉ କାହିଁକି ଭୁକୁ ନାହାଁନ୍ତି...
@sudarsandalai7001
@sudarsandalai7001 Месяц назад
କେତେବେଳେ ଆସିବେ ଖଲି ଖୋଜୁଛି
@panditnilamanipanda6638
@panditnilamanipanda6638 Месяц назад
ସାର୍ ପାଣି ଗଳା ରାମ ମନ୍ଦିର ପାଇଁ ଆପଣ କାହାକୁ ସାବାସି ଦେବେ ମୋଦୀ ଙ୍କୁ ନା ଯୋଗୀ ଙ୍କୁ। ଆପଣ ଜାତୀୟ ସ୍ତରର ଗୁମର କଥା କେଵେ କହିଵେ।
@newbestknow4141
@newbestknow4141 Месяц назад
ଓଡ଼ିଶା ର ମୁଖ୍ଯମନ୍ତ୍ରୀ କଣ କରୁଛନ୍ତି, ଅନ୍ୟ ମନ୍ତ୍ରୀ ମାନେ କଣ କରୁଛନ୍ତି, ଆଖି ରେ ଅନ୍ଧପୁଟୁଳି ପିନ୍ଧି ବସିଛନ୍ତି. ସବୁ ପ୍ରମାଣ ନଷ୍ଟ କରିସାରିବା ପରେ ଶାସକ ଦଳ ଆଗକୁ ଆସିବେ. କେବଳ ଲୋକ କୁ ଭୂତେଇବା ଛଡା ଆଉ କିଛି ନୁହେଁ.
Далее
Congress In Hands Of Ajay - Srikant
5:39
Просмотров 4,4 тыс.
Qora Gelik
00:26
Просмотров 543 тыс.
Получили тысячи $$ на "старье".
20:10
Insane Coffee trick EXPOSED 😱☕️ #shorts
00:20
PANDU ର କାରନାମା 😜 || Odia bhaina
22:57
Qora Gelik
00:26
Просмотров 543 тыс.