Тёмный

Who is this another Karthik Pandian? | No Comments | Nirbhay Gumara Katha 

Nirbhay
Подписаться 272 тыс.
Просмотров 29 тыс.
50% 1

Who is this another Karthik Pandian? | No Comments | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: ru-vid.com/show-UC_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

4 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 178   
@BishnucharanRay-xy5ox
@BishnucharanRay-xy5ox 9 дней назад
ନବୀନ ନିବାସ ପାଣ୍ଡିଆନ ନ ଛା ଡିବା କରାଣ ଭୟରେ ଛାଡ଼ିନାହାନ୍ତି ପାଣ୍ଡିଆନ. ଭାବୁଛନ୍ତି କାଳେ ବାହାରେ ରହିଲେ ଆକ୍ରମଣ କରିପାରନ୍ତି.
@brajakishorepadhi4022
@brajakishorepadhi4022 9 дней назад
କାତ୍ତିକ କିଏ ସେ ଓଡିଶା ର। ସଳା ପଠାଣ। ଜଗନ୍ନାଥ ବୋଲି ଯେତେବେଳେ ମୁର୍ଦାର ନବୀନ କୁ ନିଜ ଦଳ ର ନେତା ମାନେ କହୁଥିଲେ ।
@ramakantmahanta6994
@ramakantmahanta6994 9 дней назад
ଏ ମୁର୍ଖ କାହୁଂ ଜାଣିବ ଓଡିଶାଅର୍ ସଂସ୍କୃତି ଓ ପରମ୍ପରା
@bishnucharnrana3282
@bishnucharnrana3282 9 дней назад
ସତ କେବେ ଲୁଚି ରହେନା ,କେତେଦିନ ଛଦ୍ମ ନାମରେ ରହିବେ କାର୍ତ୍ତିକ ପାଣ୍ଡିଆନ୍,ବଳେ ସାମନାକୁ ଆସିଯିବ ସତ !!
@netajidash9367
@netajidash9367 9 дней назад
ଭଦ୍ର ଭାଷା ତା ପ୍ରତି ପ୍ରଯୁଜ୍ୟ ନୁହେଁ। "ର‌ହିବେ" ନୁହେଁ "ରହିବ" ଶବ୍ଦ ଠିକ୍।
@bijaymahanta802
@bijaymahanta802 9 дней назад
Sir your analysis is fantastic.
@binayakumarsethi6114
@binayakumarsethi6114 9 дней назад
ଜୟ ଜଗନ୍ନାଥ, ଆଜ୍ଞା ୟେ ହେଉଛନ୍ତି ସେଇ କ୍ରୀତଦାସ ମାନଙ୍କର ପ୍ରଭୁ କାର୍ତ୍ତିକ ପଣ୍ଡା
@sujatapatnaik5421
@sujatapatnaik5421 8 дней назад
Brilliant! Relentless!🙏
@chitraguptadas2921
@chitraguptadas2921 9 дней назад
ଭି.କାର୍ଥିକେୟନ ପାଣ୍ଡିଆନଙ୍କ ପେନସନ ବାବଦ ଟଙ୍କା କାର୍ତ୍ତିକ ପାଣ୍ଡିଆନ ନେଇଯାଉନାହିଁତ?
@PrakashJena-Od
@PrakashJena-Od 9 дней назад
କାର୍ତ୍ତିକ Pandian ନାମରେ account ଟିକୁ ବିଜେଡ଼ି ନେତା , ପାଣ୍ଡୁ ଙ୍କ ବଡ଼ ଭକ୍ତ ତଥା ସାମ୍ବାଦିକ ସତ୍ୟଜିତ ବିମଳ ମିଶ୍ର operate କରୁଛନ୍ତି ବୋଲି ଚର୍ଚ୍ଚା ଯିଏ କି ପୂର୍ବରୁ ଦିଲ୍ ସେ ନବିନ ନାମରେ ପ୍ରହସନ ଚଲେଇ ଥିଲେ 😅 ଆଇଟି ଯାଞ୍ଚ କରାଯାଉ ଧରା ପଡ଼ିଯିବ
@laxmidharapanda6086
@laxmidharapanda6086 9 дней назад
ଓହୋଃ ଚାପୁଡ଼ା ମାରିଲା ଭଳିଆ ଜବାବ ଦେଇଦେଲେ ଲୁଙ୍ଗିପିନ୍ଧା ଛଦ୍ମ ଓଡ଼ିଆକୁ !
@durgaprasadsamantaray7084
@durgaprasadsamantaray7084 9 дней назад
ଏହା ଏକ ନବୀନ ସଂସ୍କରଣ ର ଅବତରଣ
@rajanikantapattanayak9702
@rajanikantapattanayak9702 9 дней назад
ଏ ମହାଶୟ ହେଉଛନ୍ତି ସବଜାନତା ସୁର ।
@kajalbrahma3822
@kajalbrahma3822 9 дней назад
Sir ନମସ୍କାର. Really ur great
@user-ks4dd9bk4t
@user-ks4dd9bk4t 8 дней назад
ସାର୍ ଜନ୍ମ ଦିନର ଅନେକ ଶୁଭେଚ୍ଛା,ଜଗନ୍ନାଥ ଆପଣଙ୍କୁ ଆହୁରି ସାହସ ଓ ଧର୍ଯ୍ୟ ଦିଅନ୍ତୁ ଏପରି ନିର୍ଭିକ ଭାବରେ ବିଭିନ୍ନ ବିଷୟରେ ଆମ ମାନଙ୍କୁ ସୂଚନା ଦେବାକୁ
@padmanavabehera626
@padmanavabehera626 9 дней назад
ଶଙ୍କର ମାଡ଼
@soumyajitpradhan8042
@soumyajitpradhan8042 9 дней назад
ଗୋଟିଏ ଲୋକ ଇଏ । ପାଣ୍ଡୁ ଖୁବ୍ ଶୀଘ୍ର ଜେଲ୍ ଯିବ ନବୀନ ନିବାସ ରୁ
@kailashchandradas8992
@kailashchandradas8992 9 дней назад
ଧନ୍ୟବାଦ
@netajidash9367
@netajidash9367 9 дней назад
ଏ ନୁଙ୍ଗି ପିନ୍ଧା ତାମିଲିଆକୁ ଇଚ୍ଛା ହ‌ଉଚି ନୁଙ୍ଗି ଟେକିକି ପଛଟି ନାଆଲ କରିଦବାକୁ। ହେଲେ ଇଚ୍ଛାର ତ ବାଡ଼ ବତା ନାହିଁ ନା। ସେଥିନାଗି ତାକୁ ମୁଁ ପାଣ୍ଡୁ ବୋଲି ସମ୍ବୋଧନ କରେ। ତା କାରନାମା ଦେଖି ଦେଖି ତା ପ୍ରତି ମୋର ଭୀଷଣ ଘୃଣା।
@binayamishra3723
@binayamishra3723 9 дней назад
Excellent analysis sir 🙏🙏
@BabaJCBBaba-e8w
@BabaJCBBaba-e8w 9 дней назад
ସେଇଟା କାର୍ତ୍ତିକ ପଣ୍ଡା ହେଇଥବ,,,,🤪
@harishmallck2
@harishmallck2 9 дней назад
ଏ ପାଣ୍ଡିଆବ ପ୍ରଜାତି ହେଲେ ବହୁରୂପୀ ! କଥାରେ ଅଛି ବାଂଝ କି ଜାଣିବ ପ୍ରଶବ ଵେଦନା! ରେଣୁ ଏ ପାଣ୍ଡିଆନ ପ୍ରଜାତି ଓଡ଼ିଆ ଆଶ୍ମିତା ଜାଣିବେ କିପରି?
@sipunpradhan4007
@sipunpradhan4007 9 дней назад
Jay jagannath sir
@ranubiswal6296
@ranubiswal6296 8 дней назад
ଆପଣ ଖାଲି ପାଣ୍ଡିଆନ ଅଟକିଯାଇଛନ୍ତି ଆଉକିଛି ଟୋପିକ ନାହିଁ 😂😂😂😂😂
@sandhyaranimahanta8018
@sandhyaranimahanta8018 9 дней назад
ନବୀନ ଦାସ ବାବୁ ଆମେ ସିନା ଜଗା ବଳିଆ ନାମ ରଖୁ କିନ୍ତୁ ଧର୍ମେନ୍ଦ୍ର ତୁଳନାତ୍ମକ କଥା କହିଛନ୍ତି
@sarojpradhan830
@sarojpradhan830 9 дней назад
❤❤❤❤❤❤❤❤❤❤❤
@sarojpradhan830
@sarojpradhan830 9 дней назад
Jay Sri Rama Jay jay Maa
@basantapattnaik7812
@basantapattnaik7812 9 дней назад
ସାର ପାଣ୍ଡିଆନ ଜଣେ ଭୈରବ କାର୍ତିକେୟନ ପାଣ୍ଡିଆନ ଥିଲେ ବିଜେଡି ଦଳ ନାମ ପରିବର୍ତନ କଲା କାର୍ତିକ ପାଣ୍ଡିଆନ ସେ ଲୋକଟା ଚାହୁଁ ଥିଲା କିନ୍ତୁ ନାମ ଟା ତାର କାର୍ତିକ ପଣ୍ଡା ହେଉ କିନ୍ତୁ ଖେଳ 2024 ରେ ବିଜେଡି ହରିବାରୁ ସେ ସେଇ ପାଣ୍ଡିଆନ ହେଇ ରହିଲା ପଛେ କେଜାଣି ଆଫିଡେବିଟ କରୀ ସେ କହିବ ମୁ କାର୍ତିକ ରାଉତ କିମ୍ବା କାର୍ତିକ ପଣ୍ଡା କିଛିବି ହେଇପାରେ ଦେଖା ଜାଉ ସେଲୋକଟା କେବେ ଝାରପଡା ଜେଲ ଜୀବ
@janmejayajena3097
@janmejayajena3097 8 дней назад
ପୁରା ଓଡ଼ିଶା ର doubt ଏଇଟା । The state wants to know about this kartik pandya
@sanjibakumardash7246
@sanjibakumardash7246 9 дней назад
Great
@tnanda1432
@tnanda1432 9 дней назад
ଆକାଶ ବାଣୀର ପ୍ରଚାରିତ ଆମରି କଥା ର ବ୍ରଜମୋହନ ମହାନ୍ତିଙ୍କ ଶେଷ ପଂକ୍ତି ଭଳି ଲାଗୁଛି
@debiprasadpanda3490
@debiprasadpanda3490 9 дней назад
Nice presentation .
@L.kstatus694
@L.kstatus694 9 дней назад
ଓଡ଼ିଶାର ସଂସ୍କୃତି ବିଷୟରେ pandiyanର କିଛି ଜ୍ଞାନ ନାହିଁ
@geetaranisamal6638
@geetaranisamal6638 9 дней назад
Same to same😄
@user-qq1nd5oo8e
@user-qq1nd5oo8e 9 дней назад
This time you are perfect.
@yudhisthiraswain
@yudhisthiraswain 9 дней назад
Jay shree Ram 🎉🎉🎉
@skaifoundation8120
@skaifoundation8120 9 дней назад
Prabhunku samaste jananti. Alpa Vidya Bhayankari. 🙏👍❤
@user-ov1bd7zj7f
@user-ov1bd7zj7f 9 дней назад
Same to same
@susantasahoo9544
@susantasahoo9544 9 дней назад
ଏହାର ସଠିକ୍ ଉତ୍ତର ମାଉନମୁଂହା ନବୀନ ପଟ୍ଟନାୟକ ଦେଇପାରିବେ ।ନିଜେ ଚବିଶି ବର୍ଷ ମୁଖ୍ୟ ମନ୍ତ୍ରୀ ରହିବା ପରେ ଓଡ଼ିଆ କହିପାରିଲେନି ,ସର୍ବସାଧାରଣଙ୍କ ସହିତ ସିଧା ସଳଖ ମିଶିଲେନି ।ତଥାପି ମୋ ଭଳି କିଛି ମୂର୍ଖ ଓଡ଼ିଆ ତାଙ୍କୁ ଶ୍ରେଷ୍ଠ ମୁଖ୍ୟ ମନ୍ତ୍ରୀ ବୋଲି କହୁ ।ଧନ୍ୟରେ ଓଡ଼ିଆ ।
@user-qh6ws7eh5e
@user-qh6ws7eh5e День назад
ଅମର ମହା ତେଲୁଆ😮
@ashwinisahu6584
@ashwinisahu6584 9 дней назад
AMARA VILLAGE RE DUITI BHAINKA NAMA RAMA ...LAXMANA...
@Socialreform2022
@Socialreform2022 8 дней назад
ଏଇଟା ପାଗଳ ହୋଇ ଯାଇଛି ଏଇଟା କୁ ବିଜେପି କୁକୁର କମୁଡ଼ିଚି
@padmanavabehera626
@padmanavabehera626 7 дней назад
@@Socialreform2022 ଓ କଟିଲା
@Jagannath-oc9ht
@Jagannath-oc9ht 9 дней назад
ଏ, ସେ ସବୁ ଏକ। ସମୟ ଏବଂ କଥା ଭିନ୍ନ ।
@dhamirona8662
@dhamirona8662 9 дней назад
Wah wah kya analysis hai
@krushnakuna1341
@krushnakuna1341 9 дней назад
ଗୁମସ୍ତା
@user-oc8fz9wn1r
@user-oc8fz9wn1r 9 дней назад
Pandian is a great thief.
@chandipadapanda4707
@chandipadapanda4707 9 дней назад
ବହୁରୂପୀ ଏଣ୍ଡୁଅ ।କାର୍ତ୍ତିକ ହେଉଛି କାର୍ତ୍ତିକେୟନ ଙ୍କର ଛଦ୍ମନାମ ।
@haraprasadpanda3515
@haraprasadpanda3515 7 дней назад
Sir tike equal discussion kara
@bbiswal9812
@bbiswal9812 9 дней назад
ଆମ ସମୟରେ ଗାଁରେ ୨ଟା ପୁଅ ଗୋଟାଏ ଝିଅ ଥିଲେ,କହନ୍ତି ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା, ଏଗୁଡାଙ୍କର ଓଡିଆ ସଂସ୍କୃତି ବିଷୟରେ ଧାରଣା ଅଛି? ନିର୍ଲଜ ଦଳ
@India_collaboration_1k
@India_collaboration_1k 9 дней назад
Sir NEET UPARA VIDEO KARANTU PLEASE ❤
@sonnikhil4792
@sonnikhil4792 9 дней назад
Sir para bjp loka😂
@debiprasadmohapatra6972
@debiprasadmohapatra6972 7 дней назад
Mausa ta pandian pandian heiki ratire soi paru nahanti. Time milile sina NEET upare video karibe.
@Katak_Dk
@Katak_Dk 9 дней назад
ଠିକ୍ କହିଲେ
@priyadarsansatpathy910
@priyadarsansatpathy910 9 дней назад
Whether U feel Dharmendra is correct? How can U defend that?
@97Ibibhuprasad
@97Ibibhuprasad 9 дней назад
Jay Shree Jagannath 🙏🚩 BJP jindabad 🚩🙏💛✨💫
@santoshpradhan2509
@santoshpradhan2509 9 дней назад
ସାର୍ ମୁଁ ଆଗରୁ କମେଣ୍ଟ୍ ରେ ଲେଖିଥିଲି ନବୀନ ପଟ୍ଟନାୟକଙ୍କ ଜେଜେବାପା ଖ୍ରୀଷ୍ଟିଆନ ପରିବାରରେ ବିବାହ କରିଥିବାରୁ ନବୀନ ପଟ୍ଟନାୟକ କିପରି ହିନ୍ଦୁ ହେବେ ? ଆଉ ରହିଲା ପାଣ୍ଡିଆନ ସେ ତାମିଲ କେବେହେଲେ ହିନ୍ଦୁ ହୋଇନଥିବେ ଓଡିଆ ବାସୀଙ୍କୁ ଧୋକାଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ କାମିଆ ଜାନିକୁ ମଧ୍ୟ ମନ୍ଦିରରେ ପ୍ରବେଶ କରାଇଛନ୍ତି , ଏକଥା କଣ ଗଜପତି ମହାରାଜା ତଥା ମନ୍ଦିରର ପଣ୍ଡାମାନେ ଜାଣି ପାରିଲେନାହିଁ କିପରି ? ସେଥିପାଇଁ ସେମାନେ କିପରି ଜାଣିପାରିବେ ଜଗନ୍ନାଥ ସଂସ୍କୃତି ଆଉ ଓଡିଆ ପରମ୍ପରା ସମ୍ପର୍କରେ ।
@kamalakantapanda8822
@kamalakantapanda8822 9 дней назад
ଇଏ ସେଇ ଚୋର ତାମିଲ.
@anjananayak3971
@anjananayak3971 9 дней назад
Jete nama badalau nilabarna sabu bele srugala hin rahiba
@gunanidhinaik3699
@gunanidhinaik3699 9 дней назад
ଏହା ନବୀନ ଓଡିଶାର ପ୍ରକଲ୍ପ ହୋଇଥିବ
@debiprasadmohapatra6972
@debiprasadmohapatra6972 7 дней назад
Mausa, Dharmendra Pradhan ebe jou majhi babu nku jagannath kahile se bisayare video kebe aasiba.
@ishwarchandra3980
@ishwarchandra3980 9 дней назад
ଏମିତି କି ଏ ପାଣ୍ଡିଆନ ନିଜ ଛୁଆ ମାଇକିନା କୁ ବି ଛାଡିଦେଇପାରେ ! ବିଜେଡି କିମ୍ବା ନବୀନ ପାଇଁ ! ନା ଆପଣମାନେ କଣ କହୁଛନ୍ତି ???
@jayantakumarnanda5356
@jayantakumarnanda5356 9 дней назад
Your acting /action is fantastic. Even Amitabh Bachchan can't match
@prakashswain8674
@prakashswain8674 4 дня назад
ସେହି ପାଣ୍ଡିଆନ 5T ଅଧ୍ଯକ୍ଷ ।ଆଉ ଏହି ସୋସିଆଲ ମିଡିଆର ପାଣ୍ଡିଆନ ହେଲେ ଶ୍ରଦ୍ଧାର ଘଇତା,ଦିଲ୍ଲୀ ହୋଟେଲର 109 ନଂ ରୁମରେ ଦିଆ ନିଆ ହୁଅନ୍ତି ।
@guguldugul7784
@guguldugul7784 9 дней назад
Aei sei nirlojo vairab KP
@jitendrakumarswain23
@jitendrakumarswain23 7 дней назад
Yankara V kartik pandian bhaya ta jaini thik thik emiti rahiba darkar 😂
@goutamprustyloveatomylearn7503
@goutamprustyloveatomylearn7503 8 дней назад
Hai se ta lagani Aau Baki rahila RABANA ra dasa bhogiba pain Jai SRIRAM
@satishchandrabehera7291
@satishchandrabehera7291 9 дней назад
ଆମ ସଂସ୍କୃତିରେ ଅଗ୍ରପୂଜ୍ୟ ' ଗଣେଶ ' ଙ୍କ ଭାଇ ହେଉଛନ୍ତି ' କାର୍ତ୍ତିକ ' । ସିଏ ମୟୂର ପୃଷ୍ଠରେ ବସି ପୃଥିବୀ ପରିକ୍ରମା କରିଥିବାର ପ୍ରବାଦ ରହିଛି। ଆଉ ଇଏ ଯେଉଁ କାର୍ତ୍ତିକ ହେଲିକପ୍ଟରରେ ଉଡ଼ି ଉଡ଼ି ଓଡ଼ିଶା ପରିକ୍ରମଣ କରିବାରେ ଏବଂ ଆମ ରାଜକୋଷରୁ ଅର୍ଥ ଶ୍ରାଦ୍ଧ କରିବାରେ ଭାରି ମାହିର। ଏଥକୁ ବିଚାର ଆପଣଙ୍କର। ଫଳାଫଳ ଆଗକୁ ଦେଖିବାର।। ଜୟ ଜଗନ୍ନାଥ!!!
@gyanasahu4626
@gyanasahu4626 9 дней назад
Sir tike neet bisayare tike pati kholantu
@KailashMohanty-nc4hb
@KailashMohanty-nc4hb 9 дней назад
ପାଣ୍ଘିିଆନ୍ ଟାଇଟଲ ବଦଳରେ କାର୍ତ୍ତିକ ପଣ୍ଡା କରିଦେଲେ ଓଡ଼ିଆ ଲୋକ ମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ରହନ୍ତା ନାହିଁ।
@suvendupattnaik2670
@suvendupattnaik2670 9 дней назад
V. Kartikeyan Pandian. After transformation of Odisha this person became Kartik pandian. This is result of transformation.
@dillipkumarswain5649
@dillipkumarswain5649 9 дней назад
Sir, a heuchhi bahu rupi andua, khyamata chaligalathu pagala hoijaichhi
@amareshbhoi2747
@amareshbhoi2747 9 дней назад
Sir neet scan bisayre vedeo gote banantu ,bjd ta harila seta chadantu ete students ra scan heichi apanka ku dekha jauni sir
@sarojsahu9275
@sarojsahu9275 9 дней назад
Jay Hind Jay shree Ram 🙏🇮🇳🚩
@ashwinisahu6584
@ashwinisahu6584 9 дней назад
Se. Heuchhi pandu chora
@cute_girl_moni1760
@cute_girl_moni1760 8 дней назад
Au kichhi new miluni ki
@abhijitswain8381
@abhijitswain8381 8 дней назад
Tame sacha BJP ...LOKA SIR GREAT SIR
@ajitkumarpanda6388
@ajitkumarpanda6388 9 дней назад
ପ୍ରକୃତ ରେ BJD ର ବୋଲକରା କିଛି ନେତା ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି,,,,,,,,,,
@user-ht7rb9ec6i
@user-ht7rb9ec6i 9 дней назад
Pratap deb kahithile
@akashmalik3840
@akashmalik3840 9 дней назад
Apana mananka news katha jedesa jai sekatha khi new
@basantajena5418
@basantajena5418 9 дней назад
Sir, I do here by solemnly swear that VK pandian and କାର୍ତିକ ପାଣ୍ଡିଆନ ଓରଫ ପାଣ୍ଡୁ is one and same person.
@sthitapragyannanda7486
@sthitapragyannanda7486 9 дней назад
😂
@playtube001
@playtube001 6 дней назад
ଗୋଦି ମିଡ଼ିଆ ନବୀନ ଦାସ 😂😂😂 ସରକାର ଙ୍କୁ ପ୍ରଶ୍ନ କର ହୋ BJP ର ଦଲାଲ ସାଜିଛ
@user-ht7rb9ec6i
@user-ht7rb9ec6i 9 дней назад
Sradha katha bujhuchi
@jagannathmishra5300
@jagannathmishra5300 9 дней назад
ପୋହଳା ଏଣ୍ଡୁଅ
@umeshnayak9265
@umeshnayak9265 8 дней назад
Se salati sei srugala Nila ranga lageichi
@omprakashnayak270
@omprakashnayak270 8 дней назад
BJP ta aasila Ete gara gara kana pai
@user-el3rc6st6g
@user-el3rc6st6g 8 дней назад
Baby pandian ku jail na patheile BJP bi au asiba nahi
@manasdas5715
@manasdas5715 9 дней назад
ଫେବିକଲ କା ଜୋଡ ହେ କଭି ତୁଟେଗା ନେହିଁ 😄 ⏳
@AshokPanda-qt4qn
@AshokPanda-qt4qn 9 дней назад
Duhi Pandisn Jane byakti.Tankar Au Satsahada kauthu Asiba Odisara Janata nku tankar kala Muhadekhei napain .Se tankar Surakhya pain Chintita Rahibara Swabhabik Ahamora matamata
@jayantakumarnanda5356
@jayantakumarnanda5356 9 дней назад
He is Kartik Panda alias v Kartikeya Pandian
@santilatapanda1386
@santilatapanda1386 9 дней назад
Aahuja nka bisaya re tike kuhantu
@user-ib7fb2xc5y
@user-ib7fb2xc5y 7 дней назад
Apanka niti naitikata ta ete , nija pua ku sanskar shikhaibaku bhuligale ke pua madua melare mala . Bhangipadiba katha , sambadikata dekhai biruddhacharana kariba dukha ra bisay . Kanhiki puni papa arjana karuchhanti ? Dinadaridra nka seba karantu , lshwar ashirbad karibe
@khirodhota1440
@khirodhota1440 9 дней назад
ଆମର ଟା ବଡ ବେହିଆ ନବୀନ ବଚସ୍କର l
@dwarikanathmohanty179
@dwarikanathmohanty179 9 дней назад
Pandian is second Indradumna"s disciple. Shameless
@prafullakumarpradhan8129
@prafullakumarpradhan8129 9 дней назад
କାର୍ତ୍ତିକ paand
@mahendrapradhan4945
@mahendrapradhan4945 9 дней назад
Aita sameless sei pandu
@parameswarapat1508
@parameswarapat1508 9 дней назад
Apana janiparunahanti ea heuchhi rupantarikaranara sesha prajyaya
@kajalbrahma3822
@kajalbrahma3822 9 дней назад
Sir Kartika panda
@ashwinikumarlenka3817
@ashwinikumarlenka3817 9 дней назад
Destroyed his ias credibility ..now hiding underground to save face as neta and hiding away fr family also.Ego & greed not allow him to go kapilas.😅
@anandachandrasahoo7377
@anandachandrasahoo7377 9 дней назад
Is he V K Pandian Or K V Pandian
@raghumaninayak9593
@raghumaninayak9593 7 дней назад
ନୀଳ ବର୍ଣ୍ଣ ଶୃଗାଳ ପାଣ୍ଡୁ...
@tabagouda
@tabagouda 9 дней назад
ଆ pick up on android
@umeshnayak9265
@umeshnayak9265 8 дней назад
Nirbodha pandu
@ranubiswal6296
@ranubiswal6296 8 дней назад
ଫାଲତୁ ବକଵାସ
Далее