Тёмный

Naveen Transforms, Now Writes Letters In Odia | No Comments 

Nirbhay
Подписаться 279 тыс.
Просмотров 23 тыс.
50% 1

Опубликовано:

 

15 авг 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 218   
@bishnucharnrana3282
@bishnucharnrana3282 Месяц назад
ନବୀନ ପଟ୍ଟନାୟକଙ୍କ ଛଳନାର ଆବେଗ ଓଡ଼ିଶାବାସୀ ଏବେ ଠିକ୍ ବୁଝି ପାରୁଛନ୍ତି । ଆଜିର ଏହି ଏପିଶୋଡ ବହୁତ ସୁନ୍ଦର ଶିକ୍ଷା ଦେଇଛି ।
@anandachandrasahoo7377
@anandachandrasahoo7377 Месяц назад
ନବୀନ ପଟ୍ଟନାୟକଙ୍କୁ କହନ୍ତୁ ସେ ସର୍ବ ସମକ୍ଷରେ ଓଡ଼ିଆ ଚିଠି ଟିକୁ ପଢ଼ି ପାରିବେ କି,?
@golakbiharimalikgolak654
@golakbiharimalikgolak654 Месяц назад
Any doubt ? Se saptam shreni paryanta Cuttack re padhi chhanti para. Sabu chhalana, sabu Maya. Chabish barsa hela chhalana Karu thile, àaji b Karu chhanti. Loke bujhi na thile, ebe bujhi Leni. Seithi pain ta Nabin Babu nka yeh TRANSFERMATION. Na aapan kn kahchhanti ?
@asitgantayat6619
@asitgantayat6619 Месяц назад
💯 💯 bet Kari kahuchi aagyan....nabina jadi etiki katha suddha odia re lekhiki nije padhidele then manijibi sie Biju Babu nka dayada😊
@sukantabaliarsingh9769
@sukantabaliarsingh9769 Месяц назад
ନବୀନ ପଟ୍ଟନାୟକ ଏକ ନମ୍ବର ପ୍ରବଞ୍ଚକ। ୨୫ ବର୍ଷ ଓଡ଼ିଆଙ୍କୁ ଠକି ଚାଲିଥିଲେ।
@amit_ganjam
@amit_ganjam Месяц назад
ନବୀନ ଲେଖିଲେ "ପ୍ରିୟ ମୋହନ ମାଝୀ" । ଏପରିକି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପୂରା ନାମ ସୁଦ୍ଧା ଲେଖିଲେ ନାହିଁ। କିନ୍ତୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ଲେଖିଲେ, "ସମ୍ମାନନୀୟ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ"। ଏହି ଦୁଇଟି ସମ୍ବୋଧନରେ ଆକାଶ ପାତାଳ ଫରକ।
@brajabandhusahoo6043
@brajabandhusahoo6043 Месяц назад
ବିଧାନସଭାରେ ନବୀନ ପଟନାୟକ ଯଦି ଓଡ଼ିଆରେ କହିବେ ଆମେ ଜାଣିବା ସେ ଓଡ଼ିଆ ଶିଖିଲେଣି.
@brajakishorepadhi4022
@brajakishorepadhi4022 Месяц назад
ପାହାର ବାଜିଲା ପରେ ବୁଢା ବାଟ କୁ ଆସୁଚି କି ପ୍ରପଂଚ କରୁଚି ସମୟ କହିବ। ମୋ ମତରେ କୁକୁର ଲାଂଗୁଡ ପରି ନବୀନ ବୁଢା ପଟ୍ଟନାୟକ। ମୁଖମନ୍ତ୍ରୀ କଦାପି ତ କରାଯିବନି।
@biswanathpadhy8371
@biswanathpadhy8371 Месяц назад
ଏଇଟା ଗୋଟିଏ ନାଟକ ।ଯାହା କଲେ ବି ଆଉ ମାନ୍ୟବର ମୂଖ୍ୟ ମନ୍ତ୍ରୀ ହୋଇ ପାରିବେ ନାହିଁ।
@sharmisthaswain6107
@sharmisthaswain6107 Месяц назад
ବହୁତ ଧନ୍ୟବାଦ sir ନିଛୁକ SATA କଥା କୁ ଓଡ଼ିଶା ର ଜନତାଙ୍କ ପାଖରେ ପହଞ୍ଚାଇ ଦେଇଛନ୍ତି ଶାସନ କଲାବେଳେ କୁଆଡେ଼ ଯାଉଥିଲା ସବୁକଥା ଏବେ ନୂଆ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ହେଲେ ବୋଲି ତାଙ୍କର ସବୁ ଗୁଣ ଲୁଚିଗଲା ପୁରୁଣା ମୂଷା ହେଇ ଓଡ଼ିଶା କୁ ଲୁଟି ସାରି ଦେଇଛି ପଣ୍ଡିଆନ କୁ ଧରି
@trilochanpatnaik6321
@trilochanpatnaik6321 Месяц назад
ନବୀନ ପଟ୍ଟନାୟକ ଙ୍କ ଏବେକାର ଡ୍ରାମା ଯାହାର ପଛଦ ପଟ direction ରେ ଚାଲିଛି ତାହା ଦେଖିଲେ ନହସି ରହି ହେଉନି।
@arjunpradhan5615
@arjunpradhan5615 Месяц назад
ପୁର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ , ମୋହନ ଚରଣ ମାଝୀ ମୁଖ୍ୟ ମନ୍ତ୍ରୀ ଓଡ଼ିଆରେ ଚିଠି ଲେଖି ଜଣାଇଛନ୍ତି ବଡ ଠାକୁର ଙ୍କ ଦୁର୍ଘଟଣା ଯୋଗୁ ସେ ଗଭୀର ମର୍ମାହତ ହୋଇ ଛନ୍ତି। ଲେଖିଥିବା ଚିଠି କୁ ଠିଆ ହୋଇ ସେ ପଢ଼ିପାରିବେକି ।
@bipracharanjena2736
@bipracharanjena2736 Месяц назад
ପରାଜୟ ପରେ ଓଡ଼ିଆ ଭାଷା ରେ ଚିତି ନବୀନ ପଟ୍ଟନାୟକ ପରିଣତ ବୟସରେ ଲେଖିଲେ ପରାଜୟ ପରେ ଜ୍ଞାନ ଉଦୟ ହେଲା ସ୍ବାଗତଯୋଗ୍ୟ
@pramodapradhan9257
@pramodapradhan9257 Месяц назад
ନିର୍ବାଚନ ସରିଲେ ନୂହେଁ ନିର୍ବାଚନରେ ଲୋକଙ୍କ ଲାତ ପଡିଲା ପରେ ଚୈତ୍ୟନ ଉଦୟ ହେଲା
@chandipadapanda4707
@chandipadapanda4707 Месяц назад
ଯାହା ଓଡିଆରେ ଲେଖିଛନ୍ତି ତାହା ନବୀନ ବାବୁ ପଢି ପାରିବେ ତ ? ନାଁ ଆପଣମାନେ କଣ କହୁଛନ୍ତି ।
@rajeswarichaini3406
@rajeswarichaini3406 Месяц назад
😂
@dagreswargoud
@dagreswargoud Месяц назад
ବିଜେପି ସରକାରକୁ ଧନ୍ୟବାଦ ଜଣାଇବା କଥା ଯାହା ସେ ଆଜି କରୁଛନ୍ତି ତା'ର ଶ୍ରେୟ ବିଜେପି କୁ
@royalck1
@royalck1 Месяц назад
Andha bhakta Modi media
@dagreswargoud
@dagreswargoud Месяц назад
@@royalck1 ମୁଁ କିଛି ଭୁଲ କହିଲି କି ମାନ୍ୟବର ଚାଟୁକାର
@royalck1
@royalck1 Месяц назад
@@dagreswargoudandha bhakta mana nka katha hauchi value less What's app University student Kachi na jani pandita Andha bhakta manankara treatment nahi
@MalayaRanjanPradhan-co9pk
@MalayaRanjanPradhan-co9pk Месяц назад
You are right sir​@@dagreswargoud
@golakbiharimalikgolak654
@golakbiharimalikgolak654 Месяц назад
@@royalck1 toh petare chhua hela pare b kahu chhu gyas ru peta phuli chhi.
@hotelvishalresidency179
@hotelvishalresidency179 Месяц назад
Hisab karuchi eka Kalia.....🙏🙏
@subashpatra6884
@subashpatra6884 Месяц назад
Nabina.babu..odiare..nija..father.naa..lekhi..paribeki.?..Nilaza😊
@balarammishra5886
@balarammishra5886 Месяц назад
ଓଡିଶା ର ଏକ ନୁମ୍ବର ଟାଉଟର ନବୀନ ପଟନାୟକ..
@swarajkumarbej3768
@swarajkumarbej3768 Месяц назад
ନବୀନ ପଟ୍ଟନାୟକ କୁ କି କି ଭାଷାରେ ନିନ୍ଦା କରିବି, ଅବିଧାନରେ ଶଦ୍ଦକୋଷ ମଧ୍ଯ କମ୍ ରହିଯିବ।
@bbiswal9812
@bbiswal9812 Месяц назад
ସେ ଅଣ ଓଡ଼ିଆ ପ୍ରଶାସକ କୁ କିଏ ଶ୍ରୀମନ୍ଦିରରେ ରଖିଥିଲା?ଗୋଦରୀ ଲୋ ତୋ ଗୋଡ଼କୁ ଅନା
@prafullamohanty5557
@prafullamohanty5557 Месяц назад
ଅତି ସୁନ୍ଦର ଉପସ୍ଥାପନା ସାର୍। ନବୀନ ପଟ୍ଟନାୟକଙ୍କ ଜଣେ ଅଭିଜ୍ଞ କଳାକାର।
@user-ud1lp4oh5t
@user-ud1lp4oh5t Месяц назад
ନବୀନ କୁହନ୍ତୁ ନିଜ ନାମ କୁ ଓଡିଆ ରେ ଲେଖିପାରିବ ସେ କଣ ଓଡିଆ ରେ ଚିଠି ଲେଖିବ
@kamalakantadas6050
@kamalakantadas6050 Месяц назад
ସବୁ ଦେଖୁଛି ଆମ କଳା ଠାକୁର 🙏
@sarojghosh1199
@sarojghosh1199 Месяц назад
Tremendous presentation on Bhababega and Ashmita of former CM. Jay Shri Ram🙏
@saratmishra7100
@saratmishra7100 Месяц назад
Really, well said.
@debiprasadpanda3490
@debiprasadpanda3490 Месяц назад
Thanks for the appropriate analysis.
@Ashish-mh5yj
@Ashish-mh5yj Месяц назад
Sir aapanka analysis awesome.....❤
@user-fy8kq2uf2z
@user-fy8kq2uf2z Месяц назад
Right
@binodbeharidas5801
@binodbeharidas5801 Месяц назад
ଖୁବ୍ ସୁନ୍ଦର
@arunkumarbehera9271
@arunkumarbehera9271 Месяц назад
SOBUTHU. Nikoma. Cm. Nobin ,Sonia. Monmohon.sorokarjaha
@rajanikantabiswal2669
@rajanikantabiswal2669 Месяц назад
ସାର୍ ବିଜୟ ମହାପାତ୍ର ଙ୍କ ବିଷୟ ରେ ଟିକେ ଆମକୁ ବୁଝାଇ ଲେ ହୁଅ ନ୍ତା ନି?
@baikunthamajhi3416
@baikunthamajhi3416 Месяц назад
You are 100% right sir
@rajanikantabiswal2669
@rajanikantabiswal2669 Месяц назад
ବିଚକ୍ଷଣ ଜାତ୍ରା ଦଳ ଓଡ଼ିଶା ର ନଂ୧
@yudhisthiraswain
@yudhisthiraswain Месяц назад
Good 🎉🎉🎉
@prakashswain8674
@prakashswain8674 Месяц назад
ନବୀନ ବାବୁଙ୍କ ଠାରୁ ଅଧିକ ଅଭିନୟ କିଏ କରି ପାରିବେ ନାହିଁ ।ନବୀନ ବାବୁଙ୍କ ହୃଦୟରେ ତିଳେମାତ୍ରେ ଦୁଃଖ ନଥିଲେ ମଧ୍ୟ, ଆଖିରୁ ଲୁହ ଝରଉ ଥାଇ ।
@mindescape9602
@mindescape9602 Месяц назад
Sidha point ti point re Katha Barta...grand salute uncle
@santoshkumarsahoo8671
@santoshkumarsahoo8671 Месяц назад
ଓଡ଼ିଶାର ଅଧପତନ ପାଇଁ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଦାୟୀ ଅଟନ୍ତି
@mihirdwivedi8843
@mihirdwivedi8843 Месяц назад
The letter was drafted n written by the Mayor BBSR just to fool us, it's another drama of Naveen Ji
@laxmidharapanda6086
@laxmidharapanda6086 Месяц назад
ଅତି ନିର୍ଲଜ ରାଜନୀତି କରୁଛନ୍ତି, ଲୋକେ ସବୁ ବୁଝୁଛନ୍ତି ନବୀନବାବୁ ଭେଳିକି !
@durgamadhabmohapatro9796
@durgamadhabmohapatro9796 Месяц назад
Thank you sir namaskar😅
@santapjena8954
@santapjena8954 Месяц назад
ସ୍ପଷ୍ଟ ମତ ପାଇଁ ବହୁତ ବହୁତ ସାଧୁବାଦ 🙏
@deepakkumarmohapatra5056
@deepakkumarmohapatra5056 Месяц назад
Ekdam thik 🙏🙏
@sarojkumarbehera6697
@sarojkumarbehera6697 Месяц назад
🎉
@nabakishoresundara6912
@nabakishoresundara6912 Месяц назад
Our CM now teaching a good lesson to ex CM as well as BJD.
@durgaprasadsamantaray7084
@durgaprasadsamantaray7084 Месяц назад
ଏହି ଚିଠି ଶ୍ରୀ ନବୀନ ପଟ୍ଟନାୟକ ନିଜେ ନଲେଖି ଅନ୍ୟ କିଏ ଲେଖି ନିଜ ନାମରେ ପଠାଇଛନ୍ତି ବୋଧହୁଏ।
@subhransusekhar8602
@subhransusekhar8602 Месяц назад
ନାହିଁ ସେତେବେଳେ ନବୀନ୍ ବାବୁ ର ଭାବ ଆବେଗ ଗାଈ ଖାଇ ଦେଇଥିଲା. ଏବେ ହାରିଲା ପରେ ଠିକ୍ ଭାବ ଆସୁଚି. ଲଜ୍ଜା
@dwarikanathmohanty179
@dwarikanathmohanty179 Месяц назад
Translation from English to Odia. This is world class transformation.
@user-qh6ws7eh5e
@user-qh6ws7eh5e Месяц назад
ବାରିପଦା କୁ ବାଡିପଡା ଏବଂ ଚଣ୍ଡୀଖୋଲ କୁ କଣ ଲେଖିଛନ୍ତି ଦେଖିବେ
@mahendrakumarnayak3039
@mahendrakumarnayak3039 Месяц назад
ନବୀନ ଦାସ ଭାଇ, ଏବେ ବି ନବୀନ ପଟ୍ଟନାୟକ ର ବାମ ହାତ ଥରୁଛି କିନ୍ତୁ ତାକୁ ସେ ସମ୍ଭାଳି ନେଉଛନ୍ତି। ଏହା ଏବେ ନୁହଁ ବିଗତ ଆଠ ବର୍ଷ ହେଲା ହେଇ ଆସୁଛି। ଗତ ଷୋହଳ ମସିହା ରେ ମୁଁ ନିଜେ ଏପରି ତାଙ୍କର ଏ ଅବସ୍ଥା ଦେଖିଛି। ଯେ ହେତୁ ସେ ମୁଖ୍ୟମନ୍ତ୍ରୀ, ତାଙ୍କର ସ୍ଵତନ୍ତ୍ର ରୂପେ ଚିକିତ୍ସା ହେଉଥିବା ଯୋଗୁଁ ତାହା ନିଜ ନିୟନ୍ତ୍ରଣ ରେ ରହିଛି । କିନ୍ତୁ ତାଙ୍କ ଗୁମାସ୍ତ ଚାହୁଁ ନଥିଲେ ଯେ ଏସବୁ ଅନ୍ୟ ଜନ ସାଧାରଣଙ୍କୁ ଦେଖାଯାଉ। ବାକି ରହିଲା ଓଡ଼ିଆ ରେ ଚିଠି ଲେଖିବା କଥା, ତାହା ତ ନିଶ୍ଚୟ ହେବା ଦରକାର ଥିଲା କାରଣ ବର୍ତ୍ତମାନ ର ଉପଦେଷ୍ଟା ସୂଚାଇ ଦେଇଥିବେ ଯେ ନବୀନ ନିଜର ରୁପାନ୍ତିକରଣ କଲେ ହିଁ ଜନତା ଜନାର୍ଦ୍ଦନ ତାଙ୍କ କଥା ବିଶ୍ୱାସ କରିବେ। ଆମେ ବି ଜାଣିଛୁ ଯେ ନବୀନ ନବିନରେ ନବନିତ ହେବ ଆଉ ସେତେବେଳକୁ ନାରିକେଳ ଖାଇବାକୁ ଦନ୍ତ ପୃଷ୍ଟ ନଥିବ ଅବା ସେ ନବୀକରଣ କୁ ଆମେ ଦେଖିବାକୁ ନଥିବ।
@Jagannath-oc9ht
@Jagannath-oc9ht Месяц назад
ନବିନ ଭାଇ କଥା କଣକି ଆବେଗ ବିଭିନ୍ନ ବ୍ୟକ୍ତିଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଠିକ୍ ସେହିଭଳି ନବିନ ଆବେଗ ଆଉ ମୋହନ ଆବେଗ ଭିନ୍ନ ଭିନ୍ନ ପ୍ରକାରର।
@bhupeshkarmi513
@bhupeshkarmi513 Месяц назад
ସବୁ ରୂପାନ୍ତରଣ,,,ଆଜ୍ଞା।
@himansupadhy9389
@himansupadhy9389 Месяц назад
କିଏ ସେ ଓଡ଼ିଆ ଲେଖାଳି ଓ କିଏ ସେ ଲେଖା ର ନିର୍ଦେଶକ ପ୍ରଥମେ ବିଜୁ ଜନତା ଦଳ ସର୍ବ ସାଧାରଣ ରେ ପ୍ରଯଶ କରିବା ର ନିହାତି ଆବଶ୍ୟକତା ଅଛି
@rabimohanty112
@rabimohanty112 Месяц назад
ଏ ଲେଖା ନବୀନର ନୁହେଁ, ଗୋଟିଏ ଖୁଆମାତିଆ ଟେ ଲେଖି ଦେଇଛି ଦଶଖତ ମଦ୍ୟ ପ୍ରକୃତ ନୁହେଁ, ସେ ତା ଶବ ଟାଏ, ତା ଚିଠି ଅଲିଅଗାଦରେ ପକାନ୍ତୁ.
@user-lg3qb4dl5k
@user-lg3qb4dl5k Месяц назад
🎉naveen chalna karuchi
@jitu749
@jitu749 Месяц назад
ମୁଁ ତ ପ୍ରଥମେ ସେ ଚିଠି ଦେଖି ଆଶ୍ଚର୍ଯ୍ୟ ହଜିଗଲି। ନବୀନବାବୁ ପୁଣି ଓଡିଆ ଭାଷାରେ ଚିଠି ଲେଖିଛନ୍ତି। ଯୋଉଟା ଦୀର୍ଘ ପଚିସ ବର୍ଷରେ ହୋଇନଥିଲା ସେଟା ଏବେ ଘଟିଲା ଏହାକୁ ହିଁ କୁହନ୍ତି ରୂପାନ୍ତରିତ।
@PurnachandraBehera-if5tu
@PurnachandraBehera-if5tu Месяц назад
ଏ ଓଡ଼ିଆ ଚିଠି ଲେଖା ଓଡିଶା ବାସୀ ଙ୍କୁ ଧୋକା। ଧୋକରେ ସେ ଏକ ନମ୍ୱର।
@AkhyayaMohanty
@AkhyayaMohanty Месяц назад
Ajira dinare kete loka odiaare chithitie lekhiparichhanti Bhai tike hisab kara
@dagreswargoud
@dagreswargoud Месяц назад
ଓଡ଼ିଆ ମୁଖ୍ୟମନ୍ତ୍ରୀ ଜଣେ ଓକିଲାତି ପ୍ରାପ୍ତ ବ୍ୟକ୍ତି ଭୁଲନ୍ତୁ ନାହିଁ....
@manasdalai4028
@manasdalai4028 Месяц назад
ଜୋ ମାଗିଆ କୁ ଓଡ଼ିଆ ରେ କଥା କହି ଆସୁନାହିଁ, ସେ ଓଡ଼ିଆ ରେ ଲେଖିବ କେମିତି
@ramakantmahanta6994
@ramakantmahanta6994 Месяц назад
ପ୍ରକୃତି ନୈବ ମୁଚ୍ୟତେ "" ନିଜକୁ ଏତେ ଓଡିଆ ପ୍ରିତି ଦେଖାଇ ଦରଦ ଦେଖାଇଲେ ବି ତୁମକୁ ଜନସାଧାରଣ ଚିହ୍ନି ସାରିଛନ୍ତି । ନବିନ ନାରେ ନିଜେ ପାଣ୍ଡିଆନ ସରକାରକୁ ବଦନାମ କରିବାର ଏହା ଚକ୍ରାନ୍ତ ।
@gokulmeher6168
@gokulmeher6168 Месяц назад
ନବୀନ ବାବୁ କ୍ଷମତାରେ ଥିବା ସମୟରେ ବିରୋଧୀ ଦଳକୁ କେବେ ମଧ୍ୟ ଏଭଳି ଭାବରେ ସମ୍ମାନ ଦେଉଥିଲେ କି ?
@ajitkumarpanda6388
@ajitkumarpanda6388 Месяц назад
ପ୍ରବଞ୍ଚନା ର ଗୋଟିଏ ସୀମା ଥାଏ,,,,,,5T ସହିତ ଆଉ ଗୋଟେ T ମିଶେଇ ଦେଲେ ନବୀନ ବାବୁ ଓଡ଼ିଶା ବାସୀ ଙ୍କ ମନ ଜିଣି ପାରିବେ ତ?
@purnapradhan1549
@purnapradhan1549 Месяц назад
CM,Mohan cannot read English,that's the reason to write a letter in odia.
@tariniprasadmohanty1136
@tariniprasadmohanty1136 Месяц назад
Nabin Patnaik is great Dramatic Master.
@rabindrakumarsahoo4920
@rabindrakumarsahoo4920 Месяц назад
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଲେ ଓ ସମ୍ଵୋଧନ କରି ଲେଖିଛନ୍ତି ଯେ ପ୍ରିୟ ମୋହନ ମାଝି ବୋଲି।ସେ ସ୍ଥାନରେ ମୁଖ୍ୟମନ୍ତ୍ରୀ ମହାଶୟ ଲେଖିଥିଲେ ଠିକ୍ ହୋଇ ନ ଥାନ୍ତା କି ?ଏଯାଏ ବୋଧେ ସେ ଭାବୁଛନ୍ତି ସେ ନିଜେ ଏବେ ବି ଓଡିଶାର ମୁଖ୍ୟମନ୍ତ୍ରୀ।ଅକାଳକୁଷ୍ମାଣ୍ଡଟିଏ। ଛିଃ।ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିବାରେ ଏତେ କୁଣ୍ଠିତ କାହିଁକି?ସେ କଣ ତମ ସାଙ୍ଗ? ଛିଃ।
@kabitasahoo8385
@kabitasahoo8385 Месяц назад
🙏👍❤
@gangadhardash3430
@gangadhardash3430 Месяц назад
🎉🎉🎉
@rabindrakumarsahoo4920
@rabindrakumarsahoo4920 Месяц назад
ନବୀନ ପଟ୍ଟନାୟକ ଯେଉଁ ଚିଠି ଲେଖିଲେ ସେ ଚିଠି ବ୍ୟକ୍ତିଗତ ନା ବିରୋଧୀଦଳ ନେତା ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି? ସମ୍ବୋଧନରେ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ ପ୍ରିୟ ଶ୍ରୀ ମୋହନ ମାଝି।କିରେ ସେଠାରେ ମୁଖ୍ୟମନ୍ତ୍ରୀ ମହାଶୟ ଲେଖିଥିଲେ କଣ ସମ୍ମାନ ପଳେଇ ଯାଉଥିଲା। ଛିଃ।ଏ ପ୍ରକାର ହୀନମାନସିକତାକୁ।ଏହା ଓଡିଶାପ୍ରତି ଅପମାନ ବୋଲି ଭାବୁଛି।
@rabinarayansingh500
@rabinarayansingh500 Месяц назад
Disrespect to the highest constitutional post of a state
@binayakpaikaray8221
@binayakpaikaray8221 Месяц назад
ଓଡ଼ିଆରେ ଚିଠି ସେ ନିଜେ ଲେଖିଛନ୍ତି ନା ତାଙ୍କ ପାଇଁ ଅନ୍ଯ କେହି ଲେଖିଦେଇଛନ୍ତି?
@user-sc5bl3be9t
@user-sc5bl3be9t Месяц назад
Navin Das sir aap great ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@GolokSahoo
@GolokSahoo Месяц назад
Shadow of ex chief minister has learnt Odia during tapasya period.This odia letter is the evidence.Also they are learning Odia asmita.A good gesture.
@gouriprasadpatra6208
@gouriprasadpatra6208 Месяц назад
Hats off to your wisdom. You would be an asset if allowed as advisor to CMO. You will handle the opposition in such a manner that the BJD will be pushed to oblivion.
@ashoksamal7683
@ashoksamal7683 Месяц назад
ବିଜେପି ମୁଖ ପାତ୍ର, ଦିନେ ତ ବିଜେପି କଥା ଥରୁଟେ କହିବା ଦରକାର, ମିଡ଼ିଆ ହୋଇ କାହିଁକି ମୁଖ ପାତ୍ର ହେଉଛ
@pabitranath5075
@pabitranath5075 Месяц назад
Nabini acting karuthila naa nahi aaga nabini abe nabini ku tulana kara dekhiba
@basantapattnaik7812
@basantapattnaik7812 Месяц назад
ସାର ସମ୍ପୂର୍ଣ ଓଡ଼ିଆ ଚିଠି ନୁହେଁ
@DR.B.NAYAK1980
@DR.B.NAYAK1980 Месяц назад
ବୁଦ୍ଧି ନ ଦିଶଇ ଘରକୁ, କହି ଦେଉଥାଇ ପରକୁ l
@guduidea7916
@guduidea7916 Месяц назад
Ok
@SidharthPrasadDas
@SidharthPrasadDas Месяц назад
ରୂପାନ୍ତର ରଖ, ଏବେ ରାଜ୍ୟପାଳ ଙ୍କ ପୁଅ ମାରି ଗୋଟେ ଓଡ଼ିଆ ଲୋକ ର ମୁହଁ ଫଟେଇଲାଣି ଏବେ ଖୁସି ତ, ଓଡ଼ିଆ ଅସ୍ମିତା କି ଭାଷଣ ହୁଏ ହେଲେ ଏବେ ଶୁଭୁନି
@prafulasingh2267
@prafulasingh2267 Месяц назад
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଆବେଗ ପାଣ୍ଡିଆନ ଜଣେ ଭଲ ଲୋକ । ପାଣ୍ଡିଆନ ବାବୁଙ୍କ ପ୍ରତି ଆବେଗ ପୁଅ ପରି ନବୀନ ନିବାସରେ ରଖିବା । ଆଉ ବୟସ ଆଉ ମୋ'ର କାହିଁ ପାରିବି ପୁତ୍ର ଉପୁଜାଇ ,,,, ଏଣୁ ଆହୁରି ଆବେଗ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀର ସ୍ବପ୍ନ ଦେଖିବା ।
@roshnimohapatra2797
@roshnimohapatra2797 Месяц назад
ଜୟ ଶ୍ରୀଜଗନ୍ନାଥ........ ଯାହାହଉ ପଚିଶି ବର୍ଷ ଭିତରେ ଯାହା ସମ୍ଭବ ହେଇ ପାରିନଥିଲା ଏବେ ସମ୍ଭବ ହେଉଛି ନବିନ ପଟ୍ଟନାୟକ (ସାର )ବୋଧେ ଓଡିଆ ଅସ୍ମିତାର ମୂଲ୍ଯ ବୁଝି ଓଡିଆ ଭାଷା କରିନପାରିଲେ କଣ ହେଲା ଓଡିଆ ଭାଷାରେ ଚିଠିପତ୍ର ଲେଖିବାର ପ୍ରୟାସ ଆରମ୍ଭ କରିଦେଲେଣି....ହା....ହା....ହା..
@bikramkeshariparida4077
@bikramkeshariparida4077 Месяц назад
କରି କରାଉଥାଏ ସେହି ତା ବିନା ଚାଲିନ ପାରାଇ । ନହେଲେ ନବୀନ ବାବୁ ପୁଣି ଓଡିଆ!
@user-qh6ws7eh5e
@user-qh6ws7eh5e Месяц назад
😂ଛଲାଙ୍ଗ ମାଷ୍ଟର ଓଡ଼ିଶାର କଳଙ୍କ😮😮😮
@jchoudhury274
@jchoudhury274 Месяц назад
ଲୋକେ କହନ୍ତି 80 ବର୍ଷ ହେଲେ ବୁଦ୍ଧି ହେବ ନବିନ ବାବୁ ଙ୍କୁ ଏବେ 80ବର୍ଷ ହେଲା
@sushildash1265
@sushildash1265 Месяц назад
ଲୋକଙ୍କ ପେଣ୍ଟଡ ମେଡିସିନ ଠିକ୍ କାମ କରିଛି।
@krushnachandrajena7383
@krushnachandrajena7383 Месяц назад
Namaskar sir
@anjananayak3971
@anjananayak3971 Месяц назад
Jahaheu Emiti gote sarakara asila nabin babu odia sikhi gale jay jagannath 🙏
@tariniprasadmohanty1136
@tariniprasadmohanty1136 Месяц назад
Now Odia Asmita is Purified.
@kuntalamanijena6922
@kuntalamanijena6922 Месяц назад
2023 re jagannath bi adha padijaithile setebele-
@geetaranisamal6638
@geetaranisamal6638 Месяц назад
ସେତେବେଳେ ତାଙ୍କର transformation ହୋଇ ନଥିଲା।
@brajabandhusahoo6043
@brajabandhusahoo6043 Месяц назад
ସାର ଦୟାକରି ତାଙ୍କୁ ଟିକେ କହିବେକି ସେ ଓଡ଼ିଆ ରେ ପଢିକି ଶୁଣାଇବେ
@RajeshKumar-rh5uc
@RajeshKumar-rh5uc Месяц назад
Sleeping partner ଙ୍କ ନିଦ ଭାଙ୍ଗିଗଲା sir ଆହୁରି ଅନେକ ପରିବର୍ତନ ଆସିବ । ଭୟ ରେ ସବୁ କିଛି ବାହାରିବ ।
@Katak_Dk
@Katak_Dk Месяц назад
ଆପଣ ଗାରେ଼ଇ ଦେଲେ 😂
@kailashrana5820
@kailashrana5820 Месяц назад
ଚବିଶ ବର୍ଷ ଓଡ଼ିଆ ଦେଖିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବେ ବିରୋଧୀ ଦଳ ନେତା ଭାବେ ଚବିଶି ବର୍ଷ ଦେଖି ବାକୁ ଚାହିଁଲେ ରାଜ୍ୟର ବହୁତ ମଙ୍ଗଳ ହେବ ।କାରଣ ପରିବର୍ତ୍ତନ ।ଯେପରି ଇଙ୍ଗ୍ରାଜୀ ରୁ ଓଡ଼ିଆ ।ଓଡ଼ିଆ ଙ୍କ ଠାରୁ ଦୂରରେ ଥିଲେ ଏବେ ପାଖକୁ ଆସିବେ । କଥା କଥାକେ ଚିଠି ଲେଖି ମୋହନ ସରକାରଙ୍କୁ ସଚେତନ କରାଇବେ ।ମୁଖ୍ୟମନ୍ତ୍ରୀ ମୋହନ କୁମାର ମାଝି ବି ତାଙ୍କର ପରାମର୍ଶ କୁ ସସମ୍ମାନେ ଗ୍ରହଣ କରିବେ ବୋଲି ସଙ୍ଗେ ସଙ୍ଗେ ପ୍ରତ୍ଯୁତ୍ତର ଦେଇଛନ୍ତି ।ଉନ୍ନତି ଆଉ ଉନ୍ନତି ,ପୁଣି ମଙ୍ଗଳ ହିଁ ମଙ୍ଗଳ ।ଧନ୍ୟବାଦ।
@nagendrapattnaik2860
@nagendrapattnaik2860 Месяц назад
You are a great MURKH
@khirodhota1440
@khirodhota1440 Месяц назад
ନବୀନ ଅଭିନୟରେ ମାହିର l
@dhirendrabehera267
@dhirendrabehera267 Месяц назад
ସମ୍ମାନୀୟ ଶ୍ରୀଯୁକ୍ତ ନବୀନ ଦାସ ବାବୁ ମହୋଦୟ ଆପଣଙ୍କ ନ୍ୟୁଜ ପରିବେଷଣ ଅତି ଉଛ କୋଟିର ଏହାକୁ କେହି ଅସ୍ବୀକା 2:20 ର କରିପାରିବେ ନାହିଁ, କିନ୍ତୁ ଏବେ କାହଁକି କେଜାଣି ଆପଣ ଏକ ତରପା ନ୍ୟୁଜ ଉପସ୍ଥାପନ କରୁଛନ୍ତି ତାହା ଆପଣ ହିଁ ଜାଣିଥିବେ l 2:20
@pkpanda1371
@pkpanda1371 Месяц назад
ନବୀନ ଦାସ sir ଆପଣ ଆଉ କାର୍ଟୁନ୍ news show ନ କରି pl ଯାତ୍ରା ଦଳ କୁ ଯାଆନ୍ତୁ। ଅପେରା ପାର୍ଟି ରହି କାମ କରନ୍ତୁ। ଯାତ୍ରା ଦରବାର ପେଣ୍ଡାଲ ରେ ବସି ବଢ଼ିଆ ଘୋଷଣା କରି ପାରିବେ ଯାତ୍ରା ର ନାମ। ଆଜିର ନାଟକ ନାଟକ ନାଟକ ନିର୍ଭୟ ଗୁମର କଥା.....! ମୁଁ ନିର୍ଭୟ ରେ ଆଉ ଏକ ନୂଆଁ ଅଧ୍ୟାୟ ରେ ନବୀନ ଦାସ। ଯାତ୍ରା ଭଲ ଜମିବ।
@bibhuti5999
@bibhuti5999 Месяц назад
BJP 🪷 ଶିଖାଇଲା ଓଡ଼ିଆ ଅସ୍ମିତା 😊
@dr.purnendutripathy5263
@dr.purnendutripathy5263 Месяц назад
ସତ କହିଲେ ସତୀ କୁ ବାଧେ
@Socialreform2022
@Socialreform2022 Месяц назад
ଏ ମୂର୍ଖ କଥା କେହି ଶୁଣ ନି
@nageswarnews7508
@nageswarnews7508 Месяц назад
Nabin heuchhi sadhe chari koti odia nka madhyare touter no 1
@umeshsenapati7602
@umeshsenapati7602 Месяц назад
Mohan babu nka English au hindi jemiti ama naveen babu nka odia semiti 😮😮
@anyra5978
@anyra5978 Месяц назад
😂😂😂😂😂😂😂😂 right bro
@tariniprasadmohanty1136
@tariniprasadmohanty1136 Месяц назад
Assembly start hele opposition leader nkara transformation janapadiba.
@puspanjalipatra2609
@puspanjalipatra2609 Месяц назад
ତୁମେ ନିଜକୁ ଅତି ଚାଲାଖ୍ ବୋଲି ଭାବୁଛ
Далее
NOOOO 😂😂😂
00:14
Просмотров 15 млн
would you eat this? #shorts
00:39
Просмотров 723 тыс.
Congress In Hands Of Ajay - Srikant
5:39
Просмотров 10 тыс.
NOOOO 😂😂😂
00:14
Просмотров 15 млн