Тёмный
No video :(

Naveen Has Ruined The Cabinet | No Comments 

Nirbhay
Подписаться 279 тыс.
Просмотров 30 тыс.
50% 1

Naveen Has Ruined The Cabinet | No Comments | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

10 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 220   
@ajitkumarpanda6388
@ajitkumarpanda6388 Месяц назад
ଆପଣଙ୍କ କଥା ପୁରା ଠିକ୍,,,,,,, ନବୀନ ଜଣେ ଅଗଣତାନ୍ତ୍ରିକ ମୁଖ୍ୟମନ୍ତ୍ରୀ,,,,, ସେ ନିଜ cabinet କୁ ଖତମ୍ କଲେ ହେଲେ ଆମ ରାଜ୍ୟ କୁ ଖତମ କରିବା ପୂର୍ବରୁ ମହାପ୍ରଭୁ ତାଙ୍କୁ ଖତମ କରିଦେଲେ,,, ଜୟ ଜଗନ୍ନାଥ,,,,,,
@sushildash1265
@sushildash1265 Месяц назад
ସତ ପ୍ରତିଶତ ଠିକ୍ କହିଛନ୍ତି ଆଜ୍ଞା ଯେ ନବୀନ ପଟ୍ଟନାୟକ ଜଣେ ସ୍ଵେଚ୍ଛାଚାରି ମୁଖ୍ୟମନ୍ତ୍ରୀ।ସତେ ଯେମିତି ସେ ମାଲିକ ଆଉ ସବୁ ମନ୍ତ୍ରୀ ଓ MLA ମାନେ ହେଉଛନ୍ତି ତାଙ୍କ ଚାକର।ମୁଁ ସିନା ଏବେ କହିଲି ହେଲେ ମୁଁ ଏ କଥା ଆଗରୁ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର କହିବାର ଶୁଣିଥିଲି।
@manjushaswain1037
@manjushaswain1037 Месяц назад
ଆପଣଙ୍କ ‌ମତ୍ତରେ‌ଏକମତ୍ତ । ନମକ୍ ଼ହାରାମ୍ ପଟ୍ଟନାୟକ ଜଣେ ‌ଅଗଣ ତାନ୍ତ୍ରିକ ସ୍ବେଛାଚାରୀ‌ ମୂଖ୍ୟମନ୍ତ୍ରୀ ଥଲେ ।
@mamatamahali7030
@mamatamahali7030 Месяц назад
💯 %true.
@dibakarpanigrahy9369
@dibakarpanigrahy9369 Месяц назад
Absolutely right observation ✅👍 Naveen has destroyed the structure of the Administration and the cabinet concept......he was not at all fit for public life......
@user-xw3tn7vs3x
@user-xw3tn7vs3x Месяц назад
Right 100%
@swarajkumarbej3768
@swarajkumarbej3768 Месяц назад
ଲକ୍ଷ୍ମୀ ବସ୍ କେବେ ବନ୍ଦ୍ କରାଯିବ??
@mihirdwivedi8843
@mihirdwivedi8843 Месяц назад
Absolutely correct analysis
@jayhind6187
@jayhind6187 Месяц назад
ଓଡ଼ିଶାର ଦୁର୍ଦ୍ଦନରେ ଜଣେ ମୁଖ୍ୟମନ୍ତ୍ରୀ ।ଗଣତନ୍ତ୍ରର ହତ୍ୟାକାରୀ ଜଣେ ସେଚ୍ଛାଚାରୀ , ମଦ୍ୟପି ଏକ ଛତ୍ରବାଦୀ । ବିଜୁ ପୁଅ ନବିନା । ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ଏହି ଦଳ ଗତ ୨୪ ବର୍ଷ ଧରି ଲୋକଙ୍କୁ ଭୂୟାଁ ବୁଲେଇ ଚାଲି ଥିଲା । ୨୪ ବର୍ଷ /୨୦୨୪ ସରକାର ପତନ ନିଶ୍ଚିତ ଭାବରେ ଓଡିଶା ପାଇଁ ମଙ୍ଗଳମୟ ।
@madhusudanpanda3089
@madhusudanpanda3089 Месяц назад
Absolute right.
@bijayakumarchoudhury959
@bijayakumarchoudhury959 Месяц назад
Only solution CBI and ED entry
@netajidash9367
@netajidash9367 Месяц назад
@@bijayakumarchoudhury959 Not just this one but many more - murder cases, rape cases, corruption of officers. But one never knows if Pandu is as smart as Kejri or even smarter. In such a case it will take time to frame him.
@sureshchandradash6900
@sureshchandradash6900 Месяц назад
ଆଜ୍ଞା ଏହିପରି କ୍ୟାବିନେଟ ଯୋଜନା ଦ୍ୱାରା 51 ନଚେତ 0 ହୋଇଥାନ୍ତା
@ananyaabhilipsasahoo-ny1ms
@ananyaabhilipsasahoo-ny1ms Месяц назад
You are right
@mr.ashok678
@mr.ashok678 Месяц назад
God must have washed his hand after creating this man.
@aryanbharan
@aryanbharan Месяц назад
Very good sir
@user-ho5ei9yp9g
@user-ho5ei9yp9g Месяц назад
ବିଜେଡି ବାଳ ନିଷ୍ପତ୍ତି ନେଇଥିଲା।
@Aljadhaniya
@Aljadhaniya Месяц назад
Shame on us for ever voting bjd
@ashokpatra707
@ashokpatra707 Месяц назад
He has own style
@chandipadapanda4707
@chandipadapanda4707 Месяц назад
ନବୀନ ସରକାର କାହାକୁ କେୟାର ବା ଡେୟାର କରନ୍ତି ନାହିଁ,କେବଳ ପାଣ୍ଡିଆନ ଦରକାର।
@chittaranjanswain1469
@chittaranjanswain1469 Месяц назад
Also Shradha is required 😂
@KailashMohanty-nc4hb
@KailashMohanty-nc4hb Месяц назад
You are absolutely correct. No words to praise you.
@mahanadmi4417
@mahanadmi4417 Месяц назад
ତାଙ୍କର ସବୁ ନବୀନ।
@user-ph5hv9zb3y
@user-ph5hv9zb3y Месяц назад
One man show only, nothing else.
@lingarajrath2935
@lingarajrath2935 Месяц назад
You are fully right.
@PurnachandraBehera-if5tu
@PurnachandraBehera-if5tu Месяц назад
Right।
@amitaacharya9342
@amitaacharya9342 24 дня назад
U r 100% Right.👍👍
@raghumaninayak9593
@raghumaninayak9593 Месяц назад
ଆମର ଗାଁ ଦେହାତି ଭାଷାରେ ଚୁପ୍ ସୈତାନ ସର୍ବଶ ଖିଆ ଏହିପରି ଭାବରେ ନବୀନ ବାବୁ galuaa ଗପ କହି ଦୀର୍ଘ ୨୫ ବର୍ଷ ଶାସନ କଲେ ଶତ ଧିକ୍ ତାଙ୍କର କାର୍ଯ୍ୟ କଳାପକୁ, ଅତି ଚାଲାକିରେ କାଉ___ଖାଏ ।
@loesraj6858
@loesraj6858 Месяц назад
Apono 25 Barsha jaeee Kauthi soithile kiii .. Sarkar badalei deleni... No hele nije rajniti kaleni.... Kahiba ta bhari sahaja..angya bujhile.....
@prasantapanda1703
@prasantapanda1703 Месяц назад
ବିଜେଡି ଗୋଟେ ରାଜନୈତିକ ଦଳ ନୁହେଁ ତାହା ହେଉଛି ଏକ ବେସରକାରୀ କମ୍ପାନୀ ଆଉ ଯାହାର ମାଲିକ ହେଉଛି ପରମ ମାଗିହା ହାରାମି x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ, ଏ ପାଣ୍ଡିଆନ ବବି କିଛି ନୁହେଁ ପ୍ରକୃତରେ ଓଡିଶାରେ ଯାହା ବି ଘଟୁଥିଲା ସବୁ ନବୀନ ପଟନାୟକ ଇଙ୍ଗିତରେ ଘଟୁଥିଲା, ଓଡିଶାରେ ଯେତେ ହତ୍ୟା ଧର୍ଷଣ ଚୋରି ଦୁର୍ନୀତି ଗୁଣ୍ଡାଗିରି ନାରୀ ନିର୍ଯାତନା ହେଉଥିଲା ସବୁ ନବୀନ ପଟନାୟକ ଇଙ୍ଗିତରେ ହେଉଥିଲା, କିନ୍ତୁ ନବୀନ ପଟନାୟକ ବହୁତ ଚାଲାଖ ଓ ନିଜେ ସ୍ୱଚ୍ଛ ରହିବାକୁ ଯାଇ ନିଜେ କିଛି ନକରି ଅଲଗା ନେତା ଅଫିସରଙ୍କ ଦ୍ୱାରା କରାଏ ଯାହା ଦ୍ୱାରା ଜନତା ଅଲଗା ନେତାଙ୍କୁ ଘୃଣା କଲେ ମଧ୍ୟ ତାକୁ ଭଲ ପାଇବେ, ଅଲଗାଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟେଇବାରେ x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ ସିଦ୍ଧହସ୍ତ, କାଉ ଖାଇବ ପଣସ ବଗ ମୁଣ୍ଡରେ ଅଠା ଯାହା ସେମିତି ନବୀନ ସବୁ ଦୋଷ କରିବ କିନ୍ତୁ ଅଲଗା ନେତାଙ୍କ ମୁଣ୍ଡରେ ଦୋଷ ଲଦାଯିବ, ମନ୍ତ୍ରୀ ନବ ଦାଶକୁ ଏଇ ନବୀନ ହିଁ ହତ୍ୟା କରେଇଛି
@yudhisthiraswain
@yudhisthiraswain Месяц назад
ଜୟ ଜଗନ୍ନାଥ
@chandrasekhrasw123chandu6
@chandrasekhrasw123chandu6 Месяц назад
ଏସାଲାଙ୍କୁ ବାଧୁଚି କାହିକି ନାଏଗୁଡା ପାଣ୍ଡୁ ଡିଏନ୍ ଟେଷ୍ଟକର ଦେଖି ଠିକ୍
@kamarajjena5461
@kamarajjena5461 Месяц назад
👍u r absolutely right sir
@swarajkumarbej3768
@swarajkumarbej3768 Месяц назад
ନବୀନ ବାବୁ ଗୋଟେ ନେତା ନଥିଲେ ଥିଲେ ଗୋଟିଏ ଗଣତନ୍ତ୍ର କୁ ଗିଳି ଦେଇଥିବା ଏକ ରାକ୍ଷସ।
@jayjagannath9211
@jayjagannath9211 Месяц назад
Sateki
@fearlesssoul1356
@fearlesssoul1356 Месяц назад
Tote agaa gilibaa darkar..
@acharyauniversaltube7757
@acharyauniversaltube7757 Месяц назад
ନବିନ ପଟ୍ଟନାୟକଙ୍କୁ ଆଉ ତାଂକ ବଡଭାଇଂକୁ ଓଲଟେଇକି ପିଟିବା ଉଚିତ ଜନସାଧାରଣଂକ ମଝିରେ।
@Brosujit
@Brosujit Месяц назад
ତୋ ବାଣ୍ଡ୍ ରେ ଏତେ ବାଳ ତୁ ବେଧ ପିଲା ମାଳିସାହି ପଳା,ପିଟି ପିଟି ହାଲିଆ ହୋଇକୀ ଆସିବୁ,
@user-mr9wp7fm6g
@user-mr9wp7fm6g Месяц назад
Right
@birendrakumarpradhan3603
@birendrakumarpradhan3603 Месяц назад
ବିନା କ୍ୟାବିନେଟ ସୁପାରିଶ ରେ ନିର୍ବାଚନ ପୂର୍ବରୁ ନିଷ୍ପତି ନେଇଥିବା ସବୁ ଗୁମର ଖୋଲାଯିବା ଉଚିତ @ ନବୀନ ସରକାର... ମୋ ମତରେ ସେ ସବୁ ଘୋଷଣା କୁ ବେଆଇନି କହି,ମୋହନ ସରକାର ଆଗ ବାତିଲ କରିଦେବା ଉଚିତ.... ପରେ ସୁବିଧା ଦେଖି ଲାଗୁ କରିବା ଉଚିତ 🙏
@loesraj6858
@loesraj6858 Месяц назад
Aeita... Hela Anya budhiku chori Kari uporaku jiba ra sarala upaya....jetiki Yojana nabin Pattnaik karithile... Taro 1/4 th jadi Mohan sir Kari debe naaa... Ame mani jibu
@loesraj6858
@loesraj6858 Месяц назад
Dekhu nahanti... Nabin kahile contractual teacher... Yee bi seiya kale...Khali ranga badalei dele kamo hueni...ki tata gluco piki taro kachada pakeiki jahadu dhariki photo utheile bi kamo hueni....dekhiba Guna ta kam heba darkar
@golokbiharipradhan9175
@golokbiharipradhan9175 Месяц назад
Subhash singh to reply No idea about government decision Without cabinet decision how Nabin patnaik declared How so called labour leader praised
@netajidash9367
@netajidash9367 Месяц назад
This is no time to talk. It's time to maintain Buddha-like silence . That's what Subash Singh and his compatriots are practising.
@anjananayak3971
@anjananayak3971 Месяц назад
Sir Apana pura Sata Katha kahile
@brajakishorepadhi4022
@brajakishorepadhi4022 Месяц назад
ସବୁ ବେନିୟମ, ଅସାଧୁ କାଯ୍ୟ ର କାରପଟ ଦାର ନିଜେ ଭଦ୍ର ହାରାମି ନବୀନ ପଟ୍ଟନାୟକ।
@rabindrakar1284
@rabindrakar1284 Месяц назад
Absolutely right.
@jyotirmayjena1869
@jyotirmayjena1869 Месяц назад
Absolutely right
@niranjandas4335
@niranjandas4335 Месяц назад
Beutiful analysis.
@leninmishra1173
@leninmishra1173 Месяц назад
No shame for bjd
@mahendrapradhan4945
@mahendrapradhan4945 Месяц назад
B.k.padhi has rightly pointed out
@piyushrajkumar15
@piyushrajkumar15 Месяц назад
ନବୀନ ପଟ୍ଟନାୟକ ସରପଞ୍ଚ କି ୱାର୍ଡମେମ୍ବର ପାଇଁ ଯୋଗ୍ୟ ନୁହନ୍ତି ସେପରି ଅଯୋଗ୍ୟ ଆଉ ଅପାରଗ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେଲେ ଯାହା ହେବା କଥା ହେଲା.
@bichitranandaswain7817
@bichitranandaswain7817 Месяц назад
👌
@SimanchalChaudhuri
@SimanchalChaudhuri Месяц назад
ହଇରେ ମାଗିଆ ମାନେ ଚାଲୁଣୀ କହୁଛି ଛୁଞ୍ଚିକି l ଗାଣ୍ଡିମରା ଗୋଷ୍ଟି ତମର କାମ ଦିନଟି ଯାକ ଭୁକିବ l ତମ ପରିବାର ଲୋକ ହିଁ ଏମିତି ଘର ଭଙ୍ଗା ତମମାନେ ସେ ପରିବାରରୁ ଆସିଛ l ଏମିତି ନାଟ କଲେ ବେଶୀ ଦିନ ଚାଲିବନି ଅଧା ଦିନରେ ରାମ୍ ନାମ୍ ସତ୍ୟ ହେଇଯିବ l
@netajidash9367
@netajidash9367 Месяц назад
କେବଳ ଗୋଟିଏ ନିଷ୍ପତ୍ତି ନେବାକୁ ଭୁଲିଗଲେ। ମହାରାଜା ପଟ୍ଟନାୟକ ଯଦି ଓଡ଼ିଶାଟାକୁ ରାଜତନ୍ତ୍ର ବୋଲି ଘୋଷଣା କରିଦେଇଥାନ୍ତେ.....
@dibakarpanigrahy9369
@dibakarpanigrahy9369 Месяц назад
Absolutely right observation 👍✅
@simitapatnaik8202
@simitapatnaik8202 Месяц назад
😂😂😅
@simitapatnaik8202
@simitapatnaik8202 Месяц назад
Kichhi loka support bi karithante
@netajidash9367
@netajidash9367 Месяц назад
@@simitapatnaik8202 ପେମେଣ୍ଟ ରେଜିଷ୍ଟାରରେ ଥିବା ନାମ ଗୁଡ଼ିକ ସମସ୍ତେ ଲାଇନ ଲଗେଇ ଛିଡ଼ା ହେବେ ଅବିକଳ ଖାନ୍-ଗ୍ରେସିଆଙ୍କ ଭଳିଆ।
@bishnucharnrana3282
@bishnucharnrana3282 Месяц назад
ନବୀନ ପଟ୍ଟନାୟକ ନିଜେ କ୍ୟାବିନେଟ୍ କଣ ଧାର ଧାରନ୍ତି ନାହିଁ କେବଳ କାହା ଉପରେ ପ୍ରତିଶୋଧ ନିଆଯିବ ସେତିକି ନିଷ୍ପତ୍ତି ନିଅନ୍ତି ।
@jagannathmishra5300
@jagannathmishra5300 Месяц назад
କାହିଁକି ଅନୁମୋଦନ କରୁଥିଲେ ??? ଯଦି କଲେ ସେ ଅନୁସାରେ ବିବୃତି ରଖିଲେନି ???? ନୁଆ ସରକାର କଣ ନବୀନ ସରକାର ଙ୍କ ଅଖା ଧୋଉଛନ୍ତି।
@kishorenayak6690
@kishorenayak6690 Месяц назад
Dear sir Your constructive suggestions, should reach our 4.5 cr. for their knowledge. With due respect to you sir.
@sarojsahu9275
@sarojsahu9275 Месяц назад
Jay Hind Jay shree Ram 🙏🇮🇳🚩
@kalyanpanda5885
@kalyanpanda5885 Месяц назад
ନବୀନ କ୍ୟାବିନେଟ ଗୋଟେ ଜୋକର ଙ୍କ ଆଡ୍ଡା ଥିଲା l ସୁରେଶ ମହାପାତ୍ର ଗୋଟେ କ୍ୟାବିନେଟ ରେ ଶିକ୍ଷକ ଙ୍କ ଦରମା ବୃଦ୍ଧି କଲେ, ପୁଣି ବର୍ଷକ ପରେ ଗୋଟେ ଗୋଷ୍ଠୀରୁ ମୋଟା ଅଙ୍କ ନେଇ ପୁଣି ଦରମା କମେଇ ଦେଲେ l
@ashutoshkar9871
@ashutoshkar9871 Месяц назад
ଯଦି ଏହା ସତ୍ୟ ତାହେଲେ ବର୍ଦ୍ଧିତ ମଜୁରୀ କିଭଳି ଭାବେ ମାର୍ଚ୍ଚ ରୁ ପାଉଛନ୍ତି ଯାହାକି ମୋ ପାଖେ ପ୍ରମାଣ ଅଛି
@debiprasadpanda3490
@debiprasadpanda3490 Месяц назад
Completely agree with your views. You are Cent Percent correct. BJP spokesman appears to be very lenient because they are not perhaps aware about the Constitutional Provisions & Rules/Provisions thereof.
@Ashish-mh5yj
@Ashish-mh5yj Месяц назад
Aame sir same Katha kahuchhu. ..aagana tantrik swechhachari cm Naveen Patnaik
@nabakishoresamal7085
@nabakishoresamal7085 Месяц назад
Present govt should expose their ill legal acts
@gangadhardash3430
@gangadhardash3430 Месяц назад
🎉🎉🎉🎉🎉
@manjushaswain1037
@manjushaswain1037 Месяц назад
ମନ ମାନିଲାନି‌ ଆହୁରି କମଣ୍ଟ୍ ଲେଖିବାକୁ ଇଚ୍ଛା ହେଲା ନମକ୍ ହାରାମି ପଟ୍ଟନାୟକ ଜଣେ ‌ମଦ୍ୟପ ଓ ଗରିବ ଙ୍କ ପ ଇସା ରେ ଅୟସ୍ କରିଥିବା ମୂଖ୍ୟମନ୍ତ୍ରୀ ଭୈରବ ନବୀନ ର କିଛି ଦୁର୍ବଳ ପ ଏଣ୍ଟ ଦେଖି ଛି ‍ଯଦ୍ବାରା ନବୀନ ତାକୁ ଛାଡି ପାରୁନି dis close ହେବା ଭୟରେ ।
@Lipun-Das-DirectShot
@Lipun-Das-DirectShot Месяц назад
ନୂଆ ସରକାର ରେ କ୍ୟାବିନେଟ ଅଛି । ଦେଖିବା କି କି ନିଷ୍ପତ୍ତି ସବୁ ନେଉଛନ୍ତି ।
@sriprabhat
@sriprabhat Месяц назад
Real facts ,Nabin patnaik never responded or respect for parliamentary democracy. 😢
@loesraj6858
@loesraj6858 Месяц назад
Democracy... Ta apono Mane dekhile ebe...... Loko jaha ku chanhibe se hebo...apono Mane vote dele so se tanko hisaab re kamo kale... Tanko kamo apono mananku bhla lagilani apono Mane tanku CM post ru hatei dele... Ethire bhabibare Kan achi
@bbiswal9812
@bbiswal9812 Месяц назад
ଏମାନେ କାମ କରିବାକୁ ଆସିଛନ୍ତି, ଯାହା ଜଣାପଡୁଛି ଦେଖେଇ ହବାକୁ ନୁହେଁ
@hemantaswain1421
@hemantaswain1421 Месяц назад
All time most law violating CM was ex- cm Nabin pattanaik..
@suryadas1087
@suryadas1087 Месяц назад
Yes but BJP does not know how to protect them .How can they protect the interest of 4.5 cr Odiya. ???
@soumyajitpradhan8042
@soumyajitpradhan8042 25 дней назад
ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ କରନ୍ତୁ BJP ସରକାର । ଯାହା ପ୍ରତିଶ୍ରୁତି ଦେଇଥିଲେ ।
@subashmishra5616
@subashmishra5616 Месяц назад
ପୋପ ଭକ୍ତ ନବୀନ ପାଣ୍ଡୁ ଶାସନ କବଳରୁ ମହାପ୍ରଭୁ ଓଡ଼ିଶାକୁ ବଞ୍ଚାଇ ଦେଲେ ଜୟ ଶ୍ରୀରାମ ଜୟ ଜଗନ୍ନାଥ
@kamarajjena5461
@kamarajjena5461 Месяц назад
Sir, ସତରେ ମୋହନ ବାବୁ ଆଉ ଟିମ ପୁରା ନୁଆଁ. ଆପଣ ଏମିତି guide କରି remind କରିଚାଳନ୍ତୁ. Plz. ନହେଲେ ଏମାନେ ଏମିତି ବାଟ ବଣା ହୋଇ ଯିବେ
@santoshdakua6698
@santoshdakua6698 Месяц назад
ନବୀନ ପଟ୍ଟନାୟକ କୁ ଲୋକେ କଳାପାହାଡ଼ ମୁଖ୍ୟମନ୍ତ୍ରୀ ଭାବେ ଜାଣିବେ 😂😂
@pramodkumarrout7641
@pramodkumarrout7641 Месяц назад
The mayor ,Cuttack has criticized this decision of Government in a press Conference but supresed the real fact.
@chittaranjanswain1469
@chittaranjanswain1469 Месяц назад
When Pandian will go inside
@bijoyketanacharya8921
@bijoyketanacharya8921 Месяц назад
Why this Govt/Cabinet regularised some other's fault.
@Brosujit
@Brosujit Месяц назад
ଏ ବେଧ ପିଲାକୁ ଘରେ ଆ ପୁଅ ବୋହୁ ବାଡେଇ ବାଡେଇ ଘରୁ କାଢି ଦେଇଛନ୍ତି,ଏ ଶଳା ଟି ନବୀନ ବାବୁଙ୍କ ଗାଣ୍ଡିରେ ପଡ଼ିଛି,ତାଙ୍କରି ନାଁ ଧରି କିଛି ପଇସା କମେଇ ପାରୁଛି,ନବୀନ ବାବୁ ଏ ବୁଢ଼ା ପାଇଁ କେତେ lucky,🎉
@sisirswain741
@sisirswain741 Месяц назад
Wage notification during Naveen govt was a election declaration and not implemented also as it clearly stated that it was under consideration of a expert committee.And after two months the committee will decide after discussion with employers and employees.
@sanjurekhasahu116
@sanjurekhasahu116 Месяц назад
ସେଇଥୀ ପାଇଁ ସେ ଏଥର ଗଲେ ।
@bijayaharichandan1592
@bijayaharichandan1592 Месяц назад
ନବୀନ ପଟନାୟକ ଏକ କଳଙ୍କିତ ଚରିତ୍ର
@pratapchandrasamal2396
@pratapchandrasamal2396 Месяц назад
ଏବେ ସେ ବିଷୟରେ ଆଲୋଚନା କାହିଁକି। ସେ ସିନା କ୍ୟାବିନେଟ୍ କୁ ଅଣଦେଖା କରିଥିଲେ ହେଲେ ଏ ନୂଆ ସରକାର ନିଜର ମୂର୍ଖମୀ ଆଉ ଅଜ୍ଞତା ପ୍ରକାଶ କଲେ। ଆପଣ ଆଉ କେତେ ସୁରକ୍ଷା ଦେବେ ମୋହନ ସରକାରଙ୍କ କପି ପେଷ୍ଟ ନୀତିକୁ। ଧନ୍ୟ ତୁମେ ଗଣତାନ୍ତ୍ରିକ ସାମ୍ବାଦିକ।
@pramodbadajena2158
@pramodbadajena2158 Месяц назад
Nabin sir is best cm of world
@user-pt7lu4bt3k
@user-pt7lu4bt3k Месяц назад
ସାର୍,, 18000 ପ୍ରାଥମିକ ଶିକ୍ଷକଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ଉପରେ ଗୋଟିଏ video analysis ଆଣନ୍ତୁ.. BJP ଯୋଉଟା ବିରୋଧ କରୁଥିଲା,, ଏବେ ନିଜେ କେମିତି ଚୁକ୍ତିଭିତ୍ତିକ/ଯୋଜନା ଭିତ୍ତିକ ନିଯୁକ୍ତି ଦେଉଛି?
@user-wj3lf4xi7n
@user-wj3lf4xi7n Месяц назад
Negative immotions following in his mind
@kalyanpanda5885
@kalyanpanda5885 Месяц назад
ସୁବାସ ସିଂହ ଏବେ ଗନ୍ଧର୍ବ ସିଂହ
@ghanashyamswain4941
@ghanashyamswain4941 Месяц назад
ଆପଣ ଅନ୍ୟ ବିଷୟ ନେଲେ ଭଲ ହୁଅନ୍ତା କେବଳ ନବୀନ ନବୀନ ନ ହୋଇ
@Prasanta-nl4ci
@Prasanta-nl4ci Месяц назад
Odisha re jette lebour achanti All india ru odisha ra lebour dakhie ki odisha sarkar amaku samasthanku Kam diayntu ame bahuta khusihie habu
@SidharthMishra99
@SidharthMishra99 Месяц назад
Hela je kintu bartaman dekhiba katha puruna system continue hauchi na lokanka hitare kichi karya hauchi
@maheshkumarbag5464
@maheshkumarbag5464 Месяц назад
Navin Babu Rabar Stamp Tiarrthila PanduTenusekichhi Bujhinaparuthile Jay Jagarnath Suwami 🪷🌹🙏🙏🙏🙏🙏🙏🙏
@kishorenayak6690
@kishorenayak6690 Месяц назад
SriMandir disturbance due to Kameya Janny effect.
@soniabpriya239
@soniabpriya239 Месяц назад
Ketay percentage....pauchu.... BJP ..thu.... Dharma sahilay hela
@bhaktarampanda304
@bhaktarampanda304 Месяц назад
Tu kete Debu kaha na
@mjshorts7012
@mjshorts7012 Месяц назад
Sir, jadi unskilled labour ra daily wage 450 hele Junior Teacher nka salary 10k/month. Kan junior teacher sabu unskilled labour nka thu b Kam?
@PanchananSahoo-td1wp
@PanchananSahoo-td1wp Месяц назад
Yes. N. Patanaik. Undemocratic autocratic c,m.
@pabi94
@pabi94 Месяц назад
Please make one episode on attack on ASO pradhan, an exservicemen by Governor son. 6 days lasped. All Odisha people are watching helplessly. No action taken & no FIR accepted. The real face of BJP is coming out now. Only 1 month passed, you all have to tolerate another 4 year & 11 months. Where is Aparajita Sarangi madam & Dharmendra Pradhan sir. Give justice to the Odia Asimita. If the condition of an Assistant Section Officer is this, the what about common man?
@sudeepkumardian1548
@sudeepkumardian1548 Месяц назад
ଆପଣ ଯାହାକହୁଛନ୍ତି ଆମେ ବି ସେଇଆ କହୁଛୁ
@bipinamallik2803
@bipinamallik2803 Месяц назад
Appananka Najarare BJPRA Mohana Sarakara Good, Nabeen Patnayak Ete Kharap, Appanaku Saram Lagiba Darakara
@sushamadash8383
@sushamadash8383 Месяц назад
Durnitigrasta government of Mr Nabin Pattanaik.😂😂
@pramodpradhan3395
@pramodpradhan3395 Месяц назад
Purina katha chhada sir/nua sarkarnka katha kuhantu eba
@user-li1zt9ev6c
@user-li1zt9ev6c Месяц назад
Naveen Babu never ever was a leader of his own BJD. Because of Biju Babu's son, greatness was imposed on him by a group of close Associates of his father to whom he kicked them one after another out of BJD to make himself secure and safe. He abused his power, position and authority like anything and a bunch of jokers claim that he was a great leader.
@prakashparida792
@prakashparida792 Месяц назад
Sir apana ta khali bjd birudhare kahuchhanti kain bjp birudhare ta muhna kholu nahanti . Jaha mu dekhili jaha mu sunili apana heuchhanti bjp ra andhabhakt🤨🤨🤨🤔🤔
@gtilottamareddy3524
@gtilottamareddy3524 Месяц назад
Sri Nabin das BJP ra loka nuhan se andha bhakt nuhan se heuchanti public ra loka and ganatantra ra bhakta,time asile BJP biruddaere bhi video karibe dekhuthao.
@physioratha7613
@physioratha7613 Месяц назад
​@@gtilottamareddy3524ଜଣେ ସଚ୍ଚା ସାମ୍ବାଦିକ ଚତୁର୍ଥ ସ୍ତମ୍ଭ ଭାବରେ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇ ଥାଏ। ଏହି ସାମ୍ବାଦିକ ଜଣକ ଆଚରଣ ଉଚ୍ଚାରଣରେ ସରକାରୀ ଦଳର ଲାଗୁ ନାହାନ୍ତି କି?
@bibhuti5999
@bibhuti5999 Месяц назад
Naveen gote Big ZERO
@bharatmahabhoi6828
@bharatmahabhoi6828 Месяц назад
ଆପଣଙ୍କ ନିର୍ଭୟ ଗୁମର କଥା କେବଳ ନବିନ ବିରୋଧ ଛଡ଼ା ଆଉ କିଛି ନାହିଁ। ଏହା ପାଇଁ ଗୁମର କଥାର ଗୁରୁ ଡଃ ରହୁନି
@ashokkumardash1032
@ashokkumardash1032 Месяц назад
Sir Namaskar kariba tarika ta tk badalantu🙏
@user-yj4cr2eg7z
@user-yj4cr2eg7z Месяц назад
Shame to Nabin Pandu
@pranabkhuntia1249
@pranabkhuntia1249 Месяц назад
Nabina Shikandi parama MG. This Nilabarna Srugala is actually Punjab di Puttar.
@kastucharansahu6656
@kastucharansahu6656 Месяц назад
ଆମ ମୁଖ୍ୟମନ୍ତ୍ରୀ ସରଳ, ତେଣୁ ତାଙ୍କ ଅଳିଆ ତାଙ୍କ ମୁଣ୍ଡରେ ଦେଇ ପାରୁ ନାହାଁନ୍ତି।
@sibaprasadmishra7263
@sibaprasadmishra7263 Месяц назад
Nabina has no idea about politics..
Далее
How do you store FOOD in Italy
00:23
Просмотров 1,6 млн
would you eat this? #shorts
00:39
Просмотров 699 тыс.
Мухочирон эхтиёт бошед!
01:31
Просмотров 116 тыс.
Congress In Hands Of Ajay - Srikant
5:39
Просмотров 8 тыс.
How do you store FOOD in Italy
00:23
Просмотров 1,6 млн