Тёмный
No video :(

Rumour says Government money invested in Pranab Balabantaray's dhaba! | No Comments 

Nirbhay
Подписаться 280 тыс.
Просмотров 34 тыс.
50% 1

Rumour says Government money invested in Pranab Balabantaray's dhaba! | No Comments | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

27 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 147   
@gobindachandraswain3060
@gobindachandraswain3060 Месяц назад
ଧନ୍ୟବାଦ କ୍ରୀତଦାସ ଦଳ।
@susantasahoo9544
@susantasahoo9544 Месяц назад
ନବୀନ ବାବୁ ଆପଣଙ୍କୁ ଶତ ଶତ ଧନ୍ୟବାଦ ପୂର୍ବ ସରକାରଙ୍କ ଦୁର୍ନୀତି ପେଡ଼ି ଖୋଲୁ ଥିବାରୁ ।ପୂର୍ବସରକାର ଦୁର୍ନୀତିରେ କମଳଟା ଯାକ ବାଳ। ଏ ମୋହନ ସରକାର କୌଣସି ଠୋସ ପଦକ୍ଷେପ ଗ୍ରହଣ କରିବେ ନାହିଁ କି ସେମାନଙ୍କର ___ବଙ୍କା କରିପାରିବେ ନାହିଁ ।
@arundhatibehera9197
@arundhatibehera9197 Месяц назад
କି ଦେଖିଲା ୟେ ନୟନ ... ଆଗକୁ ଦେଖିବା କ'ଣ ସବୁ ଅଷ୍ଟାଶ୍ଚର୍ଯ୍ୟ ଦେଖି ବାକୁ ମିଳିବ ...
@Stutee24
@Stutee24 Месяц назад
😂😂
@pradeepsahu1304
@pradeepsahu1304 Месяц назад
ବିଜେଡି ସରକାର ରେ ସବୁ ସମ୍ଭବ
@rajkumarmohanty9330
@rajkumarmohanty9330 Месяц назад
ବାପ ଗୁଣ ରଖିଚି। ବାପା କଳ୍ପତରୁ କୋଣାର୍କ ଟିଭି କୁ ଖୋଳ କରିଥିଲେ, ଆଉ ଇଏ ପୁରା ଧର୍ମଶାଳା କୁ ଖାଇଲେ। ଅସୁବିଧା କଣ।😂😂
@DeepakKumar-fc5xk
@DeepakKumar-fc5xk Месяц назад
ନବୀନ ଶାସନକାଳ ଏକ କଳଙ୍କିତ ଅଧ୍ୟାୟ ଥିଲା ବୋଲି ପ୍ରମାଣିତ ହୋଇଗଲା।
@user-kt4sh2sm6s
@user-kt4sh2sm6s Месяц назад
ଖଜୁରୀ ଗଛର କି ଗୁଣ ଗାଇବା ମୂଳରୁ ପାହାଚ ପାହାଚ। ଧନ୍ଯ ଧନ୍ଯ ରେ ଦୁର୍ନୀତିଗ୍ରସ୍ତ ସରକାର। ୟାଙ୍କ ପାଖରେ ସବୁ ସମ୍ଭବ।
@padarbindasamal4365
@padarbindasamal4365 Месяц назад
24 ବର୍ଷର ଶାସନ ରେ ସବୁକିଛି ଥିଲା ବିଶ୍ୱସ୍ତରୀୟ
@Rajanibiswal2024
@Rajanibiswal2024 Месяц назад
ସାର୍ ନମସ୍କାର ଏ ଦୁଇ ଜଣ ଯାଜପୁରିଆ ବନ୍ଧୁ ଙ୍କୁ ସହେ ସଲାମ
@brajakishorepadhi4022
@brajakishorepadhi4022 Месяц назад
ଦେଖ ରେ ଗେଣ୍ଡା ଚୋଦା ଦଳ। ନବୀନ ପଟ୍ଟନାୟକ ର କଳା କାରନାମା।
@santoshkumarsahoo8671
@santoshkumarsahoo8671 Месяц назад
ସେଥିପାଇଁ ଏ ବିଜେଡି ଚାମଚାମାନେ କହୁଛନ୍ତି ନବୀନ ପଟ୍ଟନାୟକ ଥିଲେ ଓଡ଼ିଶା ବିକାଶର ସୂତ୍ରଧର😅
@brajakishorepadhi4022
@brajakishorepadhi4022 Месяц назад
@@santoshkumarsahoo8671 ଓଡିଶା ର ସାଧାରଣ ଭୋଟର କହୁ ନାହାନ୍ତି। ସାଧାରଣ ଭୋଟର ନବୀନ କୁ ବାହାର ର ରାସ୍ତା ଦେଖେଇ ସାରିଛନ୍ତି। ଆଉ ଯେଉଁ ମାନେ ବିଳାପ କରୁଛନ୍ତି ମୁଠି ଭର ଲୋକ ୟେ ମାନେ ବିଜେଡି ର ପାଦ ଚାଟି ତୋସାମଦ କରି ମିଛ ପ୍ରଶଂସା କରି ତାକଂ ଘର ଚୁଲି ଜଳୁଥିଲା। ସେ ମାନେ ବର୍ତ୍ତମାନ ବେ ସାହାରା ହୋଇ ରୋଦନ କରିବେ। ୨୫ବରଷ ହେଲା ପାଟିରେ ମିଠା ବାଜୁଥିଲା।
@bbiswal9812
@bbiswal9812 Месяц назад
ନଶୁଣିବା କଥା ଦେଖିବାକୁ ମିଳୁଛି
@GeetajiBehera
@GeetajiBehera Месяц назад
ଆପଣ ମଦ ମୁକ୍ତ ଓଡ଼ିଶା ଉପରେ ଗୁରୁତ୍ବ ଦିଅନ୍ତୁ 🙏🙏🙏🙏🙏
@laxmidharapanda6086
@laxmidharapanda6086 Месяц назад
ଶଳା ଖଣି ବେପାର ସହିତ ରାଣ୍ଡୁଆ ବେପାର ମଧ୍ୟ ଚାଲିଥିଲା ? ଏଗୁଡା କେବେ ଜେଲରେ ପସିବେ ?
@dr.purnendutripathy5263
@dr.purnendutripathy5263 Месяц назад
ନବୀନ ବାବୁ କଣ ମସ୍ତିଷ୍କ ବିହୀନ ଥିଲେ?
@spotdanger1677
@spotdanger1677 Месяц назад
Tume mastiska bala kanhiki tanku asana re basaithila?
@roguestriker6406
@roguestriker6406 Месяц назад
​@@spotdanger1677 to pari samaste vote dele boli
@chhabindramansingh73
@chhabindramansingh73 Месяц назад
ନିର୍ଲଜ bjd ଦଳ କିକଦର୍ଯ୍ୟ କାମ ସବୁ କରିଛନ୍ତି, ଓଡ଼ିଆଙ୍କ ମଳ ମୂତ୍ର କୁ ବି ଘରେ ପୂରେଇଛନ୍ତି
@DillipKumar-zv5mw
@DillipKumar-zv5mw Месяц назад
ବଲ୍ଲେ balle Dhaba, Chandikhol ରେ NH 16 ଉପରେ ବହୁତ୍ Area ନେଇ ଠିଆ ହୋଇଛି, ପ୍ରଣବ ବଳବନ୍ତ ରାୟ ର ଏଇ ଆଉ ଗୋଟେ କଳା କାରନାମା, ଯୁଆଡେ ବି ବାଡ଼ି ବୁଲେଇଲେ ସିଆଡେ ମେଞ୍ଚା ମେଞ୍ଚା corruption, ଛି ଛି ଏମାନଙ୍କୁ ଓଡ଼ିଆ କହିବାକୁ ଲାଜ ଲାଗୁଛି, ଯାହା ଆମ ଜଗନ୍ନାଥ ସ୍ଵାମୀ କରିବେ ,କାରଣ BJP ସରକାର ଦିଗ ହରା ଜଣା ପଡୁଛି,Jai jagannath swami
@manojpanda2956
@manojpanda2956 Месяц назад
ସାର୍ ଖଜୁରୀ ଗଛ କି ଗୁଣ ଗାଇବେ , ସନ୍ଦେହ ଆସୁଛି ମୋହନ ସରକାର ଙ୍କ ନିରବତା ଉପରେ
@SmashEnough
@SmashEnough Месяц назад
କୌଣସି ଗୁଣରେ କଂସ ରାବଣ ଦୁର୍ଯୋଧନ ଶାସନରୁ ନବୀନ ବିଜେଡି ଶାସନ କମ ନୁହେଁ ବରଂ ଏକ ନମ୍ବର ମୁଖ୍ୟ ମନ୍ତ୍ରୀ ନବୀନ ନୁହନ୍ତି ଦଳର ସମସ୍ତେ ନିଜ ନିଜ କ୍ଷମତା ବଳରେ ଏକ ନମ୍ବର
@udayalima9094
@udayalima9094 Месяц назад
ଆପଣଙ୍କ ନିର୍ଭୟ ସମ୍ବାଦର ସାମ୍ବାଦିକ ହେବା ପାଇଁ କାଶୀନଗର ଗଜପତି ଇଛୁକ ଅଟୁ. ଏଥପାଇଁ କଣ କରିବାକୁ ପଡିବ ମହାଶୟ. ଜୟ ଜଗନ୍ନାଥ 🙏🏻
@sanjaynaik5117
@sanjaynaik5117 Месяц назад
ବଲେ ବଲେ ଢ଼ାବା, ନେଉଳ ପୁର ଚଣ୍ଡିଖୋଲ।
@jyotisankardandapat83
@jyotisankardandapat83 Месяц назад
ସାର ତାଙ୍କର ଆଉ ଗୋଟେ ଢାବା ଥିଲା ତାଙ୍କ ବାପା ଥିଲା ବେଳେ। ହୋଟେଲ ପାନ୍ଥିକା ନାମରେ ଜାରକା ପାଖ ଗୋଖନେଶର ମନ୍ଦିର ନିକଟରେ। ଏହା ତାଙ୍କ ପରିବାର ର ପୁରୁଣା ବେପାର।
@DillipKumar-zv5mw
@DillipKumar-zv5mw Месяц назад
ପାନ୍ଥିକା ଖାଲି Dhaba ନ ଥିଲା, ସେଠି ଦେହ ବେପାର ଚାଲୁ ଥିବାର ଶୁଣାଯାଏ , ବାପ ପୁଅ ଏତେ ବର୍ଷ ଶାସନ ରେ ରହିଥିବାରୁ କେହି ଡରରେ ମୁଁହ ଖୋଲୁ ନଥିଲେ
@sarojkumartripathy5033
@sarojkumartripathy5033 Месяц назад
ସରକାରୀ ଅର୍ଥ କୁ କିପରି ବିନିଯୋଗ କରିବାକୁ ହୁଏ ଆକଠାରୁଶିଖ ଏସବୁ ଡକାୟତ
@prafullakumarmohanty6644
@prafullakumarmohanty6644 Месяц назад
ଲେଲିନ ମହାନ୍ତି କୁଆଡେ ଗଲେ, ତାଙ୍କୁ ପଚାରିଲେ ସେ ସବୁ କଥା କହିବେ.
@SatyabrataSamal-zx4di
@SatyabrataSamal-zx4di Месяц назад
Good Job Sir❤
@deepakmishra1311
@deepakmishra1311 Месяц назад
Excellent works
@ranunayak5735
@ranunayak5735 Месяц назад
ବିଜେଡ଼ି ବାଲା ସରକାର ଥିଲା ବେଳେ ଦୁର୍ନୀତି କରି ଆସୁଛନ୍ତି ବୋଲି ସମାବେଶରେ ଉପସ୍ଥିତି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ଏବେ ପ୍ରକୃତରେ ଏହା ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଘଟୁଥିବା ଜଘନ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ହେବା ଦରକାର ଲେଖାଛିଡିଛି ଏକାବେଳେ
@baradaprasannabhuyan4723
@baradaprasannabhuyan4723 Месяц назад
ହେ ଜଗନ୍ନାଥ ଦୀର୍ଘ 24ବର୍ଷ ହେଲାଣି, ଓଡ଼ିଶାରେ ଏସବୁ କଣ ଚାଲିଥିଲା !!! କୁଆଡ଼େ ଗଲେ ସେ ମୁଣ୍ଡ ବାଡେଇ କାନ୍ଦୁଥିବା ଲୋକ ଗୁଡ଼ାକ, ଦେଖ ତମ ନବୀନ ବାବୁଙ୍କ ଶାସନ ରେ କଣ କଣ ସବୁ ସମ୍ଭବ?
@abhirampanda5462
@abhirampanda5462 Месяц назад
ଏ ଢାବା ସମ୍ବନ୍ଧରେ ଆଗରୁ କେହି ଜାଣି ନ ଥିଲେ କି? ଏ ଥିରେ MP M L A fund ବ୍ୟବହାର ହୋଇଥିଲା। ଏବେ ବାହାରୁଛି କଥା।
@sujatapatnaik5421
@sujatapatnaik5421 Месяц назад
The worms keep crawling out! You are truly balle balle😂
@durga5581
@durga5581 Месяц назад
କି ଶୁଣୁଛି ଆଜିକର୍ଣ୍ଣରେ ନବୀନ..... ଓଡ଼ିଶାକୁ ଅନେକ ନାଥୁରାମ ଗଡ଼ସେ ଙ୍କର ଆବଶ୍ୟକତା ପଡିଲାଣି...
@sarojkumarbehera6697
@sarojkumarbehera6697 Месяц назад
ଆପଣ କୁଂ ବିନମ୍ର ସହ ଅନୁରୋଧ ମଦ ମୁକ୍ତ ଓଡ଼ିଶା ପା ପ୍ରୟାସ କରନ୍ତୁ🙏🙏🙏
@jagannathmishra5300
@jagannathmishra5300 Месяц назад
ହେ ପ୍ରଭୁ, କାନ କଣ ନ ଶୁଣିଲା। ଢାବା ରେ ସରକାରୀ ପଇସା। MP LAD & MLA LAD
@chittasahoo3236
@chittasahoo3236 Месяц назад
ଓଡ଼ିଆ ଲୋକ ବୋଧେ ବିଜେଡି କୁ ୨୪ ବର୍ଷ ଦେଇଥିଲେ କଣ ଓଡ଼ିଶାରେ ଏମିତି ଘର ତିଆରି ହେବ ଆଉ ସେଠି ରଙ୍ଗଶାଳା ହେବ ପଞ୍ଚାୟତର ପ୍ରତି ୱାର୍ଡରେ ମଦ କାଉଣ୍ଟର ଖୋଲାଯିବ ଧନ୍ୟ ବିଜୁ ପୁଅ ନବୀନ ଧନ୍ୟ ତମ ଓଡ଼ିଶାକୁ ଶାସନ ତମକୁ ଧନ୍ୟ ବାଦ ଓଡ଼ିଶାକୁ ୨୪ ବର୍ଷ ଏହି ଭଳି ଶାସନ କରିଥିବାରୁ
@SanyasiSahu-hc8rw
@SanyasiSahu-hc8rw Месяц назад
🌹💐🌹
@BikramMishra-ut3lv
@BikramMishra-ut3lv Месяц назад
Jay shree Jagannath ❤❤❤❤❤❤❤❤❤❤❤❤❤❤
@Yediwqtydete
@Yediwqtydete Месяц назад
Balle balle aau ame garibo Loka holle holle ....
@ritaravi1
@ritaravi1 Месяц назад
Namaskar sir, you have been rsising important issues. Please raise the issue of BSKY . Many hospitals are not accepting the card. Poor people are suffering. Your intervention is need of the hour.
@ppsahoo123
@ppsahoo123 Месяц назад
ବଲେ ବଲେ ଢାବା ରେ ବଲେ ବଲେ 😂
@manasmandal4983
@manasmandal4983 Месяц назад
🎉🎉🎉
@binodsahoo3374
@binodsahoo3374 Месяц назад
Let the cost be recovered from the concerned MP , MLA with interest.
@netajidash9367
@netajidash9367 Месяц назад
ଠିକ୍ କହିଛନ୍ତି। ଇଏ ବିଜୁ ଜନତା ଦଳ ନୁହେଁ ବିଚିତ୍ର ଜନତା ଦଳ।
@AshokKBarik
@AshokKBarik Месяц назад
This is world class...Santion from the MLA fund is new, innovative, and transformative method. This is world class transformation and Sanction.
@AshokKBarik
@AshokKBarik Месяц назад
These people should be given "world ratna" not "Bharat Ratna"
@rabinarayanpradahan9380
@rabinarayanpradahan9380 Месяц назад
ଆମେ ଆଉ କେତେଦିନ ଏଇଭଳି ଦୁର୍ନୀତି ଅନିତୀ ର ଘଟଣା ମାନ ଖାଲି ଦେଖୁଥିବା ଆଉ ଶୁଣୁଥିବା,,,,😅
@manjulapatel6761
@manjulapatel6761 Месяц назад
Chamatkar sarakar
@user-od2fs9gq4v
@user-od2fs9gq4v Месяц назад
ଜୟ ଶ୍ରୀ ଜଗନ୍ନାଥ
@RajasmitaBal
@RajasmitaBal Месяц назад
No sir
@akpanda833
@akpanda833 Месяц назад
MLA FUND MISUSED . MLA FUND should be closed . The dhaba government should take over . BJP hope has courage to take over
@kabitasahoo8385
@kabitasahoo8385 Месяц назад
Prabhu Jagannatha bansa budeibe, just like Rabana and Kauraba, my mother would say. Memories 🙏 ❤️ 👍.
@ranjitbhuyan5160
@ranjitbhuyan5160 Месяц назад
କେତେ ରାଜସ୍ୱ ଆଦାୟ ହେଇଛି ଏଇଟା କଣ ଓଟିଡିସି ଦ୍ୟିତ୍ୱରେ ଥିଲା ?
@successodisha2581
@successodisha2581 Месяц назад
Kichhi habani sir... Sabu mili misi achhanti ... 10000% sure
@smanaraoachary7019
@smanaraoachary7019 Месяц назад
Sir Pandian ra kota
@bombhole3734
@bombhole3734 Месяц назад
💯💯💯💯💯💯
@UtkalikaPradhan-ds6bl
@UtkalikaPradhan-ds6bl Месяц назад
Bale Bale Tamil kukura au Nabin BJD Sarkar
@gangadhardash3430
@gangadhardash3430 Месяц назад
🎉🎉🎉🎉🎉
@gajendranathjena356
@gajendranathjena356 Месяц назад
ବିଚିତ୍ର ଜନତା ଦଳର ସବୁ ସମ୍ବ ମ୍ଭ ମଦୁଆ ମାତାଲିଆ ମାଡଖିଆଦଳ ମାଡୁଆ ଦଳ
@soumyajitpradhan8042
@soumyajitpradhan8042 Месяц назад
seal କରାଯାଉ ନାହିଁ କାହିଁକି ।
@ganeswarnayak7161
@ganeswarnayak7161 Месяц назад
ପାଣ୍ଡୁ ଓ ନବୀନ ଗ।ଣ୍ଡୁ ସରକାର ରେ ସବୁ ସମ୍ଭବ ।
@user-qv6gd1dj3k
@user-qv6gd1dj3k Месяц назад
New chief secretary upare gote video karantu
@bijayanandasatpathy9488
@bijayanandasatpathy9488 Месяц назад
ଆପଣ ଏ ସବୁ କୁ ଲୋକ ଲୋଚନକୁ ଆଣୁଛନ୍ତି ଶୁଣିଲେ ମନରେ ବହୁତ ରାଗ ଆସୁଛି ଜଣେ ଓଡ଼ିଆ ହିସାବରେ । କିନ୍ତୁ ଅପରପକ୍ଷରେ ଏବେର ନୂଆ ସରକାର ବି ନୀରବ । ଗୋଟେ ବି ଆକ୍ସନ ଆମେ ଏଇ 16 ଦିନରେ ଦେଖିପରିଲୁନି।
@deepakmishra1311
@deepakmishra1311 Месяц назад
We want news channel from your side ।। We also want daily news from your channel।।।।।।
@sanghamitradas371
@sanghamitradas371 Месяц назад
Nabin Babu Sabu natara govardhana
@pramodpanda8976
@pramodpanda8976 Месяц назад
Mote bisha tike dere Kalia odishare Janam heli baija netaka dhaba bikasha sunili
@allknowledgewithdibya633
@allknowledgewithdibya633 Месяц назад
Osstet certificate 200 aau OTET apply 900
@yudhisthiraswain
@yudhisthiraswain Месяц назад
Jay shree Ram 🎉🎉🎉🎉
@chandipadapanda4707
@chandipadapanda4707 Месяц назад
କଣ ନ ଦେଖିଲା ନେତ୍ର ଆଜ ।
@BNSMUSICODIA
@BNSMUSICODIA Месяц назад
ତୁମେତ ଓଡିଆ ଅସ୍ମିତାର କଥା କହୁଥିଲ ଏବେ ଗଲ କୁଆଡ଼େ ବିଜେପି ଆଣି ଅଣ ଓଡିଆକୁ ମୁଖ୍ଯ ଶାସନ ସଚିବ କଲାଣି ଏବେ କାହିଁକି କହୁନ ଦଲାଲ ମିଡିଆ।
@pabitranayak4405
@pabitranayak4405 Месяц назад
ଆଗକୁ ଦେଖ ଆହୁରି କଣ କଣ ବାହାରିବ
@suneelpolai6652
@suneelpolai6652 Месяц назад
Jay shree Ram
@sop828
@sop828 Месяц назад
Nabeena Pandu Over Occupied With Corruption 24 yrs.
@saratnayak1567
@saratnayak1567 Месяц назад
We have read in history that there are 7 stranges in world.Now another one strange Dhaba built out of MPLad and MLA Lad will be added. That BDO and MLA should be awarded .
@kailashpadhan4728
@kailashpadhan4728 Месяц назад
Mohan babu ready heija
@MalayaRanjanPradhan-co9pk
@MalayaRanjanPradhan-co9pk Месяц назад
5_T dhaba,bale bale. This is sign of transperensi administration.
@prasantapanda1703
@prasantapanda1703 Месяц назад
ଶୀଘ୍ର ଜେଲରେ ପୁରାଅ
@TirtharajPanda
@TirtharajPanda Месяц назад
Liku bhai Amari Neta
@user-to9cu5mp7v
@user-to9cu5mp7v Месяц назад
Odisha re. Besyalaya kholajau bahuta taxasiba
@pradoshnayak999
@pradoshnayak999 Месяц назад
He prabhu sesare emti news sunibaku milila😱. DHABADURNITI🤣🤣🤣
@AbhinabDash-mg6sr
@AbhinabDash-mg6sr Месяц назад
Ehy pandian ab tak kyun free ghoom raha hei...
@achieversacademy9691
@achieversacademy9691 Месяц назад
Jitu babu bhari khatia premi loka
@DR.B.NAYAK1980
@DR.B.NAYAK1980 Месяц назад
ଦିଶଇ ନେତ୍ରେ ଯାହା ଚୌଦିଗର l କାହାର ନୁହେଁ ସେ ସବୁ ଅଟେ ଆମ୍ଭର l
@ashishnayak1107
@ashishnayak1107 Месяц назад
ଚିଙ୍ଗୁଡ଼ି ଘେରି, କୁକୁଡ଼ା ଫାର୍ମ mlalad ଲାଗିଥିବାର କେହି ଯଦି ଶୁଣନ୍ତି । ଆଶ୍ଚର୍ଯ୍ୟ ହେବେନି 😊
@user-mc7fo8te1i
@user-mc7fo8te1i Месяц назад
😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
@godabarishbehera3906
@godabarishbehera3906 Месяц назад
A ଶଳା କୁ ଜେଲ୍ ପୁର ଓଡ଼ିଶା କୁ ଖାଇ ଦେଲେ
@sarojpanda4420
@sarojpanda4420 Месяц назад
Jandi Mareila Magiha
@dwarikanathmohanty179
@dwarikanathmohanty179 Месяц назад
Nabin babu. I think the episode is like 'crying in wilderness' Aranya rodan in Odia. I am bit apprehensive about effectiveness of present government given the colossus corruption and misgovernance at various levels.
@jhadeswarpalei788
@jhadeswarpalei788 Месяц назад
Au Mausa, Manoj Ahuja nka katha au Odia Asmita katha tk kuhantu...BJD birudhare besi heigalani...apanaka ra,..Godi media bhali ...sabubele...gapuchhanti...
@pitamberboitai5638
@pitamberboitai5638 Месяц назад
ବିଜେଡି =ବିଚିତ୍ର ଜାତ୍ରା ଦଳ
@anjananayak3971
@anjananayak3971 Месяц назад
Kisa puni dekha Na jae jithile jivane sarakara badali na thile Kichhi janiparinathantu
@santoshpurohit8540
@santoshpurohit8540 Месяц назад
😮😂😂😂
@KcsahuOdishaculture
@KcsahuOdishaculture Месяц назад
Sir neet ପରୀକ୍ଷା ଉପରେ ଗୋଟିଏ ଖବର ପ୍ରସାରଣ କରନ୍ତୁ
@subhrajitmech
@subhrajitmech Месяц назад
NEET SCAM, JIO SCAM PLEASE.
@Stutee24
@Stutee24 Месяц назад
Au kn baki rahila??🤔🤔🤔🤔
@kahna2003
@kahna2003 Месяц назад
ଟିକେ channel ରେ BJP IT cell କି BJP PR ବୋଲିକି କହି ଦେଲେ ଭଲ ହୁଅନ୍ତା, ଆଉ neet,net,jay samvidha ଉପରେ ଆଲୋଚନା କରିବାକୁ ଡର ଲାଗୁଛି? BJP ପି ବି ଯିବ ଆଉ ତମର ଏଇ ଜଉ ମିଥ୍ୟା ଗଳ୍ପ ଚାଲିଛି ଶେ ସବୁ ବି ଯିବ?😮
@pramodinidash4429
@pramodinidash4429 Месяц назад
There are so many problems in odisha please discuss about them not about dhaba
@suryakantasahoo5526
@suryakantasahoo5526 Месяц назад
Wait kara, abasya କରାଯିବ
@TheKakarot_itachi
@TheKakarot_itachi Месяц назад
issue nuhe dhaba, issue hauchi MLA fund ru dhaba chalei crorepati haba, seta ku money laundering kuha jaye
@Yediwqtydete
@Yediwqtydete Месяц назад
Jauu fund amo Vali Garibo loka manako painn use hei thantaa...
@Stutee24
@Stutee24 Месяц назад
​@TheKakarot_itachi 😂😂😂
@satishchandrabehera7291
@satishchandrabehera7291 Месяц назад
କିଶ ପୁଣି ଦେଖା ନ ଯାଏ ବଞ୍ଚିଥିଲେ ଜୀବରେ........
@ranjitdas7587
@ranjitdas7587 Месяц назад
Jay shree Ram ❤❤❤
@durgaprasadsamantaray7084
@durgaprasadsamantaray7084 Месяц назад
କିସ ପୁଣି ଦେଖା ନ ଯାଏ ବଞ୍ଚିଥିଲେ ଜୀବରେ
@bipincharanmishra8149
@bipincharanmishra8149 Месяц назад
Odia Anya sahi Jaanti so IAS nka 1st choice odisha
@user-zw2tb7xk9u
@user-zw2tb7xk9u Месяц назад
Pradeep pani grahi gtia dina re 10 lakhas udeila seita kahu nahani
@Jagannath-oc9ht
@Jagannath-oc9ht Месяц назад
ଆନନ୍ଦ ପାଇବା କଥ ମୁଁ କିନ୍ତୁ ଚିନ୍ତା କରି ପାରୁନାହିଁ । ଖାଦ୍ୟ କଣ ଫ୍ରିକି ?
@anadicharansamal7033
@anadicharansamal7033 Месяц назад
ବଲେ ବଲେ ଢାବା କେବେ ଭାଙ୍ଗିବ ଖନା
Далее
Running With Bigger And Bigger Feastables
00:17
Просмотров 25 млн
Congress In Hands Of Ajay - Srikant
5:39
Просмотров 10 тыс.