Тёмный

Why Will Mohan Government Carry The Burdens Of Sins Done By The Pandian Government? 

Nirbhay
Подписаться 271 тыс.
Просмотров 75 тыс.
50% 1

Why Will Mohan Government Carry The Burdens Of Sins Done By The Pandian Government? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: ru-vid.com/show-UC_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

1 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 471   
@Katak_Dk
@Katak_Dk 4 дня назад
ଯଦି ବଦଳି ନ କରନ୍ତି ଏଇ ଅଫିସର ମାନେ ସରକାର କୁ ବଦନାମ କରିବେ ଚକ୍ରାନ୍ତ କରି ଏହାହିଁ ସତ୍ୟ
@satyabansarangi7693
@satyabansarangi7693 5 дней назад
ଆପଣଙ୍କ ଆଶଙ୍କା ସତ ପରି ଲାଗୁଚି। ଏହା ହେଲେ ଓଡ଼ିଶାର ଦୁର୍ଭାଗ୍ୟ।
@sangramkishoredasdas2424
@sangramkishoredasdas2424 4 дня назад
ମୋହନ ସରକାର , ଯଦି ନିର୍ଭୟ ଗୁମର କିଛି ସମୟ ପାଇଁ ଶୁଣନ୍ତେ ତେବେ ଶାସନ ବ୍ୟବସ୍ଥା ପାଇଁ ବହୁତ ଭଲ ହୁଅନ୍ତା ।
@satishchandrabehera7291
@satishchandrabehera7291 5 дней назад
ଆପଣଙ୍କର ଉପସ୍ଥାପନା ଶୈଳୀ ଏବଂ ଭାବ ଆଉ ଭାଷାର ବ୍ୟବହାର ଅତ୍ୟନ୍ତ ପରିମାର୍ଜିତ। ଆପଣଙ୍କୁ ଆମ୍ଭର ଅନେକାନେକ ଶୁଭେଚ୍ଛା ଓ ଶୁଭକାମନା। ଜ଼ୟ ଜଗନ୍ନାଥ!!!
@GourishankarDash-xp8st
@GourishankarDash-xp8st 4 дня назад
ନିର୍ବାଚନରେ ଜିତିବା ଅଲଗା କଥା, ସରକାର ଚଲେଇବା ଅଲଗା କଥା । ଭାଜପା ଦଳ ତାଙ୍କ ଦମରେ ଜିତି ନାହାନ୍ତି , ଲୋକେ ତାଙ୍କୁ ଠେଲିକି ପଠେଇଛନ୍ତି ।
@BishnucharanRay-xy5ox
@BishnucharanRay-xy5ox 4 дня назад
ନୂଆ ବଜେପି ସରକାର କଣ ପାଇଁ ଡେରିକରୁଛନ୍ତି ଓଡିଶା ରେ IAS ଓ OAS officer ମାନଙ୍କୁ ବଦଳି କଣ ପାଇଁ ବଦଳି ନାହାନ୍ତି
@Yediwqtydete
@Yediwqtydete 4 дня назад
Bhai 1 month vi heini ....tike wait karo....Bjp ghantibare Ek no.1
@TheKakarot_itachi
@TheKakarot_itachi 4 дня назад
OAS are nobodies
@bishnucharnrana3282
@bishnucharnrana3282 5 дней назад
ବିଜେଡିର କେତେକ ଯୋଜନାକୁ ଯଦି ବିଜେପି ଭଲଭାବେ ଚିନ୍ତା ନକରେ ତାହେଲେ ବଦନାମ ହେବା ହିଁ ସାର ।ନିର୍ଭୟ ଗୁମର କଥା ତରଫରୁ ବିଜେପି ମୋହନ ସରକାରକୁ ସତର୍କ କରାଉଥିବାରୁ ଅଶେଷ ଧନ୍ୟବାଦ ।
@dmohanty5003
@dmohanty5003 3 дня назад
Right khali Ranga aau Naam badalie habani
@BishnucharanRay-xy5ox
@BishnucharanRay-xy5ox 4 дня назад
ନିର୍ଭର ଗୁମର କଥା ଆମର ମନର କଥା କୁ ଆପଣ ଙ୍କର ପ୍ରଚେଷ୍ଟାରେ ଦୁଃଖ ଦୂର କରିପାରୁଛନ୍ତି. 🙏🏼👍🏼🌹
@prafulasingh2267
@prafulasingh2267 4 дня назад
ଆଜିର ଗୁମର କଥା ବହୁତ ବହୁତ ଉତ୍ତମ ସରକାରଙ୍କୁ ଚେତାଇ ଥିବା , ଚେତଉ ଥିବା ଆପଣଙ୍କର ଧର୍ମ , ଏଣୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ମାତ୍ର ସରକାର ଓ ସରକାରୀ ଦଳର ଲୋକ , ନେତା ମନ୍ତ୍ରୀ ତଥା ଜନସାଧାରଣ କେତେଦୂର ଗ୍ରହଣ କରୁଛନ୍ତି ତାହାହିଁ ଦେଖିବା , ଜାଣିବା କଥା । ଜୟ ଶ୍ରୀଜଗନ୍ନାଥ
@baikunthamajhi3416
@baikunthamajhi3416 4 дня назад
ଆପଣ ଙ୍କ ପରାମର୍ଶ ଗ୍ରହଣ କରିବେ ମୋହନ ସରକାର କିଛି ଏପିସୋଡ୍ ଦେଖି ଗ୍ରହଣ କରିଛନ୍ତି ମଧ୍ୟ
@netajidash9367
@netajidash9367 4 дня назад
ପ୍ରକୃତ transformation ଆରମ୍ଭ କରିବାକୁ ଜନାଦେଶ ହୋଇଚି ବୋଲି ମୋର ମତ।
@basantakumarnayak7432
@basantakumarnayak7432 4 дня назад
ଆଜିର ବିଶ୍ଳେଷଣ ପ୍ରମାଣିତ କରୁଛି ଯେ ଏ ସରକାର ଙ୍କ ଠାରୁ କିଛି ଆଶା ରଖିବା ବୃଥା ଓଡ଼ିଆ ଙ୍କ ଭାଗ୍ୟ ରେ କେବଳ ବିଡ଼ମ୍ବନା ହିଁ ବିଡ଼ମ୍ବନା।
@dmohanty5003
@dmohanty5003 3 дня назад
Bay Of Bengal naam british rakhi thile taa purba ru Bay Of Bengal ra Naam *Kalinga Sagar* thila. BJP jadi e naam ta badaleipariba tahale janiba Odia Ashmita rahila boli
@manojpanda2956
@manojpanda2956 4 дня назад
ଆପଣଙ୍କ ଆଲୋଚନା ଶୁଣିବା ପରେ ମୋହନ ସରକାର ଙ୍କ ଉପରୁ ଆସ୍ଥା ତୁଟି ଯାଉଛି
@dmohanty5003
@dmohanty5003 3 дня назад
Jaha bi hau Naveen Patnaik 24 barsha re Odisha ku per capita re 12 ta position uparaku nei chanti Bina double engine re. Kintu double engine thai bi UP ebe bi bharata ra 2nd sabuthu garib rajya. Dekhiba Odisha re double engine kete position uparaku nei paruchi
@akshayakumarnayak3480
@akshayakumarnayak3480 4 дня назад
24 ବର୍ଷ ର କୁଶାସନ ପତନ ପରେ ତଳରୁ ମୂଳ ପର୍ଯ୍ୟନ୍ତ ଶାସନ ବ୍ୟବସ୍ତା ର ପରିବର୍ତ୍ତନ ଦରକାର ବିଜେପି ସରକାର ନ ଡରି ସାହସୀ ହୋଇ ଅତି ନିଷ୍ଠୁର ପଦକ୍ଷେପ ନେବା ଦରକାର
@Zanil-kr7ll
@Zanil-kr7ll 4 дня назад
2000-2009 BJD BJP menta sarkar thila eita bhulucha murkha bhakta 😁😁😁
@ranjankumarmohanta2003
@ranjankumarmohanta2003 4 дня назад
ଯେ ପର୍ଯ୍ୟନ୍ତ ଏ ଚୋର ଚଣ୍ଡାଳ ଅଫିସର୍ ମାନଙ୍କୁ ବଦଳି ନ କରାଯାଇଛି ଓଡ଼ିଶାର ବିକାଶ ଅସମ୍ଭବ ...
@AshokPanda-qt4qn
@AshokPanda-qt4qn 4 дня назад
AManku Karuthiki Badali karibe Sir?
@santoshprasadmishra4977
@santoshprasadmishra4977 4 дня назад
Sabu Officer mane chora & chandala.
@ranjankumarmohanta2003
@ranjankumarmohanta2003 4 дня назад
@@AshokPanda-qt4qn ତାମିଲନାଡୁ ଆଜ୍ଞା😄😄🤣🤩
@hemantkumarsingh1387
@hemantkumarsingh1387 4 дня назад
Very correct.
@saratnayak1567
@saratnayak1567 4 дня назад
Sir todays analysis is 100%correct.
@bharatam8716
@bharatam8716 Час назад
💯 Perfect
@AdiluPatra
@AdiluPatra 4 дня назад
Sir ଆମେମାନେ ବିଚଳିତ ହେଲେ ହେବନି ଦୀରେ ପାଣି ପଥର କାଟେ ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@salilkumar9703
@salilkumar9703 4 дня назад
ଏତେ ଯଦି ହେଉଛି ତେବେ ମୋହନ ସରକାର ଚନ୍ଦ୍ର ବାବୁ ସରକାରଙ୍କ ଠାରୁ ଶିଖୁନାହି କାହିଁକି ? ଚିନ୍ତା କଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିବ
@prananathpati9976
@prananathpati9976 4 дня назад
ମୋହନ ମାଝି ଜୋକର୍ ଶାସନ ଆରମ୍ଭ କଲେଣି କି? ମୋଦି ଚାପ ପଡୁଛି କି?
@madanlohar8284
@madanlohar8284 3 дня назад
ସାର ଆପଣ ଙ୍କୁ ଧନ୍ୟବାଦ ଆପଣଙ୍କ କଥା 100% ଠିକ ଅଟେ.
@BishnucharanRay-xy5ox
@BishnucharanRay-xy5ox 4 дня назад
ଶତ କଥା ରେ ନିଃସ୍ତୁର ହେବାକୁ ପଡିବ.
@subaratkumarnayak8614
@subaratkumarnayak8614 5 дней назад
ୟାକୁ ଦେଖିଲେ ଲାଗୁଛି " ଛେଳି ଗୋଡ଼ରେ ଧାନ ମଳି ହବନି"
@udayanathsahoo3935
@udayanathsahoo3935 4 дня назад
It is not so rather BJD and BJP have a close relationship with each other
@NayakRamakanta-uj8kf
@NayakRamakanta-uj8kf 4 дня назад
କଂଗ୍ରେସ ଯାହା କହୁଥିଲା ତାହା ସତରେ କଣ ସତ୍ୟ ହେବ ବିଜେପି ବିଜେଡି ପ୍ରେମ ଭିତରେ ଭିତରେ ଅଛି
@santoshbiswal6256
@santoshbiswal6256 4 дня назад
Sir pranam. Sir your judgement is full of correct.
@umeshchandradash2881
@umeshchandradash2881 4 дня назад
ନମସ୍କାର ଆଜ୍ଞା। ନିରପେକ୍ଷ ସାମ୍ବାଦିକତା କଣ ତାହା ଆଜି ର ତଥାକଥିତ ସାମ୍ବାଦିକ ମାନେ ଶିଖିବା ଦରକାର। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
@srinathgaming489
@srinathgaming489 4 дня назад
ଧନ୍ୟବାଦ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ କଥାକୁ
@raghumaninayak9593
@raghumaninayak9593 4 дня назад
X ସରକାରର ଆଇଏଏସ ଅଫିସର ଓ ଓଏଏସ ସଂଘର ଅଫିସରଙ୍କୁ ମୋହନ ସରକାର ବଦଳି କରିବା ନ ହେଲେ ନିଜେ ଅସମାନିତ ହେବେ ସମୟ କହିବ...
@tirtharajpanda7237
@tirtharajpanda7237 5 дней назад
Jai Jagannath Sir Very True and hearty analysis...
@gopalsamall8365
@gopalsamall8365 5 дней назад
ରାଜନୀତି ଓ ସରକାର ଙ୍କ ବିଗତ ଦୁର୍ନୀତି ର ଚର୍ଚ୍ଚା ଛାଡି ଓଡ଼ିଆ ଅସ୍ମିତା, ଇତିହାସ, ସଂସ୍କୃତି, ଜୀବନ ଚର୍ଯ୍ୟା ବିଷୟରେ ଆଲୋଚନା କରିବାକୁ ମଧ୍ୟ୍ୟ ଏପିସଡ଼ କରନ୍ତୁ l
@ganeswarnayak7161
@ganeswarnayak7161 4 дня назад
ଧନ୍ୟ ବାଦ ସାର୍ , ଆପଣ ଙ୍କୁ ଏଵଂ ନିର୍ଭୟ ଗୁମର କଥା କୁ।
@bijaypanda1843
@bijaypanda1843 4 дня назад
ଅତି ସୁନ୍ଦର ପ୍ରସ୍ଥାପନ 🙏
@adaitaswain9974
@adaitaswain9974 4 дня назад
Sir namaskar.Your assessment is correct.Wait till completion of Car festival.
@saratmishra7100
@saratmishra7100 5 дней назад
Jay Jagannath. ମୋହନ ସରକାର ନିଜ ଗୋଡ଼ରେ ନିଜେ କୁରାଢି ମାରିବେ। Truly speaking ଯେଉଁମାନେ BJP କୁ ସରକାର ଆଣିଥିଲେ, ସେମାନେ ସମସ୍ତେ ଚିନ୍ତିତରେ ଅଛନ୍ତି, ଏତେଦିନ ହେଲା ଅମଲାତନ୍ତ୍ରର ରେ କାହିଁକି reshuffle ହେଉନାହିଁ ??
@sushantakumardas9901
@sushantakumardas9901 4 дня назад
It is Quite Surprising that, why the New Chief Minister Mr Mohan Charan Majhi is Calous in taking Prompt action against all sorts od Rampant Corruption done during BJD Ministry
@apartibehera6122
@apartibehera6122 4 дня назад
ସୁନ୍ଦର ଉପସ୍ଥାପନାର ରହସ୍ଯ,
@shivanarayanacharya1344
@shivanarayanacharya1344 4 дня назад
Sir, Apan nka analysis and the secret intention to open the faculties of Brains and total mind of Odisha is highly appreciated.At this age, your efforts r SEVA to odiya must be 🎉 by God.
@user-yx1bp8vl5g
@user-yx1bp8vl5g 4 дня назад
U r absolutely right sir 🙏🙏
@pranatidildilbecharasahoo6719
@pranatidildilbecharasahoo6719 4 дня назад
Thank you.
@kabitasahoo8385
@kabitasahoo8385 4 дня назад
🙏👍❤ Corruption to the core. Prabhu 🙏.
@netajidash9367
@netajidash9367 4 дня назад
ବଢ଼ିଆ ୱଜିବ ପ୍ରଶ୍ନରୁ ଆରମ ଭ ଆଜିର ଭିଡିଓ।
@jharanamahanta710
@jharanamahanta710 4 дня назад
Satarkata karithibaru bahut dhanyabad 🙏🙏
@jyotiranjanswain2033
@jyotiranjanswain2033 4 дня назад
100% right sir 🙏🙏🙏
@successfullife6722
@successfullife6722 4 дня назад
ସାର, ଆପଣଙ୍କ ଉପସ୍ଥାପନା ଶୁଣି ଦୁଃଖ ଲାଗୁଛି l
@Dr.HrudanandaMishra
@Dr.HrudanandaMishra 4 дня назад
Vineel Krishna & Lala Manoj Roy should be sacked forthwith.
@hemantkumarsingh1387
@hemantkumarsingh1387 4 дня назад
Analysis is very very correct.
@susantasahoo9544
@susantasahoo9544 4 дня назад
ନବୀନ ବାବୁ ଧନ୍ୟବାଦ।ଅବସର ପରେ ପୂର୍ଣ୍ଣ ନିଯୁକ୍ତି ସମାଜରେ ଏକ ମହାମାରୀ ରୋଗ ହୋଇଗଲାଣି।ଏହା ଫଳରେ ନୂତନ ନିଯୁକ୍ତି ପ୍ରତି ବାଧା ସୃଷ୍ଟି ହେଉଛି ।ଫଳରେ ଯୁବ ସମାଜ ନିଯୁକ୍ତି ନପାଇ ପଥଭ୍ରସ୍ତ ହେଉଛନ୍ତି ,ଅପରାଧିକ କାର୍ଯ୍ୟ କଳାପ ବୃଦ୍ଧି ପାଇଛି।
@user-kt9nv9fd5j
@user-kt9nv9fd5j 4 дня назад
Because CB Naidu was ex CM and he has experienced, but Mohan is new CM. He will take sometimes.
@shankardmishra121
@shankardmishra121 4 дня назад
ଅର୍ଗସ news ର ସମସ୍ତ ଏଡିଟର୍ସ ମାନେ ବି ଏ ଭିଡ଼ିଓ ଟି ଦେଖିବା ଅତି ଆବଶ୍ୟକ l
@user-gj7fv5tq2q
@user-gj7fv5tq2q 4 дня назад
Weat and watch sir
@kanhapatel1432
@kanhapatel1432 4 дня назад
U R Right
@user-qp1hi7rd5s
@user-qp1hi7rd5s 4 дня назад
ଧନ୍ୟବାଦ୍ ନିର୍ଭୟ gumarakatha ku
@deepanjalimohanty9756
@deepanjalimohanty9756 5 дней назад
ନମସ୍କାର, ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ 🙏🏻🙏🏻🙏🏻
@newbestknow4141
@newbestknow4141 4 дня назад
Right words.
@kshirodkumarbehera5105
@kshirodkumarbehera5105 4 дня назад
ଆଜି ଓଡିଆ ଯଦି ଅବହେଳିତ ଏଇ କିଛି ଓଏଏସ୍ ଆଉ ଆଇଏଏସ ଙ୍କ ପାଇଁ ଯାହା କଥା ରେ ଅଛି ଓଡ଼ିଆ ଙ୍କୁ କଙ୍କଡା ସଦୃଶ୍ୟ ତୁଳନା କରାଯାଏ।
@UttamDakshinray
@UttamDakshinray 4 дня назад
Right sir
@user-zy1lh4cg6h
@user-zy1lh4cg6h 4 дня назад
ସାର ନମସ୍କାର ବହୁତ ସୁନ୍ଦର ଉପସ୍ଥାପନା ବହୁତ ବଢିଆ ଲାଗିଲା ଧନ୍ୟବାଦ
@baijayantim4610
@baijayantim4610 4 дня назад
Right
@TapanBhuyan-k6t
@TapanBhuyan-k6t 4 дня назад
So very nice
@completewellness112
@completewellness112 4 дня назад
Nice analysis 👍
@chittaranjamohapatra3422
@chittaranjamohapatra3422 4 дня назад
Nice presentation
@bijayakumarsahu4945
@bijayakumarsahu4945 4 дня назад
ଆପଣଙ୍କ କଥା ଶୁଣି ବହୁତ ଦୁଃଖ ଲାଗୁଛି
@user-uf6fp6nl2p
@user-uf6fp6nl2p 4 дня назад
ଶାସନ ଚଲେଇବା ଏକ କଳା ମୋହନ ମାଝିକଂର ସେକଳା ଥିଲାପରି ମନେହୁଏନାହି ସେ କେବେ ଚଂଦରବାବୁ ନାଇଡୁ ବା ଯୋଗି ଆଦିତ୍ଯ ନାଥ ହୋଇପାରିବେ ନାହିଁ କାହିଁକି ନା ତାଙ୍କ ଚେହେରା ଦେଖିଲେ ଲାଗୁଛି ସେହିପରି
@TapanBhuyan-k6t
@TapanBhuyan-k6t 4 дня назад
Right you
@manoranjan34680
@manoranjan34680 4 дня назад
ଆପଣଙ୍କ ଉପସ୍ଥାପନା ବାବଦରେ ତ କହିବିନାହିଁ, କାରଣ ତାହାତ ସମସ୍ତଙ୍କ ଦ୍ୱାରା ଆଦୃତ, ଆମ କାମ ଆମେ କରିଛୁ କିନ୍ତୁ ଏବେ ମୋହନ ସରକାରଙ୍କ ଦାୟିତ୍ୱ ସେ କିପରି ସରକାର ଓ ଶାସନ ଚଳାଇବେ, ଯଦି ଭଲ କରନ୍ତି ଆଗକୁ ଭେଲ କଲେ ପଛକୁ ବିଚାର ତାଙ୍କ ଉପରେ ଛଡ଼ାଯାଉ, ଧନ୍ୟବାଦ ଜୟ ଜଗନ୍ନାଥ 🙏🙏🙏
@sampadsatapathy1220
@sampadsatapathy1220 4 дня назад
ମନୋଜ ଆହୁଜା କଣ ଓଡିଆ ଅସ୍ମିତା?
@ramachandrapanipani7424
@ramachandrapanipani7424 4 дня назад
ଜୟ ଶ୍ରୀ ଜଗନ୍ନାଥ !
@narendranathmishra5301
@narendranathmishra5301 4 дня назад
Ajira alochana khub sundar. Emaney karibey nahin. Naidu baboo o mohan baboonka bhitarey bahut farak. Jaganath bharasha.
@sunakarpradhan2466
@sunakarpradhan2466 4 дня назад
ଓଡ଼ିଆ କହି ପାରୁନଥିବ ବ୍ୟକ୍ତି ଅଜୋଗ୍ୟ ଓ ଚୋର ତାଙ୍କ ଦୁର୍ନୀତର ପରଦା ବାହାରକୁ ଆସିବା ଦରକାର ଧନ୍ଯବାଦ
@dpnayak19
@dpnayak19 4 дня назад
We will take action. Jagrata Odisha team is watching everthing. Mohan Ji may take time to understand the Government system but, we know how to save Odisha from scoundrels.
@rameshchandraswain2153
@rameshchandraswain2153 4 дня назад
Jay Jagannath.
@lalatenduparida6198
@lalatenduparida6198 4 дня назад
Jay Jagannath🙏🙏🙏
@ajaykumarbehera5018
@ajaykumarbehera5018 4 дня назад
Yes,sir
@bibachhachandrasahoo8595
@bibachhachandrasahoo8595 4 дня назад
Odisha needs a Brave and Competent Chief Minister.
@user-ep8vp6be6i
@user-ep8vp6be6i 4 дня назад
ସାର ଆପଣଙ୍କୁ ସତ ନମସ୍କାର । ନିହାତି ସତକଥା । ଯଦି ଏହି ଦଳ ଏହି ସୁବର୍ଣ୍ଣ ସୁଯୋଗ ହରାଏ ତାହାହେଲେ ଏମାନେ ନିଜ ଗୋଡ଼ରେ କୁରାଡ଼ି ମାରିବା ସଦୃଶ୍ୟ । ସଞ୍ଜୁତ ନନ୍ଦ ।
@mituprdhan2020
@mituprdhan2020 4 дня назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹
@pabitrachampati5239
@pabitrachampati5239 4 дня назад
ଏସବୁ ର ମୂକ ସାକ୍ଷୀ ଭାବେ ଉତ୍ତର ଦେବେ ଜନତା ଜନାର୍ଦ୍ଦନ, ଜୟ ଜଗନ୍ନାଥ ସଦ୍ବୁଧି ଦିଅନ୍ତୁ ଏ ନୂଆ ସରକାରଙ୍କୁ ।
@AshokPanda-qt4qn
@AshokPanda-qt4qn 4 дня назад
Wha Wha Bahut khub Adabarse Aji Apana kamal karidele Jai Jagannaatha Ati Sundar Bhabana Nirbhyare 🙏
@AshokPanda-qt4qn
@AshokPanda-qt4qn 4 дня назад
25 bars pare Odissa Basinkara Sarakar prati Bhaya chaligala Aha Eka labha heichhi
@AshokPanda-qt4qn
@AshokPanda-qt4qn 4 дня назад
Ame Orissa Basi Bhasi jiba Apankar Akalan sata hele
@AshokPanda-qt4qn
@AshokPanda-qt4qn 4 дня назад
Se manji Chara hoi Chara hoigalani Nabin Babu Amar Durbhagya Chandra Babu Naidu👍👏
@AshokPanda-qt4qn
@AshokPanda-qt4qn 4 дня назад
Se manji Chara hoi Chara hoigalani Nabin Babu Amar Durbhagya Chandra Babu Naidu👍👏
@AshokPanda-qt4qn
@AshokPanda-qt4qn 4 дня назад
Mohan sarkara Aka Dharma Sankata
@padmalochanmalik6653
@padmalochanmalik6653 17 часов назад
जय मोहन चरण माझी की जय हो। ॐ
@user-oc8fz9wn1r
@user-oc8fz9wn1r 4 дня назад
Prasanta Sir,told that, right fact, further Mohan Sarkar one month have been passed,but no action has been taken against Bjd party culprit.
@bhabanemallick1801
@bhabanemallick1801 4 дня назад
Bilkul wright sir
@SusantaKumarSahu-nf6rx
@SusantaKumarSahu-nf6rx 4 дня назад
ଆପଣ ଭଲ କରିଚନ୍ତି ସବୁକଥା ଜାଣନ୍ତୁ
@susantapanda1314
@susantapanda1314 4 дня назад
ଏକ ଦମ ସତ କଥା
@BirendraPardia-xe5cz
@BirendraPardia-xe5cz 4 дня назад
Analysis is 100% correct
@jagannathmishra5300
@jagannathmishra5300 5 дней назад
ଧୀରେ ଧୀରେ ସବୁ ଜଣା ପଡିଯିବା। ବିଜେପି ସରକାର କୁ କେହି କହୁ ନାହାନ୍ତି ବିଜେଡି ର ପାପ ମୁଣ୍ଡେଇ ବାକୁ। ଜନଦେଶ, ଓଡ଼ିଆ ଜାତି କୁ ଠକନ୍ତୁ ନାହିଁ ଆଜ୍ଞା ; ଏହା ସରକାର ଙ୍କୁ ଅନୁରୋଧ।
@user-lx1jo2he1n
@user-lx1jo2he1n 4 дня назад
Thank u Nabin babu for your threadbare analysis of present scenario of this new Government
@trilochandas5025
@trilochandas5025 4 дня назад
Very good subject to be remembered for Chief Minister Office. Lots of employees are working on extension services in Heads of Department, Rajbhawan and also in all districts collectorate perhaps.Whereas educated talents are waiting for employment. Jay Jagannath
@sumankar6856
@sumankar6856 4 дня назад
Brilliant presentation❤
@niranjansahoo7732
@niranjansahoo7732 4 дня назад
😊ଜୟ୍ ଜଗନ୍ନାଥ। ମୋହନ ସରକାର ଚାରି ଦ୍ଵାର ଖୋଲା ଗଲା। କିନ୍ତୁ ବେଦାନ୍ତ ନେଇଥିବା ଜଗନ୍ନାଥ ଙ୍କ ଅମୃତ ମଣୋହି ଜମି କେବେ ଫେରିବ ତାହା ବିଷୟରେ କିଛି କହିଲେ ନାହିଁ ଦାଦନ ଶ୍ରମିକ ସମସ୍ୟା ଉପରେ କିଛି କହିଲେ ନାହିଁ।
@sudeepkumardian1548
@sudeepkumardian1548 4 дня назад
ନିଜେ ଆପଣ କହିଲେ ଆଗକୁ ରଥଯାତ୍ରା ଅଛି ତାପରେ କିଛି ହବ. କିନ୍ତୁ ଦିଦିନ ପରେ ଆପଣ ବ୍ୟସ୍ତ ହେଇପଡୁଛନ୍ତି. ଆପଣ ହତୋତ୍ସାହିତ ନହୋଇ ଅପେକ୍ଷା କରନ୍ତୁ. ଯାହା ଆପଣ ଚାହିଁଛନ୍ତି ନିଶ୍ଚିନ୍ତ ସେଇଆ ହବ. ନା ବ୍ୟସ୍ତ ହେବାର ଆପଣଙ୍କର ଅନ୍ୟ କିଛି କାରଣ ଅଛି
@sarojpradhan830
@sarojpradhan830 4 дня назад
Jay Sri Rama Jay jay Maa ❤
@narendrabarik9855
@narendrabarik9855 4 дня назад
Jay Jagannatha Bharasa
@sadanandmohanty3537
@sadanandmohanty3537 4 дня назад
Sir 🙏🙏🙏🙏🙏💐💐💐💐 Jay sriram Jay jagannath Jay Odisha 🙏
@janardanpanda5378
@janardanpanda5378 4 дня назад
ଗତ ସରକାର ଅମଳରେ ଯେଉଁ ପ୍ରକାର ଦୁର୍ନୀତି ଆଉ ପ୍ରଶାସନିକ ଅବ୍ୟବବସ୍ଥା ହୋଇଛି ତାହା ନୂଆଁ ସରକାର କୁ ସୁଧାରିବା ମୁସ୍କିଲି
@Buy_YT_Views.293
@Buy_YT_Views.293 4 дня назад
Subscribed and hooked!
@sureshchandradash6900
@sureshchandradash6900 4 дня назад
ସବୁ କଥା ଛାଡ଼ନ୍ତୁ, ନୂଆ CM ଚାକିରୀରୁ ଅବସର ପରେ ଚାକିରୀରେ ଥିବା ଚାମଚା କର୍ମଚାରୀଙ୍କୁ ଯଥାଶୀଘ୍ର ବିତାଡିତ କରନ୍ତୁ, ବର୍ତ୍ତମାନ ଅବସର ନେଉଥୁବା କୌଣସି କର୍ମଚାରୀଙ୍କୁ extension କରନ୍ତୁ ନାହିଁ, ଏହା କଲେ ବଡ ବାମ୍ଫ ନେବେ.
@narayandalai8414
@narayandalai8414 4 дня назад
CM sir dayakari najar rakhantu
@bibhumohapatra2752
@bibhumohapatra2752 4 дня назад
Good
@markandacharanswain9046
@markandacharanswain9046 4 дня назад
They should be taught a lesson.
@user-qx7xy7sl1q
@user-qx7xy7sl1q 4 дня назад
❤❤Right❤❤❤
Далее
Сумерки сасага🧛
11:41
Просмотров 1 млн
Сумерки сасага🧛
11:41
Просмотров 1 млн